< Matteus 13 >

1 Samma dag gick Jesus ut från huset där han bodde och satte sig vid sjön.
ଦିନେକ୍‌ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଗରେ ଅନି ବାରଇ ସମ୍‌ଦୁର୍‌ କଣ୍ଡି ଗାଲା । ତେଇ ସେ ବସିକରି ସିକାଇବାର୍‌ ଦାର୍‌ଲା ।
2 Då församlade sig mycket folk omkring honom. Därför steg han i en båt; och han satt i den, medan allt folket stod på stranden.
ଲକ୍‌ମନ୍‌ ତାର୍‌ ଚାରିବେଡ୍‌ତି ଜବର୍‌ ଅଇ ରୁଣ୍ଡିରଇଲାଇଜେ ସେ ଗଟେକ୍‌ ଡଙ୍ଗାଇ ଜାଇ ବସ୍‌ଲା । ଲକ୍‌ମନ୍‌ ଟିଆ ଅଇ ତାର୍‌ କାତା ସୁନ୍‌ବାର୍‌ ଦାର୍‌ଲାଇ ।
3 Och han talade till dem mycket i liknelser; han sade: »En såningsman gick ut för att så.
ଆରି ସେ କେତେକ୍‌ କେତେକ୍‌ ବିସଇ, ଉଦାଅରଣ୍‌ ଦେଇ, ସିକାଇତେ ରଇଲା । ସେ କଇଲା, “ଗଟେକ୍‌ ଚାସି ତରେକ୍‌ ବିଅନ୍‌ ବୁନ୍‌ବାର୍‌ ବାରଇଲା ।
4 Och när han sådde, föll somt vid vägen, och fåglarna kommo och åto upp det.
ଚାସି ସେ ଜମିଟାନେ ବିଅନ୍‌ ବୁନ୍‌ବା ବେଲେ କେତେଟା ମୁଞ୍ଜି ମଜା ବାଟେ ଅଦର୍‌ଲାଜେ ସେଟା ଚଡଇମନ୍‌ ଆସି କାଇଦେଲାଇ ।
5 Och somt föll på stengrund, där det icke hade mycket jord, och det kom strax upp, eftersom det icke hade djup jord;
ଆରି ଅଦେକ୍‌ ମାଟି ଉନାରଇ ଜବର୍‌ ପାକ୍‌ନା ରଇବା ପଦାଇ ଅଦର୍‌ଲା । ତେଇ ମାଟି ବଉଲ୍‌ ନ ରଇଲାଜେ ଦାପ୍‌ରେ ଆଁକ୍‌ରି ଗାଜା ଅଇଲା ।
6 men när solen hade gått upp, förbrändes det, och eftersom det icke hade någon rot, torkade det bort.
ମାତର୍‌ ଗାଜାର୍‌ ଚେର୍‌ ବିତ୍‌ରେ ଜାଏ ନାଇଜେ, କାରା କଲାକେ ସେଟା ସୁକିଗାଲା ।
7 Och somt föll bland törnen, och törnena sköto upp och förkvävde det.
ଆରି କେତେଟା ବିଅନ୍‌ କାଟାବୁଟା ବିତ୍‌ରେ ଅଦର୍‌ଲା, ଆରି କାଟାବୁଟା ଆଁକ୍‌ରି ଗାଜା ଅଇଲା । ବିଅନର୍‌ ଚାରିବେଡ୍‌ତି ବର୍‌ଡି ଜାଇ ସେଟା ସବୁ ଗିଲିଦେଲା ।
8 Men somt föll i god jord, och det gav frukt, dels hundrafalt, dels sextiofalt, dels trettiofalt.
ମାତର୍‌ ଆରି ବାକି ସବୁ ବିଅନ୍‌ ନିକ ବୁଏଁ ଅଦ୍‌ରି ବୁଟା ଅଇ ବଡିକରି ପଲ୍‌ ଦାର୍‌ଲା । କେତେଟା ବୁଟାଇ ତିରିସ୍‌ ବାଗ୍‌, ସାଟେ ବାଗ୍‌, ଆରି ସଏ ବାଗ୍‌ ଅନି ଅଦିକ୍‌ ପଲ୍‌ଦାର୍‌ଲା ।”
9 Den som har öron, han höre.»
ଜିସୁ ଉଦାଅରଣ୍‌ ସାରାଇକରି କଇଲା, “ଜାକେ ସୁନ୍‌ଲା ପାରା କାନ୍‌ ଆଚେ, ସେ ସୁନ ।”
10 Då trädde lärjungarna fram och sade till honom: »Varför talar du till dem i liknelser?»
୧୦ପଚେ ସିସ୍‌ମନ୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲାଇ, “ତମେ ଲକ୍‌ମନ୍‌କେ ସିକାଇଲା ବେଲେ କାଇକେ ଉଦାଅରଣ୍‌ ଇସାବେ କଇଲାସ୍‌ନି?”
11 Han svarade och sade: »Eder är givet att lära känna himmelrikets hemligheter, men dem är det icke givet.
୧୧ଜିସୁ କଇଲା, “ସରଗ୍‌ ରାଇଜର୍‌ ଟିକି ନିକି କାତା ବୁଜ୍‌ବାକେ ତମେ ଗିଆନ୍‌ ପାଇଆଚାସ୍‌ । ମାତର୍‌ ସେମନ୍‌ ପାଅତ୍‌ ନାଇ ।
12 Ty den som har, åt honom skall varda givet, så att han får över nog; men den som icke har, från honom skall tagas också det han har.
୧୨ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍‌ ଅଦିକ୍‌ ଲାବ୍‌ କର୍‌ସି । ମାତର୍‌ ଜାକେ ନାଇ, ତାର୍‌ଟାନେ ଜେତ୍‌କି ଆଚେ, ସେଟା ମିସା ନିଆଅଇସି ।”
13 Därför talar jag till dem i liknelser, eftersom de med seende ögon intet se, och med hörande öron intet höra, och intet heller förstå.
୧୩ସେମନ୍‌କେ ମୁଇ କାତାନି ଇସାବେ ସିକାଇଲିନି । କାଇକେବଇଲେ ସେମନ୍‌ ଦେକି ଦେକି ରଇବାଇ, ମାତର୍‍ ନ ଦେକ୍‌ଲା ପାରା । ସୁନ୍‌ତେ ରଇବାଇ, ମାତର୍‍ ନ ସୁନ୍‌ଲା ପାରା ଆରି ନ ବୁଜତ୍‌ ।
14 Så fullbordas på dem Esaias' profetia, den som säger: 'Med hörande öron skolen I höra, och dock alls intet förstå, och med seende ögon skolen I se, och dock alls intet förnimma.
୧୪ଜିସାୟ ବବିସତ୍‌ବକ୍‌ତା କଇରଇବା ବାକିଅ ପୁରାପୁରୁନ୍‌ ଅଇଲା । ଏ ଲକ୍‌ମନ୍‌ ସୁନି ସୁନି ମିସା କାଇଟା ନ ବୁଜତ୍‌ ଦେକ୍‌ତେରଇବାଇ, ମାତର୍‌ ନ ଦେକ୍‌ଲା ପାରା ।
15 Ty detta folks hjärta har blivit förstockat, och med öronen höra de illa, och sina ögon hava de tillslutit, så att de icke se med sina ögon, eller höra med sina öron, eller förstå med sina hjärtan, och omvända sig och bliva helade av mig.
୧୫କାଇକେ ବଇଲେ ସେମନର୍‌ ବୁଦି ଉନା । ସେମନ୍‌ କାନେ ଚୁଟିଅଇ ଦେଇଆଚତ୍‌ ଆରି ଆଁକି ଲିମିଦେଇ ଆଚତ୍‌ । ସେନ୍ତାର୍‌ ନ ଅଇରଇଲେ ସେମନ୍‌ ଦେକିପାର୍‌ତାଇ, ସୁନିପାର୍‌ତାଇ ଆରି ମର୍‌ ଲଗେ ବାଉଡି ଆଇତାଇ । ସେମନ୍‌କେ ମୁଇ ନିକ କରିଦେଇତି ।
16 Men saliga äro edra ögon, som se, och edra öron, som höra.
୧୬“ତମେ କେଡେକ୍‌ ନିକ କରମର୍‌ ଲକ୍‌! ତମେ ଦେକି ପାର୍‌ଲାସ୍‌ନି ଆରି ସୁନି ପାର୍‌ଲାସ୍‌ନି!
17 Ty sannerligen säger jag eder: Många profeter och rättfärdiga män åstundade att se det som I sen, men fingo dock icke se det, och att höra det som I hören, men fingo dock icke höra det.
୧୭ମୁଇ ତମ୍‌କେ ସତ୍‌ କଇଲିନି, କେତେକ୍‌ କେତେକ୍‌ ବବିସତ୍‌ବକ୍‌ତା ଆରି ପର୍‌ମେସରର୍‌ ଲକ୍‌ମନ୍‌ ତମେ ଜନ୍‌ଟା ଦେକ୍‌ଲାସ୍‌ନି, ସେଟା ଦେକ୍‌ବାକେ, ଆରି ଜାଇଟା ସୁନ୍‌ଲାସ୍‌ନି, ସେଟାମନ୍‌ ସୁନ୍‌ବାକେ ମନ୍‌ କର୍‌ତେରଇଲାଇ, ମାତର୍‌ ନାପାର୍‌ଲାଇ ।”
18 Hören alltså I vad som menas med liknelsen om såningsmannen.
୧୮“ତେବେ ସୁନା, ବିଅନ୍‌ ବୁନ୍‌ବା କାତାର୍‌ ଅରତ୍‌ କଇଲିନି । ତମେ ବୁଜ୍‌ବାକେ ଚେସ୍‌ଟା କରା ।
19 När någon hör ordet om riket, men icke förstår det, då kommer den onde och river bort det som såddes i hans hjärta. Om en sådan människa kan det sägas att säden såddes vid vägen.
୧୯ଜନ୍‌ ଲକ୍‌ମନ୍‌ ସରଗ୍‌ ରାଇଜର୍‌ ବାକିଅ ସୁନି ନ ବୁଜତ୍‌, ସଇତାନ୍‌ ଆସି ସେମନର୍‌ ମନ୍‌ ବିତ୍‌ରେ ଅନି ଜନ୍‌ଟା ବୁନାଅଇ ରଇସି, ସେଟା ଜିକି ଦାରିଜାଇସି । ଏଟା ଅଇଲାନି ବାଟେ ଅଦ୍‌ରି ରଇବା ବିଅନର୍‌ ଅରତ୍‌ ।”
20 Och att den såddes på stengrunden, det är sagt om den som väl hör ordet och strax tager emot det med glädje,
୨୦“ଜନ୍‌ ଲକ୍‌ମନ୍‌ ବାକିଅ ସୁନ୍‌ଲା ଦାପ୍‌ରେ ସାର୍‌ଦା ସଙ୍ଗ୍‌ ମାନ୍‌ବାଇ, ସେଟା ପାକ୍‌ନାବାଡି ଜାଗାଇ ଅଦ୍‌ରିରଇବା ବିଅନ୍‌ ପାରା ।
21 men som icke har någon rot i sig, utan bliver beståndande allenast till en tid, och när bedrövelse eller förföljelse påkommer för ordets skull, då kommer han strax på fall.
୨୧ବାକିଅ ପୁରାପୁରୁନ୍‌ ତାକର୍‌ ମନ୍‌ ବିତ୍‌ରେ ଜାଇ ନ ରଏ ଜେ, ସେମନ୍‌ ସେଟା ବେସି ଦିନ୍‌ ମାନିକରି ରଇ ନାପାରତ୍‌ । ବାକିଅର୍‌ ଲାଗି କସ୍‌ଟ କି ବେମ୍‍ଜା ଆଇଲେ, ସେମନ୍‌ ଦାପ୍‌ରେସେ ସେଟା ଚାଡିଦେବାଇ ।
22 Och att den såddes bland törnena, det är sagt om den som väl hör ordet, men låter tidens omsorger och rikedomens bedrägliga lockelse förkväva det, så att han bliver utan frukt. (aiōn g165)
୨୨କାଟାବୁଟା କେନ୍ତାର୍‌କି ସାନ୍‌ ବୁଟାମନ୍‌କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍‌ ପାଇଟି କାବାଡ୍‌ ଆରି ଦନ୍‌କେ ଲବ୍‌ ଅଇକରି, କେତେକ୍‌ ଲକ୍‌ମନର୍‌ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍‌ କାଟାବୁଟାଇ ଅଦର୍‌ଲା ବିଅନ୍‌ ପାରା । ସେମନର୍‌ କାଇ ପସଲ୍‌ ନ ପାଚାଅତ୍‌ । (aiōn g165)
23 Men att den såddes i den goda jorden, det är sagt om den som både hör ordet och förstår det, och som jämväl bär frukt och giver dels hundrafalt, dels sextiofalt, dels trettiofalt.»
୨୩ଜନ୍‌ଲକ୍‌ମନ୍‌ ବାକିଅ ସୁନି ନିକକରି ବୁଜ୍‌ବାଇ, ନିକ ପଦାଇ ଅଦ୍‌ରିରଇବା ବିଅନର୍‌ ପାରା । ସେମନ୍‌ ନିକ ପସଲ୍‌ ଲାବ୍‌ କର୍‌ବାଇ କେ ସଏ ପୁଟିଅନି ଅଦିକ୍‌, କେ ସାଟେ ପୁଟିଅନି ଅଦିକ୍‌, କେ ତିରିସ୍‌ ପୁଟିଅନି ଅଦିକ୍‌ ପସଲ୍‌ ପାଚାଇବାଇ ।”
24 En annan liknelse framställde han för dem; han sade: »Med himmelriket är det, såsom när en man sådde god säd i sin åker;
୨୪ଜିସୁ ତାର୍‌ ସିସ୍‌ମନ୍‌କେ ଆରି ଗଟେକ୍‌ ବିସଇ କାତାନି ଇସାବେ କଇଲା, ସରଗ୍‌ ରାଇଜ୍‌ ଏନ୍ତାରି ଗଟେକ୍‌ ଲକର୍‌ ପାରା । ସେ ଲକ୍‌ ତାର୍‌ ଜମିଟାନେ ନିକ ବିଅନ୍‌ ବୁନ୍‌ଲା ।
25 men när folket sov, kom hans ovän och sådde ogräs mitt ibland vetet och gick sedan sin väg.
୨୫ସେ ଦିନେକ୍‌, ରାତିଆ ସଇଲା ବେଲେ, ତାର୍‌ ଗଟେକ୍‌ ବିରଦ୍‌ ଲକ୍‌ ଆସି ସେ ଜମିଟାନେ ଗାଁସ୍‌ ମୁଞ୍ଜି ବୁନି ଦେଇ, ଉଟିଗାଲା ।
26 När nu säden sköt upp och satte frukt, så visade sig ock ogräset.
୨୬ଜେଡେବେଲେ ଗଚ୍‌ ବଡି କେଡ୍‌ ଦାର୍‌ଲା, ମଜାଇମଜାଇ ଜୁଡ୍‌ ଗାଁସ୍‌ ଡିସ୍‌ଲା ।
27 Då trädde husbondens tjänare fram och sade till honom: 'Herre, du sådde ju god säd i din åker; varifrån har den då fått ogräs?
୨୭ସେ ଲକର୍‌ ଦାଙ୍ଗ୍‌ଡାମନ୍‌ ଆସି କଇଲାଇ, “ଏ ସାଉକାର୍‌ ତମେ ଜମିଟାନେ ନିକ ବିଅନ୍‌ ବୁନିରଇଲାସ୍‌, ଏତେକ୍‌ମାଣ୍ଡ୍‌ ଜୁଡ୍‌ ଗାଁସ୍‌ କନ୍ତିଅନି ଆଇଲା?”
28 Han svarade dem: 'En ovän har gjort detta.' Tjänarna sade till honom: 'Vill du alltså att vi skola gå åstad och samla det tillhopa?'
୨୮ଜମି ସାଉକାର୍‌ କଇଲା, ମର୍‌ ବିରଦି ଲକ୍‌ ଗଟେକ୍‌ ଏନ୍ତି କଲାଆଚେ । ସେମନ୍‌ ପାଚାର୍‌ଲାଇ, “ତେବେ ଆମେ ଜାଇ ସେ ଜୁଡ୍‌ ଗାଁସ୍‌ମନ୍‌କେ ଜିକି ପିଙ୍ଗିଦେବୁ କି?”
29 Men han svarade: 'Nej; ty då kunden I rycka upp vetet jämte ogräset, när I samlen detta tillhopa.
୨୯ସାଉକାର୍‌ କଇଲା, “ନାଇ, ଜୁଡ୍‌ ଗାଁସ୍‌ ଜିକ୍‌ବାବେଲେ କେଡେବଲ୍‌ ଦାନ୍‌ବୁଟା ମିସା ଜିକିଅଇଜାଇସି ।
30 Låten båda slagen växa tillsammans intill skördetiden; och när skördetiden är inne, vill jag säga till skördemännen: 'Samlen först tillhopa ogräset, och binden det i knippor till att brännas upp, och samlen sedan in vetet i min lada.'»
୩୦କାଟ୍‌ବା ଜାକ ଦାନ୍‌ ଆରି ଜୁଡ୍‌ ଗାଁସ୍‌ ମିସ୍‌ତେ ବଡ । କାଟ୍‌ବା ଲକ୍‌ମନ୍‌କେ କଉଁ ସେମନ୍‌ ପର୍‌ତୁମ୍‌ ଜୁଡ୍‌ ଗାଁସ୍‌ କାଟି ବାରା ବାନ୍ଦି ପଡାଇ ଦେଅତ୍‌ । ତାର୍‌ ପଚେ ଦାନ୍‌ କାଟି ମାଣ୍ଡାଇ କଲ୍‌କିଟାନେ ସଙ୍ଗଉ ।”
31 En annan liknelse framställde han för dem; han sade: »Himmelriket är likt ett senapskorn som en man tager och lägger ned i sin åker.
୩୧ଜିସୁ ଆରି ଗଟେକ୍‌ ବିସଇ କଇଲା, “ସରଗ୍‌ ରାଇଜ୍‌ ଏନ୍ତାରି ଗଟେକ୍‌ ଲକ୍‌ ତାର୍‌ ଜମିଟାନେ ସର୍‌ସୁ ମୁଞ୍ଜି ତପିଦେଲା ।
32 Det är minst av alla frön, men när det har växt upp, är det störst bland kryddväxter; ja, det bliver ett träd, så att himmelens fåglar komma och bygga sina nästen på dess grenar.»
୩୨ସେ ମୁଞ୍ଜି ସବୁର୍‌ଟାନେଅନି ସାନ୍‌ ଅଇଲେ ମିସା ତେଇଅନି ଜନ୍‌ ଗଚ୍‌ ଅଇଲା, ଜମିଟାନେ ରଇଲା ବିନ୍‌ ଗଚ୍‌ମନର୍‌ତେଇଅନି ଅଦିକ୍‌ ଡେଙ୍ଗ୍‌ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍‌ ବାସା ଅଇଲାଇ ।”
33 En annan liknelse framställde han för dem: »Himmelriket är likt en surdeg som en kvinna tager och blandar in i tre skäppor mjöl, till dess alltsammans bliver syrat.»
୩୩ଜିସୁ ଆରି ତରେକ୍‌ ଏନ୍ତାରି କାତା କଇଲା, “ଗଟେକ୍‌ ମାଇଜି କଣ୍ଡେକ୍‌ କମିର୍‌ ନେଇ ଅଦ୍‌ବାସ୍‌ତା ଗୁଣ୍ଡ୍‌ଟାନେ ମିସାଇଦେଲା । ସମାନ୍‌ ବେଲାଇ ସବୁଜାକ ଗୁଣ୍ଡ୍‌ କମିର୍‌ତେଇ ମିସି ପୁଲ୍‌ଲା । ସରଗ୍‌ ରାଇଜ୍‌ ବଡ୍‌ବାଟା ମିସା ଏନ୍ତାରିସେ ।”
34 Allt detta talade Jesus i liknelser till folket, och utan liknelser talade han intet till dem.
୩୪ଜିସୁ ଏନ୍ତାରି ଉଦାଅରଣ୍‌ ଦେଇ ସିକାଇତେ ରଇଲା । ଉଦାଅରଣ୍‌ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
35 Ty det skulle fullbordas, som var sagt genom profeten som sade: »Jag vill öppna min mun till liknelser, uppenbara vad förborgat har varit från världens begynnelse.»
୩୫ଏଟାର୍‌ପାଇ ବବିସତ୍‌ବକ୍‌ତାର୍‌ ଏ ବାକିଅ ପୁରାପୁରୁନ୍‌ ଅଇଲା । ମୁଇ ଉଦାଅରଣ୍‌ ଦେଇ ସେମନ୍‌କେ କାତା କଇବି, ଏନ୍ତାରିସେ କାଇଟା ତିଆର୍‌ ନ ଅଇବା ଆଗ୍‌ତୁଅନି ନାଜାନି ରଇବା ସବୁ ବିସଇ ମୁଇ ସେମନ୍‌କେ ବୁଜାଇଦେବି ।
36 Därefter lät han folket gå och gick själv hem. Och hans lärjungar trädde fram till honom och sade: »Uttyd för oss liknelsen om ogräset i åkern.»
୩୬ଜିସୁ ଲକ୍‌ ଗଅଲି ବିତ୍‌ରେଅନି ବାରଇ ଆସି ଜେଡେବେଲେ ଗର୍‌ ବିତ୍‌ରେ ପୁର୍‌ଲା, ସେଡ୍‌କି ବେଲେ ତାର୍‌ ସିସ୍‌ମନ୍‌ ଆସି ପାଚାର୍‌ଲାଇ, “ଆମ୍‌କେ ଜୁଡ୍‌ ଗାଁସର୍‌ ଅରତ୍‌ ବୁଜାଇ ଦିଆ ।”
37 Han svarade och sade: »Den som sår den goda säden är Människosonen.
୩୭ଜିସୁ କଇଲା, “ଜନ୍‌ ଲକ୍‌ ନିକ ବିଅନ୍‌ ବୁନ୍‌ଲା, ସେ ନର୍‌ପିଲା ମୁଇ ।
38 Åkern är världen. Den goda säden, det är rikets barn, men ogräset är ondskans barn.
୩୮ଏ ଦୁନିଆ ଅଇଲାନି ଜମି । ଜେମନ୍‌ ସରଗ୍‌ ରାଇଜର୍‌ ଲକ୍‌, ସେମନ୍‌ ନିକ ବିଅନ୍‌ । ଜୁଡ୍‌ ଗାଁସ୍‌ ଅଇଲାନି ସଇତାନର୍‌ ବାଟେ ଜିବା ଲକ୍‌ ।
39 Ovännen, som sådde det, är djävulen. Skördetiden är tidens ände. Skördemännen är änglar. (aiōn g165)
୩୯ଜନ୍‌ ବିରଦି ଲକ୍‌ ଜୁଡ୍‌ ଗାଁସ୍‌ ମୁଞ୍ଜି ବୁନ୍‌ଲା, ସେ ସଇତାନ୍‌ । କାଟାବେଟାର୍‌ ବେଲା ଅଇଲାନି ଜୁଗ୍‌ ସାର୍‌ବା ଦିନ୍‌ । ତାସ୍‌ କାଟ୍‌ବା ଲକ୍‌ମନ୍‌ ଅଇଲାଇନି ସରଗର୍‌ ଦୁତ୍‌ମନ୍‌ । (aiōn g165)
40 Såsom nu ogräset samlas tillhopa och brännes upp i eld, så skall det ock ske vid tidens ände. (aiōn g165)
୪୦ଜୁଡ୍‌ ଗାଁସ୍‌ମନ୍‌ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍‌ ସାରାସାରି ବେଲେ ସେନ୍ତାରି ଅଇସି । (aiōn g165)
41 Människosonen skall då sända ut sina änglar, och de skola samla tillhopa och föra bort ur hans rike alla dem som äro andra till fall, och dem som göra vad orätt är,
୪୧ନର୍‌ପିଲା ମୁଇ ମର୍‌ ରାଇଜେଅନି ସବୁ ପାପ୍‌ କାମ୍‌ କଲା ଲକ୍‌ମନ୍‌କେ ଆରି ଜେଜେମନ୍‌ ବିନ୍‌ ଲକ୍‌ମନ୍‌କେ ପାପ୍‌ କର୍‌ବାକେ ଉସ୍‌କାଇଲାଇନି, ସେମନ୍‌କେ ଟୁଲିଆଇବାକେ ସରଗର୍‌ ଦୁତ୍‌ମନ୍‌କେ ପାଟାଇବି ।
42 och skola kasta dem i den brinnande ugnen; där skall vara gråt och tandagnisslan.
୪୨ସେମନ୍‌ ଏ ସବୁ ଲକ୍‌ମନ୍‌କେ ଲାଗି ରଇବା ଜଇଟାନେ ପିଙ୍ଗ୍‌ବାଇ । ତେଇ ସେମନ୍‍ କିଲ୍‌ବିଲ୍‌ ଅଇ କାନ୍ଦ୍‌ବାଇ ଆରି ଦାତ୍‌ କାତ୍‌ରିଅଇବାଇ ।
43 Då skola de rättfärdiga lysa såsom solen, i sin Faders rike. Den som har öron, han höre.
୪୩ସେବେଲେ ପର୍‌ମେସର୍‌କେ ମାନ୍‌ବା ଲକ୍‌ମନ୍‌ ତାକର୍‌ ସରଗର୍‌ ବାବାର୍‌ ରାଇଜେ ବେଲ୍‌ପାରା ଜକ୍‌ମକିଜିବାଇ । ସୁନ୍‌ଲା ପାରା କାନ୍‌ ରଇଲେ ସୁନା ।”
44 Himmelriket är likt en skatt som har blivit gömd i en åker. Och en man finner den, men håller det hemligt; och i sin glädje går han bort och säljer allt vad han äger och köper den åkern.
୪୪“ଦିନେକ୍‌ ଗଟେକ୍‌ ଲକ୍‌ ଜମିଟାନେ କୁନି ନେଉନେଉ ତପିଅଇରଇଲା ଦନ୍‌ ମିଲାଇଲା । ସେଟା ସେ ଗୁଡାଇପାକାଇଲା ଆରି ସାର୍‌ଦା ସଙ୍ଗ୍‌ ନିଜର୍‌ ସବୁ ଦନ୍‌ ବିକି ଦେଇ, ସେ ଜମି ଗେନ୍‌ଲା । ସରଗ୍‌ ରାଇଜ୍‌ ମିସା ଏନ୍ତାରି ତପିଅଇରଇବା ଦନ୍‌ ପାରା ।”
45 Ytterligare är det med himmelriket, såsom när en köpman söker efter goda pärlor;
୪୫ଆରି ସରଗ୍‌ ରାଇଜ୍‌ ଏନ୍ତାରି, ଗଟେକ୍‌ ସୁନାରି ବେସି ମୁଲିଅର୍‌ ମୁକ୍‌ତା କଜି କଜି ରଇଲା ।
46 och då han har funnit en dyrbar pärla, går han bort och säljer vad han äger och köper den.
୪୬ଗଟେକ୍‌ ବେସି ମୁଲିଅର୍‌ ମୁକ୍‌ତା ରଇଲାଟା ସୁନି, ସେ ତାର୍‌ ସବୁ ଦନ୍‌ ସଁପତି ବିକି ସେଟା ଗେନ୍‌ଲା । ସରଗ୍‌ ରାଇଜ୍‌ ମିସା ସେ ମୁକ୍‌ତା ପାରା ।
47 Ytterligare är det med himmelriket, såsom när en not kastas i havet och samlar tillhopa fiskar av alla slag.
୪୭ସରଗ୍‌ ରାଇଜ୍‌ ଗଟେକ୍‌ ମାଚ୍‌ ଦାର୍‌ବା ଜାଲ୍‌ ପାରା । କେଉଟ୍‌ମନ୍‌ ଗାଡେ ଜାଲ୍‌ ପାକାଇ ବିନ୍‌ବିନ୍‌ ରକାମର୍‌ ମାଚ୍‌ ଦାର୍‌ବାଇ ।
48 När den så bliver full, drager man upp den på stranden och sätter sig ned och samlar de goda i kärl, men de dåliga kastar man bort. --
୪୮“ଜାଲ୍‌ ବର୍‌ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍‌ ବାଚି କରି ମୁର୍‌ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍‍ଟିମାଚ୍‌ ପାରାଟାମନ୍‌ ପିଙ୍ଗି ଦେବାଇ ।
49 Så skall det ock ske vid tidens ände: änglarna skola gå ut och skilja de onda från de rättfärdiga (aiōn g165)
୪୯ଜୁଗ୍‌ ସାର୍‌ବା ବେଲେ ଏନ୍ତାରି ଅଇସି । ସରଗର୍‌ ଦୁତ୍‌ମନ୍‌ ଦରମ୍‌ ଲକର୍‌ ଟାନେଅନି ପାପିମନ୍‌କେ ବେଗ୍‍ଲାଇବାଇ । (aiōn g165)
50 och kasta dem i den brinnande ugnen; där skall vara gråt och tandagnisslan.
୫୦ସେମନ୍‌କେ ଲାଗ୍‌ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍‌ ମାରିଚପିଅଇ କାନ୍ଦି କସ୍‌ଟେ ମସ୍‌ଟେ ଦାତ୍‌ କାତ୍‌ରିଅଇବାଇ ।”
51 Haven I förstått allt detta?» De svarade honom: »Ja.»
୫୧ଜିସୁ ସିସ୍‌ମନ୍‌କେ ପାଚାର୍‌ଲା, “ଏ ସବୁ ବିସଇ ବୁଜି ପାର୍‌ଲାସ୍‌ନି କି?” ସେମନ୍‌ “ଉଁ ମାପ୍‌ରୁ ।” ବଲି କଇଲାଇ ।
52 Då sade han till dem: »Så är nu var skriftlärd, som har blivit en lärjunge för himmelriket, lik en husbonde som ur sitt förråd bär fram nytt och gammalt.»
୫୨ଜିସୁ ସେମନ୍‌କେ କଇଲା, “ଜେନ୍ତାର୍‌କି ଗଟେକ୍‌ ଗରର୍‌ ଲକ୍‌, ତାର୍‌ ବାଣ୍ଡାର୍‌ ଗରେଅନି ତାକେ ଦର୍‌କାର୍‌ ଅଇବା ଇସାବେ ନୁଆ ଦିନ୍‌ସୁ ଆରି ପୁର୍‌ନା ଦିନ୍‌ସୁ ବାର୍‌କରାଇସି । ସରଗ୍‌ ରାଇଜେ ସିସ୍‌ ଅଇରଇବା ଗଟେକ୍‌ ଦରମ୍‌ ଗୁରୁ ସମାନ୍‌ ସେନ୍ତାରିସେ କର୍‌ସି ।”
53 När Jesus hade framställt alla dessa liknelser, drog han bort därifrån.
୫୩ଜିସୁ ଏ ଉଦାଅରଣ୍‌ କଇସାରାଇ, ସେ ଜାଗା ଚାଡି ଉଟିଗାଲା ।
54 Och han kom till sin fädernestad, och där undervisade han folket i deras synagoga, så att de häpnade och sade: »Varifrån har han fått denna vishet? Och hans kraftgärningar, varifrån komma de?
୫୪ଆରି ନିଜର୍‌ ଜାଗାଇ ବାଅଡ୍‌ଲା । ସେ ଜାଗାର୍‌ ପାର୍‌ତନା ଗରେ ତାର୍‍ ସିକାଇବାଟା ସୁନି ଲକ୍‌ମନ୍‌ କାବା ଅଇଜାଇ କଇଲାଇ, “ଏତେକ୍‌ ଗିଆନ୍‌ ଏ କନ୍ତିଅନି ମିଲାଇଲା? ଏ କାବା ଅଇଜିବା କାମ୍‌ମନ୍‌ କର୍‌ବାକେ ଆକେ କେ ବପୁ ଦେଲା?
55 Är då denne icke timmermannens son? Heter icke hans moder Maria, och heta icke hans bröder Jakob och Josef och Simon och Judas?
୫୫ଏ କାଇ ସେ ବାଡଇର୍‌ ପିଲା! ମରିୟମ୍‌ ତାର୍‌ ମାଆ! ଜାକୁବ୍‌, ଜସେପ୍‌, ସିମନ୍‌ ଆରି ଜିଉଦା ତାର୍‌ ବାଇମନ୍‌!
56 Och hans systrar, bo de icke alla hos oss? Varifrån har han då fått allt detta?»
୫୬ତାର୍‌ ବଇନିମନ୍‌ ଇତି ଆଚତ୍‍! ତେବେ ଏ ସବୁ ବପୁ ସେ କନ୍ତିଅନି ମିଲାଇଲା?”
57 Så blev han för dem en stötesten. Men Jesus sade till dem: »En profet är icke föraktad utom i sin fädernestad och i sitt eget hus.»
୫୭ଏନ୍ତାରି କଇ, ସେମନ୍‌ ଜିସୁକେ ନାମତ୍‌ ନାଇ । ଜିସୁ ସେମନ୍‌କେ କଇଲା “ଗଟେକ୍‌ ବବିସତ୍‌ବକ୍‌ତା ନିଜର୍‌ ଗରେ ଆରି ଗାଏଁ ଚାଡିଦେଲେ, ସବୁଟାନେ ବଲ୍‌ ବଲାଇଅଇସି ।”
58 Och för deras otros skull gjorde han där icke många kraftgärningar. Se Skäppa i Ordförklaringarna
୫୮କାଇକେବଇଲେ ସେମନ୍‌ ଜିସୁକେ ବିସ୍‌ବାସ୍‌ କରତ୍‌ ନାଇଜେ ସେ ତେଇ ଆରି ଅଦିକ୍‌ କାବା ଅଇଜିବା କାମ୍‌ମନ୍‌ କରେ ନାଇ ।

< Matteus 13 >