< 1 Korintofo 11 >
1 Munsua me sɛnea misua Kristo no.
୧ମୁଇ ଜେନ୍ତାରି ମାପ୍ରୁର୍ ପଚେ ପଚେ ଗାଲିନି, ତମେମନ୍ ମିସା ସେନ୍ତାରି ମର୍ ପଚେ ପଚେ ଆସା ।
2 Mekamfo mo, efisɛ bere biara mokae me, di nea mekyerɛɛ mo no so.
୨ତମେ ସବୁ ବିସଇଟାନେ ମକେ ଏତାଇଲାସ୍ନି ଆରି ମୁଇ ତମ୍କେ ଜନ୍ ସବୁ ବିଦିବିଦାନ୍ ସିକାଇଆଚି, ସେ ସବୁ ମାନ୍ଲାସ୍ନି, ସେଟାର୍ ପାଇ ମୁଇ ତମ୍କେ ଦନିଅବାଦ୍ ଦେଲିନି ।
3 Na mepɛ sɛ mote ase sɛ, ɔbarima ti ne Kristo, na ɔbarima yɛ ɔbea ti, nanso Kristo ti ne Onyankopɔn.
୩କିରିସ୍ଟ ସବୁ ମୁନୁସ୍ ପିଲାମନର୍ ନେତା, ଆରି ମୁନୁସ୍ ମାଇଜିର୍ ନେତା, ଆରି ପର୍ମେସର୍ କିରିସ୍ଟର୍ ନେତା । ଏଟା ତମେ ଜାନିରୁଆ ବଲି ମୁଇ ମନ୍ କଲିନି ।
4 Enti ɔbarima biara a ɔkata ne ti so bɔ mpae anaa ɔka Onyankopɔn asɛm wɔ bagua mu no gu Kristo anim ase.
୪ଜେଡେବେଲେ ତମେ ମଣ୍ଡଲିତେଇ ରୁଣ୍ଡ୍ସା, ତେଇ ଗଟେକ୍ ମୁନୁସ୍ ପିଲା ପାର୍ତନା କଲାନି କି ପର୍ମେସରର୍ କାତା ଜାନାଇଲାନି, ସେ ତାର୍ ମୁଣ୍ଡ୍ ଡାବ୍ବାର୍ ନାଇ । ସେନ୍ତାର୍ କଲେ ସେ କିରିସ୍ଟକେ ଲାଜ୍ କରାଇସି ।
5 Na ɔbea a ɔnkata ne ti so na ɔbɔ mpae ka Onyankopɔn asɛm wɔ bagua mu no nso gu ne kunu anim ase. Nsonoe biara nna ɔne ɔbea a wayi ne tinwi no ntam.
୫ସେନ୍ତାରିସେ ଗଟେକ୍ ମାଇଜି ପାର୍ତନା କଲାନି, କି ପର୍ମେସରର୍ କାତା ଜାନାଇଲାନି, ସେ ତାର୍ ମୁଣ୍ଡେ ଅଡ୍ନା ପାକାଇବାର୍ ଆଚେ । ସେନ୍ତାର୍ ନ କଲେ ସେ ମୁନୁସ୍କେ ଲାଜ୍ କରାଇସି । ସେ ଗଟେକ୍ ମୁଣ୍ଡ୍ରି ମାଇଜିର୍ ପାରା ରଇସି ।
6 Sɛ ɔbea no nkata ne ti so a, ɛsɛ sɛ otwitwa ne tinwi gu. Esiane sɛ ɛyɛ animguase sɛ ɔbea beyi ne tinwi anaa obetwitwa agu no nti, ɛsɛ sɛ ɔkata so.
୬କାଇକେବଇଲେ ସେ ମାଇଜି ଜଦି ଅଡ୍ନା ନ ପାକାଏ, ତାର୍ ଚେଣ୍ଡି କାଟିଦେବାଟା ନିକ । ଗଟେକ୍ ମାଇଜି ଜଦି ତାର୍ ଚେଣ୍ଡି କାଟ୍ସି କି ମୁଣ୍ଡ୍ କୁରାଇସି, ସେଟା ତାର୍ ପାଇ ଲାଜର୍ ବିସଇ, ସେଟାର୍ପାଇ ସେ ମୁଣ୍ଡେ ଅଡ୍ନା ପାକାଇବାର୍ ଆଚେ ।
7 Ɛho nhia sɛ ɔbarima bɛkata ne ti so, efisɛ ɔyɛ Onyankopɔn anuonyam ne ne sɛso
୭ମାତର୍ ଗଟେକ୍ ମୁନୁସ୍ ପିଲା ପାର୍ତନା କଲାବେଲେ ତାର୍ ମୁଣ୍ଡେ ଅଡ୍ନା ପାକାଇବାର୍ ଦର୍କାର୍ ନାଇ । କାଇକେ ବଇଲେ ସେ ପର୍ମେସରର୍ ଚାଇଁ ଆରି ତାର୍ ଡାକ୍ପୁଟା ଦେକାଇସି । ଆରି ମାଇଜି ମୁନୁସର୍ ଡାକ୍ପୁଟା ଦେକାଇସି ।
8 na wɔammɔ ɔbarima amfi ɔbea mu, na mmom wɔbɔɔ ɔbea fii ɔbarima mu.
୮କାଇକେବଇଲେ ମୁନୁସ୍ ମାଇଜିର୍ ତେଇଅନି ତିଆର୍ ଅଏନାଇ, ମାତର୍ ମାଇଜି ମୁନୁସର୍ତେଇ ଅନି ତିଆର୍ ଅଇଆଚେ ।
9 Saa ara nso na ɛnyɛ ɔbea nti na wɔbɔɔ ɔbarima, nanso ɔbea de, ɔbarima nti na wɔbɔɔ no.
୯ମନସ୍ ମାଇଜିର୍ ପାଇ ତିଆର୍ ଅଏନାଇ । ମାତର୍ ମାଇଜି ମୁନୁସର୍ ପାଇ ତିଆର୍ ଅଇଲାଆଚେ ।
10 Esiane saa asɛm yi ne abɔfo no nti, ɛsɛ sɛ ɔbea nya nkataso bi wɔ ne ti so de kyerɛ sɛ ɔhyɛ tumi bi ase.
୧୦ସେଟାର୍ ପାଇ ମାଇଜିମନ୍ ମୁଣ୍ଡେ ଅଡ୍ନା ପାକାଇବାଟା ନିକ, ଜେନ୍ତିକି ସରଗର୍ ଦୁତ୍ମନ୍ ମିସା ସେ ତାର୍ ମୁନୁସର୍ ଅଦିକାରେ ଆଚେ ବଲି ଜାନ୍ବାଇ ।
11 Yɛn asetena wɔ Awurade mu no, ɔbea nne ne ho na ɔbarima nso nne ne ho.
୧୧ମାତର୍ ଆମେ ବିସ୍ବାସିମନର୍ପାଇ ମାଇଜି ନଇତେ ମୁନୁସ୍ ରଇ ନାପାରେ କି ମୁନୁସ୍ ନଇତେ ମାଇଜି ରଇ ନାପାରେ ।
12 Na sɛnea wɔbɔɔ ɔbea fii ɔbarima mu no, saa ara nso na ɔbea woo ɔbarima, na biribiara nso fii Onyankopɔn.
୧୨ମାଇଜି ମୁନୁସର୍ ଗାଗ୍ଡେ ଅନି ଜାତ୍ ଅଇଲେମିସା, ମୁନୁସ୍ ମିସା ମାଇଜି ଜନମ୍ ଦେଲାକେ ଜାତ୍ ଅଇଆଚେ । ମାତର୍ ସବୁ ବିସଇ ପର୍ମେସର୍ ଟାନେଅନି ଜାତ୍ ଅଇଆଚେ ।
13 Eye sɛ ɔbea bɛbɔ mpae afrɛ Onyankopɔn wɔ bagua mu a biribiara nkata ne ti so ana? Mo ara mummua mfa.
୧୩କନ୍ଟା ନିକ ବଲି ତମେ ନିଜେ ନିଜେ ବିଚାର୍ କରା । ଜଦି ଗଟେକ୍ ମାଇଜି ମଣ୍ଡଲିତେଇ ସବୁର୍ ମୁଆଟେ ମୁଣ୍ଡେ ଅଡ୍ନା ନ ପାକାଇ ପାର୍ତନା କଲେ ସେଟା ସୁନ୍ଦର୍ କି? ନାଇ ସୁନ୍ଦର୍ ନାଇ ।
14 Ɛnyɛ saa abɔde koro no ara na ɛka se sɛ ɔbarima ti fuw bebree a, ɛyɛ animguase ma no no?
୧୪ସେନ୍ତାରିସେ ଜଗତର୍ ଜାନ୍ବା ବିସଇ ନେଇକରି ମୁନୁସ୍ ପିଲା ଜଦି ମାଇଜିମନର୍ ପାରା ଚେଣ୍ଡି ବଡାଇରଇଲେ ସେଟା ଲାଜର୍ କାତା ।
15 Nanso ɔbea de, sɛ ne ti fuw pii a, ɛyɛ anuonyam ma no ana? Wɔama no nwi pii sɛ nkataho.
୧୫ମାତର୍ ମାଇଜିଟକି ଚେଣ୍ଡି ବଡାଇଲେ ତାର୍ପାଇ ସୁନ୍ଦର୍ ବିସଇ । କାଇକେବଇଲେ ପର୍ମେସର୍ ତାର୍ ଡେଙ୍ଗ୍ ଚେଣ୍ଡି ତାର୍ ମୁଣ୍ଡେ ଡାବି ଅଇବାକେ ଦେଲା ଆଚେ ।
16 Nanso sɛ obi pɛ sɛ ogye eyi ho akyinnye a, asɛm a mewɔ ka wɔ ho ara ne sɛ, yɛn anaa Onyankopɔn asafo no nni ɔkwan foforo biara a wɔfa so som.
୧୬ଜଦି ଏ ବିସଇନେଇ କେ ମିସା ମର୍ ଆଦେସ୍ ମାନ୍ବାକେ ମନ୍ ନ କରେ, ଆମେ କି ପର୍ମେସରର୍ ବିନ୍ ମଣ୍ଡଲିମନ୍କେ ମିସା ଏଟା ଚାଡି ଆରି କାଇ ଅବିଆସ୍ ନାଇ ।
17 Nhyehyɛe a edidi so yi mu no, minni nkamfo biara de ma mo, efisɛ mo asafo nhyiamu de ɔhaw brɛ mo mmom.
୧୭ଆରି ଗଟେକ୍ ବିସଇ ମୁଇ କଇବାର୍ ଆଚେ । ତମେ ଉପାସନା କର୍ବାକେ ରୁଣ୍ଡ୍ଲାବେଲେ ଗଟେକ୍ କର୍ବା ବିସଇ ମର୍ ମନ୍କେ ଜାଏନାଇ । କାଇକେବଇଲେ ତମେ ରୁଣ୍ଡ୍ଲାର୍ ଲାଗି ତମର୍ ବିସ୍ବାସ୍ ଡାଟ୍ ଅଏନାଇ, ମାତର୍ ଦୁର୍ବଲ୍ ପାରା ଅଇଗାଲାନି ।
18 Nea edi kan no, mate sɛ mo ne mo ho mo ho di asi wɔ mo nhyiamu mu na migye di sɛ nokware kakra wɔ mu.
୧୮ମୁଇ ସୁନିଆଚି ଜେ, ତମେ ଉପାସନା କର୍ବାକେ ରୁଣ୍ଡ୍ଲାବେଲେ ବାଗ୍ ବାଗ୍ ଅଇକରି ଗଟେକ୍ ବାଟର୍ ଲକ୍ ଆରି ଗଟେକ୍ ବାଟର୍ ଲକ୍କେ ବିରଦ୍ କଲାସ୍ନି ଆରି ଏଟା ସତ୍ ବଲି ମୁଇ ଜାନି ।
19 Akyinnye biara nni ho sɛ ɛsɛ sɛ mo mu kyekyɛ sɛnea ɛbɛyɛ a nokware bɛda adi.
୧୯ତମର୍ ବିତ୍ରେ ଏନ୍ତାରି ଅଇବାଟା ନିକ । ଜେନ୍ତାରି କି ତେଇଅନି ପରିକାଟାନେ ସିଦ୍ ଅଇଲା ଲକ୍ମନ୍ ବାରଇବାଇ ।
20 Sɛ muhyia sɛ kuw a, munnhyia sɛ moreyɛ Awurade Adidi
୨୦ଜେଡେବେଲେ ତମେ ମାପ୍ରୁର୍ କାଦି କାଇବାକେ ଗଟେକ୍ ଜାଗାଇ ଜମ୍ଲାସ୍ନି, ସେଟା ସତଇସେ ମାପ୍ରୁର୍ କାଦି ନଏଁ,
21 efisɛ mugu so redidi no, obiara di nʼaduan. Ɛno nti bere a ɔkɔm de obi no na ɔfoforo nso abow nsa.
୨୧କାଇକେ ବଇଲେ, ତମର୍ ବାଇମନର୍ପାଇ କାଇଟା ଚାଡାସ୍ ନାଇ । ଏଟାର୍ପାଇ କେତେଲକ୍ ବୁକେ ଉଟିଗାଲାଇନି । ଆରି କେତେଲକ୍ ମାତ୍ଲାସ୍ନି ।
22 Mo ara munni afi a mudidi nom wɔ mu? Anaasɛ mopɛ sɛ mugu Onyankopɔn asafo no ne wɔn a ade ahia wɔn no anim ase ana? Dɛn na mohwehwɛ sɛ meka fa saa asɛm yi ho kyerɛ mo? Menkamfo mo ana? Ɛsɛ sɛ muhu sɛ ɛnsɛ sɛ mekamfo mo!
୨୨ତମେ କାଇବାକେ କାଇ ନିଜର୍ ଗର୍ ନାଇ କି? ତମର୍ ଲାଗି ତମର୍ ଗରିବ୍ ବାଇମନ୍ ଲାଜ୍ ଅଇଗାଲାଇନି । ଆରି ବାକି ବିସ୍ବାସିମନ୍କେ ଇଜତ୍ ଜିକାଇଲାସ୍ନି । ଏ ବିସଇ ଆରି ମୁଇ ତମ୍କେ କାଇଟା ବଲି କଇବି? ଏନ୍ତାରି ଅ ବଲି କଇବି କି? ନାଇ, ନ କଇ ।
23 Awurade nkyɛn na minya nkyerɛkyerɛ a mekyerɛkyerɛ mo no se Awurade Yesu, anadwo a woyii no mae no, ɔfaa brodo
୨୩କାଇକେବଇଲେ ମାପ୍ରୁର୍ ସିକିଆ ପାଇଲି ଆଚି, ସେଟାସେ ମୁଇ ତମ୍କେ ସିକାଇଆଚି । ଜନ୍ ରାତି ଆମର୍ ମାପ୍ରୁ ଜିସୁ ବିସ୍ବାସେ ବିସ୍ ଦେଲାପାରା ଅଇଲା, ସେ ରୁଟିନେଇ, ପର୍ମେସର୍କେ ଦନିଅବାଦ୍ ଦେଲା ।
24 na ɔdaa Onyankopɔn ase no, obuu mu kae se, “Eyi ne me nipadua a mede ma mo. Monyɛ eyi mfa nkae me.”
୨୪ଏଟା ତମର୍ ପାଇ ବଲିଅଇରଇବା ମର୍ ଗାଗଡ୍, ମକେ ଏତାଇବାକେ ଏନ୍ତାର୍ କରା ।
25 Saa ara na Adidi no akyi no, ɔfaa kuruwa na ɔkae se, “Saa kuruwa yi yɛ Onyankopɔn apam foforo a wɔde me mogya ahyɛ mu den. Bere biara a mobɛnom no, momfa nkae me.”
୨୫ସେନ୍ତାରିସେ କାଇଲା ପଚେ, ସେ ମୁତା ଦାରିକରି କଇଲା “ଏ ମୁତା ପର୍ମେସରର୍ ନୁଆ ରାଜିନାମା, ଜନ୍ଟା କି ମର୍ ନିଜର୍ ବନି ଦେଲାକେ, ଟିକ୍ ଅଇଲା ।”
26 Bere biara a mubedi brodo no na mobɛnom kuruwa no ano no, monka Awurade wu no ho asɛm nkosi sɛ ɔbɛba.
୨୬ଆମର୍ ମାପ୍ରୁ ଜିସୁ ବାଅଡ୍ବାଜାକ, ଜେତ୍କିତର୍ ରୁଟି କାଇସା କି ଏ ମୁତାଇ ଅନି ଡୁକ୍ସା, ତମେ ମାପ୍ରୁର୍ ମରନ୍ ବିସଇର୍ କବର୍ ଜାନାଇସା ।
27 Ɛkyerɛ sɛ, sɛ obi di Awurade brodo no na ɔnom kuruwa no ano wɔ ɔkwan a ɛmfata so a, odi Awurade nipadua ne ne mogya no ho fɔ.
୨୭ଏଟାର୍ ଅରତ୍ ଅଇଲାନି, ଜେ ଜଦି ମାପ୍ରୁକେ ସନ୍ମାନ୍ ନ ଦେଇ, ଏ ରୁଟି କାଇସି କି ମୁତାଇ ଅନି ଡୁକ୍ସି, ସେ ମାପ୍ରୁର୍ ଗାଗଡ୍ ଆରି ବନିର୍ ବିରୁଦେ ପାପ୍ କଲାନି ।
28 Enti ansa na obiara bedi brodo no, anom kuruwa no ano no, ɛsɛ sɛ ɔkari ne ho hwɛ.
୨୮ସେଟାର୍ପାଇ ତମେ ନିଜ୍କେ ପରିକା କରି ଦେକ୍ବାର୍ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି ।
29 Na sɛ wammu Awurade Honhom no na odi, nom fi kuruwa no mu a, odi nom de atemmu ba nʼankasa so.
୨୯କାଇକେବଇଲେ ଜଦି ସେ ରୁଟି କାଇଲାବେଲେ ଜେ ମାପ୍ରୁର୍ ଗାଗଡ୍ ଆରି ମୁତାଇଅନି ଡୁକ୍ଲାବେଲେ ସତ୍ବିସଇ ନ ବୁଜତ୍, ସେମନ୍ ନିଜେ ନିଜର୍ ଉପ୍ରେ ପର୍ମେସରର୍ ଡଣ୍ଡ୍ ଡାକି ଆନ୍ଲାଇନି ।
30 Ɛno nti na mo mu bebree yareyare na moyɛ mmerɛw na mo mu pii awuwu no.
୩୦ସେଟାର୍ପାଇ ତମର୍ ବିତ୍ରେ ବେସି ଲକ୍ ଦୁର୍ବଲ୍ ଆଚାସ୍ ଆରି ବିନ୍ ବିନ୍ ଜର୍ ଦାରାଇ ଅଇଆଚାସ୍ ଆରି ମଲାସ୍ନି ମିସା ।
31 Sɛ yɛkari yɛn ho hwɛ ansa a, yɛrenkɔ Onyankopɔn atemmu mu.
୩୧ମାତର୍ ଆମେ ଜଦି ନିଜ୍କେ ପରିକା କର୍ତା ଆଲେ, ପର୍ମେସରର୍ ଡଣ୍ଡ୍ ଆମର୍ ଉପ୍ରେ ନ ଆଇତା ।
32 Nanso Awurade bu yɛn atɛn, twe yɛn aso sɛnea ɔremmu yɛne wiase nyinaa fɔ.
୩୨ମାତର୍ ଜଗତର୍ ଲକ୍ମନର୍ ପଚର୍ ଡଣ୍ଡ୍ଲଗେ ଅନି ଆମ୍କେ ରକିଆ କର୍ବାକେ ପର୍ମେସର୍ ଆମ୍କେ ବିଚାର୍ କରି ଦେଇସି ।
33 Ɛno nti, me nuanom, sɛ muhyia sɛ morekɔ Awurade Adidi no a, mommɔ mu nnidi.
୩୩ତେବେ ଏ ମର୍ ବାଇବଇନିମନ୍, ତମେ ଆମର୍ ମାପ୍ରୁର୍ କାଦି କାଇବାକେ ରୁଣ୍ଡ୍ଲା ବେଲେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜାଗା ।
34 Sɛ ɔkɔm de obi a, onni biribi wɔ fie na Onyankopɔn ammu no atɛn wɔ wɔn nhyiamu no ase. Meba a mɛkyerɛ mo nea monyɛ bio.
୩୪ଜଦି କେ ବୁକେ ଆଚେ, ସେ ନିଜର୍ ଗରେ କାଇକରି ଆଇବାର୍ ଆଚେ । ଜେନ୍ତିକି ତମେ ରୁଣ୍ଡ୍ଲାବେଲେ ପର୍ମେସରର୍ ଡଣ୍ଡ୍ ତମର୍ ଉପ୍ରେ ନ ଆସେ । ଆରି ରଇଲା ବିନ୍ ବିନ୍ ବିସଇମନ୍ ମୁଇ ଆଇଲେ, ପଚେ ବୁଜାଇ ଦେବି ।