< Markus 3 >

1 Och han gick åter in i en synagoga. Där var då en man som hade en förvissnad hand.
ପଚେ ଜିସୁ ଆରି ଗଟେକ୍‌ ତର୍‌ ଜିଉଦିମନର୍‌ ପାର୍‌ତନା ଗରେ ଗାଲା । ତେଇ ଗଟେକ୍‌ ଲକ୍‌ ରଇଲା । ତାର୍‌ ଗଟେକ୍‌ ଆତ୍‌ ସୁକିଜାଇରଇଲା ।
2 Och de vaktade på honom, för att se om han skulle bota denne på sabbaten; de ville nämligen få något att anklaga honom för.
ଜିସୁ କେଜାନେ ବିସ୍‌ରାମ୍‌ ବାରେ ନିମାନ୍‌ କର୍‌ସି ବଲି, ସେମନ୍‌ ଆଁକି ନ ମରାଇତେ ଦେକ୍‌ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍‌ ବିରୁଦେ ଦସ୍‌ ଦାରିପାର୍‌ବାଇ ।
3 Då sade han till mannen som hade den förvissnade handen: "Stå upp, och kom fram."
ଜନ୍‌ ଲକର୍‌ ଆତ୍‌ ସୁକି ଜାଇରଇଲା, ତାକେ ଜିସୁ କଇଲା, “ଆଉ ମଜାଇ ଟିଆ ଅ ।”
4 Sedan sade han till dem: "Vilketdera är lovligt på sabbaten: att göra vad gott är, eller att göra vad ont är, att rädda någons liv, eller att döda?" Men de tego.
ଆରି ଜିସୁ ଲକ୍‌ମନ୍‌କେ ପାଚାର୍‌ଲା, “ବିସ୍‌ରାମ୍‌ବାରେ କାଇଟା କର୍‌ବା ନିଅମ୍‌? ନିକ କର୍‌ବାର୍‌ କି ଆସାର୍‌ କର୍‌ବାର୍‌? ଜିବନ୍‌ ବଁଚାଇବାର୍‌ କି ମରାଇଦେବାର୍‌?” ମାତର୍‌ ସେମନ୍‌ କାଇଟା ନ କଇ ଚିମ୍‌ରାଅଇ ରଇଲାଇ ।
5 Då såg han sig omkring på dem med vrede, bedrövad över deras hjärtans förstockelse, och sade till mannen: "Räck ut din hand." Och han räckte ut den; och hans hand blev frisk igen. --
ସେବେଲେ ତାକର୍‌ ମନ୍‌ ଡାଟ୍‌ ର‍ଇବାଟା ଦେକିକରି ଜିସୁ ଦୁକ୍‌ଅଇ ରିସାସଙ୍ଗ୍‌, ଚାରିବେଡ୍‌ତି ଦେକ୍‍ଲା । ଆରି ସେ ଲକ୍‌କେ କଇଲା, “ଆତ୍‌ ଲାମା ।” ସେ ଲକ୍‌ ଆତ୍‌ ଲାମାଇଲା, ଆରି ତାର୍‌ ଆତ୍‌ ନିମାନ୍‌ ଅଇଗାଲା ।
6 Då gingo fariséerna bort och fattade strax, tillsammans med herodianerna, det beslutet att de skulle förgöra honom.
ତେଇଅନି ପାରୁସିମନ୍‌ ସେ ଜାଗାଇଅନି ଦାପ୍‌ରେ ବାରଇ ଜାଇ ଜିସୁକେ ମରାଉ ବଲି ତାର୍‌ ବିରୁଦେ ଏରଦ୍‌ ରାଜାର୍‌ ଲକ୍‌ମନର୍‌ସଙ୍ଗ୍‌ ଉପାଇ ପାଁଚ୍‌ବାର୍‌ ଦାର୍‌ଲାଇ ।
7 Och Jesus drog sig med sina lärjungar undan till sjön, och en stor hop folk följde honom från Galileen.
ସେଡ୍‌କିବେଲେ ଜିସୁ ସିସ୍‌ମନର୍‌ ସଙ୍ଗ୍‌ ଲକ୍‌ମନର୍‌ଟାନେଅନି ବେଗ୍‌ଲି କରି, ସମ୍‌ଦୁର୍‌ କଣ୍ଡିବାଟେ ବାରଇ ଗାଲା । ଆରି ଗାଲିଲି ଅନି ବେସି ଲକ୍‌ ତାର୍‌ ପଚେ ପଚେ ଆଇଲାଇ, ଆରି ଜିଉଦା,
8 Och från Judeen och Jerusalem och Idumeen och från landet på andra sidan Jordan och från trakterna omkring Tyrus och Sidon kom en stor hop folk till honom, när de fingo höra huru stora ting han gjorde.
ଜିରୁସାଲାମ୍‌, ଇଦମ୍‌, ଜର୍‌ଦନ୍‌ର୍‌ ଉପର୍‌ ବାଟେ ରଇବା ସର ଆରି ସିଦନର୍‌ ଚାରିବେଡ୍‌ତିର୍‌ ଲକ୍‌ ସେ କରିରଇବା ସବୁ କାମର୍‌ କାତା ସୁନି ତାର୍‌ ଲଗେ ଆଇଲାଇ ।
9 Och han tillsade sina lärjungar att en båt skulle hållas tillreds åt honom, för folkets skull, för att de icke skulle tränga sig inpå honom.
ସେଡ୍‌କିବେଲେ ଚିପାଟେଲା ରଇଲାକେ, ଲକ୍‌ମନ୍‌ ଜେନ୍ତିକି ଉପ୍‌ରେ ଡାବି ନ ଅଅତ୍‌, ତେବର୍‌ ପାଇ ଜିସୁ ସିସ୍‌ମନ୍‌କେ ତାର୍‌ପାଇ ଗଟେକ୍‌ ସାନ୍‌ଟା ଡଙ୍ଗା ଆନି ଜାଗାଇବାକେ ତିଆର୍‌ଲା ।
10 Ty han botade många och blev därför överlupen av alla som hade någon plåga och fördenskull ville röra vid honom.
୧୦କାଇକେବଇଲେ ସେ ବେସି ଲକ୍‌ମନ୍‌କେ ନିମାନ୍‌ କଲାଜେ ଜର୍‌ଦୁକା ଅଇରଇବା ଲକ୍‌ମନ୍‌ ତାକେ ଚିଉଁ ବଲି ଉପ୍‌ରେ ଡାବିଅଇ ଜାଇତେରଇଲାଇ ।
11 Och när de orena andarna sågo honom, föllo de ned för honom och och ropade och sade: "Du är Guds Son."
୧୧ଆରି ଜେଡେବେଲେ ଜିସୁକେ କରାପ୍‌ ଆତ୍‌ମାମନ୍‌ ଦେକ୍‌ତେ ରଇଲାଇ, ସେ ଆତ୍‌ମାମନ୍‌ ତାର୍‌ ମୁଆଟେ ଅଦ୍‌ରି ଆଉଲିଅଇ କଇତେରଇଲାଇ, “ତୁଇ ଆକା ପର୍‌ମେସରର୍‌ ପଅ ।”
12 Men han förbjöd dem strängeligen, åter och åter, att röja honom.
୧୨ମାତର୍‌ ଜିସୁ ଡୁମାମନ୍‌କେ ତାର୍‌ ବିସଇନେଇ ବିନ୍‌ ଲକ୍‌ମନ୍‌କେ କାଇ ବଲି ନ କୁଆ ବଲି ଡାଟ୍‌ସଙ୍ଗ୍‌ ଆଦେସ୍‌ ଦେଇତେରଇଲା ।
13 Och han gick upp på berget och kallade till sig några som han själv utsåg; och de kommo till honom.
୧୩ଜିସୁ ପର୍‌ବତ୍‌ ଉପ୍‌ରେ ଜାଇ, ଜନ୍‌ ଲକ୍‌ମନ୍‌କେ ସେ ମନ୍‍ କଲା, ସେମନ୍‌କେ ଲଗେ ଡାକ୍‌ଲା, ଆରି ସେମନ୍‌ ତାର୍‌ ଲଗେ ଆଇଲାଇ ।
14 Så förordnade han tolv som skulle följa honom, och som han ville sända ut till att predika,
୧୪ସେ ବାର ଲକ୍‌କେ ବାଚ୍‌ଲା ଆରି ସେମନ୍‌କେ ତାର୍‌ କବର୍‌ ନେଉ ବଲି ଡାକ୍‌ଲା । ଜେନ୍ତି ସେମନ୍‌ ତାର୍‌ ସଙ୍ଗ୍‌ ରଇପାରତ୍‌ ଆରି ସେମନ୍‌ ତାର୍‌ କବର୍‌ ଜାନାଇବାଇ,
15 och de skulle hava makt att bota sjuka och driva ut onda andar.
୧୫ଆରି ଡୁମାଚାଡାଇବାକେ ଅଦିକାର୍‌ ଦେଲା ।
16 Han förordnade alltså dessa tolv: Simon, åt vilken han gav tillnamnet Petrus;
୧୬ଜିସୁ ବାର ଲକ୍‌କେ ବାଚ୍‌ଲା, ଜନ୍‌ଲକ୍‌ମନ୍‌ କି ସିମନ୍‌, ଜାକେ ସେ ପିତର୍‌ ବଲି ନାଉଁ ଦେଲା,
17 vidare Jakob, Sebedeus' son, och Johannes, Jakobs broder, åt vilka han gav tillnamnet Boanerges (det betyder tordönsmän);
୧୭ଜେବଦିର୍‌ ପ ଜାକୁବ୍ ଆରି ତାର୍‌ ବାଇ ଜଅନ୍‌କେ ସେ ବିନେରିଗସ୍‌ ବଲି ନାଉଁ ଦେଲା, ଆର୍‌ ଅରତ୍‌ ଅଇଲାନି ମେଗ୍‌ନାଦର୍‌ ପଅମନ୍‌,
18 vidare Andreas och Filippus och Bartolomeus och Matteus och Tomas och Jakob, Alfeus' son, och Taddeus och Simon ivraren
୧୮ଆନ୍ଦ୍‌ରିୟ, ପିଲିପ୍‍, ବାର୍‌ତଲମି, ମାତିଉ, ତମା, ଆଲ୍‌ପିର୍‌ ପଅ ଜାକୁବ୍, ତଦିୟ, କିଣାନିୟ ସିମନ୍‌, ଜେ କି ରମିୟ ସର୍‌କାରର୍‌ ବିରୁଦେ ଉଟିରଇଲା ।
19 och Judas Iskariot, densamme som förrådde honom.
୧୯ଆରି ଇସ୍‌କାରିୟତିୟ ଜିଉଦା, ଜେ କି ଜିସୁକେ ସତ୍‌ରୁକେ ସର୍‌ପି ଦେଇର‍ଇଲା ।
20 Och när han kom hem, församlade sig folket åter, så att de icke ens fingo tillfälle att äta.
୨୦ପଚେ ଜିସୁ ଗଟେକ୍‌ ଗରେ ପୁର୍‌ଲା । ସେଡ୍‌କି ବେଲେ ଲକ୍‌ମନ୍‌ ଆରି ତରେକ୍‌ ଏତେକ୍‌ ରୁଣ୍ଡ୍‌ଲାଇ ଜେ, ସେ ଆରି ତାର୍‌ ସିସ୍‌ମନ୍‌ କାଇବାର୍‌ ମିସା ନାପାର୍‌ଲାଇ ।
21 Då nu hans närmaste fingo höra härom, gingo de åstad för att taga vara på honom; ty de menade att han var från sina sinnen.
୨୧“ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍‌ ଗରର୍‌ ଲକ୍‌ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍‌ କଇଲାଇ, “ତାର୍‌ ବୁଦି ବାନାଅଇଗାଲାନି ।”
22 Och de skriftlärde som hade kommit ned från Jerusalem sade att han var besatt av Beelsebul, och att det var med de onda andarnas furste som han drev ut de onda andarna.
୨୨ଆରି, ଜିରୁସାଲାମ୍‌ ଅନି ଆସିରଇବା ସାସ୍‌ତର୍‌ ସିକାଉମନ୍‌ କଇଲାଇ, “ଆକେ ଡୁମାମନର୍‌ ନେତା ବାଲ୍‍ଜିବୁଲ୍‌ ଦାରିଆଚେ, ଆରି ଡୁମାମନର୍‌ ନେତାର୍‌ ବପୁସଙ୍ଗ୍‍ ଡୁମା ଚାଡାଇଲାନି ।”
23 Då kallade han dem till sig och sade till dem i liknelser: "Huru skulle Satan kunna driva ut Satan?
୨୩ସେଡ୍‌କିବେଲେ ଜିସୁ ସାସ୍‌ତର୍‌ ସିକାଉମନ୍‌କେ ଲଗେଡାକି ଉଦାଅରନ୍‌ ଦେଇ କଇଲା, “ସଇତାନ୍‍ କେନ୍ତି ସଇତାନ୍‌କେ ଚାଡାଇ ପାର୍‌ସି?
24 Om ett rike har kommit i strid med sig självt, så kan det riket ju icke hava bestånd;
୨୪ଜଦି ଗଟେକ୍‌ ରାଇଜ୍‌ ଦୁଇ ବାଗ୍‌ ଅଇ ନିଜର୍‌ ବିରୁଦେ ଉଟ୍‌ସି, ତେବେ ସେ ରାଜିଅ ବେସିଦିନ୍‌ ନ ରଏ ।
25 och om ett hus har kommit i strid med sig självt, så skall icke heller det huset kunna äga bestånd.
୨୫ଗଟେକ୍‌ ଗର୍‌ ବାଗ୍‌ ଅଇ ନିଜର୍‌ ବିରୁଦେ ଉଟ୍‌ସି, ତେବେ ସେ ଗର୍‌ ବେସି ଦିନ୍‌ ନ ରଏ ।
26 Om alltså Satan har satt sig upp mot sig själv och kommit i strid med sig själv, så kan han icke äga bestånd, utan det är då ute med honom. --
୨୬ସେନ୍ତାର୍‌ସେ ସଇତାନ୍‌ ଜଦି ବାଗ୍‌ ଅଇ ନିଜର୍‌ ବିରୁଦେ ଉଟ୍‌ସି, ତେବେ ସେ ତବିର୍‌ ଅଇ ରଇ ନାପାରେ, ମାତର୍‌ ତାର୍‌ ବିନାସ୍‌ ଗଟ୍‌ସି ।
27 Nej, ingen kan gå in i en stark mans hus och plundra honom på hans bohag, såframt han icke förut har bundit den starke. Först därefter kan han plundra hans hus.
୨୭“ମାତର୍‌ କେ ମିସା ବପୁ ରଇବା ଲକ୍‌କେ ପର୍‌ତୁମ୍‌ ନ ବାନ୍ଦ୍‌ତେ, ତାର୍‌ ଗରେ ପୁରିକରି ସେଲକର୍‌ ନିଜର୍‌ ସବୁ ଚରାଇ ନେଇ ନାପାରେ, ମାତର୍‌ ସେ ବପୁ ରଇବା ଲକ୍‌କେ ଆଗେ ବାନ୍ଦ୍‌ଲେ ସିନା ସେ ତାର୍‌ ଗରେ ପୁରି ଚରିପାର୍‌ସି ।
28 Sannerligen säger jag eder: Alla andra synder skola bliva människors barn förlåtna, ja ock alla andra hädelser, huru hädiskt de än må tala;
୨୮“ମୁଇ ତମ୍‌କେ ସତ୍‌ କଇଲିନି, ଲକ୍‌ମନର୍‌ ସବୁ ପାପ୍‌, ଆରି ସେମନ୍‌ ଜେତେକ୍‌ ନିନ୍ଦା କାତା କଇ ପର୍‌ମେସରର୍‌ ନିନ୍ଦା କଲେ ମିସା, ସେ ସବୁଜାକ କେମା କରାଅଇସି ।
29 men den som hädar den helige Ande, han får icke någonsin förlåtelse, utan är skyldig till evig synd." (aiōn g165, aiōnios g166)
୨୯ଜେକି ସୁକଲ୍‌ଆତ୍‌ମାର୍‌ ବିରୁଦେ ନିନ୍ଦା କାତା କଇସି, ତାକେ କନ୍‌ କାଲେ ମିସା ପର୍‌ମେସର୍‌ କେମା ନ ଦେଏ, ଆରି ସେ ନ ସାର୍‌ବା ପାପର୍‌ ଦସି ଅଇସି ।” (aiōn g165, aiōnios g166)
30 De hade ju nämligen sagt att han var besatt av en oren ande.
୩୦ତାକେ କାରାପ୍‌ ଆତ୍‌ମା ଲାଗିଆଚେ ବଲି ସାସ୍‌ତର୍‌ ସିକାଉମନ୍‌ କଇଲାଇକେ, ଜିସୁ ଏନ୍ତାରି କଇଲା ।
31 Så kommo nu hans moder och hans bröder; och de stannade därutanför och sände bud in till honom för att kalla honom ut.
୩୧ସେଡ୍‌କିବେଲେ ଜିସୁର୍‌ ମା ଆରି ବାଇମନ୍‌ ଆସି ବାଇରେ ଟିଆ ଅଇ ଜିସୁକେ ଡାକାଇପାଟାଇଲାଇ ।
32 Och mycket folk satt där omkring honom; och man sade till honom: "Se, din moder och dina bröder stå härutanför och fråga efter dig."
୩୨ତେଇ ତାର୍‌ ଚାରିବେଡ୍‌ତି ବସି ରଇବା ଲକ୍‌ମନ୍‌ ତାକେ କଇଲାଇ, “ଦେକା, ତମର୍‌ ମାଆ ଆରି ବାଇ ବଇନି ବାଇରେ ରଇ ତମ୍‌କେ କଜ୍‌ଲାଇନି ।”
33 Då svarade han dem och sade: Vilken är min moder, och vilka äro mina bröder?"
୩୩ଜିସୁ ସେମନ୍‌କେ କ‍ଇଲା, “କେ ମର୍‌ ମା ଆରି ବାଇବଇନିମନ୍‌?”
34 Och han såg sig omkring på dem som sutto där runt omkring honom, och han sade: "Se här är min moder, och här äro mina bröder!
୩୪ସେ ତାର୍‌ ଚାରିବେଡ୍‌ତି ବସିରଇବା ଲକ୍‌ମନ୍‌କେ ଦେକିକରି କଇଲା, “ଏମନ୍‌ ମର୍‌ ମାଆ ଆରି ମର୍‌ ବାଇ ବଇନି ।
35 Den som gör Guds vilja, den är min broder och min syster och min moder."
୩୫ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌ ମନ୍‌କଲାଟା ପୁରାପୁରୁନ୍‌ କର୍‌ବାଇ, ସେ ମର୍‌ ବାଇ, ବଇନି ଆରି ମା ।”

< Markus 3 >