< 1 कुरिन्थियों 14 >
1 मुहब्बत के तालिब हो और रूहानी ने'मतों की भी आरज़ू रखो खुसूसन इसकी नबुव्वत करो।
୧ତେବେ ବାଇମନ୍କେ ଆଲାଦ୍ କର୍ବାକେ ତମର୍ ସବୁ ବପୁ ସାରାଆ । ସୁକଲ୍ଆତ୍ମା ଜନ୍ ସବୁ ବପୁ ଦେଲାନି, ସେଟା ପାଇବାକେ ମିସା ମନ୍ କରା । ସେ ବିତ୍ରେ ଅନି ପର୍ମେସରର୍ ବାକିଅ ଜାନାଇବା ବପୁ ପାଇବାକେ ମନ୍ କରା ।
2 क्यूँकि जो बेगाना ज़बान में बातें करता है वो आदमियों से बातें नहीं करता, बल्कि ख़ुदा से; इस लिए कि उसकी कोई नहीं समझता, हालाँकि वो अपनी पाक रूह के वसीले से राज़ की बातें करता है।
୨କାଇକେବଇଲେ ଜେ ନାଜାନ୍ଲା ବାସା ସଙ୍ଗ୍ କାତା ଅଇସି, ସେ ଲକ୍ମନର୍ ସଙ୍ଗ୍ ନାଇ, ମାତର୍ ପର୍ମେସର୍ ସଙ୍ଗ୍ କାତା ଅଇଲାନି । କାଇକେବଇଲେ ତାର୍ କାତା କେ ମିସା ବୁଜତ୍ ନାଇ । ସେମନ୍ ଆତ୍ମାର୍ ବପୁର୍ ସଙ୍ଗ୍ ଲୁଚ୍ତେ ରଇବା ସତ୍ ବିସଇ କାତା ଅଇଲାଇନି ।
3 लेकिन जो नबुव्वत करता है वो आदमियों से तरक़्क़ी और नसीहत और तसल्ली की बातें करता है।
୩ମାତର୍ ଜେ ପର୍ମେସରର୍ ବାକିଅ ଜାନାଇସି, ଲକ୍ମନର୍ ସଙ୍ଗ୍ କାତା ଅଇସି । ଜେନ୍ତାରିକି, ସେମନ୍କେ ସାଇଜ, ସାର୍ଦା ଆରି ଦୁକ୍ ସାରାଇବାଟା ଦେଇରଇସି ।
4 जो बेगाना ज़बान में बातें करता है वो अपनी तरक़्क़ी करता है और जो नबुव्वत करता है वो कलीसिया की तरक़्क़ी करता है।
୪ଜେ ନାଜାନ୍ଲା ବାସାଇ କାତାଅଇସି, ସେଟା ତାର୍ ନିଜର୍ ବିସ୍ବାସ୍କେ ଡାଟ୍ କରାଇସି । ମାତର୍ ଜେ କି ପର୍ମେସରର୍ ବାକିଅ ଜାନାଇସି, ସେ ଗୁଲାଇ ମଣ୍ଡଲିର୍ ବିସ୍ବାସ୍ ଡାଟ୍ କରାଇସି ।
5 अगरचे मैं ये चाहता हूँ कि तुम सब बेगाना ज़बान में बातें करो, लेकिन ज़्यादा तर यही चाहता हूँ कि नबुव्वत करो; और अगर बेगाना ज़बाने बोलने वाला कलीसिया की तरक़्क़ी के लिए तर्जुमा न करे, तो नबुव्वत करने वाला उससे बड़ा है।
୫ତମେ ସବୁଲକ୍ ନାଜାନ୍ଲା ବାସାଇ କାତା ଅଇଲେ ମୁଇ ସାର୍ଦା ଅଇବି । ମାତର୍ ପର୍ମେସରର୍ ବାକିଅ ଜାନାଇବାକେ ବପୁ ଉଆ ବଲି ମୁଇ ଅଦିକ୍ ମନ୍ କଲିନି । କାଇକେବଇଲେ ପର୍ମେସରର୍ ବାକିଅ ପାଇକରି ଜାନାଇବା ଲକ୍, ନାଜାନ୍ବା ବାସାଇ କାତା ଅଇବା ଲକର୍ ଟାନେଅନି ମୁକିଅ । ଜଦି ମଣ୍ଡଲିର୍ କେ ମିସା ସେ କଇଲା ବିସଇର୍ ଅରତ୍ ନ ବୁଜାଇବାଜାକ ଗୁଲାଇ ମଣ୍ଡଲି ସାଇଜ ନଏଁ ।
6 पस ऐ भाइयों! अगर मैं तुम्हारे पास आकर बेगाना ज़बानों में बातें करूँ और मुक़ाशिफ़ा या इल्म या नबुव्वत या ता'लीम की बातें तुम से न कहूँ; तो तुम को मुझ से क्या फ़ाइदा होगा?
୬ତେବେ ଏ ବାଇବଇନିମନ୍ ମୁଇ ତମର୍ଟାନେ ଆଇଲାବେଲେ, ଜଦି ନାଜାନ୍ଲା ବାସାଇ କାତା କଇଲେ, ତମ୍କେ କେନ୍ତି ଡାଟ୍ କରାଇବି? ମୁଲ୍କେ ନାଇ, ଜଦି ମୁଇ ପର୍ମେସର୍ ଟାନେଅନି ପାଇଲା ବାକିଅ, କି ଗିଆନ୍, କି ବବିସତ୍ କାତା ସିକ୍ବା ବିସଇ ନ ଜାନାଇଲେ, ତେବେ ତମ୍କେ କେନ୍ତି ଡାଟ୍ କରାଇବି?
7 चुनाँचे बे'जान चीज़ों में से भी जिन से आवाज़ निकलती है, मसलन बाँसुरी या बरबत अगर उनकी आवाज़ों में फ़र्क़ न हो तो जो फूँका या बजाए जाता है वो क्यूँकर पहचाना जाए?
୭ସେନ୍ତାରିସେ ବାଉଁସି ଆରି ଡୁଡୁଙ୍ଗା ପାରା ଜିବନ୍ ନ ରଇବା ବାଇଦ୍ ବିସଇ ବାବିଦେକୁ, ସେଟା ଜଦି ବାଜନ୍ତେଇ ବିନ୍ ସର୍ ନ ରଇଲେ, ସେଟା ବାଜ୍ଲାନି ବଲିକରି ଜାନି ନଏ ।
8 और अगर तुरही की आवाज़ साफ़ न हो तो कौन लड़ाई के लिए तैयारी करेगा?
୮ସେନ୍ତାରିସେ ସନିଅମନ୍ ଜନ୍ ବାଁକା ବାଜାଇବାଇ, ଜଦି ତାର୍ ସବଦ୍ ଟିକ୍ ନାଇ, ଜୁଇଦେ ଜିବାଜେ କେ ମିସା ଜାଗ୍ରତ୍ ନ ଅଅତ୍ ।
9 ऐसे ही तुम भी अगर ज़बान से कुछ बात न कहो तो जो कहा जाता है क्यूँकर समझा जाएगा? तुम हवा से बातें करनेवाले ठहरोगे।
୯ସେନ୍ତାରିସେ ନ ବୁଜ୍ବା କାତା କଇଲେ, ତମେ କାଇଟା କାତା ଅଇଲାସ୍ନି ବଲି କେ ବୁଜି ନାପାରତ୍ । ତମର୍ କାତା ପବନ୍ ଉଡାଇନେଲା ପାରା ଅଇସି ।
10 दुनिया में चाहे कितनी ही मुख़्तलिफ़ ज़बाने हों उन में से कोई भी बे'मानी न होगी।
୧୦ଏ ଜଗତେ କେତେକ୍ କେତେକ୍ ବାସା ଆଚେ । ଆରି ସେଟାର୍ ସବୁର୍ ଅରତ୍ ଆଚେ ।
11 पस अगर मैं किसी ज़बान के मा' ने ना समझूँ, तो बोलने वाले के नज़दीक मैं अजनबी ठहरूँगा और बोलने वाला मेरे नज़दीक अजनबी ठहरेगा।
୧୧ମାତର୍ କାତାଅଇରଇବା ବାସା ଜଦି ମୁଇ ବୁଜି ନାପାର୍ଲିନି, ସେ ବାସାଇ କାତା ଅଇବା ଲକ୍ମନ୍ ମର୍ ଅଚିନାର୍ ଲକ୍ ପାରା, ମୁଇ ମିସା ସେମନର୍ପାଇ ଅଚିନାର୍ ପାରା ।
12 पस जब तुम रूहानी नेअ'मतों की आरज़ू रखते हो तो ऐसी कोशिश करो, कि तुम्हारी नेअ'मतों की अफ़ज़ूनी से कलीसिया की तरक़्क़ी हो।
୧୨ତେବେ ତମେ ଜେନ୍ତାରିକି ସୁକଲ୍ ଆତ୍ମାର୍ ବିନ୍ ବିନ୍ ରକାମର୍ ଦାନ୍ ପାଇବାକେ ମନ୍ କଲାସ୍ନି, ସେ ସବୁର୍ ଟାନେଅନି ଜନ୍ ସବୁ ଦାନ୍ ତମର୍ ମଣ୍ଡଲିକେ ଡାଟ୍ କରାଇସି, ସେ ଦାନ୍ ବାଇବାକେ ଚେସ୍ଟା କରା ।
13 इस वजह से जो बेगाना ज़बान से बातें करता है वो दुआ करे कि तर्जुमा भी कर सके।
୧୩ତେବେ ଜେ ନାଜାନ୍ଲା ବାସାଇ କାତା ଅଇସି, ସେ କାତା ଅଇଲାଟା ବୁଜାଇବା ଦାନ୍ ମିଲ ବଲି ପାର୍ତନା କର ।
14 इसलिए कि अगर मैं किसी बेगाना ज़बान में दुआ करूँ तो मेरी रूह तो दुआ करती है मगर मेरी अक़्ल बेकार है।
୧୪କାଇକେବଇଲେ ମୁଇ ଜଦି ନାଜାନ୍ବା ବାସାଇ ପାର୍ତନା କର୍ବି, ମର୍ ଆତ୍ମା ପାର୍ତନା କଲାନି । ମାତର୍ ମର୍ ବୁଜ୍ବାର୍ ବପୁ ତେଇ ମିସେନାଇ ।
15 पस क्या करना चाहिए? मैं रूह से भी दुआ करूँगा और अक़्ल से भी दुआ करूँगा; रूह से भी गाऊँगा और अक़्ल से भी गाऊँगा।
୧୫ତେବେ ମୁଇ କାଇଟା କର୍ବି? ମର୍ ଆତ୍ମାଇ ପାର୍ତନା କର୍ବି, ମାତର୍ ବୁଜ୍ଲା ପାରା ମିସା ପାର୍ତନା କର୍ବି । ମର୍ ଆତ୍ମାଇ ଗିତ୍ କଇବି । ମାତର୍ ବୁଜ୍ଲାପାରା ମିସା ଗିତ୍ କଇବି ।
16 वर्ना अगर तू रूह ही से हम्द करेगा तो नावाक़िफ़ आदमी तेरी शुक्र गुज़ारी पर “आमीन” क्यूँकर कहेगा? इस लिए कि वो नहीं जानता कि तू क्या कहता है।
୧୬କାଇକେବଇଲେ ପର୍ମେସର୍କେ ଆତ୍ମାଇସେ ଦନିଅବାଦ୍ ଦେଇସା, ସବାଇ ରଇଲା ମାମୁଲି ଲକ୍ମନ୍ ତମର୍ ପାର୍ତନା ସୁନିକରି, କେ ଆମେନ୍ ବଲି କଇପାର୍ବାଇ? ନାଇ ନା ପାରେ । କାଇକେବଇଲେ ତମେ କାଇଟା କଇଲାସ୍ନି, ସେଟା ସେ ନାଜାନେ ।
17 तू तो बेशक अच्छी तरह से शुक्र करता है, मगर दूसरे की तरक़्क़ी नहीं होती।
୧୭ତେବେ ପର୍ମେସରର୍ ଟାନେ ତମର୍ ଦନିଅବାଦ୍ ଦେବାଟା ବେସି ନିକ ରଇଲେ ମିସା ତମର୍ ବିନ୍ ବାଇମନ୍କେ ଡାଟ୍ କରାଇ ନାପାର୍ଲାସ୍ ।
18 मैं ख़ुदा का शुक्र करता हूँ, कि तुम सब से ज़्यादा ज़बाने बोलता हूँ।
୧୮ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି, ମୁଇ ତମର୍ ସବୁର୍ଟାନେଅନି ଅଦିକ୍, ନାଜାନ୍ଲା ବାସାଇ କାତା କଇପାରି ।
19 लेकिन कलीसिया में बेगाना ज़बान में दस हज़ार बातें करने से मुझे ये ज़्यादा पसन्द है, कि औरों की ता'लीम के लिए पाँच ही बातें अक़्ल से कहूँ।
୧୯ମାତର୍ ମଣ୍ଡଲିର୍ ଉପାସନା ବେଲାଇ, ନାଜାନ୍ଲା ବାସାଇ ଅଜାର୍ ଅଜାର୍ ପଦ୍ ନ କଇକରି ସବୁଲକ୍ ବୁଜ୍ଲା ପାରା ପାଁଚ୍ଟା ପଦ୍ କଇବାଟା ନିକ ।
20 ऐ भाइयों! तुम समझ में बच्चे न बनो; बदी में बच्चे रहो, मगर समझ में जवान बनो।
୨୦ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ ।
21 पाक कलाम में लिखा है ख़ुदावन्द फ़रमाता है, “मैं बेगाना ज़बान और बेगाना होंटों से इस उम्मत से बातें करूँगा तोभी वो मेरी न सुनेंगे।”
୨୧ସାସ୍ତରେ ଲେକାଆଚେ, ମାପ୍ରୁ କଇଲାନି, ବିନ୍ ବାସା କଇବା ଲକ୍ମନର୍ ବାଟେଅନି ଏ ଲକର୍ ସଙ୍ଗ୍ ମୁଇ କାତା ଅଇବି । ନାଜାନ୍ବା ବାସା କଇବା ଲକର୍ ଟଣ୍ଡେଅନି ମୁଇ ଏ ଜାତିସଙ୍ଗ୍ କାତା ଅଇବି, ଏଲେ ମିସା ସେମନ୍ ମର୍ କାତା ନ ସୁନତ୍ ।
22 पस बेगाना ज़बाने ईमानदारों के लिए नहीं बल्कि बे'ईमानों के लिए निशान हैं और नबुव्वत बे'ईमानों के लिए नहीं, बल्कि ईमानदारों के लिए निशान है।
୨୨ନାଜାନ୍ବା ବାସା କାତା ଅଇବା ବପୁ, ବିସ୍ବାସ୍ ନ କଲା ଲକ୍ମନର୍ ପାଇ ଗଟେକ୍ ଚିନ୍ ପାରା । ମାତର୍ ବିସ୍ବାସିମନର୍ପାଇ ନାଇ । ଆରି ପର୍ମେସରର୍ ବାକିଅ ଜାନାଇବା ବପୁ ବିସ୍ବାସି ମନର୍ପାଇ ଗଟେକ୍ ଚିନ୍, ଆରି ବିସ୍ବାସ୍ ନ କର୍ବା ଲକ୍ମନର୍ ପାଇ ନାଇ ।
23 पस अगर सारी कलीसिया एक जगह जमा हो और सब के सब बेगाना ज़बाने बोलें और नावाक़िफ़ या बे'ईमान लोग अन्दर आ जाएँ, तो क्या वो तुम को दिवाना न कहेंगे।
୨୩ତେବେ ତମେ ମଣ୍ଡଲି ଇସାବେ ରୁଣ୍ଡ୍ଲା ବେଲେ ନାଜାନ୍ଲା କାତା କଇସା ବଇଲେ, ତେଇରଇବା ବିନ୍ ଲକ୍ମନ୍ ଆରି ବିସ୍ବାସ୍ ନ କର୍ବା ଲକ୍ମନ୍ କାଇଟା ବଲି କଇବାଇ? “ଏ ତା ବାୟା ଅଇଗାଲା ଆଚେ!”
24 लेकिन अगर जब नबुव्वत करें और कोई बे'ईमान या नावाक़िफ़ अन्दर आ जाए, तो सब उसे क़ायल कर देंगे और सब उसे परख लेंगे;
୨୪ଜଦି ସବୁଲକ୍ ପର୍ମେସର୍ ଜାନାଇଲା କାତା କଇଲାସ୍ନି, ଜଦି ତେଇ ଗଟେକ୍ ବିସ୍ବାସ୍ ନ କଲା ଲକ୍ କି ଗଟେକ୍ ମାମୁଲି ଲକ୍ ଆଇଲେ, ତେବେ ସେ ନିଜର୍ ପାପର୍ ବିସଇର୍ ଚେତ୍ନା ପାଇସି । ଆରି ସେ ସୁନ୍ଲା ସବୁ ବିସଇର୍ କାତାଇଅନି ତାକେ ବିଚାର୍ ଅଇସି ।
25 और उसके दिल के राज़ ज़ाहिर हो जाएँगे; तब वो मुँह के बल गिर कर सज्दा करेगा, और इक़रार करेगा कि बेशक ख़ुदा तुम में है।
୨୫ଆରି ତାର୍ ମନେ ଲୁଚି ରଇବା ବିସଇ ସବୁ ଜାନାପଡ୍ସି । ପଚେ ସେ ପର୍ମେସର୍କେ ଡାଣ୍ଡାସନ୍ ପଡି, ତାର୍ କରିରଇବା ପାପ୍ ମାନିଅଇକରି “ତମର୍ ବିତ୍ରେ ସତଇସେ ପର୍ମେସର୍ ଆଚେ!” ବଲି କଇସି ।
26 पस ऐ भाइयों! क्या करना चाहिए? जब तुम जमा होते हो, तो हर एक के दिल में मज़्मूर या ता'लीम या मुक़ाशिफ़ा, या बेगाना, ज़बान या तर्जुमा होता है; सब कुछ रूहानी तरक़्क़ी के लिए होना चाहिए।
୨୬ଏ ବାଇବଇନିମନ୍, ମର୍ କଇବା କାତା ଅଇଲାନି, ତମେ ଉପାସନା କର୍ବାକେ ରୁଣ୍ଡ୍ଲା ବେଲାଇ ଏନ୍ତାରି କରା । ତମର୍ ବିତ୍ରେଅନି କାକେ କାକେ ଗିତ୍ ଆଚେ, କାକେ କାକେ, ସିକିଆ ଦେବାଟା ଆଚେ, ଆରି କାକେ କାକେ ପର୍ମେସରର୍ ଟାନେ ଅନି କାତା ପାଇ, ସେଟା ଜାନାଇବାଟା ଆଚେ, କି ନାଜାନ୍ଲା ବାସାଇ କାତା କଇବାଟା ଆଚେ, ଆରି କାକେ କାକେ ନାଜାନ୍ଲା ବାସାଇ କଇଲା କାତାର୍ ଅରତ୍ ବୁଜାଇବା ବପୁ ଆଚେ, ଏନ୍ତି କାଇଟା ନଇଲେ କାଇଟା ଆଚେ । ଏଟା ସବୁ ଅଇସି, ତେବେ ମଣ୍ଡଲିର୍ ବିସ୍ବାସି ମନର୍ ବିସ୍ବାସ୍ ଡାଁଟ୍ ଅଇସି ।
27 अगर बेगाना ज़बान में बातें करना हो तो दो दो या ज़्यादा से ज़्यादा तीन तीन शख़्स बारी बारी से बोलें और एक शख़्स तर्जुमा करे।
୨୭ଜଦି କେ ନାଜାନ୍ଲା ବାସାଇ କାତା ଅଇଲେ, ଦୁଇ ତିନ୍ ଲକର୍ ତେଇଅନି ଅଦିକ୍ ଲକ୍ ନ କଅତ୍ । ଆରି ଗଟେକ୍ ଲକର୍ ପଚେ ଗଟେକ୍ ଲକ୍ କଇବାର୍ ଆଚେ । ଆରି ସେ କାତା ବୁଜାଇ ଦେବା ଲକ୍ ମିସା ତେଇ ରଇବାର୍ ଆଚେ ।
28 और अगर कोई तर्जुमा करने वाला न हो तो बेगाना ज़बान बोलनेवाला कलीसिया में चुप रहे और अपने दिल से और ख़ुदा से बातें करे।
୨୮ଜଦି ସେଟା ବୁଜାଇବାକେ ତେଇ କେ ନାଇ, ସେ ଉପାସନାଇ ଚୁପ୍ ଅଇ ରଅ । ସେ ଅବ୍କା ମନେ ମନେ ପର୍ମେସରର୍ ସଙ୍ଗ୍ କାତା ଅ ।
29 नबियों में से दो या तीन बोलें और बाक़ी उनके कलाम को परखें।
୨୯ଜଦି ପର୍ମେସରର୍ଟାନେଅନି କାତା ପାଇ, ଜାନାଇବା ଲକ୍ ଆଚତ୍, ତେବେ ଦୁଇ ଲକ୍ କି ତିନ୍ ଲକ୍ ରଇବାର୍ । ସେ ବେଲାଇ ତେଇ ରଇଲା ଲକ୍ମନ୍ ସେ ବାକିଅ ବିଚାର୍ କର୍ବାର୍ ଆଚେ ।
30 लेकिन अगर दूसरे पास बैठने वाले पर वही उतरे तो पहला ख़ामोश हो जाए।
୩୦ମାତର୍ ଉପାସନାତେଇ ରଇବା ଜଦି କାକେ ଅଟାତ୍ ପର୍ମେସରର୍ ଟାନେ ଅନି କାତା ପାଇସି, ତେବେ ବାକିଅ କଇତେରଇବା ଲକ୍ ତେଇ ବନ୍ଦ୍ କରିରଇବାର୍ ଆଚେ ।
31 क्यूँकि तुम सब के सब एक एक करके नबुव्वत करते हो, ताकि सब सीखें और सब को नसीहत हो।
୩୧କାଇକେବଇଲେ ତମେ ଏନ୍ତାରି କଲେ ପର୍ମେସରର୍ ବାକିଅ, ଗଟେକ୍ ଲକର୍ ପଚେ ଗଟେକ୍ ଲକ୍, କଇ ପାରାସ୍ । ଜେନ୍ତିକି ସବୁଲକ୍ ସିକିଆ ପାଇକରି ଚେତ୍ନା ଅଇବାଇ ।
32 और नबियों की रूहें नबियों के ताबे हैं।
୩୨ମାତର୍ ପର୍ମେସରର୍ ବାକିଅ ଜାନାଇବା ଦାନ୍, ଜାନାଇବା ଲକର୍ ତଲିଆ ରଇବା ଦର୍କାର୍ ।
33 क्यूँकि ख़ुदा अबतरी का नहीं, बल्कि सुकून का बानी है जैसा मुक़द्दसों की सब कलीसियाओं में है।
୩୩କାଇକେବଇଲେ ପର୍ମେସର୍ ଆଗାପଚା ନ ଅଇକରି ସବୁ ବିସଇ ଅର୍ସା ସଙ୍ଗ୍ ଅ, ବଲି ମନ୍ କଲାନି । ପର୍ମେସରର୍ ବିନ୍ ଉପାସନା ମଣ୍ଡଲିତେଇ ଜେନ୍ତାରି,
34 औरतें कलीसिया के मज्मे में ख़ामोश रहें, क्यूँकि उन्हें बोलने का हुक्म नहीं बल्कि ताबे रहें जैसा तौरेत में भी लिखा है।
୩୪ତମେ ମଣ୍ଡଲି ଇସାବେ ରୁଣ୍ଡ୍ଲା ବେଲେ, ମାଇଜିମନ୍ ଚୁପ୍ଚାପ୍ ଅଇରଇବାର୍ ଆଚେ । ତେଇ ସେମନ୍ କାତା କଇବାକେ ସେମନ୍କେ ଆଦେସ୍ ମିଲେନାଇ । ଜିଉଦି ନିୟମ୍ ଇସାବେ ସେମନ୍ ମନସ୍ ପିଲାର୍ ତଲିଆ ରଇବାର୍ ଆଚେ ।
35 और अगर कुछ सीखना चाहें तो घर में अपने अपने शौहर से पूछें, क्यूँकि औरत का कलीसिया के मज्मे में बोलना शर्म की बात है।
୩୫ସେମନ୍ ଜଦି କାଇ ବିସଇ ବୁଜ୍ବାକେ ମନ୍ କଲାଇନି, ଗରେ ଜାଇ କରି ନିଜର୍ ମୁନୁସ୍କେ ପାଚାର । କାଇକେବଇଲେ ମଣ୍ଡଲିଟାନେ କାତା କଇବାଟା ମାଇଜିମନର୍ ପାଇ ଗଟେକ୍ ଲାଜର୍ କାତା ।
36 क्या ख़ुदा का कलाम तुम में से निकला या सिर्फ़ तुम ही तक पहुँचा है।
୩୬କାଇଟା? ପର୍ମେସରର୍ ବାକିଅ ତମର୍ ଟାନେଅନି ଜାତ୍ ଅଇଲା ଆଚେ କି? ସେ ବାକିଅ କାଇ ତମର୍ଟାନେସେ ଆସିରଇଲା କି? ନାଇ ଆସି ନ ରଇଲା ।
37 अगर कोई अपने आपको नबी या रूहानी समझे तो ये जान ले कि जो बातें मैं तुम्हें लिखता हूँ वो ख़ुदावन्द के हुक्म हैं।
୩୭କେ ଜଦି ତମର୍ ବିତ୍ରେ ପର୍ମେସରର୍ ବାକିଅ ଜାନାଇବା ଲକ୍ କି ସୁକଲ୍ ଆତ୍ମା ଅନି ଦାନ୍ ପାଇଲିଆଚି ବଲି ବାବ୍ସି, ସେନ୍ତିଆଲେ ମୁଇ ତମ୍କେ ଜାଇ ଜାଇଟା ଲେକ୍ଲିନି, ସେ ସବୁ ଜେ ମାପ୍ରୁର୍ ଆଦେସ୍, ଏଟା ସେ ଜାନ୍ବାର୍ ଆଚେ ।
38 और अगर कोई न जाने तो न जानें।
୩୮ଜଦି ସେ ଏ ସବୁ କାତା ନ ସୁନେ କି ନ ମାନେ, ତମେ ମିସା ତାର୍ କାତା ସୁନା ନାଇ କି ମାନା ନାଇ ।
39 पस ऐ भाइयों! नबुव्वत करने की आरज़ू रख्खो और ज़बाने बोलने से मनह न करो।
୩୯ସେଟାର୍ପାଇ ଏ ବାଇବଇନିମନ୍ ପର୍ମେସରର୍ କାତା ଜାନାଇବାକେ ମନ୍ କରା, ମାତର୍ ନ ବୁଜ୍ବା ବାସାଇ କାତା କଇବାକେ କାକେ ନିଚୁ ବଲି କୁଆନାଇ ।
40 मगर सब बातें शाइस्तगी और क़रीने के साथ अमल में लाएँ।
୪୦ତମର୍ ସବୁ କାମ୍ ଟିକ୍ ବାବେ ଆରି ଅର୍ସା ସଙ୍ଗ୍ କର୍ବାର୍ ଦର୍କାର୍ ।