< John 12 >
1 Nítorí náà, nígbà tí àjọ ìrékọjá ku ọjọ́ mẹ́fà, Jesu wá sí Betani, níbi tí Lasaru wà, ẹni tí ó ti kú, tí Jesu jí dìde kúrò nínú òkú.
୧ଏତ୍କି ବିତ୍ରେ ଜିସୁ ନିସ୍ତାର୍ ପରବ୍ ଅଇବାକେ ଚ ଦିନର୍ ଆଗ୍ତୁ ବେତ୍ନିଆ ଗାଲା । ତେଇ ଲାଜାରର୍ ଗର୍ । ଜିସୁ ଏ ଲାଜାର୍କେସେ ମଲାଟାନେଅନି ଉଟାଇରଇଲା ।
2 Wọ́n sì ṣe àsè alẹ́ fún un níbẹ̀. Marta sì ń ṣe ìránṣẹ́, ṣùgbọ́n Lasaru jẹ́ ọ̀kan nínú àwọn tí ó jókòó níbi tábìlì rẹ̀.
୨ସେ ରାତି ତେଇ ଜିସୁର୍ପାଇ ଗଟେକ୍ ବଜି ଟିକ୍ କଲାଇ । ଆରି ମାର୍ତା ସେମନ୍କେ କୁଆପୁଚା କରାଇତେରଇଲା । ଲାଜାର୍ ଜିସୁର୍ ସଙ୍ଗ୍ ବଜିତେଇ ବସି ରଇଲା ।
3 Nígbà náà ni Maria mú òróró ìkunra nadi, òsùwọ̀n lita kan, àìlábùlà, olówó iyebíye, ó sì ń fi kun Jesu ní ẹsẹ̀, ó sì ń fi irun orí rẹ̀ nu ẹsẹ̀ rẹ̀ nù. Ilé sì kún fún òórùn ìkunra náà.
୩ସେଡ୍କିବେଲେ ମରିୟମ୍ ଜଟାମାଉଁସ୍ ନାଉଁର୍ ବେସି ଦାମେ ତିଆର୍ ଅଇଲା ଅଦ୍ ଲିଟର୍ ବାସ୍ନା ଚିକନ୍ ଆନି ଜିସୁର୍ ପାଦେ ରକଇ ନିଜର୍ ଚେଣ୍ଡିସଙ୍ଗ୍ ପୁଚିଦେଲା । ଆରି ସେ ଚିକନର୍ ସୁନ୍ଦର୍ ବାସ୍ନା ଗୁଲାଇ ଗର୍ ଗମ୍କିଗାଲା ।
4 Nígbà náà ni ọ̀kan nínú àwọn ọmọ-ẹ̀yìn rẹ̀, Judasi Iskariotu, ọmọ Simoni ẹni tí yóò fi í hàn, wí pé,
୪ଜିସୁର୍ ସିସ୍ମନର୍ ବିତ୍ରେ ଅନି ଇସ୍କାରିୟତ୍ ଜିଉଦା ନାଉଁର୍ ସିସ୍, ଜେ କି ଜିସୁକେ ସତ୍ରୁମନ୍କେ ସର୍ପିଦେବାକେ ଜାଇତେ ରଇଲା, ସେ କଇଲା,
5 “Èéṣe tí a kò ta òróró ìkunra yìí ní ọ̀ọ́dúnrún owó idẹ kí a sì fi fún àwọn tálákà?”
୫“ଏ ବାସ୍ନା ଚିକନ୍ ତିନ୍ ସଅ ରୁପା ଟାଙ୍ଗାକେ ବିକିକରି ସେ ଡାବୁ ଗରିବ୍ ଲକ୍ମନ୍କେ ଦେଲେ ନଇତା କି?”
6 Ṣùgbọ́n ó wí èyí, kì í ṣe nítorí tí ó náání àwọn tálákà; ṣùgbọ́n nítorí tí ó jẹ́ olè, òun ni ó ni àpò, a sì máa jí ohun tí a fi sínú rẹ̀ láti fi ran ara rẹ lọ́wọ́.
୬ଇସ୍କାରିୟତ୍ ଜିଉଦା ଗରିବ୍ ଲକ୍ମନର୍ପାଇ ଚିନ୍ତା କର୍ତେରଇଲାଜେ ଏନ୍ତି କଇଲା ବଲି ନାଇ, ମାତର୍ ସେ ଗଟେକ୍ ଚର୍ । ତାର୍ ଦାଇତେ ରଇଲା ଟାଙ୍ଗାମୁନା ଟାନେଅନି ସେ ନିଜର୍ ପାଇ କେତେକ୍ କେତେକ୍ ଲୁଚାଇ ନେଇତେରଇଲା ।
7 Nígbà náà ni Jesu wí pé, “Ẹ fi í sílẹ̀, ó ṣe é sílẹ̀ de ọjọ́ ìsìnkú mi.
୭ମାତର୍ ଜିସୁ କଇଲା, “ତାକେ କାଇଟା ବଲି କୁଆ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ଜେନ୍ତିକି ମର୍ ସମାଦି ଦିନର୍ପାଇ ସଙ୍ଗଇଆଚେ ।
8 Nígbà gbogbo ni ẹ̀yin sá à ní tálákà pẹ̀lú yín; ṣùgbọ́n èmi ni ẹ kò ní nígbà gbogbo.”
୮ଗରିବ୍ ଲକ୍ମନ୍ ତା ସବୁବେଲେ ତମର୍ ସଙ୍ଗ୍ ରଇଲାଇନି, ମାତର୍ ମୁଇ ସବୁବେଲେ ନ ରଇ ।”
9 Nítorí náà, ìjọ ènìyàn nínú àwọn Júù ni ó mọ̀ pé ó wà níbẹ̀; wọ́n sì wá, kì í ṣe nítorí Jesu nìkan, ṣùgbọ́n kí wọn lè rí Lasaru pẹ̀lú, ẹni tí ó ti jí dìde kúrò nínú òkú.
୯ଏତ୍କିବିତ୍ରେ ଜିସୁ ବେତ୍ନିଆଇ ଆଚେ ବଲି ଜାନିକରି ବେସି ଜିଉଦି ଲକ୍ମନ୍ ଆଇଲାଇ । ଅବ୍କା ଜିସୁକେ ସେ ଦେକ୍ବାକେ ନାଇ, ମାତର୍ ଜନ୍ ଲାଜାର୍କେ ଜିସୁ ମଲାଟାନେଅନି ଉଟାଇରଇଲା ତାକେ ମିସା ଦେକ୍ବାର୍ ଆସିରଇଲାଇ ।
10 Ṣùgbọ́n àwọn olórí àlùfáà gbìmọ̀ kí wọn lè pa Lasaru pẹ̀lú,
୧୦ମାତର୍ ମୁକିଅ ପୁଜାରିମନ୍ ଲାଜାର୍କେ ମିସା ମରାଇବାକେ ଜଜ୍ନା କଲାଇ ।
11 nítorí pé nípasẹ̀ rẹ̀ ni ọ̀pọ̀ nínú àwọn Júù jáde lọ, wọ́n sì gbà Jesu gbọ́.
୧୧କାଇକେବଇଲେ ତାର୍ଲାଗି ବଲି କେତେକ୍ କେତେକ୍ ଜିଉଦି ଲକ୍ମନ୍ ନେତାମନ୍କେ ଚାଡି ଜିସୁକେ ବିସ୍ବାସ୍ କର୍ତେରଇଲାଇ ।
12 Ní ọjọ́ kejì nígbà tí ọ̀pọ̀ ènìyàn tí ó wá sí àjọ gbọ́ pé, Jesu ń bọ̀ wá sí Jerusalẹmu.
୧୨ତାର୍ ଆର୍କର୍ ଦିନେ ରକିଆପାଇବା ପରବେ ଆସିରଇବା ବେସି ଲକ୍ମନ୍ ଜିସୁ ଜିରୁସାଲାମ୍ ଆଇଲାନି ବଲି ସୁନ୍ଲାଇ ।
13 Wọ́n mú imọ̀ ọ̀pẹ, wọ́n sì jáde lọ pàdé rẹ̀, wọ́n sì ń kígbe pé, “Hosana!” “Olùbùkún ni ẹni tí ń bọ̀ wá ní orúkọ Olúwa!” “Olùbùkún ni ọba Israẹli!”
୧୩ସେଟାର୍ ପାଇ ସେମନ୍ କଜ୍ରିଡାଲ୍ ଦାରି ଜିସୁକେ ବେଟ୍ଅଇବାର୍ ଗାଲାଇ, ଆରି ଆଉଲିଅଇକରି କଇଲାଇ, “ଅସାନା, ଜେ ମାପ୍ରୁର୍ ନାଉଁଦାରି ଆଇଲାନି ତାର୍ ମଙ୍ଗଲ୍ ଅ, ପର୍ମେସର୍ ତାକେ ଆସିର୍ବାଦ୍ କର । ସେ ଇସ୍ରାଏଲର୍ ରାଜା ଡାକ୍ପୁଟା ପାଅ ।”
14 Nígbà tí Jesu sì rí ọmọ kẹ́tẹ́kẹ́tẹ́ kan, ó gùn ún; gẹ́gẹ́ bí a ti kọ̀wé pé,
୧୪ଆରି ଜିସୁ ଗଟେକ୍ ଗଦ ପିଲାର୍ ଉପ୍ରେ ବସି ଆଇତେ ରଇଲା । ଜେନ୍ତିକି ସାସ୍ତରେ ଲେକାଅଇଲା ଏ ବବିସତ୍ କାତା ସିଦ୍ ଅଇଲା ।
15 “Má bẹ̀rù, ọmọbìnrin Sioni; wò ó, ọba rẹ ń bọ̀ wá, o jókòó lórí ọmọ kẹ́tẹ́kẹ́tẹ́.”
୧୫“ଏ ସିୟନ୍ ନଅରର୍ ଲକ୍ମନ୍, ତମେ ଡରାନାଇ ଦେକା ତମର୍ ରାଜା ଗଟେକ୍ ଗଦ ପିଲାର୍ ଉପ୍ରେ ବସି ଆଇଲାନି ।”
16 Nǹkan wọ̀nyí kò tètè yé àwọn ọmọ-ẹ̀yìn rẹ̀, ṣùgbọ́n nígbà tí a ṣe Jesu lógo, nígbà náà ni wọ́n rántí pé, a kọ̀wé nǹkan wọ̀nyí nípa rẹ̀ sí i.
୧୬ପର୍ତୁମ୍ ପର୍ତୁମ୍ ଜିସୁର୍ ସିସ୍ମନ୍ ଏ ବିସଇ ବୁଜି ନ ରଇଲାଇ । ମାତର୍ ଜିସୁ ଜେଡେବେଲା ମଲାଟାନେଅନି ଉଟ୍ଲା ପଚେ ଏ ସବୁଜାକ ଲେକା ଏତାଇଲାଇଜେ, ସାସ୍ତରେ ତାର୍ ବିସଇସେ ଲେକା ଅଇରଇଲା । ଆରି ସେମନ୍ ତାର୍ ପାଇ ସବୁ କାମ୍ କରିରଇଲାଇ ।
17 Nítorí náà, ìjọ ènìyàn tí ó wà lọ́dọ̀ rẹ̀ nígbà tí o pé Lasaru jáde nínú ibojì rẹ̀, tí ó sì jí i dìde kúrò nínú òkú, jẹ́rìí sí i.
୧୭ଜିସୁ ଲାଜାର୍କେ ମଲାଟାନେଅନି ଉଟାଇକରି ସମାଦିଅନି ବାରଇବାକେ କଇଲାବେଲେ ଜନ୍ ଲକ୍ମନ୍ ଜିସୁର୍ ସଙ୍ଗ୍ ରଇଲାଇ, ସେମନ୍ ସେ ଗଟ୍ନା ବିସଇର୍ ସାକି ଦେବାର୍ ଦାର୍ଲାଇ ।
18 Nítorí èyí ni ìjọ ènìyàn sì ṣe lọ pàdé rẹ̀, nítorí tí wọ́n gbọ́ pé ó ti ṣe iṣẹ́ àmì yìí.
୧୮ସେଟାର୍ପାଇ ଲକ୍ମନ୍ ତାକେ ବେଟ୍ଅଇବାକେ ଜାଇରଇଲାଇ । କାଇକେବଇଲେ ସେ ଆକା ଏ କାବା ଅଇବା କାମ୍ମନ୍ କଲାନି ବଲି ସେମନ୍ ସୁନିରଇଲାଇ ।
19 Nítorí náà àwọn Farisi wí fún ara wọn pé, “Ẹ kíyèsi bí ẹ kò ti lè borí ní ohunkóhun? Ẹ wo bí gbogbo ayé ti ń wọ́ tọ̀ ọ́!”
୧୯ତେଇ ପାରୁସିମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଦେକ୍ଲାସ୍ନି କାଇକି, ଆମେ ଚେସ୍ଟା କଲାଟା ଗଟେକ୍ ମିସା ଅଏନାଇ, ଦେକାନି ଗୁଲାଇ ଦୁନିଆଜାକ ତାର୍ ପଚେ ଗାଲାନି ।”
20 Àwọn Giriki kan sì wà nínú àwọn tí ó gòkè wá láti sìn nígbà àjọ,
୨୦ନିସ୍ତାର୍ ପରବ୍ କର୍ବାକେ ଆସିରଇବା ଲକ୍ମନର୍ ବିତ୍ରେ ଗିରିକ୍ ଲକ୍ମନ୍ ମିସା କେତେଲକ୍ ରଇଲାଇ ।
21 Àwọn wọ̀nyí ni ó tọ Filipi wá, ẹni tí í ṣe ará Betisaida tí Galili, wọ́n sì ń béèrè lọ́wọ́ rẹ̀, pé, “Alàgbà, àwa ń fẹ́ rí Jesu!”
୨୧ସେମନ୍ ପିଲିପର୍ ଲଗେ ଆସି ତାକେ କଇଲାଇ, “ଏ ଆଗିଆଁ ଆମେ ଜିସୁକେ ଦେକ୍ବାକେ ମନ୍ କଲୁନି ।” ପିଲିପ୍ ବେତ୍ସାଇଦାର୍ ଲକ୍ ରଇଲା ।
22 Filipi wá, ó sì sọ fún Anderu; Anderu àti Filipi wá, wọ́n sì sọ fún Jesu.
୨୨ପିଲିପ୍ ଜାଇ ଆନ୍ଦ୍ରିୟକେ ଏ କବର୍ ଜାନାଇଲାକେ ସେମନ୍ ଜାଇ ଜିସୁକେ କଇଲାଇ ।
23 Jesu sì dá wọn lóhùn pé, “Wákàtí náà dé, tí a ó ṣe Ọmọ Ènìyàn lógo.
୨୩ଜିସୁ ସେମନ୍କେ କଇଲା, “ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମୁଇ ଡାକ୍ପୁଟା ପାଇବା ବେଲା ଆସି କେଟି ଆଚେ ।
24 Lóòótọ́, lóòótọ́ ni mo wí fún yín, bí kò ṣe pé alikama bá bọ́ sí ilẹ̀, tí ó bá sì kú, ó wà ní òun nìkan; ṣùgbọ́n bí ó bá kú, yóò sì so ọ̀pọ̀lọpọ̀ èso.
୨୪ମୁଇ ତମ୍କେ ସତ୍କାତା କଇଲିନି ଜଦି ଗଅମ୍ ମୁଞ୍ଜି ବୁଏଁ ଅଦ୍ରି ନ ମର୍ବା ଜାକ ସେନ୍ତିସେ ରଇସି । ସେଟା ମଲେ ସେ ବେସି ମୁଞ୍ଜି ଦାର୍ସି ।
25 Ẹni tí ó bá fẹ́ ẹ̀mí rẹ̀ yóò sọ ọ́ nù; ẹni tí ó bá sì kórìíra ẹ̀mí rẹ̀ láyé yìí ni yóò sì pa á mọ́ títí ó fi di ìyè àìnípẹ̀kun. (aiōnios )
୨୫ଜେ ନିଜର୍ ଜିବନ୍କେ ବେସି ଆଲାଦ୍ କର୍ସି, ସେ ସେଟା ଆରାଇସି । ଜେ ନିଜର୍ ଜିବନ୍ ଗିନ୍ କର୍ତେରଇସି, କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ତାର୍ ଜିବନ୍ ରକିଆ କର୍ସି । (aiōnios )
26 Bí ẹnikẹ́ni bá ń sìn mí, kí ó máa tọ̀ mí lẹ́yìn, àti pe níbi tí èmi bá wà, níbẹ̀ ni ìránṣẹ́ mi yóò wà pẹ̀lú, bí ẹnikẹ́ni bá ń sìn mí, òun ni Baba yóò bu ọlá fún.
୨୬ଜନ୍ ଲକ୍ ମର୍ ସେବା କର୍ବାକେ ମନ୍ କଲାନି, ସେ ମର୍ ସଙ୍ଗ୍ ଆସ । ମୁଇ ଜନ୍ ଜାଗାଇ ରଇବି, ମର୍ ସେବା କାମ୍ କର୍ବା ଲକ୍ମନ୍ମିସା ସେ ଜାଗାଇ ରଇବାଇ । ଆରି ସେ ମର୍ ଆରି ମର୍ ବାବା ପର୍ମେସରର୍ ସନ୍ମାନ୍ ପାଇସି ।”
27 “Ní ìsinsin yìí ni a ń pọ́n ọkàn mi lójú; kín ni èmi ó sì wí? ‘Baba, gbà mí kúrò nínú wákàtí yìí’? Rárá, ṣùgbọ́n nítorí èyí ni mo ṣe wá sí wákàtí yìí.
୨୭ଏବେ ମର୍ ଜିବନ୍ ବେସି ବାୟାବିକଲ୍ ଅଇଗାଲାନି । କାଇଟା କଇବି? ଏ ବାବା ମକେ ଏ ଦୁକର୍ ବେଲାଇଅନି ରକିଆ କର୍ ବଲି ଗୁଆରି କର୍ବି କି? ନାଇ ସେନ୍ତି ନ କଇ । ଦୁକ୍ କସ୍ଟ ମୁରଚ୍ବାକେ ସେ ମୁଇ ଆଇଲିଆଚି ।
28 Baba, ṣe orúkọ rẹ lógo!” Nígbà náà ni ohùn kan ti ọ̀run wá, wí pé, “Èmi ti ṣe é lógo!”
୨୮ଏ ବାବା ତର୍ ନାଉଁ ଡାକ୍ପୁଟା କର । ସେ ବେଲା ସର୍ଗେଅନି ଏ କାତା କଇବା ସବଦ୍ ଆଇଲା, “ମର୍ ନାଉଁ ଡାକ୍ପୁଟା କଲିଆଚି, ଆରି ତରେକ୍ ଡାକ୍ପୁଟା କର୍ବି ।”
29 Nítorí náà ìjọ ènìyàn tí ó dúró níbẹ̀, tí wọ́n sì gbọ́ ọ, wí pé, “Àrá ń sán.” Àwọn ẹlòmíràn wí pé, “Angẹli kan ni ó ń bá a sọ̀rọ̀.”
୨୯ତେଇ ଟିଆଅଇ ରଇଲା ଲକ୍ମନ୍ ଏ ସବଦ୍ ସୁନି କରି “ଏଟା ବାଦଲ୍ ଗୁଡ୍ଗୁଡ୍ଲା” ବଲି କଇଲାଇ । ମାତର୍ ଅଦେକ୍ ଲକ୍ମନ୍, “ସର୍ଗେଅନି ଗଟେକ୍ ଦୁତ୍ ତାର୍ ସଙ୍ଗ୍ କାତା ଅଇଲାନି” ବଲି କଇଲାଇ ।
30 Jesu sì dáhùn wí pé, “Kì í ṣe nítorí mi ni ohùn yìí ṣe wá, bí kò ṣe nítorí yín.
୩୦ଜିସୁ ସେ ଲକ୍ମନ୍କେ କଇଲା, “ଏ ସବଦ୍ ମର୍ ପାଇ ଅଏନାଇ, ମାତର୍ ତମର୍ ପାଇସେ ଅଇଲା ।
31 Ní ìsinsin yìí ni ìdájọ́ ayé yìí dé: nísinsin yìí ni a ó lé aládé ayé yìí jáde.
୩୧ଏବେ ଏ ଦୁନିଆର୍ ବିଚାର୍ କର୍ବା ଦିନ୍ କେଟ୍ଲା ଆଚେ, ଏ ଦୁନିଆର୍ ସାସନ୍ କରୁକେ ମୁଇ ବାଇରେ ପିଙ୍ଗିଦେବି ।
32 Àti èmi, bí a bá gbé mi sókè kúrò ní ayé, èmi ó fa gbogbo ènìyàn sọ́dọ̀ ara mi!”
୩୨ଆରି ମକେ କୁର୍ସେ ଟେକ୍ଲେ, ସବୁ ଲକ୍ମନ୍କେ ମର୍ବାଟେ ଜିକ୍ବି” ବଲି କଇଲା ।
33 Ṣùgbọ́n ó wí èyí, ó ń ṣe àpẹẹrẹ irú ikú tí òun yóò kú.
୩୩ସେ କେନ୍ତିଅଇ ମର୍ବାକେ ଗାଲାନି, ସେଟା ଜାନାଇବାକେ ଏନ୍ତି କଇରଇଲା ।
34 Nítorí náà àwọn ìjọ ènìyàn dá a lóhùn pé, “Àwa gbọ́ nínú òfin pé, Kristi wà títí láéláé, ìwọ ha ṣe wí pé, ‘A ó gbé Ọmọ Ènìyàn sókè’? Ta ni ó ń jẹ́ ‘Ọmọ Ènìyàn yìí’?” (aiōn )
୩୪ସେବେଲା ସବୁ ଲକ୍ମନ୍ ତାକେ କଇଲାଇ, “ମସିଅ ସବୁ ଦିନର୍ ପାଇ ବଁଚି ରଇସି ବଲି ଆମର୍ ସାସ୍ତରେ ଲେକା ଆଚେ । ତୁଇ କେନ୍ତି ପର୍ମେସରର୍ ପିଲାକେ କୁର୍ସେ ଟେକ୍ବାଇ ବଲି କଇଲୁସ୍ନି? ଏନ୍ତିବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା କେ ତେବେ?” (aiōn )
35 Nígbà náà ni Jesu wí fún wọn pé, “Nígbà díẹ̀ sí i ni ìmọ́lẹ̀ wà láàrín yín, ẹ máa rìn nígbà tí ẹ̀yin ní ìmọ́lẹ̀, kí òkùnkùn má ṣe bá yín, ẹni tí ó bá sì ń rìn ní òkùnkùn kò mọ ibi òun ń lọ.
୩୫ଜିସୁ ସେମନ୍କେ କଇଲା, “ଏବେ ତମର୍ ମୁଆଟେ ଜନ୍ ଉଜଲ୍, ଉଜଲ୍ ଦେଲାନି, ସେଟା ଚନେକର୍ପାଇସେ ରଇସି । ଜନ୍ ଜାଗାଇ ଜିବାର୍ ଆଚେ, ଉଜଲ୍ ରଇତେ ଆକା ଇଣ୍ଡା । ସେନ୍ତାର୍ଆଲେ ତମ୍କେ ଆନ୍ଦାର୍ ନ ଡାବେ । ଆନ୍ଦାରେ ରଇବା ଲକ୍ କେନେ ଗାଲାନି ସେଟା ନାଜାନେ ।
36 Nígbà tí ẹ̀yin ní ìmọ́lẹ̀, ẹ gba ìmọ́lẹ̀ gbọ́, kí ẹ lè jẹ́ ọmọ ìmọ́lẹ̀!” Nǹkan wọ̀nyí ni Jesu sọ, ó sì jáde lọ, ó fi ara pamọ́ fún wọn.
୩୬ସେଟାର୍ ପାଇ ତମର୍ ଲଗେ ଉଜଲ୍ ରଇତେସେ ଉଜଲ୍ ପାରା ରଇବା ମର୍କାତା ବିସ୍ବାସ୍ କରା । ତେବେ ତମେ ଉଜଲର୍ ଲକ୍ ଅଇସା” ବଲିକରି କଇଲା । ଜିସୁ ଏ କାତା କଇକରି ଉଟିଗାଲା ଆରି ସେମନ୍କେ ନ ଦେକାଇଅଇକରି ରଇଲା ।
37 Ṣùgbọ́n bí ó ti ṣe ọ̀pọ̀lọpọ̀ iṣẹ́ àmì tó báyìí lójú wọn, wọn kò gbà á gbọ́.
୩୭ଜିସୁ ସେମନର୍ ଦେକ୍ତେ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ କରିରଇଲେ ମିସା, ସେମନ୍ ତାକେ ବିସ୍ବାସ୍ କରତ୍ନାଇ ।
38 Kí ọ̀rọ̀ wòlíì Isaiah lè ṣẹ, èyí tí ó sọ pé, “Olúwa, ta ni ó gba ìwàásù wa gbọ́ Àti ta ni a sì fi apá Olúwa hàn fún?”
୩୮ଜେନ୍ତାରି ଜିସାୟ ବବିସତ୍ବକ୍ତା କଇଲା କାତା ସତ୍ ଅଇଲା । ସେ ଏନ୍ତି କଇରଇଲା, “ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କଲାଆଚେ? ଆରି ମାପ୍ରୁ କାର୍ଲଗେ ତାର୍ ରକିଆ କର୍ବା ବପୁ ଦେକାଇଲା?”
39 Nítorí èyí ni wọn kò fi lè gbàgbọ́, nítorí Isaiah sì tún sọ pé,
୩୯ସେଟାର୍ପାଇ ସେମନ୍ ବିସ୍ବାସ୍ ନ କର୍ତେରଇଲାଇ । ତେବେ ଜିସାୟ ଆରିତରେକ୍ କଇଲାଆଚେ,
40 “Ó ti fọ́ wọn lójú, Ó sì ti sé àyà wọn le; kí wọn má ba à fi ojú wọn rí, kí wọn má ba à fi ọkàn wọn mọ̀, kí wọn má ba à yípadà, kí èmi má ba à mú wọn láradá.”
୪୦ପର୍ମେସର୍ ଜେନ୍ତିକି ତାକର୍ ଦେକ୍ବା ଆଁକି କାଣା କରିଦେଇଆଚେ ଆରି ସେମନର୍ ବୁଜ୍ବା ବପୁ ନସାଇଦେଇଆଚେ ସେଟାର୍ପାଇ ସେମନ୍ ଦେକି ନାପାର୍ଲାଇନି କି ମୁଲ୍କେ ବୁଜି ନାପାର୍ଲାଇନି । ସେମନ୍ ନିକ ଅଇବାକେ ମର୍ଟାନେ ବାଉଡି ଆସତ୍ନାଇ । ଏଟା ପର୍ମେସର୍ କଇଲାନି । ଆମେ ସେମନ୍କେ ନିକ ନ କରୁ ।
41 Nǹkan wọ̀nyí ni Isaiah wí, nítorí ó ti rí ògo rẹ̀, ó sì sọ̀rọ̀ rẹ̀.
୪୧ଜିସାୟ ବବିସତ୍ବକ୍ତା ପୁର୍ବେ ଜିସୁ ମାପ୍ରୁର୍ ଏ ସବୁ ମଇମା ଜାନିରଇଲାଜେ ଏନ୍ତି ବଲି କଇରଇଲା ।
42 Síbẹ̀ ọ̀pọ̀ nínú àwọn olórí gbà á gbọ́ pẹ̀lú; ṣùgbọ́n nítorí àwọn Farisi wọn kò jẹ́wọ́ rẹ̀, kí a má ba à yọ wọ́n kúrò nínú Sinagọgu,
୪୨ଏଲେ ମିସା ଜିଉଦି ନେତାମନର୍ ବିତ୍ରେଅନି କେତେ ଲକ୍ ତାକେ ବିସ୍ବାସ୍ କଲାଇ । ମାତର୍ ସେମନ୍ ପାରୁସି ମନର୍ଲାଗି ପାର୍ତନା ଗରେ ଅନି ବାର୍କରାଇଦେବାଇ ବଲି ଡରିକରି କାତାବାର୍ତା ନ ଅଇତେ ରଇଲାଇ ।
43 nítorí wọ́n fẹ́ ìyìn ènìyàn ju ìyìn ti Ọlọ́run lọ.
୪୩ସେମନ୍ ପର୍ମେସର୍କେ ମାନାଇବା ଟାନେଅନି ଲକ୍ମନ୍କେ ମାନାଇବାଟା ଅଦିକ୍ ନିକ ବଲି ବାବ୍ତେରଇଲାଇ ।
44 Jesu sì kígbe ó sì wí pé, “Ẹni tí ó bá gbà mí gbọ́, èmi kọ́ ni ó gbàgbọ́ ṣùgbọ́n ẹni tí ó rán mi.
୪୪ଜିସୁ ଆଉଲିଅଇ କଇଲା, “ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ମକେସେ ବିସ୍ବାସ୍ କରେନାଇ, ମକେ ଜେ ପାଟାଇଲା ଆଚେ, ତାକେ ମିସା ବିସ୍ବାସ୍ କଲାନି ।”
45 Ẹni tí ó bá sì rí mi, ó rí ẹni tí ó rán mi.
୪୫ଜେ ମକେ ଦେକି ଆଚେ, ସେ ମକେ ପାଟାଉକେ ମିସା ଦେକି ଆଚେ ।
46 Èmi ni ìmọ́lẹ̀ tí ó wá sí ayé, kí ẹnikẹ́ni tí ó bá gbà mí gbọ́ má ṣe wà nínú òkùnkùn.
୪୬ମୁଇ ଜଗତର୍ ଉଜଲ୍ ଅଇ ଆଇଲିଆଚି । ଜେ ମକେ ବିସ୍ବାସ୍ କର୍ସି, ସେ ଆରି ଆନ୍ଦାରେ ନ ରଏ ।
47 “Bí ẹnikẹ́ni bá sì gbọ́ ọ̀rọ̀ mi, tí kò sì pa wọ́n mọ́, èmi kì yóò ṣe ìdájọ́ rẹ̀ nítorí tí èmi kò wá láti ṣe ìdájọ́ ayé, bí kò ṣe láti gba ayé là.
୪୭ଜେ ମର୍ ବାକିଅ ସୁନି ନ ମାନେ, ମୁଇ ତାର୍ ବିଚାର୍ ନ କରି । କାଇକେବଇଲେ ମୁଇ ଜଗତର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିନାଇ, ମାତର୍ ସେମନ୍କେ ରକିଆ କର୍ବାର୍ ଆସିଆଚି ।
48 Ẹni tí ó bá kọ̀ mí, tí kò sì gba ọ̀rọ̀ mi, ó ní ẹnìkan tí ń ṣe ìdájọ́ rẹ̀; ọ̀rọ̀ tí mo ti sọ, òun náà ni yóò ṣe ìdájọ́ rẹ̀ ní ọjọ́ ìkẹyìn.
୪୮ଜେ ମକେ ନିଚି କରି ମର୍ ବାକିଅ ନ ମାନେ, ମର୍ ଟଣ୍ଡର୍ ବାକିଅ ତାର୍ ବିଚାର୍ କାରିଆ ଅଇସି । ସାରାସାରି ଦିନେ ସେ ବାକିଅସେ ତାକେ ବିଚାର୍ କର୍ସି ।
49 Nítorí èmi kò dá ọ̀rọ̀ sọ fún ara mi, ṣùgbọ́n Baba tí ó rán mi, ni ó ti fún mi ní àṣẹ, ohun tí èmi ó sọ, àti èyí tí èmi ó wí.
୪୯ମୁଇ ନିଜର୍ ମନେ ଅନି କାଇଟା ମିସା କଇନାଇ, ଏ କାତା ସତ୍ । ମାତର୍ ମୁଇ କଇବାଟା ମକେ ପାଟାଇରଇବା ବାବା ଆଦେସ୍ ଦେଇଆଚେ ।
50 Èmi sì mọ̀ pé ìyè àìnípẹ̀kun ni òfin rẹ̀, nítorí náà, àwọn ohun tí mo bá wí, gẹ́gẹ́ bí Baba ti sọ fún mi, bẹ́ẹ̀ ni mo wí!” (aiōnios )
୫୦ଆରି ମୁଇ ଜାନିଆଚି, ତାର୍ ଆଦେସ୍ ନ ସାର୍ବା ଜିବନ୍ ଦେଇସି । ମର୍ ବାବା ମକେ ଜନ୍ କାତା କଇବାକେ ଆଦେସ୍ ଦେଇଆଚେ, ସେଟାସେ ମୁଇ କଇଲିନି । (aiōnios )