< Від Матвія 15 >
1 Тоді до Ісуса прийшли фарисеї та книжники з Єрусалиму н сказали:
୧ଦିନେକ୍ କେତେଟା ପାରୁସିମନ୍ ଆରି ଦରମ୍ ଗୁରୁମନ୍ ଜିରୁସାଲାମ୍ ଅନି ଆସି ଜିସୁକେ ପାଚାର୍ଲାଇ,
2 „Чого Твої учні ламають переда́ння старших? Бо не миють вони своїх рук, коли хліб споживають“.
୨“ଆମର୍ ଆନିଦାଦିମନ୍ ଜନ୍ ରିତିନିତି ଦେଇଆଚତ୍, ସେଟା ସବୁ କାଇକେ ତମର୍ ସିସ୍ମନ୍ ମାନତ୍ନାଇ? ବିଦି ଇସାବେ କାଇବା ଆଗ୍ତୁ ନିକ କରି ଆତ୍ ନ ଦଅତ୍ ।”
3 А Він відповів і промовив до них: „А чого й ви порушуєте Божу заповідь ради переда́ння вашого?
୩ଜିସୁ କଇଲା, “ତମେ କାଇକେ ପର୍ମେସରର୍ ଆଦେସ୍ ନ ମାନି ନିଜର୍ ରିତିନିତି ଇସାବେ କାମ୍ କଲାସ୍ନି?”
4 Бо Бог заповів: „Шануй ба́тька та матір“, та: „Хто злорі́чить на ба́тька чи матір, — хай смертю помре“.
୪ପର୍ମେସର୍ ଆଦେସ୍ ଦେଲାଆଚେ, ମା ବାବାକେ ଆଲାଦ୍କରା । ଆରି କେ ମିସା ନିଜର୍ ବାବା ମାକେ ସାଇପ୍ ଦେଇକରି କାଇବଲି କଇସି ବଇଲେ, ସେ ମରନର୍ ଡଣ୍ଡ୍ ପାଇସି ।
5 А ви кажете: Коли скаже хто ба́тьку чи матері: „Те, чим би ви скористатись від мене хотіли, то дар Богові “,
୫ମାତର୍ ତମେ ସିକିଆ ଦେଲାସ୍ନି ଜେ, ଗଟେକ୍ ଲକ୍ ଜନ୍ ଦନ୍ ସଙ୍ଗ୍ ବାବା ମାକେ ସାଇଜ କରିପାର୍ତା, ସେଟା ପର୍ମେସର୍କେ ଦାନ୍ କଲିଆଚି ବଲି କଇଲେ,
6 то може вже й не шанувати той ба́тька свого або матір свою. Так ви ради переда́ння вашого зні́вечили Боже Слово.
୬“ସେ ଆରି ତାର୍ ବାବା ମାଆର୍ ଦାଇତ୍ ନେବାର୍ ଲଡାନାଇ । ଏନ୍ତାରି ତମେ ପର୍ମେସରର୍ ଆଦେସ୍ ନ ମାନିକରି ନିଜର୍ ରିତିନିତି ଇସାବେ ଚାଲ୍ଲାସ୍ନି ।
7 Лицеміри! Про вас добре Ісая пророкував, говорячи:
୭ଏରେ ଦରମ୍ ଲକ୍ ବଲାଇଅଇବା କୁଟିଆଲ୍ମନ୍, ତମର୍ ବିସଇ ନେଇ ଜିସାଇୟ ବବିସତ୍ବକ୍ତା କଇରଇବାଟା ଟିକ୍ ଆକା ।”
8 „Оці люди уста́ми шанують Мене, серце ж їхнє дале́ко від Мене!
୮ପର୍ମେସର୍ କଇଲାନି, ଏ ଲକ୍ମନ୍ କାତାଇସେ ମକେ ସନ୍ମାନ୍ ଦେଲାଇନି, ମାତର୍ ସେମନର୍ ମନ୍ ମର୍ତେଇଅନି ବେସି ଦୁରିକେ ।
9 Та однак надаре́мне шанують Мене, бо навчають наук — лю́дських за́повідей“.
୯ସେମନ୍ ମକେ ଡାକ୍ବାଟାନେ କାଇ ଅରତ୍ ନାଇ, କାଇକେ ବଇଲେ ସେମନ୍ ଲକ୍ମନ୍ ତିଆର୍କରି ରଇବା ରିତିନିତି ମର୍ ଆଦେସ୍ ବଲି ସିକାଇଲାଇନି ।
10 І Він покликав наро́д, і промовив до нього: „Послухайте та зрозумійте!
୧୦ତାର୍ପଚେ ଲକ୍ମନ୍କେ କଇଲା, “ମନ୍ ଦେଇ ସୁନା ଆରି ବୁଜ୍ବାକେ ଚେସ୍ଟା କରା ।
11 Не те, що вхо́дить до уст, люди́ну скверни́ть, але те, що виходить із уст, те люди́ну скверни́ть“.
୧୧ଲକର୍ ଟଣ୍ଡେଅନି ଜାଇଟା ବିତ୍ରେ ଗାଲାନି, ସେଟା ତାକେ ଅସୁକଲ୍ ନ କରେ, ମାତର୍ ଜାଇଟା, ତାର୍ ବିତ୍ରେଅନି ବାରଇଆଇସି, ସେଟା ତାକେ ଅସୁକଲ୍ କର୍ସି ।”
12 Тоді учні Його приступили й сказали Йому: „Чи Ти знаєш, що фарисеї, почуши це слово, спокуси́лися?“
୧୨ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ତମେ କଇଲା କାତା ପାରୁସିମନ୍କେ ବେସି ବାଦ୍ଲା, ଏଟା କାଇ ତମେ ନାଜାନାସ୍ କି?”
13 А Він відповів і сказав: „Усяка росли́на, яку насадив не Отець Мій Небесний, буде вирвана з коренем.
୧୩ଜିସୁ କଇଲା, “ଜନ୍ ଗଚ୍ମନ୍ ମର୍ ସରଗର୍ ବାବା ରପେ ନାଇ, ସେ ସବୁ ଜିକା ଅଇସି ।
14 Залишіть ви їх: це сліпі повода́тарі для сліпих. А коли сліпий водить сліпого, — обо́є до ями впаду́ть“.
୧୪ସେମନର୍ ବିସଇନେଇ ତେରେପେତେ ଉଆନାଇ । ସେମନ୍ କାଣାମନ୍କେ ବାଟ୍ ଦେକାଉ କାଣାମନ୍ । ଗଟେକ୍ କାଣା ଆରି ଗଟେକ୍ କାଣାକେ ବାଟ୍ଦେକାଇଲେ ଦୁଇ ଲକ୍ ଜାକ କାଲେ ଅଦର୍ବାଇ ।”
15 А Петро відповів і до Нього сказав: „Поясни нам цю при́тчу“.
୧୫ପିତର୍ କଇଲା, “ଏ କାତା ଆମ୍କେ ନିକ କରି ବୁଜାଇଦେ ।”
16 А Він відказав: „Чи ж і ви розумі́ння не маєте?
୧୬ଜିସୁ କଇଲା, “ଆଜିକେ ଜାକ ବିନ୍ଲକ୍ମନର୍ତେଇ ଅନି ତମର୍ ବୁଜ୍ବା ବପୁ କଣ୍ଡେକ୍ ମିସା ଅଦିକ୍ ଅଏନାଇ ।
17 Чи ж ви не розумієте, що все те, що́ входить до уст, вступає в живіт, та й назовні виходить?
୧୭ତମେ ଏତ୍କି ବୁଜାସ୍ ନାଇ କି? ଜନ୍ ଦିନ୍ସୁ ମୁନୁସର୍ ଟଣ୍ଡ୍ବାଟେ ପୁର୍ସି, ସେଟା ପେଟ୍ ବିତ୍ରେ ଜାଇସି ଆରି ଗାଗ୍ଡେଅନି ବାରଇ ଜାଇସି ।
18 Що ж виходить із уст, те походить із серця, — і воно опога́нює люди́ну.
୧୮ମାତର୍ ଜନ୍ଟା ସବୁ ମୁନୁସର୍ ଟଣ୍ଡେଅନି ବାରଇସି, ସେଟା ତାର୍ ମନ୍ବିତ୍ରେଅନି ଜନମ୍ ଅଇସି ଆରି ସେଟାସେ ତାକେ ଅସୁଚି କର୍ସି ।
19 Бо з серця виходять лихі думки́, душогубства, пере́люби, розпуста, крадіж, неправдиві засвідчення, богознева́ги.
୧୯କାଇକେବଇଲେ ତାର୍ ମନେ ଜନମ୍ ଅଇଲା କାରାପ୍ ଚିନ୍ତାଇଅନି ସେ ନର୍ମାର୍ବାଟା, କାରାପ୍ କାମ୍ କର୍ବାଟା, ବେସିଆ କାମ୍ କର୍ବାଟା, ଚର୍ବାଟା, ମିଚ୍କାତା କଇବାଟା ଆରି ବିନ୍ଲକର୍ କୁଟ୍କାତା କଇବା ପାରା, ବିନ୍ ବିନ୍ ରକାମର୍ ନିୟମ୍ ନଇଲା କାମ୍ମନ୍ କର୍ସି ।”
20 Оце те, що люди́ну опога́нює. А їсти руками невмитими, — не опога́нює це люди́ни!“
୨୦“ଏସବୁ କାମ୍ ଲକ୍କେ ଅସୁକଲ୍ କର୍ସି । ମାତର୍ ସେମନ୍ କଇଲା ଇସାବେ ଆତ୍ ନ ଦଇକରି କାଇଲେ, କେ ଅସୁକଲ୍ ନଅଅତ୍ ।”
21 І, вийшовши звідти, Ісус відійшов у землі ти́рські й сидо́нські.
୨୧ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା ।
22 І ось жінка одна ханане́янка, із тих околиць прийшовши, заголосила до Нього й сказала: „Змилуйся надо мною, Господи, Сину Давидів, — де́мон тяжко дочку́ мою мучить!“
୨୨ଆରି ଦେକା, ତେଇ ବାସାକରି ରଇଲା ଗଟେକ୍ କିଣାନିୟ ମାଇଜି ଜିସୁର୍ ଲଗେ ଆସି କଇଲା, “ଏ ଦାଉଦ୍ କୁଟୁମର୍ ମାପ୍ରୁ, ମକେ ଦୟାକରା । ମର୍ ଟକିକେ ଡୁମା ଦାର୍ଲା ଆଚେ ଆରି ସେ ବଡେ କସ୍ଟ ପାଇଲାନି ।”
23 А Він їй не казав ані слова. Тоді учні Його, підійшовши, благали Його та казали: „Відпусти її, бо кричить услід за нами!“
୨୩ମାତର୍ ଜିସୁ ତାକେ ପଦେକ୍ କାତା ମିସା କଏ ନାଇ । ସିସ୍ମନ୍ ତାର୍ ଲଗେ ଆସି ବାବୁଜିଆ କଲାଇ, “ତାକେ ବିଗି ପାଟାଇ ଦିଆସ୍ । ଦେକା ସେ କେନ୍ତି ଆଉଲିଅଇ ଆମ୍କେ କେଦିଆନ୍ଲାନି?”
24 А Він відповів і сказав: „Я по́сланий тільки до овечок загинулих дому Ізраїлевого“.
୨୪ଜିସୁ କଇଲା, “ଆଜିରଇବା ମେଣ୍ଡାପାରା ବାଟ୍ ବାନା ଅଇଲା ଇସ୍ରାଏଲ୍ ଲକ୍ମନର୍ ଲଗେସେ ମୁଇ ଆଇଲି ଆଚି ।”
25 А вона, підійшовши, уклонилась Йому та й сказала: „Господи, допоможи мені!“
୨୫ସେ ମାଇଜି ଆସି ଜିସୁର୍ ଗଡ୍ତଲେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, “ମାପ୍ରୁ ମକେ ଦୟା କରା ।”
26 А Він відповів і сказав: „Не годи́ться взяти хліб у дітей, і кинути щеня́там“.
୨୬ଜିସୁ କଇଲା, “ପିଲାମନର୍ କାଦି ନେଇ କୁକୁରର୍ ମୁଆଟେ ପିଙ୍ଗ୍ବାଟା ଟିକ୍ ନାଇ ।”
27 Вона ж відказала: „Так, Господи! Але ж і щеня́та їдять ті кришки́, що спадають зо сто́лу їхніх панів“.
୨୭ସେ ମାଇଜି କଇଲା, ଏଟା ସତ୍ କାତା ମାପ୍ରୁ, ମାତର୍ କୁକୁର୍ମନ୍ ମିସା ସାଉକାରର୍ ଅଦର୍ଲା ସକ୍ଡି କାଇବାକେ ପାଇବାଇ ।
28 Тоді відповів і сказав їй Ісус: „О жінко, твоя віра велика, — нехай буде тобі, я́к ти хочеш“! І тієї години дочка́ її ви́дужала.
୨୮ଜିସୁ ତାକେ କଇଲା, “ତମେ ଗଟେକ୍ ଡାଟ୍ସଙ୍ଗ୍ ବିସ୍ବାସ୍ କର୍ବା ମାଇଜି । ତୁଇ ମନ୍କଲାଟା ପୁରୁନ୍ ଅଇସି ।” ସେଦାପ୍ରେ ତାର୍ ଟକି ନିମାନ୍ ଅଇଲା ।
29 І, відійшовши звідти, Ісус прибув до Галіле́йського моря, і, зійшовши на го́ру, сів там.
୨୯ଜିସୁ ତେଇଅନି ବାରଇ ଗାଡ୍ କଣ୍ଡି କଣ୍ଡି ଜାଇ ଗଟେକ୍ ଡଙ୍ଗର୍ ଉପ୍ରେ ବସ୍ଲା ।
30 І приступило до Нього багато наро́ду, що мали з собою кривих, калік, сліпих, німих і інших багато, і клали їх до Ісусових ніг. І Він уздоро́влював їх.
୩୦ବେସି ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ସେମନର୍ ବିତ୍ରେ ଚଟା, କାଣା, ଆତ୍ଗଡ୍ ସୁକିଗାଲାଟା ଆରି ବେସି ଜରର୍ ଲକ୍ମନ୍କେ ଆନି, ଜିସୁର୍ ପାଦ୍ ତଲେ ଡୁଲାଇଲାଇ । ଆରି ସେ ସେମନ୍କେ ନିକ କଲା ।
31 А наро́д не вихо́див із дива, бо бачив, що говорять німі, каліки стаю́ть здорові, криві ходять, і бачать сліпі, — і сла́вив він Бога Ізраїлевого!
୩୧ଗୁଲା କାତା ଅଇବାଟା, ସୁକ୍ଲା ଆତ୍ ନିକ ଅଇବାଟା, ଚଟା ଇଣ୍ଡ୍ବାଟା, କାଣା ଦେକିପାର୍ବାଟା ଦେକି ଲକ୍ମନ୍ କାବା ଅଇଗାଲାଇ ଆରି ଇସ୍ରାଏଲର୍ ମାପ୍ରୁକେ ଜୁଆର୍ କଲାଇ ।
32 А Ісус Своїх у́чнів покликав і сказав: „Жаль Мені цих людей, що вже три́ дні зо Мною знахо́дяться, але їсти не мають чого́; відпустити їх без їжі не хо́чу, щоб вони не ослабли в дорозі“.
୩୨ଜିସୁ ସିସ୍ମନ୍କେ ଡାକି କଇଲା, “ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେ ବଇଲେ ସେମନ୍ ମର୍ ସଙ୍ଗ୍ ତିନ୍ ଦିନ୍ ଅଇଲାନି ଆଚତ୍ ଆରି ସେମନର୍ ଲଗେ କାଇଟା ମିସା ନାଇ । ସେମନ୍ ନ କାଇ ଇତିଅନି ଉଟିଜାଅତ୍, ଏଟା ମୁଇ ମନ୍ କରି ନାଇ; କାଇକେ ବଇଲେ ବାଉଡିଗାଲାବେଲେ ବାଟେ ସେମନ୍ ତାକି ଜାଇ ଅଦର୍ ପଡ୍ ଅଇଜିବାଇ ।”
33 А учні Йому відказали: „Де́ нам узяти стільки хліба в пустині, щоб нагодувати стільки наро́ду?“
୩୩ସିସ୍ମନ୍ ତାକେ କଇଲାଇ, “ଏ ମରୁବାଲିବୁଏଁ ଏତେକ୍ ଲକ୍କେ କୁଆଇବାକେ ଆମେ କନ୍ତିଅନି ଏତେକ୍ମାଣ୍ଡ୍ କାଦି ଆନ୍ବୁ?”
34 А Ісус запитав їх: „Скільки маєте хліба?“Вони ж відказали: „Семеро, та трохи рибок“.
୩୪ଜିସୁ ପାଚାର୍ଲା, “ତମର୍ ଲଗେ କେତେଟା ରୁଟି ଆଚେ?” ସେମନ୍ କଇଲାଇ, “ସାତ୍ଟା ରୁଟି ଆରି କେତେଟା ସାନ୍ ମାଚ୍ ଆଚେ ।”
35 І Він ізвелів на землі посідати наро́дові.
୩୫ଜିସୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା ।
36 І, взявши сім хлібів і риби, віддавши Богу подяку, поламав і дав у́чням Своїм, а учні наро́дові.
୩୬ତାର୍ପଚେ ସେ ସାତ୍ଟା ରୁଟି ଆରି ମାଚ୍ ନେଇ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସେଟା ଲକ୍ମନ୍କେ ବାଟାକରି ଦେଲାଇ ।
37 І всі їли й наси́тилися, а з позосталих кусків назбирали сім ко́шиків по́вних...
୩୭ସବୁ ଲକ୍ ପେଟ୍ପୁର୍ତେ କାଇଲାଇ । ଆରି ସିସ୍ମନ୍ ଅଗଲ୍ଲାଟା ସାତ୍ଟାଡାଲାଇ ବର୍ତି କଲାଇ ।
38 Їдців же було чотири тисячі мужа, окрім жінок та дітей.
୩୮ମାଇଜିଟକି ଆରି ପିଲାମନ୍କେ ଚାଡି ଚାରି ଅଜାର୍ ଲକ୍ ଏ କାଦି କାଇରଇଲାଇ ।
39 І, відпустивши наро́д, усів Він до чо́вна, і прибув до землі Магдали́нської.
୩୯ଏଟାର୍ ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଇ ଡଙ୍ଗାଇ ଚଗି ମଗ୍ଦାନ୍ ଜାଗାର୍ ସନ୍ଦିଲଗେ ଗାଲା ।