< Kolosserbrevet 4 >

1 I herrar, given edra tjänare, vad rätt och billigt är; I veten ju, att också I haven en herre i himmelen.
ଏ ସାଉକାର୍‌ମନ୍‌, ତମର୍‌ ଦାଙ୍ଗ୍‌ଡାମନ୍‌କେ ଜତନ୍‌ କରା ଆରି ସେମନ୍‌କେ ସବୁକେ କାଇ ଅନିଆଇ ନ କରି ଚଲାଚଲ୍‌ତି କରା । କାଇକେବଇଲେ ସର୍‌ଗେ ମିସା ତମର୍‌ ପାଇ ଗଟେକ୍‌ ସାଉକାର୍‌ ଆଚେ ବଲି ଏତାଆ ।
2 Varen uthålliga i bönen och vaken i den under tacksägelse. 3; Och bedjen jämväl för oss, att Gud må åt oss öppna en dörr för ordet, så att vi få förkunna Kristi hemlighet, den hemlighet, för vars skull jag också är en fånge;
ପାର୍‌ତନା କରିଲାଗିରୁଆ । ଆରି ଜାଗ୍‌ରତ୍‌ ଅଇରୁଆ । ପର୍‌ମେସର୍‌କେ ସବୁବେଲେ ଦନିଅବାଦ୍‌ ଦେଇତେରୁଆ ।
3
ଆମର୍‌ ପାଇ ମିସା ପାର୍‌ତନା କରା । ଜେନ୍ତିକି କିରିସ୍‌ଟର୍‌ ବିସଇଟାନେ ରଇବା ଏ ସୁବ୍‌କବର୍‌ ଆମେ ସବୁଲକ୍‌କେ ଜାନାଇପାର୍‌ବୁ । ଏ ସୁବ୍‌ କବର୍‌ ସେମନ୍‌ ଆଗ୍‌ତୁ ନାଜାନିରଇଲାଇ । ଏ ସୁବ୍‌କବର୍‌ ଜାନାଇଲାର୍‌ପାଇ ମୁଇ ଏବେ ବନ୍ଦିଗରେ ଆଚି ।
4 ja, bedjen, att jag må uppenbara den med de rätta orden.
ଜେନ୍ତିକି ମୁଇ ଜେତ୍‌କି ଲକ୍‌କେ ଏ ସୁବ୍‌କବର୍‌ ନିକସଙ୍ଗ୍‍ ଜାନାଇବି, ସେଟାର୍‌ପାଇ ପାର୍‌ତନା କରା ।
5 Skicken eder visligt mot dem som stå utanför och tagen väl i akt vart lägligt tillfälle.
ମାପ୍‌ରୁ ଜିସୁକିରିସ୍‌ଟକେ ବିସ୍‌ବାସ୍‌ ନ କଲା ଲକ୍‌ମନର୍‌ତେଇ ଜାଗ୍‌ରତ୍‌ ସଙ୍ଗ୍‍ ଚଲାଚଲ୍‌ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍‌ ସଙ୍ଗ୍‍ କରା ।
6 Edert tal vare alltid välbehagligt, kryddat med salt; I bören förstå, huru I skolen svara var och en.
ସେମନ୍‌କେ ସନ୍‌ମାନ୍‌ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍‌ ମନ୍‌କର୍‌ବାଇ । ତେବେ ତମେ ବିସ୍‌ବାସ୍‌ କର୍‌ବା ବିସଇଟାନେ କାଇଆଲେ କାତା ଉଟ୍‌ଲେ, ତମେ ଉତର୍‌ ଦେଇପାର୍‌ସା ।
7 Om allt vad mig angår skall min älskade broder Tykikus, min trogne tjänare och min medtjänare i Herren, underrätta eder.
ତୁକିକ କଲସିଅ ଆଇଲାବେଲେ ମକେ କାଇକାଇଟା ଗଟ୍‌ଲାନି ବଲି ତମ୍‌କେ କଇଦେଇସି । ସେ, ମୁଇ ବେସି ଆଲାଦ୍‌ କର୍‌ବା ଗଟେକ୍‌ ବିସ୍‌ବାସି ବାଇ । ସେ ବିସ୍‌ବାସ୍‌ ସଙ୍ଗ୍‍ କାମ୍‌ କର୍‌ସି ଆରି ମର୍‌ ସଙ୍ଗ୍‍ ମାପ୍‌ରୁକେ ସେବା କର୍‌ସି ।
8 Honom sänder jag till eder, just för att I skolen få veta, huru det är med oss, och för att han skall hugna edra hjärtan.
ଆମ୍‌କେ କାଇଟା ଗଟ୍‌ଲାନି ବଲି ତାର୍‌ଟାନେଅନି ଜାନ୍‌ସା । ଆରି ସେ ତମ୍‌କେ ବିସ୍‌ବାସ୍‌ କରାଇବାଟା ଡାଟ୍‌ କରାଇସି । ଏଟାର୍‌ପାଇ ତାକେ ତମର୍‌ଟାନେ ପାଟାଇଲିନି ।
9 Tillika sänder jag Onesimus, min trogne och älskade broder, eder landsman. De skola underrätta eder om allting här.
ଅନିସିମ୍‌କେ ତାର୍‌ସଙ୍ଗ୍‍ ପାଟାଇଲିନି । ସେ ଆମର୍‌ ଆଲାଦର୍‌ ବେସି ବିସ୍‌ବାସ୍‌ ରଇବା ବାଇ । ସେ ତମର୍‌ ନଅରର୍‌ ଲକ୍‌ । ଇତି ଗଟ୍‌ବା ସବୁ ବିସଇ ସେମନ୍‌ ତମ୍‌କେ ଜାନାଇବାଇ ।
10 Aristarkus, min medfånge, hälsar eder; så gör ock Markus, Barnabas syskonbarn. Angående honom haven I redan fått föreskrifter; och om han kommer till eder, så tagen vänligt emot honom.
୧୦ଆରିସ୍‌ତାକସ୍‌ ତାର୍‌ ଜୁଆର୍‌ ଜାନାଇଲାନି । ସେ ମର୍‌ ସଙ୍ଗ୍‍ ବନ୍ଦିଗରେ ଆଚେ । ବର୍‌ନବାର୍‌ ମେଏନାବାଇ ମାର୍‌କ ମିସା ଜୁଆର୍‌ ଜାନାଇଲାନି । ମାର୍‌କର୍‌ ବିସଇ ତମେ ସୁନିସାରାଇ ଆଚାସ୍‌ । ସେ ତମର୍‌ ଲଗେ ଆଇଲେ ତାକେ ଡାକି ନିଆ ।
11 Också Jesus, som kallas Justus, hälsar eder. Av de omskurna äro dessa mina enda medarbetare för Guds rike, och de hava varit mig till hugnad.
୧୧ଜୁସ୍‌ତ ନାଉଁଦାରି ଡାକ୍‌ପୁଟା ଅଇଲା ଜିୟସୁୟ ମିସା ତମ୍‌କେ ଜୁଆର୍‌ ଜାନାଇଲାନି । ଏ ତିନ୍‌ ଲକ୍‌ସେ ଇତି ରଇବା ଜିଉଦି ବିସ୍‌ବାସିମନ୍‌ । ପର୍‌ମେସରର୍‌ ରାଇଜ୍‌ ବିସଇତେଇ ରଇବା ସୁବ୍‌କବର୍‌ ଜାନାଇବାକେ ସେମନ୍‌ ମର୍‌ ସଙ୍ଗ୍‍ କାମ୍‌ କଲାଇନି । ସେମନ୍‌ ମକେ ବେସି ସାର୍‌ଦା କରାଇଆଚତ୍‌ ।
12 Epafras, eder landsman, hälsar eder, en Kristi Jesu tjänare, som i sina böner alltid kämpar för eder, för att I skolen stå fasta och vara fullkomliga och fullt vissa i allt som är Guds vilja.
୧୨ଏପାପ୍‌ରା ତାର୍‌ ଜୁଆର୍‌ ଜାନାଇଲାନି । ସେ ମିସା ତମର୍‌ ନଅରର୍‌ ଲକ୍‌ । ସେ ମିସା ଗଟେକ୍‌ ଜିସୁକିରିସ୍‌ଟର୍‌ ଗତିଦାଙ୍ଗ୍‌ଡା । ସେ ତମର୍‌ପାଇ ସବୁବେଲେ ମନ୍‌ଦିଆନ୍‌ ଦେଇ ପାର୍‌ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍‌ ଅଇ ସିଦ୍‌ ଅଇସା ଆରି ପର୍‌ମେସର୍‌ ତମ୍‌କେ କରା ବଲି ମନ୍‌କଲାଟା ଜାନିରଇସା ।
13 Ty jag giver honom det vittnesbördet, att han har stor möda för eder likasom ock för dem som bo i Laodicea och i Hierapolis.
୧୩ଏରାପଲି ଆରି ଲାଉଦିକିଆଇ ରଇବା ବିସ୍‌ବାସିମନର୍‌ପାଇ ଆରି ତମର୍‌ପାଇ ମିସା ସେ ଆବଡ୍‌ ଅଇଲାନି ବଲି ମୁଇ ସାକି ଦେଲିନି ।
14 Lukas, läkaren, den älskade brodern, hälsar eder; så gör ock Demas.
୧୪ଆମର୍‌ ଆଲାଦର୍‌ ନିଜେ ଅସଦେଉ ଲୁକ ଆରି ଦିମା ତମ୍‌କେ ଜୁଆର୍‌ ଜାନାଇଲାଇନି ।
15 Hälsen bröderna i Laodicea, så ock Nymfas tillika med den församling som kommer tillhopa i hans hus.
୧୫ଲାଉଦିକିଆତେଇ ରଇବା ବାଇବଇନିମନ୍‌କେ, ମର୍‌ ଜୁଆର୍‌ ଜାନାଇଦିଆସ୍‌ । ବଇନି ନୁମ୍‌ପାକେ ଆରି ତାର୍‌ ଗରେ ରୁଣ୍ଡ୍‌ବା ସବୁ ବିସ୍‌ବାସିମନ୍‌କେ ମିସା ମର୍‌ ଜୁଆର୍‌ ଜାନାଆ ।
16 Sedan detta brev har blivit uppläst hos eder, så sörjen för att det ock bliver uppläst i laodicéernas församling och att jämväl I fån läsa det brev, som kommer från Laodicea.
୧୬ତମେ ଏ ଚିଟିତେଇ ଲେକ୍‌ଲାଟା ସୁନିସାରାଇଲାପଚେ ଲାଉଦିକିଆଇ ରଇବା ବାଇବଇନିମନ୍‌କେ ମିସା ସୁନାଇଦେବାର୍‌ଆଚେ ଆକା ।
17 Sägen ock detta till Arkippus: »Hav akt på det ämbete, som du har undfått i Herren, så att du fullgör, vad därtill hör.»
୧୭“ମାପ୍‌ରୁ ତକେ ସର୍‌ପିଦେଲା କାମ୍‌ ତୁଇ କରିସାରାଇବାର୍‌ ଆଚେ ଆକା” ବଲି ଆର୍‌କିପସ୍‌କେ କୁଆ ।
18 Här skriver jag, Paulus, min hälsning med egen hand. Tänken på mina bojor. Nåd vare med eder.
୧୮ମୁଇ ପାଉଲ୍‌ ଏଟା ନିଜେ ଲେକ୍‌ଲିନି, “ଜୁଆର୍‌! ମୁଇ ବନ୍ଦିଗରେ ଆଚିବଲି ଏତାଆ ।” ପର୍‌ମେସରର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତମର୍‌ ସଙ୍ଗ୍‍ ରଅ ।

< Kolosserbrevet 4 >