< Від Матвія 11 >
1 І сталось, коли Ісус перестав навчати дванадцятьо́х Своїх учнів, Він звідти пішов, щоб учити, і по їхніх містах проповідувати.
୧ଜିସୁ ବାର୍ଟା ସିସ୍ମନ୍କେ ସିକାଇ କରି କଇ ପାଟାଇ ସାର୍ଲା ପଚେ, ସେ ଜାଗା ଚାଡିକରି ଲଗେ ରଇଲା ଗଡ୍ମନର୍ ଲକ୍ମନ୍କେ ଜାଇ ସିକାଇଲା ଆରି ମାପ୍ରୁର୍ କାତା ସୁନାଇବାର୍ ଦାର୍ଲା ।
2 Прочувши ж Іван у в'язни́ці про дії Христові, послав через учнів своїх,
୨ସେ ବେଲା ଡୁବନ୍ଦେଉ ଜଅନ୍ ବନ୍ଦିଗରେ ରଇଲା । ଜିସୁ ଜନ୍ କାମ୍ମନ୍ ସବୁ କର୍ତେ ରଇଲା, ତାର୍ କବର୍ ସୁନି ତାର୍ କେତେଟା ସିସ୍ମନ୍କେ ଜିସୁର୍ ଲଗେ ପାଟାଇଲା ।
3 щоб Його запитати: „Чи Ти Той, Хто має прийти, чи чекати нам Іншого?“
୩ସେମନ୍ ଜାଇ ଜିସୁକେ ପାଚାର୍ଲାଇ, “ଜନ୍ ଲକ୍ ଆଇସି ବଲି ଜଅନ୍ କଇରଇଲା, ସେ ଲକ୍ ତମେ କି? ନଇଲେ, ଆମେ ଆରି ବିନ୍ ଲକ୍କେ ଜାଗ୍ବୁ କି?”
4 Ісус же промовив у відповідь їм: „Ідіть, і перекажіть Іванові, що́ ви чуєте й бачите:
୪ଜିସୁ ସେମନ୍କେ କଇଲା, “ତମେ ବାଉଡି ଜାଇ ଜନ୍ଟା ସବୁ ଦେକ୍ଲାସ୍ ଆରି ସୁନ୍ଲାସ୍, ଜଅନ୍କେ କଇଦିଆସ୍ ।
5 „Сліпі прозріва́ють“, і криві ходять, стають чистими прокаже́ні, і чують глухі, і померлі встають, а „вбогим звіщається Добра Нови́на“.
୫କାଣାମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡ୍ଲାଇନି, ବଡ୍ ରଗିମନ୍ ନିମାନ୍ ଅଇଲାଇନି, ବଇରାମନ୍ ସୁନ୍ଲାଇନି, ମଲା ଲକ୍ମନ୍ ଜିବନ୍ ଅଇଲାଇନି ଆରି ଗରିବ୍ ଲକ୍ମନର୍ ଲଗେ ନିମାନ୍ କବର୍ କେଟ୍ଲାନି ।
6 І блаженний, хто через Мене споку́си не ма́тиме!“
୬ଜେ ମର୍ ବିସଇ ନେଇକରି, ‘ସେ କି ନଏଁ ଆଲେ’ ବଲି ନ ବାବେ, ସେ କେଡେ ନିକ କରମର୍ ଲକ୍ । ଜେ ମକେ ନାମ୍ସି ଆରି ମକେ ସବୁ ବେଲା ବିସ୍ବାସ୍ କର୍ସି ତାକେ ପର୍ମେସର୍ ଆସିର୍ବାଦ୍ କର୍ସି ।” ବଲି କଇଲା ।
7 Як вони ж відійшли, Ісус про Івана почав говорити наро́дові: „На що́ ви ходили в пустиню дивитися? Чи на очерет, що вітер гойда́є його́?
୭ଜଅନର୍ ସିସ୍ମନ୍ ବାଉଡି ଗାଲାବେଲେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇଲା, ତମେ ଜଅନ୍କେ ଦେକ୍ବାକେ ଜେଡେବଲ୍ ମରୁବାଲିବୁଏଁ ଜାଇରଇଲାସ୍, କାଇଟା ଦେକ୍ବାକେ ଆସା କରିରଇଲାସ୍? ପବନ୍ ମାର୍ଲେ ଜୁଲ୍ବା ଗାଁସ୍ ପତର୍?
8 Та на що́ ви дивитись ходили? Може на чоловіка, у м'які шати одя́гненого? Аджеж ті, хто носить м'яке́, — по палатах царськи́х.
୮କାକେ ଦେକ୍ବାକେ ଜାଇ ରଇଲାସ୍? କାଇ ସୁନ୍ଦର୍ ବସ୍ତର୍ ପିନ୍ଦିରଇବା ଲକ୍କେ ଦେକ୍ବୁ ବଲି ଜାଇ ରଇଲାସ୍ କି? ସେନ୍ତି ବସ୍ତର୍ ପିନ୍ଦ୍ବା ଲକ୍ ରାଜାର୍ ଗରେ ରଇବାଇ ।
9 По що́ ж ви ходили? Може бачити пророка? Так, кажу вам, — навіть більш, як пророка.
୯ମକେ କୁଆ, କାଇଟା ଦେକ୍ବାକେ ଜାଇ ରଇଲାସ୍? ଗଟେକ୍ ବବିସତ୍ବକ୍ତାକେ ଦେକ୍ବୁ ବଲିକରି କି? ସେଟା ତ ସତ୍, ମାତର୍ ଅବ୍କା ବବିସତ୍ବକ୍ତା ଟାନେଅନି ଗଟେକ୍ ଅଦିକ୍ ବଡ୍ ଲକ୍କେ ବେଟ୍ପାଇଆଚାସ୍ ।
10 Бо це ж той, що про нього написано: „Ось перед обличчя Твоє посилаю Свого посланця́, який перед Тобою дорогу Твою приготує!“
୧୦କାଇକେ ବଇଲେ ଏ ଜଅନର୍ ବିସଇ ସାସ୍ତରେ ଲେକାଅଇଲା ଆଚେ । ପର୍ମେସର୍ କଇଲା, “ତମର୍ ପାଇ ବାଟ୍ ତିଆର୍ କର୍ବାକେ ମୁଇ ପର୍ତୁମ୍ ମର୍ ଦୁତ୍କେ ପାଟାଇବି ।”
11 Поправді кажу вам: Між наро́дженими від жінок не було більшого над Івана Христителя! Та найменший у Царстві Небеснім — той більший від нього!
୧୧ମୁଇ ତମ୍କେ ସତ୍ କଇଲିନି, ଏ ଦୁନିଆଇ ପୁର୍ବେ ଅନି ଆଜିକେ ଜାକ ଜେତେକ୍ ଲକ୍ ସବୁ ଜନମ୍ ଅଇଲାଇଆଚତ୍, ସବୁ ଲକ୍ମନର୍ ବିତ୍ରେଅନି ଡୁବନ୍ ଦେଉ ଜଅନ୍ ବଡ୍ । ମାତର୍ ସରଗ୍ ରାଇଜେ ଜେ ସବୁର୍ଟାନେଅନି ସାନ୍, ସେ ଜଅନର୍ତେଇ ଅନି ବଡ୍ ।
12 Від днів же Івана Христителя й досі Царство Небесне здобува́ється силою, і ті, хто вживає зусилля, хапа́ють його.
୧୨ଡୁବନ୍ ଦେଉ ଜଅନ୍ ପର୍ମେସରର୍ ନିକ କାତା ଜାନାଇବାଟା ଆରାମ୍ କଲାବେଲେ ଅନି ଆଜିକେ ଜାକ ସରଗ୍ ରାଇଜ୍ ନେଇକରି ବେସି ଜୁଇଦ୍ ଚାଲ୍ଲାଆଚେ । ଦୟା ମାୟା ନଇଲା ଲକ୍ମନ୍ ତାକର୍ ବପୁସଙ୍ଗ୍ ସରଗ୍ ରାଇଜ୍ ଅଦିକାର୍ କର୍ବାକେ ଚେସ୍ଟା କଲାଇନି ।
13 Усі бо Пророки й Зако́н до Івана прові́щували.
୧୩ଜଅନ୍ ଆଇବା ଜାକ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ ସରଗ୍ ରାଇଜର୍ ବିସଇ କଇତେ ରଇଲାଇ ।
14 Коли ж хочете знати, — то Ілля він, що має прийти.
୧୪ଜଦି ସେମନର୍ କାତା ତମେ ବିସ୍ବାସ୍ କର୍ସା, ତେବେ ଜଅନ୍ ଅଇଲାନି ସେ ଏଲିୟ, ଜେ କି ପର୍ତୁମ୍ ଆଇବାର୍ ରଇଲା ।
15 Хто́ має ву́ха, — нехай слухає!
୧୫ଜାକେ କାନ୍ଆଚେ, ସେ ସୁନ ।
16 До кого ж цей рід прирівняю? — До хлоп'ят він подібний, що на ринку сидять та вигукують іншим,
୧୬ଏ ଜୁଗର୍ ଲକ୍ମନ୍କେ କାର୍ ସଙ୍ଗ୍ ସମାନ୍ କର୍ବି? ସେମନ୍ ଆଟ୍ ମଜାଇ ବସିକରି କେଲ୍ବା ପିଲାମନର୍ ପାରା । ଗଟେକ୍ ଦଲର୍ ପିଲାମନ୍ ଆରି ଗଟେକ୍ ଦଲ୍କେ କଇବାଇ,
17 і кажуть: „Ми вам грали, а ви не танцювали, ми співали вам жа́лібно, та не плакали ви“.
୧୭“ଆମେ ବିବା ବାଜା ବାଜାଇଲୁ, ମାତର୍ ତମେ ନାଟ୍ କରାସ୍ ନାଇ । ଦୁକର୍ ଗିତ୍ ଗାଇଲୁ ତମେ କାନ୍ଦାସ୍ ନାଇ ।
18 Бо прийшов був Іван, що не їв і не пив, вони ж кажуть: „Він де́мона має“.
୧୮ଜଅନ୍ ତର୍କେ ତର୍ ଉପାସ୍ କର୍ତେ ରଇଲା ଆରି କେବେ ମିସା ମଦ୍ ନ କାଇତେ ରଇଲା, ମାତର୍ ତମେ ତାକେ ଡୁମା ଦାର୍ଲା ଲକ୍ ବଲି କଇଲାସ୍ନି ।
19 Прийшов же Син Лю́дський, що їсть і п'є, вони ж кажуть: „Чоловік ось, ласу́н і п'яни́ця, Він при́ятель ми́тників і грішників“. І виправдалася мудрість своїми діла́ми“.
୧୯ମାତର୍ ନର୍ପିଲା ମୁଇ କାଇଲେ କି ପିଇଲେ ମକେ କାଉରାଟା ଆରି ମଦୁଆଟା ବଲି କଇଲାସ୍ନି । ସିସ୍ତୁ ମାଙ୍ଗୁମନର୍ ଆରି ପାପି ଲକ୍ମନର୍ ମଇତର୍ ବଲି କଇଲାସ୍ନି । ସେଟା ଜନ୍ଟା ଅବେ ଚାଡା, ପର୍ମେସରର୍ ବିଚାର୍ ସତ୍ ଆକା । ଏଟା ତାର୍ କାମେଅନି ଜାନାପଡ୍ସି ।”
20 Ісус тоді став докоряти містам, де́ відбуло́ся найбільш Його чуд, що вони не покаялись:
୨୦ଜନ୍ ଗଡ୍ମନ୍କେ ଜିସୁ ତାର୍ ବେସି କାବାଅଇଜିବା କାମ୍ମନ୍ କରିରଇଲା, ସେ ଗଡର୍ ଲକ୍ମନ୍ ନିଜେ କରିରଇବା ପାପ୍ଲାଗି ମନ୍ ନ ବାଦ୍ଲାଇଲାଟା ଦେକି, ଜିସୁ ସେ ଗଡର୍ ଲକ୍ମନ୍କେ ନିନ୍ଦା କରି କଇଲା,
21 „Горе тобі, Хоразі́не, горе тобі, Вефсаї́до! Бо коли б то в Ти́рі й Сидо́ні були відбули́ся ті чу́да, що сталися в вас, то давно б вони ка́ялися в волосяни́ці та в по́пелі.
୨୧“ଏ କରାଜିନର୍ ଲକ୍ମନ୍, ତମେ କେଡେ ଇନସ୍ତା ଅଇ ଡଣ୍ଡ୍ ପାଇସା! ଏ ବେତ୍ସାଇଦାର୍ ଲକ୍ମନ୍, ତମର୍ ଦସା ମିସା ସେନ୍ତିସେ । ତମର୍ ବିତରେ ଜନ୍ କାବାଅଇଜିବା କାମ୍ମନ୍ କରାଅଇଲାଆଚେ, ସେଟା ସବୁ ଜଦି ମୁଇ ସର ଆରି ସିଦନ୍ ଗଡେ କରି ରଇଲେ, ସେ ଗଡର୍ ଲକ୍ମନ୍ ପାପେଅନି ବାଅଡ୍ଲୁ ବଲି ଦେକାଇବାକେ ଗାଗ୍ଡେ ଚାର୍ ଡାଲିଅଇ, ବାସ୍ତା ପିନ୍ଦିକରି ମନ୍ ବାଦ୍ଲାଇତାଇ ।”
22 Але кажу́ вам: Легше буде дня судного Тиру й Сидону, ніж вам!
୨୨“ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ବିଚାରର୍ ଦିନେ ତମର୍ତେଇଅନି ସର୍ ଆରି ସିଦନ୍ ଗଡର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।”
23 А ти, Капернау́ме, що „до неба піднісся, — аж до аду ти зі́йдеш“. Бо коли б у Содомі були відбули́ся ті чу́да, що в тобі вони стались, то лишився б він був по сього́днішній день. (Hadēs )
୨୩ଏ କପର୍ନାଉମର୍ ଲକ୍ମନ୍! ତମେ କାଇ ନିଜେ ସର୍ଗେ ଜିବାକେ ଚେସ୍ଟା କଲାସ୍ନି? ତମେ ନର୍କେ ପିଙ୍ଗା ଅଇସି । ତମର୍ ବିତ୍ରେ ମୁଇ ଜନ୍ କାବାଅଇଜିବା କାମ୍ମନ୍ କରିରଇଲି, ସେଟା ଜଦି ସଦମ୍ ଗଡେ କରି ରଇଲେ, ସେ ଗଡ୍ ଆଜିକେ ଜାକ ରଇତା । (Hadēs )
24 Але кажу́ вам, що содо́мській землі буде легше дня судного, аніж тобі!“
୨୪“ମୁଇ ତମ୍କେ ସତ୍ କାତା କଇଲିନି, ପର୍ମେସରର୍ ବିଚାର୍ନା ଦିନେ ତମର୍ତେଇଅନି ସଦମର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।”
25 Того ча́су, навчаючи, промовив Ісус: „Прославляю Тебе, Отче, Господи неба й землі, що втаїв Ти оце від премудрих і розумних, та його немовля́там відкрив.
୨୫ଜିସୁ ସେବେଲାଇ ପାର୍ତନା କରି କଇଲା, “ଏ ବାବା, ତମେ ସରଗ୍ ଆରି ମଚ୍ପୁରର୍ ମାପ୍ରୁ । ଏ ସବୁ ବିସଇ ସିକ୍ଲା ଲକ୍ ଆରି ଗିଆନି ରଇବା ଲକର୍ତେଇଅନି ଲୁଚାଇ ସଙ୍ଗଇ, ନସିକ୍ଲା ଲକ୍ମନର୍ ତେଇ ଜାନାଇ ଆଚୁସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।
26 Так, Отче, — бо Тобі так було до вподо́би!
୨୬ଉଁ ବାବା, ତମର୍ ମନ୍ କଲା ଇସାବେ ଏ ସବୁ ଗଟ୍ଲାନି ।”
27 Передав Мені все Мій Отець. І Сина не знає ніхто, крім Отця, і Отця не знає ніхто, окрім Сина, та кому Син захоче відкрити.
୨୭“ମର୍ ବାବା ମକେ ସବୁ ବିସଇ ଦାନ୍ କଲାଆଚେ । ବାବାକେ ଚାଡି କେ ମିସା ତାର୍ ପିଲା, ମକେ ନାଜାନତ୍ । ଆରି ତାର୍ ପିଲା, ମକେ ଚାଡି କେ ମିସା ବାବାକେ ନାଜାନତ୍ । ତାର୍ ପିଲା ମୁଇ, ଜନ୍ ଲକ୍ମନର୍ ଲଗେ ବାବାକେ ଦେକାଇବି, ସେମନ୍ସେ ବାବାକେ ଚିନି ପାରତ୍ ।
28 Прийдіть до Мене, усі стру́джені та обтя́жені, — і Я вас заспоко́ю!
୨୮“ବେସି ବଜ୍ ବଇକରି ତାକ୍ଲା ଲକ୍ମନ୍, ମର୍ ଲଗେ ଆସା । ମୁଇ ତମ୍କେ ପୁଣ୍ଡାଇବି ।
29 Візьміть на себе ярмо́ Моє, і навчіться від Мене, бо Я тихий і серцем покі́рливий, — і „зна́йдете спо́кій ду́шам своїм“.
୨୯ମର୍ ଜୁଆଡି ବଇ ମର୍ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍ ଆରି ମର୍ ମନ୍ କୁଉଁଲ୍ ଅଇଲାର୍ ଲାଗି ତମେ ମର୍ଲଗେ ପୁଣ୍ଡ୍ସା ।
30 Бож ярмо Моє любе, а тяга́р Мій легки́й!“
୩୦ମୁଇ ତମର୍ ଉପ୍ରେ ଜନ୍ ଜୁଆଡି ସଙ୍ଗଇବି ସେଟା ତମ୍କେ ବଇବାକେ ସଅଜ୍ ଅଇସି । ଆରି ତମ୍କେ ଜନ୍ ବଜ୍ ଦେବି, ସେଟା ମିସା ବେସି ଉସାସ୍ ।”