< Luka 6 >
1 Homeda bi a Yesu ne nʼasuafoɔ no nam aburoofuo bi mu no, asuafoɔ no pempan aburoo no bi hwane, weeɛ.
ଗଟେକ୍ ବିସାଉଁଣିବାର୍ ଦିନ୍ ଜିସୁ ଗଅଁ ହଃଦା ବାଟ ଅୟ୍କଃରି ଜାତିରିଲା ବଃଳ୍ ତାର୍ ଚେଲାମଃନ୍ ଗଅଁ କେଡ୍ ଚିଡାୟ୍ ତାକାର୍ ଆତେ ରଃମ୍ନ୍ଦି କାତି ରିଲାୟ୍ ।
2 Farisifoɔ bi bisaa no sɛ, “Adɛn na moyɛ adeɛ a ɛtia Homeda ho mmara a wɔahyɛ no?”
ମଃତର୍ ପାରୁସିମଃନାର୍ ବିତ୍ରେ କଃତିଲକ୍ କୟ୍ଲାୟ୍, “ବିସାଉଁଣିବାର୍ ଦିନ୍ ଜାୟ୍ରି କଃର୍ତାର୍ ସାସ୍ତରାର୍ ବିଦି ନାୟ୍, ସେରି ତୁମି କାୟ୍ତାକ୍ କଃରୁଲାସ୍?”
3 Yesu buaa wɔn sɛ, “Monkenkanee deɛ Ɔhene Dawid yɛɛ ɛberɛ a ɛkɔm dee ɔne wɔn a wɔka ne ho no wɔ Atwerɛsɛm no mu anaa?
ଜିସୁ ସେମଃନ୍କେ ଉତୁର୍ ଦିଲା, “ଦାଉଦ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ବୁକେ ରିଲା ବଃଳ୍ ସେ କାୟ୍ କଃରିରିଲା, ସେରି କାୟ୍ ତୁମିମଃନ୍ କଃବେ ହେଁ ନଃହଳାସ୍?
4 Ɔkɔɔ asɔredan mu kɔfaa burodo a wɔde abɔ afɔdeɛ ama Onyankopɔn a mmara mma ho kwan sɛ obi di, gye asɔfoɔ nko ara no, de bi maa wɔn a wɔka ne ho no nso diiɛ.”
ସେ କଃନ୍କଃରି ଇସ୍ୱରାର୍ ଗଃରେ ହୁରିକଃରି, ଜୁୟ୍ ରୁଟି ମାପ୍ରୁର୍ ଲଃଗେ ଦିଆ ଅଃଉତି ରିଲି ସେରି ଜାଜକ୍ମଃନ୍କେ ଚାଡି କେହେଁ କାତା ବିଦି ନଃରିଲି, ସେରି ନଃୟ୍କଃରି କାୟ୍ରିଲା ଆର୍ ନିଜାର୍ ସଃଙ୍ଗୁଆଳିମଃନ୍କେ ହେଁ ଦଃୟ୍ରିଲା ।”
5 Yesu kaa sɛ, “Onipa Ba no ne Homeda no wura.”
ଆର୍ ଜିସୁ ସେମଃନ୍କେ କୟ୍ଲା, “ନଃରାର୍ ହୟ୍ସି ବିସାଉଁଣିବାର୍ ଦିନାର୍ ମାପ୍ରୁ ।”
6 Homeda foforɔ bi nso a Yesu rekyerɛkyerɛ wɔ asɔredan mu no, na ɔbarima bi a ne nsa nifa awu nso wɔ hɔ bi.
ଜିସୁ ଆରେକ୍ ଗଟେକ୍ ବିସାଉଁଣିବାର୍ ଦିନ୍ ପାର୍ତ୍ନା ଗଃରେ ହୁରି ସିକ୍ୟା ଦେତିରିଲା; ସେତି ଗଟେକ୍ ଲକ୍ ରିଲା, ତାର୍ କାତା ଆତ୍ ସୁକିଜାୟ୍ରିଲି ।
7 Atwerɛsɛm no akyerɛkyerɛfoɔ ne Farisifoɔ no hwɛɛ Yesu dinn sɛ ɔbɛsa onipa yi yadeɛ Homeda yi nso anaa. Deɛ na wɔrehwehwɛ ara ne sɛ ɔbɛbu mmara no so, asa yadeɛ na wɔn nsa aka no akyere no.
ଆର୍ କେଜାଣ୍ ଜିସୁ ବିସାଉଁଣିବାର୍ ଦିନ୍ ଉଜ୍ କଃରେଦ୍ କି ବଃଲି କଃତେକ୍ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ଦଃକ୍ତି ରିଲାୟ୍, ଜଃନ୍କଃରି ସେମଃନ୍ ତାର୍ ବିରଦେ ଦଃସ୍ ଦଃର୍ତାର୍ ବାଟ୍ ହାଉତି ।
8 Yesu hunuu wɔn adwene, nanso ɔka kyerɛɛ ɔbarima no sɛ, “Sɔre bɛgyina animu ha, na obiara nhunu wo.” Ɔbarima no sɔre bɛgyinaa hɔ.
ମଃତର୍ ଜିସୁ ସେମଃନାର୍ ମଃନ୍ ବିତ୍ରାର୍ କଃତା ଜାଣୁ ହାରି, ଜୁୟ୍ ଲକାର୍ ଆତ୍ ସୁକିଜାୟ୍ରିଲି, ତାକ୍ କୟ୍ଲା, “ଉଟ୍ ମଃଜାୟ୍ ଟିଆ ଅଃଉ ।” ଆର୍ ସେ ଉଟି ଟିଆ ଅୟ୍ଲା ।
9 Yesu ka kyerɛɛ wɔn sɛ, “Merebisa mo. Ɛdeɛn na mmara no ma ho ɛkwan sɛ yɛnyɛ no Homeda; sɛ yɛbɛyɛ papa anaa yɛbɛyɛ bɔne, sɛ yɛbɛgye obi nkwa anaasɛ yɛbɛma wawu?”
ତାର୍ହଃଚେ ଜିସୁ ସେମଃନ୍କେ କୟ୍ଲା, “ମୁଁୟ୍ ତୁମିମଃନ୍କେ ହଃଚାରୁଲେ, ବିସାଉଁଣିବାର୍ ଦିନ୍ କାୟ୍ କଃର୍ତା ବିଦି? ନିକ କଃର୍ତାର୍ କି କଃରାବ୍ କଃର୍ତାର୍? ଜିବନ୍ ବଚାଉତାର୍ କି ନାସ୍ କଃର୍ତାର୍?”
10 Yesu hwɛɛ wɔn nyinaa hyiaeɛ na ɔka kyerɛɛ ɔbarima no sɛ, “Tene wo nsa.” Na ɔtenee ne nsa no, emu yɛɛ den sɛ baako no.
ଆର୍ ସେ ଚାରିହାକ୍ ସଃବ୍କେ ଦଃକିକଃରି ତାକ୍ କୟ୍ଲା, “ତର୍ ଆତ୍ ଲାମାଉ ।” ତଃବାର୍ ଗିନେ ସେ ଆତ୍ ଲାମାୟ୍ଲା, ଆରେକ୍ ତାର୍ ଆତ୍ ନିକ ଅୟ୍ଲି ।
11 Deɛ Yesu yɛeɛ yi hyɛɛ nnipa no abufuo yie ma wɔfirii aseɛ bɔɔ ne ho pɔ.
ମଃତର୍ ସେମଃନ୍ ବଃଡେ ରିସା ଅୟ୍ଲାୟ୍, ଆର୍ ଜିସୁର୍ ବିରଦେ କାୟ୍ କଃରୁଆଁ ବଃଲି ନିଜାର୍ ନିଜାର୍ ବିତ୍ରେ କଃତାବାର୍ତା ଅଃଉଁକେ ଦଃର୍ଲାୟ୍ ।
12 Ɛda bi a Yesu kɔɔ bepɔ bi so sɛ ɔrekɔbɔ mpaeɛ. Ɔbɔɔ mpaeɛ anadwo mu no nyinaa
ସଃଡେବଃଳ୍ ଗଟ୍ଦିନ୍ ଜିସୁ ପାର୍ତ୍ନା କଃରୁକେ ଡଙ୍ଗୁର୍ ଉହ୍ରେ ଜାୟ୍କଃରି ରାତିସଃରା ଇସ୍ୱରାର୍ ଲଃଗେ ପାର୍ତନା କଃଲା ।
13 Adeɛ kyeeɛ no, ɔfrɛɛ nʼakyidifoɔ no nyinaa baa ne nkyɛn na ɔyii wɔn mu dumienu. Saa dumienu yi na ɔfrɛɛ wɔn asomafoɔ.
ସଃକାଳ୍ ହାୟ୍ଲା ଦାହ୍ରେ ସେ ନିଜାର୍ ଚେଲାମଃନ୍କେ ଚଃମେ କୁଦି ସେମଃନାର୍ ବିତ୍ରେ ବାର ଲକ୍କେ ବାଚ୍ଲା, ଆର୍ ସେମଃନ୍କେ ପେରିତ ବଃଲି ନାଉଁ ଦିଲା;
14 Simon, a ɔtoo ne din Petro; Andrea, Simon nua; Yakobo, Yohane, Filipo, Bartolomeo,
ସେମଃନ୍ ଅୟ୍ଲାୟ୍, ସିମନ୍, ଜାକେ ସେ ପିତର୍ ବଃଲି ନାଉଁ ଦିଲା, ଆର୍ ତାର୍ ବାୟ୍ସି ଆନ୍ଦ୍ରିଅ, ଜାକୁବ ଆର୍ ଜହନ୍, ପିଲିପ୍ ଆର୍ ବାର୍ତଲମି,
15 Mateo, Toma, Yakobo a ɔyɛ Alfeo ba; Simon, a wɔfrɛ no Selote;
ମାତିଉ ଆର୍ ତମା, ଆଲ୍ପିଅର୍ ହୟ୍ସି ଜାକୁବ ଆର୍ ସିମନ୍ ଜାକେ ତିକ୍ତିକା ବଃଲି କଃଉତି,
16 Yuda, a ɔyɛ Yakobo ba; ne Yuda Iskariot a ɔyii Yesu maeɛ no.
ଜାକୁବର୍ ହୟ୍ସି ଜିଉଦା ଆର୍ ଇସ୍କାରିଅତ୍ ଜିଉଦା, ଜେ କି ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ଦିଲା ।
17 Yesu firii bepɔ no so siane baa fam maa nʼakyidifoɔ bebree ne nnipakuo a wɔfiri Yudea, Yerusalem ne mpoano nkuro Tiro ne Sidon mu no bɛtwaa ne ho hyiaeɛ.
ଆର୍ ଜିସୁ ଡଙ୍ଗ୍ରେ ହୁଣି ପେରିତ୍ମଃନାର୍ ସଃଙ୍ଗ୍ ଉତ୍ରି ଆୟ୍ଲା । ଆରେକ୍ ତାର୍ ଗାଦେକ୍ ଚେଲା ମଃନାର୍ ସଃଙ୍ଗ୍ ସଃର୍ସି ବୁୟେଁ ଟିଆ ଅୟ୍ଲା, ଆରେକ୍ ସଃବୁ ଜିଉଦା ରାଜି, ଜିରୁସାଲମ୍, ଆର୍ ସଃମ୍ନ୍ଦ୍ କଃଣ୍ଡାୟ୍ ରିଲା ସର୍ ଆର୍ ସିଦନ୍ ଗଃଳେହୁଣି ଗାଦେକ୍ ଲକ୍ମଃନ୍ ଆସି ରୁଣ୍ଡ୍ଲାୟ୍;
18 Wɔbaeɛ sɛ wɔrebɛtie no ama wasa wɔn nyarewa nso. Ɔtuu ahonhommɔne bebree.
ସେମଃନ୍ ଜିସୁର୍ କଃତା ସୁଣୁକ୍ ଆର୍ ନିଜାର୍ ନିଜାର୍ ରଗେ ହୁଣି ଉଜ୍ ଅଃଉଁକେ ଆସି ରିଲାୟ୍, ଆର୍ ଜୁୟ୍ମଃନ୍ ବିଟାଳ୍ ଆତ୍ମାମଃନାର୍ ଗିନେ କଃସ୍ଟ୍ ହାଉତିରିଲାୟ୍, ଆର୍ ଜିସୁ ସେମଃନ୍କେ ଉଜ୍ କଃଲା;
19 Obiara bɔɔ mmɔden sɛ ɔde ne nsa bɛka Yesu. Ayarefoɔ a wɔde wɔn nsa kaa Yesu no nyinaa ho tɔɔ wɔn.
ଆରେକ୍ ଲକ୍ମଃନ୍ଦା ଜିସୁକେ ଚିଉଁକ୍ ଉପାୟ୍ କଃର୍ତି ରିଲାୟ୍, କାୟ୍ତାକ୍ବଃଲେକ୍ ତାର୍ ତଃୟ୍ହୁଣି ସଃକ୍ତି ବାରାୟ୍ ଲକ୍ମଃନ୍କେ ଉଜ୍ କଃର୍ତିରିଲି ।
20 Afei, ɔdanee nʼani ka kyerɛɛ nʼasuafoɔ no sɛ, “Nhyira ne mo a moyɛ ahiafoɔ, na mo na Onyankopɔn Ahennie no yɛ mo dea!
ସଃଡେବଃଳ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ ଦଃକିକଃରି କୟ୍ଲା, “ଦୁକିଦିନାରି ଜେ ତୁମିମଃନ୍, ତୁମିମଃନାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ମାପ୍ରୁର୍ ରାଇଜ୍ ତୁମିମଃନ୍କାର୍ ।
21 Nhyira ne mo a ɛkɔm de mo, na mo na wɔbɛma mo amee. Nhyira ne mo a mo werɛ ahoɔ, na mo na wɔbɛma mo ani agye.
ଅଃବେ ବୁକେ ଆଚାସ୍ ଜେ ତୁମିମଃନ୍, ତୁମିମଃନାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ତୁମାର୍ ଆଦାର୍ ହୁରେଦ୍ । ଅଃବେ କାନ୍ଦୁଲାସ୍ ଜେ ତୁମିମଃନ୍, ତୁମାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ନିଚଳାସ୍ ।”
22 Nhyira ne mo a Onipa Ba no din enti, nnipa tan mo, na wɔpa mo na wɔya mo, na wɔgu mo din ho fi.
“ନଃରାର୍ ହୟ୍ସିର୍ ଗିନେ ଲକ୍ମଃନ୍ ଜଃଡେବଃଳ୍ ତୁମିମଃନ୍କେ ଗିଣ୍ କଃର୍ତି, ଜାତିବାର୍ତି, ଆରେକ୍ ଲିନ୍ଦା କଃର୍ତି, ଆର୍ ତୁମାର୍ ନାଉଁକେ କଃରାବ୍ ବଃଲି ମାନ୍ତି ନଃକେର୍ତି, ତଃବେ ତୁମିମଃନାର୍ ବାୟ୍ଗ୍ ।
23 “Sɛ ɛba saa a, momma mo ani nnye na monni ahurisie! Ɛfiri sɛ, mo akatua so wɔ ɔsoro. Na saa ara nso na wɔn agyanom yɛɛ tete adiyifoɔ no.
ସେ ଦିନ୍ ସଃର୍ଦା ଅୟ୍ ନାଚା, କାୟ୍ତାକ୍ବଃଲେକ୍ ଦଃକା, ସଃର୍ଗେ ତୁମାର୍ ଗିନେ ଗାଦି ପୁରିସ୍କାର୍ ଆଚେ; ଆର୍, ସେବାନ୍ୟା ତ ସେମଃନାର୍ ଦାଦିବାବୁମଃନ୍ ବାବ୍ବାଦିମଃନ୍କେ କଃର୍ତି ରିଲାୟ୍ ।”
24 “Na mo adefoɔ deɛ, monnue ɛfiri sɛ, deɛ ɛma mo ani gye no, mo nsa aka dada; yei enti, monni kyɛfa biara bio.
“ମଃତର୍ ଚି, ଡଃଣ୍ଡାର୍ ଜୟ୍ଗ୍ ମାଜନ୍ ଲକ୍ ତୁମିମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ସୁକ୍ ବଗ୍ କଃରିଆଚାସ୍ ।
25 Monnue, mo a moamee seesei, na mo na ɛkɔm bɛde mo! Monnue, mo a moresere seesei, na mo na mobɛsi apinie, asu.
ଚି, ଡଃଣ୍ଡାର୍ ଜୟ୍ଗ୍ ଜେ ତୁମିମଃନ୍ ଅଃବେ ଆଦାର୍ ହୁର୍ଲା ଲକ୍ମଃନ୍ ଜେ ତୁମିମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ବୁକେ ମଃରାସ୍ । ଚି, ଡଃଣ୍ଡାର୍ ଜୟ୍ଗ୍ ଜେ ତୁମିମଃନ୍ ଅଃବେ ନିଚଳୁଲାସ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ମଃନ୍ଦୁକ୍ କଃରାସ୍ ଆର୍ କାନ୍ଦାସ୍ ।”
26 Monnue, mo a nnipa kamfo mo, ɛfiri sɛ, saa ara na wɔn nananom kamfoo atorɔ adiyifoɔ no.”
“ଜଃଡେବଃଳ୍ ଲକ୍ମଃନ୍ ତୁମିମଃନାର୍ ଗୁଣ୍ କଃଉତି, ସଃଡେବଃଳ୍ ଚି, ତୁମିମଃନ୍ ଡଃଣ୍ଡାର୍ ଜୟ୍ଗ୍; ସେବାନ୍ୟା ତ ସେମଃନାର୍ ଦାଦିବାବୁମଃନ୍ ମିଚ୍ ବାବ୍ବାଦିମଃନ୍କେ କଃର୍ତି ରିଲାୟ୍ ।”
27 “Mereka akyerɛ mo a moretie me no nyinaa sɛ, monnɔ mo atamfoɔ; monyɛ wɔn a wɔtan mo no papa.
“ମଃତର୍ ସୁଣୁଲାସ୍ ଜେ ତୁମିମଃନ୍, ତୁମିମଃନ୍କେ ମୁଁୟ୍ କଃଉଁଲେ, ତୁମାର୍ ସଃତ୍ରୁମଃନ୍କେ ଲାଡ୍ କଃରା; ଜୁୟ୍ ଲକ୍ମଃନ୍ ତୁମିମଃନ୍କେ ଗିଣ୍ କଃର୍ତି, ସେମଃନାର୍ ବଃଲ୍ ଚିତା କଃରା;
28 Monhyira wɔn a wɔdome mo; mommɔ mpaeɛ mma wɔn a wɔtan mo.
ଜୁୟ୍ ଲକ୍ମଃନ୍ ତୁମିକେ ସାୟ୍ପ୍ ଦେତି, ସେମଃନ୍କେ ଆସିର୍ବାଦ୍ କଃରା; ଜୁୟ୍ ଲକ୍ମଃନ୍ ତୁମିକେ ହିନ୍ମାନ୍ କଃର୍ତି, ସେମଃନାର୍ ଗିନେ ପାର୍ତ୍ନା କଃରା ।
29 Sɛ obi bɔ wʼasom a, dane baako a aka no ma no. Sɛ obi pa wo ntoma a, worɔ wʼatadeɛ ka ho.
ଜେ ତୁମିକେ ଗଟେକ୍ ଗାଲେ ଚାହୁଳ୍ ମାରେଦ୍, ତାର୍ ଗିନେ ଆରେକ୍ ଗଟେକ୍ ଗାଲ୍ ହେଁ ଦଃକାୟ୍ ଦିଆସ୍; ଆର୍ ଜେ ତୁମାର୍ ହଃଚ୍ୟା ନଃୟ୍ଦ୍, ତାକ୍ ତୁମାର୍ ଆଙ୍ଗି ହେଁ ନେଉଁକେ ମଃନା କଃରା ନାୟ୍ ।
30 Sɛ obi srɛ wo biribi a, fa ma no. Obi gye wʼadeɛ a, mmisa no bio.
ଜୁୟ୍ ଲକ୍ ତୁମିକେ ମାଗେଦ୍, ତାକ୍ ଦିଆସ୍; ଆର୍ ଜେ ତୁମାର୍ ଦଃନ୍ବିତ୍ ନଃୟ୍ ଜାୟ୍ଦ୍, ତାର୍ ତଃୟ୍ହୁଣି ସେରି ଆରେକ୍ ମାଗା ନାୟ୍ ।
31 Na deɛ mopɛ sɛ nnipa nyɛ mo no, mo nso monyɛ wɔn saa ara.
ଲକ୍ମଃନ୍ ତୁମାର୍ ସଃଙ୍ଗ୍ ଜଃନ୍କା ବେବାର୍ କଃରତ୍ ବଃଲି ମଃନ୍ କଃରୁଲାସ୍, ତୁମିମଃନ୍ ହେଁ ସେମଃନାର୍ ସଃଙ୍ଗ୍ ସେବାନ୍ୟା ବେବାର୍ କଃରା ।”
32 “Na sɛ modɔ wɔn a wɔdɔ mo no nko ara a, mfasoɔ bɛn na mobɛnya? ‘Nnebɔneyɛfoɔ’ nso dɔ wɔn a wɔdɔ wɔn no.
“ଆରେକ୍ ଜୁୟ୍ ଲକ୍ମଃନ୍ ତୁମିମଃନ୍କେ ଲାଡ୍ କଃର୍ତି, ସେମଃନ୍କେ ହଃକା ଲାଡ୍ କଃଲେକ୍, ତୁମି କାୟ୍ ଦଃର୍ମ୍ ହାଉଆସ୍? କାୟ୍ତାକ୍ବଃଲେକ୍ ହାହିମଃନ୍ ହେଁ ଅଃହ୍ଣା ଅଃହ୍ଣାର୍ ଲାଡ୍ କଃର୍ତା ଲକ୍ମଃନ୍କେ ଲାଡ୍ କଃର୍ତି ।
33 Na sɛ moyɛ wɔn a wɔyɛ mo papa no nko ara yie a, mfasoɔ bɛn na mobɛnya? Nnebɔneyɛfoɔ mpo yɛ wɔn a wɔyɛ wɔn papa no nso yie.
ଆର୍ ଜୁୟ୍ ଲକ୍ ତୁମାର୍ ବଃଲ୍ କଃର୍ତି, ଜଦି ତୁମିମଃନ୍ ସେମଃନାର୍ ହଃକା ନିକ କଃରାସ୍, ତଃବେ ତୁମିମଃନ୍ କାୟ୍ ଆସିର୍ବାଦ୍ ହାଉଆସ୍? କାୟ୍ତାକ୍ବଃଲେକ୍ ହାହିମଃନ୍ ହେଁ ସେବାନ୍ୟା କଃର୍ତି ।
34 Na sɛ mobɔ wɔn a mosusu sɛ wɔbɛtumi atua mo nko ara bosea a, papa bɛn na moayɛ? Nnebɔneyɛfoɔ nso bobɔ bobɔ wɔn ho wɔn ho bosea, a wɔhwɛ sɛ wɔn nsa bɛka wɔn sika bio.
ଆରେକ୍, ଜୁୟ୍ ଲକାର୍ ତଃୟ୍ହୁଣି ତୁମାର୍ ହାଉତା ଆସା ରଃୟ୍ଦ୍, ସେମଃନ୍କେ ହଃକା ରିଣ୍ ଦିଲେକ୍ ତୁମିମଃନ୍ କାୟ୍ ଦଃୟା ହାଉଆସ୍? ହାହିମଃନ୍ ହେଁ ସଃମାନ୍ ଇସାବେ କଃଣ୍ତର୍ ହାଉଁକ୍ ହାହିମଃନ୍କେ ରିଣ୍ ଦେତି ।
35 Monnɔ mo atamfoɔ. Monyɛ wɔn papa. Momma wɔn deɛ ɛhia wɔn a, mo ani nni akyire bio. Na sɛ moyɛ yeinom a, mo akatua bɛyɛ kɛse wɔ ɔsoro na moayɛ Onyankopɔn mma; ɛfiri sɛ Onyankopɔn yɛ nnebɔneyɛfoɔ adɔeɛ, na ɔdom bonniayɛfoɔ nso.
ମଃତର୍ ତୁମାର୍ ସଃତ୍ରୁମଃନ୍କେ ଲାଡ୍ କଃରା ଆର୍ ସେମଃନାର୍ ନିକ କଃରା, ଆରେକ୍ କଃଣ୍ତର୍ ହାଉଁକ୍ ଆସା ନଃକେରି ରିଣ୍ ଦିଆସ୍; ସେବାନ୍ୟା କଃଲେକ୍ ତୁମିମଃନ୍କାର୍ ପୁରିସ୍କାର୍ ବୁତେକ୍ ଅୟ୍ଦ୍ ଆର୍ ତୁମିମଃନ୍ ସଃବ୍କେ ଉଟ୍ୟା ମାପ୍ରୁର୍ ହୟ୍ସି ଅଃଉଆସ୍, କାୟ୍ତାକ୍ବଃଲେକ୍ ଦନ୍ୟବାଦ୍ ନଃଦେତା ଲକ୍ମଃନ୍କେ ଆର୍ ଦୁସ୍ଟ୍ ଲକ୍ମଃନ୍କେ ଇସ୍ୱର୍ ଦଃୟା କଃରେଦ୍ ।
36 Monyɛ mmɔborɔhunufoɔ sɛdeɛ mo Agya a ɔwɔ ɔsoro no yɛ mmɔborɔhunufoɔ no.
ତୁମାର୍ ସଃର୍ଗାର୍ ଉବାଦି ଜଃନ୍ କଃରି ଦଃୟାକାରି, ତୁମିମଃନ୍ ହେଁ ସେବାନ୍ୟା ଦଃର୍ମି ଅଃଉଆ ।”
37 “Mommmu ntɛn, na wɔammu mo ntɛn; mommmu fɔ, na wɔammu mo fɔ; momfa nkyɛ, na wɔde akyɛ mo.
“ଆରେକ୍, ବିନ୍ ଲକାର୍ ବିଚାର୍ କଃରାନାୟ୍, ତଃବେ ଇସ୍ୱର୍ ତୁମିକେ ବିଚାର୍ ନଃକେରେ; ଦସି କଃରା ନାୟ୍, ତଃବେ ମାପ୍ରୁ ହେଁ ତୁମିକେ ଦସି ନଃକେରେ । କେମା କଃରା, ତଃବେ ତୁମିକେ ହେଁ ଇସ୍ୱର୍ କେମା କଃରେଦ୍;
38 Sɛ moma a, wɔbɛhyɛ mo ananmu. Deɛ mode ma no, wɔde susudua a wɔahyɛ no ma, amia so ama abu so na ɛbɛsusu ama mo. Susudua a mode bɛsusu ama no, ɛno ara na wɔde bɛsusu ama mo.”
ଦାନ୍ ଦିଆସ୍, ତଃବେ ଇସ୍ୱର୍ ତୁମିକେ ହେଁ ଦାନ୍ ଦଃୟ୍ଦ୍ ଲକ୍ମଃନ୍ ମାଣ୍କ୍ ହୁରାକଃରି ତାକ୍ ଚାହି ଜଲାୟ୍ ଉଚ୍ଳାୟ୍କଃରି ତୁମିମଃନାର୍ ଆଚଳେ ଦେତି; କାୟ୍ତାକ୍ବଃଲେକ୍ ଜୁୟ୍ ମାଣେ ନାହି ଦିଆସ୍, ସେ ମାଣେ ତୁମିମଃନ୍ ଆରେକ୍ ହାଉଆସ୍ ।”
39 Yesu nam abɛbuo so kasa kyerɛɛ wɔn bio sɛ, “Onifirani bɛtumi akyerɛ onifirani ɛkwan ama ayɛ yie anaa? Sɛ ɛba saa a, wɔn baanu nyinaa bɛtɔ amena mu.
ଜିସୁ ସେମଃନ୍କେ ଗଟେକ୍ କଃତା ହେଁ କୟ୍ଲା, “ଗଟେକ୍ କାଣା ଆରେକ୍ ଗଟେକ୍ କାଣାକେ ବାଟ୍ କାଡାଉଁକେ ହାରେ? ସେମଃନ୍ କାୟ୍ ଦୁୟ୍ ଲକ୍ ହେଁ କାଲେ ନଦୁର୍ତି?
40 Osuani nsene ne ɔkyerɛkyerɛfoɔ. Nanso, sɛ ɔyere ne ho sua deɛ wɔrekyerɛ no no yie a ɔbɛsɛ ne ɔkyerɛkyerɛfoɔ.
ଗୁରୁ ତଃୟ୍ହୁଣି ଚେଲା ବଃଡ୍ ନାୟ୍; ମଃତର୍ ଜଃଡେବଃଳ୍ ଚେଲା ଗୁରୁ ତଃୟ୍ହୁଣି ସଃବୁ ସିକେଦ୍ ତଃବେ ସେ ହେଁ ଗୁରୁର୍ ସଃମାନ୍ ଅୟ୍ଦ୍ ।”
41 “Adɛn enti na woma aboseaa a ɛgu wo nua ani so ha wo, ɛberɛ a ɛboɔ da wo deɛ so?
“ଆର୍, କାୟ୍ତାକ୍ ତୁମାର୍ ନିଜାର୍ ବାୟ୍ର୍ ଆକାୟ୍ ରିଲା ସାନ୍ କୁଟା ଦଃକୁଲାସ୍, ମଃତର୍ ତୁମାର୍ ନିଜାର୍ ଆକାୟ୍ ଜୁୟ୍ ବଃଡ୍ ଆକିକୁଟା ଆଚେ, ସେରି କାୟ୍ତାକ୍ ବାବି ନଃଦେକୁଲାସ୍?
42 Ɛbɛyɛ dɛn na woatumi aka akyerɛ wo nua sɛ, ‘Ma menyi anwea a ɛgu wʼani so no mma wo’ wɔ ɛberɛ a ɛboɔ a ɛda wʼani so no wonhunu. Nyaatwomni, di ɛkan yi ɛboɔ a ɛda wʼani so no ansa na woatumi ayi anwea a ɛgu wo nua ani so no ama no.
ତୁମି ନିଜାର୍ ଆକାୟ୍ ରିଲା ବଃଡ୍ ଆକିକୁଟା ନଃଦେକି କଃନ୍କଃରି ନିଜାର୍ ବାୟ୍କ୍ କଃଉଁ ହାରାସ୍, ବାୟ୍, ଆଉ, ତର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍ କଃରି ଦଃୟ୍ନ୍ଦ୍? ରେ, ହେଟ୍କପଟ୍ୟାମଃନ୍, ଆଗ୍ତୁ ନିଜାର୍ ଆକାୟ୍ ରିଲା ବଃଡ୍ ଆକିକୁଟା ବାର୍ କଃରି ହଃକାଉଆ, ତାର୍ହଃଚେ ନିଜାର୍ ବାୟ୍ ମଃନାର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍ କଃରୁକ୍ ନିକ କଃରି ଦଃକୁ ହାରାସ୍ ।”
43 “Dua pa nso aba bɔne, na dua bɔne nso nso aba pa.
“ବଃଲ୍ ଗଃଚେ କଃରାବ୍ ହଃଳ୍ ନଃହେଳେ, କଃରାବ୍ ଗଃଚେ ବଃଲ୍ ହଃଳ୍ ନଃହେଳେ ।
44 Dua biara aba na wɔnam so hunu dua ko a ɛyɛ. Worentumi nte borɔdɔma wɔ nnɛnkyɛmse so. Saa ara na worentumi nte bobe wɔ nkasɛɛ so.
କାୟ୍ତାକ୍ବଃଲେକ୍ ସଃବୁ ଗଃଚ୍କେ ତାର୍ ହଃଳ୍ ଦଃକି ଚିନୁକ୍ ଅୟ୍ଦ୍, କାଟା ଗଃଚେ ହୁଣି ଲକ୍ମଃନ୍ ଡୁମ୍ବୁର୍ ହଃଳ୍ ନଃକଳ୍ତି, କି କାଟାବୁଟା ଲଃଗେହୁଣି ଅଙ୍ଗୁର୍ ହଃଳ୍ ନଃକଳ୍ତି ।
45 Onipa pa firi nnepa a ɛwɔ nʼakoma mu yɛ ade pa. Saa ara nso na onipa bɔne nso firi ne nnebɔne a ɛwɔ nʼakoma mu yɛ ade bɔne. Deɛ ahyɛ onipa akoma ma no, na ɛpue firi nʼano.
ଗଟେକ୍ ସଃତ୍ ଲକ୍ ତାର୍ ଗଃର୍ବ୍ ବିତ୍ରେ ରିଲା ନିକ କଃତା ସଃବୁ ବାର୍ କଃରେଦ୍, ଗଟେକ୍ କଃରାବ୍ ଲକ୍ ତାର୍ ଗଃର୍ବ୍ ବିତ୍ରେ ରିଲା କଃରାବ୍ କଃତା ସଃବୁ ବାର୍ କଃରେଦ୍, କାୟ୍ତାକ୍ବଃଲେକ୍ ଗଃର୍ବ୍ ବିତ୍ରେ ରିଲା ସଃବୁ କଃତା ଟଣ୍ଡ୍ ବାଟ ହଃଦାୟ୍ ଆସେଦ୍ ।”
46 “Adɛn enti na mofrɛ me ‘Awurade,’ nanso monni mʼasɛm so?
“ଆର୍, ତୁମିମଃନ୍ କାୟ୍ତାକ୍ ମକ୍ ମାପ୍ରୁ, ମାପ୍ରୁ ବଃଲି କଃଉଁଲାସ୍, ମଃତର୍ କାୟ୍ତାକ୍ ମର୍ କଃତା ନଃମାନୁଲାସ୍?
47 Merekyerɛ mo sɛdeɛ onipa biara a ɔba me nkyɛn, na ɔtie mʼasɛm di so no teɛ.
ଜୁୟ୍ ଲକ୍ ମର୍ ଲଃଗେ ଆସି ମର୍ କଃତା ସୁଣି ସେ ସଃବୁ ମାନେଦ୍, ସେ କାର୍ ସଃମାନ୍, ସେରି ମୁଁୟ୍ ତୁମିକେ କୟ୍ଦ୍ ।
48 Ɔte sɛ obi a na ɔresi ɛdan na ɔtwaa ne ɛdan no fapem ma ɛsii ɔbotan so. Na osuo tɔeɛ maa nsuo no yiri bɛbɔ faa ɛdan no ase nanso ammu, ɛfiri sɛ, ɔsi sii ɔbotan so.
ସେ ଇବାନ୍ୟା ଗଟେକ୍ ଗଃର୍ ବାନ୍ଦ୍ତା ଲକ୍ ହର୍, ଜେ ଡେଙ୍ଗ୍ କଃରି କାଲ୍ କଃଣି ଟେଳାକୁନାଦି ହଃକାୟ୍ରିଲା, ହୁର୍ ଆୟ୍ଲି ଆର୍ ସେ ଗଃର୍କେ ଦଃକା ମାର୍ଲି, ମଃତର୍ ସେ ଗଃର୍କେ ଡୁଳାଉଁକ୍ ନାହାର୍ଲି, ବଃଲେକ୍ ସେରି ନିକ କଃରି ବାନ୍ଦା ଅୟ୍ରିଲି ।
49 Na deɛ ɔte mʼasɛm na ɔnni so no, ɔte sɛ obi a ɔresi ɛdan, na ɔsii ɛdan no sii anwea so, na osuo tɔ maa nsuo no yiri bɛbɔ faa aseɛ ma ɛdwiriiɛ.”
ମଃତର୍ ଜେ ସୁଣି ନଃମାନେ, ସେ କୁନାଦି ନଃମାରି ମାଟିଉହ୍ରେ ଗଃର୍ ବାନ୍ଦିରିଲା ଲକ୍ ହର୍; ବାଉବଃତାସ୍ ଆୟ୍ଲି ଆର୍ ସେ ଗଃର୍କେ ଜଃବର୍କଃରି ଦଃକ୍ୟା ମାର୍ଲି, ସେଦାହ୍ରେ ସେ ଗଃର୍ ବାଙ୍ଗି ଗଃଲି ଆର୍ ତାର୍ ଦଃସା ବୟ୍ଙ୍କାର୍ ଅୟ୍ଲି ।”