< మత్తయి 21 >
1 ౧ వారు యెరూషలేమును సమీపించి ఒలీవ చెట్ల కొండ దగ్గర ఉన్న బేత్ఫగేకు వచ్చారు. అక్కడ యేసు ఇద్దరు శిష్యులను పిలిచి,
ଜଃଡେବଃଳ୍ ଜିସୁ ଆର୍ ତାର୍ ଚେଲାମଃନ୍ ଜିରୁସାଲମ୍ ଲଃଗାର୍ ଜିତ୍ ଡଙ୍ଗୁର୍ ଉହ୍ରେ ରିଲା ବେତ୍ପାଗି ଗାଉଁଏ ହଚ୍ଲାୟ୍, ସଃଡେବଃଳ୍ ଜିସୁ ଜଳେକ୍ ଚେଲାକେ ଇ କଃତା କୟ୍ ହଃଟାୟ୍ଲା,
2 ౨ “మీకు ఎదురుగా కనిపించే గ్రామంలోకి వెళ్ళండి. వెళ్ళగానే కట్టేసి ఉన్న ఒక గాడిదా, దాని పిల్లా మీకు కనబడతాయి. వాటిని విప్పి నా దగ్గరికి తోలుకుని రండి.
“ତୁମାର୍ ମୁଆଁର୍ ସେ ଗାଉଁଏ ଜାହା, ଆର୍ ସେତି ହଚ୍ଲେକ୍, ସେତି ବାନ୍ଦ୍ଲାର୍ ଗଟେକ୍ ମାୟ୍ ଗଃଦ ଆର୍ ତାର୍ ଗଟେକ୍ ହିଲାଗଃଦକ୍ ଦଃକାସ୍; ସେମଃନ୍କେ ମେଲି ମର୍ ହାକ୍ ଆଣା ।
3 ౩ ఎవరైనా మిమ్మల్ని దాని గురించి అడిగితే, ‘అవి ప్రభువుకు కావాలి’ అని చెప్పండి, అప్పుడు అతడు వెంటనే వాటిని మీతో పంపుతాడు” అని చెప్పి వారిని పంపించాడు.
ଆର୍ କେ ତୁମିକେ କାୟ୍ରି କୟ୍ଦ୍, ତଃବେ କଃଉଆ, ‘ଇମଃନାର୍ ତଃୟ୍ ମାପ୍ରୁର୍ ଲଳା ଆଚେ ।’ ସେଦାହ୍ରେ ସେ ସେମଃନ୍କେ ହଃଟାୟ୍ଦ୍ ।”
4 ౪ దేవుడు ప్రవక్త ద్వారా చెప్పిన మాటలు నెరవేరేలా ఇది జరిగింది, ఆ మాటలు ఏవంటే,
ବାବ୍ବାଦିର୍ କଃତାମଃନ୍ ହୁରୁଣ୍ ଅଃଉଁକେ ଇରି ଅୟ୍ଲି,
5 ౫ “ఇదిగో నీ రాజు దీనుడుగా గాడిదను, గాడిద పిల్లను ఎక్కి నీ దగ్గరికి వస్తున్నాడని సీయోను కుమారితో చెప్పండి.”
“ସିଅନାର୍ ଦଃଙ୍ଗ୍ଳିମଃନ୍କେ କଃଉଆ, ‘ଦଃକ୍ ତର୍ ରଃଜା ତର୍ ଚଃମେ ଆସୁଲା! ସେ ବଃଡେ ଦିରାର୍ ଆର୍ ହିଲାଗଃଦ ଉହ୍ରେ ବଃସି ଆଚେ, ଆର୍ ଗଃଦ ହିଲା ଉହ୍ରେ ଚଃଗି ଆସୁଲା ।’”
6 ౬ అప్పుడా శిష్యులు వెళ్ళి యేసు ఆజ్ఞాపించిన ప్రకారం చేశారు.
ସେତାକ୍ ଚେଲାମଃନ୍ ଜିସୁର୍ କଃତା ମାନି ସେନ୍ କଃଲାୟ୍ ।
7 ౭ వారు ఆ గాడిదను, దాని పిల్లను తోలుకుని వచ్చి వాటి మీద తమ బట్టలు వేశారు. వాటిమీద ఆయన కూర్చున్నాడు.
ତାର୍ହଃଚେ ମାୟ୍ ଗଃଦ ଆର୍ ହିଲାଗଃଦକ୍ ଜିସୁର୍ ହାକ୍ ଆଣ୍ଲାୟ୍, ଆର୍ ତାର୍ ଉହ୍ରେ ବଃସ୍ତର୍ମଃନ୍ ଅଚାୟ୍ଲାୟ୍, ଆର୍ ଜିସୁ ତାର୍ ଉହ୍ରେ ବଃସ୍ଲା ।
8 ౮ జనసమూహంలో అనేకమంది తమ బట్టలు దారి పొడుగునా నేలమీద పరిచారు. కొందరైతే చెట్లకొమ్మలు నరికి దారిలో పరిచారు.
ଆରେକ୍ ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ବାଟେ ଅଚାୟ୍ଲାୟ୍ ଆର୍ କଃତେକ୍ କଃଜୁରି ଗଃଚାର୍ ଡାଳ୍ ମାରି ଆଣି ବାଟେ ଅଚାଉଁକେ ଦଃର୍ଲାୟ୍ ।
9 ౯ జనసమూహంలో ఆయనకు ముందూ, వెనకా నడుస్తూ, “దావీదు కుమారుడికి జయం! ప్రభువు పేరిట వచ్చేవాడికి స్తుతులు, ఉన్నతమైన స్థలాల్లో జయం” అని కేకలు వేస్తూ వచ్చారు.
ଆର୍ ଜିସୁର୍ ଆଗେ ଆର୍ ହଃଚେ ଜାତା ଲକ୍ମଃନ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍, “ହସାନ୍ନା, ଦାଉଦାର୍ ହୟ୍ସି, ମାପ୍ରୁର୍ ନାଉଁଏ ଜେ ଆସୁଲା, ତାର୍ ଆସିର୍ବାଦ୍ ଅଃଉଅ, ସଃବ୍କେ ଉହ୍ରାର୍ ମାପ୍ରୁର୍ ଜଃଜ୍ମାନ୍ ଅଃଉଅ ।”
10 ౧౦ ఆయన యెరూషలేములోకి వచ్చినప్పుడు పట్టణమంతా, “ఎవరీయన?” అని కలవరంతో నిండిపోయింది.
ଆରେକ୍ ଜିସୁ ଜିରୁସାଲମେ ଗଃଲାକେ ଜିରୁସାଲମ୍ ଗଃଳ୍ଜାକ “ଏ କେ?” ବଃଲି ଉର୍ଜି ଅୟ୍ଲି ।
11 ౧౧ ఆయనతో వచ్చిన జనసమూహం, “ఈయన యేసు. గలిలయలోని నజరేతు నుండి వచ్చిన ప్రవక్త” అని వారికి జవాబిచ్చారు.
ସେତାକ୍ ଲକ୍ମଃନ୍ କୟ୍ଲାୟ୍, “ଏ ଗାଲିଲି ରାଇଜାର୍ ନାଜରିତ୍ ଗାଉଁଆର୍ ବାବ୍ବାଦି ଜିସୁ ।”
12 ౧౨ యేసు దేవాలయంలోకి వెళ్ళి అక్కడ అమ్మేవారిని కొనేవారిని అందరినీ వెళ్ళగొట్టాడు. డబ్బు మారకం చేసేవారి బల్లలనూ, పావురాలు అమ్మేవారి పీటలనూ పడదోశాడు.
ତାର୍ହଃଚେ ଜିସୁ ମନ୍ଦିର୍ ବିତ୍ରେ ଗଃଲା, ଆର୍ ସେତି ବିକାବାଞ୍ଜା କଃର୍ତା ସଃବୁ ଲକ୍ମଃନ୍କେ ବାର୍କଃଲା । ଆର୍ ଡାବୁ ବାଦ୍ଲାଉତା ବେବାରିମଃନାର୍ ଟେବୁଲ୍ ଆର୍ ହାଣ୍ଡ୍କା ବେବାରିମଃନାର୍ ବଃସ୍ତା କୁର୍ଚିମଃନ୍ ଉଲ୍ଟାୟ୍ ହଃକାୟ୍ଲା ।
13 ౧౩ వారితో ఇలా అన్నాడు, “‘నా ఆలయం ప్రార్థనకు నిలయం’ అని రాసి ఉంది. కానీ మీరు దాన్ని దొంగల గుహగా చేసేశారు.”
ଆର୍ ଜିସୁ ସେମଃନ୍କେ କୟ୍ଲା, “ସାସ୍ତରେ ଲେକା ଆଚେ, ‘ଅଃମାର୍ ଗଃର୍ ଇସ୍ୱରାର୍ ପାର୍ତ୍ନାଗଃର୍ ବଃଲି ଡାକେ ହୁଟେଦ୍,’ ମଃତର୍ ତୁମିମଃନ୍ ତାକ୍ କଃଙ୍ଗାର୍ମଃନ୍ ଲୁକ୍ତା ହାର୍ କଃରୁଲାସ୍ ।”
14 ౧౪ అక్కడి గుడ్డివారు, కుంటివారు దేవాలయంలో ఉన్న యేసు దగ్గరికి వచ్చారు, ఆయన వారందరినీ బాగుచేశాడు.
ଆରେକ୍ କାଣା ଆର୍ ମେଟା ଲକ୍ମଃନ୍ ମନ୍ଦିର୍ ବିତ୍ରେ ଜିସୁର୍ ତଃୟ୍ ଆୟ୍ଲାକ୍, ସେ ସେମଃନ୍କେ ଉଜ୍ କଃଲା ।
15 ౧౫ ప్రధాన యాజకులూ ధర్మశాస్త్ర పండితులూ ఆయన చేసిన అద్భుతాలు చూశారు. వారు “దావీదు కుమారుడికి జయం” అని దేవాలయంలో కేకలు వేస్తున్న చిన్నపిల్లలను చూసి కోపంతో మండిపడ్డారు.
ମଃତର୍ ବଃଡ୍ ଜାଜକ୍ ଆର୍ ଦଃର୍ମ୍ଗୁରୁ ମଃନ୍ ତାର୍ କାବା ଅଃଉତା କାମ୍ ସଃବୁ ଆର୍ ମନ୍ଦିର୍ ବିତ୍ରେ, “ଦାଉଦାର୍ ହୟ୍ସିର୍ ଜୟ୍ ଅଃଉଅ,” ବଃଲି ଉଲ୍ଗାଟ୍ ଅଃଉତା ହିଲାମଃନ୍କେ ଦଃକି ରିସା ଅୟଃଲାୟ୍ ।
16 ౧౬ “వీరేమని కేకలు వేస్తున్నారో వింటున్నావా?” అని ఆయనను అడిగారు. అందుకు యేసు, “వింటున్నాను, ‘చిన్నపిల్లల, చంటిబిడ్డల నోళ్ళలో స్తుతులను సిద్ధింపజేశావు’ అనే మాట మీరెప్పుడూ చదవలేదా?” అని వారితో చెప్పి
ସେମଃନ୍ ଜିସୁକେ ହଃଚାର୍ଲାୟ୍, “ଇମଃନ୍ କାୟ୍ ବଃଲି କଃଉଁଲାୟ୍, ସେରି କାୟ୍ ତୁୟ୍ ସୁଣୁଲିସ୍?” ଜିସୁ ସେମଃନ୍କେ କୟ୍ଲା, “ହେଁ ସୁଣୁଲେ । ତୁମିମଃନ୍ କାୟ୍ ଇ କଃତା କଃବେହେଁ ଦଃର୍ମ୍ ସାସ୍ତରେ ହଳି ନଃକେରାସ୍, ‘ତୁମି ସାନ୍ ହିଲା ଆର୍ ଦୁଦ୍ କାତା ହିଲାମଃନ୍କେ ଟିକ୍ ବାବେ ଜଃଜ୍ମାନ୍ କଃରୁକେ ସିକାୟ୍ ଆଚାସ୍?’”
17 ౧౭ ఆ పట్టణం నుండి బయలుదేరి బేతనియ వెళ్ళి అక్కడ ఆ రాత్రి గడిపాడు.
ଆରେକ୍ ଜିସୁ ସେମଃନ୍କେ ଚାଡି ଜିରୁସାଲମେ ହୁଣି ବାରାୟ୍ ବେତାନିଆକେ ଗଃଲା ଆର୍ ସେ ରାତି ସେତି ରିଲା ।
18 ౧౮ తెల్లవారిన తరువాత ఆయన తిరిగి పట్టణంలోకి వస్తుండగా ఆయనకు ఆకలి వేసింది.
ଆର୍କ ଦିନ୍ ସଃକାଳ୍ୟା ଜିସୁ ଜିରୁସାଲମ୍ ଗଃଳେ ବାଉଳ୍ତା ବଃଳ୍ ତାକ୍ ବୁକ୍ ଲାଗ୍ଲି ।
19 ౧౯ అప్పుడు ఆ దారి పక్కన ఒక అంజూరు చెట్టును చూశాడు. ఆయన దాని దగ్గరికి వెళ్ళి చూస్తే, దానికి ఆకులు తప్ప మరేమీ కనిపించలేదు. ఆయన దానితో, “ఇక ముందు నీవు ఎప్పటికీ కాపు కాయవు!” అన్నాడు. వెంటనే ఆ అంజూరు చెట్టు ఎండిపోయింది. (aiōn )
ଆର୍ ବାଟ୍ ହାଳାୟ୍ ଗଟେକ୍ ଡୁମ୍ବୁର୍ ଗଃଚ୍ ଦଃକି ତାର୍ ଚଃମେ ଗଃଲା, ସେ ଗଃଚେ ହଃତାର୍ ଚାଡି କାୟ୍ରି ହେଁ ନଃହାୟ୍ଲାକେ ସାୟ୍ପ୍ ଦଃୟ୍ ଡୁମ୍ବୁର୍ ଗଃଚ୍କେ କୟ୍ଲା, “ସଃବୁ ଦିନ୍ ହେଁ ତର୍ ତଃୟ୍ ହଃଳ୍ ନଃଦେର ।” ସେତାର୍ଗିନେ ସେଦାହ୍ରେ ସେ ଡୁମ୍ବୁର୍ ଗଃଚ୍ ସୁକ୍ଲି । (aiōn )
20 ౨౦ అది చూసి, శిష్యులు ఆశ్చర్యపోయి, “ఆ అంజూరు చెట్టు ఒక్కసారిగా ఎలా ఎండిపోయిందో కదా!” అని చెప్పుకున్నారు.
ଚେଲାମଃନ୍ ସେରି ଦଃକି କାବା ଅୟ୍କଃରି କୟ୍ଲାୟ୍, “ଡୁମ୍ବୁର୍ ଗଃଚ୍ କଃନ୍କଃରି ସେଦାହ୍ରେ ସୁକ୍ଲି ।”
21 ౨౧ అందుకు యేసు, “మీకు విశ్వాసం ఉండి, ఏమాత్రం సందేహపడకుండా ఉంటే, ఈ అంజూరు చెట్టుకు చేసిన దాన్ని మీరు కూడా చేయగలరు. అంత మాత్రమే కాదు, ఈ కొండతో, ‘నీవు లేచి సముద్రంలో పడిపో’ అంటే ఆ విధంగా తప్పక జరుగుతుంది.
ଜିସୁ ସେମଃନ୍କେ କୟ୍ଲା, “ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ତୁମାର୍ ବିସ୍ୱାସ୍ ଆଚେ, ଆର୍ ତୁମିମଃନ୍ ଅବିସ୍ୱାସ୍ ନଃକେରାସ୍, ତଃବେ ଇ ଡୁମ୍ବୁର୍ ଗଃଚ୍କେ ଜଃନ୍କାର୍ ଅୟ୍ଆଚେ, ଅଃତେକ୍ ହଃକା କଃରାସ୍ ସେରି ନାୟ୍, ମଃତର୍ ଜଦି ଇ ଡଙ୍ଗୁର୍କେ ହେଁ ‘ଉଟ୍କି ଅୟ୍ ସଃମ୍ନ୍ଦେ ଜାୟ୍ ଅଦୁର୍’ ବଃଲି କଃଉଆସ୍, ତଃବେ ସେରଃକମ୍ ଅୟ୍ଦ୍ ।
22 ౨౨ మీరు ప్రార్థన చేసేటప్పుడు వేటిని అడుగుతారో అవి దొరికాయని నమ్మితే వాటిని మీరు పొంది తీరుతారు” అని వారితో చెప్పాడు.
ଆରେକ୍ ବିସ୍ୱାସ୍ କଃରି ପାର୍ତ୍ନା କଃରାସ୍ ଆର୍ ଜାୟ୍ରି ମାଗାସ୍ ସେରି ସଃବୁ ହାଉଆସ୍ ।”
23 ౨౩ ఆయన దేవాలయంలో బోధిస్తున్నప్పుడు ముఖ్య యాజకులు, ప్రజల పెద్దలు ఆయన దగ్గరికి వచ్చి, “ఏ అధికారంతో నీవీ పనులు చేస్తున్నావు? ఈ అధికారం నీకెవరు ఇచ్చారు?” అని అడిగారు.
ତାର୍ହଃଚେ ଜିସୁ ମନ୍ଦିର୍ ବିତ୍ରେ ହୁରି ସିକ୍ୟା ଦେତାବଃଳ୍ ବଃଡ୍ ଜାଜକ୍ମଃନ୍ ଆର୍ ପାରାଚିନ୍ମଃନ୍ ତାର୍ ଚଃମେ ଆସି ହଃଚାର୍ଲାୟ୍, “ତୁୟ୍ କୁୟ୍ ଅଃଦିକାର୍ ଦଃରି ଇସଃବୁ କଃରୁଲିସ୍, ଆର୍ ତକେ କେ ଇ ଅଃଦିକାର୍ ଦିଲା?”
24 ౨౪ యేసు, “నేను కూడా మిమ్మల్ని ఒక ప్రశ్న అడుగుతాను. దానికి మీరు జవాబు చెబితే నేను ఏ అధికారంతో ఈ పనులు చేస్తున్నానో మీకు చెబుతాను.
ଜିସୁ ସେମଃନ୍କେ କୟ୍ଲା, “ମୁଁୟ୍ ହେଁ ତୁମିମଃନ୍କେ ଗଟେକ୍ କଃତା ହଃଚାରିନ୍ଦ୍, ଜଦି ତୁମିମଃନ୍ ମକେ ସେରି କଃଉଆସ୍, ତଃବେ ମୁଁୟ୍ କୁୟ୍ ଅଃଦିକାରେ ଇ ସଃବୁ କଃରୁଲେ ସେରି କୟ୍ନ୍ଦ୍ ।
25 ౨౫ యోహాను ఇచ్చిన బాప్తిసం పరలోకం నుండి వచ్చిందా? లేక మనుషుల నుండి వచ్చిందా?” అని వారిని అడిగాడు. అప్పుడు వారు, “మనం పరలోకం నుండి, అని చెబితే, ‘మీరెందుకు యోహానును నమ్మలేదు?’ అంటాడు.
ଜହନ୍ ବାପ୍ତିସମ୍ ଦେତା ଅଃଦିକାର୍ କାର୍ ତଃୟ୍ହୁଣି ହାୟ୍ରିଲା? ସଃର୍ଗେ ହୁଣି କି ମାନାୟ୍ ତଃୟ୍ହୁଣି?” ସେତାକ୍ ସେମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟଃଲାୟ୍, ଆର୍ କଃଉଁକେ ଦଃର୍ଲାୟ୍, “ଜଦି ସଃର୍ଗେ ହୁଣି ବଃଲି କଃଉନ୍ଦ୍, ତଃବେ ସେ ଅଃମିକ୍ କୟ୍ଦ୍, ‘ତଃବେ ତୁମିମଃନ୍ କାୟ୍ତାକ୍ ଜହନ୍କେ ବିସ୍ୱାସ୍ ନଃକେଲାସ୍?’
26 ౨౬ మనుషుల నుండి అని చెబితే ఈ ప్రజలంతా యోహానును ఒక ప్రవక్త అని భావిస్తున్నారు కాబట్టి వారేం చేస్తారో అని భయంగా ఉంది అని తమలో తాము చర్చించుకుని,
ଜଦି ମାନାୟ୍ ତଃୟ୍ହୁଣି ବଃଲି କଃଉନ୍ଦ୍, ତଃବେ ଲକ୍ମଃନ୍କେ ଡିର୍, କାୟ୍ତାକ୍ବଃଲେକ୍ ସଃବୁ ଲକ୍ମଃନ୍ ଜହନ୍କେ ବାବ୍ବାଦି ବଃଲି ମାନୁଲାୟ୍ ।”
27 ౨౭ “మాకు తెలియదు” అన్నారు. అప్పుడాయన “అలాగైతే నేను ఏ అధికారంతో ఇవి చేస్తున్నానో కూడా చెప్పను” అన్నాడు.
ଇତାର୍ ଗିନେ ସେମଃନ୍ ଜିସୁକେ କୟ୍ଲାୟ୍, “ଅଃମି ନଃଜାଣୁ ।” ଜିସୁ ସେମଃନ୍କେ କୟ୍ଲା, “ତଃବେ ମୁଁୟ୍ କୁୟ୍ ଅଃଦିକାରେ ଇ ସଃବୁ କଃରୁଲେ, ସେରି ମୁଁୟ୍ ହେଁ ତୁମିକେ ନଃକୟ୍ଁ ।”
28 ౨౮ ఆయన ఇంకా వారితో మాట్లాడుతూ, “మీకేమనిపిస్తుంది? ఒక మనిషికి ఇద్దరు కొడుకులు ఉన్నారు. అతడు పెద్ద కొడుకుతో, ‘బాబూ, పోయి ఈ రోజు ద్రాక్షతోటలో పని చెయ్యి’ అన్నాడు.
“ମଃତର୍ ତୁମିମଃନ୍ ଇ କଃତାକ୍ କାୟ୍ରି ବାବୁଲାସ୍? ଗଟେକ୍ ଲକାର୍ ଜଳେକ୍ ହୟ୍ସି ରିଲାୟ୍, ସେ ବଃଡ୍ ହୟ୍ସି ହାକ୍ ଆସି କୟ୍ଲା, ‘ବାୟ୍ ଜାଆ, ଆଜି ଅଙ୍ଗୁର୍ ବାଳେ ହାୟ୍ଟି କଃର୍ ।’
29 ౨౯ అతడు, ‘నేను వెళ్ళను’ అని జవాబిచ్చాడుగానీ తరవాత మనసు మార్చుకుని వెళ్ళాడు.
ବଃଡ୍ ହୟ୍ସି କୟ୍ଲା, ‘ମର୍ ମଃନ୍ ନାୟ୍,’ ମଃତର୍ ହଃଚେ ମଃନ୍ ବାଦ୍ଲାୟ୍ କଃରି ଗଃଲା ।
30 ౩౦ అప్పుడా తండ్రి తన రెండవ కొడుకు దగ్గరికి వచ్చి అదే విధంగా అడిగాడు. అతడు, ‘నేను వెళతాను’ అన్నాడుగానీ వెళ్ళలేదు.
ଆର୍ ସାନ୍ ହୟ୍ସିର୍ ହାକ୍ ଆସି କୟ୍ଲା, ‘ବାୟ୍, ଜାଆ ଅଙ୍ଗୁର୍ ବାଳେ ହାୟ୍ଟି କଃର୍,’ ସେ କୟ୍ଲା, ‘ମାପ୍ରୁ ଜଃଉଁଲେ,’ ମଃତର୍ ସେ ନଃଗେଲା ।
31 ౩౧ ఈ ఇద్దరిలో ఎవరు ఆ తండ్రి ఇష్టప్రకారం చేసినట్టు?” అని వారిని అడిగాడు. వారు, “మొదటివాడే” అని జవాబిచ్చారు. యేసు, “నేను మీతో కచ్చితంగా చెప్పేదేమంటే, పన్ను వసూలు చేసేవారు, వేశ్యలు మీకంటే ముందుగా దేవుని రాజ్యంలో ప్రవేశిస్తారు.
ଇ ଦୁୟ୍ଲକାର୍ ବିତ୍ରେ କେ ଉବାସିର୍ କଃତା ମାନ୍ଲା?” ସେମଃନ୍ କୟ୍ଲାୟ୍, “ବଃଡ୍ ହୟ୍ସି ।” ଜିସୁ ସେମଃନ୍କେ କୟ୍ଲା, “ମୁଁୟ୍ ତୁମିକେ ସଃତ୍ କଃଉଁଲେ, ରିବ୍ନି ଆର୍ ବେସୁଆମଃନ୍ ତୁମାର୍ ଆଗ୍ତୁ ଇସ୍ୱରାର୍ ରାଇଜେ ଜାତି ।
32 ౩౨ యోహాను నీతి మార్గంలో మీ దగ్గరికి వచ్చాడు గానీ అతణ్ణి మీరు నమ్మలేదు. అయితే పన్ను వసూలు చేసేవారు, వేశ్యలు నమ్మారు. దాన్ని చూసైనా మీరు పశ్చాత్తాపపడ లేదు, అతనిని నమ్మలేదు.
କାୟ୍ତାକ୍ବଃଲେକ୍ ଜହନ୍ ତୁମାର୍ ହାକ୍ ଦଃର୍ମାର୍ ବାଟ୍ ଅୟ୍ ଆୟ୍ଲା ଆର୍ ତୁମିମଃନ୍ ତାକ୍ ବିସ୍ୱାସ୍ ନଃକେଲାସ୍, ମଃତର୍ ରିବ୍ନି ଆର୍ ବେସୁଆମଃନ୍ ତାକ୍ ବିସ୍ୱାସ୍ କଃଲାୟ୍, ମଃତର୍ ତୁମିମଃନ୍ ଜଃନ୍କଃରି ଇସ୍ୱରାର୍ ଇଚା ବିସ୍ୱାସ୍ କଃରୁ ହାରାସ୍, ଇତାର୍ ଗିନେ ସେରି ଦଃକି ହେଁ ମଃନ୍ ନଃବାଦ୍ଲାୟ୍ଲାସ୍ ।”
33 ౩౩ “ఇంకో ఉపమానం వినండి, ఒక యజమాని తన పెద్ద స్థలంలో ద్రాక్షతోట నాటించి, దాని చుట్టూ ప్రహరీ గోడ కట్టించాడు. అందులో ద్రాక్షగానుగ ఏర్పాటు చేసి, కావలికి ఎత్తుగా ఒక గోపురం కట్టించి, దాన్ని కౌలుకిచ్చి దూరదేశం వెళ్ళాడు.
ଜିସୁ କୟ୍ଲା, “ଆରେକ୍ ଗଟ୍ କଃତା ସୁଣା, ଗଟେକ୍ ସାଉକାର୍ ରିଲା, ସେ ଗଟେକ୍ ଅଙ୍ଗୁର୍ ବାଳ୍ କଃରି ଚାରି ବେଳ୍ତ୍ ବାଳ୍ ବୁଣ୍ଲା ଆର୍ ମଃଜାୟ୍ ଅଙ୍ଗୁର୍ ରଃସ୍ ହିଳ୍ତା ଗଃଣା ବଃସାଇଲା, ଆର୍ ଅଙ୍ଗୁର୍ ବାଳ୍ ଜାଗ୍ତା ମାଚା ବାନ୍ଦ୍ଲା । ଆରେକ୍ ତାସିମଃନ୍କେ ସେ ଅଙ୍ଗୁର୍ ବାଳ୍ ବାଗେ ଦିଲା ଆର୍ ବିଦେସ୍ ବାରାୟ୍ ଗଃଲା ।
34 ౩౪ కోతకాలం వచ్చినప్పుడు పంటలో తన వంతు తీసుకు రమ్మని ఆ కౌలు రైతుల దగ్గరికి తన దాసులను పంపాడు.
ତାର୍ହଃଚେ ହଃଳ୍ କଳ୍ତା ବେଳା ଅୟ୍ଲାକ୍, ସେ ତାର୍ ବାଗ୍ ହାଉଁକ୍ ବାଗ୍ ତାସିମଃନାର୍ ହାକ୍ ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନ୍କ୍ ହଃଟାୟ୍ଲା ।
35 ౩౫ ఆ రైతులు అతని దాసులను పట్టుకుని, ఒకణ్ణి కొట్టారు, ఒకణ్ణి చంపారు. ఇంకొకణ్ణి రాళ్ళతో కొట్టి చంపారు.
ମଃତର୍ ବାଗ୍ ତାସିମଃନ୍ ତାର୍ ଗତିଦଃଙ୍ଗ୍ଳାମଃନ୍କ୍ ଗଟେକ୍କେ ଦଃରିକଃରି ମାଡ୍ ମାର୍ଲାୟ୍, ଆରେକ୍ ଗଟେକ୍କେ ମଃର୍ନେ ମାର୍ଲାୟ୍, ଆରେକ୍ ଗଟ୍ ଲକ୍କେ ଟେଳା ସୁତି ମାର୍ଲାୟ୍ ।
36 ౩౬ అప్పుడు అతడు ముందుకంటే ఎక్కువమంది ఇతర దాసులను పంపాడు. కానీ వారు వీరిని కూడా ముందు వారికి చేసినట్టే చేశారు.
ଆରେକ୍ ସେ ହଃର୍ତୁ ତଃୟ୍ହୁଣି ଅଃଦିକ୍ ଗତିଦଃଙ୍ଗ୍ଳାମଃନ୍କ୍ ହଃଟାୟ୍ଲା, ଆରେକ୍ ବାଗ୍ ତାସିମଃନ୍ ସେମଃନ୍କେ ହେଁ ସେନ୍କାର୍ କଃଲାୟ୍ ।
37 ౩౭ చివరికి ఆ యజమాని ‘నా కుమారుణ్ణి అయితే వారు గౌరవిస్తారు’ అనుకుని, తన కుమారుణ్ణి వారి దగ్గరికి పంపాడు.
‘ମଃତର୍ ମର୍ ହଅକେ ସେମଃନ୍ ମାନ୍ତି କଃର୍ତି,’ ଇରି କୟ୍ ହଃଚେ ଅଃହ୍ଣାର୍ ହୟ୍ସିକେ ସେମଃନାର୍ ହାକ୍ ହଃଟାୟ୍ଲା ।
38 ౩౮ అయితే ఆ కౌలుదారులు అతణ్ణి చూసి, ‘అడుగో, అతడే వారసుడు. అతణ్ణి చంపివేసి అతని వారసత్వం లాగేసుకుందాం, రండి’ అని తమలో తాము చెప్పుకున్నారు.
ମଃତର୍ ସେ ବାଗ୍ ତାସିମଃନ୍ ହୟ୍ସିକ୍ ଦଃକି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟଃଲାୟ୍, ‘ଏ ତ ସାଉକାରାର୍ ହୟ୍ସି, ଆସା ଆକ୍ ମଃର୍ନେ ମାରି, ଇତାର୍ ଅଃଦିକାର୍ ଅଃମାର୍ ଆତେ ନେଉଁଆ ।’
39 ౩౯ వారు అతణ్ణి పట్టుకుని ద్రాక్షతోట బయటికి తోసి చంపేశారు.
ତାର୍ହଃଚେ ତାକ୍ ଦଃରି ଅଙ୍ଗୁର୍ ବାଳେହୁଣି ହଃଦାୟ୍ ହଃକାୟ୍ ମଃର୍ନେ ମାର୍ଲାୟ୍ ।”
40 ౪౦ ఇప్పుడు ఆ ద్రాక్షతోట యజమాని వచ్చి ఆ రైతులను ఏం చేస్తాడు?” అని వారిని అడిగాడు.
ଜିସୁ ହଃଚାର୍ଲା, “ତଃବେ ଜଃଡେବଃଳ୍ ସେ ଅଙ୍ଗୁର୍ ବାଳାର୍ ସାଉକାର୍ ଆସେଦ୍ ସଃଡେବଃଳ୍ ସେ ବାଗ୍ ତାସିମଃନ୍କେ କାୟ୍ କଃରେଦ୍?”
41 ౪౧ వారు “అతడు ఆ దుర్మార్గులను నిర్దాక్షిణ్యంగా వధిస్తాడు. కోతకాలంలో తనకు రావలసిన కౌలు పండ్లను సక్రమంగా చెల్లించే ఇతర రైతులకు ఆ ద్రాక్షతోటను కౌలుకిస్తాడు” అని ఆయనకు జవాబిచ్చారు.
ସେମଃନ୍ ତାକ୍ କୟ୍ଲାୟ୍, “ସାଉକାର୍ ସେ ଦୁସ୍ଟ୍ମଃନ୍କେ ବଃଡେ ଆର୍ଲାକଃରି ମଃରାୟ୍ଦ୍, ଆର୍ ଜୁୟ୍ ବାଗ୍ ତାସିମଃନ୍ ଟିକ୍ ବେଳାୟ୍ ତାର୍ ବାଗାର୍ ହଃଳ୍ ଦେତି, ସେମଃନ୍କେ ଅଙ୍ଗୁର୍ ବାଳ୍ ବାଗ୍ତାସ୍ କଃରୁକେ ଦଃୟ୍ଦ୍ ।”
42 ౪౨ అప్పుడు యేసు వారితో, “‘ఇల్లు కట్టేవారు తిరస్కరించిన రాయి చివరికి ముఖ్యమైన పునాది రాయి అయ్యింది. దీన్ని ప్రభువే చేశాడు. ఇది మనకు ఆశ్చర్యకరం,’ అనే మాట మీరు లేఖనాల్లో ఎప్పుడూ చదవలేదా?
ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ କାୟ୍ କଃବେ ହେଁ ଦଃର୍ମ୍ ସାସ୍ତରେ ଇ କଃତା ନଃହଳାସ୍? ‘ଗଃର୍ ବାନ୍ଦ୍ତା ଲକ୍ମଃନ୍ ଜୁୟ୍ ଟେଳାକେ ଦୁର୍କଃଲାୟ୍, ସେରି କନାର୍ ମୁଳ୍ ଟେଳା ଅୟ୍ଲି । ମାପ୍ରୁର୍ ତଃୟ୍ହୁଣି ଇରି ଅୟ୍ଲି, ଆର୍ ସେରି ଅଃମାର୍ ଗିନେ କାବା ଅଃଉତା କଃତା ।’”
43 ౪౩ “కాబట్టి దేవుని రాజ్యాన్ని మీ నుండి తీసివేసి, దాని ఫలాలను తిరిగి ఇచ్చే ప్రజలకు ఇస్తారు అని మీతో చెబుతున్నాను.
“ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କଃଉଁଲେ, ଇସ୍ୱରାର୍ ରାଇଜ୍ ତୁମାର୍ ତଃୟ୍ହୁଣି କାଡି ନିଆ ଅୟ୍ଦ୍, ଆର୍ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ଇଚା ହୁରୁଣ୍ କଃର୍ତି, ସେମଃନ୍କେ ଦିଆ ଅୟ୍ଦ୍ ।
44 ౪౪ ఈ బండ మీద పడేవాడు ముక్కలై పోతాడు గానీ అది ఎవరి మీద పడుతుందో వాణ్ణి అది నలిపి పొడి చేస్తుంది” అన్నాడు.
ଆର୍ ଜେ ଇ ଟେଳା ଉହ୍ରେ ଅଦ୍ରେଦ୍ ସେ ହୁଟିକଃରି କଃଣ୍ଡ୍ କଃଣ୍ଡ୍ ଅୟ୍ଦ୍, ଆରେକ୍ ଇ ଟେଳା ଜାର୍ ଉହ୍ରେ ଅଦ୍ରେଦ୍ ତାକ୍ ସେରି ଗୁଣ୍ଡ୍ଗୁଣ୍ଡା କଃରେଦ୍ ।”
45 ౪౫ ఆయన చెప్పిన ఉదాహరణలన్నీ తమ గురించే చెప్పాడని ముఖ్య యాజకులు, పరిసయ్యులు గ్రహించారు.
ବଃଡ୍ ଜାଜକ୍ ଆର୍ ପାରୁସିମଃନ୍ ତାର୍ ଇ ସଃବୁ କଃତାମଃନ୍ ସୁଣ୍ଲାୟ୍, ଆର୍ ଜିସୁ ଜେ ସେମଃନ୍କେ ଦଃକାୟ୍ କୟ୍ଲା ବଃଲି ବୁଜ୍ଲାୟ୍ ।
46 ౪౬ వారు ఆయనను పట్టుకోడానికి తగిన సమయం కోసం చూశారుగానీ ప్రజలకు భయపడ్దారు. ఎందుకంటే ప్రజలంతా ఆయనను ఒక ప్రవక్తగా భావిస్తున్నారు.
ଇତାର୍ ଗିନେ ସେମଃନ୍ ତାକ୍ ଦଃରୁକ୍ ଉପାୟ୍ କଃଲାୟ୍, ମଃତର୍ ଲକ୍ମଃନ୍କେ ଡିର୍ଲାୟ୍, ବଃଲେକ୍ ଲକ୍ମଃନ୍ ଜିସୁକେ ବାବ୍ବାଦି ବଃଲି ମାନ୍ତି ରିଲାୟ୍ ।