< 2 до солунян 1 >
1 Павло, і Силуа́н, і Тимофій до Солунської Церкви в нашім Бозі Отці й Господі Ісусі Христі:
୧ମୁଇ ପାଉଲ୍, ବାବା ପର୍ମେସର୍ ଲଗେ ଆରି ମାପ୍ରୁ ଜିସୁକିରିସ୍ଟ ତେଇ ରଇବା ତେସଲନିକିୟ ମଣ୍ଡଲିର୍ ଲକ୍ମନ୍କେ ଏ ଚିଟି ଲେକି ପାଟାଇଲିନି । ମର୍ ସଙ୍ଗ୍ ରଇକରି ସିଲା ଆରି ତିମତି ମିସା ଜୁଆର୍ ଜାନାଇଲାଇନି ।
2 благода́ть вам і мир від Бога Отця й Господа Ісуса Христа!
୨ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
3 Ми за́вжди повинні подяку складати за вас Богові, бра́ття, як і годи́ться, бо сильно росте віра ваша, і примно́жується любов кожного з усіх вас один до о́дного.
୩ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି ।
4 Так що ми самі хва́лимось вами по Божих Церквах за ваші стражда́ння та віру в усіх переслі́дуваннях ваших та в у́тисках, що їх переносите ви.
୪ତମେ ଜେତ୍କି ସବୁ ଉଡାସୁନିକରି ମିସା ବିସ୍ବାସ୍ କରି ବପୁସଙ୍ଗ୍, ଡାଟ୍ ଅଇକରି ଆଚାସ୍ । ଏ କାତା ଆମେ ପରମେସରର୍ ମଣ୍ଡଲିମନ୍କେ ବଡ୍ପନ୍ ଅଇକରି କଇଲୁନି ।
5 А це доказ праведного Божого су́ду, щоб стали ви гідні Божого Царства, що за нього й страждаєте ви!
୫ପର୍ମେସରର୍ ଜନ୍ ରାଇଜର୍ପାଇ ତମେ ଦୁକ୍ କସ୍ଟ ପାଇଲାସ୍ନି, ସେ ରାଇଜ୍ ପାଇସା । ପର୍ମେସରର୍ ବିଚାର୍ କର୍ବାଟା ଟିକ୍ ଆକା, ଇତିଅନି ସେଟା ଜାନିଅଇଲାନି ।
6 Бо то справедливе в Бога — віддати утиском тим, хто вас утискає,
୬ଜନ୍ଟା ଟିକ୍, ସେଟା ପର୍ମେସର୍ ପୁରାପୁରୁନ୍ କର୍ସି । ଜନ୍ଲକ୍ମନ୍ ଏବେ ତମ୍କେ କସ୍ଟ ଦେଲାଇନି, ସେମନ୍ କସ୍ଟ ପାଇବାଇ ।
7 а вам, хто утиски терпить, відпочи́нок із нами, коли з'я́виться з неба Господь Ісус з а́нголами сили Своєї, —
୭ପର୍ମେସର୍ ତମର୍ ଦୁକ୍ କସ୍ଟ ଅଇବାଟା ସାରାଇକରି ଆମ୍କେ ମିସା ସାନ୍ତି ଦେଇସି । ଜେଡେବେଲେ ମାପ୍ରୁ ଜିସୁ ସର୍ଗେଅନି ତାର୍ ବପୁର୍ ଦୁତ୍ମନର୍ ମଜାଇ ବପୁଅଇ ଆଇସି, ପର୍ମେସର୍ ଏ କାମ୍ ପୁରାପୁରୁନ୍ କର୍ସି ।
8 „в огні полум'я́ному, що даватиме помсту на тих, хто Бога не знає, і не слухає“Єва́нгелії Господа нашого Ісуса.
୮ଜନ୍ଲକ୍ମନ୍ ପର୍ମେସର୍କେ ନାଜାନତ୍, ଆରି ଆମର୍ ମାପ୍ରୁ ଜିସୁର୍ ବାକିଅ ନ ମାନତ୍, ସେନ୍ତାରି ଲକ୍ମନ୍କେ ସେ ଡଣ୍ଡ୍ ଦେବାକେ ଲାଗ୍ତେରଇବା ଜଇସଙ୍ଗ୍ ଆଇସି ।
9 Вони кару при́ймуть, — вічну поги́біль від лиця Господнього та від слави поту́ги Його, (aiōnios )
୯ସେ ଲକ୍ମନ୍ ମାପ୍ରୁର୍ ମୁଆଟେ ଡାଟ୍ସଙ୍ଗ୍ ଡାକ୍ପୁଟା ପାଇବା ତେଇଅନି, କାଲ୍ କାଲ୍ ଜୁଗ୍ ଜୁଗ୍ ପାଇ କୁରୁପ୍ନାସ୍ ଅଇଜିବାଇ । (aiōnios )
10 як Він при́йде того дня просла́витися в Своїх святих, і стати дивним у всіх віруючих, бо сві́дчення наше знайшло віру між вами.
୧୦ସେଦିନେ ମାପ୍ରୁ ତାର୍ ଲକ୍ମନର୍ ଟାନେଅନି ଆରି ସବୁ ଲକ୍ମନର୍ ଟାନେଅନି ଡାକ୍ପୁଟା ଅଇ ସନ୍ମାନ୍ ପାଇସି । ଏମନର୍ ବିତ୍ରେ ତମେ ମିସା ମିସ୍ସା । କାଇକେବଇଲେ ଆମେ ଜନ୍ କବର୍ ଦେଇରଇଲୁ, ସେଟା ତମେ ବିସ୍ବାସ୍ କଲାସ୍ ଆରି ମାନ୍ଲାସ୍ ।
11 За це ми й молимось за́вжди за вас, щоб наш Бог учинив вас гідними покли́кання, і міццю напо́внив усю добру волю до́брости й ді́ло віри,
୧୧ତମ୍କେ ଜେନ୍ତି ଜିଉନା କାଉନା କର୍ବାପାଇ ପର୍ମେସର୍ ବାଚ୍ଲା ଆଚେ, ସେନ୍ତାରି ଚଲାଚଲ୍ତି କରାଇବାକେ ଆମେ ପର୍ମେସର୍କେ ଗୁଆରି କଲୁନି । ସେ ତାର୍ ବପୁସଙ୍ଗ୍ ସବୁ ଆସା କର୍ବା ସତ୍ ପୁରାପୁରୁନ୍ କରି ତମର୍ ବିସ୍ବାସ୍ ଡାଁଟ୍ କର । ସେଟାର୍ପାଇ ଆମେ ସବୁବେଲେ ତମର୍ଲାଗି ପାର୍ତନା କଲୁନି ।
12 щоб просла́вилося Ім'я́ Господа нашого Ісуса в вас, а ви в Ньому, за благода́ттю Бога нашого й Господа Ісуса Христа.
୧୨ଏନ୍ତାରି କଲେ ଆମର୍ ସବୁଲକର୍ ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ତମ୍କେ ମିସା ଡାକ୍ପୁଟା କରାଇସି । ଆରି ତମେ ମିସା ତାର୍ଟାନେ ଡାକ୍ପୁଟା ଅଇସା ।