< Matteus 17 >
1 Sex dagar därefter tog Jesus med sig Petrus och Jakob och Johannes, Jakobs broder, och förde dem upp på ett högt berg, där de voro allena.
୧ଚଅ ଦିନ୍ପଚେ ଜିସୁ ପିତର୍, ଜାକୁବ୍ ଆରି ଜଅନ୍ ଦୁଇ ବାଇକେ ନେଇ ଗଟେକ୍ ଡେଙ୍ଗ୍ ଡଙ୍ଗ୍ରେ ଗାଲା । ତେଇ କେ ମିସା ନ ରଇଲାଇ ।
2 Och hans utseende förvandlades inför dem: hans ansikte sken såsom solen, och hans kläder blevo vita såsom ljuset.
୨ସିସ୍ମନ୍ ଦେକ୍ଲା ଦାପ୍ରେ ଜିସୁ, ଗଟେକ୍ ଦେକ୍ଲେ କାବା ଅଇଜିବା ରୁପ୍ ଅଇ ବାଦ୍ଲି ଗାଲା । ତାର୍ ମୁ ବେଲ୍ ପାରା ଉଜଲ୍ ଅଇଲା ଆରି ପଚିଆର୍ ଉଜଲ୍ ପୁଲ୍ପାରା ଦବ୍ ଡିସ୍ଲା ।
3 Och se, för dem visade sig Moses och Elias, i samtal med honom.
୩ସିସ୍ମନ୍ ମସା ଆରି ଏଲିୟ ଜିସୁର୍ ସଙ୍ଗ୍ କାତାବାର୍ତା ଅଇବାଟା ଦେକ୍ଲାଇ ।
4 Då tog Petrus till orda och sade till Jesus: »Herre, här är oss gott att vara; vill du, så skall jag här göra tre hyddor, åt dig en och åt Moses en och åt Elias en.»
୪ପିତର୍ ଜିସୁକେ କଇଲା, “କେଡେ ସୁକର୍ କାତା, ଆଜି ଆମେ ଇତି ଆଚୁ । ତମେ ଜଦି ମନ୍ କର୍ସା, ଇତି ମୁଇ ତିନ୍ଟା କୁଡିଆ ତିଆର୍ କର୍ବି । ତମର୍ ପାଇ ଗଟେକ୍, ମସା ଆରି ଏଲିୟର୍ ପାଇ ଦୁଇଟା ।”
5 Och se, medan han ännu talade, överskyggade dem en ljus sky, och ur skyn kom en röst som sade: »Denne är min älskade Son, i vilken jag har funnit behag; hören honom.»
୫ପିତର୍ ଏଟା କଇବାବେଲେ ଏଦେ ଦେକା! କଣ୍ଡେକ୍ ବାଦଲ୍ ଉଜଲ୍ ଅଇ ସେମନର୍ ଉପ୍ରେ ଉଡି ଆଇଲା ଆରି ତେଇଅନି ଗଟେକ୍ ସର୍ ଆଇଲା “ଏ ମର୍ ଆଲାଦର୍ ପଅ, ଆର୍ ଲଗେ ମୁଇ ବେସି ସାର୍ଦା । ତାର୍ କାତା ମନ୍ ଦେଇ ସୁନା ।”
6 När lärjungarna hörde detta, föllo de ned på sina ansikten i stor förskräckelse.
୬ସିସ୍ମନ୍ ସେ ସର୍ ସୁନି ଏତେକ୍ ଡରି ଗାଲାଇ ଜେ ସେମନ୍ ଉମ୍ତାଡିଅଇ ଅଦ୍ରିଗାଲାଇ ।
7 Men Jesus gick fram och rörde vid dem och sade: »Stån upp, och varen icke förskräckta.»
୭ଜିସୁ ସେମନର୍ ଲଗେ ଆସି ସେମନ୍କେ ଚିଇ କରି କଇଲା, “ଉଟା, ଡରା ନାଇ ।”
8 När de då lyfte upp sina ögon, sågo de ingen utom Jesus allena.
୮ସେଟାର୍ ପାଇ ସେମନ୍ ଉପ୍ରେ ଦେକ୍ଲାଇଜେ ଜିସୁକେ ଚାଡି ଆରି କେ ଡିସତ୍ ନାଇ ।
9 Då de sedan gingo ned från berget, bjöd Jesus dem och sade: »Omtalen icke för någon denna syn, förrän Människosonen har uppstått från de döda.»
୯ସେମନ୍ ଡଙ୍ଗ୍ରେଅନି ଉତ୍ରି ଆଇଲା ବେଲେ ଜିସୁ ସେମନ୍କେ ଆଦେସ୍ ଦେଇ କଇଲା, “ନର୍ପିଲା ମୁଇ ମଲାଟାନେଅନି ଆରିତରେକ୍ ନ ଉଟ୍ବା ଜାକ ଏ ଦେକ୍ଲା କାତା ତମେ କାକେ କୁଆ ନାଇ ।”
10 Men lärjungarna frågade honom och sade: »Huru kunna då de skriftlärde säga att Elias först måste komma?»
୧୦ସିସ୍ମନ୍ ତାକେ ପାଚାର୍ଲାଇ “ଆମର୍ ଦରମ୍ ଗୁରୁମନ୍ ଏଲିୟ ପର୍ତୁମ୍ ଆଇସି ବଲି କାଇକେ କଇଲାଇ ଆଚତ୍?”
11 Han svarade och sade: »Elias måste visserligen komma och upprätta allt igen;
୧୧ଜିସୁ କଇଲା, “ଉଁ ଏଲିୟ ପର୍ତୁମ୍ ଆସିକରି ସବୁ ବିସଇ ତିଆର୍ କରି ରଇବା କାତା ।
12 men jag säger eder att Elias redan har kommit. Men de ville icke veta av honom, utan förforo mot honom alldeles såsom de ville. Sammalunda skall ock Människosonen få lida genom dem.»
୧୨ମାତର୍ ମୁଇ ତମ୍କେ କଇଲିନି, ଏଲିୟ ତା ଆସି ସାର୍ଲା ଆଚେ ଆରି ଲକ୍ମନ୍ ତାକେ ନ ଚିନି ଜନ୍ଟା ମନ୍ କଲା ସେଟା ତାକେ କଲାଇ ଆଚତ୍ । ସେନ୍ତାରିସେ ନର୍ପିଲା ମକେ ମିସା ସେମନ୍ ସେନ୍ତି କାରାପ୍ ଚଲାଚଲ୍ତି କର୍ବାଇ ।”
13 Då förstodo lärjungarna att det var om Johannes döparen som han talade till dem.
୧୩ସେଡ୍କି ବେଲେ ସେମନ୍ ବୁଜି ପାର୍ଲାଇ ଜେ, ଜିସୁ ଡୁବନ୍ ଦେଉ ଜଅନର୍ ବିସଇ କଇଲାନି ବଲି ।
14 När de därefter kommo till folket, trädde en man fram till honom och föll på knä för honom
୧୪ଜିସୁ ଆରି ତାର୍ ସିସ୍ମନ୍ ଲକ୍ ଗଉଲି ବିତ୍ରେ ବାଉଡି ଆଇଲା ପଚେ, ଗଟେକ୍ ଲକ୍ ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା,
15 och sade: »Herre, förbarma dig över min son ty han är månadsrasande och plågas svårt; ofta faller han i elden och ofta i vattnet.
୧୫“ମାପ୍ରୁ, ମର୍ ପିଲାକେ ଦୟା କରା । ମୁର୍ଚା ବେମାର୍ ଲାଗି କସ୍ଟ ପାଇଲାନି । ସେ ବେସି ତର୍ ଜଇତେଇ ଆରି ପାନିତେଇ ଅଦ୍ରି ଦେଲାନି ।
16 Och jag förde honom till dina lärjungar, men de kunde icke bota honom.»
୧୬ତାକେ ମୁଇ ତମର୍ ସିସ୍ମନର୍ ଲଗେ ଆନି ରଇଲି, ମାତର୍ ସେମନ୍ ନିକ କରି ନାପାର୍ଲାଇ ।”
17 Då svarade Jesus och sade: »O du otrogna och vrånga släkte, huru länge måste jag vara bland eder? Huru länge måste jag härda ut med eder? Fören honom hit till mig.»
୧୭ଜିସୁ କଇଲା, “ତମର୍ କେଡେ ଡାଟ୍ ନ ରଇବା ବିସ୍ବାସ୍ ଆରି ବୁଲ୍! ତମର୍ ସଙ୍ଗ୍ ଆରି ମୁଇ କେତେ ଦିନ୍ ରଇବି? ଆରି କେତେ ଦିନ୍ ତମର୍ ଚଲାଚଲ୍ତିଟା ସୁନି ସୁନି ତୁମ୍ପୁଡି ରଇବି? ସେ ପିଲାକେ ମର୍ ଲଗେ ଆନା ।”
18 Och Jesus tilltalade honom strängt, och den onde anden for ut ur honom; och gossen var botad från den stunden.
୧୮ପିଲା ବିତ୍ରେ ରଇଲା କାରାପ୍ ଆତ୍ମାକେ ଜିସୁ ଦମ୍କାଇଲା । କାରାପ୍ ଆତ୍ମା ଚାଡି ଉଟିଗାଲା ଆରି ସେ ଦାପ୍ରେସେ ପିଲା ନିକ ଅଇଗାଲା ।
19 Sedan, när de voro allena, trädde lärjungarna fram till Jesus och frågade: »Varför kunde icke vi driva ut honom?»
୧୯ତାର୍ ପଚେ ସିସ୍ମନ୍ ଜିସୁ ଏକ୍ଲା ରଇଲା ବେଲେ ଆସି ତାକେ ପାଚାର୍ଲାଇ, “ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ?”
20 Han svarade dem: »För eder otros skull. Ty sannerligen säger jag eder: Om I haven tro, vore den ock blott såsom ett senapskorn, så skolen I kunna säga till detta berg: 'Flytta dig härifrån dit bort', och det skall flytta sig; ja, intet skall då vara omöjligt för eder.»
୨୦ଜିସୁ ସେମନ୍କେ କଇଲା, “ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।”
୨୧ମାତର୍ ଉପାସ୍ ରଇକରି ପାର୍ତନା ନ କଲେ, କାଇ ବିନ୍ ଉପାଇ ନେଇ ମିସା ଏନ୍ତାରି ଡୁମା ବାରଇ ନ ଜାଏ ।
22 Medan de nu tillsammans vandrade omkring i Galileen, sade Jesus till dem: »Människosonen skall bliva överlämnad i människors händer,
୨୨ସିସ୍ମନ୍ ଗାଲିଲିତେଇ ରୁଣ୍ଡ୍ଲା ପଚେ ଜିସୁ ସେମନ୍କେ କଇଲା, “ନର୍ପିଲା ମୁଇ ଲକ୍ମନ୍କେ ସର୍ପି ଅଇବାର୍ ଗାଲିନି ।
23 och man skall döda honom, men på tredje dagen skall han uppstå igen.» Då blevo de mycket bedrövade.
୨୩ତେଇ ସେମନ୍ ମକେ ମରାଇବାଇ, ମାତର୍ ତିନ୍ ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।” ଜିସୁର୍ କାତା ସୁନି ସିସ୍ମନ୍ ବେସି ଦୁକ୍ ଅଇଗାଲାଇ ।
24 Och när de hade kommit till Kapernaum, trädde de som uppburo tempelskatten fram till Petrus och sade: »Plägar icke eder mästare betala tempelskatt?»
୨୪ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ କେଟ୍ଲା ପଚେ ମନ୍ଦିର୍ ପାଇ ସିସ୍ତୁମାଙ୍ଗୁମନ୍ ପିତର୍କେ ପାଚାର୍ଲାଇ, “ତମର୍ ଗୁରୁ ମନ୍ଦିରର୍ ପାଇ ସିସ୍ତୁ ଦେଇସି କି ନାଇ?”
25 Han svarade: »Jo.» När han sedan hade kommit hem, förekom honom Jesus med frågan: »Vad synes dig, Simon? Av vilka taga jordens konungar tull eller skatt, av sina söner eller av andra människor?»
୨୫ପିତର୍ କଇଲା, “ଦେଇସି ।” ପିତର୍ ଗର୍ ବିତ୍ରେ ପୁରୁପୁରୁ ଜିସୁ ତାକେ ପାଚାର୍ଲା, “ସିମନ୍, ତମେ କାଇଟା ବାବ୍ଲାସ୍ନି? ଏ ଜଗତର୍ ରାଜାମନ୍ କାର୍ଟାନେଅନି ସିସ୍ତୁ ନେବାଇ? ତାକର୍ ନିଜର୍ ଦେସର୍ ଲକ୍ମନର୍ଟାନେଅନି କି ବିନ୍ ଦେସର୍ ଲକ୍ମନର୍ଟାନେଅନି?”
26 Han svarade: »Av andra människor.» Då sade Jesus till honom: »Alltså äro då sönerna fria.
୨୬ପିତର୍ କଇଲା, “ବିନ୍ ଦେସର୍ ଲକ୍ମନର୍ତେଇଅନି ।” ଜିସୁ କଇଲା, “ସେନ୍ତି ବଇଲେ ରାଇଜର୍ ଲକ୍ମନ୍ ସିସ୍ତୁ ନ ଦେଅତ୍?
27 Men för att vi icke skola bliva dem till en stötesten, så gå ned till sjön och kasta ut en krok. Tag så den första fisk som du drager upp, och när du öppnar munnen på den skall du där finna en silverpenning. Tag den, och giv den åt dem for mig och dig.» Eller: Då tog Petrus till orda och sade till Jesus: »Herre, det är gott att vi äro här tillstädes» osv. Se Nya testamentets text i Ordförklaringarna. Se Silverpenning i Ordförklaringarna.
୨୭ମାତର୍ ଆମେ ଏବେ ସେମନ୍କେ ଇନ୍ କର୍ବାକେ ମନ୍ କରୁ ନାଇ । ତୁଇ ଗାଡେ ଜାଇ ବଡ୍ସି ପାକାଆ ଆରି ଜନ୍ ମାଚ୍ ପର୍ତୁମ୍ ଲାଗ୍ସି, ତାର୍ ଟଣ୍ଡେଅନି ଗଟେକ୍ ଅଦ୍ଲି ମିଲାଇସୁ । ସେଟା ନେଇ ମର୍ ପାଇ ଆରି ତମର୍ ପାଇ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଇଦେସ୍ ।”