< 2 Thessalonians 1 >
1 Paulu, Sila àti Timotiu, Sí ìjọ Tẹsalonika, nínú Ọlọ́run Baba wa àti Jesu Kristi Olúwa:
୧ମୁଇ ପାଉଲ୍, ବାବା ପର୍ମେସର୍ ଲଗେ ଆରି ମାପ୍ରୁ ଜିସୁକିରିସ୍ଟ ତେଇ ରଇବା ତେସଲନିକିୟ ମଣ୍ଡଲିର୍ ଲକ୍ମନ୍କେ ଏ ଚିଟି ଲେକି ପାଟାଇଲିନି । ମର୍ ସଙ୍ଗ୍ ରଇକରି ସିଲା ଆରି ତିମତି ମିସା ଜୁଆର୍ ଜାନାଇଲାଇନି ।
2 Oore-ọ̀fẹ́ àti àlàáfíà fún yín láti ọ̀dọ̀ Ọlọ́run Baba àti Jesu Kristi Olúwa.
୨ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
3 Ó yẹ kí a máa dúpẹ́ lọ́wọ́ Ọlọ́run nígbà gbogbo nítorí yín, ará, àní gẹ́gẹ́ bí ó ti yẹ, nítorí pé ìgbàgbọ́ yín ń dàgbà gidigidi, àti ìfẹ́ olúkúlùkù yín sí ara yín ń di púpọ̀.
୩ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି ।
4 Nítorí náà, àwa tìkára wa ń fi yín ṣògo nínú ìjọ Ọlọ́run, nítorí sùúrù àti ìgbàgbọ́ yín nínú gbogbo inúnibíni àti wàhálà yín tí ẹ̀yin náà ń fi ara dà.
୪ତମେ ଜେତ୍କି ସବୁ ଉଡାସୁନିକରି ମିସା ବିସ୍ବାସ୍ କରି ବପୁସଙ୍ଗ୍, ଡାଟ୍ ଅଇକରି ଆଚାସ୍ । ଏ କାତା ଆମେ ପରମେସରର୍ ମଣ୍ଡଲିମନ୍କେ ବଡ୍ପନ୍ ଅଇକରି କଇଲୁନି ।
5 Àwọn nǹkan wọ̀nyí jẹ́ ẹ̀rí pé òdodo ni ìdájọ́ Ọlọ́run àti pé nítorí èyí ni a ó kà yín yẹ fún ìjọba Ọlọ́run, nítorí èyí tí ẹ̀yin pẹ̀lú ṣe ń jìyà.
୫ପର୍ମେସରର୍ ଜନ୍ ରାଇଜର୍ପାଇ ତମେ ଦୁକ୍ କସ୍ଟ ପାଇଲାସ୍ନି, ସେ ରାଇଜ୍ ପାଇସା । ପର୍ମେସରର୍ ବିଚାର୍ କର୍ବାଟା ଟିକ୍ ଆକା, ଇତିଅନି ସେଟା ଜାନିଅଇଲାନି ।
6 Olódodo ni Ọlọ́run: Òun yóò pọ́n àwọn tí ń pọ́n yín lójú, lójú,
୬ଜନ୍ଟା ଟିକ୍, ସେଟା ପର୍ମେସର୍ ପୁରାପୁରୁନ୍ କର୍ସି । ଜନ୍ଲକ୍ମନ୍ ଏବେ ତମ୍କେ କସ୍ଟ ଦେଲାଇନି, ସେମନ୍ କସ୍ଟ ପାଇବାଇ ।
7 Òun yóò sì fi ìtura fún ẹ̀yin tí a ti pọ́n lójú àti fún àwa náà pẹ̀lú. Èyí yóò sì ṣe nígbà ìfarahàn Jesu Olúwa láti ọ̀run wá fún wá nínú ọwọ́ iná pẹ̀lú àwọn angẹli alágbára.
୭ପର୍ମେସର୍ ତମର୍ ଦୁକ୍ କସ୍ଟ ଅଇବାଟା ସାରାଇକରି ଆମ୍କେ ମିସା ସାନ୍ତି ଦେଇସି । ଜେଡେବେଲେ ମାପ୍ରୁ ଜିସୁ ସର୍ଗେଅନି ତାର୍ ବପୁର୍ ଦୁତ୍ମନର୍ ମଜାଇ ବପୁଅଇ ଆଇସି, ପର୍ମେସର୍ ଏ କାମ୍ ପୁରାପୁରୁନ୍ କର୍ସି ।
8 Òun yóò fi ìyà jẹ àwọn tí kò mọ Ọlọ́run àti àwọn tí ń ṣe àìgbọ́ràn sí ìyìnrere Jesu Olúwa wa.
୮ଜନ୍ଲକ୍ମନ୍ ପର୍ମେସର୍କେ ନାଜାନତ୍, ଆରି ଆମର୍ ମାପ୍ରୁ ଜିସୁର୍ ବାକିଅ ନ ମାନତ୍, ସେନ୍ତାରି ଲକ୍ମନ୍କେ ସେ ଡଣ୍ଡ୍ ଦେବାକେ ଲାଗ୍ତେରଇବା ଜଇସଙ୍ଗ୍ ଆଇସି ।
9 A ó fi ìparun àìnípẹ̀kun jẹ wọ́n ní yà, a ó sì ṣe wọn mọ̀ kúrò níwájú Olúwa àti inú ògo agbára rẹ̀, (aiōnios )
୯ସେ ଲକ୍ମନ୍ ମାପ୍ରୁର୍ ମୁଆଟେ ଡାଟ୍ସଙ୍ଗ୍ ଡାକ୍ପୁଟା ପାଇବା ତେଇଅନି, କାଲ୍ କାଲ୍ ଜୁଗ୍ ଜୁଗ୍ ପାଇ କୁରୁପ୍ନାସ୍ ଅଇଜିବାଇ । (aiōnios )
10 ní ọjọ́ tí yóò jẹ́ ẹni tí a ó yìn lógo nínú àwọn ènìyàn mímọ́ rẹ̀ àti ẹni àwòyanu ní àárín gbogbo àwọn tí ó ti gbàgbọ́. Èyí kò yọ yín sílẹ̀, nítorí ẹ ti gba ẹ̀rí tí a jẹ́ sí yín gbọ́.
୧୦ସେଦିନେ ମାପ୍ରୁ ତାର୍ ଲକ୍ମନର୍ ଟାନେଅନି ଆରି ସବୁ ଲକ୍ମନର୍ ଟାନେଅନି ଡାକ୍ପୁଟା ଅଇ ସନ୍ମାନ୍ ପାଇସି । ଏମନର୍ ବିତ୍ରେ ତମେ ମିସା ମିସ୍ସା । କାଇକେବଇଲେ ଆମେ ଜନ୍ କବର୍ ଦେଇରଇଲୁ, ସେଟା ତମେ ବିସ୍ବାସ୍ କଲାସ୍ ଆରି ମାନ୍ଲାସ୍ ।
11 Nítorí èyí, àwa pẹ̀lú ń gbàdúrà fún un yín nígbà gbogbo, pé kí Ọlọ́run wa kí ó lè kà yín yẹ fún ìpè rẹ̀, àti pé nípa agbára rẹ̀, òun yóò mú gbogbo èrò rere yín ṣẹ àti gbogbo ohun tí ìgbàgbọ́ bá rú jáde.
୧୧ତମ୍କେ ଜେନ୍ତି ଜିଉନା କାଉନା କର୍ବାପାଇ ପର୍ମେସର୍ ବାଚ୍ଲା ଆଚେ, ସେନ୍ତାରି ଚଲାଚଲ୍ତି କରାଇବାକେ ଆମେ ପର୍ମେସର୍କେ ଗୁଆରି କଲୁନି । ସେ ତାର୍ ବପୁସଙ୍ଗ୍ ସବୁ ଆସା କର୍ବା ସତ୍ ପୁରାପୁରୁନ୍ କରି ତମର୍ ବିସ୍ବାସ୍ ଡାଁଟ୍ କର । ସେଟାର୍ପାଇ ଆମେ ସବୁବେଲେ ତମର୍ଲାଗି ପାର୍ତନା କଲୁନି ।
12 Wọ̀nyí ni àdúrà wa, kí orúkọ Jesu Olúwa wa lè di yíyìn lógo nínú yín àti ẹ̀yin nínú rẹ̀, gẹ́gẹ́ bí oore-ọ̀fẹ́ Ọlọ́run àti ti Jesu Kristi Olúwa.
୧୨ଏନ୍ତାରି କଲେ ଆମର୍ ସବୁଲକର୍ ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ତମ୍କେ ମିସା ଡାକ୍ପୁଟା କରାଇସି । ଆରି ତମେ ମିସା ତାର୍ଟାନେ ଡାକ୍ପୁଟା ଅଇସା ।