< మార్కు 4 >
1 ౧ మరొకసారి ఆయన సముద్రం ఒడ్డున ఉపదేశించడం ప్రారంభించాడు. ఆయన చుట్టూ చాలా మంది ప్రజలు ఉండడం వల్ల, ఆయన ఒక పడవ ఎక్కి కూర్చున్నాడు. ప్రజలు ఒడ్డున ఉన్నారు.
ଜିସୁ ଆରେକ୍ ଗାଲିଲି ସଃମ୍ନ୍ଦ୍ କଃଣ୍ଡାୟ୍ ହୁଣି ସିକ୍ୟା ଦେଉଁକେ ଦଃର୍ଲା, ଗାଦେକ୍ ଲକ୍ମଃନ୍ ଆସି ତାର୍ ଚାରିହାକ୍ ରୁଣ୍ଡ୍ଲାୟ୍ ଲାଗି ଜିସୁ ସଃମ୍ନ୍ଦେ ରିଲା ଗଟେକ୍ ଡଙ୍ଗାୟ୍ ଜାୟ୍ ବଃସ୍ଲା, ଆର୍ ଲକ୍ମଃନ୍ ସଃମ୍ନ୍ଦ୍ କଃଣ୍ଡାୟ୍ ରିଲାୟ୍ ।
2 ౨ ఆయన ఉదాహరణల సహాయంతో అనేక విషయాలు వారికి బోధించాడు. ఆయన వారితో ఇలా అన్నాడు.
ସଃଡେବଃଳ୍ ଜିସୁ କଃତା କୟ୍କଃରି ସେମଃନ୍କେ ଗାଦେକ୍ କଃତା କଃଉଁକେ ଦଃର୍ଲା, ଆର୍ ସେମଃନ୍କେ କୟ୍ଲା ।
3 ౩ “వినండి! ఒక రైతు విత్తనాలు చల్లడానికి వెళ్ళాడు.
“ସୁଣା ଗଟେକ୍ ମାନାୟ୍ ତାର୍ ହଃଦାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା ।
4 ౪ విత్తనాలు చల్లుతూ ఉండగా, కొన్ని దారి పక్కన పడ్డాయి, పక్షులు వచ్చి వాటిని తినేశాయి.
ସେ ବିଆନ୍ ବୁଣ୍ତା ବଃଳ୍, କଃତେକ୍ ବିଆନ୍ ବାଟ ଲଃଗେ ଅଦୁର୍ଲି, ଆର୍ ଚେଳେମଃନ୍ ଆସି ସେ ସଃବୁ କାୟ୍ଲାୟ୍ ।
5 ౫ మరికొన్ని విత్తనాలు, మట్టి ఎక్కువగా లేని రాతినేల మీద పడ్డాయి. అవి త్వరగానే మొలకెత్తాయి.
ଆର୍ କଃତେକ୍ ବିଆନ୍ ଅଃଳକ୍ ମାଟିରିଲା ଟେଳା ବୁୟେଁ ଅଦୁର୍ଲି, ଆର୍ ଅଃଳକ୍ ମାଟି ରିଲି ଲାଗି ବେଗି ଗଃଜା ଅୟ୍ଲି ।
6 ౬ కాని వాటి వేర్లు లోతుగా లేనందువల్ల సూర్యుడు రాగానే అవి ఆ వేడికి మాడిపోయాయి.
ମଃତର୍ ବେଳ୍ ଉଦି କଃରା କଃଲାକ୍ ଗଃଜା ସଃବୁ ହଡିଗଃଲି, ଚେର୍ ସଃବୁ ମାଟି ବିତ୍ରେ ଜାୟ୍ ନଃରିଲାକ୍ ଗଃଜାମଃନ୍ ସୁକିଗଃଲି ।
7 ౭ ఇంకా కొన్ని విత్తనాలు ముళ్ళ తుప్పల్లో పడ్డాయి. ఆ ముళ్ళ తుప్పలు పెరిగి మొక్కలను అణచి వేయడం వల్ల అవి పంటకు రాలేదు.
କଃତେକ୍ ବିଆନ୍ କାଟା ବୁଟା ବିତ୍ରେ ଅଦୁର୍ଲି, ଆର୍ କାଟା ବୁଟାମଃନ୍ ବାଡ୍ଲି ଆର୍ ସେ ଗଃଜାମଃନ୍କେ ଚାହ୍ଲି, ତଃବାର୍ଗିନେ ସେ ଗଃଚେ ହଃଳ୍ ନଃଦେର୍ଲି ।
8 ౮ మిగిలిన విత్తనాలు మంచి సారవంతమైన నేలలో పడ్డాయి. అవి మొలకెత్తి, పెరిగి ముప్ఫై రెట్లు, అరవై రెట్లు, వంద రెట్లు పండి కోతకు వచ్చాయి.”
ମଃତର୍ ବିନ୍ କଃତେକ୍ ବିଆନ୍ ନିକ ବୁୟେଁ ଅଦୁର୍ଲି, ଆର୍ ସେରି ଗଃଜା ଅୟ୍ ବାଡିକଃରି ହଃଳ୍ ହଃଳ୍ଲି, କଃତେକ୍ ତିରିସ୍ ଗୁଣ୍, କଃତେକ୍ ସାଟେ ଗୁଣ୍ ଆର୍ ସଏ ଗୁଣ୍ ହଃଳ୍ଲି ।”
9 ౯ యేసు ఇలా చెప్పి, “వినడానికి చెవులు ఉన్నవాడు వినుగాక” అన్నాడు.
ଜିସୁ କୟ୍ଲା, “ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
10 ౧౦ తరువాత ఆయన ఒంటరిగా ఉన్నప్పుడు ఆయన పన్నెండు మంది శిష్యులు, ఆయన సన్నిహితులు కొందరు ఆ ఉదాహరణల గురించి ఆయనను అడిగారు.
ଜଃଡେବଃଳ୍ ଜିସୁ ଏକ୍ଲା ରିଲା, ବାରଗଟ୍ ଚେଲା ଆର୍ ତାକାର୍ ସଃଙ୍ଗ୍ ରିଲା ଲକ୍ମଃନ୍ ଜିସୁର୍ ଲଃଗେ ଆୟ୍ଲାୟ୍ ଆର୍ ଗଃଉଆରି କଃଲାୟ୍, “ତୁୟ୍ କାୟ୍ତାକ୍ କଃତା କୟ୍ ସିକ୍ୟା ଦେଉଁଲିସ୍ ।”
11 ౧౧ ఆయన వారితో, “దేవుని రాజ్యం గురించిన రహస్య సత్యం మీకు చెప్పాను. కాని బయటి వారికి ప్రతి విషయమూ ఉపమానాల రూపంలోనే లభిస్తుంది.
ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍କେ ଇସ୍ୱରାର୍ ରାଇଜାର୍ ବିତ୍ରିକଃତା ବୁଜୁକେ ସଃକ୍ତି ଦିଆ ଅୟ୍ଆଚେ, ମଃତର୍ ବିନ୍ ଲକ୍ମଃନ୍କେ କଃତାକୟ୍ ସିକ୍ୟା ଦେଉଁକ୍ ଅଃଉଁଲି ।
12 ౧౨ ఎందుకంటే, వారు చూస్తూనే ఉన్నా గ్రహించకుండా ఉండాలి. వింటూ ఉన్నా అర్థం చేసుకోకుండా ఉండాలి. లేకపోతే వారు దేవుని వైపు తిరిగి పాపక్షమాపణ పొందుతారేమో.”
ଜଃନ୍କଃରି, ସେମଃନ୍ ଦଃକି ଦଃକି, ଜାଣୁ ନଃହାର୍ତି; ଆର୍ ସୁଣି ସୁଣି, ବୁଜୁ ନଃହାର୍ତି । ଜଦି ସେମଃନ୍ ଜାଣ୍ତି ଆର୍ ବୁଜ୍ତି ଆର୍ କଃଡେବଃଳ୍ ମାପ୍ରୁ ହାକ୍ ବାଉଳି ଆସ୍ତି, ଆର୍ କେମା ହାଉତି ।”
13 ౧౩ ఆయన వారితో ఇలా అన్నాడు, “ఈ ఉపమానం మీకు అర్థం కాలేదా? అయితే మిగతా ఉపమానాలు ఎలా అర్థం చేసుకుంటారు?
ଜିସୁ ଆରେକ୍ ସେମଃନ୍କେ କୟ୍ଲା, “ଇ କଃତା ତୁମିମଃନ୍ କାୟ୍ ବୁଜୁକ୍ ନଃହାରୁଲାସ୍? ତଃବେ ବିନ୍ କଃତା କଃନ୍କଃରି ବୁଜାସ୍?
14 ౧౪ విత్తనాలు చల్లేవాడు చల్లేది దేవుని వాక్కు.
ବୁଣୁ ଇସ୍ୱରାର୍ ବଃଚନ୍ ବୁଣେଦ୍ ।
15 ౧౫ దారి పక్కన ఉన్నవారెవరంటే, వాక్కు వారిలో పడింది గాని, వారు విన్న వెంటనే సైతాను వచ్చి వారిలో పడిన వాక్కును తీసివేస్తాడు.
କଃତେକ୍ ଲକ୍ ବାଟ ଲଃଗାର୍ ବୁୟ୍ଁ ହର୍, ସେମଃନ୍ ଇସ୍ୱରାର୍ ବଃଚନ୍ ସୁଣ୍ତି, ମଃତର୍ ସୁଣ୍ଲା ଦାହ୍ରେ ସୟ୍ତାନ୍ ଆସି ସେମଃନ୍ ସୁଣିରିଲା ବଃଚନ୍କେ ଚରି ନଃୟ୍ଦ୍ ।
16 ౧౬ అలాగే కొంతమంది రాతినేల లాంటి వారు. వీళ్ళు వాక్కును విని ఆనందంతో దాన్ని స్వీకరిస్తారు.
କଃତେକ୍ ଲକ୍ ଚଃଚ୍ରା ଉହ୍ରେ ଅଃଳକ୍ ମାଟି ରିଲା ବୁୟ୍ଁ ହର୍, ସେମଃନ୍ ବଃଚନ୍ ସୁଣ୍ଲା ଦାହ୍ରେ, ସଃର୍ଦାଅୟ୍ ମଃନେ ଦଃର୍ତି ।
17 ౧౭ కానీ వారిలో వాక్కు లోతుగా వేరు పారని కారణంగా కష్టం, హింస కలిగితే దాన్ని వదిలివేస్తారు.
ମଃତର୍ ସେମଃନାର୍ ଚେର୍ ମାଟି ବିତ୍ରେ ଜାୟ୍ନଃରିଲା ଗିନେ, ସେ ଲକ୍ମଃନ୍ ଚଃନେକ୍ ମଃତର୍ ତିର୍ ଅୟ୍ ରେତି, ଆର୍ ଜଃଡେବଃଳ୍ ମାପ୍ରୁର୍ ବଃଚନାର୍ ଗିନେ ଦୁକ୍କଃସ୍ଟ୍ କି ତାଡ୍ନା ଆୟ୍ଲେକ୍, ସେଦାହ୍ରେ ବିସ୍ୱାସ୍ ଚାଡ୍ତି, ସେମଃନ୍ ବୁଣା ଅୟ୍ରିଲା ଚଃଚ୍ରା ବୁୟ୍ଁ ହର୍ ।
18 ౧౮ కొంతమంది ముళ్ళతుప్పలు మొలిచే నేల లాంటి వారు. దేవుని వాక్కు వింటారు.
ଆର୍ କଃତେକ୍ ଲକ୍ କାଟାବୁଟା ବିତ୍ରେ ବୁଣ୍ଲା ବିଆନ୍ ହର୍ ବଃଚନ୍ ସୁଣ୍ତି, ଆର୍ ଜଃଗତାର୍ ଚିତା, ଦଃନାର୍ ଲଃବ୍ ଆର୍ ବିନ୍ ସବୁ ରଃକମାର୍ ଲାଳ୍ସା ସେମଃନ୍କେ ଚାହି ହଃକାୟ୍ଦ୍ ଆର୍ ସେମଃନ୍ ହଃଳ୍ ହଃଳୁ ନଃହାର୍ତି ।
19 ౧౯ కాని, జీవితంలో కలిగే చింతలు, ధనం కలిగించే మోసం, ఇతర విషయాల పట్ల కోరికలు ఆ వాక్కును అణచివేసి ఫలించకుండా చేస్తాయి. (aiōn )
ଜିବନେ ଦଃନ୍ଦି, ଜଃଗତାର୍ ମଲ୍ନୟ୍ଲା ଦଃନ୍ ଆର୍ ବିନ୍ ଜିନିସାର୍ ଇଚା ଆସେଦ୍ ଆର୍ ଚାହେଦ୍ ସେତାକ୍ ସେରି ହଃଳ୍ ନଃଦେରେ । (aiōn )
20 ౨౦ మరి కొందరు సారవంతమైన నేలలాంటి వారు, వీళ్ళు దేవుని వాక్కు విని, అంగీకరించి కొందరు ముప్ఫై రెట్లు, కొందరు అరవై రెట్లు, కొందరు వంద రెట్లు ఫలిస్తారు.”
ମଃତର୍ ଜୁୟ୍ ଲକ୍ମଃନ୍ ମାପ୍ରୁର୍ ବଃଚନ୍ ସୁଣି ସେରି ମଃନେ ଦଃର୍ତି ଆର୍ ତିରିସ୍ ଗୁଣ୍, ସାଟେ ଗୁଣ୍ ଆର୍ ସଏ ଗୁଣ୍ ହଃଳ୍ ହଃଳ୍ତି, ସେମଃନ୍ ବୁଣା ଅୟ୍ରିଲା ନିକ ବୁୟ୍ଁ ହର୍ ।”
21 ౨౧ ఆయన వారితో ఇంకా ఇలా అన్నాడు, “దీపాన్ని తెచ్చి బోర్లించిన పాత్ర కింద, లేక మంచం కింద ఉంచుతారా? దాన్ని దీపస్తంభం మీద ఉంచుతాం గదా!
ଜିସୁ ଆରେକ୍ ସେମଃନ୍କେ କୟ୍ଲା, “କୁୟ୍ ଲକ୍ କାୟ୍ କୁପି ଲାଗାୟ୍, ମାଣ୍ ତଃଳେ କି କଃଟ୍ ତଃଳେ ସଃଙ୍ଗାଉଁକେ ଆଣେଦ୍? ମଃତର୍ ଲକ୍ମଃନ୍ କୁପି ଲାଗାୟ୍ ରୁକା ଉହ୍ରେ ସଃଙ୍ଗାଉଁକେ କାୟ୍ ନାଣ୍ତି?
22 ౨౨ దాచి ఉంచినవన్నీ బహిర్గతమౌతాయి. అన్ని రహస్యాలూ బయట పడిపోతాయి.
କାୟ୍ତାକ୍ବଃଲେକ୍ ଜାଣା ନଃହେଳ୍ତାର୍ କାୟ୍ରି ହେଁ ଲୁକ୍ଣେ ନାୟ୍, ଆର୍ ଜୁୟ୍ରି ଲୁକି ଆଚେ, ସେରି ହଃଦାୟ୍ ବାରାଉଁକ୍ ଲୁକି ଆଚେ ।
23 ౨౩ వినడానికి చెవులు గలవాడు వినుగాక.”
ଜଦି ତୁମାର୍ କାନ୍ ଆଚେ, ତଃବେ ସୁଣା!”
24 ౨౪ యేసు వారితో ఇంకా ఇలా అన్నాడు, “నేను మీతో చెప్పేది జాగ్రత్తగా గమనించండి. మీరు ఏ కొలతలో కొలిచి ఇస్తారో అదే కొలతలో ఇంకా ఎక్కువగా కొలిచి దేవుడు మీకిస్తాడు.
ଜିସୁ ଆରେକ୍ ସେମଃନ୍କେ କୟ୍ଲା, “ତୁମି ଜାୟ୍ରି ସୁଣୁଲାସ୍ ସେ କଃତାକ୍ ଜଃଗ୍ରାତ୍, ତୁମିମଃନ୍ ଜୁୟ୍ ନାହେଁ ନାହାସ୍, ସେ ନାହେଁ ତୁମିମଃନ୍କେ ନାହି ଦିଆ ଅୟ୍ଦ୍ ଆର୍ ତୁମିମଃନ୍କେ ଅଃଦିକ୍ ଦିଆ ଅୟ୍ଦ୍ ।
25 ౨౫ కలిగిన వారికి దేవుడు ఇంకా ఎక్కువగా ఇస్తాడు. లేని వారి దగ్గర నుండి ఉన్నది కూడా తీసివేస్తాడు.”
କାୟ୍ତାକ୍ବଃଲେକ୍ ଜାର୍ ଆଚେ, ତାକ୍ ଦିଆ ଅୟ୍ଦ୍, ଆର୍ ଜାର୍ ନାୟ୍ ତାର୍ ତଃୟ୍ ଜାୟ୍ରି ଆଚେ, ସେରି ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ ।”
26 ౨౬ ఆయన మళ్ళీ ఇలా అన్నాడు, “దేవుని రాజ్యం ఒక మనిషి భూమి మీద విత్తనాలు చల్లినట్టు ఉంటుంది.
ଆରେକ୍ ଜିସୁ କୟ୍ଲା, “ଇସ୍ୱରାର୍ ରାଇଜ୍ ଇରଃକମ୍ । ଜଃନ୍କଃରି ଗଟ୍ଲକ୍ ତାର୍ ବୁୟେଁ ବିଆନ୍ ବୁଣେଦ୍ ।
27 ౨౭ ఆ వ్యక్తి నిద్ర పోతున్నా మెలకువగా ఉన్నా రాత్రి, పగలు అతనికి తెలియకుండానే ఆ విత్తనాలు మొలకెత్తి పెరుగుతూనే ఉంటాయి.
ଆରେକ୍ ସେଲକ୍ ରାତିବଃଳ୍ ସୟ୍ଦ୍, ଆର୍ ଦିନ୍ ବଃଳ୍ ଉଟେଦ୍; ଆର୍ ବିଆନ୍ କଃନ୍କଃରି ଆକରି ବାଡେଦ୍ ଇରି ସେମାନାୟ୍ ନଃଜାଣେ ।
28 ౨౮ ఎందుకంటే భూమి దానంతట అదే పండుతుంది. మొదట మొలక, ఆ తరువాత కంకి, ఆ కంకి నిండా గింజలు పుడతాయి.
ବୁୟ୍ଁ ନିଜେ ହଃଳ୍ ହଃଳାୟ୍ଦ୍, ହଃର୍ତୁ ହଃତାର୍, ତାର୍ହଃଚେ କେଡ୍, ଆର୍ କେଡ୍ ବଃର୍ତି ଗଅଁ ଅୟ୍ଦ୍ ।
29 ౨౯ పంట పండినప్పుడు అతడు కోతకాలం వచ్చిందని వెంటనే కొడవలితో కోస్తాడు.”
ମଃତର୍ ସଃର୍ନେ କେଡ୍ ହାକ୍ଲେକ୍ କାଟ୍ତା ବେଳା ଅୟ୍ଲି ବଃଲି ସେ ଲକ୍ ଇଳା ସଃଙ୍ଗ୍ କାଟେଦ୍ ।”
30 ౩౦ ఆయన మళ్ళీ ఈ విధంగా అన్నాడు. “దేవుని రాజ్యాన్ని దేనితో పోల్చగలం? ఏ ఉపమానం ఉపయోగించి దాన్ని వర్ణించగలం?
ଜିସୁ ଆରେକ୍ କୟ୍ଲା, “ମୁଁୟ୍ କାର୍ ସଃଙ୍ଗ୍ ଇସ୍ୱରାର୍ ରାଇଜ୍ ତୁଳ୍ନା କଃରିନ୍ଦ୍? ଆରେକ୍ ମୁଁୟ୍ ତୁମିମଃନ୍କେ କୁୟ୍ କଃତା କୟ୍ ସେରି ବୁଜାୟ୍ନ୍ଦ୍?
31 ౩౧ అది ఆవగింజ లాంటిది. మనం భూమి మీద నాటే విత్తనాలన్నిటిలోకీ అది చిన్నది.
ଇସ୍ୱରାର୍ ରାଇଜ୍ ଗଟେକ୍ ସାନ୍ ସଃର୍ସୁ ମୁଞ୍ଜି ହର୍; ମାଟାୟ୍ ବୁଣ୍ତା ବଃଳ୍ ଇରି ହୁର୍ତିବିର୍ ସଃବୁ ମୁଞ୍ଜି ତଃୟ୍ହୁଣି ସାନ୍ ।
32 ౩౨ కాని దాన్ని నాటిన తరువాత తోటలో ఉన్న అన్ని మొక్కల కన్నా అది పెద్దగా పెరుగుతుంది. దాని కొమ్మలు పెద్దగా ఎదుగుతాయి. పక్షులు దాని నీడలో గూడు కట్టుకుంటాయి.”
ମଃତର୍ ବୁଣ୍ଲା ହଃଚେ ଇରି ବାଡିକଃରି ସଃବୁସାଗ୍ ତଃୟ୍ହୁଣି ବଃଡ୍ ଅୟ୍ଦ୍, ଆରେକ୍ ତାର୍ ଇରଃକମ୍ ବଃଡ୍ବଃଡ୍ ଡାଳ୍ ଅୟ୍ଦ୍ ଜେ, ଅଃଗାସ୍ ଉହ୍ରାର୍ ଚେଳେମଃନ୍ ତାର୍ ଚାୟ୍ ଲଃଗେ ଗୁଡା କଃରୁକେ ହାର୍ତି ।”
33 ౩౩ యేసు ఇలాంటి ఉదాహరణలు ఎన్నో ఉపయోగించి, వారు అర్థం చేసుకోగలిగిన కొద్దీ వారికి ఉపదేశించాడు.
ଜିସୁ ଇରଃକମ୍ କଃତେକ୍ କଃତା କୟ୍ ସେମଃନାର୍ ବୁଜୁ ହାର୍ତା ହଃତେକ୍ ସେମଃନ୍କେ ସିକ୍ୟା ଦେତିରିଲା ।
34 ౩౪ ఉపమానం లేకుండా వారికి ఏ ఉపదేశమూ చేయలేదు. తరువాత ఆయన తన శిష్యులతో ఒంటరిగా ఉన్నప్పుడు వారికి అన్నీ వివరించి చెప్పాడు.
ଜିସୁ କଃତା ନଃକୟ୍କଃରି କାୟ୍ ସିକ୍ୟା ହେଁ ନଃଦେତି ରିଲା, ମଃତର୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ ସଃବୁ କଃତା ଲୁକ୍ଣେ ବୁଜାଉତି ରିଲା ।
35 ౩౫ ఆ రోజు సాయంత్రం ఆయన తన శిష్యులతో, “సరస్సు అవతలి ఒడ్డుకు వెళ్దాం పదండి” అన్నాడు.
ସେଦିନ୍ ସଃଞ୍ଜ୍ ଅୟ୍ଲାକ୍, ଜିସୁ ତାର୍ ଚେଲାମଃନ୍କେ କୟ୍ଲା, “ଆସା ଅଃମି ସଃମ୍ନ୍ଦାର୍ ସେହାଟି ଜୁଆଁ ।”
36 ౩౬ శిష్యులు జనసమూహాలను విడిచి యేసుతో పడవలో బయలుదేరారు. మరి కొన్ని పడవలు కూడా వారివెంట వచ్చాయి.
ତଃବେ ଚେଲାମଃନ୍ ଲକ୍ମଃନ୍କେ ସେତି ଚାଡି ଜୁୟ୍ ଡଙ୍ଗାୟ୍ ଜିସୁ ବଃସିରିଲା, ଚେଲାମଃନ୍ ହେଁ ଜାୟ୍ ସେତି ବଃସ୍ଲାୟ୍, ଆର୍ ଜିସୁକେ ତାର୍ ସଃଙ୍ଗ୍ ନିଲାୟ୍ । ଆରେକ୍ ସେତି ବିନ୍ ବିନ୍ ଡଙ୍ଗା ହେଁ ତାକାର୍ ସଃଙ୍ଗ୍ ରିଲି ।
37 ౩౭ అప్పుడు పెద్ద తుఫాను వచ్చింది. అలలు లేచి పడవను నీళ్ళతో నింపేశాయి.
ତାର୍ହଃଚେ ତଃତ୍କାଣ୍ ସଃମ୍ନ୍ଦେ ଅଃପର୍ବଳ୍ ବାଉବଃତାସ୍ ଅୟ୍ଲି, ଆର୍ ସଃମ୍ନ୍ଦେ ଉଲାଳ୍ ଉଟି ଡଙ୍ଗା ବଃର୍ତି ହାଣି ଅଃଉଁକେ ଦଃର୍ଲି ।
38 ౩౮ పడవ వెనుక భాగంలో యేసు తలకింద దిండు పెట్టుకుని నిద్రపోతూ ఉన్నాడు. శిష్యులు ఆయనను నిద్ర లేపి ఆయనతో, “బోధకా! మేము మునిగిపోతుంటే నీకేమీ పట్టదా?” అని అన్నారు.
ସଃଡେବଃଳ୍ ଜିସୁ ଡଙ୍ଗାର୍ ହଃଚ୍ବାଟ୍ ମୁଚ୍ଳା ଉହ୍ରେ ମୁଣ୍ଡ୍ ଲାଦି ସୟ୍ରିଲା; ଆର୍ ଚେଲାମଃନ୍ ଜିସୁକେ ଉଟାୟ୍ କୟ୍ଲାୟ୍, “ଏ ଗୁରୁ, ଅଃମିମଃନ୍ ମଃଲୁ, ଅଃମାର୍ ଗିନେ ତର୍ କାୟ୍ ଚିତା ନାୟ୍?”
39 ౩౯ ఆయన లేచి గాలిని, సముద్రాన్ని గద్దిస్తూ, “శాంతించు! ఆగిపో!” అని ఆజ్ఞాపించాడు. వెంటనే గాలి ఆగిపోయింది. అంతా ప్రశాంతంగా మారింది.
ଜିସୁ ଉଟିକଃରି ବାଉହାଣିକେ ଦଃକା ଦଃୟ୍ ସଃମ୍ନ୍ଦ୍କେ କୟ୍ଲା, “ତୁନ୍ହାଳ୍, ଚୁପ୍ଅଃଉ ।” ସେତାକ୍ ବାଉ ତେବ୍ଲି ଆର୍ ସଃବୁ ତିର୍ ଅୟ୍ଲି ।
40 ౪౦ అప్పుడాయన శిష్యులతో, “మీరెందుకు భయపడుతున్నారు? మీలో ఇంకా విశ్వాసం కలగలేదా?” అని అన్నాడు.
ତାର୍ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, “ତୁମିମଃନ୍ କାୟ୍ତାକ୍ ଅଃତେକ୍ ଡିରୁଲାସ୍, ଅଃବେ ହଃତେକ୍ କାୟ୍ ତୁମାର୍ ବିସ୍ୱାସ୍ ନାୟ୍?”
41 ౪౧ వారికి చాలా భయమేసింది. ఒకరితో ఒకరు, “ఎవరీయన? గాలి, సముద్రం సహా ఈయన మాటకు లోబడుతున్నాయే!” అని చెప్పుకుని ఆశ్చర్యపడ్డారు.
ସେତାକ୍ ସେମଃନ୍ ଅଃପର୍ବଳ୍ ଡିରିକଃରି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, “ଏ ତଃବେ କେ ଜେ, ବାଉ ଆର୍ ସଃମ୍ନ୍ଦ୍ ହେଁ ଆର୍ କଃତା ମାନୁଲାୟ୍ ।”