< 1 Johannesbrevet 5 >

1 Var och en som tror att Jesus är Kristus, han är född av Gud; och var och en som älskar honom som födde, han älskar ock den som är född av honom.
ଜେ କି ଜିସୁକେ ମସିଅ ବଲି ବିସ୍‌ବାସ୍‌ କର୍‌ସି, ସେ ପର୍‌ମେସରର୍‌ ପିଲା । ଆରି ଜେ କି ବାବାକେ ଆଲାଦ୍‌ କର୍‌ସି, ସେ ତାର୍‌ ପିଲାକେ ମିସା ଆଲାଦ୍‌ କର୍‌ସି ।
2 Därför, när vi älska Gud och hålla hans bud, då veta vi att vi älska Guds barn.
ପର୍‌ମେସରର୍‌ ପିଲାମନ୍‌କେ ଆମେ ଆଲାଦ୍‌ କଲୁନି ବଲି ଏନ୍ତାରି ଜାନିଅଇସି । ପର୍‌ମେସର୍‌କେ ଆଲାଦ୍‌ କରି ଆରି ତାର୍‌ ଆଦେସ୍‌ ମିସା ମାନିକରି ।
3 Ty däri består kärleken till Gud, att vi hålla hans bud; och hans bud äro icke tunga.
ଆମେ ଜଦି ସତଇସେ ପର୍‌ମେସର୍‌କେ ଆଲାଦ୍‌ କଲେ, ତାର୍‌ ଆଦେସ୍‌ ସବୁ ମାନ୍‌ବୁ । ସେ ଆମ୍‌କେ ତିଆର୍‌ଲା ବିସଇ ମାନ୍‌ବାକେ ଆମ୍‌କେ ଆବଡ୍‌ ନ ଲାଗେ ।
4 Ty allt som är fött av Gud, det övervinner världen; och detta är den seger som har övervunnit världen: vår tro.
କାଇକେବଇଲେ ପର୍‌ମେସରର୍‌ ସବୁ ପିଲା ଏ ଜଗତର୍‌ କାରାପ୍‌ ଚଲାଚଲ୍‌ତି ନିଚିକରି ଜିତିପାର୍‌ସି । ଆମର୍‌ ବିସ୍‌ବାସର୍‌ ଲାଗି ଆମେ ଜଗତ୍‌କେ ଜିତିଅଇସି ।
5 Vilken annan kan övervinna världen, än den som tror att Jesus är Guds Son?
ଏ ଜଗତ୍‌କେ କେ ଆରାଇପାର୍‌ସି? ଜିସୁକେ ପର୍‌ମେସରର୍‌ ପଅ ବଲି ଜେ ବିସ୍‌ବାସ୍‌ କର୍‌ସି, ସେ ଏ ଜଗତ୍‌କେ ଆରାଇସି ।
6 Han är den som kom genom vatten och blod, Jesus Kristus, icke med vattnet allenast, utan med vattnet och blodet. Och Anden är den som vittnar, eftersom Anden är sanningen.
ଜିସୁକିରିସ୍‌ଟ ପର୍‌ମେସରର୍‌ ପ ବଲିକରି, ଡୁବନ୍‌ ଦେଉ ଜଅନ୍‌ ତାକେ ପାନିତେଇ ଡୁବନ୍‌ ଦେଲା । ଆରି ସେ ମଲାବେଲେ ତାର୍‌ ବନି ରକଇଅଇଲା । ଏନ୍ତାରି ନଏଁ ଜେ ସେ ଅବ୍‌କା ପାନିସଙ୍ଗ୍ ଡୁବନ୍‌ ଅଇଲା, ମାତର୍‌ ତାର୍‌ ମରନେ ତାର୍‌ ବନି ରକଇଅଇଲା । ଏ ସବୁ ବିସଇ ସତ୍‌ ବଲି ସୁକଲ୍‌ଆତ୍‌ମା ଆମ୍‌କେ ସାକିଦେଲାନି । କାଇକେବଇଲେ ସେ ସତ୍‌ ଆତ୍‌ମା ।
7 Ty tre äro de som vittna:
ତେବର୍‌ପାଇ ତିନ୍‌ଟା ସାକିତେଇଅନି ଆମେ ସତ୍‌ ଜାନ୍‌ଲୁନି ।
8 Anden, vattnet och blodet; och de tre vittna ett och detsamma.
ସୁକଲ୍‌ଆତ୍‌ମା, ଡୁବନ୍‌ ଅଇରଇବା ପାନି, ଆରି ରକଇଅଇରଇବା ବନି, ତିନ୍‌ଟାଜାକ ସାକିତେଇ ରାଜି ଅଇଆଚତ୍‌ ।
9 Om vi taga människors vittnesbörd för gott, så må väl Guds vittnesbörd vara förmer. Detta är ju Guds vittnesbörd, att han har vittnat om sin Son.
ଜେଡେବେଲେ ଲକ୍‌ମନ୍‌ ତାକର୍‌ ଜାନିରଇବା ବିସଇନେଇ ସାକିଦେବାଇ, ଆମେ ସେମନ୍‌କେ ବିସ୍‌ବାସ୍‌ କର୍‌ବୁ । ମାତର୍‌ ପର୍‌ମେସର୍‌ ଆମ୍‌କେ ସାକିଦେବାଟା ତାର୍‌ତେଇଅନି ଅଦିକ୍‌ ମୁକିଅ । କାଇକେବଇଲେ ସେଟା ପର୍‌ମେସରର୍‌ ସାକି । ସେ ତାର୍‌ ନିଜର୍‌ ପଅର୍‌ ବିସଇନେଇ ଆମ୍‌କେ ସାକିଦେଲାନି ।
10 Den som tror på Guds Son, han har vittnesbördet inom sig själv; den som icke tror Gud, han har gjort honom till en ljugare, eftersom han icke har trott på Guds vittnesbörd om sin Son.
୧୦କେ ମିସା ଜିସୁକେ ପର୍‌ମେସରର୍‌ ପଅ ବଲି ବିସ୍‌ବାସ୍‌ କଲେ, ପର୍‌ମେସରର୍‌ ସାକି ତାକର୍‌ ମନ୍‌ ବିତ୍‌ରେ ଆଚେ । ପର୍‌ମେସର୍‌ କଇଲା କାତା ଜେ ଜଦି ବିସ୍‌ବାସ୍‌ ନ କରେ, ସେ ମିଚ୍‌ ବଲିକରି କଇଲାନି । କାଇକେବଇଲେ ତାର୍‌ ନିଜର୍‌ ପଅର୍‌ ବିସଇ କଇଲାଟା ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇ ।
11 Och detta är vittnesbördet: att Gud har givit oss evigt liv; och det livet är i hans Son. (aiōnios g166)
୧୧ସେ ସାକିଅ ଏଟା ସେ । ପର୍‌ମେସର୍‌ ଆମ୍‌କେ ନ ସାର୍‌ବା ଜିବନ୍‌ ଦେଲାଆଚେ । ଏ ଜିବନ୍‌ ଆମେ ତାର୍‌ ପଅର୍‌ଲାଗି ମିଲାଇଆଚୁ । (aiōnios g166)
12 Den som har Sonen, han har livet; den som icke har Guds Son, han har icke livet.
୧୨ତାର୍‌ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍‌ ଏ ନ ସାର୍‌ବା ଜିବନ୍‌ ପାଇବାଇ । ଆରି ଜେ ତାର୍‌ ପଅର୍‌ସଙ୍ଗ୍‍ ମିସେନାଇ ସେ ଏ ଜିବନ୍‌ ମିସା ପାଏନାଇ ।
13 Detta har jag skrivit till eder, för att I skolen veta att I haven evigt liv, I som tron på Guds Sons namn. (aiōnios g166)
୧୩ତମେ ଜେତ୍‌କି ଲକ୍‌ ପର୍‌ମେସରର୍‌ ପଅକେ ବିସ୍‌ବାସ୍‌ କଲାସ୍‌ନି, ତମ୍‌କେ ଏ ଚିଟି ଲେକ୍‌ଲିନି । ଜେନ୍ତାରିକି ଆମ୍‌କେ ନ ସାର୍‌ବା ଜିବନ୍‌ ଆଚେ ବଲି ତମେ ଜାନାସ୍‌ । (aiōnios g166)
14 Och detta är den fasta tillförsikt vi hava till honom, att om vi bedja om något efter hans vilja, så hör han oss.
୧୪ପର୍‌ମେସର୍‌କେ ପାର୍‌ତନା କର୍‌ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍‌ ମନ୍‍ କଲା ଇସାବେ ଆମେ କାଇଟା ମାଙ୍ଗ୍‌ଲେ ମିସା ସେ ଆମ୍‌କେ ଦେଇସି ।
15 Och om vi veta att han hör oss, vadhelst vi bedja om, så veta vi ock att vi redan hava det som vi hava bett honom om i vår bön.
୧୫ଜେଡେବେଲେ ଆମେ ତାକେ ମାଙ୍ଗ୍‌ଲେ, ସେ ଆମର୍‌ କାତା ସୁନ୍‌ସି । ଆମେ ତାକେ ପାର୍‌ତନାଇ ଜାଇଟା ମାଙ୍ଗ୍‌ଲେ ସେଟା ଆମ୍‌କେ ଦେଇସି ।
16 Om någon ser sin broder begå en synd som icke är en synd till döds, då må han bedja, och så skall han giva honom liv, om nämligen synden icke är till döds. Det finnes synd till döds; för sådan säger jag icke att man skall bedja.
୧୬ଜଦି ତମର୍‌ ସଙ୍ଗର୍‌ ବିସ୍‌ବାସି ବାଇ ପାପ୍‌କଲାନି ବଲି ଜାନ୍‌ଲେ, ଆରି ସେ ପାପ୍‌, ଲକ୍‌କେ ପର୍‌ମେସରର୍‌ ଟାନେଅନି ସବୁଦିନର୍‌ପାଇ ବେଗଲ୍‌ବା ପାରା ପାପ୍‌ ନଇଲେ, ସେ ଲକ୍‌କେ ରକିଆ କର ବଲି ତାକେ ଗୁଆରି କର୍‌ବାର୍‌ ଆଚେ । ଆରି ପର୍‌ମେସର୍‌ ସେ ଲକ୍‌କେ କେମାକରି ରକିଆ କର୍‌ସି । ଏଟା ଜେନ୍ତାରି ପାପ୍‌ ଜନ୍‍ଟା ମରନର୍‍ ବାଟେ ଲକ୍‍ମନ୍‍କେ ନ ଡାକିନେଏ, ସେନ୍ତାରି ପାପର୍‍ ପାଇ । ମାତର୍‍ ପର୍‌ମେସରର୍‌ ଟାନେଅନି ସବୁଦିନର୍‌ପାଇ ବେଗଲ୍‌ବା ପାରା ପାପର୍‍ ପାଇ, ତମେ ତାକେ ଗୁଆରି କରା ବଲି ମୁଇ କଇ ନାଇ ।
17 All orättfärdighet är synd; dock finnes det synd som icke är till döds.
୧୭ସବୁ ରକାମର୍‌ ବୁଲ୍‌ କାମ୍‌ ପାପ୍‌ସେ । ମାତର୍‌ ସବୁ ରକାମର୍‍ ପାପ୍‌ ମରନର୍‍ ବାଟେ ନ ଡାକିନେଏ ।
18 Vi veta om var och en som är född av Gud att han icke syndar, ty den som har blivit född av Gud, han tager sig till vara, och den onde kommer icke vid honom.
୧୮ଆମେ ଜାନିଆଚୁ, ଜେ ପର୍‌ମେସରର୍‌ ପିଲା ଅଇଗାଲା ଆଚେ, ସେ ପାପ୍‌କାମ୍‌ କରିଲାଗି ନ ରଏ । କାଇକେବଇଲେ ପର୍‌ମେସରର୍‌ ପଅ ତାକେ ଦେକାରକା କର୍‍ସି । ଆରି ସଇତାନ୍‌ ଜେ କି ସବୁ ରକାମ୍‌ କାରାପ୍‌ କାମ୍‌ କରାଇସି, ତାକେ କାଇଟା କରିନଏଁ ।
19 Vi veta att vi äro av Gud, och att hela världen är i den ondes våld.
୧୯ଆମେ ଜାନିଆଚୁ, ଆମେ ପର୍‌ମେସରର୍‌ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍‌ ସେମନ୍‌କେ ସାସନ୍‌ କଲାନି ।
20 Och vi veta att Guds Son har kommit och givit oss förstånd, så att vi kunna känna den Sanne; och vi äro i den Sanne, i hans Son, Jesus Kristus. Denne är den sanne Guden och evigt liv. (aiōnios g166)
୨୦ଆମେ ଏଟା ମିସା ଜାନିଆଚୁ ଜେ, ତାର୍‌ ପଅ ଏ ଜଗତେ ଆଇଲା ଆରି ଆମ୍‌କେ ସତ୍‌ ପର୍‌ମେସର୍‌କେ ଜାନାଇଲା । ଏ ସତ୍‌ ପର୍‌ମେସରର୍‌ ସଙ୍ଗ୍‍ ଆମେ ମିସିକରିଆଚୁ । କାଇକେବଇଲେ ତାର୍‌ ପଅ ଜିସୁକିରିସ୍‌ଟର୍‍ ସଙ୍ଗ୍‍ ଆମେ ମିସିଆଚୁ । ସେ ସେ ସତ୍‌ ପର୍‌ମେସର୍‌ ଆରି ସେ ସେ ଲକ୍‌ମନ୍‌କେ ନ ସାର୍‌ବା ଜିବନ୍‌ ଦେଇସି । (aiōnios g166)
21 Kära barn, tagen eder till vara för avgudarna.
୨୧ଏ ମର୍‌ ଆଲାଦର୍‌ ପିଲାଟକିମନ୍‌, ମିଚ୍‌ ପୁତ୍‍ଲାମନର୍‌ ଟାନେଅନି ଦୁରିକେ ରୁଆ ।

< 1 Johannesbrevet 5 >