< Apostlagärningarna 11 >

1 Men apostlarna och de bröder som voro i Judeen fingo höra att också hedningarna hade tagit emot Guds ord.
ଜିଉଦି ନଇଲା ଲକ୍‌ମନ୍‌ ମିସା ପର୍‌ମେସରର୍‌ ବାକିଅ ନାମି ଆଚତ୍‌ ବଲି ପେରିତ୍‌ ସିସ୍‌ମନ୍‌ ଆରି ଜିଉଦା ରାଇଜର୍‌ ବିନ୍‌ ବିସ୍‌ବାସି ବାଇମନ୍‌ ସୁନ୍‌ଲାଇ ।
2 När så Petrus kom upp till Jerusalem, begynte de som voro omskurna gå till rätta med honom;
ପିତର୍‌ କାଇସେରିଆ ଅନି ଜିରୁସାଲାମ୍‌ ଗାଲା । ଜିଉଦି ନଇଲା ଲକ୍‌ମନ୍‌କେ ସୁନତ୍‌ କରୁ ବଲି କଇବା ଲକ୍‌ମନ୍‌ ତାକେ ବାକାନିକରି କଇଲାଇ,
3 de sade: »Du har ju besökt oomskurna män och ätit med dem.»
“ତୁଇ ଜିଉଦି ନଇଲା ଗରେ, ଅବ୍‌କା ଗତିଆଅଇ ଜାଉସ୍‌ ନାଇ, ତେଇ କାଇଲୁସ୍‌ ମିସା ।”
4 Då begynte Petrus från början och omtalade för dem allt i följd och ordning; han sade:
ମାତର୍‌ ମୁଲେଅନି କର୍‌ନିଲିଅକେ କାଇକାଇଟା ଗଟିରଇଲା, ସେଟା ବୁଜାଇବାକେ ପିତର୍‌ କଇଲା ।
5 »Jag var i staden Joppe, stadd i bön; då såg jag under hänryckning i en syn någonting komma ned, som liknade en stor linneduk, vilken fasthölls vid de fyra hörnen och sänktes ned från himmelen; och det kom ända ned till mig.
“ମୁଇ ଜପା ନାଉଁର୍‌ ନଅରେ ପାର୍‌ତନା କର୍‌ବା ବେଲେ ଗଟେକ୍‌ ଦର୍‌ସନ୍‌ ଦେକ୍‌ଲି । ଗଟେକ୍‌ ବଡେଟା ଚାଦର୍‌ ଚାରିକନେ ଡର୍‌ସଙ୍ଗ୍‍ ବାନ୍ଦି ଜୁଲାଇଅଇ ଆକାସେଅନି ଉତର୍‌ଲା ଆରି ସେଟା ମର୍‌ଲଗେ ଅଟକ୍‌ଲା ।”
6 Och jag betraktade det och gav akt därpå; då fick jag däri se fyrfota djur, sådana som leva på jorden, tama och vilda, så ock krälande djur och himmelens fåglar.
ସେ ବିତ୍‌ରେ, ଗରେପସ୍‌ବା ପସୁ, ଡଙ୍ଗ୍‌ରେ ରଇବା ପସୁ, ରାଙ୍ଗି ବୁଲ୍‌ବାଟାମନ୍‌ ଆରି ବିନ୍‌ ବିନ୍‌ ରକାମର୍‌ ଚଡଇମନ୍‌ ରଇଲାଟା ନିକକରି ଦେକ୍‌ଲି ।
7 Jag hörde ock en röst säga till mig: 'Stå upp, Petrus, slakta och ät.'
ତାର୍‌ପଚେ ଗଟେକ୍‌ କଁଟ୍‌ ସୁନ୍‌ଲି, “ପିତର୍‌! ଉଟ୍‌, ମାରିକରି କାଆ ।”
8 Men jag svarade: 'Bort det, Herre! Aldrig har något oheligt eller orent kommit i min mun.'
ମାତର୍‌ ମୁଇ କଇଲି, “ନାଇ ମାପ୍‌ରୁ! ମୁଲ୍‌କେ ନିଚି! ଆମର୍‌ ଜିଉଦିମନର୍‌ ନିୟମ୍‌ ମନାକରିରଇବା ଇସାବେ, ଏବେ ଜାକ କାଇମିସା ମାଉଁସ୍‌ ଟଣ୍ଡେ ଚିଆଇ ନାଇତା ।”
9 För andra gången talade en röst från himmelen: 'Vad Gud har förklarat för rent, det må du icke hålla för oheligt.'
ସର୍‌ଗେଅନି ଆରିତରେକ୍‌ ଏ କଁଟ୍‌ ଆଇଲା, “ପରମେସର୍‌ କାଇଟା ଆଲେ କାଇ ଅଇସି ବଲି କଇଲେ ସେଟା ନିଚ୍‌ବାର୍‌ ନାଇ ।”
10 Detta skedde tre gånger efter varandra; sedan drogs alltsammans åter upp till himmelen.
୧୦ଏନ୍ତାରି ତିନ୍‌ତର୍‌ ଅଇଲା ପଚେ, ସେ ଜଁତ୍‌ମନ୍‌ ରଇଲାଟା ସଙ୍ଗ୍‍ ସେ ଚାଦର୍‌ ସରଗ୍‌ ଉପ୍‌ରେ ଜିକିନେଲାଇ ।
11 Och i detsamma kommo tre män, som hade blivit sända till mig från Cesarea, och stannade framför huset där vi voro.
୧୧ସମାନ୍‌ ବେଲାଇସେ, କର୍‌ନିଲିଅ ପାଟାଇଲା ତିନ୍‌ ଲକ୍‌ ସିସେରିଆଇ ଅନି ମୁଇ ରଇବା ଗରେ ଆସି କେଟ୍‌ଲାଇ ।
12 Och Anden sade till mig att jag skulle följa med dem, utan att göra någon åtskillnad mellan folk och folk. Också de sex bröder som äro här kommo med mig; och vi gingo in i mannens hus.
୧୨ଦୁଇମନିଆ ନ ଅଇ ସେମନର୍‌ ସଙ୍ଗ୍‍ ଜିବାକେ ମକେ ସୁକଲ୍‌ଆତ୍‌ମା ଚାଲ୍‌ନା ଦେଲା । ଜପାରର୍‌ ଏ ଚଅଟା ବିସ୍‌ବାସି ବାଇମନ୍‌ ମିସା ମର୍‌ ସଙ୍ଗ୍‍ ସିସେରିଆଇ ଗାଲାଇ ଆରି ଆମେ ସବୁ ଲକ୍‌ କର୍‌ନେଲିଅର୍‌ ଗରେ କେଟ୍‌ଲୁ ।
13 Och han berättade för oss huru han hade sett ängeln träda in i hans hus, och att denne hade sagt: 'Sänd åstad till Joppe och låt hämta Simon, som ock kallas Petrus.
୧୩ତାର୍‌ ଗରେ ସେ କେନ୍ତି ସରଗ୍‌ ଦୁତର୍‌ ଦର୍‌ସନ୍‌ ପାଇରଇଲା, ସେ ବିସଇ ଆମ୍‌କେ ଜାନାଇଲା । ସରଗ୍‌ ଦୁତ୍‌ ତାକେ ଏନ୍ତି କଇରଇଲା, ଜପାତେଇ ରଇବା ପିତର୍‌କେ, ତାର୍‌ ଆରି ଗଟେକ୍‌ ନାଉଁ ଅଇଲାନି ସିମନ୍‌, ତାକେ ଇତି ଡାକି ଆନ୍‌ବାକେ ଲକ୍‌ ପାଟା ।
14 Han skall tala till dig ord genom vilka du skall bliva frälst, du själv och hela ditt hus.'
୧୪ସେ ଆସି ତମ୍‌କେ ସିକିଆ ଦେଇସି ଆରି ସିତିଅନି ତମ୍‌କେ ଆରି ତମର୍‌ ଗରର୍‌ ଲକ୍‌କେ ପର୍‌ମେସର୍‌ ରକିଆ କର୍‌ସି ।
15 Och när jag hade begynt tala, föll den helige Ande på dem, alldeles såsom det under den första tiden skedde med oss.
୧୫ଆରି ମୁଇ ଜେଡେବଲ୍‌ ସିକିଆଦେବାର୍‌ ଆରାମ୍‌ କଲି, ଆଗେ ସୁକଲ୍‌ ଆତ୍‌ମା ଜେନ୍ତାରି ଆମର୍‌ ଉପ୍‌ରେ ଡାବିଅଇରଇଲା, ସେନ୍ତାରି ସେମନର୍‌ ଉପ୍‌ରେ ଡାବିଅଇଲା ।
16 Då kom jag ihåg Herrens ord, huru han hade sagt: 'Johannes döpte med vatten, men I skolen bliva döpta i helig ande.'
୧୬ତାର୍‌ପଚେ ମୁଇ ମାପ୍‌ରୁର୍‌ ଏ ବାକିଅ ଏତାଇଲି, ଜଅନ୍‌ ତମ୍‌କେ ପାନି ସଙ୍ଗ୍‍ ଡୁବନ୍‌ ଦେଲା, ମାତର୍‌ ପର୍‌ମେସର୍‌ ତମ୍‌କେ ସୁକଲ୍‌ଆତ୍‌ମାଇ ଡୁବନ୍‌ ଦେଇସି ।
17 Då alltså Gud åt dem hade givit samma gåva som åt oss, som hava kommit till tro på Herren Jesus Kristus, huru skulle då jag hava kunnat sätta mig emot Gud?»
୧୭“ଏଟା ପୁରାପୁରନ୍‌ ସତ୍‌ ଜେ, ଆମେ ମାପ୍‌ରୁ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କଲାକେ ପରମେସର୍‌ ଆମ୍‌କେ ଜନ୍‌ ଦାନ୍‌ ଦେଲାଆଚେ, ଜିଉଦିନଇଲା ଲକ୍‌ମନ୍‌କେ ମିସା ସେ ଦାନ୍‌ ଦେଲା ଆଚେ । ଜଦି ପର୍‌ମେସର୍‌ ମନ୍‍ କର୍‌ସି ବଇଲେ, ମୁଇ କେ ଜେ ପରମେସରର୍‌ ଏ କାମ୍‌ ଅଟ୍‌କାଇବି!”
18 När de hade hört detta, gåvo de sig till freds och prisade Gud och sade: »Så har då Gud också åt hedningarna förlänat den bättring som för till liv.»
୧୮ଜିଉଦି ବିସ୍‌ବାସିମନ୍‌ ଏଟା ସୁନ୍‌ଲା ପଚେ ଆରି ନ ବାକାନିକରି ପର୍‌ମେସର୍‌କେ ଡାକ୍‌ପୁଟା କଲାଇ, “ସେନ୍ତାର୍‌ ଆଲେ ଜିଉଦିନଇଲା ଲକ୍‌ମନ୍‌କେ ମିସା ପାପ୍‌ କଲାଟା ମାନିଅଇକରି ନ ସାର୍‌ବା ଜିବନ୍‌ ପାଇବାକେ ସେ ସୁଜଗ୍‌ ଦେଲାଆଚେ ।”
19 De som hade blivit kringspridda genom den förföljelse som utbröt för Stefanus' skull drogo emellertid omkring ända till Fenicien och Cypern och Antiokia, men förkunnade icke ordet för andra än för judar.
୧୯ଜିରୁସାଲେମର୍‌ ଲକ୍‌ମନ୍‌ ତିପାନ୍‌କେ ମରାଇଲାପଚେ ବିସ୍‌ବାସିମନ୍‌କେ ତାଡ୍‌ନା ଦେଲାଇ । ତେଇଅନି କେତେଲକ୍‌ ଚିନ୍‌ବିନ୍‌ ଅଇଗାଲାଇ । ସେମନ୍‌, ପିନିସିଆ, ସାଇପରସ୍‌ ଆରି ଆନ୍‌ଟିଅକ୍‌ ଟାନେ ଜାଇ ଅବ୍‌କା ଜିଉଦିମନ୍‌କେସେ ସୁବ୍‌ କବର୍‌ ଜାନାଇଲାଇ ।
20 Dock funnos bland dem några män från Cypern och Cyrene, som när de kommo till Antiokia, också talade till grekerna och för dem förkunnade evangelium om Herren Jesus.
୨୦ମାତର୍‌ କେତେଟା ସାଇପରସ୍‌ ଆରି କୁରିନିୟର୍‌ ବିନ୍‌ ବିସ୍‌ବାସିମନ୍‌, ଆନ୍‌ଟିଅକେ ଜାଇ ଜିଉଦି ନଇଲା ଲକ୍‌ମନର୍‌ତେଇ ଜିସୁ ମାପ୍‌ରୁର୍‌ ସୁବ୍‌ କବର୍‌ ଜାନାଇଲାଇ ।
21 Och Herrens hand var med dem, och en stor skara kom till tro och omvände sig till Herren.
୨୧ପରମେସରର୍‌ ବପୁ ସେମନର୍‌ ସଙ୍ଗ୍‍ ରଇଲା ଆରି ବେସି ଲକ୍‌ ବିସ୍‌ବାସ୍‌ କରି ମାପ୍‌ରୁର୍‌ ବାଟେ ମନ୍‌ ବାଉଡାଇଲାଇ ।
22 Ryktet härom nådde församlingen i Jerusalem; och de sände då Barnabas till Antiokia.
୨୨ଆନ୍‌ଟିୟକିଆଇ ବେସି ଲକ୍‌ ଜିସୁର୍‌ଟାନେ ବିସ୍‌ବାସ୍‌ କଲାଇନି ବଲି ଜିରୁସାଲେମର୍‌ ମଣ୍ଡଲିମନ୍‌ ସୁନ୍‌ଲାଇ । ଆରି ସେମନ୍‌ ବର୍‌ନବାକେ ଆନ୍‌ଟିୟକିଆଇ ପାଟାଇଲାଇ ।
23 När han kom dit och fick se vad Guds nåd hade verkat, blev han glad och förmanade dem alla att med hjärtats fasta föresats stadigt hålla sig till Herren.
୨୩ବର୍‌ନବା ତେଇ କେଟିକରି ପର୍‌ମେସର୍‌ ସେ ଲକ୍‌ମନ୍‌କେ କେନ୍‌ତି ଆସିର୍‌ବାଦ୍‌ କଲାଆଚେ, ସେଟା ଦେକି ସାର୍‌ଦା ଅଇଲା । ଆରି ମନ୍‌ପରାନ୍‌ ଦେଇକରି ମାପ୍‌ରୁକେ ବିସ୍‌ବାସ୍‌ କରି ଚଲାଚଲ୍‌ତି କର୍‌ବାକେ ସେମନ୍‌କେ ସିକିଆ ଦେଇ ସାର୍‌ଦା କଲା ।
24 Ty han var en god man och full av helig ande och tro. Och ganska mycket folk blev ytterligare fört till Herren.
୨୪ବର୍‌ନବା ସୁକଲ୍‌ଆତ୍‌ମାଇ ଆରି ବିସ୍‌ବାସେ ପୁରୁନ୍‌ ଅଇ ରଇବା ଗଟେକ୍‌ ଦରମ୍‌ ଲକ୍‌ ରଇଲା । ସେ କବର୍‌ ଜାନାଇଲାକେ ବେସି ଲକ୍‌ ମାପ୍‌ରୁର୍‌ ଲଗେ ଆଇଲାଇ ।
25 Sedan begav han sig åstad till Tarsus för att uppsöka Saulus.
୨୫ତାର୍‌ ପଚେ ବର୍‌ନବା ସାଉଲ୍‌କେ କଜ୍‌ବାକେ ତାର୍‌ସସ୍‌ ଜାଗାଇ ଗାଲା ।
26 Och när han hade träffat honom, tog han honom med sig till Antiokia. Ett helt år hade de sedan sin umgängelse inom församlingen och undervisade ganska mycket folk. Och det var i Antiokia som lärjungarna först begynte kallas »kristna».
୨୬ତେଇ ତାକେ ବେଟ୍‍ପାଇ ବର୍‌ନବା ଆନ୍‌ଟିଅକେ ଡାକି ଦାରିଆଇଲା । ପୁରା ଗଟେକ୍‌ ବରସ୍‌ ଜାକ ବର୍‌ନବା ଆରି ସାଉଲ୍‌ ତେଇ ମଣ୍ଡଲିର୍‌ ବିସ୍‌ବାସିମନର୍‌ ସଙ୍ଗ୍‍ ମିସି, ଲକ୍‌ମନ୍‌କେ ସିକିଆ ଦେଲାଇ । ଏ ଆନ୍‌ଟିଅକର୍‌ ବିସ୍‌ବାସିମନ୍‌କେସେ ଲକ୍‌ମନ୍‌ ସିଗ୍‌ ପର୍‌ତୁମ୍‌ କିରିସ୍‌ଟାନ୍‌ ବଲି କଇରଇଲାଇ ।
27 Vid den tiden kommo några profeter från Jerusalem ned till Antiokia.
୨୭ସେବେଲାଇ କେତେଟା ବବିସତ୍‌ବକ୍‌ତାମନ୍‌ ଜିରୁସାଲମେଅନି ଆନ୍‌ଟିଅକେ ଆଇଲାଇ ।
28 Och en av dem, vid namn Agabus, trädde upp och gav genom Andens ingivelse till känna att en stor hungersnöd skulle komma över hela världen; den kom också på Klaudius' tid.
୨୮ସେମନର୍‌ ବିତ୍‌ରେଅନି ଆଗାବ୍‌ ନାଉଁର୍‌ ଗଟେକ୍‌ ଲକ୍‌ ଆତ୍‌ମାର୍‌ ବପୁ ସଙ୍ଗ୍‍ ପୁରୁନ୍‌ ଅଇ, ଗୁଲାଇ ଦେସେ ଗଟେକ୍‌ ବଡ୍‌ ମର୍‌ଡି ଅଇସି ବଲି ବବିସତ୍‌ କାତା ସୁନାଇ ରଇଲା । ଏଟା ବଡ୍‌ ସାସନ୍‌କାରିଆ କଲ୍‌ଡିୟ ରମ୍‌ଦେସେ ସାସନ୍‌ କଲାବେଲେ ଗଟି ରଇଲା ।
29 Då bestämde lärjungarna att de, var och en efter sin förmåga, skulle sända något till understöd åt de bröder som bodde i Judeen.
୨୯ଆନ୍‌ଟିକିଅର୍‌ ସିସ୍‌ମନ୍‌ ଜିଉଦାଇ ରଇଲା ବିସ୍‌ବାସି ବାଇମନ୍‌କେ ତାକର୍‌ ପାର୍‌ଲା ଏତ୍‌କି ଡାବୁ ପାଟାଇବାକେ ଟିକ୍‌ କଲାଇ ।
30 Detta gjorde de också, och genom Barnabas och Saulus översände de det till de äldste.
୩୦ସେମନ୍‌ ଡାବୁ ଜମାଇକରି ବର୍‌ନବା ଆରି ସାଉଲର୍‌ ଆତେ, ମଣ୍ଡଲିର୍‌ ପାର୍‌ଚିନ୍‌ମନର୍‌ ଲଗେ ପାଟାଇ ଦେଲାଇ ।

< Apostlagärningarna 11 >