< Yuhanna 3 >

1 Yahudiler'in Nikodim adlı bir önderi vardı. Ferisiler'den olan bu adam bir gece İsa'ya gelerek, “Rabbî, senin Tanrı'dan gelmiş bir öğretmen olduğunu biliyoruz. Çünkü Tanrı kendisiyle olmadıkça kimse senin yaptığın bu mucizeleri yapamaz” dedi.
ପାରୁସିମନର୍‌ ବିତ୍‌ରେଅନି ନିକଦିମ ନାଉଁର୍‌ ଗଟେକ୍‌ ଲକ୍‌ ରଇଲା । ସେ ଜିଉଦି ମନର୍‌ ଗଟେକ୍‌ ନେତା ।
2
ସେ ଦିନେକ୍‌ ରାତିଆ ଜିସୁର୍‌ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍‌ମେସର୍‌ ପାଟାଇରଇବା ଗଟେକ୍‌ ଗୁରୁ । କାଇକେ ବଇଲେ ଜଦି ଗଟେକ୍‌ ଲକର୍‌ ସଙ୍ଗ୍‍ ପର୍‌ମେସର୍‌ ନ ରଇଲେ, ତମେ ଜନ୍‌ ସବୁ କାବାଅଇଜିବା କାମ୍‌ମନ୍‌ କଲାସ୍‌ନି, ସେତ୍‌କି କାମ୍‌ମନ୍‌ କେ ମିସା କରିନାପାରତ୍‌ ।”
3 İsa ona şu karşılığı verdi: “Sana doğrusunu söyleyeyim, bir kimse yeniden doğmadıkça Tanrı'nın Egemenliği'ni göremez.”
ଜିସୁ ତାକେ କ‍ଇଲା, “ମୁଇ ତକେ ସତ୍‌ କାତା କଇଲିନି, ଆରିତରେକ୍‌ ଜନମ୍‌ ନ ଅଇଲେ କେ ମିସା ପର୍‌ମେସରର୍‌ ରାଇଜ୍‌ ଦେକି ନାପାରତ୍‌ ।”
4 Nikodim, “Yaşlanmış bir adam nasıl doğabilir? Annesinin rahmine ikinci kez girip doğabilir mi?” diye sordu.
ନିକଦିମ ତାକେ ପାଚାର୍‌ଲା, “ଡକ୍‌ରା ଅଇଲା ଲକ୍‌ କେନ୍ତି ଆରି ତରେକ୍‌ ଜନମ୍‌ ଅଇସି? ସେ ଆରି ତରେକ୍‌ ମାଆର୍‌ ପେଟ୍‌ ବିତ୍‌ରେ ଜାଇକରି ଜନମ୍‌ ଅଇସି କି? ନାଇ ଅଇ ନଏଁ ।”
5 İsa şöyle yanıt verdi: “Sana doğrusunu söyleyeyim, bir kimse sudan ve Ruh'tan doğmadıkça Tanrı'nın Egemenliği'ne giremez.
ଜିସୁ ତାକେ କଇଲା, “ମୁଇ ତକେ ସତ୍‌କାତା କଇଲିନି, ଗଟେକ୍‌ ଲକ୍‌ ପାନି ଆରି ଆତ୍‌ମାଇଅନି ଜନମ୍‌ ନ ଅଇଲେ, ପର୍‌ମେସରର୍‌ ରାଇଜେ ଜାଇ ନାପାରେ ।
6 Bedenden doğan bedendir, Ruh'tan doğan ruhtur.
ଗଟେକ୍‌ ନର୍‌ ଲକ୍‌ ତାର୍‌ ନର୍‌ ମାଆ ବାବାର୍‌ତେଇଅନି ଜନମ୍‌ ଅଇସି । ମାତର୍‌ ସୁକଲ୍‌ ଆତ୍‌ମା ତାର୍‌ ଆତ୍‌ମାଇ ନୁଆ ଜିବନ୍‌ ଦେଇସି ।
7 Sana, ‘Yeniden doğmalısınız’ dediğime şaşma.
ସେଟାର୍‌ପାଇ ମୁଇ ତକେ ଆରିତରେକ୍‌ ଜନମ୍‌ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ ।
8 Yel dilediği yerde eser; sesini işitirsin, ama nereden gelip nereye gittiğini bilemezsin. Ruh'tan doğan herkes böyledir.”
ପବନ୍‌ ଜନ୍‌ ବାଟେ ଜିବାକେ ମନ୍‌ କର୍‌ସି ସେ ବାଟେସେ ଜାଇସି, ଆରି ତମେ ତାର୍‌ ସବଦ୍‌ ସୁନ୍‌ସା । ମାତର୍‌ ସେଟା କନ୍ତିଅନି ଆଇସି ଆରି କନ୍‌ ବାଟେ ଜାଇସି ସେଟା ନାଜାନାସ୍‌ । ଆତ୍‌ମାଇ ଜନମ୍‌ ଅଇଲା ସବୁ ଲକ୍‌ମନ୍‌ ମିସା ସେନ୍ତାରିସେ ।”
9 Nikodim İsa'ya, “Bunlar nasıl olabilir?” diye sordu.
ନିକଦିମ ଜିସୁକେ ପାଚାର୍‌ଲା, “ଏବେ ତୁଇ କଇବା କାତା କେନ୍ତି ଅଇପାର୍‌ସି?”
10 İsa ona şöyle yanıt verdi: “Sen İsrail'in öğretmeni olduğun halde bunları anlamıyor musun?
୧୦ଜିସୁ ତାକେ କଇଲା, “ତୁଇ ଇସ୍‌ରାଏଲର୍‌ ଗଟେକ୍‌ ବଡ୍‌ ଗୁରୁ ଅଇକରି ମିସା କେନ୍ତି ଏ ସବୁ କାତା ବୁଜି ନାପାର୍‌ଲୁସ୍‌ନି?
11 Sana doğrusunu söyleyeyim, biz bildiğimizi söylüyoruz, gördüğümüze tanıklık ediyoruz. Sizler ise bizim tanıklığımızı kabul etmiyorsunuz.
୧୧ମୁଇ ତକେ ସତ୍‌କାତା କଇଲିନି, ଆମେ ଜନ୍‌ଟା ଜାନୁ ସେଟା କଇଦେବୁ, ଜନ୍‌ଟା ଦେକିରଇବୁ ସେଟା ସାକି ଦେବୁ, ଅଇଲେ ମିସା ତୁଇ କାଇକେ ବିସ୍‌ବାସ୍‌ କରୁସ୍‌ନାଇ?
12 Sizlere yeryüzüyle ilgili şeyleri söylediğim zaman inanmazsanız, gökle ilgili şeyleri söylediğimde nasıl inanacaksınız?
୧୨ମୁଇ ତକେ ଏ ଦୁନିଆର୍‌ ବିସଇ କଇବାବେଲେ ବିସ୍‌ବାସ୍‌ କରୁସ୍‌ ନାଇ । ଆରି ସରଗର୍‌ ବିସଇ କଇବି ବଇଲେ କେନ୍ତି ମକେ ବିସ୍‌ବାସ୍‌ କର୍‌ସୁ?
13 Gökten inmiş olan İnsanoğlu'ndan başka hiç kimse göğe çıkmamıştır.
୧୩ସର୍‌ଗେଅନି ଉତ୍‌ରି ଆଇଲା ନର୍‌ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍‌ଗେ ଜାଅତ୍‌ ନାଇତା ।”
14 Musa çölde yılanı nasıl yukarı kaldırdıysa, İnsanoğlu'nun da öylece yukarı kaldırılması gerekir.
୧୪“ଆରି ମସା କେନ୍ତି ମରୁବାଲି ବୁଏଁ ପିତଲ୍‌ ସାଁପ୍‌କେ ଡେଲି ଉପ୍‌ରେ ଟେକି ରଇଲା, ସମାନ୍‌ ସେନ୍ତାରିସେ ପର୍‌ମେସର୍‌ ତେଇଅନି ଆଇଲା ନର୍‌ପିଲା ମକେ ମିସା, ଗଟେକ୍‌ ଦିନେ ଉପ୍‌ରେ ଟେକ୍‌ବାଇ ।
15 Öyle ki, O'na iman eden herkes sonsuz yaşama kavuşsun. (aiōnios g166)
୧୫ତେବେ, ତାକେ ବିସ୍‌ବାସ୍‌ କର୍‌ବା ସବୁ ଲକ୍‌ମନ୍‌ ନ ସାର୍‌ବା ଜିବନ୍‌ ପାଇବାଇ । (aiōnios g166)
16 “Çünkü Tanrı dünyayı o kadar çok sevdi ki, biricik Oğlu'nu verdi. Öyle ki, O'na iman edenlerin hiçbiri mahvolmasın, hepsi sonsuz yaşama kavuşsun. (aiōnios g166)
୧୬ପର୍‌ମେସର୍‌ ଏ ଦୁନିଆର୍‌ ଲକ୍‌ମନ୍‌କେ ଏତେକ୍‌ ଆଲାଦ୍‌ କଲାଜେ, ତାର୍‌ ଗଟେକ୍‌ ବଲି ପିଲାକେ ସର୍‌ପିଦେଲା । ଜେ ମିସା ତାକେ ବିସ୍‌ବାସ୍‌ କର୍‌ବାଇ ବଇଲେ, ସେମନ୍‌ ନସ୍‌ଟ ନ ଅଇକରି, ନ ସାର୍‌ବା ଜିବନ୍‌ ମିଲାଇବାଇ । (aiōnios g166)
17 Tanrı, Oğlu'nu dünyayı yargılamak için göndermedi, dünya O'nun aracılığıyla kurtulsun diye gönderdi.
୧୭ପର୍‌ମେସର୍‌ ତାର୍‌ ପିଲାକେ ଏ ଦୁନିଆଇ ବିଚାର୍‌ କର୍‌ବାକେ ପାଟାଏନାଇ, ମାତର୍‌ ତାର୍‌ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
18 O'na iman eden yargılanmaz, iman etmeyen ise zaten yargılanmıştır. Çünkü Tanrı'nın biricik Oğlu'nun adına iman etmemiştir.
୧୮କେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କଲାନି ତାର୍‌ ବିଚାର୍‌ନା ନଏଁଁ । ମାତର୍‌ ଜେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କରେନାଇ ତାର୍‌ ବିଚାର୍‌ନା ଅଇସାର୍‌ଲାବେ । କାଇକେବଇଲେ ସେ ଗଟେକ୍‌ ବଲି ପିଲାକେ ବିସ୍‌ବାସ୍‌ କରେନାଇ ।
19 Yargı da şudur: Dünyaya ışık geldi, ama insanlar ışık yerine karanlığı sevdiler. Çünkü yaptıkları işler kötüydü.
୧୯ଆରି ସେ ବିଚାର୍‌ନା ଏନ୍ତି ଅଇସି, ସର୍‌ଗେ ଅନି ଉଜଲ୍‌ ଏ ଦୁନିଆଇ ଆସିରଇଲା । ମାତର୍‌ ଏ ଦୁନିଆର୍‌ ଲକ୍‌ମନ୍‌ ସେ ଉଜଲେଅନି ଆନ୍ଦାର୍‌କେ ବେସି ମନ୍‌ କଲାଇ । କାଇକେବଇଲେ ସେମନ୍‌ କର୍‌ବା କାମ୍‌ ସବୁ ବେସି କାରାପ୍‌ ।
20 Kötülük yapan herkes ışıktan nefret eder ve yaptıkları açığa çıkmasın diye ışığa yaklaşmaz.
୨୦ଜନ୍‌ଲକ୍‌ମନ୍‌ କାରାପ୍‌ କାମ୍‌ କଲାଇନି ସେମନ୍‌ ଉଜଲ୍‌କେ ଗିନ୍‌ କଲାଇନି । ଆରି ସେ ଉଜଲେ ନ ଆସତ୍‌ । କାଇକେବଇଲେ ସେମନର୍‌ ସବୁ କାରାପ୍‌ କାମ୍‌ ସେ ଉଜଲେ ଡିସ୍‌ସି ।
21 Ama gerçeği uygulayan kişi yaptıklarını, Tanrı'ya dayanarak yaptığını göstermek için ışığa gelir.”
୨୧ମାତର୍‌ ଜନ୍‌ଲକ୍‌ ସତ୍‌ ଆରି ଟିକ୍ ଇସାବେ କାମ୍‌ କରି ଚଲାଚଲ୍‌ତି କଲାନି, ସେ ଉଜଲ୍‌ ଲଗେ ଆଇସି । ତେବେ, ସେ କର୍‌ବା କାମ୍‌ ପର୍‌ମେସରର୍‌ ମନ୍‍ କର୍‍ବା ଇସାବେ ଅଇଲାନି ।”
22 Bundan sonra İsa'yla öğrencileri Yahudiye diyarına gittiler. İsa onlarla birlikte orada bir süre kalarak vaftiz etti.
୨୨ତାର୍‌ ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିଉଦା ଦେସେ ଗାଲାଇ ଆରି ସେ ଜାଗାଇ ରଇକରି ଲକ୍‌ମନ୍‌କେ ଡୁବନ୍‌ ଦେଲାଇ ।
23 Yahya da Salim yakınındaki Aynon'da vaftiz ediyordu. Çünkü orada bol su vardı. İnsanlar gelip vaftiz oluyorlardı.
୨୩ସେ ବେଲାଇ ଜଅନ୍‌ ମିସା ସାଲମ୍‌ ଗଡ୍‌ଲଗେ ଏନନ୍‌ ନାଉଁର୍‌ ଗଟେକ୍‌ ଗାଏଁ ଡୁବନ୍‌ ଦେଇତେ ରଇଲା । କାଇକେ ବଇଲେ ସେ ଜାଗାଇ ବେସି ପାନି ରଇଲା । ଆରି ଲକ୍‌ମନ୍‌ ଆସିକରି ଡୁବନ୍‌ ନେଇତେ ରଇଲାଇ ।
24 Yahya henüz hapse atılmamıştı.
୨୪ସେତ୍‌କି ଦିନ୍‌ ଜାକ ଜଅନ୍‌ ବନ୍ଦି ନ ଅଇରଇଲା ।
25 O sıralarda Yahya'nın öğrencileriyle bir Yahudi arasında temizlenme konusunda bir tartışma çıktı.
୨୫ସେବେଲା ଗଟେକ୍‌ ଜିଉଦି ଲକ୍‌ ଆରି ଜଅନର୍‌ ସିସ୍‌ମନ୍‌ ଅସୁକଲ୍‌ଅନି ରିତିନିତି ଇସାବେ ସୁକଲ୍‌ ଅଇବା ବିସଇ ନେ‍ଇ ତାକର୍‌ ବିତ୍‌ରେ ଦଦାପେଲା ଅଇତେ ରଇଲାଇ ।
26 Öğrencileri Yahya'ya gelerek, “Rabbî” dediler, “Şeria Irmağı'nın karşı yakasında birlikte olduğun ve kendisi için tanıklık ettiğin adam var ya, işte O vaftiz ediyor, herkes de O'na gidiyor.”
୨୬ଆରି ଜଅନର୍‌ ସିସ୍‌ମନ୍‌ ତାର୍‍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍‌ଦନ୍‌ ଗାଡ୍‌ ସେପାଟେ କାର୍‌ସଙ୍ଗ୍‌ ବେଟ୍‌ ଅଇରଇଲାସ୍‌ ଆରି ତାର୍‌ ବିସଇ ତମେ ସାକି ଦେଇତେରଇଲାସ୍‌, ସେ ଲକ୍‌ ଏବେ ଲକ୍‌ମନ୍‌କେ ଡୁବନ୍‌ ଦେଲାନି ଆରି ସବୁ ଲକ୍‌ମନ୍‌ ତାର୍‌ ଲଗେ ଗାଲାଇନି ।”
27 Yahya şöyle yanıt verdi: “İnsan, kendisine gökten verilmedikçe hiçbir şey alamaz.
୨୭ଜଅନ୍‌ କ‍ଇଲା, “ପର୍‌ମେସର୍‌ ନ ଦେଲେ, କେ ମିସା କାଇଟା ନ ପାଅତ୍‌ ।
28 ‘Ben Mesih değilim, ama O'nun öncüsü olarak gönderildim’ dediğime siz kendiniz tanıksınız.
୨୮ମୁଇ କଇରଇଲି ପର୍‌ମେସର୍‌ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍‌କା ପାଟାଇରଇବା ଗଟେକ୍‌ ଦୁତ୍‌ ପାରା ଅଇ ଆସିଆଚି ।
29 Gelin kiminse, güvey odur. Ama güveyin yanında duran ve onu dinleyen dostu onun sesini işitince çok sevinir. İşte benim sevincim böylece tamamlandı.
୨୯ଜେ ବିବା ଅଇସି, ସେ ବର୍‌ ଦାଙ୍ଗ୍‌ଡା । ମାତର୍‌ ବର୍‌ ଦାଙ୍ଗ୍‌ଡାର୍‌ ଲଗେ ବରର୍‌ ସଙ୍ଗାରି ଟିଆଅଇ ତାର୍‌ କାତା ସୁନ୍‌ସି । ସେ ବର୍‌ ଦାଙ୍ଗ୍‌ଡାର୍‌ କାତା ସୁନି, ବେସି ସାର୍‌ଦା ଅଇସି । ସେନ୍ତାରିସେ ମର୍‌ ସାର୍‌ଦା ମିସା ପୁରାପୁରୁନ୍‌ ଅଇଲାଆଚେ ।
30 O büyümeli, bense küçülmeliyim.”
୩୦ସେ ମଆନ୍‌ ଅଇତେ ଜାଅ ଆରି ମୁଇ ସାନ୍‌ ଅଇତେ ଜିବି ।”
31 Yukarıdan gelen, herkesten üstündür. Dünyadan olan dünyaya aittir ve dünyadan söz eder. Gökten gelen ise, herkesten üstündür.
୩୧“ଜେ ସର୍‌ଗେଅନି ଆଇଲା ଆଚେ, ସେ ସବୁ ଲକ୍‌ମନର୍‌ତେଇଅନି ମଆନ୍‌ । ଜେ ଜଗତେ ଅନି ଜନମ୍‌ ଅଇଆଚେ, ସେ ଜଗତର୍‌ କାତାସେ କଇସି । ମାତର୍‌ ଜେ ସର୍‌ଗେଅନି ଆସିଆଚେ, ସେ ସବୁକଲର୍‌ତେଇ ଅନି ମଆନ୍‌ ।
32 Ne görmüş ne işitmişse ona tanıklık eder, ama tanıklığını kimse kabul etmez.
୩୨ସେ ଜନ୍‌ଟା ଦେକ୍‌ଲା ଆଚେ ଆରି ସୁନ୍‌ଲା ଆଚେ ସେ ବିସଇ ସେ ଜାନାଇଲାନି । ମାତର୍‌ ସେ କଇରଇବା କାତା କେ ମିସା ନାମତ୍‌ ନାଇ ।
33 O'nun tanıklığını kabul eden, Tanrı'nın gerçek olduğuna mührünü basmıştır.
୩୩ଜେ ତାର୍‌ କଇରଇବା କାତା ନାମ୍‌ସି, ସେ ପର୍‌ମେସର୍‌ ସତ୍‌ଟା ବଲି ନାମ୍‌ସି ।
34 Tanrı'nın gönderdiği kişi Tanrı'nın sözlerini söyler. Çünkü Tanrı, Ruh'u ölçüyle vermez.
୩୪ଜାକେ ପର୍‌ମେସର୍‌ ପାଟାଇଲା ଆଚେ, ସେ ପର୍‌ମେସରର୍‌ ବାକିଅ କଇସି । କାଇକେ ବଇଲେ ତାକେ ପର୍‌ମେସରର୍‌ ଆତ୍‌ମା ପୁରାପୁରୁନ୍‌ ଦିଆଅଇଲାଆଚେ ।
35 Baba Oğul'u sever; her şeyi O'na teslim etmiştir.
୩୫ବାବା ପିଲାକେ ଆଲାଦ୍‌ କରି ସବୁ ବିସଇ ତାର୍‌ ଆତେ ସର୍‌ପି ଦେଲାଆଚେ ।
36 Oğul'a iman edenin sonsuz yaşamı vardır. Ama Oğul'un sözünü dinlemeyen yaşamı görmeyecektir. Tanrı'nın gazabı böylesinin üzerinde kalır. (aiōnios g166)
୩୬ଆରି କେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କର୍‌ସି, ସେ ନ ସାର୍‌ବା ଜିବନ୍‌ ପାଇସି । ମାତର୍‌ ଜେ ପର୍‌ମେସରର୍‌ ପିଲାକେ ନାମେ ନାଇ, ସେ ନ ସାର୍‌ବା ଜିବନ୍‌ ନ ପାଏ । ଆରି ପର୍‌ମେସରର୍‌ ଡଣ୍ଡ୍‌ ପାଇବାକେ ସେ ରଇସି ।” (aiōnios g166)

< Yuhanna 3 >