< Luqa 16 >
1 U muxlislirigha yene mundaq dédi: — Bir bayning bir ghojidari bar iken. Birsi baygha: «Bu ghojidaringiz mal-mülkingizni buzup chachti» dep shikayet qiptu.
୧ଜିସୁ ତାର୍ ସିସ୍ମନ୍କେ ଗଟେକ୍ କାତାନି ବୁଜାଇ କଇଲା । “ଗଟେକ୍ ସାଉକାର୍ ଲକ୍ ରଇଲା । ତାର୍ ଦନ୍ ଇସାବ୍କିତାବ୍ କର୍ବାକେ ଗଟେକ୍ ମୁକିଅ ଗତିଦାଙ୍ଗ୍ଡା ରଇଲା । ଆରି ସେ ସବୁ ଦନ୍ ଏନେତେନେ କରିଦେଲାନି ବଲି ଗଟେକ୍ ଲକର୍ତେଇ ଅନି ସାଉକାର୍ ସୁନ୍ଲା ।”
2 U ghojidarni chaqirip, uninggha: «Méning séning toghrangda anglighanlirim zadi qandaq gep? Ghojidarliqingdiki hésab-kitabni éniq tapshur; chünki mundin kéyin sen ghojidar bolmaysen» — deptu.
୨ସେଟାର୍ ପାଇ ସାଉକାର୍ ମୁକିଅ ଗତିଦାଙ୍ଗ୍ଡାକେ ଡାକି କଇଲା, “ତୁଇ ଟିକ୍ ସଙ୍ଗ୍ ଇସାବ୍ପତର୍ କରୁସ୍ ନାଇ ବଲି ମୁଇ ବେସି କାତା ସୁନ୍ଲିନି । ମର୍ ସବୁ ଡାବୁର୍ ଇସାବ୍ ମକେ ଦେ । କାଇକେ ବଇଲେ ତୁଇ ଆରି ମର ମୁକିଅ ଗତିଦାଙ୍ଗ୍ଡାର୍ କାମେ ନ ରଉସ୍ ।”
3 Ghojidar emdi öz ichide: «Néme qilay? Chünki xojayinim méni ghojidarliqtin mehrum qilidu. Ketmen chapay désem unchilik maghdur yoq, tilemchilik qilay désem nomus qilimen.
୩ସେବେଲା ସେ ମୁକିଅ ଗତିଦାଙ୍ଗ୍ଡା ମନେ ମନେ ଏତାଇଲା । ଏବେ ମୁଇ କାଇଟା କର୍ବି? ମର୍ ସାଉକାର୍ କାମେ ଅନି ବାର୍କରିଦେବି ବଲି କଇଲା ଆଚେ । ମାଟି ମାର୍ବାକେ ମକେ ବପୁ ନାଇ ଆରି ବିକ୍ ମାଗ୍ବି ବଇଲେ ମିସା ଲାଜ୍ ଲାଗ୍ଲାନି ।
4 He, taptim! Ghojidarliqtin qalghinimda kishilerning méni öylirige qarshi élishi üchün, néme qilishimni emdi bildim» dep
୪ମୁଇ କାଇଟା କର୍ବାର୍ ଆଚେ ବଲି ଜାନି ଆଚି । ମକେ ଏ କାମେଅନି ବାର୍ କରିଦେଲା ପଚେ କାଇଟା କଲେ ଲକ୍ମନର୍ ଗରେ ମକେ ଡାକି ନିକକରି ଦେକ୍ବାଇ ବଲି ବାବ୍ଲା ।
5 öz xojayinigha qerzdar bolghanlarni birdin-birdin chaqirip kélip, birinchisidin: «Xojayinimgha qanchilik qerzingiz bar?» dep soraptu.
୫ତେବେ ସେ ମୁକିଅ ଗତିଦାଙ୍ଗ୍ଡା ତାର୍ ସାଉକାର୍ତେଇଅନି ଉଦାର୍ ନେଲା ସବୁ ଲକ୍କେ ଡାକ୍ଲା । ପର୍ତୁମ୍ ଗଟେକ୍ ଲକ୍କେ ଡାକି ପାଚାର୍ଲା, “ତୁଇ ମର୍ ସାଉକାର୍କେ କେତେକ୍ ଦେବାର୍ ଆଚେ?”
6 We qerzdar: «Yüz tung zeytun méyi» dep jawab bériptu. Ghojidar uninggha: «Mana, hésabat deptiringizni élip, bu yerde olturup ellik tunggha özgertiwéting!» deptu.
୬ସେ ଲକ୍ ତାକେ “ସଏ ଡାବା ଚିକନ୍ ।” ବଲି କଇଲା । ମୁକିଅ ଗତିଦାଙ୍ଗ୍ଡା ତାକେ କଇଲା, “ତମେ ଉଦାର୍ ନେଲା ପତିଲଗେ ଉନା କରି ପଚାସ୍ ଡାବା ବଲି ଲେକିଦେସ୍ ।”
7 Andin u yene birige: «Sizchu, qanchilik qerz boldingiz?» dep soraptu. U: «Yüz küre bughday» dep jawab bériptu. Ghojidar uninggha: «Hésabat deptiringizni élip seksen kürige özgertiwéting!» deptu.
୭ତାର୍ ପଚେ ସେ ଆରି ଗଟେକ୍ ଲକ୍କେ ପାଚାର୍ଲା, “ତମେ କେତେକ୍ ଦେବାର୍ ଆଚେ?” ଉଦାର୍ ନେଲା ଲକ୍ କଇଲା, “ଅଜାର୍ ବାସ୍ତା ଦାନ୍ ।” ମୁକିଅ ଗତିଦାଙ୍ଗ୍ଡା ତାକେ କଇଲା “ତୁଇ ଉଦାର୍ ନେଲା ପତିତେଇ ଉନାକରି ଆଟ୍ ସଅ ବାସ୍ତା ବଲି ଲେକିଦେସ୍ ।”
8 Shuning bilen uning xojayini semimiyetsiz ghojidarning bu ishtiki pemlikliki üchün uninggha qayil bolup maxtaptu. Chünki bu dunyaning perzentliri öz dewride nurning perzentliridin pemliktur. (aiōn )
୮ଏଟାର୍ ପାଇ ସେ ମିଚୁଆ ମୁକିଅ ଗତିଦାଙ୍ଗ୍ଡାକେ ତାର୍ ସାଉକାର୍ କଇଲା, “ତୁଇ ବେସି ଚାଲାକି ଅଇକରି ଏନ୍ତି କାମ୍ କରିଆଚୁସ୍ । କାଇକେ ବଇଲେ ଏ ଦୁନିଆର୍ ଲକ୍ମନ୍ ନିଜର୍ କାମ୍ କର୍ବାକେ ପର୍ମେସରର୍ ଲକ୍ମନର୍ ଟାନେଅନି ଅଦିକ୍ ଚାଲାକି ।” (aiōn )
9 We men silerge shuni éytip qoyayki, «Naheq dunyagha tewe mal-dunya» arqiliq özünglargha dost tutunglar; shundaq qilsanglar, mal-dunya kargha kelmeydighan bolghan [künide] shu dostlar silerni ebediy makanlargha qarshi alidu. (aiōnios )
୯ଆରି ଜିସୁ କଇଲା, “ସେଟାର୍ ପାଇ ମୁଇ ତମ୍କେ କଇଲିନି, ଲକ୍ମନ୍କେ ଏ ଦୁନିଆର୍ ଦନ୍ ଦେଇ କରି ନିଜର୍ ନିଜର୍ ପାଇ ମଇତର୍ କରା । ସେନ୍ତାରି କଲେ ଜେଡେବଲ୍ ତମର୍ ଦୁନିଆର୍ ଦନ୍ ସାରିଜାଇସି, ପର୍ମେସର୍ ତମ୍କେ କାଲ୍କାଲ୍ ଜୁଗ୍ଜୁଗ୍ ରଇବା ଗରେ ଡାକି ନେଇସି । (aiōnios )
10 Kimki kichikkine ishta sadiq bolsa, chong ishtimu sadiq bolidu; we kimki kichikkine ishta semimiyetsiz bolsa, chong ishtimu semimiyetsiz bolidu.
୧୦କେ ସାନ୍ ବିସଇ ସତ୍ସଙ୍ଗ୍ କର୍ସି, ସେ ବଡ୍ ବିସଇ ସତ୍ସଙ୍ଗ୍ କର୍ସି । ସେନ୍ତାର୍ସେ କେ ସାନ୍ ବିସଇ ନେଇକରି ସତ୍ କାମ୍ ନ କରେ ସେ ବଡ୍ ବିସଇତେଇ ମିସା ସତ୍ କାମ୍ ନ କରେ ।
11 Shunga eger «naheq dunyagha tewe bolghan mal-dunya»da sadiq bolmisanglar, kim silerge heqiqiy bayliqlarni tapshursun?
୧୧ପର୍ମେସର୍ ତମ୍କେ ଏ ଦୁନିଆଇ ଦେଲା ଡାବୁ ଆରି ଦନର୍ ବିସଇ ସତଇସେ ନ କରାସ୍ ବଇଲେ ସରଗର୍ ଦନ୍ ତମ୍କେ ମିଲ୍ବାକେ ନ ଦେଏ ।
12 We bashqilarning nersiliride sadiq bolmisanglar kim silerge özünglarning nersisini bersun?
୧୨ତମେ ବିନ୍ ଲକ୍ମନର୍ ଦନ୍ ସତ୍ବାବେ ନ ସଙ୍ଗଇଲେ ନିଜର୍ ଦନ୍ କେ ତମ୍କେ ଦେଇସି?
13 Héchkim ikki xojayin’gha teng xizmet qilalmaydu. Chünki u yaki buni yaman körüp, uni yaxshi köridu; yaki buninggha özini pütünley béghishlap, uninggha étibarsiz qaraydu. [Shuninggha oxshash], silerningmu birla waqitta hem Xudaning, hem mal-dunyaning qulluqida bolushunglar mumkin emes.
୧୩ଗଟେକ୍ ଗତିଦାଙ୍ଗ୍ଡା ଦୁଇଟା ସାଉକାରର୍ ଦାଇତ୍ ସମାନ୍ ବାବେ କରିନାପାରେ । କାଇକେବଇଲେ ସେ ଗଟେକ୍ ସାଉକାର୍କେ ଆଲାଦ୍ କର୍ସି ଆରି ଗଟେକ୍ ସାଉକାର୍କେ ଗିନ୍ କର୍ସି । ଗଟେକ୍ ସାଉକାର୍କେ ନାମ୍ସି ଆରି ଗଟେକ୍କେ ନ ନାମେ । ସେନ୍ତାର୍ସେ ଗଟେକ୍ ଲକ୍ ଏକାତରେକ୍ ଏ ଦୁନିଆର୍ ଦନ୍ ଆରି ପର୍ମେସର୍କେ ସମାନ୍ବାବେ ସେବା କରିନାପାରେ ।”
14 Emdi Perisiyler (ular pulgha amraq idi) bularning hemmisini anglap Eysani mesxire qilishti.
୧୪ପାରୁସି ଦଲର୍ ଲକ୍ମନ୍ ଏ ସବୁ କାତା ସୁନି ଜିସୁକେ ଟାପ୍ରା କଲାଇ, କାଇକେ ବଇଲେ ଡାବୁ ଆକା ସେମନର୍ ଜିବର୍ ଦନ୍ ବଲି ବାବ୍ତେ ରଇଲାଇ ।
15 We u ulargha mundaq dédi: — «Siler özünglarni ademlerning aldida heqqaniy qilip körsetküchidursiler; lékin Xuda qelbinglarni bilidu. Chünki ademlerning arisida qedirlinidighini Xudaning neziride yirginchliktur.
୧୫ଜିସୁ ସେମନ୍କେ କଇଲା, “ତମେ ଲକର୍ ମୁଆଟେ ନିକ ବଲି ଦେକାଇ ଅଇଲାସ୍ନି । ମାତର୍ ତମର୍ ମନ୍ବିତ୍ରେ କାଇଟା ଆଚେ ସେଟା ପର୍ମେସର୍ ଜାନିଆଚେ । ଜନ୍ ଦିନ୍ସୁ ଲକ୍ମନ୍ ବେସି ମୁଲିଅ ବଲି ବାବ୍ଲାଇନି ସେଟା ପର୍ମେସର୍ ଦେକ୍ବା ଇସାବେ ବେସି ଗିନର୍ ବିସଇ ।”
16 Tewrat qanuni we peyghemberlerning yazmiliri [chömüldürgüchi] Yehyaghiche hidayet bolup keldi; shu waqittin bashlap Xudaning padishahliqining xush xewiri jakarlinip kéliwatidu; [padishahliqqa] kirmekchi bolghanlarning herbiri uninggha bösüp kiriwélishi kérektur.
୧୬“ଡୁବନ୍ ଦେଉ ଜଅନ୍ ଆସି ନିକ କାତା କଇବାଟା ଆରାମ୍ କର୍ବା ଜାକ, ମସାର୍ ନିୟମ୍ ଆରି ବବିସତ୍ବକ୍ତାମନର୍ କାତା ତମ୍କେ କାଡାଇ ନେଇତେ ରଇଲା । ଜଅନ୍ ଆଇଲା ପଚେ, ପର୍ମେସରର୍ ରାଇଜର୍ ସୁବ୍ କବର୍ ଜାନାଇଲାଇନି । ଆରି ନିଜର୍ ବପୁସଙ୍ଗ୍ ପର୍ମେସରର୍ ରାଇଜେ ଜିବାକେ ବେସି ଲକ୍ମନ୍ ଚେସ୍ଟା କଲାଇନି ।
17 Lékin asman bilen zéminning yoq qiliwétilishi Tewratning bir chékiti bikar qilinishtin asandur.
୧୭ସରଗ୍ ଆରି ଦୁନିଆ ନସିଗାଲେ ମିସା ନିୟମେ ଲେକା ଅଇରଇଲାଟା ଗଟେକ୍ ମିସା ଅଇକର୍ ନ ନସେ ।”
18 — Her kim öz ayalini talaq qilip bashqa birini alsa zina qilghan bolidu we kimki öz éridin talaq qilin’ghanni alsa zina qilghan bolidu».
୧୮“କେମିସା ନିଜର୍ ମାଇଜିକେ ଚାଡି ବିନ୍ଟା ଆନ୍ଲେ, ସେ ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଲକ୍ ଅଇଜାଇସି । ଆରି କେ, ସେ ଚାଡ୍ଲା ଦାଙ୍ଗ୍ଡିକେ ବିବା ଅଇସି ବଇଲେ ସେ ମିସା ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଆଚେ ।” ବଲି କଇଲା ।
19 — Burun bir bay adem bar idi; u sösün renglik ton we kanap kiyimlerni kiyip, herküni eysh-ishret ichide tentene qilatti.
୧୯ଜିସୁ ସେମନ୍କେ ଗଟେକ୍ କାତାନି ବୁଜାଇକରି କଇଲା, “ଗଟେକ୍ ସାଉକାର୍ ଲକ୍ ରଇଲା । ସେ ଲଚେକ୍ ମଲ୍ ଦେଇ ଗେନ୍ଲା ନିକ ନିକ ଚକା ପଚିଆ ପିନ୍ଦ୍ତେ ରଇଲା । ସେ ସବୁଦିନ୍ ବଜି କରି ନିଜେ ସାର୍ଦା ଅଇତେରଇଲା ।
20 We pütün ezayini chaqa-jaharet bésip ketken Lazarus isimlik bir yoqsul bar idi; u bayning derwazisining aldigha [herküni] yatquzup qoyulatti.
୨୦ତେଇ ଲାଜାର୍ ନାଉଁର୍ ଅର୍କିତ୍ ଲକ୍ ଗଟେକ୍ ରଇଲା । ତାର୍ ଗୁଲାଇ ଗାଗଡ୍ ଗାଉ ଅଇରଇଲା । ତାକେ ଆନିକରି ସାଉକାରର୍ କାପାଟ୍ ଲଗେ ଡୁଲାଇତେ ରଇଲାଇ ।
21 Uning dastixinidin chüshüp qalghan parchi-puratlardin qorsiqini toyghuzghushqa teshna idi. Halbuki, itlar kélip uning yarilirini yalaytti.
୨୧ତେଇ ରଇ, ସେ ସାଉକାରର୍ ତାଲିଅନି ଅଦର୍ଲା ସକ୍ଡି ବାତ୍ସିତା ବେଟି କାଇବାକେ ମନ୍ କର୍ତେ ରଇଲା । କୁକୁର୍ମନ୍ ତାର୍ ଗାଗ୍ଡର୍ ଗାଉ ଚାଟ୍ତେ ରଇଲାଇ ।”
22 Emdi shundaq boldiki, yoqsul öldi we perishtiler uni Ibrahimning quchiqigha apardi. Bay hem ölüp depne qilindi;
୨୨କେତେ ଦିନ୍ ଗାଲାପଚେ ସେ ଅର୍କିତ୍ ଲକ୍ ମରିଗାଲା । ଆରି ପର୍ମେସରର୍ ଦୁତ୍ମନ୍ ଆସି ତାକେ ସରଗ୍ପୁରର୍ ବଜିତେଇ ଅବ୍ରାଆମର୍ ଲଗେ ବସ୍ବାକେ ଦାରି ଗାଲାଇ । ଆରି କେତେ ଦିନ୍ ଗାଲାପଚେ ସେ ସାଉକାର୍ ମିସା ମରିଗାଲା । ତାକେ ନେଇ ତପିଦେଲାଇ ।
23 we tehtisarada qattiq qiynilip, béshini kötürüp, yiraqtin Ibrahimni we uning quchiqidiki Lazarusni körüp: (Hadēs )
୨୩ଆରି ସେ ନରକ୍ କୁଣ୍ଡେ ଗାଲା । ତେଇ ସେ ବେସି କସ୍ଟ ପାଇବାବେଲା ଉପ୍ରେ ସରଗ୍ପୁରେ ଦେକ୍ଲେ ଲାଜାର୍ ଅବ୍ରାଆମର୍ ଲଗେ ବସି ଆଚେ । (Hadēs )
24 «Ey ata Ibrahim, manga rehim qilghaysen! Lazarusni ewetkeysen, u barmiqining uchini sugha chilap, tilimgha témitip sowutqay. Chünki men bu ot yalqunida qattiq azabliniwatimen!» dep warqirap yalwurdi.
୨୪ସେ ଆଉଲି ଅଇ କଇଲା, “ଏ ବାବା ଅବ୍ରାଆମ୍, ମକେ ଦୟା କର୍ । ଲାଜାର୍କେ ମର ଲଗେ ପାଟାଇଦେସ୍ । ସେ ଆସିକରି ନିଜର୍ ଆଙ୍ଗ୍ଟି ସଙ୍ଗ୍ ପାନି ଦେଇ, ମର୍ ଜିବ୍ କାକର୍ କର । କାଇକେ ବଇଲେ ମୁଇ ଏ ନରକ୍ପୁରର୍ ଜଇଲଗେ ବେସି କସ୍ଟ ପାଇଲିନି ।”
25 Lékin Ibrahim mundaq dédi: «Ey oghlum, hayat waqtingda halawetni yetküche körginingni we Lazarusning derd-bala tartqinini yadinggha keltürgin. Hazir u teselli tapti, emma sen azab tartiwatisen.
୨୫ମାତର୍ ଅବ୍ରାଆମ୍ କଇଲା, “ବାବୁରେ, ତୁଇ ଜିବନ୍ ରଇଲାବେଲାର୍ କାତା ମନେ ଏତାଇ ଦେକ୍ । ତର୍ ଜିବ୍ନେ ସବୁ ନିମାନ୍ ବିସଇ ପାଇରଇଲୁସ୍ । ଆରି ଲାଜାର୍ ସବୁ କାରାପ୍ ବିସଇ ପାଇଲା । ମାତର୍ ସେ ଏବେ ଏ ଜାଗାଇ ସାର୍ଦାଅଇ ଆଚେ । ଆରି ତୁଇ ବେସି କସ୍ଟ ପାଇଲୁସ୍ନି ।
26 We bulardin bashqa, biz bilen silerning ariliqimizda yoghan bir hang békitilgendurki, bu yerdin siler terepke öteyli dégenler ötelemes we andin biz terepke ötimiz dégenler ötelmes».
୨୬ଆରି ଗଟେକ୍ ବିସଇ ଅଇଲାନି, ତର୍ ଆମର୍ ମଜାଇ ଗଟେକ୍ ବଡେଟା ପାଗଡ୍ ଆଚେ । ଇତିର୍ ଲକ୍ ସିତି ଜାଇ ନଏଁ ଆରି ସିତିର୍ ଲକ୍ ଇତି ଆସି ନଏଁ” ବଲି କଇଲା ।
27 Emdi bay yene: «Undaqta, i ata, sendin [Lazarusni] atamning öyige ewetishingni ötünimen.
୨୭ସେ ବେଲା ସେ ସାଉକାର୍ କଇଲା, “ଏ ବାବା ଏନ୍ତି ବଇଲେ ମୁଇ ତକେ ବାବୁଜିଆ କଲିନି ଲାଜାର୍କେ ଦୟାକରି ମର୍ ବାବାର୍ ଗରେ ପାଟାଇଦେସ୍ ।
28 Chünki méning besh aka-ukam bar; ularning bu azab-oqubetlik yerge kelmesliki üchün [Lazarus] ularni qattiq agahlandurup qoysun» — dédi.
୨୮କାଇକେ ବଇଲେ ତେଇ ମର୍ ପାଁଚ୍ଟା ବାଇମନ୍ ଆଚତ୍ । ଲାଜାର୍ ଜାଇ ସେମନ୍କେ ଜାଗ୍ରତ୍ କରାଅ । ସେମନ୍ ସେ କାତା ସୁନି ପାପେଅନି ମନ୍ ବାଦ୍ଲାଅତ୍ । ସେମନ୍ ମଲେ ମୁଇ ଏବେ ବେସି କସ୍ଟ ପାଇବା ଏ ଜାଗାଇ ନ ଆସତ୍” ବଲି କଇଲା ।
29 Biraq Ibrahim jawab bérip uninggha: «Ularda Musa we [bashqa] peyghemberlerning [agah-guwahliqi] bar; ular shularni anglisun» — dédi.
୨୯ମାତର୍ ଅବ୍ରାଆମ୍ ତାକେ କଇଲା, “ସେମନ୍ ଜାଗ୍ରତ୍ ଅଇ ରଇବାକେ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ସବୁ ତାକର୍ ଲଗେ ଆଚେ । ସେଟା ସେମନ୍ ପଡିକରି ସିକତ୍ ।” ବଲି କଇଲା ।
30 Lékin u: «Yaq, i Ibrahim ata, eger ölgenlerdin biri tirilip ularning aldigha barsa, ular towa qilidu» — dédi.
୩୦ଆରି ସେ ସାଉକାର୍ ଅବ୍ରାଆମ୍କେ କଇଲା, “ସେତ୍କି ନଏଁ ବାବା, ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ସେମନ୍ ବିସ୍ବାସ୍ କରି ପାପେଅନି ମନ୍ ବାଉଡାଇବାଇ ।” ବଲି କଇଲା ।
31 Emma Ibrahim uninggha: «Eger ular Musa we [bashqa] peyghemberlerning [guwahliqini] anglimisa, hetta ölgenlerdin birsi tirilsimu, ular yenila ishinishni ret qilidu» — dédi.
୩୧ଅବ୍ରାମ୍ ତାକେ କଇଲା, “ତର୍ ବାଇମନ୍ ମସାର୍ ଆରି ବବିସତ୍ବକ୍ତାମନର୍ କାତା ନ ସୁନତ୍ ବଇଲେ ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ମିସା ସେମନ୍ ନ ମାନତ୍ ।”