< John 10 >
1 “Lóòótọ́, lóòótọ́ ni mo wí fún yín, ẹni tí kò bá gba ẹnu-ọ̀nà wọ inú agbo àgùntàn, ṣùgbọ́n tí ó bá gba ibòmíràn gun òkè, òun náà ni olè àti ọlọ́ṣà.
ଜିସୁ କୟ୍ଲା, “ମୁୟ୍ ସଃତ୍ କଃଉଁଲେ, ଜୁୟ୍ ଲକ୍ ଦୁଆର୍ ବାଟ୍ ଅୟ୍ ମେଣ୍ଡା ସାଳେ ନଃହୁରି, ବିନ୍ ବାଟ୍ କଃତି ଡଃଗାୟ୍ ହୁରେଦ୍, ସେ ଚର୍ ଆର୍ କଃଙ୍ଗାର୍ ।
2 Ṣùgbọ́n ẹni tí ó bá ti ẹnu-ọ̀nà wọlé, Òun ni olùṣọ́ àwọn àgùntàn.
ମଃତର୍ ଜେ ଦୁଆର୍ ବାଟ୍ ଅୟ୍ ହୁରେଦ୍, ସେ ମେଣ୍ଡା ମଃନ୍ଦାର୍ ଗଃଉଳିଆ ।
3 Òun ni aṣọ́nà yóò ṣílẹ̀kùn fún; àwọn àgùntàn gbọ́ ohùn rẹ̀, ó sì pe àwọn àgùntàn tirẹ̀ lórúkọ, ó sì ṣe amọ̀nà wọn jáde.
ଜାଗୁଆଳି ତାର୍ ଗିନେ ଦୁଆର୍ ଉଗାଳି ଦଃୟ୍ଦ୍, ଆର୍ ସେ ନିଜାର୍ ମେଣ୍ଡାମଃନ୍କେ ନାଉଁ ଦଃରି କୁଦ୍ଲେକ୍ ସେମଃନ୍ ତାର୍ କଃତା ସୁଣ୍ତି, ଆର୍ ସେ ମେଣ୍ଡାମଃନ୍କେ ହଃଦାୟ୍ ବାଟ୍ କାଡାୟ୍ ନଃୟ୍ଦ୍ ।
4 Nígbà tí ó bá sì ti mú àwọn àgùntàn tirẹ̀ jáde, yóò síwájú wọn, àwọn àgùntàn yóò sì máa tọ̀ ọ́ lẹ́yìn, nítorí tí wọ́n mọ ohùn rẹ̀.
ମେଣ୍ଡାମଃନ୍କେ ହଃଦାୟ୍ ଆଣ୍ତା ବଃଳ୍ ଆଗେ ଆଗେ ଗଃଉଳିଆ ଇଣ୍ଡେଦ୍ ଆର୍ ମେଣ୍ଡାମଃନ୍ ତାର୍ ହଃଚେ ହଃଚେ ଇଣ୍ଡ୍ତି, କାୟ୍ତାକ୍ବଃଲେକ୍ ସେମଃନ୍ ତାର୍ କୁଦ୍ତାର୍ ଚିନ୍ତି ।
5 Wọn kò jẹ́ tọ àlejò lẹ́yìn, ṣùgbọ́n wọn a sá kúrò lọ́dọ̀ rẹ̀, nítorí tí wọn kò mọ ohùn àlejò.”
ମେଣ୍ଡାମଃନ୍ ନଃଚିନ୍ଲା ଲକାର୍ ହଃଚେ ହଃଚେ କଃବେ ହେଁ ନଃଜାତି, ମଃତର୍ ତାର୍ ଚଃମେହୁଣି ହଃଳାୟ୍ ଜାତି, କାୟ୍ତାକ୍ବଃଲେକ୍ ସେମଃନ୍ ତାର୍ ଟଣ୍ଡ୍ ନଃଚିନ୍ତି ।”
6 Òwe yìí ni Jesu pa fún wọn, ṣùgbọ́n òye ohun tí nǹkan wọ̀nyí tí ó ń sọ fún wọn kò yé wọn.
ଜିସୁ ସେମଃନ୍କେ କଃତାୟ୍ କୟ୍ ଇରି କୟ୍ରିଲା, ମଃତର୍ ଲକ୍ମଃନ୍ ସେସଃବୁ କାୟ୍ରି ବଃଲି ବୁଜୁ ନଃହାୟ୍ଲାୟ୍ ।
7 Nítorí náà Jesu tún wí fún wọn pé, “Lóòótọ́, lóòótọ́ ni mo wí fún yín, Èmi ni ìlẹ̀kùn àwọn àgùntàn.
ସେତାକ୍ ଜିସୁ ଆରେକ୍ କୟ୍ଲା, “ମୁୟ୍ ତୁମିକେ ସଃତ୍ କଃଉଁଲେ, ମୁୟ୍ ମେଣ୍ଡାମଃନାର୍ ଦୁଆର୍ ।
8 Olè àti ọlọ́ṣà ni gbogbo àwọn tí ó ti wà ṣáájú mi, ṣùgbọ́n àwọn àgùntàn kò gbọ́ tiwọn.
ଜୁୟ୍ ଲକ୍ମଃନ୍ ମର୍ ଆଗ୍ତୁ ଆସି ଆଚ୍ତି ସେମଃନ୍ ସଃବୁ ଚର୍ ଆର୍ ଜୁରିୟା, ମଃତର୍ ମେଣ୍ଡାମଃନ୍ ସେମଃନାର୍ କଃତା ନଃସୁଣ୍ଲାୟ୍ ।
9 Èmi ni ìlẹ̀kùn, bí ẹnìkan bá bá ọ̀dọ̀ mi wọlé, òun ni a ó gbàlà, yóò wọlé, yóò sì jáde, yóò sì rí koríko.
ମୁୟ୍ ଅଃଉଁଲେ ଦୁଆର୍, ଜେ ମର୍ ବାଟ୍ ଅୟ୍ ହୁରେଦ୍ ସେ ମୁକ୍ତି ହାୟ୍ଦ୍; ଆରେକ୍ ବିତ୍ରେ ଆସେଦ୍ ଆର୍ ହଃଦାୟ୍ ଜାୟ୍ ଚାରା ହାୟ୍ଦ୍ ।
10 Olè kì í wá bí kò ṣe láti jalè, láti pa, àti láti parun; èmi wá kí wọn lè ní ìyè, àní kí wọn lè ní i lọ́pọ̀lọ́pọ̀.
ଚର୍ ଚରୁକ୍, ମାରୁକ୍ ଆର୍ ନାସ୍ କଃରୁକେ ଆସେଦ୍; ସେମଃନ୍ ଜଃନ୍କଃରି ଜିବନ୍ ହାଉତି ଆର୍ ଜଃବର୍ କଃରି ହାଉତି, ଇତାର୍ ଗିନେ ମୁୟ୍ ଆସିଆଚି ।”
11 “Èmi ni olùṣọ́-àgùntàn rere, olùṣọ́-àgùntàn rere fi ọkàn rẹ̀ lélẹ̀ nítorí àwọn àgùntàn.
“ମୁୟ୍ ନିକ ମେଣ୍ଡା ଗଃଉଳିଆ, ମେଣ୍ଡାମଃନାର୍ ଗିନେ ମର୍ ଜିବନ୍ ଦଃୟ୍ନ୍ଦ୍ ।
12 Ṣùgbọ́n alágbàṣe, tí kì í ṣe olùṣọ́-àgùntàn, ẹni tí àwọn àgùntàn kì í ṣe tirẹ̀, ó rí ìkookò ń bọ̀, ó sì fi àgùntàn sílẹ̀, ó sì fọ́n wọn ká kiri.
ଜେ ମେଣ୍ଡା ଗଃଉଳିଆ ନାୟ୍, ସେ ବୁତ୍ୟାର୍ ଗିନେ ବୁତି ହାଉଁକେ ମେଣ୍ଡା ଚଃରାୟ୍ଦ୍, ସେତାକ୍ ମେଣ୍ଡାମଃନ୍ ଜାର୍ ନିଜାର୍ ନାୟ୍, ସେ ବାଗ୍ ଆୟ୍ଲେକ୍ ମେଣ୍ଡାମଃନ୍କେ ଚାଡି ହଃଳାୟ୍ଦ୍ ଆର୍ ବାଗ୍ ସେମଃନ୍କେ ଦଃରି କାୟ୍ଦ୍, ଆର୍ ମେଣ୍ଡାମଃନ୍କେ ଜଃତ୍କଃତ୍ କଃରେଦ୍ ।
13 Òun sálọ nítorí tí ó jẹ́ alágbàṣe, kò sì náání àwọn àgùntàn.
କାୟ୍ତାକ୍ବଃଲେକ୍ ସେ ବୁତ୍ୟାର୍ ଲାଗି ବଃର୍ତାନ୍ ହାଉଁକ୍ ମେଣ୍ଡା ଚଃରାୟ୍ଦ୍, ତଃବେ ସେ ମେଣ୍ଡାମଃନାର୍ ଗିନେ ଚିତା ନଃକେରେ ।
14 “Èmi ni olùṣọ́-àgùntàn rere, mo sì mọ àwọn tèmi, àwọn tèmi sì mọ̀ mí.
ମୁୟ୍ ନିକ ମେଣ୍ଡା ଗଃଉଳିଆ, ଉବା ଜଃନ୍କଃରି ମକ୍ ଜାଣିଆଚେ ଆର୍ ମୁୟ୍ ଉବାକ୍ ଜାଣି ।
15 Gẹ́gẹ́ bí Baba ti mọ̀ mí, tí èmi sì mọ Baba, mo sì fi ọkàn mi lélẹ̀ nítorí àwọn àgùntàn.
ମୁୟ୍ ସେନ୍କଃରି ମର୍ ମେଣ୍ଡାମଃନ୍କେ ଜାଣି ଆର୍ ସେମଃନ୍ ହେଁ ମକ୍ ଜାଣ୍ତି । ଆର୍ ମୁୟ୍ ସେମଃନାର୍ ଗିନେ ଜିବନ୍ ଦେଉଁକ୍ ରାଜି ଆଚି ।
16 Èmi sì ní àwọn àgùntàn mìíràn, tí kì í ṣe agbo yìí: àwọn ni èmi yóò mú wá pẹ̀lú, wọn yóò sì gbọ́ ohùn mi; wọn ó sì jẹ́ agbo kan, olùṣọ́-àgùntàn kan.
ଜୁୟ୍ ମେଣ୍ଡାମଃନ୍ ଇ ସାଳେ ହୁଣି ନୟ୍, ମର୍ ଇବାନ୍ୟା ଆରେକ୍ ବିନ୍ ମେଣ୍ଡାମଃନ୍ ଆଚ୍ତି, ସେମଃନ୍କେ ହେଁ ମକ୍ ଆଣୁକେ ଅୟ୍ଦ୍, ଆରେକ୍ ସେମଃନ୍ ମର୍ ଟଣ୍ଡ୍ ସୁଣ୍ତି, ତଃବେ ଗଟେକ୍ ମଃନ୍ଦା ଆର୍ ଗଟେକ୍ ଗଃଉଳିଆ ଅୟ୍ଦ୍ ।”
17 Nítorí náà ni Baba mi ṣe fẹ́ràn mi, nítorí tí mo fi ẹ̀mí mi lélẹ̀, kí èmi lè tún gbà á.
“ମୁୟ୍ ମର୍ ଜିବନ୍ ଦେଉଁକ୍ ମଃନ୍ କଃରୁଲେ, ତଃବେ ଉବା ମକ୍ ଲାଡ୍ କଃରୁଲା, ଆର୍ ମୁୟ୍ ମର୍ ଜିବନ୍ ଆରେକ୍ ହାଉଁକ୍ ସେରି ଦଃୟ୍ନ୍ଦ୍ ।
18 Ẹnìkan kò gbà á lọ́wọ́ mi, ṣùgbọ́n mo fi í lélẹ̀, mo sì lágbára láti tún gbà á. Àṣẹ yìí ni mo ti gbà wá láti ọ̀dọ̀ Baba mi.”
ମର୍ ଜିବନ୍କେ କେ ମର୍ ତଃୟ୍ହୁଣି ନେଉଁକ୍ ନାହାରେ । ମଃତର୍ ମୁୟ୍ ନିଜେ ମଃନ୍କଃରି ମର୍ ଜିବନ୍ ଦଃୟ୍ନ୍ଦ୍ । ନିଜାର୍ ଜିବନ୍ ଦେଉଁକ୍ ଆର୍ ତାକ୍ ବାଉଳାୟ୍ ଆଣୁକେ ମର୍ ଅଃଦିକାର୍ ଆଚେ, ଇରି କଃରୁକେ ମର୍ ଉବା ମକ୍ ଆଦେସ୍ ଦଃୟ୍ଆଚେ ।”
19 Nítorí náà ìyapa tún wà láàrín àwọn Júù nítorí ọ̀rọ̀ wọ̀nyí.
ଜିସୁର୍ ଇ କଃତାର୍ ଗିନେ ଆରେକ୍ ଜିଉଦି ଲକ୍ମଃନାର୍ ବିତ୍ରେ କଃତା ବିନ୍ବିନ୍ ଅୟ୍ଲି ।
20 Ọ̀pọ̀ nínú wọn sì wí pé, “Ó ní ẹ̀mí èṣù, orí rẹ̀ sì dàrú; èéṣe tí ẹ̀yin fi ń gbọ́rọ̀ rẹ̀?”
ସେମଃନାର୍ ବିତ୍ରେ କଃତେକ୍ ଲକ୍ କୟ୍ଲାୟ୍, “ତାକ୍ ବୁତ୍ ଡଃସି ଆଚେ, ସେ ଗଟେକ୍ ବଃୟା! ତାର୍ କଃତା କାୟ୍ତାକ୍ ସୁଣୁଲାସ୍ ।”
21 Àwọn mìíràn wí pé, “Ìwọ̀nyí kì í ṣe ọ̀rọ̀ ẹni tí ó ní ẹ̀mí èṣù. Ẹ̀mí èṣù lè la ojú àwọn afọ́jú bí?”
ବିନ୍ ଲକ୍ମଃନ୍ କୟ୍ଲାୟ୍, “ବୁତ୍ ଡଃସ୍ଲାର୍ ଲକ୍ ଅଃନ୍କା କଃତା ନଃକୟ୍ଲା ହୁଣି, ଆରେକ୍ ବୁତ୍ କାୟ୍ କାଣାକେ ଆକି ଦଃକାଉଁ ହାରେ?”
22 Àkókò náà sì jẹ́ àjọ̀dún ìyàsímímọ́ ní Jerusalẹmu, ni ìgbà òtútù.
ସଃଡେବଃଳ୍ ସିତ୍ ମାସ୍, ଆର୍ ଜିରୁସାଲମ୍ ମନ୍ଦିରେ ହୁର୍ତା ହଃର୍ବ୍ ଅଃଉତି ରିଲି ।
23 Jesu sì ń rìn ní tẹmpili, ní ìloro Solomoni.
ଆର୍ ଜିସୁ ମନ୍ଦିରେ ସଲ୍ମନ୍ ହିଣ୍ଡା ଉହ୍ରେ ବୁଲ୍ତି ରିଲା ।
24 Nítorí náà àwọn Júù wá dúró yí i ká, wọ́n sì wí fún un pé, “Ìwọ ó ti mú wa ṣe iyèméjì pẹ́ tó? Bí ìwọ bá ni Kristi náà, wí fún wa gbangba.”
ସେତି ଜିଉଦିମଃନ୍ ଜିସୁକେ ଚାରିହାକ୍ ବେଳି ହଃଚାର୍ଲାୟ୍, “ଆର୍ କଃତି ଦିନ୍ ଅଃମିମଃନ୍କ୍ ଲୁକାୟ୍ ରେସି? ଜଦି ତୁୟ୍ ହଃରାଣ୍ କ୍ରିସ୍ଟ, ତଃବେ ସଃତ୍ କଃରି ଅଃମିକ୍ କଃଉ ।”
25 Jesu dá wọn lóhùn pé, “Èmi ti wí fún yín, ẹ̀yin kò sì gbàgbọ́; iṣẹ́ tí èmi ń ṣe lórúkọ Baba mi, àwọn ni ó ń jẹ́rìí mi.
ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ତୁମିମଃନ୍କେ ଆଗେ କୟ୍ ସଃର୍ଲେନି, ମଃତର୍ ତୁମିମଃନ୍ ବିସ୍ୱାସ୍ ନଃକେରୁଲାସ୍ । ଉବା ତଃୟ୍ହୁଣି ଅଃଦିକାର୍ ହାୟ୍ ମୁୟ୍ ଜୁୟ୍ ସଃବୁ କାମ୍ କଃରୁଲେ, ସେରି ମର୍ ନାଉଁଏ ସାକି ଦେଉଁଲି ।
26 Ṣùgbọ́n ẹ̀yin kò gbàgbọ́, nítorí ẹ̀yin kò sí nínú àwọn àgùntàn mi, gẹ́gẹ́ bí mo tí wí fún yín.
ମଃତର୍ ତୁମିମଃନ୍ ବିସ୍ୱାସ୍ ନଃକେରୁଲାସ୍, କାୟ୍ତାକ୍ବଃଲେକ୍ ତୁମି ମର୍ ମେଣ୍ଡା ନାୟ୍ ।
27 Àwọn àgùntàn mi ń gbọ́ ohùn mi, èmi sì mọ̀ wọ́n, wọn a sì máa tọ̀ mí lẹ́yìn.
ମର୍ ମଃନ୍ଦାର୍ ମେଣ୍ଡାମଃନ୍ ମର୍ ଟଣ୍ଡ୍ ସୁଣ୍ତି, ଆର୍ ମୁୟ୍ ସେମଃନ୍କେ ଜାଣି ଆର୍ ସେମଃନ୍ ମର୍ ହଃଚେ ହଃଚେ ଆସ୍ତି ।
28 Èmi sì fún wọn ní ìyè àìnípẹ̀kun; wọn kì yóò sì ṣègbé láéláé, kò sí ẹni tí ó lè já wọn gbà kúrò lọ́wọ́ mi. (aiōn , aiōnios )
ଆରେକ୍ ମୁୟ୍ ସେମଃନ୍କେ ଅଃମ୍ବର୍ ଜିବନ୍ ଦଃୟ୍ନ୍ଦ୍, ଆର୍ ସେମଃନ୍ କଃବେ ନଃସ୍ଟ୍ ନଃଉତି । ଆର୍ ସେମଃନ୍କେ ମର୍ ତଃୟ୍ହୁଣି କେ ଚାଡାୟ୍ ନେଉଁ ନଃହାର୍ତି । (aiōn , aiōnios )
29 Baba mi, ẹni tí ó fi wọ́n fún mi pọ̀ ju gbogbo wọn lọ; kò sì ṣí ẹni tí ó lè já wọn gbà kúrò lọ́wọ́ Baba mi.
ମର୍ ଉବା ମକ୍ ଜାୟ୍ରି ଦଃୟ୍ଆଚେ, ସେରି ସଃବୁ ତଃୟ୍ହୁଣି ବଃଡେ ମଲ୍, ଆର୍ ଉବାର୍ ଆତେ ହୁଣି କେ ସେରି ଚାଡାୟ୍ ନେଉଁ ନାହାରେ ।
30 Ọ̀kan ni èmi àti Baba mi.”
ଉବା ଆର୍ ମୁୟ୍ ଏକ୍ ।”
31 Àwọn Júù sì tún mú òkúta, láti sọ lù ú.
ଇ କଃତା ସୁଣି ଜିଉଦିମଃନ୍ ଜିସୁକେ ମାରୁକ୍ ଆରେକ୍ ଟେଳା ବେଟ୍ଲାୟ୍ ।
32 Jesu dá wọn lóhùn pé, “Ọ̀pọ̀lọpọ̀ iṣẹ́ rere ni mo fihàn yín láti ọ̀dọ̀ Baba mi wá, nítorí èwo nínú iṣẹ́ wọ̀nyí ni ẹ̀yin ṣe sọ mí ní òkúta?”
ଜିସୁ ସେମଃନ୍କେ କୟ୍ଲା, “ଉବାର୍ ବଲେ ମୁୟ୍ ତୁମାର୍ ବିତ୍ରେ ଗାଦେକ୍ ନିକ କାମ୍ କଃରିଆଚି, ତାର୍ ବିତ୍ରେ କୁୟ୍ ନିକ କାମାର୍ ଗିନେ ମକେ ମାରୁକ୍ ଟେଳା ବେଟି ଆଚାସ୍?”
33 Àwọn Júù sì dá a lóhùn pé, “Àwa kò sọ ọ́ lókùúta nítorí iṣẹ́ rere, ṣùgbọ́n nítorí ọ̀rọ̀-òdì, àti nítorí ìwọ tí í ṣe ènìyàn ń fi ara rẹ pe Ọlọ́run.”
ଜିଉଦିମଃନ୍ ତାକ୍ କୟ୍ଲାୟ୍, “ତର୍ ନିକ କାମାର୍ ଗିନେ ନାୟ୍ ମଃତର୍ ଇସ୍ୱର୍ ଲିନ୍ଦାର୍ ଗିନେ, ତୁୟ୍ ଗଟ୍ ସାନ୍ ଲକ୍, ମଃତର୍ ନିଜ୍କେ ଇସ୍ୱର୍ ସଃମାନ୍ କଃରୁଲିସ୍ ।”
34 Jesu dá wọn lóhùn pé, “A kò ha tí kọ ọ́ nínú òfin yín pé, ‘Mo ti wí pé, Ọlọ́run ni ẹ̀yin jẹ́’?
ଜିସୁ ସେମଃନ୍କେ କୟ୍ଲା, “ତୁମାର୍ ବିଦିତଃୟ୍ ଲେକା ଆଚେ, ଇସ୍ୱର୍ କଃଉଁଲା, ‘ତୁମିମଃନ୍ ଇସ୍ୱର୍ମଃନ୍ ।’
35 Bí ó bá pè wọ́n ní ‘ọlọ́run,’ àwọn ẹni tí a fi ọ̀rọ̀ Ọlọ́run fún, a kò sì lè ba ìwé mímọ́ jẹ́.
ଜୁୟ୍ ଲକ୍ମଃନାର୍ ଲଃଗେ ଇସ୍ୱରାର୍ ବଃଚନ୍ ଆୟ୍ଲି, ସେମଃନ୍କେ ଇତି ଇସ୍ୱର୍ମଃନ୍ ବଃଲି କୟ୍ଲା । ଆର୍ ଦଃର୍ମ୍ ସାସ୍ତର୍ ତଃୟ୍ର୍ କଃତା କାଟାଜ୍ଉଁ ନାହାରେ ।
36 Kín ni ẹyin ha ń wí ní ti ẹni tí Baba yà sọ́tọ̀, tí ó sì rán sí ayé kín lo de ti ẹ fi ẹ̀sùn kàn mi pé mò ń sọ̀rọ̀-òdì nítorí pé mo sọ pé, ‘Èmi ni Ọmọ Ọlọ́run.’
ତଃନ୍ଅଲେ ଜାକେ ଇସ୍ୱର୍ ପବିତ୍ର କଃରି ଜଃଗତ୍କେ ହଃଟାୟ୍ ଆଚେ, ତାକେ ତୁମିମଃନ୍, ‘ମୁୟ୍ ଇସ୍ୱରାର୍ ହୟ୍ସି,’ ଇରି ମୁୟ୍ କୟ୍ଲାକ୍, ତୁୟ୍ ଇସ୍ୱର୍ ଲିନ୍ଦା କଃରୁଲିସ୍ ବଃଲି କଃଉଁଲାସ୍?
37 Bí èmi kò bá ṣe iṣẹ́ Baba mi, ẹ má ṣe gbà mí gbọ́.
ଜଦି ମୁୟ୍ ମର୍ ଉବାର୍ ଇଚା ହଃର୍କାରେ କାମ୍ ନଃକେରୁଲେ, ତଃବେ ମକ୍ ବିସ୍ୱାସ୍ କଃରା ନାୟ୍ ।
38 Ṣùgbọ́n bí èmi bá ṣe wọ́n, bí ẹ̀yin kò tilẹ̀ gbà mí gbọ́, ẹ gbà iṣẹ́ náà gbọ́, kí ẹ̀yin ba à lè mọ̀, kí ó sì lè yé yín pé, Baba wà nínú mi, èmi sì wà nínú rẹ̀.”
ମଃତର୍ ଜଦି ମୁୟ୍ ତାର୍ ଇଚା ହଃର୍କାରେ କାମ୍ କଃରୁଲେ, ତଃବେ ମକ୍ ବିସ୍ୱାସ୍ ନଃକେଲେକ୍ ହେଁ ଉବା ଜେ ମର୍ ତଃୟ୍ ଆଚେ ଆର୍ ମୁୟ୍ ଉବା ତଃୟ୍ ଆଚି, ଇରି ଜଃନ୍କଃରି ତୁମିମଃନ୍ ଜାଣାସ୍ ଆର୍ ବୁଜାସ୍ ଇତାର୍ ଗିନେ ମର୍ କାମ୍ ସଃବୁକ୍ ବିସ୍ୱାସ୍ କଃରା ।”
39 Wọ́n sì tún ń wá ọ̀nà láti mú un: ó sì bọ́ lọ́wọ́ wọn.
ସେତାକ୍ ସେମଃନ୍ ତାକ୍ ଆରେକ୍ ଗଟ୍ତର୍ ଦଃରୁକ୍ ଚେସ୍ଟା କଃଲାୟ୍, ମଃତର୍ ଜିସୁ ସେମଃନାର୍ ତଃୟ୍ହୁଣି କଃସ୍ରି ଗଃଲା ।
40 Ó sì tún kọjá lọ sí apá kejì Jordani sí ibi tí Johanu ti kọ́kọ́ ń bamitiisi; níbẹ̀ ni ó sì jókòó.
ଇତାର୍ ହଃଚେ ଜିସୁ ଆରେକ୍ ଜର୍ଦନ୍ ଗାଡାର୍ ସେହାଟି ଗଃଲା, ଆର୍ ବାପ୍ତିସମ୍ ଦେତା ଜହନ୍ ହଃର୍ତୁ ଜୁୟ୍ଟାଣେ ବାପ୍ତିସମ୍ ଦେତିରିଲା ସେତି ଜାୟ୍ ରିଲା ।
41 Àwọn ènìyàn púpọ̀ sì wá sọ́dọ̀ rẹ̀, wọ́n sì wí pé, “Johanu kò ṣe iṣẹ́ àmì kan, Ṣùgbọ́n òtítọ́ ni ohun gbogbo tí Johanu sọ nípa ti ọkùnrin yìí.”
ଆର୍ ତାର୍ ଲଃଗେ ଗାଦେକ୍ ଲକ୍ ଆୟ୍ଲାୟ୍, ସେମଃନ୍ କଃଉଆକଇ ଅୟ୍ଲାୟ୍, “ଜହନ୍ ନିଜେ କାବା ଅଃଉତା ଚିନ୍ କଃରି ନଃରିଲା, ମଃତର୍ ଇ ଲକାର୍ କଃତା ଜାୟ୍ରି କୟ୍ରିଲା ସେସଃବୁ ସଃତ୍ ।”
42 Àwọn ènìyàn púpọ̀ níbẹ̀ sì gbà á gbọ́.
ଆର୍ ସେତି ଜିସୁକେ ଗାଦେକ୍ ଲକ୍ ବିସ୍ୱାସ୍ କଃଲାୟ୍ ।