< మత్తయి 12 >

1 ఆ రోజుల్లో యేసు ఒక విశ్రాంతి దినాన పంటచేలో పడి వెళ్తూ ఉంటే ఆయన శిష్యులకు ఆకలి వేసి కంకులు తుంచి తింటున్నారు.
ତାର୍‌ କେତେ ଦିନ୍‌ ପଚେ ଜିସୁ ଗଟେକ୍‌ ବିସ୍‌ରାମ୍‌ବାରେ ତାସ୍‌ପଦାର୍‌ ବାଟେ ଜାଇତେରଇଲା । ଜିବାବେଲେ ତାର୍‌ ସିସ୍‌ମନ୍‌କେ ବୁକ୍‌ ଲାଗ୍‌ଲାଜେ କେଡ୍‌ ଚିଡାଇ କାଇବାର୍‌ ଦାର୍‌ଲାଇ ।
2 పరిసయ్యులు అది చూసి, “చూడు, విశ్రాంతి దినాన చేయకూడనిది నీ శిష్యులు చేస్తున్నారు” అని ఆయనతో అన్నారు.
ସେଟା ଦେକି ପାରୁସିମନ୍‌ ଜିସୁକେ ପାଚାର୍‌ଲାଇ, “ଦେକ୍‌ ବିସ୍‌ରାମ୍‌ବାରେ ତର୍‌ ସିସ୍‌ମନ୍‌ କେନ୍ତାରି ସାସ୍‌ତରେ ରଇବା ରିତିନିତି ବିରଦର୍‌ କାମ୍‌ କଲାଇନି ।”
3 ఆయన వారితో, “దావీదుకూ అతనితో ఉన్న వారికీ ఆకలి వేస్తే అతడు చేసిన దాని గురించి మీరు చదవలేదా?
ଜିସୁ ସେମନ୍‌କେ କଇଲା, “ଦିନେକ୍‌ ଦାଉଦ୍‌ ଆରି ତାର୍‌ ସଙ୍ଗ୍‍ ରଇଲା ଲକ୍‌ମନ୍‌ ବୁକେ ରଇଲା ବେଲେ, ଦାଉଦ୍‌ କାଇଟା କରି ରଇଲା, ତମେ ସାସ୍‌ତରେ ପଡାସ୍‌ ନାଇ କି?
4 అతడు దేవుని మందిరంలో ప్రవేశించి, యాజకులే తప్ప తాను గానీ తనతో ఉన్నవారు గానీ తినకూడని సముఖపు రొట్టెలు తిన్నాడు.
ସେଦିନେ ସେମନ୍‌ ମନ୍ଦିର୍‌ ବିତ୍‌ରେ ପୁରି, ମାପ୍‌ରୁର୍‌ପାଇ ସର୍‌ପି ଅଇରଇବା ରୁଟି କାଇଲାଇ । ନିୟମ୍‌ ଇସାବେ ପୁଜାରିକେ ଚାଡି, ସେ ରୁଟି କେ ମିସା କାଇବାର୍‌ ଅଦିକାର୍‌ ନ ରଇଲା ।
5 విశ్రాంతి దినాన దేవాలయంలోని యాజకులు విశ్రాంతి దినాన్ని అతిక్రమించినా కూడా నిర్దోషులుగానే ఉన్నారని మీరు ధర్మశాస్త్రంలో చదవలేదా?
ତମେ କାଇ ପଡାସ୍‌ ନାଇ କି? ମସାର୍‌ ନିୟମ୍‌ ଇସାବେ ସବୁ ବିସ୍‌ରାମ୍‌ବାରେ ପୁଜାରିମନ୍‌ ନିୟମ୍‌ ନ ମାନ୍‌ଲେ ମିସା, ସେଟାର୍‌ ପାଇ, ସେମନ୍‌ ଦସି ବଲି ବିଚାର୍‌ନା ନ ଅଅତ୍‌ ।
6 దేవాలయం కంటే గొప్పవాడు ఇక్కడ ఉన్నాడని మీతో చెబుతున్నాను.
ମୁଇ ତମ୍‌କେ କଇଲିନି, ଆଜି ଏ ମନ୍ଦିର୍‍ଟାନେଅନି ମୁକିଅ ବିସଇ ଇତି ଆଚେ ।”
7 ‘కనికరాన్నే కోరుతున్నాను, బలిని కోరను’ అనే వాక్యభావం మీకు తెలిసి ఉంటే నిర్దోషులను దోషులుగా తీర్పు తీర్చరు.
“ସାସ୍‌ତର୍‌ କଇଲାନି, ପସୁ ପୁଜ୍‌ବା ବିରୁ ନ କରି, ଲକ୍‍ମନ୍‍କେ ଦୟା କର୍‌ବାଟା, ମୁଇ ମନ୍‍ କଲିନି । ଏ କାତାର୍‌ ଅରତ୍‌ ଜଦି ସତ୍‌ ଇସାବେ ବୁଜିରଇତାସ୍‌ବଇଲେ, ଏ ଦସ୍‌ ନ କଲା ଲକ୍‌ମନ୍‌କେ ତମେ ଦସି ନ କର୍‌ତାସ୍‌ ।
8 కాగా మనుష్యకుమారుడు విశ్రాంతి దినానికి ప్రభువు” అన్నాడు.
ଜାନିରୁଆ, ନର୍‌ପିଲା ମୁଇ ନିଜେ ବିସ୍‌ରାମ୍‌ବାରର୍‌ ମାପ୍‌ରୁ ।”
9 ఆయన అక్కడ నుండి వెళ్ళి వారి సమాజ మందిరంలో ప్రవేశించాడు. అక్కడ చచ్చుబడిన చేతితో ఒకడు కనిపించాడు.
ଜିସୁ ସେ ଜାଗାଇଅନି ବାରଇ ଜାଇ ପାର୍‌ତନା ଗରେ ପୁର୍‌ଲା ।
10 ౧౦ పరిసయ్యులు ఆయన మీద నేరం మోపాలని, “విశ్రాంతి దినాన బాగు చేయడం న్యాయమా?” అని ఆయనను అడిగారు.
୧୦ତେଇ ଆତ୍‌ ସୁକିଜାଇରଇଲା ଗଟେକ୍‌ ଲକ୍‌ ରଇଲା । ଜିସୁର୍‌ ଦସ୍‌ ଦାର୍‌ବାକେ ପାରୁସିମନ୍‌ ଗଟେକ୍‌ ଦଲଅଇ ତେଇ ଜାଗି ରଇଲାଇ । ସେଟାର୍‌ପାଇ ସେମନ୍‌ ଜିସୁକେ ପାଚାର୍‌ଲାଇ, “ବିସ୍‌ରାମ୍‌ବାରେ ନିମାନ୍‌ କର୍‌ବାଟା ଆମର୍‌ ନିୟମର୍‌ ବିରଦ୍‌ ନଏଁ କି?”
11 ౧౧ అందుకాయన, “మీలో ఎవరికైనా ఒక గొర్రె ఉండి, అది విశ్రాంతి దినాన గుంటలో పడితే అతడు దాన్ని పైకి తీయడా?
୧୧ଜିସୁ କଇଲା, “ଜଦି ବିସ୍‌ରାମ୍‌ବାରେ ତମର୍‌ ବିତ୍‌ରେ କାର୍‌ଆଲେ ମେଣ୍ଡା ଗଟେକ୍‌ ଡେଙ୍ଗ୍‌ କାଲେ ଅଦର୍‌ଲେ, ତମେ ତାକେ ଜିକି ନ ଆନାସ୍‌ କି?
12 ౧౨ గొర్రె కంటే మనిషి ఎంతో విలువైన వాడు కాబట్టి విశ్రాంతి దినాన మంచి చేయడం న్యాయమే” అని చెప్పి
୧୨ମେଣ୍ଡାର୍‌ତେଇ ଅନି ଗଟେକ୍‌ ଲକର୍‌ ମୁଲିଅ କେତେକ୍‌ ଅଦିକ୍‌ । ସେଟାର୍‌ ପାଇ ଆମେ ବିସ୍‌ରାମ୍‌ବାରେ ବିନ୍‌ ଲକ୍‌କେ ସାଇଜ କର୍‌ବାଟା ସାସ୍‌ତରେ ରଇବା ରିତିନିତିର୍‌ ବିରଦ୍‍ ଅଇବା କାମ୍‌ ନଏଁ ।”
13 ౧౩ ఆ మనిషితో, “నీ చెయ్యి చాపు” అన్నాడు. వాడు చెయ్యి చాపగానే అది రెండవ చెయ్యి లాగా బాగుపడింది.
୧୩ଏତ୍‌କି କଇକରି ସେ ଆତ୍‌ ସୁକିଜାଇରଇଲା ଲକ୍‌କେ କଇଲା, “ଆତ୍‌ ସଲକ୍‌ କର୍‌ ।” ସେ ଲକ୍‌ ଆତ୍‌ ସଲକ୍‌ କଲା ଦାପ୍‌ରେ, ସେ ଆତ୍‌ ନିକ ଲକର୍‌ ଆତ୍‌ ପାରା ଅଇଗାଲା ।
14 ౧౪ పరిసయ్యులు బయటికి పోయి, ఆయనను ఎలా చంపాలా అని ఆయనకి విరోధంగా ఆలోచన చేశారు.
୧୪ତାର୍‌ପଚେ ପାରୁସିମନ୍‌ ସେ ଜାଗାଇଅନି ବାରଇ ଉଟିଜାଇ ଜିସୁକେ ମରାଇବାକେ ଜଜ୍‌ନା କଲାଇ ।
15 ౧౫ యేసు ఆ సంగతి తెలుసుకుని అక్కడ నుండి వెళ్ళిపోయాడు.
୧୫ତାର୍‌ ବିରୁଦେ ପାଁଚ୍‌ବାଟା ସୁନିକରି, ଜିସୁ ସେ ଜାଗା ଚାଡି ବିନେ ଉଟିଗାଲା । କେତେକ୍‌ କେତେକ୍‌ ଲକ୍‌ ତାର୍‌ ପଚେ ପଚେ ଗାଲାଇ । ଆରି ସେ ସବୁ ରଗି ଲକ୍‌ମନ୍‌କେ ନିକ କଲା ।
16 ౧౬ చాలా మంది ఆయనను వెంబడించగా ఆయన వారినందరినీ బాగు చేసి, తన గురించి ఎవరికీ చెప్పవద్దని వారికి ఆజ్ఞాపించాడు.
୧୬ତାର୍‌ ନିଜର୍‌ ବିସଇ ବିନ୍‌ ଲକ୍‌ମନ୍‌କେ କାଇ ବଲି ନ କୁଆ ବଲି ସେମନ୍‌କେ ଆଦେସ୍‌ ଦେଇତେରଇଲା ।
17 ౧౭ యెషయా ప్రవక్త ద్వారా దేవుడు చెప్పింది నెరవేరేలా ఇలా జరిగింది. అదేమిటంటే,
୧୭ଜିସାୟ ବବିସତ୍‌ବକ୍‌ତାର୍‌ ଟାନେଅନି ପର୍‌ମେସର୍‌ ଜନ୍‌ କାତା ସୁନାଇରଇଲା, ସେଟା ପୁରାପୁରୁନ୍‌ କର୍‌ବାକେ ଏଟା କଲା,
18 ౧౮ “ఈయన నా సేవకుడు. ఈయనను నేను ఏర్పరచుకున్నాను. ఈయన నాకెంతో ప్రియమైన వాడు. ఈయన మీద నా ఆత్మను ఉంచుతాను. ఈయన యూదేతరులకు న్యాయం ప్రకటిస్తాడు.
୧୮“ଏ ମର୍‌ ବାଚିରଇବା ସେବାକାରିଆ । ଆକେ ମୁଇ ଆଲାଦ୍‌ କଲିନି, ତାର୍‌ ଲଗେ ମର୍‍ ସାର୍‌ଦା । ମର୍‌ ଆତ୍‌ମା ତାର୍‌ ଉପ୍‌ରେ ଆସି ଡାବି ଅଇସି, ସେ ସବୁ ଜାତିର୍‌ ଲଗେ ଜାଇ ମର୍‌ ଟିକ୍‌ ବିଚାର୍‌ନା ଜାନାଇସି ।
19 ౧౯ ఈయన పోట్లాడడు, కేకలు వేయడు. ఈయన స్వరం వీధిలో వారికెవ్వరికీ వినిపించదు.
୧୯ସେ କାକେ କିରଜାଟି ନ କରେ । ସେ ବେସି ଆଉଲି ନ ଅଏ । ସାଇର୍‌ ମଜାଇ ଟିଆ ନ ଅଏ ଆରି ଜବର୍‌ ଅଇତେ କାତା ନ କଏ ।
20 ౨౦ న్యాయాన్ని గెలిపించే వరకూ, ఈయన నలిగిన రెల్లును విరవడు. ఆరిపోతున్న వత్తిని నలపడు.
୨୦ଦୁର୍‌ବଲ୍‌ ଲକ୍‌ମନ୍‌କେ ସେ ଆଲାଦର୍‌ ଚଲାଚଲ୍‌ତି କର୍‌ସି, ଆରି ଆକା ସାକା ନଇଲା ଲକ୍‌ମନ୍‌କେ ଦୟା କର୍‌ସି । ସେମନ୍‌ ନିଆଇ ନ ପାଇବାଜାକ ସେ ତାର୍‌ କାମ୍‌ ବନ୍ଦ୍‌ ନ କରେ ।
21 ౨౧ ఈయన నామంలో యూదేతరులకు నిరీక్షణ కలుగుతుంది” అనే ప్రవచనం.
୨୧ତାକେ ସବୁ ଦେସର୍‌ ଲକ୍‌ ଆସା କର୍‌ବାଇ ।”
22 ౨౨ అప్పుడు దయ్యం పట్టిన ఒకణ్ణి యేసు దగ్గరికి తీసుకువచ్చారు. అతడు గుడ్డివాడు, మూగవాడు కూడా. ఆయన అతణ్ణి బాగుచేశాడు. అతనికి మాట, చూపు రెండూ వచ్చాయి.
୨୨ତାର୍‌ ପଚେ ଦିନେକ୍‌ ଲକ୍‌ମନ୍‌ ଗଟେକ୍‌ କାଣା ଅଇ ଗୁଲା ଅଇଜାଇରଇଲା ଲକ୍‌କେ ଜିସୁର୍‌ ଲଗେ ଆନ୍‌ଲାଇ । ତାକେ ଡୁମା ଦାରିରଇଲାଜେ କାତାଅଇ ନାପାର୍‌ତେ ରଇଲା । ଜିସୁ ତାକେ ନିମାନ୍‌ କଲା । ଏଦେ ଦେକା! ସେ ଦେକ୍‌ଲା ଆରି କାତା କଇପାର୍‌ଲା ।
23 ౨౩ అందుకు ప్రజలందరూ ఆశ్చర్యపడి, “దావీదు కుమారుడు ఈయనే అయి ఉంటాడా” అని చెప్పుకున్నారు.
୨୩ଜିସୁର୍‌ ଏ କାମ୍‌ ଦେକି ସବୁ ଲକ୍‌ କାବା ଅଇଜାଇ ପାଚାର୍‌ ଉଚାର୍‌ ଅଇଲାଇ, “ଏ କାଇ ସେ ଦାଉଦର୍‌ ପଅ କି?”
24 ౨౪ పరిసయ్యులు ఆ మాట విని, “వీడు దయ్యాలరాజు బయెల్జెబూలు మూలంగానే దయ్యాలు వెళ్ళగొడుతున్నాడు, మరెవరి వలనా కాదు” అన్నారు.
୨୪ଏଟା ସୁନି ପାରୁସିମନ୍‌ କଇଲାଇ, “ସେ ଡୁମାମନର୍‌ ମୁକିଅ ବାଲ୍‍ଜିବୁଲର୍‌ ଟାନେଅନି ବପୁ ପାଇ ଡୁମା ଚାଡାଇଲାନି ।”
25 ౨౫ ఆయన వారి ఆలోచనలు గ్రహించి వారితో ఇలా అన్నాడు, “ఏ రాజ్యమైనా సరే, తనకు తానే వ్యతిరేకించి చీలిపోతే పాడైపోతుంది. తనకు తానే వ్యతిరేకించి చీలిపోయే ఏ పట్టణమైనా ఏ ఇల్లయినా నిలవదు.
୨୫ଜିସୁ ତାକର୍‌ ମନର୍‌ କାତା ଜାନି ସେମନ୍‌କେ କଇଲା, ଗଟେକ୍‌ ରାଇଜର୍‌ ଲକ୍‌ ବିନ୍‌ବିନ୍‌ ଦଲେ ବାଗ୍‍ ଅଇ ନିଜର୍‌ ନିଜର୍‌ ବିତରେ ଲାଗାଲାଗି ଅଇଲେ, ସେ ଦେସ୍‌ ବେସି ଦିନ୍‌ ନ ରଏ । କନ୍‌ଆଲେ ସଅର୍‌ ନଇଲେ ଗର୍‌ ବିତ୍‌ରେ ବିନ୍‌ ବିନ୍‌ ଦଲ୍‌ ଗଡିକରି ଲାଗାଜଡା ଅଇଲେ ସେମନ୍‌ ଦାପ୍‌ରେସେ କୁରୁପ୍‌ନାସ୍‌ ଅଇଜିବାଇ ।
26 ౨౬ ఒకవేళ సాతాను సాతానును వెళ్ళగొడితే, తనకు తానే వ్యతిరేకించి చీలిపోయినట్టు కదా. అలాగైతే వాడి రాజ్యం ఎలా నిలుస్తుంది?
୨୬ସେନ୍ତାରିସେ, ସଇତାନର୍‌ ରାଇଜେ ଜଦି ଗଟେକ୍‌ ଦଲ୍‌ ବିନ୍‌ ଦଲ୍‌ ବିରୁଦେ ଲାଗ୍‌ଲାନି ବଇଲେ, ସେଟା କୁଟ୍‌କୁଟା ଅଇ ବିଲିଜାଇସି । ଏଟା ଜାନ୍‌ବାର୍‌ ଆଚେ ।
27 ౨౭ నేను బయెల్జెబూలు వలన దయ్యాలను వెళ్ళగొడుతుంటే మీ వారు ఎవరి వలన వెళ్ళగొడుతున్నారు? కాబట్టి వారే మీకు తీర్పరులవుతారు.
୨୭ମୁଇ ବାଲ୍‍ଜିବୁଲର୍‌ ବପୁ ପାଇ ଡୁମାମନ୍‌କେ ଚାଡାଇଲିନି ବଲି ତମେ କଇଲାସ୍‌ନି ତେବେ, ସେମନ୍‌କେ କେଦ୍‌ବାକେ ତମର୍‌ ସିସ୍‌ମନ୍‌କେ କେ ବପୁ ଦେଲାନି? ତମର୍‌ ସିସ୍‌ମନର୍‌ ଏ କାମର୍‌ ଲାଗି, ତମେ ଦାବି କଲାଟା ମିଚ୍‌ ବଲି ଜାନାପଡ୍‌ଲାନି ।
28 ౨౮ దేవుని ఆత్మ వలన నేను దయ్యాలను వెళ్ళగొడుతుంటే కచ్చితంగా దేవుని రాజ్యం మీ దగ్గరికి వచ్చినట్టే.
୨୮ଡୁମା ଚାଡାଇବା ବପୁ ମୁଇ ବାଲ୍‍ଜିବୁଲର୍‌ ଟାନେଅନି ପାଇନାଇ । ସେଟା ମୁଇ ପର୍‌ମେସରର୍‌ ଆତ୍‌ମାର୍‍ଟାନେଅନି ପାଇଆଚି । ଏଟାର୍‌ ପାଇ ଆରି ଗଟେକ୍‌ ବିସଇ ଜାନାପଡି ଗାଲାନିଜେ ସରଗ୍‌ ରାଇଜ୍‌ ତମର୍‌ ଲଗେ ଆସି କେଟିଗାଲାବେ ।
29 ౨౯ ఒకడు మొదట బలవంతుణ్ణి కట్టేయకుండా అతని ఇంట్లో చొరబడి అతని సామాను ఎలా దోచుకోగలడు? అలా బంధించ గలిగితేనే అతని ఇంట్లోనుంచి అతని సామాను దోచుకోగలడు.
୨୯ଆଗେ ଗଟେକ୍‌ ବପୁର୍‌ ଲକ୍‌କେ ନ ବାନ୍ଦ୍‌ତେ କେ ମିସା ତାର୍‌ ଗରେ ପୁରିକରି ଗରେ ରଇଲାଟା ଚରାଇ ନେଇ ନାପାରତ୍‌ ।
30 ౩౦ నా వైపున ఉండనివాడు నాకు విరోధే. నాతో కలిసి పోగు చెయ్యని వాడు చెదరగొట్టేవాడే.
୩୦ଜେ ମର୍‌ ବାଟେ ନ ରଏ, ବାଇଦରେ ସେ ମର୍‌ ବିରୁଦେ ଆଚେ । ଆରି ଜେ ମର୍‌ ସଙ୍ଗ୍‌ ମିସିକରି ନ ଟୁଲିଆଏ, ସେ ବିଚିଦେଲାନି ।
31 ౩౧ “కాబట్టి నేను మీతో చెప్పేదేమిటంటే, మనుషులు చేసే ప్రతి పాపానికీ దూషణకూ క్షమాపణ దొరుకుతుందిగానీ దేవుని ఆత్మకు వ్యతిరేకమైన దూషణకు క్షమాపణ దొరకదు.
୩୧ସେଟାର୍‌ପାଇ ମୁଇ ତମ୍‌କେ କଇଲିନି, ଜଦି କେ ଆଲେ ପାପ୍‌ କଲେ କି ନିନ୍ଦା କାତା କଇଲେ ମିସା, ତାର୍‍ ଲାଗି ତାକେ କେମା ଦିଆଅଇସି । ମାତର୍‌ କେ ଜଦି ସୁକଲ୍‌ ଆତ୍‌ମାର୍‌ ବିରୁଦେ କାଇ ବଲି କଇସି ବଇଲେ, ତାକେ କେମା ନାଇ ।
32 ౩౨ మనుష్య కుమారుడికి విరోధంగా మాట్లాడే ఎవరికైనా క్షమాపణ దొరుకుతుందిగానీ పరిశుద్ధాత్మకు వ్యతిరేకంగా మాట్లాడే వారికి, ఈ లోకంలోగానీ రాబోయే లోకంలోగానీ క్షమాపణ ఉండదు. (aiōn g165)
୩୨ଜଦି କେ ନର୍‌ପିଲା, ମର୍‌ ବିରଦେ ନିନ୍ଦା କାତା କଇଲେ, ତାକେ କେମା ମିଲ୍‌ସି, ମାତର୍‌ ଜେ ଜଦି ସୁକଲ୍‌ ଆତ୍‌ମାର୍‌ ବିରୁଦେ ନିନ୍ଦା କାତା କଇଲେ ତାକେ ଏବେ କି ପଚ୍‌କେ ମିସା କେମା ନ ମିଲେ । (aiōn g165)
33 ౩౩ “చెట్టు మంచిదయితే దాని పండూ మంచిదవుతుంది. అలా కాక, చెట్టు చెడ్డదయితే దాని పండూ చెడ్డదవుతుంది. చెట్టు ఎలాటిదో దాని పండు వలన తెలుసుకోవచ్చు.
୩୩“ନିକ ପଲ୍‌ ଦାର୍‌ବାର୍‌ଆଲେ ଗଟେକ୍‌ ଗଚ୍‌ ନିକ ଅଇବାର୍‌ ଆଚେ । ବାନିଆ ଗଚେ ବାନିଆ ପଲ୍‌ ଅଇସି । ଗଚ୍‌ କେନ୍ତିଟା, ତାର୍‌ ପଲେ ଅନି ଜାନାପଡ୍‌ସି ।
34 ౩౪ విష సర్ప సంతానమా, మీరు చెడ్డవారై ఉండి మంచి మాటలు ఎలా మాట్లాడగలరు? హృదయంలో నిండి ఉన్న దాన్ని బట్టి నోరు మాట్లాడుతుంది.
୩୪ଏ ସାଁପ୍‌ ପାରା କାରାପ୍‌ ଲକ୍‌ମନ୍‌! ତମେ କାରାପ୍‌ ଅଇ ନିମାନ୍‌ କାତା କଇପାରାସ୍‌ କି? ମନେ ଚିନ୍ତାକଲାଟା ଟଣ୍ଡ୍‌ବାଟେ ବାରଇସି ।
35 ౩౫ మంచివాడు తన హృదయంలోని మంచి సంపదలో నుండి మంచి వాటిని బయటికి తెస్తాడు. చెడ్డవాడు తన హృదయంలోని చెడ్డ సంపదలో నుండి చెడ్డవాటిని బయటికి తెస్తాడు.
୩୫ଗଟେକ୍‌ ନିମାନ୍‌ ଲକ୍‌ ତାର୍‌ ମନ୍‌ବିତ୍‌ରେ ଅନି ନିମାନ୍‌ କାତା ଆନ୍‍ସି । ଗଟେକ୍‌ କାରାପ୍‌ ଲକ୍‌ ତାର୍‌ ମନ୍‌ ବିତ୍‌ରେ ବର୍‌ତିଅଇ ରଇବା ବାଦ୍‌ଲାପାରା କାତା ବାର୍‌କରାଇ ଆନ୍‍ସି ।”
36 ౩౬ మనుషులు అజాగ్రత్తగా పలికే ప్రతి మాటకూ తీర్పు రోజున లెక్క చెప్పవలసి ఉంటుందని మీతో చెబుతున్నాను.
୩୬“ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍‌ନା ଦିନେ ତମ୍‌କେ ଇସାବ୍‌ ଦେବାକେ ଅଇସି ।
37 ౩౭ నీ మాటలను బట్టి నువ్వు నీతిపరుడివని తీర్పు పొందుతావు. నీ మాటలను బట్టే నీవు శిక్ష పొందుతావు.”
୩୭ତମର୍‌ କାତାଇଅନି ତମେ ବିଚାର୍‌ କରାଇଅଇ, ଦସି ନଇଲେ ଦସ୍‍ ନ କଲା ଲକ୍‌ ବଲାଇଅଇସା ।”
38 ౩౮ అప్పుడు ధర్మశాస్త్ర పండితులు, పరిసయ్యుల్లో కొందరు ఆయనకు జవాబిస్తూ, “బోధకుడా, నువ్వు ఒక సూచక క్రియ చేస్తే చూడాలని ఉంది” అన్నారు. ఆయన ఇలా అన్నాడు,
୩୮ଗଟେକ୍‌ ଦିନେ ଜିଉଦି ମନର୍‌ ନିୟମ୍‌ ସିକାଇଦେବା ଲକ୍‌ମନ୍‌ ଆରି ପାରୁସି ଲକ୍‌ମନର୍‌ ବିତ୍‌ରେଅନି କେତେଲକ୍‌ ଜିସୁକେ କଇଲାଇ, “ଏ ଗୁରୁ, ତମର୍‌ ଗଟେକ୍‌ କାବାଅଇଜିବା ଚିନ୍‌ ଦେକ୍‌ବାକେ ଆମେ ମନ୍‍କଲୁନି ।”
39 ౩౯ “వ్యభిచారులైన ఈ దుర్మార్గపు తరం వారు సూచక క్రియ అడుగుతున్నారు. యోనా ప్రవక్త గురించిన సూచక క్రియ తప్ప ఏ సూచక క్రియా వారికి ఇవ్వబడదు.
୩୯ଜିସୁ ସେମନ୍‌କେ କଇଲା, “ଏ ଜୁଗର୍‌ ବିସ୍‌ବାସ୍‌ ନ କରୁମନ୍‌ କେଡେ କାରାପ୍‌, ଆରି ପର୍‌ମେସର୍‌କେ ବିସ୍‌ବାସ୍‌ କରତ୍‌ନାଇ । ତମେ ମକେ ଗଟେକ୍‌ କାବାଅଇଜିବା କାମ୍‌ ଦେକାଇବାକେ କଇଲାସ୍‌ନି? ନାଇ, ଅବ୍‍କା ବାବବାଦି ଜୁନସର୍‍ ଜିବନେ ଗଟିରଇଲା କାବାଅଇଜିବାଟା ତମ୍‌କେ ଦେକାଇଦେଇ ଅଇସି ।”
40 ౪౦ యోనా మూడు రాత్రింబగళ్ళు పెద్ద చేప కడుపులో ఎలా ఉన్నాడో అలాగే మనుష్యకుమారుడు మూడు రాత్రింబగళ్ళు భూగర్భంలో ఉంటాడు.
୪୦“ଜୁନସ୍‌ ଜେନ୍ତି ମାଚ୍‌ ପେଟେ ତିନ୍‌ ଦିନ୍‌ ତିନ୍‌ ରାତି ରଇଲା, ସେନ୍ତି ନର୍‌ପିଲା ମୁଇ ମିସା ମାଟି ତଲେ ତିନ୍‌ ଦିନ୍‌ ତିନ୍‌ ରାତି କାଟାଇବି ।
41 ౪౧ నీనెవె ప్రజలు యోనా ప్రకటన విని పశ్చాత్తాప పడ్డారు కాబట్టి నీనెవె వారు ఈ తరం వారితో నిలబడి తీర్పు రోజున వారి మీద నేరం మోపుతారు. చూడండి, యోనా కంటే గొప్పవాడు ఇక్కడ ఉన్నాడు.
୪୧ଜନ୍‌ ଦିନେ ପର୍‌ମେସର୍‌ ଲକ୍‌ମନର୍‌ ବିଚାର୍‌ କର୍‌ସି, ସେ ଦିନେ ନିନିବିର୍‌ ଲକ୍‌ମନ୍‌ ତମର୍‌ ବିରୁଦେ ଦାବି କର୍‌ବାକେ ଟିଆ ଅଇବାଇ । କାଇକେ ବଇଲେ ସେମନ୍‌ ଜୁନସର୍‌ କାତା ସୁନି ପାପ୍‌ ବାଟେଅନି ବାଅଡ୍‌ଲାଇ । ମୁଇ ତମ୍‌କେ କଇଲିନି, ଜୁନସର୍‌ ଟାନେଅନି ବଡ୍‌ ଲକ୍‌ ଇତି ଆଚେ ।
42 ౪౨ తీర్పు రోజున దక్షిణ దేశపు రాణి ఈ తరం వారితో నిలబడి వారి మీద నేరం మోపుతుంది. ఆమె సొలొమోను జ్ఞానం వినడానికి ఎంతో దూరం నుండి వచ్చింది. అయితే చూడండి, సొలొమోను కంటే గొప్పవాడు ఇక్కడ ఉన్నాడు.
୪୨ବିଚାର୍‌ କର୍‌ବାବେଲେ ଦକିନ୍‌ ଦେସେ ରଇବା ସେବା ନାଉଁର୍‌ ଗଟେକ୍‌ ଜାଗାର୍‌ ରାନି, ତମର୍‌ ଦସ୍‌ ଦେକାଇବାକେ ଟିଆ ଅଇସି, କାଇକେ ବଇଲେ ସଲମନର୍‌ ଗିଆନର୍‌ କାତା ସୁନ୍‌ବାକେ ବେସି ଦୁର୍‌ ଦେସେଅନି ସେ ଆସି ରଇଲା । ମାତର୍‌ ମୁଇ ତମ୍‌କେ ସତ୍‌ କଇଲିନି, ସଲ୍‌ମନର୍‌ ଟାନେ ଅନି ଗଟେକ୍‌ ବେସି ବଡ୍‌ ଲକ୍‌ ଇତି ଆଚେ ।”
43 ౪౩ “అపవిత్రాత్మ ఒక వ్యక్తిని వదిలిపోయిన తరువాత అది విశ్రాంతి కోసం నీళ్ళు లేని ప్రాంతాల్లో తిరుగుతూ ఉంటుంది.
୪୩ଜିସୁ ଆରି କଇଲା, ଜେଡେବଲ୍‌ କାରାପ୍‌ ଆତ୍‌ମା ଗଟେକ୍‌ ଲକର୍‌ ଗାଗ୍‌ଡେଅନି ବାରଇ ଜାଇସି, ସେବେଲା, ସେ ରଇବାକେ ମରୁବାଲିବୁଏଁ ଜାଗା କଜି ବୁଲ୍‌ସି । ମାତର୍‌ ସେନ୍ତି ଜାଗା ତାକେ ନ ମିଲ୍‌ଲେ ।
44 ౪౪ దానికి విశ్రాంతి దొరకదు. అప్పుడది ‘నేను విడిచి వచ్చిన నా ఇంటికి తిరిగి వెళ్ళిపోతాను’ అనుకుని వచ్చి, ఆ ఇంట్లో ఎవరూ లేక అది ఊడ్చి చక్కగా సర్దిపెట్టి ఉండడం చూస్తుంది.
୪୪ସେ ବେଲା ସେ କଇସି, “ମୁଇ ଜନ୍‌ ଲକର୍‌ତେଇଅନି ବାରଇ ଆଇଲି ଆଚି, ତେଇସେ ଆରିତରେକ୍‌ ଜିବି” ବଲି ବାଉଡି ଉଟିଜାଇସି । ସେଡିକି ବେଲେ ସେ ଆସିକରି ବିତ୍‌ରେ ସପାସୁତର୍‌ ଅଇ ପରିଚଲ୍‌ ରଇବାଟା ଦେକ୍‌ଲେ, ସେ ଜାଇ ତାର୍‌ତେଇଅନି ଅଦିକ୍‌ କାରାପ୍‌ ରଇବା ସାତ୍‌ଟା ଆତ୍‌ମାମନ୍‌କେ ଡାକିଆନ୍‍ସି ।
45 ౪౫ అప్పుడది వెళ్ళి తనకంటే చెడ్డవైన మరో ఏడు దయ్యాలను వెంటబెట్టుకుని వస్తుంది. అవన్నీ అక్కడే నివాసముంటాయి. అందుచేత ఆ వ్యక్తి చివరి స్థితి మొదటి దాని కంటే అధ్వాన్నం అవుతుంది. ఈ దుష్టతరం వారికీ అలాగే అవుతుంది.”
୪୫ତାର୍‌ ପଚେ ସବୁ କାରାପ୍‌ ଆତ୍‌ମାମନ୍‌ ଜାଇକରି ସେ ଲକର୍‌ ବିତ୍‌ରେ ବାସାକରି ରଇବାଇ । ସେ ବେଲା ସେ ଲକ୍‌ ଆଗ୍‌ତୁର୍‌ତେଇଅନି ଅଦିକ୍‌ କରାପ୍‌ଅଇଜାଇସି । ଏନ୍ତିସେ ଆଜିକାଲି ଜିଇବା କାରାପ୍‌ ଲକ୍‌ମନ୍‌କେ ଅଇସି । ବଲି କଇଲା ।
46 ౪౬ ఆయన ప్రజలతో ఇంకా మాట్లాడుతూ ఉండగా, ఆయన తల్లీ సోదరులూ ఆయనతో మాట్లాడాలని వచ్చి బయట నిలబడి ఉన్నారు.
୪୬ଜିସୁ ଜେଡେବେଲା ତେଇ ରୁଣ୍ଡିରଇଲା ଲକ୍‌ମନ୍‌କେ କାତା ସୁନାଇତେ ରଇଲା, ତାର୍‌ ଆୟା ଆରି ବାଇମନ୍‌ ଆସି ଡାଣ୍ଡେ ଟିଆଅଇରଇଲାଇ । ସେମନ୍‌ ଜିସୁର୍‌ ସଙ୍ଗ୍‌ କାତାଅଇବାକେ ମନ୍‍ କର୍‌ତେ ରଇଲାଇ ।
47 ౪౭ అప్పుడొకడు, “నీ తల్లీ నీ సోదరులూ నీతో మాట్లాడాలని బయట నిలబడి ఉన్నారు” అని ఆయనతో చెప్పాడు.
୪୭ସେଡିକି ବେଲେ ଗଟେକ୍‌ ଲକ୍‌ ଜିସୁକେ କଇଲା, “ତର୍‌ ଆୟା ଆରି ବାଇମନ୍‌ ଡାଣ୍ଡେ ଜାଗ୍‌ଲାଇ ଆଚତ୍‌, ସେମନ୍‌ ତର୍‌ ସଙ୍ଗ୍‌ କାତା ଅଇବାକେ ମନ୍‍ କଲାଇନି ।”
48 ౪౮ అందుకాయన తనతో ఈ సంగతి చెప్పిన వాణ్ణి చూసి, “నా తల్లి ఎవరు? నా సోదరులెవరు?” అని చెప్పి
୪୮ଜିସୁ ସେମନ୍‌କେ କଇଲା, “କାକେ ମର୍‌ ଆୟା ଆରି ବାଇମନ୍‌ ବଲି ବାବ୍‌ଲାସ୍‌ନି?”
49 ౪౯ తన శిష్యులవైపు చెయ్యి చాపి, “నా తల్లి, నా సోదరులు వీరే!
୪୯ତାର୍‌ ସିସ୍‌ମନର୍‌ ବାଟେ ଆତ୍‌ ଦେକାଇ କଇଲା, “ଏ ଲକ୍‌ମନ୍‍ସେ ମର୍‌ ଆୟା ଆରି ବାଇମନ୍‌ ଅଇବାଇ ।
50 ౫౦ నా పరలోకపు తండ్రి ఇష్టం చొప్పున చేసేవాడే నా సోదరుడు, నా సోదరి, నా తల్లి” అన్నాడు.
୫୦ଜେ ସର୍‌ଗେ ରଇବା ମର୍‌ ବାବାର୍‌ ମନ୍‍ କଲା ଇସାବେ କାମ୍‌ କର୍‌ସି, ସେମନ୍‌ ଆକା ମର୍‌ ବାଇ, ବଇନି ଆରି ଆୟା ଅଇବାଇ ।”

< మత్తయి 12 >