< Elçilerin İşleri 5 >

1 Hananya adında bir adam, karısı Safira'nın onayıyla bir mülk sattı, paranın bir kısmını kendine saklayarak gerisini getirip elçilerin buyruğuna verdi. Karısının da olup bitenlerden haberi vardı.
ସେ ଦଲର୍‌ ଅନନିୟ ନାଉଁର୍‌ ଗଟେକ୍‌ ଲକ୍‌ ଆରି ତାର୍‌ ମାଇଜି ସପିରା ସେମନର୍‌ କେତେକ୍‌ ଜମି ବିକ୍‌ଲାଇ ।
2
ମାତର୍‌ ମାଇଜିମୁନୁସ୍‌ ରାଜିଅଇକରି ବିକିକରି ପାଇଲା କେତେକ୍‌ ଡାବୁ ଅନନିୟ ନିଜର୍‌ ପାଇ ସଙ୍ଗଇଲା । ଅଗଲ୍‌ଲାଟା ସେ ପେରିତ୍‌ ସିସ୍‌ମନ୍‌କେ ଦେଲା ।
3 Petrus ona, “Hananya, nasıl oldu da Şeytan'a uydun, Kutsal Ruh'a yalan söyleyip mülkün parasının bir kısmını kendine sakladın?” dedi.
ପିତର୍‌ ତାକେ କଇଲା, “ଅନନିୟ ତୁଇ କେନ୍ତି ସଇତାନର୍‌ ପାନ୍ଦେପଡି ଜମି ବିକି ଆନିରଇବା ଡାବୁ କେତେକ୍‌ ନିଜର୍‌ ପାଇ ସଙ୍ଗଇକରି ସୁକଲ୍‌ ଆତ୍‌ମାର୍‌ ମୁଆଟେ ମିଚ୍‌ କଇଲୁସ୍‌?
4 “Mülk satılmadan önce sana ait değil miydi? Sen onu sattıktan sonra da parayı dilediğin gibi kullanamaz mıydın? Neden yüreğinde böyle bir düzen kurdun? Sen insanlara değil, Tanrı'ya yalan söylemiş oldun.”
ବିକ୍‌ବା ଆଗ୍‌ତୁ ସେ ଜମି ତମର୍‌ ରଇଲା । ବିକ୍‌ଲା ପଚେ ମିସା ସେ ଡାବୁ ତମର୍‌ଟାସେ । ଏନ୍ତି କାମ୍‌ କର୍‌ବାକେ କାଇକେ ମନ୍‌ କଲୁସ୍‌? ତୁଇ ଲକ୍‌ମନ୍‌କେ ନାଡାଉସ୍‌ ନାଇ ମାତର୍‌ ପର୍‌ମେସର୍‌କେ ନାଡାଇଆଚୁସ୍‌ ।”
5 Hananya bu sözleri işitince yere yıkılıp can verdi. Olanları duyan herkesi büyük bir korku sardı.
ଅନନିୟ ଏ କାତା ସୁନ୍‌ଲା ଦାପ୍‌ରେ ତଲେ ଆପ୍‌ଟି ଅଇ ଅଦ୍‌ରି ମରିଗାଲା । ଜନ୍‌ ଲକ୍‌ମନ୍‌ ଏ କାତା ସୁନ୍‌ଲାଇ ସେମନ୍‌ ସବୁଲକ୍‌ ବେସି ଡରିଗାଲାଇ ।
6 Gençler kalkıp Hananya'nın ölüsünü kefenlediler ve dışarı taşıyıp gömdüler.
ଦଲର୍‌ ଦାଙ୍ଗ୍‌ଡାମନ୍‌ ଅନନିୟର୍‌ ମଲା ଗାଗଡ୍‌ ଲୁଗାଇ ଗୁଡିଆଇକରି ବାଇରେ ବଇକରି ଦାରିଗାଲାଇ ଆରି ତପିଦେଲାଇ ।
7 Bundan yaklaşık üç saat sonra Hananya'nın karısı, olanlardan habersiz içeri girdi.
ପାକାପାକି ତିନ୍‍ଗଁଟା ପଚେ ଅନନିୟର୍‌ ମାଇଜି ତେଇ ଆସି କେଟ୍‌ଲା । ସେ, ଏ ଗଟ୍‍ନା ନାଜାନି ରଇଲା ।
8 Petrus, “Söyle bana, mülkü bu fiyata mı sattınız?” diye sordu. “Evet, bu fiyata” dedi Safira.
ପିତର୍‌ ତାକେ ପାଚାର୍‌ଲା “ମକେ କ ପନି, ତୁଇ ଆରି ତର୍‌ ମୁନୁସ୍‌ ଜେତ୍‌କି ଜମି ବିକ୍‌ଲାସ୍‌, ଏଟା କାଇ ତାର୍‌ ପୁରାଦାମ୍‌ କି?” ସେ କଇଲା, “ଉଁ ଏତ୍‌କିସେ ।”
9 Petrus ona şöyle dedi: “Rab'bin Ruhu'nu sınamak için nasıl oldu da sözbirliği ettiniz? İşte, kocanı gömenlerin ayak sesleri kapıda, seni de dışarı taşıyacaklar.”
ପିତର୍‌ ତାକେ କଇଲା, “ମାପ୍‌ରୁର୍‌ ଆତ୍‌ମାକେ ପରିକା କର୍‌ବାକେ ତୁଇ ଆରି ତର୍‌ ମୁନୁସ୍‌ କାଇକେ ରାଜିଅଇଲାସ୍‌? ଜନ୍‌ ଲକ୍‌ମନ୍‌ ତର୍‌ ମୁନୁସ୍‌କେ ସମାଦି ଦେଲାଇ ଆଚତ୍‌, ବାଟ୍‌ ଡିଆଗଡି କେଟ୍‌ଲାଇବେ, ସେମନ୍‌ ତକେ ମିସା ବଇ ଦାରିଜିବାଇବେ ।”
10 Kadın o anda Petrus'un ayakları dibine yıkılıp can verdi. İçeri giren gençler onu ölmüş buldular, onu da dışarı taşıyarak kocasının yanına gömdüler.
୧୦ସେ ଦାପ୍‌ରେ ସେ ମିସା ପିତରର୍‌ ପାଦ୍‌ତଲେ ଅଦ୍‌ରି ମରିଗାଲା । ଦାଙ୍ଗ୍‌ଡାମନ୍‌ ବିତ୍‌ରେ ଆସି ତାର୍‌ ମଲା ଗାଗଡ୍‌ ବଇନେଲାଇ ଆରି ତାର୍‌ ମୁନୁସର୍‌ ଲଗେ ତାକେ ମିସା ସମାଦି ଦେଲାଇ ।
11 İnanlılar topluluğunun tümünü ve olayı duyanların hepsini büyük bir korku sardı.
୧୧ଜିରୁସାଲେମର୍‌ ଗୁଲାଇ ମଣ୍ଡଲିର୍‌ ଲକ୍‌ମନ୍‌ ଆରି ଜେତ୍‌କି ଲକ୍‌ ଏ କାତା ସୁନ୍‌ଲାଇ, ସବୁଲକ୍‌ ଡରିଗାଲାଇ ।
12 Elçilerin aracılığıyla halk arasında birçok belirtiler ve harikalar yapılıyordu. İmanlıların hepsi Süleyman'ın Eyvanı'nda toplanıyordu.
୧୨ପେରିତ୍‌ ସିସ୍‌ମନର୍‌ ଟାନେଅନି ଲକ୍‌ମନର୍‌ ବିତ୍‌ରେ ବେସି କାବା ଅଇଜିବା କାମ୍‌ମନ୍‌ ଆରି ଚିନ୍‌ମନ୍‌ ସାଦନ୍‌ ଅଇତେ ରଇଲା । ସବୁ ବିସ୍‌ବାସିମନ୍‌ ସଲ୍‌ମନର୍‌ ମଣ୍ଡପେ ରୁଣ୍ଡ୍‍ତେ ରଇଲାଇ ।
13 Halk onlara büyük saygı duyduğu halde, dışarıdan hiç kimse onlara katılmayı göze alamıyordu.
୧୩ସେମନର୍‌ ବିସଇ ବିନ୍‌ଲକ୍‌ମନ୍‌ ନିମାନ୍‌ କାତା କଇତେ ରଇଲାଇ । ମାତର୍‌ ଦଲ୍‌ ବାଇରେ ରଇଲା ଲକ୍‌ମନ୍‌ କେ ମିସା ଦଲେ ମିସ୍‌ବାକେ ସାଆସ୍‌ ନ କର୍‌ତେ ରଇଲାଇ ।
14 Buna karşın, Rab'be inanıp topluluğa katılan erkek ve kadınların sayısı giderek arttı.
୧୪ଏଲେ ମିସା ପର୍‌ମେସର୍‌କେ ବିସ୍‌ବାସ୍‌ କରି ଅଦିକ୍‌ ଅଦିକ୍‌ ମାଇଜିଟକି ଆରି ମୁନୁସ୍‌ ପିଲାମନ୍‌ ଏ ଦଲେ ମିସ୍‌ଲାଇ । ଆରି ସେ ଦଲ୍‌ ଦିନ୍‌କେ ଦିନ୍‌ ଅଦିକ୍‌ ଅଦିକ୍‌ ବଡ୍‌ତେ ଗାଲା ।
15 Bütün bunların sonucu, yoldan geçen Petrus'un hiç değilse gölgesi bazılarının üzerine düşsün diye halk, hasta olanları caddelere çıkartıp şilteler ve döşekler üzerine yatırır oldu.
୧୫ପେରିତ୍‌ ସିସ୍‌ମନର୍‌ କାମ୍‌ ଅଦିକ୍‌ ବଡି ବଡି ଗାଲା । ଏନ୍ତିକି ପିତର୍‌ ଇଣ୍ଡିଗାଲାବେଲେ ତାର୍‌ ଚାଇଆଲେ ଅଲପ୍‌ ପଡବଲି ଲକ୍‌ମନ୍‌ ରଗିମନ୍‌କେ ବଇଆନି ବାଟ୍‍ପାଲି କଟେ ଆରି ଟାଟିମନ୍‌ ଅଚାଇକରି ସୁଆଇ ଦେଇତେ ରଇଲାଇ ।
16 Yeruşalim'in çevresindeki kasabalardan da kalabalıklar geliyor, hastaları ve kötü ruhlardan acı çekenleri getiriyorlardı. Bunların hepsi iyileştirildi.
୧୬ଜିରୁସାଲମର୍‌ ଚାରିବେଟ୍‌ତି ରଇବା ଗଡର୍‌ ରଗି ଆରି ଡୁମାଦାର୍‌ଲା ଲକ୍‌ମନ୍‌କେ ପେରିତ୍‌ମନର୍‌ ଲଗେ ଆନ୍‌ତେ ରଇଲାଇ । ଆରି ସେମନ୍‌ ସବୁ ଲକ୍‌ ନିମାନ୍‌ ଅଇତେ ରଇଲାଇ ।
17 Bunun üzerine, kıskançlıkla dolan başkâhin ve yanındakilerin hepsi, yani Saduki mezhebinden olanlar, elçileri yakalatıp devlet tutukevine attırdılar.
୧୭ତାର୍‌ ପଚେ ବଡ୍‌ ପୁଜାରି, ତାର୍‌ସଙ୍ଗ୍‍ ରଇବା ଲକ୍‌ମନ୍‌ ଆରି ସାଦୁକି ଦଲର୍‌ ଲକ୍‌ମନ୍‌, ସିସ୍‌ମନ୍‍କେ ଇଁସା ଅଇଗାଲାଇ । ଆରି ସେମନର୍‌ ବିରୁଦେ କାଇଟାଆଲେ କରୁ ବଲି ଜଜ୍‌ନା କଲାଇ ।
୧୮ସେମନ୍‌ ପେରିତ୍‌ ସିସ୍‌ମନ୍‌କେ ଦାରି ବାନ୍ଦିକରି ବନ୍ଦିଗରେ ସଙ୍ଗଇଲାଇ ।
19 Ama geceleyin Rab'bin bir meleği zindanın kapılarını açıp onları dışarı çıkarttı. “Gidin! Tapınağa girip bu yeni yaşamla ilgili sözlerin hepsini halka duyurun” dedi.
୧୯ମାତର୍‌ ସେ ରାତି ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ବନ୍ଦିଗରର୍‌ କାପାଟ୍‌ ଉଗାଡିଦେଲା ଆରି ସେମନ୍‌କେ ମୁକ୍‌ଲାଇ ଆନି କଇଲା,
୨୦“ଜା ଆରି ମନ୍ଦିରେ ଟିଆଅଇକରି ଲକ୍‌ମନ୍‌କେ ଏ ନୁଆ ଜିବନ୍‌ ବିସଇ ସବୁ କାତା କୁଆ ।”
21 Elçiler bu buyruğa uyarak gün doğarken tapınağa girip öğretmeye başladılar. Başkâhin ve yanındakiler gelince Yüksek Kurul'u, İsrail halkının bütün ileri gelenlerini toplantıya çağırdılar. Sonra elçileri getirtmek için tutukevine adam yolladılar.
୨୧ସିସ୍‌ମନ୍‌ ସେ ଦୁତର୍‌ କାତା ମାନି ସାକାଲ୍‌ ସାକାଲ୍‌ ମନ୍ଦିରେ ପୁରି ସିକିଆ ଦେବାର୍‌ ଦାର୍‌ଲାଇ । ବଡ୍‌ ପୁଜାରି, ତାକର୍‌ ସଙ୍ଗାରିମନ୍‌ ଆରି ଇସ୍‌ରାଏଲର୍‌ ପାର୍‌ଚିନ୍‌ମନ୍‌ ଗଟେକ୍‌ ପୁରା ସବା ପାଇ ଡାକାଇ ପାଟାଇଲାଇ । ତାର୍‌ ପଚେ ପେରିତ୍‌ ସିସ୍‌ମନ୍‌କେ ବନ୍ଦିଗରେ ଅନି ସବାଇ ଆନ୍‌ବାକେ ବନ୍ଦିଗରର୍‌ ଜାଗୁଆଲ୍‌ମନର୍‌ ମୁକିଆମନ୍‌କେ ଆଦେସ୍‌ ଦେଲାଇ ।
22 Ne var ki, görevliler zindana vardıklarında elçileri bulamadılar. Geri dönerek şu haberi ilettiler: “Tutukevini kilitli ve tam bir güvenlik altında, nöbetçileri de kapılarda durur bulduk. Ama kapıları açtığımızda içerde kimseyi bulamadık!”
୨୨ମାତର୍‌ ସେ ମୁକିଆମନ୍‌ ବନ୍ଦିଗରେ କେଟ୍‌ଲାକେ ପେରିତ୍‌ମନ୍‌କେ ତେଇ ଦେକତ୍‌ନାଇ । ସେଟାର୍‌ପାଇ ସେମନ୍‌ ବଡ୍‌ସବାଇ ବାଉଡି ଆଇଲାଇ । ଆରି ଲକ୍‌ମନ୍‌କେ କଇଲାଇ,
୨୩“ଆମେ ବନ୍ଦି ଗରେ କେଟି ଦେକ୍‌ଲୁ ଜେ ଦୁଆର୍‌ ନିକସଙ୍ଗ୍‌ ଡାବି ଅଇରଇଲା । ଆରି ଜାଗୁଆଲ୍‌ମନ୍‌ ମିସା ଜାଗିରଇଲାଇ । ମାତର୍‌ କାପାଟ୍‌ ଉଗାଡ୍‌ଲା ପଚେ ଆମେ ବିତ୍‌ରେ କାକେ ମିସା ଦେକୁ ନାଇ ।”
24 Bu sözleri işiten tapınak koruyucularının komutanıyla başkâhinler şaşkına döndüler, bu işin sonunun nereye varacağını merak etmeye başladılar.
୨୪ଏ କାତା ସୁନି ମୁକିଅ ପୁଜାରିମନ୍‌ ଆରି ମନ୍ଦିର୍‌ ଜାଗୁଆଲ୍‌ମନର୍‌ ଦାଇତେ ରଇଲା ଲକ୍‌ମନ୍‌ କାବାଅଇଗାଲାଇ । ପେରିତ୍‌ ସିସ୍‌ମନ୍‌କେ କାଇଟା ଅଇଲାଆଚେ ବଲି ସେମନ୍‌ ବୁଜି ନାପାର୍‌ଲାଇ ।
25 O sırada yanlarına gelen biri, “Bakın, hapse attığınız adamlar tapınakta dikilmiş, halka öğretiyor” diye haber getirdi.
୨୫ସେଡ୍‌କିବେଲେ ଗଟେକ୍‌ ଲକ୍‌ ଆସି କଇଲା “ସୁନା! ଜନ୍‌ ଲକ୍‌ମନ୍‌କେ ବନ୍ଦି ଗରେ ରକିରଇଲାସ୍‌, ସେମନ୍‌ ଏବେ ମନ୍ଦିରେ ଲକ୍‌ମନ୍‌କେ ସିକିଆ ଦେଲାଇନି ।”
26 Bunun üzerine komutanla görevliler gidip elçileri getirdiler. Halkın kendilerini taşlamasından korktukları için zor kullanmadılar.
୨୬ମନ୍ଦିରର୍‌ କାମ୍‌କରୁମନ୍‌ ଜାଗୁଆଲ୍‌ମନର୍‌ ସଙ୍ଗ୍‍ ଜାଇ ପେରିତ୍‌ ସିସ୍‌ମନ୍‌କେ ସୁତ୍‌ରାଇକରି ଆରିତରେକ୍‌ ଡାକିଆନ୍‌ଲାଇ । ସେମନ୍‌ ଡରାବିଡ୍‌ରା କରତ୍‌ ନାଇ । କାଇକେବଇଲେ ସେମନ୍‌କେ ଲକ୍‌ମନ୍‌ ପାକ୍‌ନାପୁକ୍‌ନି ମାର୍‌ବାଇ ବଲି ଡରିଜାଇତେରଇଲାଇ ।
27 Elçileri getirip Yüksek Kurul'un önüne çıkardılar. Başkâhin onları sorguya çekti: “Bu adı kullanarak öğretmeyin diye size kesin buyruk vermiştik” dedi. “Ama siz öğretinizi Yeruşalim Kenti'nin her tarafına yaydınız. İlle de bizi bu adamın kanını dökmekten sorumlu göstermek istiyorsunuz.”
୨୭ପେରିତ୍‌ ସିସ୍‌ମନ୍‌କେ ବିତ୍‌ରେ ଡାକିଆନି ବଡ୍‌ସବାର୍‌ ମୁଆଟେ ଟିଆ କରାଇଲାଇ, ଆରି ବଡ୍‌ ପୁଜାରି ସେମନ୍‌କେ ପାଚାର୍‌ଲା ।
୨୮“ଏ ଜିସୁର୍‌ ନାଉଁ ଦାରି କାଇମିସା ସିକିଆ ନ ଦେବାକେ ତମ୍‌କେ ଡାଟ୍‌ ସଙ୍ଗ୍‍ ଆଦେସ୍‌ ଦେଇରଇଲୁ, ମାତର୍‌ ଦେକା, ତମେ କାଇଟା କରିଆଚାସ୍‌! ତମେ ଦେଇରଇବା ଏ ସିକିଆ ଜିରୁସାଲମେ ରଇଲା ଲକ୍‌ମନର୍‌ଟାନେ କେଟ୍‌ଲା ଆଚେ । ଆରି ତାର୍‌ ମରନ୍‌ ପାଇ ଆମ୍‌କେ ଦାଇ କର୍‌ବାକେ ଚେସ୍‌ଟା କଲାସ୍‌ନି!”
29 Petrus ve öbür elçiler şöyle karşılık verdiler: “İnsanlardan çok, Tanrı'nın sözünü dinlemek gerek.
୨୯ପିତର୍‌ ଆରି ବିନ୍‌ ସିସ୍‌ମନ୍‌ କଇଲାଇ, “ଆମେ ତମର୍‌ ଆଦେସ୍‌ ମାନ୍‌ବା ବାଦୁଲେ ପର୍‌ମେସରର୍‌ ଆଦେସ୍‌ ମାନ୍‌ବୁ ।
30 Atalarımızın Tanrısı, sizin çarmıha gererek öldürdüğünüz İsa'yı diriltti.
୩୦ତମେ ଜିସୁକେ କୁର୍‌ସେ ଚଗାଇ ମରାଇଲାପଚେ, ଆମର୍‌ ଆନିଦାଦିମନର୍‌ ପର୍‌ମେସର୍‌ ତାକେ ମଲାଟାନେଅନି ଉଟାଇଲାଆଚେ ।
31 İsrail'e, günahlarından tövbe etme ve bağışlanma fırsatını vermek için Tanrı O'nu Önder ve Kurtarıcı olarak kendi sağına yükseltti.
୩୧ଇସ୍‌ରାଏଲର୍‌ ଲକ୍‌ମନ୍‌ ତାକର୍‌ ପାପେଅନି ବାଅଡତ୍‌ ଆରି ପାପ୍‌ କେମା ଅଅତ୍‌ ବଲି ପର୍‌ମେସର୍‌ ତାକେ ତାର୍‌ ଉଜା ବାଟେ ବସାଇଆଚେ । ଜେନ୍ତିକି ସେ ଆମର୍‌ ସାସନ୍‌କାରିଆ ଆରି ରକିଆକର୍‌ବା ଲକ୍‌ ଅଇସି ।
32 Biz, Tanrı'nın kendi sözünü dinleyenlere verdiği Kutsal Ruh'la birlikte bu olayların tanıklarıyız.”
୩୨ଆମେ ଏ ସବୁ ବିସଇର୍‌ ସାକି ଆଚୁ । ଆରି ଜନ୍‌ ସୁକଲ୍‌ ଆତ୍‌ମାକେ ପର୍‌ମେସର୍‌ ତାକର୍‌ ଆଗିଆଁକାରିମନ୍‌କେ ଦାନ୍‌କଲାଆଚେ, ସେ ମିସା ଏଟାର୍‌ ସାକି ।”
33 Kurul üyeleri bu sözleri işitince çok öfkelendiler ve elçileri yok etmek istediler.
୩୩ବଡ୍‌ସବାର୍‌ ଲକ୍‌ମନ୍‌ ଏ କାତା ସୁନି ଏତେକ୍‌ ରିସାଅଇଗାଲାଇ ଜେ, ପେରିତ୍‌ମନ୍‌କେ ମରାଇବାକେ ମନ୍‍ କଲାଇ ।
34 Ama bütün halkın saygısını kazanmış bir Kutsal Yasa öğretmeni olan Gamaliel adlı bir Ferisi, Yüksek Kurul'da ayağa kalktı, elçilerin kısa bir süre için dışarı çıkartılmasını buyurarak kurul üyelerine şunları söyledi: “Ey İsrailliler, bu adamlara yapacağınızı iyi düşünün!
୩୪ମାତର୍‌ ସେମନର୍‌ ବିତ୍‌ରେଅନି ଗମଲିଏଲ୍‌ ନାଉଁର୍‌ ଗଟେକ୍‌ ପାରୁସି ଲକ୍‌ ରଇଲା । ସେ ନିୟମ୍‌ ସିକାଇତେ ରଇଲା । ତାକେ ଲକ୍‌ମନ୍‌ ମାନିଅ କର୍‌ତେରଇଲାଇ । ସେ ବଡ୍‌ ସବାଇ ଟିଆଅଇ ପେରିତ୍‌ମନ୍‌କେ ଚନେକର୍‌ ପାଇ ବାଇରେ ନେବାକେ ଆଦେସ୍‌ ଦେଲା ।
୩୫ଆରି ବଡ୍‌ ସବାର୍‌ ଲକ୍‌ମନ୍‌କେ କଇଲା, “ଏ ଇସ୍‌ରାଏଲିୟ ବାଇମନ୍‌, ଏ ଲକ୍‌ମନ୍‌କେ ଜାଇଟା କର୍‌ବାକେ ଗାଲାସ୍‌ନି ଅଲପ୍‌ ବାବିଚିନ୍ତି କରି କରା ।
36 Bir süre önce Tevdas da kendi kendisiyle ilgili büyük iddialarda bulunarak başkaldırdı. Dört yüz kadar kişi de ona katıldı. Ama adam öldürüldü, izleyicilerinin hepsi dağıtıldı, hareket yok oldu.
୩୬ତମର୍‌ ମନେରଇସି, ଅଲପ୍‌ ଆଗ୍‌ତୁ ତିଉଦା ନାଉଁର୍‌ ଗଟେକ୍‌ ଲକ୍‌ ରମିୟମନର୍‌ ବିରୁଦେ ଉଟ୍‌ଲା । ସେ ନିଜେ ବଡ୍‌ଲକ୍‌ ବଲି ଲକ୍‌ମନ୍‌କେ କଇଲାକେ ତାର୍‌ ସଙ୍ଗ୍‍ ଚାରିସଅ ଲକ୍‌ ମିସି ରଇଲାଇ । ମାତର୍‌ ତାକେ ମରାଇଲାଇ, ତାର୍‌ପଚେ ତାର୍‌ସଙ୍ଗର୍‌ ଲକ୍‌ମନ୍‌ ଚିନ୍‌ବିନ୍‌ ଅଇଗାଲାଇ ଆରି ତାର୍‌ ଦଲ୍‌ ବୁଡିଗାଲା ।
37 Ondan sonra, sayım yapıldığı günlerde ortaya çıkan Celileli Yahuda, pek çok insanı ayartıp peşine taktı. Ama o da öldürüldü ve izleyicilerinin hepsi darmadağın oldu.
୩୭ତାର୍‌ପଚେ ଗାଲିଲି ଅନି ଜିଉଦା ନାଉଁର୍‌ ଆରି ଗଟେକ୍‌ ଲକ୍‌ ରମିୟମନର୍‌ ବିରୁଦେ ଉଟ୍‌ଲା । ରମିୟ ସର୍‌କାର ଲକ୍‌ମନର୍‌ ନାଉଁ ଲେକାଇବା ବେଲେ ଏଟା ଅଇଲା । ବେସି ଲକ୍‌କେ ତାର୍‌ ଦଲେ ମିସାଇବାକେ ସୁତ୍‌ରାଇଲା । ମାତର୍‌ ତାକେ ମିସା ମରାଇଲାଇ । ଆରି ତାର୍‌ ସବୁ ସିସ୍‌ମନ୍‌ ଚିନ୍‌ବିନ୍‌ ଅଇଗାଲାଇ ।
38 Şimdi size şunu söyleyeyim: Bu adamlarla uğraşmayın, onları rahat bırakın! Çünkü bu girişim, bu hareket insan işiyse, yok olup gidecektir.
୩୮ସେଟାର୍‌ ପାଇ ଜିସୁର୍‌ ସିସ୍‌ମନର୍‌ ବିସଇ ମୁଇ ତମ୍‌କେ କଇଲିନି, ସେମନ୍‌ କର୍‌ବା କାମ୍‌ ତେବାଆ ନାଇ, ଚାଡିଦିଆସ୍‌ । ସେମନ୍‌ କର୍‌ବା କାମ୍‌ ଆରି ଜଜନା ଜଦି ଲକ୍‌ମନର୍‌ଟାନେଅନି ଆସିରଇସି, ତେବେ ସେମନ୍‌ ମିସା ଆରିଜିବାଇ ।
39 Yok eğer Tanrı'nın işiyse, bu adamları yok edemezsiniz. Hatta kendinizi Tanrı'ya karşı savaşır durumda bulabilirsiniz.” Kurul üyeleri Gamaliel'in bu öğüdünü kabul ettiler.
୩୯ମାତର୍‌ ସେଟା ଜଦି ପର୍‌ମେସରର୍‌ଟାନେ ଆସିରଇସି ବଇଲେ, ତାକେ ତମେ ଦବାଇନାପାରାସ୍‌ । ସେତ୍‌କିଅନି ଡିସ୍‌ସି ଜେ ତମେ ପର୍‌ମେସରର୍‌ ବିରଦେ ଜୁଜ୍‌ଲାସ୍‌ନି ।” ବଡ୍‌ସବାର୍‌ ଲକ୍‌ମନ୍‌ ଗମଲିଏଲ୍‌ କଇଲା କାତା ମାନ୍‌ଲାଇ ।
40 Elçileri içeri çağırtıp kamçılattılar ve İsa'nın adından söz etmemelerini buyurduktan sonra salıverdiler.
୪୦ସେମନ୍‌ ପେରିତ୍‌ ସିସ୍‌ମନ୍‌କେ ବଡ୍‌ସବାର୍‌ ବିତ୍‌ରେ ଆନ୍‌ବାକେ ଆଦେସ୍‌ ଦେଲାଇ । ଡାକିଆନିକରି ସେମନ୍‌କେ କର୍‌ଡା ସଙ୍ଗ୍‌ ମାରାଇଲାଇ । ଆରି ଜିସୁର୍‌ ନାଉଁଦାରି କାଇମିସା କାତା ନ କଇବାକେ ଆଦେସ୍‌ ଦେଇ ଚାଡିଦେଲାଇ ।
41 Elçiler İsa'nın adı uğruna hakarete layık görüldükleri için Yüksek Kurul'un huzurundan sevinç içinde ayrıldılar.
୪୧ପେରିତ୍‌ ସିସ୍‌ମନ୍‌ ସାର୍‌ଦାସଙ୍ଗ୍‍ ବଡ୍‌ସବାଇଅନି ବାରଇଲାଇ, କାଇକେବଇଲେ ପର୍‌ମେସର୍‌ ଦେକ୍‌ବା ଇସାବେ ଜିସୁର୍‌ ସିସ୍‌ ଅଇକରି ଅପ୍‌ମାନ୍‌ ପାଇବାକେ ଅଦିକାର୍‍ ପାଇରଇଲାଇ ।
42 Her gün tapınakta ve evlerde öğretmekten ve Mesih İsa'yla ilgili Müjde'yi yaymaktan geri kalmadılar.
୪୨ଆରି ସେମନ୍‌ ସବୁ ଦିନ୍‌ ମନ୍ଦିରେ ଆରି ଲକ୍‌ମନର୍‌ ଗରେ ଗରେ ମସିଅ ଜିସୁର୍‌ ବିସଇର୍‌ ସୁବ୍‌କବର୍‌ ଜାନାଇଲାଇ ଆରି ସିକିଆ ଦେବାର୍‌ ଦାର୍‌ଲାଇ ।

< Elçilerin İşleri 5 >