< Luka 1 >
1 Mheshimiwa Theofilo: Watu wengi wamejitahidi kuandika juu ya mambo yale yaliyotendeka kati yetu.
୧ଏ ତିଅପିଲ୍ ମଆସୟ, ଆମର୍ ବିତ୍ରେ ଜନ୍ ସବୁ ଗଟ୍ନା ଗଟ୍ଲା, ସେସବୁ ଲେକ୍ବାକେ ବେସି ଲକ୍ ଚେସ୍ଟା କଲାଇ ।
2 Waliandika kama tulivyoelezwa na wale walioyaona kwa macho yao tangu mwanzo, na waliotangaza ujumbe huo.
୨ଆରାମ୍ ଅଇଲା ମୁଲେ, ଜେଜେ ଏ ସବୁ ଦେକିରଇଲାଇ ଆରି ସୁବ୍ କବର୍ ବିନ୍ ଲକ୍ମନ୍କେ ଜାନାଇଲାଇ, ସେମନ୍ ଆମ୍କେ କଇଲା ଇସାବେ ଲେକ୍ଲାଇ ।
3 Inafaa nami pia, Mheshimiwa, baada ya kuchunguza kwa makini mambo yote tangu mwanzo, nikuandikie kwa mpango,
୩ତେବର୍ପାଇ ଏ ମାନନିୟ ତିୟପିଲ୍. ପୁର୍ବେଅନି ଟିକିନିକି କଜ୍ଲଡ୍କରି ତେଇ ସବୁଜାକ ରିତିିନିତି ସଙ୍ଗ୍ ଅଇଲାଟା ତମର୍ପାଇ ମୁଇ ଲେକ୍ବିଆକା ବଲି ମନ୍କଲି ।
4 ili nawe uweze kujionea mwenyewe ukweli wa mambo yale uliyofundishwa.
୪ଜେନ୍ତି ତୁଇ ସବୁ ବିସଇର୍ ସିକିଆ ପାଇଆଚୁସ୍, ସେ ସିକିଆର୍ ପୁରାପୁରୁନ୍ ସତ୍ ପାଇପାରୁସ୍ ।
5 Wakati Herode alipokuwa mfalme wa Yudea, kulikuwa na kuhani mmoja jina lake Zakaria, wa kikundi cha Abia. Mke wake alikuwa anaitwa Elisabeti, naye alikuwa wa ukoo wa kuhani Aroni.
୫ଜିଉଦା ଦେସର୍ ରାଜା ଏରଦର୍ ବେଲେ, ଅବିୟ ପୁଜାରି ଦଲେ ଜିକରିୟ ନାଉଁର୍ ଗଟେକ୍ ପୁଜାରି ରଇଲା । ତାର୍ ମାଇଜି ଏଲିସାବେତ୍ । ସେ ଆରଣ୍ ବଁସର୍ ରଇଲା ।
6 Wote wawili walikuwa wanyofu mbele ya Mungu, wakiishi kwa kufuata amri na maagizo yote ya Bwana bila lawama.
୬ପର୍ମେସରର୍ ଦେକ୍ବା ଇସାବେ ସେମନ୍ ଦୁଇଲକ୍ ଜାକ ମାପ୍ରୁର୍ ସବୁ ଆଦେସ୍, ବିଦି ଇସାବେ କରତେରଇଲାଇ ।
7 Lakini hawakuwa wamejaliwa watoto kwa vile Elisabeti alikuwa tasa, nao wote wawili walikuwa wazee sana.
୭ମାତର୍ ସେମନ୍କେ ପିଲାଜିଲା ନ ରଇଲା । କାଇକେ ବଇଲେ ଏଲିସାବେତ୍ ବାଞ୍ଜି ରଇଲା । ଆରି ସେମନ୍ ଡକ୍ରା ଡକ୍ରି ଅଇଜାଇରଇଲାଇ ।
8 Siku moja, ilipokuwa zamu yake ya kutoa huduma ya ukuhani mbele ya Mungu,
୮ଦିନେକ୍ ଜିକରିୟ ନିଜର୍ ଦଲର୍ ପାଲି ଇସାବେ, ଜିଉଦିମନର୍ ମନ୍ଦିରେ ପୁଜାରି କାମ୍ କର୍ବାବେଲେ,
9 Zakariya alichaguliwa kwa kura, kama ilivyokuwa desturi, kuingia hekaluni ili afukize ubani.
୯ରିତିନିତି ଇସାବେ ଜିକରିୟର୍ ନାଉଁ କେଡ୍ ପୁଟ୍ଲାଜେ ତାକେ ମାପ୍ରୁର୍ ମନ୍ଦିରେ ଜାଇକରି ବେଦିଟାନେ ଦୁପ୍ ଦେବାକେ ପଡ୍ଲା ।
10 Watu, umati mkubwa, walikuwa wamekusanyika nje wanasali wakati huo wa kufukiza ubani.
୧୦ଆରି ଦୁପ୍ ଦେବାବେଲେ ଲକ୍ମନ୍ ବାଇରେ ପାର୍ତନା କର୍ତେ ରଇଲାଇ ।
11 Malaika wa Bwana akamtokea humo ndani, akasimama upande wa kulia wa madhabahu ya kufukizia ubani.
୧୧ସେଡ୍କିବେଲେ ଏଦେ ଦେକା! ମାପ୍ରୁର୍ ଗଟେକ୍ ଦୁତ୍ ଦୁପ୍ ଦେବା ବେଦିର୍ ଉଜାବାଟେ ଟିଆଅଇ ତାକେ ଦର୍ସନ୍ ଦେଲା ।
12 Zakariya alipomwona alifadhaika, hofu ikamwingia.
୧୨ଜିକରିୟ ତାକେ ଦେକି କିଲ୍ବିଲ୍ ଅଇ ଡରିଗାଲା ।
13 Lakini malaika akamwambia, “Zakariya, usiogope, kwa maana sala yako imesikilizwa, na Elisabeti mkeo atakuzalia mtoto wa kiume, nawe utampa jina Yohane.
୧୩ମାତର୍ ଦୁତ୍ ତାକେ କଇଲା, “ଜିକରିୟ ଡର୍ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍ମେସର୍ ସୁନିଆଚେ । ତର୍ ମାଇଜି ଏଲିସାବେତ୍ ଗଟେକ୍ ପିଲା ଜନମ୍ ଦେଇସି । ତମେ ତାକେ ଜଅନ୍ ବଲି ନାଉଁ ଦିଆସ୍ ।
14 Utakuwa na furaha kubwa na watu wengi watashangilia kwa sababu ya kuzaliwa kwake.
୧୪ସେ ତମର୍ ପାଇ ବେସି ସାର୍ଦା ଆନ୍ସି ଆରି କେତେ କେତେ ଲକ୍ମନ୍ ତାର୍ ଜନମେ ସାର୍ଦା କର୍ବାଇ ।
15 Atakuwa mkuu mbele ya Bwana. Hatakunywa divai wala kileo, atajazwa Roho Mtakatifu tangu tumboni mwa mama yake.
୧୫ମାପ୍ରୁର୍ ଦେକ୍ବା ଇସାବେ ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି । ସେ ଆମଟ୍ ଅଇଜାଇରଇବା ଅଙ୍ଗୁର୍ ରସ୍ କି ନିସା ଜିନିସ୍ ମୁଲ୍କେ ନ କାଏ ଆରି ମାଆର୍ ଗର୍ବେ ଅନି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ଆଇସି ।
16 Atawaelekeza wengi wa watu wa Israeli kwa Bwana Mungu wao.
୧୬ଆରି ଇସ୍ରାଏଲ୍ ଲକ୍ମନର୍ ବିତ୍ରେ ଅନି କେତେ କେତେ ଲକ୍ମନ୍କେ ମାପ୍ରୁ ତାର୍ ପର୍ମେସରର୍ ଟାନେ ବାଉଡାଇସି ।
17 Atamtangulia Bwana akiongozwa na nguvu na roho kama Eliya. Atawapatanisha kina baba na watoto wao; atawafanya wasiotii wawe na fikira za uadilifu, na hivyo amtayarishie Bwana watu wake.”
୧୭ସେ ବବିସତ୍ବକ୍ତା ଏଲିୟର୍ ଆତ୍ମାଇ ବପୁଅଇ ପର୍ମେସରର୍ ଆଗ୍ତୁ ଜାଇସି । ବାବାମନର୍ ମନ୍ ପିଲାମନର୍ଟାନେ ବାଉଡାଇସି । ପର୍ମେସରର୍ କାତା ନ ମାନ୍ବା ଲକ୍ମନ୍କେ ଦରମ୍ ଲକ୍ମନ୍ ଚିନ୍ତା କର୍ବା ଟାନେ ବାଉଡାଇସି । ଆରି ପର୍ମେସରର୍ ଲକ୍ମନ୍କେ ତାର୍ ପାଇ ଜାଗ୍ରତ୍ କରାଇସି ।”
18 Zakariya akamwambia huyo malaika, “Ni kitu gani kitakachonihakikishia jambo hilo? Mimi ni mzee, hali kadhalika na mke wangu.”
୧୮ତେଇ ଜିକରିୟ ଦୁତ୍କେ କଇଲା, “ତମେ କଇବାଟା ସତ୍ ଅଇସି ବଲି ମୁଇ କେନ୍ତି ଜାନ୍ବି? କାଇକେବଇଲେ ମୁଇତା ଡକ୍ରା ଅଇଗାଲିବେ, ଆରି ମର୍ ମାଇଜି ମିସା ଡକ୍ରି ଅଇଗାଲାନି ।”
19 Malaika akamjibu, “Mimi ni Gabrieli, nisimamaye mbele ya Mungu, na nimetumwa niseme nawe, nikuletee hii habari njema.
୧୯ଦୁତ୍ ତାକେ କଇଲା “ମୁଇ ଗାବ୍ରିଏଲ୍, ମୁଇ ପର୍ମେସରର୍ ମୁଆଟେ ଟିଆ ଅଇରଇବା ଦୁତ୍, ତମ୍କେ ଏ କବର୍ ଜାନାଇବାକେ ମକେ ପାଟାଇଆଚେ ।
20 Sikiliza, utakuwa bubu kwa sababu huyasadiki haya maneno yatakayotimia kwa wakati wake. Hutaweza kusema mpaka hayo niliyokuambia yatakapotimia.”
୨୦ଦେକ୍, ଏ ସବୁ ନ ଅଇବା ଦିନ୍ ଜାକ ତୁଇ ଗୁଲାଅଇ ରଇସୁ । କାଇକେବଇଲେ ମର୍ ସବୁ ବାକିଅ ସମାନ୍ ବେଲାଇସେ ପୁରାପୁରୁନ୍ ଅଇସି । ସେଟା ସବୁ ତୁଇ ବିସ୍ବାସ୍ କୁରୁସ୍ ନାଇ ।”
21 Wakati huo, wale watu walikuwa wanamngoja Zakariya huku wakishangaa juu ya kukawia kwake Hekaluni.
୨୧ଏତ୍କି ଅଇବା ବିତ୍ରେ ଲକ୍ମନ୍ ଜିକରିୟକେ ବାଇରେ ଜାଗିରଇଲାଇ ଆରି ଦେଉଲେ ତାର୍ ଅଲ୍ସମ୍ ଅଇଲାଜେ ସେମନ୍ କାବାଅଇ ଜାଇତେରଇଲାଇ ।
22 Alipotoka nje, hakuweza kusema nao. Ikawa dhahiri kwao kwamba alikuwa ameona maono Hekaluni. Lakini akawa anawapa ishara kwa mikono, akabaki bubu.
୨୨ମାତର୍ ଜିକରିୟ ବାରଇ ଆସି ଲକ୍ମନର୍ ସଙ୍ଗ୍ କାତାଅଇ ନାପାର୍ଲା, ତେଇ ସେ ଦେଉଲେ ଦର୍ସନ୍ ପାଇଆଚେ ବଲି ଲକ୍ମନ୍ ବୁଜ୍ଲାଇ ଆରି ସେ ଲକ୍ମନ୍କେ ଆତ୍ ସଗିଆ କରି ଜାନାଇବାର୍ ଦାର୍ଲା ଆରି ଗୁଲାଅଇକରି ରଇଲା ।
23 Zamu yake ya kuhudumu ilipokwisha, alirudi nyumbani.
୨୩ଜିକରିୟ ତାର୍ ସେବା କର୍ବା ପାଲି ଦିନ୍ ସବୁ ସାର୍ଲା ପଚେ ତାର୍ ଗରେ ଉଟିଗାଲା ।
24 Baadaye Elisabeti mkewe akapata mimba. Akajificha nyumbani kwa muda wa miezi mitano, akisema:
୨୪ଏତ୍କି ଅଇ କେତେକ୍ ଦିନ୍ ଗାଲା ପଚେ ତାର୍ ମାଇଜି ଏଲିସାବେତ୍ ଗାଗ୍ଡେ ଅଇଲା ଆରି ସେ ପାଁଚ୍ ମାସ୍ ଜାକ କାକେ ନ ଜାନାଇ ଗରେସେ ରଇଲା ।
25 “Hivi ndivyo alivyonitendea Bwana; ameniangalia na kuniondolea aibu niliyokuwa nayo mbele ya watu.”
୨୫ତାର୍ପଚେ ଏଲିସାବେତ୍ କଇଲା, “ଲକ୍ମନର୍ ଜେଞ୍ଜେଟ୍ କର୍ବାଟା ଦୁର୍ କର୍ବାକେ ସାରାସାରି ମକେ ଦୟା କରି ମାପ୍ରୁ ଏନ୍ତାରି କଲାଆଚେ ।”
26 Mnamo mwezi wa sita, malaika Gabrieli alitumwa na Mungu aende kwenye mji uitwao Nazareti huko Galilaya,
୨୬ଏଲିସାବେତ୍ ଗାଗ୍ଡେଅଇ ଚ ମାସ୍ ଅଇଲାକେ, ପର୍ମେସର୍ ଗାବ୍ରିଏଲ୍ ଦୁତ୍କେ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ନଅରେ ଗଟେକ୍ ଦାଙ୍ଗ୍ଡିର୍ ଟାନେ ପାଟାଇଲା ।
27 kwa msichana mmoja aitwaye Maria, mchumba wa mtu mmoja jina lake Yosefu, wa ukoo wa Daudi.
୨୭ସେ ଦାଙ୍ଗ୍ଡିର୍ ନାଉଁ ମରିୟମ୍, ଦାଉଦ୍ ବଁସର୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା ସଙ୍ଗ୍ ତାର୍ ମାଙ୍ଗ୍ନି ଅଇରଇଲା ।
28 Malaika akamwendea, akamwambia, “Salamu Maria! Umejaliwa neema nyingi! Bwana yu pamoja nawe.”
୨୮ଦୁତ୍ ମରିୟମର୍ ଲଗେ ଆସି କଇଲା, “ଏ ନୁନି, ମାପ୍ରୁ ତକେ ଦୟାକଲା ଆଚେ, ଆରି ତର୍ସଙ୍ଗ୍ ଆଚେ ।”
29 Maria aliposikia maneno hayo alifadhaika sana, akawaza: maneno haya yanamaanisha nini?
୨୯ମରିୟମ୍ ସରଗର୍ ଦୁତ୍ କଇଲା ବାକିଅ ସୁନ୍ଲା ଆରି କାଇଟା ବୁଜିନାପାରି ଉଡୁକ୍ ଦୁଡୁକ୍ ଅଇଜାଇକରି, ବାବିବାବି ରଇଲା ।
30 Malaika akamwambia, “Usiogope Maria, kwa maana Mungu amekujalia neema.
୩୦ଦୁତ୍ ତାକେ କଇଲା, “ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ ।
31 Utachukua mimba, utamzaa mtoto wa kiume na utampa jina Yesu.
୩୧ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା ।
32 Yeye atakuwa mkuu na ataitwa Mwana wa Mungu Mkuu. Bwana Mungu atampa kiti cha mfalme Daudi, babu yake.
୩୨ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ପଅ ବଲି କଇବାଇ, ସରଗର୍ ମାପ୍ରୁ ତାକେ, ତାର୍ ଆନିଦାଦି ଦାଉଦର୍ ପାରା ରାଜା କରାଇସି ।
33 Kwa hivyo atautawala ukoo wa Yakobo milele, na ufalme wake hautakuwa na mwisho.” (aiōn )
୩୩ସେ କାଲ୍କାଲ୍ ଜୁଗ୍ଜୁଗ୍ ଇସ୍ରାଏଲ୍ ଲକ୍ମନ୍କେ ସାସନ୍ କର୍ସି । ତାର୍ ରାଇଜ୍ କେବେ ନ ସାରେ ।” (aiōn )
34 Maria akamjibu, “Yatawezekanaje hayo, hali mimi ni bikira?”
୩୪ମରିୟମ୍ ଦୁତ୍କେ କଇଲା, “ଏଟା କେନ୍ତି ଅଇସି? ମୁଇତା ମୁନୁସ୍କେ ନାଜାନି!”
35 Malaika akamjibu, “Roho Mtakatifu atakushukia, na uwezo wake Mungu Mkuu utakujia kama kivuli; kwa sababu hiyo, mtoto atakayezaliwa ataitwa Mtakatifu, Mwana wa Mungu.
୩୫ଦୁତ୍ ତାକେ କଇଲା, “ସୁକଲ୍ ଆତ୍ମା ଆସି ତକେ ଡାବି ଅଇସି, ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ବପୁ ତକେ ଗୁଡିଆଇ ଅଇସି, ତେବର୍ପାଇ ଜେ ଜାତ୍ ଅଇସି, ସେ ସୁକଲ୍ ପର୍ମେସରର୍ ପଅ ବଲି ଡାକ୍ପୁଟା ଅଇସି ।”
36 Ujue pia kwamba hata Elisabeti, jamaa yako, naye amepata mimba ingawa ni mzee, na sasa ni mwezi wa sita kwake yeye ambaye watu walimfahamu kuwa tasa.
୩୬ଆରି ଦେକ୍, ତର୍ ଲାଗାର୍ ଲିତାର୍ ଏଲିସାବେତ୍ ମିସା ଡକ୍ରି ବେଲେ ଗାଗ୍ଡେ ଆଚେ, ଜାକେ ଲକ୍ମନ୍ ବାଞ୍ଜି ବଲି କଇତେରଇଲାଇ । ତାକେ ଏବେ ଚ ମାସ୍ ଅଇଲାନି ।
37 Kwa maana hakuna jambo lisilowezekana kwa Mungu.”
୩୭କାଇକେବଇଲେ ପର୍ମେସରର୍ଟାନେ କାଇଟା ମିସା ନ ଅଇବା କାମ୍ ନାଇ, ବଲି କଇଲା ।
38 Maria akasema, “Mimi ni mtumishi wa Bwana, nitendewe kama ulivyosema.” Kisha yule malaika akaenda zake.
୩୮ତେଇ ମରିୟମ୍ କଇଲା, “ଦେକା, ମୁଇ ଗଟେକ୍ ମାପ୍ରୁର୍ ଦାସି, ତମେ କଇବା ଇସାବେ ମକେ ଅ ।” ତାର୍ପଚେ ଦୁତ୍ ତାର୍ଟାନେଅନି ଉଟିଗାଲା ।
39 Siku kadhaa baadaye, Maria alifunga safari akaenda kwa haraka hadi mji mmoja ulioko katika milima ya Yuda.
୩୯ସେଡ୍କିବେଲେ ମରିୟମ୍ ବାରଇକରି ଜିଉଦା ରାଇଜର୍ ଡଙ୍ଗର୍ ଜାଗାର୍ ଗଟେକ୍ ନଅରେ ଉଟିଗାଲା ।
40 Huko, aliingia katika nyumba ya Zakariya, akamsalimu Elisabeti.
୪୦ତେଇ ଜିକରିୟର୍ ଗରେ ପୁରିକରି ସେ ଏଲିସାବେତ୍କେ ଜୁଆର୍ କଲା ।
41 Mara tu Elisabeti aliposikia sauti ya Maria, mtoto mchanga tumboni mwake Elisabeti akaruka. Naye Elisabeti akajazwa Roho Mtakatifiu,
୪୧ମରିୟମ୍ ଜୁଆର୍କଲାଟା ସୁନ୍ଲା ଦାପ୍ରେ ଏଲିସାବେତର୍ ଗର୍ବେ, ପିଲା ସାର୍ଦା ଅଇ ଡେଗଇଲା ଆରି ଏଲିସାବେତ୍ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇଲା ।
42 akasema kwa sauti kubwa, “Umebarikiwa kuliko wanawake wote, naye utakayemzaa amebarikiwa.
୪୨ଏଲିସାବେତ୍ ଆଉଲି ଅଇକରି କଇଲା, “ତୁଇ ସବୁ ମାଇଜିମନର୍ ବିତ୍ରେ ଅନି କେଡେକ୍ ନିକ କରମର୍ ଲକ୍! ତର୍ ଗରବର୍ ପିଲାର୍ ମିସା କେଡେକ୍ କରମ୍!
43 Mimi ni nani hata mama wa Bwana wangu afike kwangu?
୪୩ମୁଇ କେ ଜେ ମର୍ ମାପ୍ରୁର୍ ମାଆ, ମକେ ଦେକ୍ବାର୍ ଆଇଲା ଆଚେ?
44 Nakwambia, mara tu niliposikia sauti yako, mtoto mchanga tumboni mwangu aliruka kwa furaha.
୪୪କାଇକେବଇଲେ, ଦେକ୍, ତୁଇ ଜୁଆର୍କଲାଟା ସୁନ୍ଲା ଦାପ୍ରେ ମର୍ ଗରବର୍ ପିଲା ସାର୍ଦା ଅଇ ଡେଗଇଲା ।
45 Heri yako wewe uliyesadiki kwamba yatatimia yale Bwana aliyokwambia.”
୪୫ଜେ ବିସ୍ବାସ୍ କର୍ସି ତାର୍ କେଡେକ୍ ନିମାନ୍ କରମ୍, କାଇକେବଇଲେ ମାପ୍ରୁ ତାକେ ଜାଇଜାଇଟା କୁଆଅଇଲାଆଚେ, ସେ ସବୁଜାକ ଅଇସି ଆକା ।”
୪୬ତେଇ ମରିୟମ୍ କଇଲା, “ମର୍ ଜିବନ୍ ମର୍ ମାପ୍ରୁର୍ ମଇମା କଲାନି ।
47 “Moyo wangu wamtukuza Bwana, roho yangu inafurahi kwa sababu ya Mungu Mwokozi wangu.
୪୭ଆରି ମର୍ ଆତ୍ମା ମର୍ ରକିଆକାରି ପର୍ମେସରର୍ଟାନେ ସାର୍ଦା କଲାନି ।
48 Kwa kuwa amemwangalia kwa huruma mtumishi wake mnyenyekevu. Hivyo tangu sasa watu wote wataniita mwenye heri.
୪୮କାଇକେବଇଲେ ସେ ମର୍ପାରା କାକୁର୍ତିଆନିକେ ନିଜର୍ ଗତିଦାଙ୍ଗ୍ଡି ବଲି ଏତାଇଲା ଆଚେ । ଆରି ଦେକା ଆଜିଅନି କାଲ୍କାଲ୍ ଜୁଗ୍ଜୁଗ୍, ସବୁ ଲକ୍ ମକେ ପର୍ମେସରର୍ ତେଇଅନି ଆସିର୍ବାଦ୍ ମିଲ୍ଲା ଲକ୍ ବଲି କଇବାଇ ।
49 Kwa kuwa Mwenyezi Mungu amenitendea makuu, jina lake ni takatifu.
୪୯କାଇକେବଇଲେ ସବୁର୍ଟାନେଅନି ବପୁର୍ ମାପ୍ରୁ, ମର୍ପାଇ କାବାଅଇଜିବା କାମ୍ କଲାଆଚେ, ତାର୍ ନାଉଁ ସୁକଲ୍ ।
50 Huruma yake kwa watu wanaomcha hudumu kizazi hata kizazi.
୫୦ଆରି ଜନ୍ ଲକ୍ମନ୍ ତାକେ ଡରିକରି ରଇବାଇ, ଜୁଗେ ଜୁଗେ ସେ ସେମନ୍କେ ଦୟା କର୍ସି ।
51 Amefanya mambo makuu kwa mkono wake: amewatawanya wenye kiburi katika mawazo ya mioyo yao;
୫୧ସେ ତାର୍ ନିଜର୍ ବପୁର୍ ଆତ୍ ଦେକାଇଆଚେ, ସେ ଆଁକାର୍ ଲକ୍ମନ୍କେ ସେମନର୍ ମନେ ବାବ୍ନା କଲାଟା ଚିନ୍ଚତର୍ କଲା ଆଚେ ।
52 amewashusha wenye nguvu kutoka vitu vyao vya enzi, akawakweza wanyenyekevu.
୫୨ସେ ବଡ୍ ବଡ୍ ରାଜାମନ୍କେ ସେମନ୍ ରଇବାଟାନେଅନି ଉତ୍ରାଇ ଦେଲା ଆଚେ, ଆରି କାକୁର୍ତିଆମନ୍କେ ଉପ୍ରେ ଉଟାଇ ଆଚେ ।
53 Wenye njaa amewashibisha mema, matajiri amewaacha waende mikono mitupu.
୫୩ସେ ବୁକର୍ ଲକ୍ମନ୍କେ ନିକ ନିକ ବିସଇ ଦେଇ ସାର୍ଦା କରାଇ ଆଚେ, ସାଉକାର୍ଲକ୍ମନ୍କେ ଚୁଚା ଆତେ ବାଉଡାଇଦେଇ ଆଚେ ।
54 Amemsaidia Israeli mtumishi wake, akikumbuka huruma yake.
୫୪ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇରଇଲା, ସେଟା ପୁରାପୁରୁନ୍ କଲା ଆରି ତାର୍ ନିଜର୍ ଚାକର୍ ଇସ୍ରାଏଲର୍ ଉପ୍କାର୍ କରି ଆଚେ ।
55 Kama alivyowaahidia wazee wetu Abrahamu na wazawa wake hata milele.” (aiōn )
୫୫ସେ ଅବ୍ରାଆମ୍ ଆରି ତାର୍ ନାତିମନ୍କେ ତାର୍ ଦୟା କାଲ୍କାଲ୍ ଜୁଗ୍ଜୁଗ୍ ଏତାଅତ୍ବଲି ଦେକାଇଲା ଆଚେ ।” (aiōn )
56 Maria alikaa na Elisabeti kwa muda upatao miezi mitatu, halafu akarudi nyumbani kwake.
୫୬ଆରି ମରିୟମ୍ ତିନ୍ ମାସ୍ ପାରା ଏଲିସାବେତର୍ ସଙ୍ଗ୍ ରଇ ନିଜର୍ ଗରେ ବାଉଡି ଗାଲା ।
57 Wakati wa kujifungua kwake Elisabeti ulifika, akajifungua mtoto wa kiume.
୫୭ପଚେ ଏଲିସାବେତର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲାଜେ, ସେ ଗଟେକ୍ ପିଲା ଜନମ୍ ଦେଲା ।
58 Jirani na watu wa jamaa yake walipopata habari kwamba Bwana amemwonea huruma kubwa, walifurahi pamoja naye.
୫୮ଆରି ମାପ୍ରୁଜେ ତାକେ ଦୟା କଲାଆଚେ, ଏଟା ସୁନି ଜିକରିୟର୍ ଲାଗାର୍ଲିତାର୍ ଲକ୍ ଆରି ଗତିଆ କୁଟୁମ୍ ତାକର୍ ସଙ୍ଗ୍ ସାର୍ଦା କର୍ବାର୍ ଦାର୍ଲାଇ ।
59 Halafu siku ya nane walifika kumtahiri mtoto, wakataka kumpa jina la baba yake, Zakariya.
୫୯ଆଟ୍ ଦିନ୍ ଗାଲାପଚେ ଲକ୍ମନ୍ ପିଲାର୍ ସୁନତ୍ଟାନେ ଆଇଲାଇ ଆରି ତାର୍ ବାବାର୍ ନାଉଁ ଇସାବେ ପିଲାର୍ ନାଉଁ ମିସା ଜିକରିୟ ଦେବାକେ ମନ୍କଲାଇ ।
60 Lakini mama yake akasema, “La, sivyo, bali ataitwa Yohane.”
୬୦ମାତର୍ ଏଲିସାବେତ୍ କଇଲା, “ନାଇ ତାର୍ ନାଉଁ ଜଅନ ଦିଆ ଅ ।”
61 Wakamwambia, “Mbona hakuna yeyote katika ukoo wake mwenye jina hilo?”
୬୧ଲକ୍ମନ୍ ତାକେ କଇଲାଇ “ତମର୍ ବଁସ୍ ବିତ୍ରେ ତା ଏନ୍ତାରି ନାଉଁର୍ ଲକ୍ କେ ମିସା ନାଇ ।”
62 Basi, wakamwashiria baba yake wapate kujua alitaka mtoto wake apewe jina gani.
୬୨ତେଇ ସେମନ୍ ପିଲାକେ କାଇ ନାଉଁ ଦେଉଁ ବଲି ମନ୍ କଲୁସ୍ନି? ସେଟା ଜିକରିୟକେ ଆତ୍ ଦେକାଇକରି ପାଚାର୍ବାର୍ ଦାର୍ଲାଇ ।
63 Naye akaomba kibao cha kuandikia, akaandika hivi: “Yohane ndilo jina lake.” Wote wakastaajabu.
୬୩ସେଡ୍କିବେଲେ ଜିକରିୟ ଲକ୍ମନ୍କେ ଗଟେକ୍ ଲେକ୍ବା ପାଟା ମାଙ୍ଗ୍ଲା ଆରି “ଏଦେ ଦେକା! ତାର୍ ନାଉଁ ଜଅନ୍!” ବଲି ଲେକ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।
64 Papo hapo midomo na ulimi wake Zakariya vikafunguliwa, akawa anaongea akimsifu Mungu.
୬୪ସେଡ୍କି ଦାପ୍ରେ ଜିକରିୟର୍ ଟଣ୍ଡ୍ ପୁଟ୍ଲା, ସେ ଆରି ତରେକ୍ କାତା ଅଇ ପର୍ମେସର୍କେ ମଇମା କର୍ବାର୍ ଦାର୍ଲା ।
65 Hofu ikawaingia jirani wote, na habari hizo zikaenea kila mahali katika milima ya Yudea.
୬୫ତାର୍ ଲଗର୍ ପାକର୍ ଲକ୍ମନ୍ ଡରିଗାଲାଇ, ଆରି ଏସବୁ କାତା ଜିଉଦା ରାଇଜର୍ ଡଙ୍ଗର୍ ଜାଗାର୍ ସବୁ ବାଟର୍ ଲକ୍ମନ୍ କୁଆବଲା ଅଇଲାଇ ।
66 Wote waliosikia mambo hayo waliyatafakari mioyoni mwao wakisema: “Mtoto huyu atakuwa mtu wa namna gani?” Maana, hakika nguvu ya Bwana ilikuwa pamoja naye.
୬୬ଆରି ସୁନିରଇବା ସବୁ ଲକ୍ମନ୍ କାବା ଅଇକରି, ମନେ ମନେ ବାବ୍ଲାଇ, ତେବେ ଏ ପିଲା କାଇଟା ଅଇସି? କାଇକେବଇଲେ ମାପ୍ରୁର୍ ବପୁ ପିଲାର୍ସଙ୍ଗ୍ ଆଚେ ବଲି ସବୁକେ ଜାନାପଡ୍ଲା ।
67 Zakariya, baba yake mtoto, akajazwa Roho Mtakatifu, akatamka ujumbe wa Mungu:
୬୭ଆରି ଜଅନର୍ ବାବା ଜିକରିୟ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ପର୍ମେସରର୍ କବର୍ କଇବାର୍ ଦାର୍ଲା ।
68 “Asifiwe Bwana Mungu wa Israeli, kwani amekuja kuwasaidia na kuwakomboa watu wake.
୬୮“ଆସା ଆମେ ଇସ୍ରାଏଲର୍ ମାପ୍ରୁକେ ଦନିଅବାଦ୍ ଦେଉ କାଇକେବଇଲେ ସେ ତାର୍ ନିଜର୍ ଲକ୍ମନ୍କେ ଦୟାକରି ମୁକ୍ଲାଇସି ।
69 Ametupatia Mwokozi shujaa, mzawa wa Daudi mtumishi wake.
୬୯ତାର୍ ନିଜର୍ ଗତିଦାଙ୍ଗ୍ଡା ଦାଉଦର୍ କୁଟୁମେ ଅନି ଆମର୍ ପାଇ ଗଟେକ୍ ବପୁ ସଙ୍ଗର୍ ଉଦାର୍କାରିଆକେ ଦେଲା ଆଚେ ।
70 Aliahidi hapo kale kwa njia ya manabii wake watakatifu, (aiōn )
୭୦ପୁରବ୍ କାଲେଅନି ସୁକଲ୍ ରଇବା ନିଜର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି କାତା ଦେଇ ଜେନ୍ତି କଇରଇଲା, (aiōn )
71 kwamba atatuokoa mikononi mwa adui zetu na kutoka mikononi mwa wote wanaotuchukia.
୭୧ସେନ୍ତାରି ଆମ୍କେ ଇନ୍ କର୍ବା ସବୁ ସତ୍ରୁମନର୍ ଟାନେଅନି ମୁକ୍ଲାଇ ଆଚେ ।
72 Alisema atawahurumia wazee wetu, na kukumbuka agano lake takatifu.
୭୨ଜେନ୍ତି ସେ ଆମର୍ ଆନିଦାଦିମନର୍ପାଇ ଦୟା ଦେକାଇଆଚେ, ଆରି ସେମନର୍ ସଙ୍ଗ୍ କରିରଇବା ନିଜର୍ ସୁକଲ୍ ନିୟମ୍ ଏତାଇ ଆଚେ,
73 Kiapo alichomwapia Abrahamu baba yetu, ni kwamba atatujalia sisi
୭୩ଆମର୍ ପୁର୍ବର୍ ବାବା ଅବ୍ରାଆମ୍କେ ଜନ୍ କାତା ଦେଇରଇଲା ।
74 tukombolewe kutoka adui zetu, tupate kumtumikia bila hofu,
୭୪ଆରି ଜେନ୍ତାରିକି ସତ୍ରୁର୍ ଆତେଅନି ଉଦାର୍ ପାଇ ଆଚୁ ।
75 kwa unyofu na uadilifu mbele yake, siku zote za maisha yetu.
୭୫ଜେନ୍ତାରିକି ଆମେ ଜିବନ୍ସାରା ଦରମ୍ ସଙ୍ଗ୍, ସୁକଲ୍ ସଙ୍ଗ୍ ତାର୍ ସେବା କର୍ବାକେ, ଆମ୍କେ ଦୟା କର୍ସି ।
76 Nawe mwanangu, utaitwa, nabii wa Mungu Mkuu, utamtangulia Bwana kumtayarishia njia yake;
୭୬ଏ ମର୍ ନୁନା, ତୁଇ ସବୁର୍ ଉପ୍ରେ ରଇବା ପର୍ମେସରର୍ ଗଟେକ୍ ବବିସତ୍ବକ୍ତା ବଲି ଡାକ୍ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍ ଦୁତ୍ପାରା, ତାର୍ପାଇ ବାଟ୍ ତିଆର୍ କର୍ସୁ ।
77 kuwatangazia watu kwamba wataokolewa kwa kuondolewa dhambi zao.
୭୭ପାପ୍ଟାନେଅନି କେମା ପାଇକରି ଜେନ୍ତି କି ଉଦାର୍ ଅଇବାଇ, ସେ କାତା ଜାନାଇବାକେ ଜାଇସୁ ।
78 Mungu wetu ni mpole na mwenye huruma. Atasababisha pambazuko angavu la ukombozi litujie kutoka juu,
୭୮ଆମର୍ ପାଦ୍ ସାନ୍ତିର୍ ବାଟେ ଆନ୍ବାକେ, ଆମର୍ ପର୍ମେସରର୍ ଆଲାଦର୍ ଦୟାର୍ଲାଗି, ଆମର୍ପାଇ ସର୍ଗେଅନି ବେଲ୍ ତାରାସ୍ସି ।
79 na kuwaangazia wote wanaokaa katika giza kuu la kifo, aongoze hatua zetu katika njia ya amani.”
୭୯ସେ ପୁରାପୁରୁନ୍ ଆଲାଦର୍ ଦୟାର୍ଲାଗି ମାପ୍ରୁର୍ ଲକ୍ମନ୍କେ, ସେମନର୍ ପାପ୍ଟାନେଅନି ମୁକ୍ଲାଇବା ଗିଆନ୍ ଦେଇସୁ । ତାର୍ ବାଟ୍ ତିଆର୍ କର୍ବାକେ ମୁଲିଆଇସୁ ।”
80 Mtoto akakua, akapata nguvu rohoni. Alikaa jangwani mpaka alipojionyesha rasmi kwa watu wa Israeli.
୮୦ଆରି ଜଅନ୍ ବଡିକରି ଆତ୍ମାଇ ବପୁ ଅଇଲା ଆରି ଲକ୍ମନର୍ ଟାନେ ଜାନାଇ ନ ଅଇକରି କିନରା ଜାଗାମନ୍କେ ରଇତେ ରଇଲା । ପଚେ ସେ ଇସ୍ରାଏଲର୍ ଲକ୍ମନର୍ଟାନେ ବାକିଅ ସୁନାଇବାର୍ ଦାର୍ଲା ।