< मरकुस 16 >
1 जब सबत का दिन गुज़र गया तो मरियम मग़दलिनी और या'क़ूब की माँ मरियम और सलोमी ने ख़ुशबूदार चीज़ें मोल लीं ताकि आकर उस पर मलें।
୧ବିସ୍ରାମ୍ବାର୍ ସାର୍ଲା ତାର୍ ଆର୍କର୍ ଦିନେ ମଗ୍ଦଲିନି ମରିୟମ୍, ଜାକୁବର୍ ମାଆ ମରିୟମ୍ ଆରି ସଲମି, ଜିସୁର୍ ମଲା ଗାଗ୍ଡେ ଲାଗାଇବାକେ ବାସ୍ନା ଚିକନ୍ ଗେନିଆନ୍ଲାଇ ।
2 वो हफ़्ते के पहले दिन बहुत सवेरे जब सूरज निकला ही था क़ब्र पर आईं।
୨ରଇବାର୍ ଦିନର୍ ସାକାଲ୍ ସାକାଲ୍ ସେମନ୍ ତାର୍ ଗାଗଡ୍ ସଙ୍ଗଇଲା ଜାଗାକେ ଜାଇତେରଇଲାଇ । ସେବେଲେ ବେଲ୍ ଉଦି ଆଇତେରଇଲା ।
3 और आपस में कहती थी “हमारे लिए पत्थर को क़ब्र के मुँह पर से कौन लुढ़काएगा?”
୩ସେମନ୍ ନିଜର୍ ନିଜର୍ ବିତ୍ରେ “ଜିସୁର୍ ଗାଗଡ୍ ସଙ୍ଗଇରଇଲା ମୁଆଟର୍ ବଡ୍ ଚାଚଡା ପାକ୍ନା ଆମର୍ ପାଇ କେ ଗୁଚାଇଦେଇସି ତେବେ?” ବଲି କାତା ଅଇତେରଇଲାଇ ।
4 जब उन्हों ने निगाह की तो देखा कि पत्थर लुढ़का हुआ है क्यूँकि वो बहुत ही बड़ा था।
୪ସେମନ୍ ସେ ଜାଗାଇ କେଟିକରି ଦେକ୍ଲାବେଲେ, ଏଦେ ଦେକା! ସେ ବଡ୍ ଚାଚଡା ପାକ୍ନା ଗୁଚିଜାଇରଇଲା ।
5 क़ब्र के अन्दर जाकर उन्हों ने एक जवान को सफ़ेद जामा पहने हुए दहनी तरफ़ बैठे देखा और निहायत हैरान हुईं।
୫ସେବେଲା ସେମନ୍ ସେ ଜାଗା ବିତ୍ରେ ପୁରିକରି ଦେକ୍ଲାବେଲେ ଗଟେକ୍ ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଦବ୍ ପଚିଆ ପିନ୍ଦିରଇବା ଦାଙ୍ଗ୍ଡା, ଜିସୁର୍ ମଡ୍ ସଙ୍ଗଇରଇଲା ଜାଗାର୍ ଉଜାବାଟେ ବସିରଇଲା । ସେଟା ଦେକି ସେମନ୍ ବେସି ଡରିଜାଇ କାବା ଅଇଗାଲାଇ ।
6 उसने उनसे कहा ऐसी हैरान न हो तुम ईसा नासरी को “जो मस्लूब हुआ था तलाश रही हो; जी उठा है वो यहाँ नहीं है देखो ये वो जगह है जहाँ उन्होंने उसे रख्खा था।
୬ମାତର୍ ସେ ଲକ୍ ସେମନ୍କେ କଇଲା, “ଡରାନାଇ, ତମେ କୁର୍ସେ ମଲା ନାଜରିତ୍ ଗଡର୍ ଜିସୁ କିରିସ୍ଟକେ କଜ୍ଲାସ୍ନି କି? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍ଲା ଆଚେ । ତାର୍ ମଡ୍ ସଙ୍ଗଇଲା ଜାଗା ଦେକା ।” ବଲି କଇଲା ।
7 लेकिन तुम जाकर उसके शागिर्दों और पतरस से कहो कि वो तुम से पहले गलील को जाएगा तुम वहीं उसको देखोगे जैसा उसने तुम से कहा।”
୭“ତମେ ଜାଇକରି ତାର୍ ସିସ୍ମନ୍କେ ଆରି ପିତର୍କେ ବାଇଦରେ କୁଆ, ତମେ ଜିବା ଆଗ୍ତୁ ଜିସୁ ଗାଲିଲି ଗଡେ ଗାଲା ଆଚେ । ସେ ତମ୍କେ ଜେନ୍ତି କଇରଇଲା, ସେନ୍ତିସେ ଗାଲିଲି ଗଡେ ତାକେ ଦେକ୍ସା ।” ବଲି କଇଲା ।
8 और वो निकल कर क़ब्र से भागीं क्यूँकि कपकपी और हैबत उन पर ग़ालिब आ गई थी और उन्होंने किसी से कुछ न कहा क्यूँकि वो डरती थीं।
୮ସେ ମାଇଜିମନ୍ ବେସି କାବା ଅଇଜାଇ, ତର୍ତରି ଜାଇକରି ସେ ଜାଗାଇଅନି ବାରଇକରି ପାଲାଇଲାଇ ଆରି ସେମନ୍ ବେସି ଡରିଜାଇକରି କାକେ ମିସା କାଇବଲି କଅତ୍ନାଇ ।
9 (note: The most reliable and earliest manuscripts do not include Mark 16:9-20.) हफ़्ते के पहले दिन जब वो सवेरे जी उठा तो पहले मरियम मग़दलिनी को जिस में से उसने सात बदरूहें निकाली थीं दिखाई दिया।
୯(note: The most reliable and earliest manuscripts do not include Mark 16:9-20.) ଜିସୁ ମଲାଟାନେଅନି ଉଟ୍ଲା ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜନ୍ ମାଇଜିଟାନେଅନି ଜିସୁ ସାତ୍ଟା ଡୁମାମନ୍କେ କେଦିରଇଲା, ମଗ୍ଦଲିନି ନାଉଁର୍ ମରିୟମ୍କେ ପର୍ତୁମ୍ ଦେକାଇଅଇଲା ।
10 उसने जाकर उसके शागिर्दो को जो मातम करते और रोते थे ख़बर दी।
୧୦ସେ ମାଇଜି ତେଇଅନି ଜାଇକରି, ଦୁକ୍ଅଇ କରି କାନ୍ଦ୍ତେ ରଇଲା ଜିସୁର୍ ସିସ୍ମନ୍କେ କଇଲା,
11 उन्होंने ये सुनकर कि वो जी उठा है और उसने उसे देखा है यक़ीन न किया।
୧୧“ଜିସୁ ମଲାତେଇଅନି ଉଟ୍ଲା ଆଚେ ଆରି ମୁଇ ତାକେ ନିଜେ ଦେକିଆଚି ।” ବଲି କଇଲା । ସିସ୍ମନ୍ ତାକେ ମୁଲ୍କେ ବିସ୍ବାସ୍ କରତ୍ ନାଇ ।
12 इसके बाद वो दूसरी सूरत में उन में से दो को जब वो देहात की तरफ़ जा रहे थे दिखाई दिया।
୧୨ତାର୍ପଚେ ଦୁଇଟା ସିସ୍ମନ୍ ଗଟେକ୍ ଗାଏଁ ଜିବାବେଲେ ଜିସୁ ସେମନ୍କେ ବିନ୍ ରୁପେ ଦେକାଇଅଇଲା । ସିସ୍ମନ୍ ତାକେ ଚିନି ନାପାର୍ଲାଇ ।
13 उन्होंने भी जाकर बाक़ी लोगों को ख़बर दी; मगर उन्होंने उन का भी यक़ीन न किया।
୧୩ସେ ଦୁଇଟା ସିସ୍ମନ୍ ବାଉଡିଆସିକରି ବିନ୍ ସିସ୍ମନ୍କେ ଏ କାତା କଇଲାଇ । ଏନ୍ତି କଇଲେ ମିସା ସିସ୍ମନ୍ ତାକର୍ କାତା ବିସ୍ବାସ୍ କରତ୍ ନାଇ ।
14 फिर वो उन गयारह शागिर्दों को भी जब खाना खाने बैठे थे दिखाई दिया और उसने उनकी बे'ऐ'तिक़ादी और सख़्त दिली पर उनको मलामत की क्यूँकि जिन्हों ने उसके जी उठने के बाद उसे देखा था उन्होंने उसका यक़ीन न किया था।
୧୪ତାର୍ପଚେ ଏଗାର୍ଟା ସିସ୍ମନ୍ କାଇବାବେଲେ ଜିସୁ ସେମନ୍କେ ଦେକାଇଅଇଲା । ଜିସୁ ମଲାଟାନେଅନି ଉଟ୍ଲାଟା ଦେକିରଇଲା ଲକ୍ମନ୍ କଇଲା କାତା ବିସ୍ବାସ୍ ନ କରି, ସେମନର୍ ମନ୍ ଆଁଟ୍ କଲାର୍ ଲାଗି ସେମନ୍କେ ଲାଗ୍ଲା ।
15 और उसने उनसे कहा, “तुम सारी दुनियाँ में जाकर सारी मख़लूक़ के सामने इन्जील की मनादी करो।
୧୫ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆର୍ ଗୁଲାଇବାଟେ ଜାଇକରି ସବୁ ଲକ୍ମନ୍କେ ମର୍ ନିମାନ୍ କାତା କୁଆ ।
16 जो ईमान लाए और बपतिस्मा ले वो नजात पाएगा और जो ईमान न लाए वो मुजरिम ठहराया जाएगा।
୧୬ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।
17 और ईमान लाने वालों के दर्मियान ये मोजिज़े होंगे वो मेरे नाम से बदरूहों को निकालेंगे; नई नई ज़बाने बोलेंगे।
୧୭ଆରି ବିସ୍ବାସି ଲକ୍ମନ୍ ମର୍ ନାଉଁ ଦାରି ଡୁମାମନ୍କେ ବାର୍କରାଇ କେଦିଦେବାଇ ଆରି ନାଜାନିରଇବା ବାସାଇ କାତା ଅଇବାଇ । ଏନ୍ତି ବିସ୍ବାସ୍ କର୍ବା ଲକ୍ମନର୍ଟାନେ ଗଟେକ୍ ଚିନ୍ ପାରା ଅଇସି ।
18 साँपों को उठा लेंगे और अगर कोई हलाक करने वाली चीज़ पीएँगे तो उन्हें कुछ तकलीफ़ न पहुँचेगी वो बीमारों पर हाथ रखेंगे तो अच्छे हो जाएँगे।”
୧୮ସେମନ୍ ନାଜାନିକରି ସାଁପ୍ ଆତେ ଦାର୍ଲେ କି ବିସ୍ କାଇଲେ ନ ମରତ୍ । ଜର୍ଦୁକାର୍ ଲକ୍ମନ୍କେ ଆତ୍ ଚିଇ କରି ପାର୍ତନା କଲେ, ସେଲକ୍ମନ୍ ନିମାନ୍ ଅଇଜିବାଇ” ବଲି କଇଲା ।
19 ग़रज़ ख़ुदावन्द उनसे कलाम करने के बाद आसमान पर उठाया गया और ख़ुदा की दहनी तरफ़ बैठ गया।
୧୯ମାପ୍ରୁ ଜିସୁ ଏ ସବୁ କାତା ସେମନ୍କେ କଇ ସାରାଇଲା ପଚେ, ପର୍ମେସର୍ ତାକେ ସର୍ଗେ ଦାରିଗାଲା ଆରି ପର୍ମେସର୍ ସନ୍ମାନ୍ ଜାଗାଇ ବସ୍ଲା ।
20 फिर उन्होंने निकल कर हर जगह मनादी की और ख़ुदावन्द उनके साथ काम करता रहा और कलाम को उन मोजिज़ों के वसीले से जो साथ साथ होते थे साबित करता रहा; आमीन।
୨୦ତାର୍ପଚେ ତାର୍ ସିସ୍ମନ୍ ଜାଇକରି ଏ ଦୁନିଆର୍ ଗୁଲାଇବାଟେ ମାପ୍ରୁ ଜିସୁର୍ ନିମାନ୍ କାତା କଇଲାଇ ଆରି ମାପ୍ରୁ ତାକର୍ ସଙ୍ଗ୍ ରଇକରି କାବାଅଇଜିବା ବିନ୍ ବିନ୍ କାମ୍ କଲା । ଏନ୍ତାରି ସେମନ୍ କଇବା କାତା ସତ୍ ବଲି ଦେକାଇଦେଲା ।