< Luka 11 >
1 Da bi, na Yesu rebɔ mpae wɔ baabi. Owiei no, nʼasuafo no mu baako ka kyerɛɛ no se, “Awurade, kyerɛ yɛn mpaebɔ sɛnea Yohane kyerɛɛ nʼasuafo mpaebɔ no.”
୧ତରେକ୍ ଜିସୁ ଗଟେକ୍ ଜାଗାଇ ପାର୍ତନା କର୍ତେରଇଲା । ସେ ପାର୍ତନା କରି ସାରାଇଲା ପଚେ, ତାକର୍ ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ତାକେ କଇଲା, “ଏ ମାପ୍ରୁ ଡୁବନ୍ ଦେଉ ଜଅନ ଜେନ୍ତାରି ନିଜର୍ ସିସ୍ମନ୍କେ ପାର୍ତନା କର୍ବାକେ ସିକାଇଲା, ତମେମିସା ଆମ୍କେ ପାର୍ତନା କର୍ବାକେ ସିକାଆ ।”
2 Ɔka kyerɛɛ wɔn se, “Sɛ morebɔ mpae a, monka se, “‘Agya, wo din ho ntew, wʼahenni mmra.
୨ଜିସୁ ସେମନ୍କେ କଇଲା, ଜେଡେବେଲେ ତମେ ପାର୍ତନା କର୍ସା, ସେଡ୍କିବେଲେ କୁଆ, “ବାବା ତମର୍ ନାଉଁ ସୁକଲ୍ବଲି ସବୁଲକ୍ ମାନତ୍ । ତମର୍ ରାଇଜ୍ ଆସ ।
3 Ma yɛn yɛn ano aduan daa.
୩ସବୁଦିନ୍ ଆମ୍କେ ଆମର୍ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
4 Fa yɛn bɔne kyɛ yɛn sɛnea yɛn nso, yɛde wɔn a wɔfom yɛn no bɔne kyɛ wɔn no. Na nnyaa yɛn mma yɛnnkɔ sɔhwɛ mu.’”
୪ଆମର୍ ସବୁ ପାପ୍ କେମା କରିଦିଆସ୍, କାଇକେବଇଲେ ଆମେ ମିସା ଆମର୍ ବିରୁଦେ ବୁଲ୍ କଲା ଲକ୍ମନ୍କେ କେମା କଲୁନି । ଆମ୍କେ ପାପ୍ ଦସ୍ କରାଇବା ସବୁର୍ତେଇଅନି ରକିଆ କରା ।”
5 Yesu bisaa wɔn se, “Mo mu hena na ɔbɛkɔ ne yɔnko hɔ ɔdasu mu akɔka akyerɛ no se, ‘Me nua, fɛm me aduan kakra,
୫ପଚେ ଜିସୁ ତାର୍ ସିସ୍ମନ୍କେ କଇଲା, “ତମର୍ ଏନ୍ତାରି କାର୍ ମଇତର୍ ଆଚେ କି, ଜାର୍ଲଗେ କି ତମେ ମଜାରାତି ଜାଇ କଇପାରାସ୍, ଏ ମଇତର୍, ମକେ ତିନ୍ଟା ରୁଟି ଉଦାର୍ ଦେଇରୁଆ,
6 efisɛ ɔhɔho bi abefu me mu, na minni aduan biara a mede bɛma no,’
୬କାଇକେବଇଲେ, ମର୍ ଗଟେକ୍ ବେସି ଦୁରର୍ ସାଙ୍ଗ ଆସିଆଚେ, ତାକେ କାଇବାକେ ଦେବାକେ ମର୍ଲଗେ କାଇଟାମିସା ନାଇ ।
7 na ɔbɛma no mmuae afi ne dan mu se, ‘Nhaw me! Mato me pon mu ne me mma ada. Merentumi nsɔre mma wo biribiara.’
୭ଆରି ବିତ୍ରେଅନି ସେ କଇସି, ମକେ କସ୍ଟ ଦିଆନାଇ, କାପାଟ୍ ଡାବ୍ଲୁବେ, ଆରି ମର୍ସଙ୍ଗ୍ ମର୍ ପିଲାମନ୍ ସଇଆଚତ୍ । ତମ୍କେ ଉଟିକରି ଦେଇନାପାରି ।
8 Mereka akyerɛ mo se, na ade asa no nti, ɔyɛ ne yɔnko koraa mpo a ɔrensɔre. Nanso esiane sɛ ɔkɔɔ so srɛɛ no no nti ɛbɛma wasɔre ama no nea ehia no no nyinaa.
୮ମୁଇ ତମ୍କେ କଇଲିନି, ତମର୍ ମଇତର୍ ଅଇରଇଲେ ମିସା ସେ ଉଟିକରି ରୁଟି ନ ଦେଏ, ମାତର୍ ତମେ ଲାଜ୍ ନ ଅଇ ମାଙ୍ଗିଲାଗିରଇଲେ, ସେ ଉଟିକରି ତକେ ଜେତ୍କି ଲଡା, ସେତ୍କି ଦେଇସି ।”
9 “Ɛno nti mereka akyerɛ mo se; Mummisa, na wɔbɛma mo; monhwehwɛ na mubehu; mompem na wobebue mo.
୯ମୁଇ ତମ୍କେ କଇଲିନି, ମାଙ୍ଗା ତେବେ ତମ୍କେ ଦିଆଅଇସି । କଜା, ତେଇ ତମେ ମିଲାଇସା । କାପାଟେ ବାଜାଆ, ତେଇ ତମର୍ପାଇବଲି ଉଗାଡି ଦିଆଅଇସି ।
10 Na obiara a obisa no, wɔma no; na obiara a ɔhwehwɛ no, ohu; na nea ɔpem no, wobue no.
୧୦କାଇକେବଇଲେ, ଜେ ମାଙ୍ଗ୍ସି, ସେ ପାଇସି । ଜେ କଜ୍ସି, ସେ ମିଲାଇସି । ଜେ କାପାଟେ ବାଜାଇସି, ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
11 “Agya bɛn na ɔwɔ mo mu na ne ba bisa no brodo a ɔbɛma no ɔbo,
୧୧“ଆରି ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ, ଜେ କି ଜନ୍ ବାବାକେ ତାର୍ ପଅ ମାଚ୍ ମାଙ୍ଗ୍ଲେ, ତାକେ ମାଚ୍ ନ ଦେଇ ସାଁପ୍ ଦେଇସି?
12 anaasɛ obisa no apataa a ɔbɛma no ɔwɔ, anaasɛ obisa nkesua a ɔbɛma no akekantwɛre?
୧୨କି ଗାର୍ ମାଙ୍ଗ୍ଲେ, ସେ ତାକେ ବିସ୍କାକ୍ଡା ଦେଇସି?
13 Na sɛ mo a moyɛ nnebɔneyɛfo mpo nim sɛnea moma mo mma nnepa a, ɛbɛyɛ dɛn na mo Agya a ɔwɔ ɔsoro no remfa Honhom Kronkron no mma wɔn a wobisa no no?”
୧୩ତେବେ ତମେ କରାପ୍ ଲକ୍ ଅଇଲେ ମିସା, ନିଜର୍ ନିଜର୍ ପିଲାମନ୍କେ ନିକ ନିକ ବିସଇ ଦେବାର୍ ଜାନାସ୍ । ତେବେ ଜନ୍ ବାବା ସର୍ଗେଅନି ଦାନ୍ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍ବା ଲକ୍କେ କେତେକ୍ ଅଦିକ୍ ସୁକଲ୍ ଆତ୍ମା ଦେଇସି!”
14 Bere bi Yesu tuu honhommɔne bi a ɛyɛ mum fii onipa bi mu. Honhommɔne no tu fii ne mu no, ɔkasa ma ɛyɛɛ nnipa a na wɔwɔ hɔ no nyinaa ahodwiriw.
୧୪ତରେକ୍ ଜିସୁ ଗଟେକ୍ ଲକର୍ତେଇଅନି ଡୁମା ଚାଡାଇତେରଇଲା । ସେ ଡୁମା ଗୁଲାଟା । ଡୁମା ବାରଇଗାଲା ପଚେ ଗୁଲା ଲକ୍ କାତା କଇଲା । କାତାକଇଲାକେ ତେଇ ରଇବା ଲକ୍ମନ୍ କାବାଅଇଗାଲାଇ ।
15 Nanso ebinom kae se, “Ɔnam ahonhommɔne panyin Beelsebul tumi so na etu ahonhommɔne.”
୧୫ମାତର୍ ସେମନର୍ ବିତ୍ରେ କେ କେ କଇଲାଇ, “ସେ ଡୁମାମନର୍ ନେତା ବାଲ୍ଜିବୁଲର୍ ସାଇଜ ନେଇ ଡୁମା ଚାଡାଇସି ।”
16 Afoforo nso pɛe sɛ wɔsɔ no hwɛ nti, wɔka kyerɛɛ no se, ɔnyɛ nsɛnkyerɛnne bi a efi ɔsoro nkyerɛ wɔn.
୧୬ବିନ୍ଲକ୍ମନ୍ ଜିସୁକେ ପରିକାକରି ପାନ୍ଦେ ପାକାଇବାକେ ବାବ୍ତେ ରଇଲା । ତେବର୍ପାଇ ପର୍ମେସର୍ ତାର୍ ରକିଆକାରି ବଲି ସବୁକେ ଜାନାଇବାକେ ଗଟେକ୍ କାବାଅଇଜିବା ଚିନ୍ ଦେକାଇବାକେ କଇଲାଇ ।
17 Nanso ohuu wɔn adwene maa wɔn mmuae se, “Kurow biara a emu akyekyɛ no dan amamfo. Saa ara nso na ofi biara a emu kyekyɛ no gu.
୧୭ମାତର୍ ଜିସୁ ତାକର୍ ମନର୍ କାତା ଜାନି, ସେମନ୍କେ କଇଲା, “ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇକରି, ନିଜର୍ ନିଜର୍ ବିରୁଦେ ଜୁଇଦ୍ କଲେ, ସେଟା କୁରୁପ୍ନାସ୍ ଅଇଜାଇସି । ଗଟେକ୍ ଗରର୍ ଲକ୍ ନିଜର୍ ନିଜର୍ ବିରୁଦେ ଲାଗ୍ଲେ, ସେ ଗର୍ ମିସା ବାଙ୍ଗିଜାଇସି ।
18 Na sɛ ɔbonsam nso ko tia ne ho a, ɛbɛyɛ dɛn na nʼahenni begyina? Nea enti a mereka saa asɛm yi ne sɛ, muse menam Beelsebul tumi so na mitu ahonhommɔne.
୧୮ଆରି ସଇତାନ୍ ମିସା ବାଗ୍ ବାଗ୍ ଅଇ, ନିଜର୍ ବିରୁଦେ ଉଟ୍ଲାନି ବଇଲେ, ତାର୍ ରାଇଜ କେନ୍ତି ତବିର୍ ଅଇକରି ରଇସି? ନାଇ ନ ରଏ । ମୁଇ କାଇକେ ଏଟା କଇଲିନି ବଇଲେ, ବାଲ୍ଜିବୁଲର୍ ସାଇଜ ନେଇ ଡୁମା ଚାଡାଇଲିନି ବଲି ତମେ ତା କଇଲାସ୍ନି ।
19 Na sɛ menam Beelsebul tumi so na mitu ahonhommɔne a, hena so na mo nkurɔfo nam tu ahonhommɔne? Saa na ɛte de a, mo nkurɔfo no ara na wobebu mo atɛn.
୧୯ତମର୍ ପଅମନ୍ ବାଲ୍ଜିବୁଲର୍ ବପୁ ପାଇ ସେମନ୍କେ ଚାଡାଇବାଇ, ତେବର୍ପାଇ ସେମନ୍ସେ ତମ୍କେ ବିଚାର୍ କର୍ବାଇ ।
20 Nanso sɛ menam Onyankopɔn tumi so na mitu honhommɔne de a, na ɛkyerɛ sɛ Onyankopɔn ahenni no aba mo so.
୨୦ନାଇ, ମୁଇ ପର୍ମେସରର୍ ବପୁସଙ୍ଗ୍ ଡୁମା ଚାଡାଇବି । ତେବେ ତା ଏଟା ଜାନାଇ ଦେଲାନି, କି ପର୍ମେସରର୍ ରାଇଜ୍ ତମର୍ ଲଗେ କେଟ୍ଲାବେ ବଲି ।”
21 “Sɛ ɔhoɔdenfo de akode wɛn ne fi a, obiara rentumi nkowia nʼagyapade;
୨୧“ଜେଡେବେଲେ ଗଟେକ୍ ବପୁର୍ ଲକ୍ ଆତ୍ଅତିଆର୍ ଦାରି ନିଜର୍ ଗର୍ ଜାଗ୍ସି, ସେଡେବେଲାଜାକ ତାର୍ ଦନ୍ କାଇଟା ନ ଅଏ ।
22 nanso sɛ nea ne ho yɛ den na ɔwɔ akode pa sen no kɔ ne so a, odi ne so nkonim, gye nʼakode a ɔde ne ho too so no, sesaw nʼagyapade no nyinaa kɔ.
୨୨ମାତର୍ ଜେଡେବେଲେ ତାର୍ ଟାନେଅନି ଅଦିକ୍ ବପୁର୍ଲକ୍ ଆସି, ତାକେ ଲାଗିକରି ଜିତ୍ସି । ଗରର୍ ସାଉକାର୍ ଜନ୍ ଆତ୍ଆତିଆର୍ ଦାରି ନିଜେ ରକିଆ ପାଇତେରଇଲା, ସେ ସବୁଜାକ ବପୁର୍ ଲକ୍ ଚାଡାଇନେଇସି । ଆରି ଚାଡାଇ ନେଲାଟା ସେ ମନ୍କଲା ପାରା କାକେ ମିସା ବାଟା କରିଦେଇସି ।
23 “Obiara a onni mʼafa no tia me, na nea ɔne me mmoaboa ano no, hwete mu.
୨୩“ଜେ ଆମ୍କେ ବିରଦ୍ ନ କରେ, ସେ ଆମର୍ ନିଜର୍ ଲକ୍ । ଜେ ମର୍ ସଙ୍ଗ୍ କୁଡାଏନାଇ, ସେ ବିଚିପାକାଇସି ।”
24 “Sɛ wotu honhommɔne fi onipa bi mu a, ekyinkyin hwehwɛ homebea, nanso ennya bi. Na sɛ wannya homebea a ɔka se, ‘Mɛsan akɔ onipa a mifii ne mu bae no mu bio.’
୨୪“ଗଟେକ୍ କରାପ୍ ଆତ୍ମା ମୁନୁସର୍ଟାନେଅନି ବାରଇଗାଲାପଚେ, ସେ ଆତ୍ମା ବିସ୍ରାମ୍ କର୍ବାକେ ସୁକ୍ଲା ଜାଗାଇ କନ୍ଆଲେ ଲକର୍ଟାନେ ରଇବାକେ କଜି ବୁଲ୍ସି । ଆରି ଜାଗା ନ ମିଲ୍ଲେ କଇସି, ମୁଇ ଜନ୍ ଲକର୍ ଟାନେଅନି ବାରଇଆସି ରଇଲି, ସେ ଲକର୍ଟାନେସେ ବାଉଡି ଜିବି ।
25 Na sɛ ɔsan kɔ onipa no mu a, obehu sɛ ɛhɔ tew a efi biara nni mu na biribiara yɛ pɛpɛɛpɛ.
୨୫ଜେଡେବେଲେ ସେ ଡୁମା ଚାଡ୍ଲା ମୁନୁସର୍ଲଗେ ଆସି ପରିଚଲ୍ରଇ ନିମାନ୍ ସଜାଇଅଇରଇଲାଟା ଦେକ୍ସି ।
26 Afei, ɔsan nʼakyi kɔfa ahonhommɔne afoforo ason a wɔyɛ den kyɛn no ba ma wɔn nyinaa bɛtena hɔ. Eyi ma onipa no sɛe koraa sen sɛnea anka na ɔte kan no.”
୨୬ତାର୍ପଚେ ସେ ଡୁମା ଜାଇକରି ତାର୍ଟାନେଅନି ବାନିଆରଇବା ବିନ୍ ବିନ୍ ସାତ୍ଟା ଡୁମାମନ୍କେ ଡାକିଆନ୍ସି । ସେମନ୍ କେଟିକରି ତେଇ ବାସା ଅଇବାଇ, ଆରି ସେ ଲକ୍ ଆଗ୍ତୁ ଜେନ୍ତାର୍ ଅଇରଇଲା, ତାର୍ତେଅନି ସାରାସାରି ଅଦିକ୍ କରାପ୍ ଅଇଜାଇସି ।”
27 Yesu gu so rekasa no, ɔbea bi fi nnipadɔm no mu kae se, “Nhyira nka ɔyafunu a ɛwoo wo ne nufu a wunum ano no!”
୨୭ଜିସୁ ଏନ୍ତାରି ସବୁ କାତା କଇବାବେଲେ ଲକ୍ମନର୍ ବିତ୍ରେଅନି ଗଟେକ୍ ମାଇଜିଟକି ଆଉଲିଅଇ କଇଲା, “କେଡେକ୍ କରମର୍ ମାଆ ଜେ କି ତମ୍କେ ଜନମ୍ ଦେଲା ଆରି ନିଜର୍ ଦୁଦ୍ କୁଆଇଲା ।”
28 Yesu ka kyerɛɛ no se, “Ɛwɔ mu de, nanso nhyira ne wɔn a wɔte Onyankopɔn asɛm na wodi so.”
୨୮ମାତର୍ ଜିସୁ କଇଲା, “ନାଇ, ଜନ୍ ଲକ୍ମନ୍ ପର୍ମେସରର୍ ବାକିଅ ସୁନ୍ବାଇ ଆରି ସେଟା ମାନ୍ବାଇ, ସେମନ୍ ନିକ କରମର୍ ଲକ୍ ।”
29 Nnipa no kyeree Yesu so no, ɔka kyerɛɛ wɔn se, “Nnɛ mma yi yɛ nnebɔneyɛfo. Wɔhwehwɛ nsɛnkyerɛnne bi ahu nanso wɔrenhu nsɛnkyerɛnne biara sɛ Yona nsɛnkyerɛnne no.
୨୯ଲକ୍ମନ୍ ଦଲ୍ ଦଲ୍ ଅଇ ଜିସୁର୍ଲଗେ ଟୁଲ୍ ଅଇବାବେଲାଇ ସେ କଇବାର୍ ଦାର୍ଲା । “ଏବର୍ ଜୁଗର୍ ମୁନୁସ୍ମନ୍ କରାପ୍, ଏମନ୍ କାବା ଅଇଜିବା କାମର୍ ଚିନ୍ କଜ୍ଲାଇନି । ମାତର୍ ଜୁନସ୍କେ ଗଟ୍ଲା ଚିନ୍ ଚାଡିକରି ଆରି କାଇ ବିନ୍ ଚିନ୍ ମିସା ଦିଆ ନ ଅଏ ।
30 Na sɛnea Yona si yɛɛ nsɛnkyerɛnne maa Ninewefo no, saa ara na Kristo nso bɛyɛ nsɛnkyerɛnne ama nnɛ mma yi.
୩୦କାଇକେବଇଲେ ଜୁନସ୍ ଜେନ୍ତି ନିନିବିୟ ଲକ୍ମନର୍ପାଇ ଚିନ୍ପାରା ଅଇଲା, ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ମିସା ଏବର୍ ଲକ୍ମନର୍ପାଇ ଚିନ୍ ପାରା ଅଇବି ।
31 Atemmuda no, Sebahemmea ne nnɛmma bɛsɔre ayi ɔman yi atɛn efisɛ ofi asase ano nohɔ betiee Salomo nyansa nsɛm. Nanso nea ɔsen Salomo no wɔ ha.
୩୧ବିଚାର୍ନା ଦିନେ ଦକିନ୍ ଦେସେ ରଇବା ସେବା ନାଉଁର୍ ରାନି, ଏବର୍ ଲକ୍ମନର୍ ବିରଦେ ଉଟି, ଏମନ୍କେ ଦସି କରାଇସି, କାଇକେବଇଲେ ସେ ରାନି, ସଲ୍ମନ୍ ରାଜା ସିକାଇରଇବା ଗିଆନର୍ କାତା ସୁନ୍ବାକେ ବେସି ଦୁର୍ଅନି ଆସିରଇଲା । ଆରି ଦେକା! ସଲ୍ମନର୍ଟାନେଅନି ଅଦିକ୍ ବଡ୍ ଲକ୍ ଇତି ଆଚେ ।
32 Atemmuda no Ninewe mmarima ne nnɛmma bɛsɔre ayi ɔman yi atɛn, efisɛ bere a Yona kaa asɛmpa no, wɔsakraa wɔn adwene. Nanso nea ɔsen Yona wɔ ha.
୩୨ବିଚାର୍ନାଦିନେ ନିନିବିର୍ ଲକ୍ମନ୍ ଏବର୍ ମୁନୁସ୍ମନର୍ ବିରୁଦେ ଟିଆଅଇ ଏମନ୍କେ ଦସି କର୍ବାଇ । କାଇକେବଇଲେ ସେମନ୍, ଜୁନସ୍ ମାପ୍ରୁର୍ କାତା ଜାନାଇଲାକେ, ପାପ୍କାମେଅନି ବାଉଡିରଇଲାଇ, ଆରି ଦେକା! ଜୁନସର୍ ଟାନେଅନି ବଡ୍ ଲକ୍ ଇତି ଆଚେ ।
33 “Obiara nsɔ kanea mfa nsie, na mmom ɔde si petee mu na ahyerɛn ama wɔn a wɔba mu no nyinaa.
୩୩“କେ ମିସା ବତି ଡସାଇ ମାନ୍ତଲେ ଡାବିକରି ନ ସଙ୍ଗଅତ୍ । ମାତର୍ ବତି ସଙ୍ଗଇବା କୁଦ୍ରାଇ ସଙ୍ଗଇବାଇ, ଜେନ୍ତାରିକି ଗର୍ବିତ୍ରେ ଜିବାଲକ୍ମନ୍ ଉଜଲ୍ ଦେକିପାର୍ବାଇ ।
34 Wʼani yɛ wo nipadua kanea. Ɛno nti sɛ wʼani ye a na wo nipadua nso yɛ hann. Nanso sɛ enye a, ɛma wo nipadua no dan sum tumm.
୩୪ତମର୍ ଆଁକି, ଗାଗଡର୍ ବତି । ଜେଡେବଲ୍ ତମର୍ ଆଁକି ନିକ ରଇସି, ସେଡେବେଲେ, ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ଅଇସି । ମାତର୍ ଜେଡେବେଲେ ସେଟା ମୁର୍କି ରଇସି, ସେଡ୍କିବେଲା ତମର୍ ଗାଗଡ୍ ମିସା ଆନ୍ଦାର୍ ଅଇଜାଇସି ।
35 Enti hwɛ yiye na hann a ɛwɔ wo mu no annan sum.
୩୫ତେବେ ମନେ ରଅ, ଜାଗ୍ରତ୍ଅଇ ରୁଆ, ଜେନ୍ତିକି ତମର୍ ବିତ୍ରର୍ ଉଜଲ୍ କେବେ ଆନ୍ଦାର୍ ନ ଅଏ ।
36 Sɛ wo nipadua yɛ hann a sum nni fa baabiara a, onipadua no bɛhyerɛn sɛnea kanea hyerɛn gu wo so no.”
୩୬ଏଟାର୍ପାଇ ତମର୍ ଗୁଲାଇ ଗାଗଡ୍ ଜଦି ଉଜଲ୍ ଅଇସି ଆରି ତେଇର୍ କଣ୍ଡେକ୍ ମିସା ଆନ୍ଦାର୍ ନ ରଏ, ସେନ୍ତାର୍ଅଇଲେ, ବତି ଜେନ୍ତି ଜଗ୍ଜଗି ଜାଇ ଉଜଲ୍ ଦେଇସି, ସେନ୍ତାରି ତମର୍ ଗୁଲାଇ ଗାଗଡ୍ ଉଜଲ୍ ଅଇସି ।”
37 Yesu kasa wiee no, Farisini bi hyiaa no adidi enti ɔkɔe se ɔne no rekodidi.
୩୭ଜିସୁ କାତା କଇସାରାଇଲା ପଚେ ଗଟେକ୍ ପାରୁସିଲକ୍ ତାକେ ନିଜର୍ ଗରେ କାଇବାକେ ଡାକ୍ଲା, ଆରି ଗରେ ବସାଇଲା ।
38 Farisini no huu sɛ Yesu anhohoro ne nsa ansa sɛnea wɔn amanne kyerɛ ansa na ɔredidi no, ɛyɛɛ no nwonwa.
୩୮ମାତର୍ ଜିସୁ ଜିଉଦି ରିତିନିତି ଇସାବେ ଦୁଆପୁଚା ନ ଅଇରଇଲାକେ ଏଟା ଦେକି ସେ ପାରୁସି ଲକ୍ କାବା ଅଇଗାଲା ।
39 Yesu huu Farisini no adwene ka kyerɛɛ no se, “Mo Farisifo de, mohohoro nkuku nsanka ne mprɛte ho, nanso fi, anibere ne nnebɔne ahyɛ mo ma tɔ!
୩୯ଜିସୁ ତାକେ କଇଲା, “ତମେ ପାରୁସିମନ୍ ଗିନା ଆରି ତାଲାର୍ ବାଇରେ ମାଞ୍ଜିରଇସା, ମାତର୍ ତମର୍ ବିତ୍ରର୍ ସକ୍ଡି ବେନ୍ବେନା ରଇସି । କରାପ୍ଟା ଆରି ଲବ୍ କର୍ବାଟା ସବୁ ପୁରୁନ୍ ଅଇଆଚେ ।
40 Adwenharefo! Ɛnyɛ nea ɔyɛɛ akyi no ara na ɔyɛɛ mu nso?
୪୦ଏ ବକୁଆମନ୍! ଜେ ଗାଗଡର୍ ବାଇରର୍ଟା ତିଆର୍ କଲା ଆଚେ, ସେ କାଇ ବିତ୍ରର୍ଟା ମିସା ତିଆର୍ କରେନାଇ କି?
41 Monyɛ ahiafo adɔe na biribiara ho bɛtew ama mo.
୪୧ତେବର୍ପାଇ ତମେ ଜନ୍ଟା କଟିକରି ସଙ୍ଗଇ ଆଚାସ୍, ସେଟା ଦୁକିରୁକି ଲକ୍ମନ୍କେ ଦାନ୍କରା, ଆରି ଦେକା, ତମେ ପୁରାପୁରୁନ୍ ପରିଚଲ୍ ଅଇଜାଇସା ।”
42 “Mo Farisifo, munnue! Moma mo nnɔbae so ntotoso du du, nanso mototo adetreneeyɛ ne ɔdɔ a mode dɔ Onyankopɔn no ase. Sɛ mokɔ hyiadan mu a, mpanyin tenabea na mopɛ. Saa ara nso na sɛ mokɔ bagua mu a mopɛ sɛ nnipa hu mo kyia mo.
୪୨“ଅଇରେ ପାରୁସିମନ୍! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ! କାଇକେବଇଲେ ତମର୍ ବାଡେଅନି କାମାଇଲାଟା ଦସ୍ବାଗ୍ ଅନି ବାଗେକ୍ ଦେଲାସ୍ନି । ମାତର୍ ତମେ ନିଆଇ ଆରି ଦୟା ଏଲା କଲାସ୍ନି । ଏଟାସଙ୍ଗ୍ ବାଗେକ୍ ଦେବାଟା ମିସା ଚାଡ୍ବାର୍ ନାଇ ।”
43 “Mo Farisifo, munnue! Sɛ mokɔ hyiadan mu a, mpanyin tenabea na mopɛ.
୪୩“ଅଇରେ ପାରୁସିମନ୍, ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ! କାଇକେବଇଲେ ତମେ ପାର୍ତନାଗରେ ମୁକିଅ ଜାଗାଇ ବସ୍ବାକେ ମନ୍ କର୍ସା ଆରି ଆଟେବାଟେ ଲକ୍ମନର୍ଟାନେଅନି ଜୁଆର୍ କରାଇଅଇବାକେ ବଲ୍ ବଲାଇଅଇସା ।
44 “Munnue! Efisɛ mote sɛ nna a ɛso asram na nnipa nantew so a wonnim sɛ wɔnam nna so.”
୪୪ଅଇରେ ପାରୁସିମନ୍! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ । କାଇକେବଇଲେ, ତମେ ନ ଡିସ୍ବା ସମାଦି ପାରା । ତାର୍ ଉପ୍ରେ ଆସା ଜା କର୍ବା ଲକ୍ମନ୍ ସେଟା ସମାଦି ବଲି ନାଜାନତ୍ ।”
45 Mmaranimfo no mu baako ka kyerɛɛ no se, “Kyerɛkyerɛfo, sɛ woka saa a na woakasa atia yɛn nso.”
୪୫ତେଇ ସାସ୍ତର୍ ସିକାଇବା ଦରମ୍ ଗୁରୁମନର୍ ବିତ୍ରେଅନି ଗଟେକ୍ ପଣ୍ଡିତ୍ ଜିସୁକେ କଇଲା, “ଏ ଗୁରୁ ତମେ ପାରୁସିମନର୍ ବିସଇ କଇକରି ଆମ୍କେ ଲାଜ୍ କରାଇଲାସ୍ନି ।”
46 Yesu buaa no se, “Mo mmaranimfo nso munnue! Mohyɛ nnipa ma wodi mmara a ɛyɛ den so pɛpɛɛpɛ, nanso mo de, munni so sɛ sɛnea ɛsɛ.
୪୬ଜିସୁ କଇଲା, “ଅଇରେ ସାସ୍ତର୍ ସିକାଉ ପଣ୍ଡିତ୍ମନ୍! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ! କାଇକେବଇଲେ ତମେ ଲକ୍ମନ୍କେ ବେସି ଆବଡ୍ ନିୟମ୍ ମାନ୍ବାକେ କଇଲାସ୍ନି, ଆରି ସେ ନିୟମ୍ ମାନ୍ବାକେ ମୁଲ୍କେ ଆଙ୍ଗ୍ଟିତେଇ ଉଟାଇବା ଏତ୍କି ମିସା ସାଇଜ କରାସ୍ ନାଇ ।
47 “Munnue! Efisɛ, moatoto adiyifo a mo ankasa anaa mo agyanom kum wɔn no nna so.
୪୭ଅଇରେ, ଡଣ୍ଡ୍ ପାଉମନ୍! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ । କାଇକେବଇଲେ, ତମେ ବବିସତ୍ବକ୍ତାମନର୍ ମସ୍ନେ ସମାଦି ତିଆର୍ କର୍ତେରଇସା, ମାତର୍ ତମର୍ ଆନିଦାଦିମନ୍ ସେମନ୍କେ ମରାଇରଇଲାଇ ।
48 Mo nneyɛe yi di adanse sɛ mopene nea mo agyanom yɛe no so. Ne nkyerɛase ne sɛ mo agyanom kunkum adiyifo no na mo nso mototoo wɔn nna so maa wɔn.
୪୮ତେବେ ତମର୍ ଆନିଦାଦିମନର୍ ଦରମ୍ କରମ୍ ବିସଇର୍ ତମେ ସାକି ଆଚାସ୍ । ଆରି ସେଟା ମାନ୍ଲାସ୍ନି କାଇକେବଇଲେ ସେମନ୍ ସିନା ବବିସତ୍ବକ୍ତାମନ୍କେ ମରାଇରଇଲାଇ, ମାତର୍ ତମେ ସେମନର୍ ସମାଦିର୍ କାମ୍ ତିଆର୍ କଲାସ୍ନି ।
49 Eyi ne nea Onyankopɔn aka afa mo ho: ‘Mɛsoma adiyifo ne asomafo aba mo nkyɛn na mubekunkum bi na moataa wɔn a aka no.’
୪୯ତେବେ ପର୍ମେସର୍ ମିସା ନିଜର୍ ବୁଦିରେ କଇଲାଆଚେ, ମୁଇ ବବିସତ୍ବକ୍ତାମନ୍କେ ଆରି କବର୍ ନେଉମନ୍କେ ସେମନର୍ ଲଗେ ପାଟାଇବି । ସେମନର୍ ବିତ୍ରେ କେତେଲକ୍କେ ସେମନ୍ ମରାଇବାଇ ଆରି କେତେଲକ୍କେ ନିନ୍ଦାକରି କସ୍ଟ ଦେବାଇ ।
50 Mereka akyerɛ mo se, adiyifo no mogya a wɔka gu fii wiase mfiase no,
୫୦ସେଟାର୍ପାଇ ଜଗତ୍ ତିଆର୍ଅଇଲାଟାନେଅନି, ଏବଲର୍ ବେଲେଅନି ଆରାମ୍ କରି ବର୍କିଆର୍ ପ ଜିକରିୟର୍ ଜାକ, ଜାକେ କି ତମେ ମନ୍ଦିର୍ ଆରି ବେଦିର୍ ମଜାଇ ମରାଇରଇଲା ଜେତ୍କି ବବିସତ୍ବକ୍ତାମନ୍କେ ମରାଇଆଚାସ୍ ସେ ସବୁ ଡଣ୍ଡ୍ ଏ ଆଜିକାଲିର୍ ଲକ୍ମନ୍ ପାଇବାର୍ ଆଚେ ।
51 efi Habel kum so kosi Sakaria, a wokum no wɔ afɔremuka ne kronkronbea ntam hɔ no so, wobebisa ɛho asɛm afi mo nkyɛn.
୫୧ସେ ସବୁର୍ ମୁଲିଅ, ଏବର୍ ଲକ୍ମନର୍ ଟାନେଅନି ନିଆ ଅଇସି ।”
52 “Mo, mmaranimfo, munnue! Mode nokware hintaw mo nkurɔfo. Mo ankasa munni so, na mommma wɔn a wɔpɛ sɛ wodi so no kwan mma wonni so.”
୫୨“ଅଇରେ, ଦରମ୍ଗୁରୁମନ୍! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ! କାଇକେବଇଲେ, ତମେ ପର୍ମେସରର୍ ଗିଆନର୍ କାପାଟ୍ ଡାବିଦେଇ ଆଚାସ୍ । ନିଜେ ପର୍ମେସରର୍ ଗିଆନ୍ଟାନେ ନ ଜାଇକରି ତେଇ ଜିବାକେ ମନ୍କଲା ଲକ୍ମନ୍କେ ମିସା ବାଦାଦେଲାସ୍ ।”
53 Ofi Farisini no fi hɔ a ɔrekɔ no, mmaranimfo ne Farisifo no dii nʼakyi de nsɛmmisa guan ne ho,
୫୩ଆରି ଜିସୁ ତେଇଅନି ବାରଇଗାଲାପଚେ, ପାରୁସିମନ୍ ଆରି ସାସ୍ତର୍ ସିକାଉମନ୍ ବେସି ଡାଟ୍ସଙ୍ଗ୍ ଜିସୁକେ ବିରଦ୍ କର୍ବାକେ ଆରାମ୍ କଲାଇ ।
54 pɛɛ sɛ ɔka biribi a wobegyina so anya no akyere no.
୫୪ତାର୍ଟାନେଅନି ବୁଲ୍ ଦାର୍ବାକେ କାଇ କାଇ ପର୍ସନ୍ ପାଚାର୍ବାର୍ ଦାର୍ଲାଇ ।