< Від Івана 16 >
1 Оце Я сказав вам, щоб ви не спокуси́лись.
୧“ତମେ ମକେ କରିରଇବା ବିସ୍ବାସ୍ ନ ଚାଡି, ଡାଟ୍ ସଙ୍ଗ୍ ରଇବାକେ, ମୁଇ ଏ ସବୁ କାତା କଇଲିଆଚି ।
2 Вас виженуть із синагог. Прийде навіть година, коли кожен, хто вам смерть заподі́є, то ду́матиме, ніби службу приносить він Богові!
୨ସେମନ୍ ତମ୍କେ ପାର୍ତନା ଗରେଅନି ବାର୍କରାଇ ଦେବାଇ । ଉଁ ଏନ୍ତାରି ବେଲା ଆଇଲାନି, ଜେ ମିସା ତମ୍କେ ମରାଇବାଇ, ସେଟା ପର୍ମେସର୍କେ ସେବା କଲାପାରା ରଇସି ।
3 А це́ вам учинять, бо вони не пізнали Отця, ні Мене.
୩ତମ୍କେ ସେମନ୍ ଏନ୍ତି ସବୁ କାମ୍ମନ୍ କର୍ବାଇ । କାଇକେ ବଇଲେ ସେମନ୍ ମକେ ଆରି ମର୍ ବାବାକେ ନାଜାନତ୍ ।
4 Але Я це сказав вам, щоб згадали про те, про що́ говорив був Я вам, як настане година. Цього вам не казав Я споча́тку, бо з вами Я був.
୪ଏବେ ମୁଇ ଏ ସବୁ କାତା କଇଲିନି । ସେଟାର୍ ପାଇ ଏ ସବୁ ଗଟ୍ନାମନ୍ ଗଟ୍ବା ବେଲା କେଟ୍ଲେ ମୁଇ କଇଲା କାତା ଏତାଇସା । ଆରାମେ ଅନି ମୁଇ ତମର୍ ସଙ୍ଗ୍ ରଇଲି ଜେ ଏ ସବୁ କାତା କଇ ନ ରଇଲି ।”
5 Тепер же до Того Я йду, Хто послав Мене, — і ніхто з вас Мене не питає: „Куди йдеш?“
୫“ମାତର୍ ମୁଇ ଏବେ ମର୍ ପାଟାଉର୍ ଲଗେ ଗାଲିନି । ଏଲେମିସା ତମର୍ ବିତ୍ରେ ଅନି କେ ମିସା ମକେ କେନେ ଜାଇସୁ ବଲି ପାଚାରାସ୍ ନାଇ ।
6 Та від того, що це Я сказав вам, серце ваше напо́внилось смутком.
୬ମାତର୍ ଏବେ ମର୍ ଏ ସବୁ କାତା ସୁନିକରି ଦୁକ୍ ଅଇକରି ଆଚାସ୍ ।
7 Та Я правду кажу́ вам: Краще для вас, щоб пішов Я, бо як Я не піду́, Утіши́тель не при́йде до вас. А коли Я піду́, то пошлю вам Його.
୭ମୁଇ ତମ୍କେ ସତ୍କାତା କଇଲିନି, ମୁଇ ଉଟିଜିବା ବିସଇ ତମର୍ ପାଇ ଗଟେକ୍ ମଙ୍ଗଲର୍ ବିସଇ ଅଇସି । କାଇକେ ବଇଲେ ମୁଇ ନ ଗାଲେ ସାଇଜକାରିଆ ତମର୍ଟାନେ ନ ଆସେ, ମୁଇ ଗାଲେ ତାକେ ତମର୍ଟାନେ ପାଟାଇଦେବି ।
8 А як при́йде, Він світові виявить про гріх, і про праведність і про суд:
୮ସେ ଆସିକରି ଦୁନିଆର୍ ଲକ୍ମନ୍କେ ପାପ୍, ଦରମ୍ ଆରି ନିଆଇ ବିସଇର୍ ସାକି ଦେଇସି ।
9 тож про гріх, — що не вірують у Мене;
୯ଏ ଦୁନିଆର୍ ଲକ୍ମନ୍ ପାପ୍ ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । ସେ ଦେକାଇ ଦେଇସି ଜେ, ମକେ ବିସ୍ବାସ୍ ନ କର୍ବାଟାସେ ପାପ୍ ।
10 а про праведність, — що Я до Отця Свого йду, і Мене не побачите вже;
୧୦ଟିକ୍ ଇସାବେ ଚଲାଚଲ୍ତି କର୍ବା ବିସଇ, ଦୁନିଆର୍ ଲକ୍ମନ୍ ବୁଲ୍ ବୁଜିଆଚତ୍ । ମୁଇ ମର୍ ବାବାର୍ ଲଗେ ବାଉଡି ଗାଲିନି, ଆରି ତମେ ମକେ ଦେକିନାପାରାସ୍ । ସେଟା ମୁଇ ମାନ୍ବା ଦରମ୍ ବିସଇ ସାକି ଦେଲାନି ।
11 а про суд, — що засу́джений князь цього світу.
୧୧ଦୁନିଆର୍ ଲକ୍ମନ୍ ବିଚାର୍ କର୍ବା ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । କାଇକେବଇଲେ ଏ ଦୁନିଆର୍ ସାସନ୍କାରିଆ ଦସି ବଲି ବିଚାର୍ ଅଇ ସାରାଇ ଆଚେ ।”
12 Я ще маю багато сказати вам, та тепер ви не можете знести.
୧୨“ମୁଇ ତମ୍କେ କେତେକ୍ କେତେକ୍ କାତା କଇବାର୍ ଆଚେ । ମାତର୍ ଏବେ ତମେ ସେ ସବୁ କାତା ଦାରିନାପାରାସ୍ ।
13 А коли при́йде Він, Той Дух правди, Він вас попрова́дить до ці́лої правди, бо не буде казати Сам від Себе, а що тільки почує, — казатиме, і що має настати, — звістить вам.
୧୩ମାତର୍ ସତ୍ ଆତ୍ମା ଆଇଲେ, ସେ ତମ୍କେ ସବୁ ସତ୍ ବିସଇର୍ ବାଟେ ଡାକିନେଇସି । କାଇକେ ବଇଲେ, ସେ ନିଜର୍ ଅଦିକାରେ କାଇ କାତା ନ କଏ । ମାତର୍ ସେ ବାବାର୍ତେଇଅନି ଜନ୍ ଜନ୍ କାତା ସୁନ୍ସି, ସେ ସବୁ କଇସି । ଆରି ଆଇବା ଦିନ୍ମନ୍କେ କାଇଟା ଅଇସି ସେ ସବୁ ବିସଇ ମିସା କଇସି ।
14 Він прославить Мене, бо Він ві́зьме з Мого та й вам сповісти́ть.
୧୪ସେ ମୁଇ କଇବାଟାନେ ଅନି ନେଇକରି ଆକା ତମ୍କେ କଇସି । ଆରି ମକେ ଡାକ୍ପୁଟା କରାଇ ଦେକାଇସି ।
15 Усе, що має Отець, то Моє; через те Я й сказав, що Він ві́зьме з Мого та й вам сповісти́ть.
୧୫ଜନ୍ଟା ବାବାର୍ଟା, ସେ ସବୁ ମର୍ଟା । ସେଟାର୍ପାଇ ମୁଇ ତମ୍କେ କଇଲିନି, ସୁକଲ୍ ଆତ୍ମା ମର୍ଟାନେଅନି ନେଇକରି ସେ ତମ୍କେ କଇସି ।”
16 Незаба́ром, — і Мене вже не бу́дете бачити, і знов незабаром — і Мене ви побачите, бо Я йду до Отця“.
୧୬“ଚନେକ୍ ଗାଲା ପଚେ ତମେ ଆରି ମକେ ଦେକି ନାପାରାସ୍ । ଆରି ଚନେକ୍ ଗାଲେ ଦେକ୍ସା ।”
17 А деякі з учнів Його говорили один до одно́го: „Що таке, що сказав Він до нас: „Незабаром, — і Мене вже не бу́дете бачити, і знов незаба́ром — і Мене ви побачите“, та: „Я йду до Отця“?
୧୭ସେବେଲେ ତାର୍ ସିସ୍ମନର୍ ବିତ୍ରେଅନି କେତେ ଲକ୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ସେ ଆମ୍କେ କଇଲାନି, ଚନେକ୍ ଗାଲାପଚେ ତମେ ଆରି ମକେ ଦେକି ନାପାରାସ୍, ଆରି ଚନେକ୍ ଗାଲେ ମକେ ଦେକ୍ସା । ମୁଇ ଏବେ ବାବାର୍ ଲଗେ ଗାଲିନି ବଲି କଇବା ଅରତ୍ କାଇଟା?”
18 Гомоніли також: „Що таке, що говорить: „Незаба́ром“? Про що каже, не знаємо“.
୧୮ତେବେ ସେମନ୍ କଇଲାଇ, “ଏ ଚନେକ୍ ପଚେ ବଲି କାଇକେ କଇଲାନି? ସେ କାଇଟା ବଲି କଇଲାନି, ଆମେ ବୁଜି ନାପାର୍ଲୁନି ।”
19 Ісус же пізнав, що хочуть поспитати Його, і сказав їм: „Чи про це між собою міркуєте ви, що сказав Я: „Незаба́ром, — і вже Мене бачити не будете ви, і знов незаба́ром — і Мене ви побачите“?
୧୯ସେମନ୍ ମକେ ପାଚାର୍ବାକେ ମନ୍ କଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ଚନେକ୍ ଗାଲେ ତମେ ଆରି ମକେ ଦେକି ନାପାରାସ୍ ଆରି ଚନେକ୍ ଗାଲାପଚେ ମକେ ଦେକ୍ସା ବଲି କଇଲା ଏ କାତା ନେଇକରି ତମର୍ ତମର୍ ବିତ୍ରେ କାଇକେ କୁଆବଲା ଅଇଲାସ୍ନି?
20 Поправді, поправді кажу́ вам, що ви бу́дете плакати та голосити, а світ буде радіти. Сумувати ви бу́дете, але сум ваш обе́рнеться в радість!
୨୦ମୁଇ ତମ୍କେ ସତ୍ କାତା କଇଲିନି, ତମେ ସାତାରି ସାତାରି କାନ୍ଦ୍ସା, ମାତର୍ ଦୁନିଆର୍ ଲକ୍ମନ୍ ସାର୍ଦା ଅଇବାଇ । ତମେ ପର୍ତୁମ୍ ଦୁକ୍ ଅଇରଇସା ମାତର୍ ତମର୍ ଦୁକ୍ ସାର୍ଦାଇ ପୁରୁନ୍ ଅଇଜାଇସି ।
21 Жу́риться жінка, що ро́дить, — бо настала година її. Як дитинку ж поро́дить вона, то вже не пам'ятає терпіння з-за ра́дощів, що людина зроди́лась на світ.
୨୧ଗଟେକ୍ ମାଇଜି ନିକ ଅଇବା ବେଲା କେଟ୍ଲେ ବେସି ଦୁକ୍ ଅଇସି । କାଇକେବଇଲେ ତାର୍ ଦୁକ୍ କସ୍ଟର୍ ବେଲା କେଟିଆଚେ । ମାତର୍ ନିମାନ୍ ଅଇସାର୍ଲା ପଚେ ତାର୍ ଦୁକ୍ କସ୍ଟ ପାସ୍ରିଜାଇସି । କାଇକେ ବଇଲେ ତାର୍ତେଇଅନି ଗଟେକ୍ ପିଲା ଦୁନିଆଇ ଜନମ୍ ଅଇଲା ଆଚେ ।
22 Так сумуєте й ви ось тепер, та побачу вас зно́ву, — і серце ваше радітиме, і ніхто радости вашої вам не віді́йме!
୨୨ସେନ୍ତାରିସେ ତମ୍କେ ମିସା ଅଇସି । ଏବେ ତମେ ଦୁକ୍ଅଇ ଆଚାସ୍, ମାତର୍ ଆରି ତରେକ୍ ମୁଇ ତମ୍କେ ଦେକାଇଅଇବି, ତାର୍ ପଚେ ତମେ ବେସି ସାର୍ଦା ଅଇସା । ଆରି କେମିସା ତମର୍ ସାର୍ଦା ତମର୍ଟାନେଅନି ଚାଡାଇ ନେଇ ନାପାରତ୍ ।
23 Ні про що ж того дня ви Мене не спитаєте. Поправді, поправді кажу́ вам: Чого тільки попросите ви від Отця в Моє Йме́ння, — Він дасть вам.
୨୩“ସେବେଲା ତମେ ମକେ ମୁଲ୍କେ ନ ପାଚାରାସ୍ । ମୁଇ ତମ୍କେ ସତ୍ କାତା କଇଲିନି, ତମେ ମର୍ ନାଉଁ ଦାରି ବାବାକେ କାଇଟା ମିସା ମାଙ୍ଗ୍ସା ବଇଲେ ସେଟା ଦେଇସି ।
24 Не просили ви досі нічо́го в Ім'я́ Моє. Просіть — і отримаєте, щоб повна була ваша радість.
୨୪ତମେ ଏବେ ଜାକ ମର୍ ନାଉଁ ଦାରି କାଇଟା ମିସା ମାଙ୍ଗାସ୍ ନାଇତା । ଏବେ ମାଙ୍ଗା, ତେବେ ତମ୍କେ ମିଲ୍ସି । ଆରି ତମର୍ ସାର୍ଦା ପୁରାପୁରୁନ୍ ଅଇସି ।”
25 Оце все Я в при́тчах до вас говорив. Настає́ година, коли при́тчами Я вже не бу́ду до вас промовляти, але явно звіщу́ про Отця вам.
୨୫“ମୁଇ ତମ୍କେ କାତା ମଲ୍କାଇ କରି ଏ ସବୁ କଇଲିନି, ଏନ୍ତି ବେଲା ଆଇସି, ତମ୍କେ ଆରି ମୁଇ କାତା ନ ମଲ୍କାଇ, ସଲ୍କେ ବାବାର୍ ବିସଇ କଇଦେବି ।
26 Того дня ви проси́тимете в Моє Ймення, і Я вам не кажу́, що вблагаю Отця Я за вас, —
୨୬ତମେ ସେ ଦିନ୍ମନ୍କେ ମର୍ ନାଉଁ ଦାରି ପର୍ମେସର୍କେ ବେସି ବିସଇମନ୍ ମାଙ୍ଗ୍ସା । ଆରି ମୁଇ ତମର୍ ପାଇ ବାବା ପର୍ମେସରର୍ ତେଇ ଗୁଆରି କର୍ବାର୍ ଦର୍କାର୍ ନ ରଏ ।
27 бо Отець любить Сам вас за те, що ви полюбили Мене та й увірували, що Я вийшов від Бога.
୨୭କାଇକେବଇଲେ ବାବା ତମ୍କେ ଆଲାଦ୍ କଲାନି, ସେ ତମ୍କେ ଆଲାଦ୍ କଲାନି କାଇକେବଇଲେ ତମେ ଜେନ୍ତିକି ମକେ ଆଲାଦ୍ କରି ଆଚାସ୍, ଆରି ମୁଇ ପର୍ମେସରର୍ ତେଇଅନି ଆଇଲି ଆଚି ବଲି ବିସ୍ବାସ୍ କରିଆଚାସ୍ ।
28 Від Отця вийшов Я, і на світ Я прийшов. І знов покидаю Я світ та й іду до Отця“.
୨୮ମୁଇ ବାବାର୍ଟାନେଅନି ଏ ଦୁନିଆଇ ଆସିଆଚି, ଆରି ଏବେ ମୁଇ ଏ ଦୁନିଆ ଚାଡିକରି ବାବାର୍ ଲଗେ ବାଉଡି ଗାଲିନି ।”
29 Його учні відказують: „Ось тепер Ти говориш відкрито, і жодної притчі не кажеш.
୨୯ଜିସୁର୍ ସିସ୍ମନ୍ କଇଲାଇ, “ଏବେ ତମେ ଆମ୍କେ କାତା ମଲ୍କାଇ ନ କଇକରି ସଲ୍କେସେ କଇଲାସ୍ନି ।
30 Тепер ві́даємо ми, що Ти знаєш усе, і потреби не маєш, щоб Тебе хто питав. Тому віруємо, що Ти вийшов від Бога!“
୩୦ତମେ ସବୁ ବିସଇ ଜାନିଆଚୁସ୍, ଏଟା ଏବେ ଆମେ ଜାନ୍ଲୁ । ଆରି କେ ତମ୍କେ ଜାନେ କି ନାଇ ବଲି, ପାଚାର୍ବାର୍ ଲଡା ନାଇ । ଏଟାର୍ପାଇ ତମେ ପର୍ମେସରର୍ଟାନେ ଅନି ଆସିଆଚୁସ୍ ବଲି ଆମେ ବିସ୍ବାସ୍ କଲୁନି ।”
31 Ісус їм відповів: „Тепер віруєте?
୩୧ଜିସୁ ସେମନ୍କେ କଇଲା, “ଏବେ କାଇ ତମେ ବିସ୍ବାସ୍ କଲାସ୍ନି?
32 Ото настає́ година, і вже настала, що ви розпоро́шитесь кожен у власне своє, а Мене ви Само́го покинете. Та не Сам Я, бо зо Мною Отець!
୩୨ଦେକା, ଏନ୍ତି ବେଲା ଆଇଲାନି, ଉଁ ସେ ବେଲା କେଟ୍ଲା ଆଚେ, ତମେ ମକେ ଗଟେକ୍ ଲକ୍କେ ଚାଡି, ଏନେ ତେନେ ଅଇକରି ନିଜର୍ ନିଜର୍ ଗରେ ଉଟିପାଲାଇସା । ଏଲେମିସା ମୁଇ ଗଟେକ୍ ଲକ୍ ନାଇ, ସବୁବେଲା ମର୍ ସଙ୍ଗ୍ ବାବା ଆଚେ ।
33 Це Я вам розповів, щоб мали ви мир у Мені. Стражда́ння зазна́єте в світі, — але бу́дьте відважні: Я світ переміг!“
୩୩ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।”