< Matteus 21 >

1 När de nu nalkades Jerusalem och kommo till Betfage vid Oljeberget, då sände Jesus åstad två lärjungar
ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରୁସାଲାମ୍‌ ଲଗାଲଗି ଅଇ କଣ୍ଡେକ୍‌ ଦୁର୍‌ ଜାଇ ଡଙ୍ଗର୍‌ଲଗେ ରଇଲା ବେତ୍‌ପାଗି ଆରି ବେତିନିଆ ନାଉଁର୍‌ ଗାଏଁ କେଟ୍‌ଲାଇ । ତାର୍‍ ଦୁଇଟା ସିସ୍‌ମନ୍‌କେ ଆଦେସ୍‌ ଦେଇ କଇଲା,
2 och sade till dem: »Gån in i byn som ligger mitt framför eder, så skolen I strax finna en åsninna stå där bunden och en fåle bredvid henne; lösen dem och fören dem till mig.
“ତମେ ମୁଆଟେ ରଇଲା ସେ ଗାଏଁ ଜାଆ । ତେଇ କେଟ୍‌ଲା ଦାପ୍‌ରେ, ଗଟେକ୍‌ ଗଦ ବାନ୍ଦିଅଇ ରଇବାଟା ଦେକ୍‌ସା ଆରି ତାର୍‌ ଲଗେ ତାର୍‌ ପିଲା ଆଚେ । ସେମନ୍‌କେ ମେଲି ମର୍‌ଲଗେ ଦାରି ଆସା ।
3 Och om någon säger något till eder, så skolen I svara: 'Herren behöver dem'; då skall han strax släppa dem.»
କେ ଜଦି କାଇ ବଲି ପାଚାର୍‌ଲେ କଇସା, ‘ଏଟା ସାଉକାର୍‌କେ ଦର୍‌କାର୍‌ ଆଚେ ।’ ସେଡ୍‌କି ଦାପ୍‌ରେ ସେ ଗଦମନ୍‌କେ ଚାଡିଦେଇସି ।”
4 Detta har skett, för att det skulle fullbordas, som var sagt genom profeten som sade:
ଏ ଗଟ୍‍ନାଅନି ବାବବାଦିମନ୍‌ ଲେକି ରଇଲା କାତା ସିଦ୍‌ ଅଇଲା ।
5 »Sägen till dottern Sion: 'Se, din konung kommer till dig, saktmodig, ridande på en åsna, på en arbetsåsninnas fåle.'»
“ସିଅନ୍‌ ଗଡେ କୁଆ! ଦେକା, ତମର୍‌ ରାଜା ତମର୍‌ ଲଗେ ଆଇଲାନି, ସେ କେଡେ ସୁଆଲ୍‌ ଗଦପିଲାର୍‌ ପିଟିତେଇ ବସ୍‌ଲାଆଚେ ଦେକା, ସେ ଗଦପିଲା ଉପ୍‌ରେ ବସିଆଇଲାନି ।”
6 Och lärjungarna gingo åstad och gjorde såsom Jesus hade befallt dem
ସିସ୍‌ମନ୍‌ ଜାଇ ଜିସୁ କଇବା ଇସାବେ କଲାଇ ।
7 och ledde till honom åsninnan och fålen; och de lade sina mantlar på denne, och han satte sig därovanpå.
ଗଦ ଆରି ତାର୍‌ ପିଲାକେ ଦାରି ଆସି ତାକର୍‌ ଉପ୍‌ରେ ଲୁଗାମନ୍‌ ଅଚାଇ ଦେଲାଇ ଆରି ଜିସୁ ଗଦ ଉପ୍‌ରେ ବସ୍‌ଲା ।
8 Och folkskaran, som var mycket stor, bredde ut sina mantlar på vägen; men somliga skuro kvistar av träden och strödde på vägen.
ତେଇ ରଇଲା ଲକ୍‌ମନ୍‌ ଜିସୁ ଜିବା ବାଟେ ନିଜର୍‌ ନିଜର୍‌ ପଚିଆମନ୍‌ ଅଚାଇ ଦେଲାଇ ଆରି କେତେକ୍‌ ଲକ୍‌ମନ୍‌ କଜ୍‌ରି ଡାଲ୍‌ ଆନି କରି ସେ ବାଟେ ଅଚାଇଦେଲାଇ ।
9 Och folket, både de som gingo före honom och de som följde efter, ropade och sade: »Hosianna Davids son! Välsignad vare han som kommer, i Herrens namn. Hosianna i höjden!»
ଜିସୁର୍‌ ଆଗ୍‌ତୁବାଟେ ଆରି ପଚ୍‌ବାଟେ ଜାଇତେ ରଇଲା ଲକ୍‌ମନ୍‌ ଆକ୍‌ମାରି କରି କଇଲାଇ, “ଦାଉଦର୍‌ ପଅକେ ଡାକ୍‌ପୁଟା କରା, ଜେ ମାପ୍‌ରୁର୍‌ ନାଉଁ ଦାରି ଆଇଲାନି ତାକେ ପର୍‌ମେସର୍‌ ଆସିର୍‌ବାଦ୍‌ କର । ପର୍‌ମେସରର୍‌ ଡାକ୍‌ପୁଟା କରା ।”
10 När han så drog in i Jerusalem, kom hela staden i rörelse, och man frågade: »Vem är denne?»
୧୦ଜିସୁ ଜିରୁସାଲାମ୍‌ କେଟ୍‌ଲାଦାପ୍‌ରେ ସେ ଗଡର୍‌ ଲକ୍‌ମନ୍‌ ଜିସୁ କେ? ବଲି କରି ଗୁଲାଇ ବାଟେ ଉଡ୍‌ରା ଅଇଗାଲା ।
11 Och folket sade: »Det är Jesus, profeten, från Nasaret i Galileen.»
୧୧ଲକ୍‌ମନ୍‌ ପାଚାର୍‌ଲାଇ, “ସେ କେ?” ବିନ୍‌ ଲକ୍‌ମନ୍‌ କଇଲାଇ, “ସେ ଅଇଲାନି ଗାଲିଲି ରାଇଜେ ରଇବା ନାଜରିତ୍‌ ଗଡର୍‌ ବବିସତ୍‌ବକ୍‌ତା ଜିସୁ ।”
12 Och Jesus gick in i helgedomen. Och han drev ut alla dem som sålde och köpte i helgedomen, och han stötte omkull växlarnas bord och duvomånglarnas säten.
୧୨ଜିସୁ ମନ୍ଦିର୍‌ ବିତ୍‌ରେ ପୁରିକରି ତେଇ ଗେନା ବିକା କର୍‌ତେ ରଇବା ସବୁ ଲକ୍‌ମନ୍‌କେ ବାର୍‌କରାଇ ଦେଲା । ଡାବୁ ବାଦ୍‌ଲାଉମନର୍‌ ଟେବୁଲ୍‌ ଆରି ପରୁଆ ବିକୁମନର୍‌ ବସ୍‌ବାଟା ପାସ୍‌ଲାଇ ଦେଲା ।
13 Och han sade till dem: »Det är skrivet: 'Mitt hus skall kallas ett bönehus.' Men I gören det till en rövarkula.»
୧୩ଜିସୁ ସେମନ୍‌କେ କଇଲା, “ଦରମ୍‌ ସାସ୍‌ତରେ ଲେକା ଆଚେ, ମର୍‌ ମନ୍ଦିର୍‌ ପାର୍‌ତନା ଗର୍‌ ବଲି ନାଉଁ ଅଇସି । ମାତର୍‌ ତମେ ତାକେ ଚର୍‌ମନର୍‌ ଆକାଡା ସାଲ୍‌ ପାରା କରିଆଚାସ୍‌ ।”
14 Och blinda och halta kommo fram till honom i helgedomen, och han botade dem.
୧୪ଜିସୁ ମନ୍ଦିରେ ରଇଲାବେଲେ କାଣାମନ୍‌ ଆରି ମେଟାମନ୍‌ ତାର୍‌ ଲଗେ ଆଇଲାଇ ଆରି ସେ ସେମନ୍‌କେ ନିକ କଲା ।
15 Men när översteprästerna och de skriftlärde sågo de under som han gjorde, och sågo barnen som ropade i helgedomen och sade: »Hosianna Davids son!», då förtröt detta dem;
୧୫ମୁକିଅ ପୁଜାରିମନ୍‌ ଆରି ଦରମ୍‌ ଗୁରୁମନ୍‌ ତାର୍‌ କାବା ଅଇଜିବା କାମ୍‌ ସବୁ ଦେକି ଆରି ପିଲାମନ୍‌ ଦାଉଦର୍‌ ପଅର୍‌ ଜୟ ଜୟ ଅ, ବଲି କଇବାଟା ସୁନି ରିସା ଅଇଗାଲାଇ ।
16 och de sade till honom: »Hör du vad dessa säga?» Då svarade Jesus dem: »Ja; haven I aldrig läst: 'Av barns och spenabarns mun har du berett dig lov'?»
୧୬ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏମନ୍‌ କାଇବଲି କଇଲାଇନି ତୁଇ ସୁନି ପାର୍‌ଲୁସ୍‌ନି?” ଜିସୁ କଇଲା, “ଉଁ ସୁନ୍‌ଲିନି । ଦରମ୍‌ ସାସ୍‌ତରେ କାଇ ଏ କାତା ପଡାସ୍‌ ନାଇ କି? ‘ତମେ ପିଲାମନ୍‌କେ ଆରି କଅଁଲା ପିଲାମନ୍‌କେ ଟିକ୍‌ ଇସାବେ ଆରାଦନା କର୍‌ବାକେ’ ସିକାଇଆଚାସ୍‌?”
17 Därefter lämnade han dem och gick ut ur staden till Betania och stannade där över natten.
୧୭ଏ କାତା କଇକରି ଜିସୁ ସେମନ୍‌କେ ଚାଡି ଜିରୁସାଲମେଅନି ବେତ୍‌ନିଆଇ ଗାଲା । ସେ ତେଇ ଗଟେକ୍‍ ରାତି ବିତାଇଲା ।
18 När han sedan på morgonen gick in till staden igen, blev han hungrig.
୧୮ତାର୍‌ ଆର୍‌କର୍‌ ଦିନେ ଜିସୁ ସାକାଲ୍‌ ସାକାଲ୍‌ ଜିରୁସାଲାମ୍‌ ବାଉଡ୍‌ଲା ବେଲେ ତାକେ ବୁକ୍‌ କଲା ।
19 Och då han fick se ett fikonträd vid vägen, gick han fram till det, men fann intet därpå, utom allenast löv. Då sade han till det: »Aldrig någonsin mer skall frukt växa på dig.» Och strax förtorkades fikonträdet. (aiōn g165)
୧୯ବାଟ୍‍ପାଲି ଗଟେକ୍‌ ଡୁମ୍‌ରି ଗଚ୍‌ ରଇଲା । ଜିସୁ ସେ ଗଚ୍‌ ଲଗେ ଜାଇ ତେଇ ପତର୍‌ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍‌କେ କଇଲା, “ତୁଇ ଆରି କେବେ ମିସା ପଲ୍‌ ନ ଦାରୁସ୍‌!” ସେ ଦାପ୍‌ରେ ସେ ଡୁମ୍‌ରି ଗଚ୍‌ ସୁକିଗାଲା । (aiōn g165)
20 När lärjungarna sågo detta, förundrade de sig och sade: »Huru kunde fikonträdet så i hast förtorkas?»
୨୦ଏଟା ଦେକିକରି ସିସ୍‌ମନ୍‌ କାବା ଅଇଜାଇ ପାଚାର୍‌ଲାଇ, “ଏ ଗଚ୍‌ ଏତେକ୍‌ ଦାପ୍‌ରେ କେନ୍ତି ସୁକିଗାଲା?”
21 Då svarade Jesus och sade till dem: »Sannerligen säger jag eder: Om I haven tro och icke tvivlen, så skolen I icke allenast kunna göra sådant som skedde med fikonträdet, utan I skolen till och med kunna säga till detta berg: 'Häv dig upp och kasta dig i havet', och det skall ske.
୨୧ଜିସୁ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ତମର୍‌ ମନେ ଅଇସି କି ନ ଅଏ ବଲି ଅଲପ୍‌ ମିସା ନ ବାବିକରି ଜଦି ପୁରାପୁରୁନ୍‌ ବିସ୍‌ବାସ୍‌ କର୍‌ସା ବଇଲେ ମୁଇ ଏ ଡୁମ୍‌ରି ଗଚ୍‌କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍‌ । ସେତ୍‌କି ଆକା ନଏଁ, ଏ ଡଙ୍ଗର୍‌ ଉଲ୍‌ଟିକରି ସମ୍‌ଦୁରେ ଜାଇ ଅଦର୍‌ ବଲି କଇଲେ ମିସା ସେଟା ଅଇସି ।
22 Och allt vad I med tro bedjen om i eder bön, det skolen I få.»
୨୨ତମେ ବିସ୍‌ବାସ୍‌ କରି ପାର୍‌ତନାଇ ଜନ୍‌ଟା ମାଙ୍ଗ୍‌ସା, ସେଟା ମିଲ୍‌ସି ।”
23 När han därefter hade kommit in i helgedomen, trädde översteprästerna och folkets äldste fram till honom, där han undervisade; och de sade: »Med vad myndighet gör du detta? Och vem har givit dig sådan myndighet?»
୨୩ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନ୍‌ ତାକେ ପାଚାର୍‌ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍‌ କଲୁସ୍‌ନି? ତକେ ଏ ଅଦିକାର୍‌ କେ ଦେଲା?”
24 Jesus svarade och sade till dem: »Också jag vill ställa en fråga till eder; om I svaren mig på den, så skall ock jag säga eder med vad myndighet jag gör detta».
୨୪ଜିସୁ କଇଲା, “ମୁଇ ମିସା ତମ୍‌କେ ଏକାଇ ଗଟେକ୍‌ ସେ ପର୍‌ସନ୍‌ ପାଚାର୍‌ବି । ତାର୍‌ ଉତର୍‌ ଦେଇ ପାର୍‌ଲେ ମୁଇ କାଇ ଅଦିକାରେ ଏ ସବୁ କାମ୍‌ କଲିନି, ତମ୍‌କେ କଇଦେବି ।
25 Johannes' döpelse, varifrån var den: från himmelen eller från människor?» Då överlade de med varandra och sade: »Om vi svara: 'Från himmelen', så frågar han oss: 'Varför trodden I honom då icke?'
୨୫ଜଅନ୍‌ ଡୁବନ୍‌ ଦେବା ଅଦିକାର୍‌ କାର୍‌ଟାନେଅନି ମିଲାଇ ରଇଲା? ସର୍‌ଗେଅନି କି ମୁନୁସ୍‌ ମନର୍‌ଟାନେଅନି?” ସେମନ୍‌ ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ “ଏ ବିସଇ ନେଇ କାଇବଲି କଉଁ? ଜଦି ପର୍‌ମେସରର୍‌ ଟାନେଅନି ବଲି କଇଲେ, ତେବେ ସେ ଆମ୍‌କେ ‘ଜଅନ୍‌କେ କାଇକେ ବିସ୍‌ବାସ୍‌ କରାସ୍‌ ନାଇ?’ ବଲି କଇସି ।
26 Men om vi svara: 'Från människor', då måste vi frukta för folket, ty alla hålla de Johannes för en profet.»
୨୬ଜଦି ଲକ୍‌ମନର୍‌ ଟାନେଅନି ବଲି କଇଲେ, ତେବେ ଲକ୍‌ମନ୍‌କେ ଡର୍‌ ଲାଗ୍‌ଲାନି । କାଇକେ ବଇଲେ ଜଅନ୍‌ ଗଟେକ୍‌ ବବିସତ୍‌ବକ୍‌ତା ବଲି ସେମନ୍‌ ସବୁଲକ୍‌ ବିସ୍‌ବାସ୍‌ କଲାଇନି ।”
27 De svarade alltså Jesus och sade: »Vi veta det icke.» Då sade ock han till dem: »Så säger icke heller jag eder med vad myndighet jag gör detta.
୨୭ସେଟାର୍‌ପାଇ ସେମନ୍‌ ଜିସୁକେ କଇଲାଇ, “ଆମେ ନାଜାନୁ ।” ଜିସୁ ସେମନ୍‌କେ କଇଲା, “କନ୍‌ ଅଦିକାରେ ଏ ସବୁ କଲିନି ସେଟା ମୁଇ ମିସା ତମ୍‌କେ ନ କଇ ।”
28 Men vad synes eder? En man hade två söner. Och han kom till den förste och sade: 'Min son, gå i dag och arbeta i vingården.'
୨୮ଆଲେ ଏ ବିସଇ ତମେ କାଇ ବଲି ବାବ୍‌ଲାସ୍‌ନି କଇଦେକା ପନି? ଗଟେକ୍‌ ଲକର୍‌ ଦୁଇଟା ପଅମନ୍‌ ରଇଲାଇ । ଦିନେକ୍‌ ସେ ଲକ୍‌ ତାର୍‌ ବଡ୍‌ ପଅକେ କଇଲା, “ନୁନାରେ, ଆଜି ଆମର୍‌ ଅଙ୍ଗୁର୍‌ ବାଡେ ଜାଇ ପାଇଟି କର୍‌ ।
29 Han svarade och sade: 'Jag vill icke'; men efteråt ångrade han sig och gick.
୨୯‘ନାଇ ମୁଇ ନ କରି’ ବଲି ବଡ୍‌ ପଅ କଇଲା । ମାତର୍‌ ପଚେ ମନ୍‌ ବାଦ୍‌ଲାଇ ପାଇଟି କର୍‌ବାର୍‌ ଗାଲା ।
30 Och han kom till den andre och sade sammalunda. Då svarade denne och sade: 'Ja, herre'; men han gick icke,
୩୦ସେ ଲକ୍‌ ସାନ୍‌ ପଅକେ ମିସା ସେ କାମ୍‌ କର୍‌ବାକେ କଇଲା । ‘ଉଁ ବାବା ଗାଲିନି’ ବଲି ସାନ୍‌ ପଅ କଇଲା । ମାତର୍‌ ସେ କାମ୍‌ଟାନେ ମୁଲ୍‌କେ ଜାଏ ନାଇ ।
31 Vilken av de två gjorde vad fadern ville?» De svarade: »Den förste.» Jesus sade till dem: »Ja, sannerligen säger jag eder: Publikaner och skökor skola förr gå in i Guds rike än I.
୩୧କଇଦେକା ପନି, ଏ ଦୁଇଟା ପଅର୍‌ ବିତ୍‌ରେ କେ ତାର୍‌ ବାବା ତିଆର୍‌ଲାଟା ମାନିରଇଲା?” ସେମନ୍‌ କଇଲାଇ, “ବଡ୍‌ ପଅ ।” ଜିସୁ ସେମନ୍‌କେ କଇଲା, “ମୁଇ ସତ୍‌ କଇଲିନି ସିସ୍‌ତୁ ମାଙ୍ଗୁମନ୍‌ ଆରି ବେସିଆମନ୍‌ ତମର୍‌ଟାନେଅନି ପରମେସରର୍‌ ରାଇଜେ ଆଗ୍‌ତୁ କେଟ୍‌ବାଇ ।
32 Ty Johannes kom och lärde eder rättfärdighetens väg, och I trodden honom icke, men publikaner och skökor trodde honom. Och fastän I sågen detta, ångraden I eder icke heller efteråt, så att I trodden honom.
୩୨ଡୁବନ୍‌ ଦେଉ ଜଅନ୍‌ ତମର୍‌ଟାନେ ଆସି ଦରମର୍‌ ବାଟ୍‌ ଦେକାଇ ଦେଇରଇଲା, ମାତର୍‌ ତମେ ତାକେ ବିସ୍‌ବାସ୍‌ କରାସ୍‌ ନାଇ, ମାତର୍‌ ସିସ୍‌ତୁ ମାଙ୍ଗୁମନ୍‌ ଆରି ବେସିଆମନ୍‌ ତାର୍‌ କଇଲା କାତା ବିସ୍‌ବାସ୍‌ କଲାଇ । ଏଟା ଦେକିକରି ମିସା ପଚେ ତମେ ପାପ୍‌ କାମ୍‌କର୍‌ବାଟା ଚାଡି ମନ୍‌ ବାଉଡାଇ ତାକେ ବିସ୍‌ବାସ୍‌ କରାସ୍‌ ନାଇ ।”
33 Hören nu en annan liknelse: En husbonde planterade en vingård, och han satte stängsel omkring den och högg ut ett presskar därinne och byggde ett vakttorn; därefter lejde han ut den åt vingårdsmän och for utrikes.
୩୩ଜିସୁ କଇଲା, “ଆରି ଗଟେକ୍‌ କାତା ସୁନା, ଗଟେକ୍‌ ସାଉକାର୍‌ ତାର୍‌ ଜମିଟାନେ ଅଙ୍ଗୁର୍‌ ଚାସ୍‌ କରିରଇଲା । ତେଇ ଚାରିବେଟ୍‌ତି ବାଡ୍‌ ବୁନ୍‌ଲା ଆରି ଅଙ୍ଗୁର୍‌ ପିଲ୍‌ବାକେ ଗଟେକ୍‌ କୁଣ୍ଡ୍‌ ତିଆର୍‌କଲା । ଆରି ଜାଗୁଆଲିର୍‌ ପାଇ ଗଟେକ୍‌ ମାଚା ମିସା ତିଆର୍‌ କରିଦେଲା । ତାର୍‌ ପଚେ ସେ ଜମି, ଚାସିମନ୍‌କେ ଆଦିବାଗ୍‌ ଇସାବେ ଦେଇକରି, ସାଉକାର୍‌ ବିଦେସେ ଉଟିଗାଲା ।”
34 När sedan frukttiden nalkades, sände han sina tjänare till vingårdsmännen för att uppbära frukten åt honom.
୩୪ଅଙ୍ଗୁର୍‌ ତଲ୍‌ବାବେଲେ ସେ ସାଉକାର୍‌ ତାର୍‌ ଦାଙ୍ଗ୍‌ଡାମନ୍‌କେ ନିଜର୍‌ ଆଦିବାଗ୍‌ ମାଙ୍ଗ୍‌ବାକେ ଚାସିମନର୍‌ ଲଗେ ପାଟାଇଲା ।
35 Men vingårdsmännen togo fatt på hans tjänare, och en misshandlade de, en annan dräpte de, en tredje stenade de.
୩୫ଚାସିମନ୍‌ ସେ ଦାଙ୍ଗ୍‌ଡାମନ୍‌କେ ଦାରି, ଗଟେକ୍‌ ଲକ୍‌କେ ମାର୍‌ଲାଇ, ଆରି ଗଟେକ୍‌ ଲକ୍‌କେ ମରାଇଲାଇ, ଆରି ଗଟେକ୍‌ ଲକ୍‌କେ ପାକ୍‌ନାସଙ୍ଗ୍‌ ମାରିପାକାଇଲାଇ ।
36 Åter sände han åstad andra tjänare, flera än de förra, men de gjorde med dem sammalunda.
୩୬ଏଟାର୍‌ ପାଇ ଜମି ସାଉକାର୍‌ ଆଗର୍‌ତେଇଅନି ଅଦିକ୍‌ ଗତିଦାଙ୍ଗ୍‌ଡାମନ୍‌କେ ପାଟାଇଲା । ବାଗ୍‌ ଚାସିମନ୍‌ ସେମନ୍‌କେ ମିସା ସେନ୍ତାରିସେ କଲାଇ ।
37 Slutligen sände han till dem sin son, ty han tänkte: 'De skola väl hava försyn för min son.'
୩୭ସାରାସାରି ପଚେ ପଦା ସାଉକାର୍‌ ଚାସିମନର୍‌ଟାନେ ତାର୍‌ପିଲାକେ ପାଟାଇଲା । ସେ ବାବ୍‌ଲା, ସେମନ୍‌ ମର୍‌ ପିଲାକେ ବାଦିଅରେ ନାମ୍‌ବାଇ ।
38 Men när vingårdsmännen fingo se hans son, sade de till varandra: 'Denne är arvingen; kom, låt oss dräpa honom, så få vi hans arv.'
୩୮ମାତର୍‌ ଚାସିମନ୍‌ ସାଉକାରର୍‌ ପଅକେ ଦେକିକରି ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ଏଦେ ଦେକା, ସାଉକାରର୍‌ ପିଲା! ଆସା ଆକେ ମିସା ମାରିପାକାଉ । ଏନ୍ତାର୍‌ କଲେ ଆକା ସାଉକାରର୍‌ ଦନ୍‌ ଆମର୍‌ଟା ଅଇସି ।”
39 Och de togo fatt på honom och förde honom ut ur vingården och dräpte honom.
୩୯ଏନ୍ତାରି କଇକରି ସେମନ୍‌ ତାକେ ଜମିତେଇଅନି ଦାରି ବାର୍‌କରାଇ, ବାଇରେ ନେଇ ମାରି ମରାଇଦେଲାଇ ।
40 När nu vingårdens herre kommer, vad skall han då göra med de vingårdsmännen?»
୪୦ଜିସୁ ପାଚାର୍‌ଲା, “ଜେଡେବେଲ୍‌ ଜମି ସାଉକାର୍‌ ଆଇସି ସେ ଚାସିମନ୍‌କେ କାଇଟା କର୍‌ସି?”
41 De svarade honom: »Eftersom de hava illa gjort, skall han illa förgöra dem, och vingården skall han lämna åt andra vingårdsmän, som giva honom frukten, när tiden därtill är inne.»
୪୧ସେମନ୍‌ କଇଲାଇ “ବଦ୍‌ମାସ୍‌ମନ୍‌କେ ମାରି ମରାଇସି । ଆରି ଜନ୍‌ ଚାସିମନ୍‌ ସମାନ୍‌ ବେଲାଇ ତାର୍‌ ଆଦିବାଗ୍‌ ଦେବାଇ, ସେ ଜମି ସେମନର୍‌ ଆତେ ଜିମା ଦେଇସି ।”
42 Jesus sade till dem: »Ja, haven I aldrig läst i skrifterna: 'Den sten som byggningsmännen förkastade. den har blivit en hörnsten; av Herren har den blivit detta, och underbar är den i våra ögon'?
୪୨ଜିସୁ ସେମନ୍‌କେ କଇଲା, “ଏ ସାସ୍‌ତରର୍‌ କାତା କାଇ କେବେ ତମେ ପଡାସ୍‌ ନାଇ କି? “ଗର୍‌ବାନ୍ଦୁମନ୍‌ ଜନ୍‌ ପାକ୍‌ନା ଲଡାକେ ନ ଅଏ ବଲି ଚାଡିଦେଇ ରଇଲାଇ, ସେଟାସେ ଗର୍‌ କନର୍‌ ମୁକିଅ ପାକ୍‌ନା ଅଇଲା । ନିଜେ ମାପ୍‌ରୁଆକା ଏଟା କଲା ଆଚେ । ତାର୍‍ କାମ୍‌ କେତେକ୍‌ କାବାଅଇଜିବା କାମ୍‌!”
43 Därför säger jag eder att Guds rike skall tagas ifrån eder, och givas åt ett folk som bär dess frukt.»
୪୩ଜିସୁ ଆରି କଇଲା, “ସେଟାର୍‌ ପାଇ ତମ୍‌କେ କଇଲିନି, ପର୍‌ମେସରର୍‌ ରାଇଜେ ପୁର୍‌ବା ଅଦିକାର୍‌ ତମର୍‌ତେଇଅନି ଦାରିଜିବାଇ ଆରି ଜନ୍‌ ଦଲ୍‌ ଏ ରାଇଜର୍‌ ନିମାନ୍‌ ପଲ୍‌ ଦେକାଇ ପାର୍‌ବାଇ, ସେମନ୍‌କେ ସେଟା ଦିଆଅଇସି ।”
୪୪ଆରି ଜେ ଏ ପାକ୍‌ନା ଉପ୍‌ରେ ଅଦର୍‌ସି, ସେ କଣ୍ଡ୍‌ କଣ୍ଡ୍‌ ଅଇଜାଇସି । ଆରି ଏ ପାକ୍‌ନା ଜାର୍‌ ଉପ୍‌ରେ ଅଦର୍‌ସି, ସେଟା ତାକେ ଚାପି କରି ଗୁଣ୍ଡ୍‍ କରି ଦେଇସି ।
45 Då nu översteprästerna och fariséerna hörde hans liknelser, förstodo de att det var om dem som han talade.
୪୫ମୁକିଅ ପୁଜାରିମନ୍‌ ଆରି ପାରୁସିମନ୍‌ ଏ କାତା ସୁନି, ଜିସୁ ସେମନ୍‌କେ ଦେକାଇ କରି କଇଲାନି ବଲି ବୁଜିପାର୍‌ଲାଇ ।
46 Och de hade gärna velat gripa honom, men de fruktade för folket, eftersom man höll honom för en profet. Se Messias i Ordförklaringarna. Se Nya testamentets text i Ordförklaringarna.
୪୬ସେଟାର୍‌ ପାଇ ସେମନ୍‌ ତାକେ ବାନ୍ଦାଇ ନେବାକେ ଚେସ୍‌ଟା କଲାଇ, ମାତର୍‌ ଲକ୍‌ମନ୍‌କେ ଡରି ସେମନ୍‌ ସେଟା କରି ନାପାର୍‌ଲାଇ, କାଇକେବଇଲେ ଲକ୍‌ମନ୍‌ ଜିସୁକେ ଗଟେକ୍‌ ବବିସତ୍‍ବକ୍‍ତା ବଲି ମନେ ବାବ୍‌ତେରଇଲାଇ ।

< Matteus 21 >