< Filipo 4 >
1 Lino vaghanike vango, vano nivaghanile vano lwe lukelo ni ngigha jango. mwime kanofu nu Mutwa, umue vamayani vaghanike.
୧ତେବର୍ ପାଇ ଏ ମର୍ ବିସ୍ବାସି ବାଇବଇନିମନ୍, ମୁଇ ତମ୍କେ ଆଲାଦ୍ କରି ଦେକ୍ବାକେ ମନ୍ କଲିନି, ତମେ ମକେ ବେସି ସାର୍ଦା କରାଇଲାସ୍ନି ଆରି ତମେ ଆକା ମର୍ ପୁରୁସ୍କାର୍ । ମର୍ ମଇତର୍ମନ୍, ମୁଇ ତମ୍କେ ଜେତ୍କି ବିସଇ କଇଆଚି, ସେନ୍ତାରିସେ ମାପ୍ରୁର୍ଟାନେ ବିସ୍ବାସେ ଡାଟ୍ ରୁଆ ।
2 Nikukusuma uve Eudia, kange nikukusuma uve Sintike, mugomosie ulughano lwa mapuling'ano kati jinu, lwakuuva umwe mweni mwe vavili mulyalungine nu Mutwa.
୨ଇୟଦିଆକେ ଆରି ସନ୍ତୁକେ ମୁଇ ବାବୁଜିଆକରି କଇଲିନି, ତମେ ଦୁଇଲକ୍ ଜାକ ମାପ୍ରୁର୍ ଲକ୍ ଅଇଆଚାସ୍ । ତେବର୍ ପାଇ ତମର୍ ବିତ୍ରେ ଗଟେକ୍ ମନ୍ ଅଇ ରାଜିଉଆ ।
3 lwa lweli, nikuvasuma kange umue mwevavomba mbombo vajango muvatange avavakijuva lwakuva vaka vombile palikimo nune kutwala ilivangili lya Mutwa, tulyale nu Kelementi palikimo navasung'wua avange va Mutwa, vano amatavua ghavo ghalembilue mukilembe kya vwumi.
୩ଆରି ବାଇ ଜେ କି ସବୁବେଲେ ମକେ ସାଇଜ କର୍ସୁ, ଏ ଦୁଇଟା ମାଇଜିମନ୍ ସାନ୍ତି ସଙ୍ଗ୍ ରଇବାକେ ତୁଇ ସାଇଜ କର୍ । କାଇକେବଇଲେ ସୁବ୍କବର୍ ଜାନାଇବା କାମେ ସେମନ୍ ମର୍ସଙ୍ଗ୍ ରଇକରି ବେସି ଆବଡ୍ ଅଇଲାଇ ଆଚତ୍ । ସେନ୍ତାରିସେ କେଲେମେନ୍ଟ ଆରି ବିନ୍ ଲକ୍ମନ୍ ମିସା ମର୍ ସଙ୍ଗ୍ କାମ୍ କର୍ତେରଇଲାଇ । ପର୍ମେସର୍ ତାର୍ ବଇଟାନେ ସେମନର୍ ସବୁ ଲକର୍ ନାଉଁ ଲେକ୍ଲା ଆଚେ । ସେ ସବୁ ଲକ୍ ନ ସାର୍ବା ଜିବନ୍ ପାଇଲାଇ ଆଚତ୍ ।
4 Mufighono fyoni ifya Mutwa nilijova muhovokaghe.
୪ମାପ୍ରୁର୍ ସଙ୍ଗ୍ ମିସିରଇଲାର୍ପାଇ ସବୁବେଲେ ସାର୍ଦା ଅଇକରି ରୁଆ । ମୁଇ ଆରିତରେକ୍ କଇଲିନି ସାର୍ଦା ଅଇକରି ରୁଆ ।
5 Uvuhugu vwinu vumanyike kuvanhu voni. UMutwa ali pipi pikwisa.
୫ଦରମ୍ ଅଇକରି ସବୁ ଲକର୍ ସଙ୍ଗ୍ ଚଲାଚଲ୍ତି କରା । ମାପ୍ରୁ ଆଇବା ଦିନ୍ କେଟି ଆଇଲାନି ବଲି ପାସ୍ରାନାଇ ।
6 namungapumukaghe mu lyolyoni. Pe lino muvombaghe imbombo sinu soni kwa kumfunya, kukunsuma na kumhongesia. naghano mulonda ghakagulike kwa Nguluve.
୬କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ ।
7 Pe ulutengano lwa Mutwa juno m'baha kukila vooni, ililololela amojo namasaghe ghinu kuvutangilisi vya Kilisite Yesu.
୭ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
8 Muvusililo, vanyalukolo vango musighanule fijo imbombo soni sino sa lweli, kujilolelela, sa kyangani, sakuvalasivua, ulughano na ghala aghanya mhola inofu, ghanya luhala, palikimo na ghala ghanoghanoghile kughinisivua.
୮ସାରାସାରି ପଚେ ଏ ମର୍ ବାଇବଇନିମନ୍, ଜେତ୍କି ସବୁ ବିସଇ ନିକ ରଇସି, ଜେତ୍କି ସବୁ ବିସଇ ସନ୍ମାନ୍ ପାଇସି, ଜନ୍ ସବୁ ବିସଇ ସତ୍ ରଇସି, ଜନ୍ ସବୁ ବିସଇ ପାପ୍ ନଇତେ ରଇସି, ଜନ୍ ସବୁ ବିସଇ ଦରମ୍ ରଇସି, ଆରି ଡାକ୍ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା ।
9 ghavombele ghala ghano mukamanyile, mukupile, ghanomukapulike na ghala ghanomukaghaghile kulyune ghwope uNhaata ghwitu ghwa mapuling'ano iliiva numue.
୯ତମ୍କେ ମୁଇ ଜେତ୍କି ସବୁ ବିସଇ ସିକାଇରଇଲି, ଆରି ତମେ ମାନିରଇଲାସ୍ ସେଟା ସବୁ କର୍ତେରୁଆ । ମୁଇ ଜେତ୍କି ବିସଇ କଇତେରଇଲି, ସେଟା ସୁନ୍ତେରଇଲାସ୍ ଆରି ଜେତ୍କି ବିସଇ କର୍ତେରଇଲି, ସେଟା ଦେକିରଇଲାସ୍, ସେଟା ସବୁ କର୍ତେରୁଆ । ପର୍ମେସର୍ ତମର୍ସଙ୍ଗ୍ ରଇ ତମ୍କେ ସାନ୍ତି ଦେଇସି ।
10 Nilinulukelo luvaha kyongo uvwimila mwa Mutwa ulwakuva umue muvonesisie uvufumbue vwa mbombo jinu mulunoghelua lwango. sa lweli pavwandilo mulyanoghilue kukunanga uvugumbue vwango nambe namulyapatile inafasi ja kukunanga.
୧୦ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ ପାଇ ମୁଇ ବେସି ସାର୍ଦା ଅଇଲିନି । କାଇକେବଇଲେ, ମକେ ଲଡାକେ ଲାଗ୍ବାଟା ପାଟାଇଦେଲାକେ ତମେ ମର୍ ବିସଇ ଚିନ୍ତା କଲାସ୍ନି ବଲି ମୁଇ ଜାନ୍ଲିନି । ତମର୍ ଆଲାଦ୍ ଦେକାଇବାକେ ଏବେସେ ତମ୍କେ ବେଲା ଟିକ୍ ଅଇଲା ।
11 Nanijova anala neke nikave kimonga kinange une muvufumbue vwango, ongo nimanyile kukwilana ku uluo lwoni.
୧୧ମକେ ଲଡାକେ ଲାଗ୍ବା ବିସଇ ମର୍ଲଗେ ନ ରଇଲାକେ ବଲି ଏନ୍ତାରି କଇନାଇ । କାଇକେବଇଲେ ମର୍ ଜିବନର୍ କାଇ ରକାମର୍ ଗଟ୍ନା ଆଇଲେ ମିସା, ସାର୍ଦା ସଙ୍ଗ୍ ରଇବାକେ ସିକ୍ଲିଆଚି ।
12 Nikimanyile kukukala muluvelo lwa vukolofu nakuva nifinga mulikaja lwoni ili. une nilumanyile ulufiso lwa pano mulininjala, finga na kuva muvufumbue.
୧୨ଅଲପ୍କେ ମିସା ସାର୍ଦାସଙ୍ଗ୍ ରଇବାକେ, କି ବୁତେକ୍ ରଇଲେ ମିସା ସାର୍ଦା ସଙ୍ଗ୍ ରଇବାକେ ସିକ୍ଲିଆଚି । ପେଟ୍ ପୁର୍ତେ କାଇଲେମିସା, କି ବୁକେ ରଇଲେ ମିସା, ଲଡାକେ ଆଇବା ସବୁ ବିସଇ ରଇଲେ ମିସା, ନ ରଇଲେ ମିସା, ସାର୍ଦାସଙ୍ଗ୍ ରଇବାକେ ମୁଇ ଜାନି ।
13 Nikimanye kuvomba isi kuvutangilisi vwa jujuo juno ikumhela ingufu.
୧୩ଏ ସବୁ ଗଟ୍ନା ଆଇଲେ ମିସା ମୁଇ ମୁର୍ଚିକରି ରଇବାକେ ସିକ୍ଲିଆଚି । କାଇକେବଇଲେ, କିରିସ୍ଟ ମକେ ବପୁ ଦେଲାନି ।
14 Nambe ifyo mulyavombile vunono kuva nune Mulupumuko lwango.
୧୪ଏନ୍ତାରି ଅଇଲେ ମିସା ଅବାବ୍ ରଇଲା ବେଲାଇ, ତମେ ମକେ ଦୟାଦେକାଇ ମର୍ପାଇ ସାଇଜ ପାଟାଇଲାସ୍ ।
15 Umue mweva Filipo mulumanyile kuti uvutengulilo vwa livangili yenivukile ku Makedonia kusila litembile lino likanitangile musinosijova agha kuhumia na kukwupila neke jumue mwevene.
୧୫ପିଲିପିଅତେଇ ରଇବା ବାଇବଇନିମନ୍, ତମେ ସତଇସେ ଜାନିଆଚାସ୍, ସିଗ୍ ପର୍ତୁମ୍ ସୁବ୍କବରର୍ ବିସଇ ସିକାଇବା ବେଲେ, ମୁଇ ମାକେଦନିଆଇଅନି ଜେଡେବଲ୍ ବାରଇ ଜାଇରଇଲି, । ବିସ୍ବାସି ମନର୍ ଦଲ୍ ବିତ୍ରେ, ତମର୍ ମଣ୍ଡଲିର୍ ବିସ୍ବାସିମନ୍ସେ ମକେ ଡାବୁ ଦାନ୍ କରିରଇଲାସ୍ ।
16 Nambe panonilyale kuva Tesalonika umue mukanisung'ile uvutangilisi kukila lwa kamo kwajili ja vufumbue vwango.
୧୬ତେସଲନିକିଆ ନଅରେ ରଇବାବେଲେ ମିସା ମକେ ଲଡା ରଇଲାବେଲେ, ତମେ ଦୁଇତର୍ ଦାନ୍ ପାଟାଇଲାସ୍ ।
17 Nanivaghile kuti nilonda uvutangilisi. loli niti neke mupate imeke sinosileta uluvumbulilo kulyumue.
୧୭ତମ୍କେ ମୁଇ ଦାନ୍ ପାଟାଇତେରଅତ୍ ବଲି ଏନ୍ତାରି କଇନାଇ । ମାତର୍ ମକେ ସାଇଜ କଲାର୍ ପାଇ, ପର୍ମେସର୍ ତମ୍କେ ପୁରୁସ୍କାର ଦେଅ ବଲି ମୁଇ ମନ୍ କଲିନି ।
18 Nupile ifinu fyoni, na lino nimemilue nifinu finga nupile ifinu finu kuhuma kwa Epafradito. fyefinu finono finya kunukila hene manukato, ghano ghitikike panofyoni ilitekelo linolimunoghile uNguluve.
୧୮ତେବେ ତମେ ମର୍ପାଇ ପାଟାଇଲାଟା ସବୁଜାକ ମର୍ଟାନେ କେଟ୍ଲା ଆଚେ । ଆରି ସେଟା ମର୍ପାଇ ଅଦିକ୍ । ତମେ ପାଟାଇଲା ସବୁ ବିସଇ ଏପାପର୍ଦିସ୍ ମର୍ଲଗେ ଆନ୍ଲାକେ, ମକେ ଲଡାକେ ଆଇବା ସବୁ ମୁଇ ମିଲାଇଆଚି । ଏନ୍ତାରି କଲାକେ ତମେ ପର୍ମେସର୍କେ ସର୍ପି ଦେଲା ନିକ ବାସ୍ନା ଅଇବା ଦାନ୍ ପାରା ଅଇଲା ଆଚେ । ସେ ସେଟା ସଙ୍ଗଇକରି ସାର୍ଦା ଅଇଲାଆଚେ ।
19 Neke muuluo, uNguluve ghwango ikuvamemesia uvufumbue vwinu muvutajili vwa vwimike vyake mwa Yesu Kilisite.
୧୯ଜିସୁକିରିସ୍ଟ କରି ରଇବା କାମର୍ ଲାଗି, ବେସି ରଇବା ତାର୍ ଦନ୍ସଁପତି ଟାନେଅନି ସେ ତକେ ଲଡାକେ ଆଇବା ସବୁ ବିସଇ ଦେଇସି ।
20 Lino kwa Nguluve Nhaata ghwitu vuve vwimike vuno navulikusila nakusila. Ameni. (aiōn )
୨୦ଆମର୍ ସରଗର୍ ବାବା ପର୍ମେସର୍ କାଲ୍ କାଲ୍ ଜୁଗ୍ଜୁଗ୍ ଡାକ୍ପୁଟା ପାଅ । ଆମେନ୍! (aiōn )
21 Inyungilo sango sivafikile kila junoikumwitikila u Kilisite Yesu. Vaghanike vanonilinavyo apa vikuvahungila.
୨୧କିରିସ୍ଟ ଜିସୁକେ ବିସ୍ବାସ୍ କର୍ବା ପର୍ମେସରର୍ ସବୁ ଲକ୍ମନ୍କେ ଜୁଆର୍ କରା । ମର୍ସଙ୍ଗ୍ ରଇବା ଆମର୍ ବିସ୍ବାସି ବାଇବନିମନ୍ ତାକର୍ ଜୁଆର୍ ଜାନାଇଲାଇନି ।
22 Kange avitiki vooni apa vikuvahungila, neke looli vala ava kikolo kya Kaisari.
୨୨ଏ ନଅରେ ରଇବା ବାକି ସବୁ ପର୍ମେସରର୍ ଲକ୍ମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଜନ୍ ବିସ୍ବାସିମନ୍, ଜନ୍ଲକ୍ କି ରମିଅ ସାସନ୍କାରିଆର୍ ଗତିଦାଙ୍ଗ୍ଡା ଅଇଲାଇଆଚତ୍, ସେମନ୍ ତାକର୍ ଜୁଆର୍ ଜାନାଇଲାଇନି ।
23 Na lino uvumosi vwa Mutwa ghwitu uYesu Kilisite vuve munumbula sinu.
୨୩ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା କଲାଟା ତମର୍ ବିତ୍ରେ ରଅ ।