< Hebreerbrevet 7 >

1 Denne Melkisedek, som var konung i Salem och präst åt Gud den Högste -- han som gick Abraham till mötes, när denne var stadd på återvägen, sedan han hade slagit konungarna, och som välsignade honom,
ଏ ମଲ୍‌କିସେଦକ୍‌ ସାଲେମ୍‌ ରାଇଜର୍‌ ରାଜା ରଇଲା । ସେ ସବୁର୍‌ଟାନେଅନି ଉପ୍‌ରେ ରଇବା ପର୍‌ମେସରର୍‌ ପୁଜାରି ରଇଲା । ଚାର୍‌ଟା ରାଜାମନ୍‌କେ ଜୁଇଦେ ଆରାଇକରି ବାଉଡ୍‌ଲାବେଲେ ମଲ୍‌କିସେଦକ୍‌ ଅବ୍‌ରାଆମ୍‍କେ ବେଟ୍‌ ଅଇବାର୍‌ ଗାଲା ଆରି ତାକେ ଆସିର୍‌ବାଦ୍‌ କଲା । ସେଡ୍‌କିବେଲେ ଜୁଇଦେ ଜିତିକରି ତେଇର୍‌ ଜେତ୍‌କି କାଇକାଇଟା ନେଇକରି, ନିଜର୍‌ଟା କରିରଇଲା, ତେଇଅନି ଦସ୍‌ବାଗେ ଅନି ଗଟେକ୍‌ବାଗ୍‌ ଅବ୍‌ରାଆମ୍‍ ତାକେ ଦେଲା ।
2 varvid Abraham å sin sida gav honom tionde av allt; denne, som när man uttyder vad han kallas, är först och främst »rättfärdighetens konung», men därjämte ock »Salems konung», det är »fridens konung»,
ମଲ୍‌କିସେଦକ୍‌ ନାଉଁର୍‌ ଅରତ୍‌ ଅଇଲାନି, ଦରମ୍‌ସଙ୍ଗ୍‍ ରଇବା ରାଜା । ଆରି ସାନ୍ତିର୍‍ ରାଜା ମିସା । କାଇକେବଇଲେ ସାଲେମ୍‌ ନାଉଁର୍‌ ଅରତ୍‌ ଅଇଲାନି ସାନ୍ତି ।
3 denne som står där utan fader, utan moder och utan släktledning, utan begynnelse på sina dagar och utan ände på sitt liv och likställes med Guds Son -- denne förbliver en präst för beständigt.
ମଲ୍‌କିସେଦକର୍‌ ଆୟା ବାବା, ଆନିଦାଦିମନର୍‌ ବିସଇନେଇ କାଇଟା ଲେକା ଅଏନାଇ । ସେନ୍ତାରିସେ ତାର୍‌ ଜନମ୍‌ ମରନ୍‌ ବିସଇ ମିସା କାଇଟା ନାଇ । ସେଟାର୍‌ ପାଇ ସେ ପର୍‌ମେସରର୍‌ ପଅ ପାରା । ସେ ସବୁଦିନର୍‌ପାଇ ପୁଜାରି ଅଇରଇସି ।
4 Och sen nu huru stor han är, denne åt vilken vår stamfader Abraham gav tionde av det förnämsta bytet.
ମଲ୍‌କିସେଦକ୍‌ କେଡେବଡ୍‌ ଲକ୍‌ ରଇଲାବଲି ଆମେ ଏତାଇଦେକୁ । ପର୍‌ତମେ ଆମେ ଜିଉଦିମନର୍‌ ଡାକ୍‌ପୁଟା ପାଇରଇବା ଆନିଦାଦି ଅବ୍‌ରାଆମ୍ ମିସା ଜୁଇଦ୍‌କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍‌ ବାଗେଅନି ଗଟେକ୍‌ବାଗ୍‌ ତାକେ ଦେଇରଇଲା ।
5 Medan de av Levi söner, som undfå prästämbetet, hava befallning att enligt lagen taga tionde av folket, det är av sina bröder, fastän dessa hava utgått från Abrahams länd,
ମସାର୍‌ ନିୟମ୍‌ ଇସାବେ ଜିଉଦିମନ୍‌କେ ଏନ୍ତାରି ଗଟେକ୍‌ ନିୟମ୍‌ ଆଚେ । ଲେବି ବଁସର୍‌ ଜେତ୍‌କି ନାତି ତିତିମନ୍‌ ପୁଜାରିଅଇବାଇ । ତାକର୍‌ ସଙ୍ଗେ ରଇବା ଜିଉଦିମନ୍‌ କାମାଇ ଆନ୍‌ବା ଚାସେଅନି ଦସ୍‌ବାଗେଅନି ଗଟେକ୍‌ ବାଗ୍‌ ନେବାଇ । ସେମନ୍‌ ସବୁ ଅବ୍‌ରାଆମର୍‌ ନାତିତିତି ଅଇରଇଲେ ମିସା ଏନ୍ତାରି କର୍‍ତେରଇଲାଇ ।
6 tog denne, som icke var av deras släkt, tionde av Abraham och välsignade honom, densamme som hade fått löftena.
ମାତର୍‌ ମଲ୍‌କିସେଦକ୍‌ ଲେବିର୍‌ ନାତିତିତି ନ ଅଇରଇଲେ ମିସା, ସେ ଅବ୍‌ରାମର୍‌ଟାନେଅନି ଦସ୍‌ବାଗେଅନି ବାଗେକ୍‌ ନେଇତେରଇଲା । ସେବେଲେ ମଲ୍‌କିସେଦକ୍‌ ଅବ୍‌ରାଆମ୍‍କେ ଆସିର୍‌ବାଦ୍‌ କରି ରଇଲା । ଅବ୍‌ରାଆମ୍‍କେସେ ପର୍‌ମେସରର୍‌ ସବୁକାତା ଦେଇରଇଲା ।
7 Nu lär ingen kunna neka att det plägar vara den ringare som mottager välsignelse av den som står högre.
ଆମେସବୁ ଜାନିଆଚୁ, ଜନ୍‌ ଲକ୍‌କେ ଆସିର୍‌ବାଦ୍‌ କର୍‌ବାକେ ଅଦିକାର୍‌ ଆଚେ, ସେ ଆସିର୍‌ବାଦ୍‌ ପାଇବା ଲକର୍‌ଟାନେଅନି ବଡ୍‌ ।
8 Och medan det här är dödliga människor som taga tionde, är det där en som får det vittnesbördet att han förbliver levande.
ଲେବିର୍‌ ଜେତ୍‌କି ନାତିତିତିମନ୍‌, ଦସ୍‌ବାଗେ ଅନି ଗଟେକ୍‌ ବାଗ୍‌ ନେଇରଇଲାଇ, ସେମନ୍‌ ସବୁଲକ୍‌ ଜାକ ଗଟେକ୍‌ ଦିନ୍‌ ମର୍‌ବାଇ । ମାତର୍‌ ମଲ୍‌କିସେଦକର୍‌ ମରନ୍‌ ବିସଇ ସାସ୍‌ତରେ କନ୍ତି ମିସା ଲେକା ଅଏନାଇ । ତାର୍‌ ବାଦୁଲେ ତେଇ ଲେକାଅଇଲା ଆଚେ, ତାର୍‌ ପୁଜାରି ପଦ୍‌ ନ ବାଦ୍‌ଲିକରି ସବୁ ଦିନର୍‌ପାଇ ରଇସି ।
9 Genom Abraham har på visst sätt också Levi, som tager tionde, fått giva tionde;
ଲେବିର୍‌ ଜେତ୍‌କି ସବୁ ନାତିତିତିମନ୍‌ ଦସ୍‌ବାଗେ ଅନି ଗଟେକ୍‌ ବାଗ୍‌ ନେଇତେ ରଇଲାଇ, ସେମନ୍‌ ଅବ୍‌ରାଆମର୍‌ ସଙ୍ଗ୍ ମିସିକରି ମଲ୍‌କିସେଦକ୍‌କେ ଦସ୍‌ବାଗେଅନି ଗଟେକ୍‌ ବାଗ୍‌ ଦେଲାବଲି ଆମେ କଇଅଇସି ।
10 ty han var ännu i sin stamfaders länd, när Melkisedek gick denne till mötes.
୧୦କାଇକେବଇଲେ ଜେଡେବଲ୍‌ ମଲ୍‌କିସେଦକ୍‌ ଅବ୍‌ରାମ୍‌କେ ବେଟ୍‌ ଅଇଲା, ସେ ଲେବି ଜନମ୍‌ ନ ଅଇରଇଲା, ମାତର୍‌ ସେ ଅବ୍‌ରାଆମର୍‌ ଗାଗ୍‌ଡେ ରଇଲା । କାଇକେବଇଲେ ଅବ୍‌ରାଆମ୍ ତାର୍‌ ଆନିଦାଦି ରଇଲା ।
11 Vore det nu så, att fullkomning kunde vinnas genom det levitiska prästadömet -- och på detta var ju folkets lagstiftning byggd -- varför hade det då behövts att en präst av annat slag, »efter Melkisedeks sätt», skulle uppstå, en som icke nämnes »efter Arons sätt»?
୧୧ଲେବିର୍‌ ନାତିତିତି ପୁଜାରି ଇସାବେ ବାଚ୍‌ଲାର୍‌ପାଇ ପର୍‌ମେସର୍‌ ତାର୍‌ ନିୟମ୍‌ ଜିଉଦିମନ୍‌କେ ଦେଇରଇଲା । ମାତର୍‌ ଲେବି ବଁସର୍‌ ପୁଜାରିମନ୍‌ ଜଦି ସିଦ୍‌ଲକ୍‌ ଅଇରଇତାଇ ଆଲେ, ଆରି ଗଟେକ୍‌ ପୁଜାରି ଆଇବାକେ ଦର୍‌କାର୍‌ ନ ରଇଲା । ସେନ୍ତାର୍‌ ଏ ପୁଜାରି ଆରଣ୍‌ ଜେ କି ଲେବିର୍‌ ନାତିତିତି ରଇଲା, ତାର୍‌ ପୁଜାରିପଦ୍‌ ନ ଦାରି ମଲ୍‌କିସେଦକର ପୁଜାରି ପଦ୍‌ ଦାରି ଆଇସି ।
12 (Om prästadömet förändras, måste ju med nödvändighet också lagen förändras.)
୧୨ଜନ୍‌ ପୁଜାରି ଲକ୍‌ମନର୍‌ ବାଦୁଲେ ପର୍‌ମେସରର୍‌ ମୁଆଟେ ଟିଆ ଅଇସି, ତାର୍‌ ପୁଜାରି ପଦ୍‌ ବାଦ୍‌ଲାଇଲେ ଜନ୍‌ ନିୟମ୍‌ ମାନିଆଇଲାଇନି, ସେଟାମିସା ବାଦଲ୍‌ବାର୍‌ ଆଚେ ।
13 Den som detta säges om hörde nämligen till en annan stam, en stam från vilken ingen har utgått, som har gjort tjänst vid altaret.
୧୩ଏ ସବୁ ବିସଇ ବାଦ୍‌ଲିଗାଲା ଆଚେବଲି ଆମେ ଜାନୁ । କାଇକେବଇଲେ ଆମର୍‌ ମାପ୍‌ରୁ ଜିସୁ ଜାର୍‌ ବିସଇନେଇ ଏ ସବୁ କାତା କଇଲୁନି, ସେ ଲେବି ବଁସର୍‌ ନାତିତିତି ନ ରଇଲା । ଜିଉଦା ବଁସେଅନି ଏବେଜାକ କେ ପୁଜାରି ବାବେ ସେବା କରତ୍‌ ନାଇ ।
14 Ty det är en känd sak att han som är vår Herre har trätt fram ur Juda stam; och med avseende på den har Moses icke talat något om präster.
୧୪ଜିଉଦା ତାର୍‌ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍‌ ନାତିତିତିମନ୍‌ ପୁଜାରି ଅଇବା ବିସଇ କାଇଟା କଏ ନାଇ ।
15 Och ännu mycket tydligare blir detta, då nu en präst av annat slag uppstår, lik Melkisedek däri,
୧୫ଇତିଅନି ନିମାନ୍‌ ଜାନାପଡ୍‌ଲାନି ଜେ, ଆଗର୍‌ ରକାମ୍‌ ପୁଜାରି ଆରି ସେମନ୍‌ ମାନିଆଇତେରଇବା ନିୟମ୍‌ ଏବେ ବାଦ୍‌ଲାଇକରି ଗଟେକ୍‌ ନୁଆ ରକାମ୍‌ ପୁଜାରି ବାରଇଆଚେ । ସେ ମଲ୍‌କିସେଦକର୍‌ ପୁଜାରି ପଦ୍‌ ଦାରି ଆଇବାଟା ।
16 att han har blivit präst icke på grund av en lag som stadgar härstamning efter köttet, utan på grund av en kraft som kommer av oförgängligt liv.
୧୬ଆରି ସେ ମୁନୁସ୍‌ମନର୍‌ ନିୟମ୍‌ ଆରି ରିତିନିତି ଇସାବେ ପୁଜାରି କରେନାଇ, ମାତର୍‌ କେବେ ନ ସାର୍‌ବା ଗଟେକ୍‌ ବପୁର୍‌ ଜିବନ୍‌ ଲାଗି କଲାଆଚେ । ମଲ୍‌କିସେଦକର୍‌ ପାରା ଗଟେକ୍‌ ବିନ୍‌ ପୁଜାରି ବାରଇଲା ।
17 Han får nämligen det vittnesbördet: »Du är en präst till evig tid, efter Melkisedeks sätt.» (aiōn g165)
୧୭କାଇକେବଇଲେ ତାର୍‌ ବିସଇରେ ସାସ୍‌ତର୍‌ କଇଲାନି, “ମଲ୍‌କିସେଦକର୍‌ ପୁଜାରି ପଦ୍‌ପାରା ତୁଇ ପୁଜାରି ଅଇ ଆଚୁସ୍‌ ।” (aiōn g165)
18 Så upphäves nu visserligen en föregående stadga, därför att den var svag och gagnlös --
୧୮ପୁର୍‌ନା ନିୟମ୍‌ ବାଦ୍‌ଲାଇଲା । କାଇକେବଇଲେ, ସେଟା ଲକ୍‌ମନ୍‌କେ ପର୍‌ମେସରର୍‌ ଲଗେ ଆନ୍‌ବାକେ ବପୁ ନ ରଇଲା ଆରି ବେକାର୍‌ ରଇଲା ।
19 eftersom lagen icke kunde åstadkomma något fullkomligt -- men ett bättre hopp sättes i stället, ett hopp genom vilket vi få nalkas Gud.
୧୯କାଇକେବଇଲେ ମସାର୍‌ ନିୟମ୍‌ କାଇଟା ମିସା ପୁରାପୁରୁନ୍‌ ସିଦ୍‌କରି ନାପାର୍‌ଲା । ମାତର୍‌ ଏବେ ଆମ୍‌କେ ଗଟେକ୍‌ ବପୁର୍‌ ଆସା ମିଲ୍‌ଲା ଆଚେ । ଜାର୍‌ଲାଗି ଆମେ ପରମେସରର୍‌ ଲଗେ ଅଇବାକେ ଆସିପାର୍‌ଲୁନି ।
20 Och i så måtto som detta icke har kommit till stånd utan edlig bekräftelse -- det är nämligen så, att medan de andra hava blivit präster utan edlig bekräftelse,
୨୦ଆରି ଆମର୍‌ ପାଇ ପରମେସରର୍‌ କାତାଦେଇ ରଇବାଟା ମିସା ଆଚେ । ବିନ୍‌ ଲକର୍‌ ନାତିତିତିମନ୍‌ ପୁଜାରି ପଦେ ରଇଲାବେଲେ ସେ ଏନ୍ତି କାଇମିସା ସପତ୍‌ କରି ନ ରଇଲା ।
21 har denne blivit det med sådan bekräftelse, genom den som sade till honom: »Herren har svurit och skall icke ångra sig: 'Du är en präst till evig tid'» -- (aiōn g165)
୨୧ମାତର୍‌ କିରିସ୍‌ଟ ପୁଜାରି ଅଇବାବେଲେ ପରମେସର୍‌ ତାକେ ସପତ୍‌ କରି କଇରଇଲା, “ମାପ୍‌ରୁ ଗଟେକ୍‌ ସପତ୍‌ କଲା ଆଚେ ତୁଇ ସବୁଦିନର୍‌ପାଇ ପୁଜାରି ଅଇରଇସୁ । କଇଲା ଏ କାତା କେବେ ନ ବାଦ୍‌ଲାଏ । ତମେ କାଲ୍‌କାଲ୍‌ ଜୁଗ୍‌ ଜୁଗର୍‌ ପାଇ ପୁଜାରି ଅଇସା ।” (aiōn g165)
22 i så måtto är också det förbund bättre, som har Jesus till löftesman.
୨୨କାଇକେବଇଲେ ପର୍‌ମେସର୍‌ ଜନ୍‌ ସପତ୍‌ ତାକେ ଦେଇରଇଲା, ତାର୍‌ ନୁଆ ରାଜିନାମା ପୁରାପୁରୁନ୍‌ ଅଇସିଆକା ବଲି ଜିସୁ ଡାଁଟ୍‌ ସଙ୍ଗ୍‍ କଇଲାନି ।
23 Och medan de förra prästerna hava måst bliva flera, därför att de genom döden hindrades från att förbliva i sin tjänst,
୨୩ଜିସୁର୍‌ ପୁଜାରି ପଦ୍‌ ଆରି ଲେବି ବଁସର୍‌ କେତେକ୍‌ କେତେକ୍‌ ପୁଜାରି ପଦ୍‌ ଦାରିରଇବା ବେସି ପୁଜାରିମନର୍‌ ବିତ୍‌ରେ ଏନ୍ତାରି ବିନ୍‌ ରଇଲା । ସେମନ୍‌ ସବୁ ତାକର୍‌ ପୁଜାରିପଦ୍‌ କରିଲାଗି ରଅତ୍‌ ନାଇ । କାଇକେବଇଲେ ସେମନ୍‌ ସବୁଲକ୍‌ ମରିଗାଲାଇ ।
24 har däremot denne ett oförgängligt prästadöme, eftersom han förbliver »till evig tid». (aiōn g165)
୨୪ମାତର୍‌ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍‌ କାମ୍‌ ଆରି କାକେ ମିସା ଦିଆ ନ ଅଏ । (aiōn g165)
25 Därför kan han ock till fullo frälsa dem som genom honom komma till Gud, ty han lever alltid för att mana gott för dem.
୨୫ସେଟାର୍‌ ପାଇ ଜନ୍‌ ଲକ୍‌ମନ୍‌ ତାକେ ବିସ୍‌ବାସ୍‌ କରି ଲଗେ ଆଇବାଇ, ସେମନ୍‌କେ ସବୁବେଲର୍‌ପାଇ ରକିଆ କରିପାର୍‌ସି । କାଇକେ ବଇଲେ ସେମନର୍‌ ପାଇ ପରମେସରର୍‌ ମୁଆଟେ ଗୁଆରି କର୍‌ବାକେ ସେ ଜୁଗ୍‌ ଜୁଗର୍‌ ପାଇ ଜିବନ୍‌ ଅଇକରି ଆଚେ ।
26 En sådan överstepräst hövdes oss också att hava, en som vore helig, oskyldig, obesmittad, skild från syndare och upphöjd över himmelen,
୨୬ତେବର୍‌ପାଇ ଜିସୁ ଅଇଲାନି ଆମର୍‌ ବଡ୍‌ ପୁଜାରି । ସେ ଆମର୍‌ପାଇ ସମାନ୍‌ ଆଚେ । କାଇକେବଇଲେ ସେ ସୁକଲ୍‌, ତାର୍‌ଟାନେ କାଇ ବୁଲ୍‌, କି ପାପ୍‌ ନାଇ । ଆମର୍‌ ପାପିମନର୍‌ଟାନେଅନି ସେ ପୁରାପୁରୁନ୍‌ ବିନ୍‌ଆଚେ । ଆରି ପର୍‌ମେସର୍‌ ତାକେ ସରଗ୍‌ ଜେତ୍‌କି ଜାଇ ଉଟାଇଆଚେ ।
27 en som icke var dag behövde frambära offer, såsom de andra översteprästerna, först för sina egna synder och sedan för folkets; detta gjorde han nämligen en gång för alla, när han offrade sig själv.
୨୭ବିନ୍‌ ବଡ୍‌ ପୁଜାରି ମନ୍‌ ସବୁଦିନ୍‌ ପର୍‌ମେସରର୍‌ଟାନେ ଦିନ୍‌କେ ବଲି ଦେବାର୍‌ ଆଚେ । ତାର୍‌ପଚେ ସେମନ୍‌ ଲକ୍‌ମନର୍‌ ପାପର୍‌ପାଇ ମିସା ବଲି ଦେବାର୍‌ ଆଚେ । ମାତର୍‌ ଜିସୁ ଏନ୍ତାରି ନାଇ । ସେ ସବୁଲକର୍‌ ପାଇ ମିସ୍‌ତେ ଗଟେକ୍‌ତର୍‌ସେ ବଲି ଅଇଲା ଆଚେ । ତାର୍‌ ସେ ମରନ୍‌ ସବୁଦିନର୍‌ପାଇ ଅଇସି ।
28 Ty lagen insätter till överstepräster människor som äro behäftade med svaghet, men det löftesord, som efter lagens utgivande gavs under edlig bekräftelse, insätter en »Son» som är fullkomnad »till evig tid». (aiōn g165)
୨୮କାଇକେବଇଲେ ମସାର୍‌ ନିୟମ୍‌ ଇସାବେ, ଜନ୍‌ଲକ୍‌ ବଡ୍‌ ପୁଜାରି ପଦ୍‌ପାଇରଇସି, ସେମନ୍‌କେ ମିସା ପାପ୍‌ ରଇସି । ମାତର୍‌ ଜନ୍‌ଟା ପର୍‌ମେସର୍‌ ଗଟେକ୍‌ ସପତ୍‌ କରି କାତା ଦେଇରଇଲା, ସେଟା ନିୟମ୍‌ ପଚେ ଆଇଲା । ଜନ୍‌ ଲକ୍‌ ବାଚାଇଅଇରଇଲା, ତାର୍‌ ପଅ ରଇଲା । ସେ ସବୁଦିନର୍‌ପାଇ କାଇ ପାପ୍‌ ନ ରଇବା ପୁଜାରି ଅଇଆଚେ । (aiōn g165)

< Hebreerbrevet 7 >