< Luka 24 >
1 Jumapili, alfajiri na mapema, wale wanawake walikwenda kaburini wakichukua yale manukato waliyotayarisha.
୧ଆଟର୍ ପର୍ତୁମ୍ ଦିନର୍ ସାକାଲେ, ମାଇଜିମନ୍ ସେମନ୍ ତିଆର୍ କରିରଇବା ବାସ୍ନା ଦିନ୍ସୁ ଆରି ବାସ୍ନା ଚିକନ୍ ଦାରି ଜିସୁର୍ ମଡ୍ ରଇଲା ପାଆରେ ଗାଲାଇ ।
2 Walikuta lile jiwe limeviringishwa mbali na kaburi.
୨ଆରି ପାଆରର୍ ମୁଆଟେ ରଇଲା ପାକ୍ନା ଗୁଣ୍ଡ୍ଲିରଇଲାଟା ଦେକ୍ଲାଇ ।
3 Walipoingia ndani, hawakuona mwili wa Bwana Yesu.
୩ସେଟା ଦେକି ପାଆର୍ ବିତ୍ରେ ଜାଇ ଦେକ୍ଲାଇ, ତେଇ ଜିସୁର୍ ଗାଗଡ୍ ନ ରଇଲା ।
4 Walipokuwa bado wanashangaa juu ya jambo hilo, mara watu wawili waliovaa mavazi yenye kung'aa sana, wakasimama karibu nao.
୪କାଇଟା ଅଇଲାବେ, ବଲି, ବାବିକରି ରଇଲାବେଲେ, ଏଦେ ଦେକା! ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଲୁଗା ପିନ୍ଦି ଦୁଇ ଲକ୍ ସେମନର୍ ମୁଆଟେ ଟିଆ ଅଇଲାଇ ।
5 Hao wanawake wakaingiwa na hofu, wakainama chini. Ndipo wale watu wakawaambia, “Kwa nini mnamtafuta aliye hai kati ya wafu?
୫ମାଇଜିମନ୍ ସେ ଦୁଇ ଲକ୍କେ ଦେକି ଡରିକରି ଉଁତାଡିଅଇ ଡୁଲିଦେଲାଇ । ସେ ଦୁଇଲକ୍ ସେମନ୍କେ କଇଲାଇ, “ଜିବନ୍ ରଇଲା ଲକ୍କେ କାଇକେ ମଲା ଲକ୍କେ ସଙ୍ଗଇଲାଟାନେ କଜ୍ଲାସ୍ନି?
6 Hayuko hapa; amefufuka. Kumbukeni aliyowaambieni alipokuwa kule Galilaya:
୬ଜିସୁ ଇତି ନାଇ, ପର୍ମେସର୍ ତାକେ ଉଟାଇଲାଆଚେ । ସେ ତମର୍ ସଙ୍ଗ୍ ଗାଲିଲିତେଇ ମିସ୍ତେ ରଇଲା ବେଲେ ତମ୍କେ କାଇବଲି କଇରଇଲା, ସେଟା ତମର୍ ମନେ ନାଇ କି?
7 Ni lazima Mwana wa Mtu atolewe kwa watu waovu, nao watamsulubisha, na siku ya tatu atafufuka.”
୭ନର୍ପିଲା ପାପି ଲକ୍ମନର୍ ଆତେ ସର୍ପାଇ ଅଇସି ଆରି ସେମନ୍ ତାକେ କୁର୍ସେ କୁଟିମାରି ମରାଇ ଦେବାଇ । ମାତର୍ ତିନ୍ଦିନ୍ ଗାଲାପଚେ ସେ ଆରି ତରେକ୍ ଜିବନ୍ ଅଇ ଉଟ୍ସି ।”
8 Hapo wanawake wakayakumbuka maneno yake,
୮ସେଡ୍କି ବେଲେ ମାଇଜିମନ୍ ଜିସୁ ଏନ୍ତି କାତା କଇରଇଲା ବଲି ଏତାଇଲାଇ ।
9 wakarudi kutoka kaburini, wakawapa mitume wale kumi na mmoja na wengine habari za mambo hayo yote.
୯ସେଟାର୍ ପାଇ ସେମନ୍ ତେଇଅନି ଦାପ୍ରେ ବାଉଡି ଆସିକରି ଏଗାର୍ଟା ସିସ୍ମନ୍କେ ଆରି ତେଇ ରଇଲା ଲକ୍ମନ୍କେ ସେ ଜାଗାଇ ଅଇଲା ଗଟ୍ନା ସବୁ କଇଲାଇ ।
10 Hao waliotoa habari hizo kwa mitume ni: Maria Magdalene, Yoana na Maria mama wa Yakobo, pamoja na wanawake wengine walioandamana nao.
୧୦ମଗ୍ଦଲିନି ମରିୟମ୍, ଜଆନା, ଜାକୁବର୍ ମାଆ ମରିୟମ୍ ଆରି ତାକର୍ସଙ୍ଗ୍ ରଇଲା ବିନ୍ ମାଇଜିମନ୍ ମିସା କାଇ କାଇଟା ଗଟ୍ଲା, ସେ ସବୁ ବିସଇ ପେରିତ୍ମନ୍କେ କଇଲାଇ ।
11 Mitume waliyachukua maneno hayo kama yasiyo na msingi, hivyo hawakuamini.
୧୧ମାତର୍ ପେରିତ୍ମନ୍ ମାଇଜିମନର୍ କାତା ଟଣ୍ଡେ ପାନ୍ଦି କଇଲାଇନି ବଲି ବିସ୍ବାସ୍ କରତ୍ ନାଇ ।
12 Lakini Petro alitoka, akaenda mbio hadi kaburini. Alipoinama kuchungulia ndani, akaiona tu ile sanda. Akarudi nyumbani huku akiwa anashangaa juu ya hayo yaliyotokea.
୧୨ମାତର୍ ପିତର୍ ଅଦର୍ପଡ୍ ଅଇ ପାଲାଇ ପାଆରେ ଜାଇ ଏରି ଦେକ୍ଲା । ପାଆର୍ ବିତ୍ରେ ଏରି ଦେକ୍ଲାକେ ତେଇ ଜିସୁକେ ଗୁଡିଆଇଲା ଉଲ୍ଉଲା ପଚିଆ ଚାଡି ଆରି କାଇଟା ନ ରଇଲା । ପିତର୍ ସେ ଗଟ୍ନା ଦେକି କାବାଅଇ ଜାଇକରି, ଗରେ ବାଉଡି ଆଇଲା ।
13 Siku hiyohiyo, wawili kati ya wafuasi wake Yesu wakawa wanakwenda katika kijiji kimoja kiitwacho Emau, umbali wa kilomita kumi na moja kutoka Yerusalemu.
୧୩ସେ ଦିନେସେ ଜିସୁର୍ ଦୁଇଟା ସିସ୍ମନ୍ ଜିରୁସାଲମେଅନି ଏଗାର କିଲମିଟର୍ ଦୁର୍କେ ରଇଲା ଇମାୟୁ ନାଉଁର୍ ଗାଏଁ ଇଣ୍ଡିକରି ଜାଇତେ ରଇଲାଇ ।
14 Wakawa wanazungumza juu ya hayo yote yaliyotukia.
୧୪ଜିସୁକେ କାଇକାଇଟା ଅଇରଇଲା ଆରି ସେ ସବୁ ବିସଇନେଇ ସେମନ୍ କାତାଅଇ କାତାଅଇ ଇଣ୍ଡ୍ତେ ରଇଲାଇ ।
15 Walipokuwa wakizungumza na kujadiliana, Yesu mwenyewe akatokea, akatembea pamoja nao.
୧୫ସେମନ୍ ଏନ୍ତି କାତାବାର୍ତା ଅଇ ଆଇବାବେଲେ ଏଦେ ଦେକା! ଜିସୁ ନିଜେ ଆସି ସେମନର୍ ସଙ୍ଗ୍ ଇଣ୍ଡ୍ବାର୍ ଦାର୍ଲା ।
16 Walimwona kwa macho, lakini hawakumtambua.
୧୬ସେମନ୍ ତାକେ ଦେକ୍ଲାଇ, ମାତର୍ ଚିନି ନାପାର୍ଲାଇ ।
17 Akawauliza, “Mnazungumza nini huku mnatembea?” Nao wakasimama kimya, nyuso zao wamezikunja kwa huzuni.
୧୭ସେଡିକିବେଲେ ଜିସୁ ସେମନ୍କେ କଇଲା, “ତମେ ଇଣ୍ଡି ଇଣ୍ଡି କାର୍ ବିସଇନେଇକରି ଏତେକ୍ କାତା ଅଇଲାସ୍ନି?” ସେବେଲାଇ ସେମନ୍ ମନ୍ଦୁକ୍କରି ମୁଁ ସୁକାଇ ଟିଆଅଇଲାଇ ।
18 Mmoja, aitwaye Kleopa, akamjibu, “Je, wewe ni mgeni peke yako Yerusalemu ambaye hujui yaliyotukia huko siku hizi?”
୧୮“ଗାଲା କେତେଦିନ୍ ବିତ୍ରେ ଜିରୁସାଲାମ୍ ଜନ୍ ଗଟ୍ନା ଗଟିଗାଲା ଆଚେ? ସେଟା ନାଜାନ୍ଲାଟା ତୁଇ ଗଟେକ୍ ଲକ୍ସେ କି?”
19 Naye akawajibu, “Mambo gani?” Wao wakamjibu, “Mambo yaliyompata Yesu wa Nazareti. Yeye alikuwa nabii mwenye uwezo wa kutenda na kufundisha mbele ya Mungu na mbele ya watu wote.
୧୯ଜିସୁ ସେମନ୍କେ ପାଚାର୍ଲା, “କାଇଟା ଅଇରଇବା ବିସଇ ତମେ କଇଲାସ୍ନି?” ସେମନ୍, “ନାଜରିତର୍ ଜିସୁକେ ଜାଇଟା ସବୁ ଗଟ୍ଲା । ସେ ଗଟେକ୍ ବବିସତ୍ବକ୍ତା ରଇଲା । ପର୍ମେସରର୍ ମୁଆଟେ ଆରି ଲକ୍ମନର୍ଟାନେ ଗଟେକ୍ ବପୁସଙ୍ଗର୍ ଲକ୍ ରଇଲା । ତାର୍ ସବୁକାମ୍ ଆରି କାତାଇଅନି ଏ ସବୁ ଜାନାପଡ୍ତେ ରଇଲା ।
20 Makuhani na watawala wetu walimtoa ahukumiwe kufa, wakamsulubisha.
୨୦ଆମର୍ ମୁକିଅ ପୁଜାରିମନ୍ ଆରି ସାସନ୍ କାରିଆମନ୍ ତାକେ ମରନ୍ ଡଣ୍ଡ୍ ପାଇବାକେ ସତ୍ରୁମନ୍କେ ସର୍ପିଦେଲାଇ ଆରି ତାକେ କୁର୍ସେ ଚଗାଇ ମରାଇଲାଇ ।
21 Lakini sisi tulitumaini kwamba yeye ndiye angeikomboa Israeli. Zaidi ya hayo yote, leo ni siku ya tatu tangu mambo hayo yalipotendeka.
୨୧ସେ ଆକା ଇସ୍ରାଏଲର୍ ଲକ୍ମନ୍କେ ରକିଆ କର୍ସି ବଲି ଆସା କରି ରଇଲୁ । ମାତର୍ ତାକେ ମରାଇ ତିନ୍ଦିନ୍ ଅଇଲାନି ।
22 Tena, wanawake wengine wa kwetu wametushtua. Walikwenda kaburini mapema asubuhi,
୨୨ଆମର୍ ଦଲର୍ କେତେଟା ମାଇଜିମନ୍ ଆମ୍କେ କାବାଅଇଜିବା କାତା କଇଲାଇ । ସେମନ୍ ଆଜି ସାକାଲ୍ ସାକାଲ୍ ତାର୍ ମଡ୍ ରଇବା ପାଆରେ ଗାଲାଇ ।
23 wasiukute mwili wake. Wakarudi wakasema kwamba walitokewa na malaika waliowaambia kwamba alikuwa hai.
୨୩ମାତର୍ ତେଇ ତାର୍ ଗାଗଡ୍ ନ ରଇଲା । ସେମନ୍ କଇଲାଇ, ପାଆରେଅନି ବାଉଡ୍ଲାବେଲେ ସରଗର୍ ଦୁତ୍ମନର୍ ଦର୍ସନ୍ ପାଇରଇଲା ଆରି ସେ ଦୁତ୍ମନ୍ ଜାନାଇଲାଇଜେ, ସେ ଏବେ ଜିବନ୍ ଅଇଆଚେ ।
24 Wengine wetu walikwenda kaburini wakashuhudia yale waliyosema hao wanawake; ila yeye hawakumwona.”
୨୪ଆମର୍ ସଙ୍ଗାରିମନର୍ ବିତ୍ରେଅନି ଜେ ଜେ ସେ ପାଆରେ ଜାଇ ଦେକ୍ଲାଇ ମିସା ମାଇଜିମନ୍ ଜେନ୍ତି କଇରଇଲାଇ, ସେ ସମାନ୍ ଇସାବେ ଦେକ୍ଲାଇ । ମାତର୍ ସେମନ୍ ଜିସୁକେ ଦେକତ୍ ନାଇ ।”
25 Kisha Yesu akawaambia, “Mbona mu wapumbavu kiasi hicho na mioyo yenu ni mizito hivyo kusadiki yote yaliyonenwa na manabii?
୨୫ସେବେଲେ ଜିସୁ ସେମନ୍କେ କଇଲା, “ତମେ କେତେକ୍ ବକୁଆ ଲକ୍ମନ୍, ବବିସତ୍ବକ୍ତାମନ୍ କଇଲା କାତା ବିସ୍ବାସ୍ କର୍ବାକେ କାଇକେ ଜାଗ୍ରତ୍ ଉଆସ୍ ନାଇ?
26 Je, haikumpasa Kristo kuteswa, na hivyo aingie katika utukufu wake?”
୨୬ଏ ସବୁ ଦୁକ୍କସ୍ଟ ପାଇଲା ପଚେସେ ପର୍ମେସର୍ ବାଚିପାଟାଇଲା କିରିସ୍ଟକେ ମଇମା ପାଇବାକେ ଅଇସି ।
27 Akawafafanulia mambo yote yaliyomhusu yeye katika Maandiko Matakatifu kuanzia Mose hadi manabii wote.
୨୭ଜିସୁ ମସାର୍ ବଇତେଇଅନି ଆରି ବିନ୍ ବିନ୍ ବବିସତ୍ବକ୍ତାମନ୍ ଲେକିରଇଲା କାତାଇ ଅନି ଆରାମ୍ କରି ସବୁ ଦରମ୍ ସାସ୍ତରେ ତାର୍ ଜେତ୍କି ବିସଇ ଲେକା ଅଇରଇଲା, ସେ ସବୁ ସେମନ୍କେ ବୁଜାଇଦେଲା ।”
28 Walipokikaribia kile kijiji walikokuwa wanakwenda, Yesu akafanya kana kwamba anaendelea na safari;
୨୮ଆରି ସେମନ୍ ଜନ୍ ଗାଉଁ ଜିବାର୍ ରଇଲା, ସେ ଗାଉଁ ଲଗାଲଗି ଅଇବାକେ ଜିସୁ ଆଗ୍ତୁ ଗାଲାପାରା ଅଇ ଇଣ୍ଡ୍ବାର୍ ଦାର୍ଲା ।
29 lakini wao wakamsihi wakisema, “Kaa pamoja nasi, maana kunakuchwa, na usiku unakaribia.” Basi, akaingia kijijini, akakaa pamoja nao.
୨୯ମାତର୍ ସେ ଲକ୍ମନ୍ ଜିସୁକେ ସୁତ୍ରାଇ କରି କଇଲାଇ, “ଆମର୍ ସଙ୍ଗ୍ ର, କାଇକେ ବଇଲେ ବେଲ୍ ବସିଗାଲା ଆରି ରାତି ଅଇଗାଲାନି ।” ସେଟାର୍ ପାଇ ଜିସୁ ସେମନର୍ ସଙ୍ଗ୍ ରଇବାକେ ଗର୍ବିତ୍ରେ ଗାଲା ।
30 Alipoketi kula chakula pamoja nao, akachukua mkate, akaubariki, akaumega, akawapa.
୩୦ଆରି ସେମନର୍ ସଙ୍ଗ୍ କାଇବାକେ ବସ୍ଲା । ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଇକରି ସେଟା ବାଙ୍ଗାଇକରି ସେମନ୍କେ ଦେଲା ।
31 Mara macho yao yakafumbuliwa, wakamtambua; lakini yeye akatoweka kati yao.
୩୧ସେ ବେଲାଇ ସେମନର୍ ଡାବିଅଇ ଜାଇରଇଲା ଆଁକି ପିଟିଗାଲାଜେ ତାକେ ଚିନି ପାର୍ଲାଇ । ମାତର୍ ସେ ଦାପ୍ରେ ଜିସୁ ସେମନର୍ତେଇଅନି ମାୟା ଅଇଗାଲା ।
32 Basi, wakaambiana, “Je, mioyo yetu haikuwa inawaka ndani yetu wakati alipokuwa anatufafanulia Maandiko Matakatifu kule njiani?”
୩୨ସେବେଲାଇ ସେମନ୍ ସେମନର୍ ବିତ୍ରେ କାତା ଅଇଲାଇ, “ଜେଡେବଲ୍ ସେ ଆମର୍ ସଙ୍ଗ୍ ବାଟେ କାତା ଅଇତେ ରଇଲା, ଆରି ପର୍ମେସରର୍ ସାସ୍ତରର୍ କାତା ବୁଜାଇ ଦେଇତେ ରଇଲା, ଆମର୍ ମନ୍ ବିତ୍ରେ ଉଡୁକ୍ ଦୁଡୁକ୍ ନ ଅଇତେ ରଇଲା କି?”
33 Wakaondoka saa ileile, wakarudi Yerusalemu: wakawakuta wale mitume kumi na mmoja na wale wengine waliokuwa pamoja nao, wamekusanyika
୩୩ସେଦାପ୍ରେ ସେମନ୍ ଦୁଇଲକ୍ ଉଟିକରି ଜିରୁସାଲାମେ ବାଉଡି ଉଟିଗାଲାଇ । ତେଇ ଜିସୁର୍ ଏଗାର୍ଟା ସିସ୍ମନ୍ ଆରି ବିନ୍ଲକ୍ମନ୍ କାତାବାର୍ତା ଅଇତେରଇଲାଟା ଦେକ୍ଲାଇ ।
34 wakisema, “Hakika Bwana amefufuka, amemtokea Simoni.”
୩୪ସେ ଲକ୍ମନର୍ତେଇଅନି ସେମନ୍ ଜିସୁମାପ୍ରୁ ଆରି ତରେକ୍ ଜିବନ୍ଅଇ ଉଟ୍ଲା ଆଚେ ଆରି ସିମନ୍କେ ଦେକାଇଅଇଲା ଆଚେ ବଲି ଜାନ୍ଲାଇ ।
35 Basi, hao wafuasi wawili wakawajulisha yale yaliyowapata njiani, na jinsi walivyomtambua katika kumega mkate.
୩୫ତାର୍ ପଚେ ଦୁଇଲକ୍ ଇମାୟୁ ଗାଉଁ ଆଇବା ବାଟେ କାଇକାଇଟା ଅଇରଇଲା ସେଟା ସବୁ କଇଲାଇ । ଆରି ସେମନ୍ ଜିସୁ ରୁଟି ବାଙ୍ଗାଇ କରି ଦେଲାବେଲେ କେନ୍ତି ତାକେ ଚିନି ଦେଇରଇଲାଇ ସେଟା ମିସା ସେମନ୍କେ କଇଲାଇ ।
36 Wanafunzi wote wawili walipokuwa wakiwaambia hayo, Yesu mwenyewe akasimama kati yao, akawaambia “Amani kwenu.”
୩୬ସେ ଦୁଇଲକ୍ ଏନ୍ତି କଇବା ବେଲେ ଏଦେ ଦେକା! ମାପ୍ରୁ ନିଜେ ସେମନର୍ ମଜାଇ ଟିଆଅଇଦେଲା । ଆରି ସେମନ୍କେ କଇଲା, “ତମ୍କେ ସାନ୍ତି ଅ ।”
37 Wakashtuka na kushikwa na hofu wakidhani wameona mzimu.
୩୭ମାତର୍ ସେମନ୍ ସବୁ ଲକ୍ ଏଟା ଗଟେକ୍ ବୁତ୍ ଦେକ୍ଲୁନି ବଲି ଡରିଗାଲାଇ ।
38 Lakini yeye akawaambia, “Kwa nini mnafadhaika? Mbona mnakuwa na mashaka mioyoni mwenu?
୩୮ଜିସୁ ସେମନ୍କେ କଇଲା, “ତମେ କାଇକେ ଡର୍ଲାସ୍ନି? ଆରି ଦେକି କରି ମିସା କାଇକେ ବିସ୍ବାସ୍ କରାସ୍ ନାଇ?
39 Angalieni mikono na miguu yangu, ya kwamba ni mimi mwenyewe. Nipapaseni mkanione, maana mzimu hauna mwili na mifupa kama mnionavyo.”
୩୯ମର୍ ଆତେ ଆରି ଗଡେ ଦେକା, ଏଟା ମୁଇ ନିଜେ । ମକେ ଚିଇକରି ଦେକା । ଏଟା ମକେ ଜେନ୍ତାରି ଆଡ୍ ଆରି ମାଉଁସ୍ ଆଚେ ସେନ୍ତି ବୁତ୍କେ ନ ରଏ ।”
40 Baada ya kusema hayo, akawaonyesha mikono na miguu.
୪୦ଜିସୁ ଏଟା କଇକରି, ତାର୍ ଆତ୍ ଆରି ଗଡ୍ ସେମନ୍କେ ଦେକାଇଲା ।
41 Wakiwa bado katika hali ya kutosadiki kwa sababu ya furaha yao, na wakiwa wanastaajabu, akawauliza, “Mnacho chakula chochote hapa?”
୪୧ସେଟା ଦେକି ସେମନ୍ ସାର୍ଦା ଅଇକରି କାବାଅଇ ଗାଲାଇ ମିସା ତାକେ ବିସ୍ବାସ୍ କରତ୍ ନାଇ । ସେଟାର୍ ପାଇ ଜିସୁ ସେମନ୍କେ ପାଚାର୍ଲା, “ତମର୍ ଲଗେ କାଇଟା କାଇବାଟା ଆଚେ କି?”
42 Wakampa kipande cha samaki wa kuokwa.
୪୨ସେବେଲାଇ ସେମନ୍ ତାକେ କଣ୍ଡେକ୍ ବାଜ୍ଲା ମାଚ୍ ଦେଲାଇ ।
43 Akakichukua, akala, wote wakimwona.
୪୩ସେଟା ଜିସୁ ଦାରିକରି ସେମନର୍ ମୁଆଟେ କାଇଲା ।
44 Halafu akawaambia, “Hii ndiyo maana ya maneno niliyowaambia nilipokuwa pamoja nanyi: kwamba ilikuwa lazima kukamilisha yote yaliyoandikwa juu yangu katika Sheria ya Mose na katika vitabu vya manabii na katika kitabu cha Zaburi.”
୪୪ଜିସୁ ସେମନ୍କେ କଇଲା, “ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ଆରି ଗିତ୍ସଙ୍ଗିତା ବଇଟାନେ କାଇକାଇଟା ଲେକା ଅଇଲାଆଚେ ସେ ସବୁ, ସତ୍ ଅଇବାର୍ ରଇଲା । ମୁଇ ତମର୍ ସଙ୍ଗ୍ ରଇଲାବେଲେ ଏ ସବୁ କାତା ତମ୍କେ କଇରଇଲି ।”
45 Kisha, akaziangazia akili zao ili wapate kuelewa Maandiko Matakatifu.
୪୫ତାର୍ପଚେ ଦରମ୍ ସାସ୍ତରର୍ ଅରତ୍ ବୁଜ୍ବାକେ ଜିସୁ ସେମନର୍ ବୁଜ୍ବା ବପୁ ଉଗାଡି ଦେଲା ।
46 Akawaambia, “Ndivyo ilivyoandikwa, kwamba Kristo atateswa na siku ya tatu atafufuka kutoka wafu,
୪୬ଆରି ସେମନ୍କେ କଇଲା, “ପର୍ମେସର୍ ବାଚି ପାଟାଇଲା କିରିସ୍ଟ ରାଜା ମୁଇ, ଏନ୍ତି ଦୁକ୍ କସ୍ଟ ପାଇକରି ମର୍ବି । ପଚେ ତିନ୍ଦିନ୍ ଗାଲେ ଆରି ତରେକ୍ ଉଟ୍ବି ବଲି ଲେକା ଅଇଲା ଆଚେ ।
47 na kwamba ni lazima, kwa jina lake, mataifa yote kuanzia na Yerusalemu yahubiriwe juu ya kutubu na kusamehewa dhambi.
୪୭ଆରି ଜିରୁସାଲମେଅନି ଆରାମ୍ କରି ସବୁ ଦେସର୍, ସବୁ ଜାତିର୍ ଲକ୍ମନ୍କେ ମର୍ ନାଉଁଦାରି ପାପ୍ କେମା କରାଇ, ମନ୍ ବଦ୍ଲାଇବାକେ କଇବାର୍ ଆଚେ ।
48 Ninyi ni mashahidi wa mambo hayo.
୪୮ତମେ ଏ ସବୁ ବିସଇର୍ ସାକି ଆଚାସ୍ ।
49 Nami mwenyewe nitawapelekeeni yule ambaye Baba aliahidi kumtuma, lakini ngojeni huku mjini mpaka mtakapopewa ile nguvu itokayo juu.”
୪୯ଆରି ମର୍ ବାବା ଜନ୍ ଜିଦ୍ କରିରଇଲା, ମୁଇ ନିଜେ ସେଟା ପାଟାଇବି । ମାତର୍ ତମେ ପର୍ମେସରର୍ ଟାନେଅନି ବପୁ ନ ମିଲ୍ବା ଜାକ, ଏ ଜିରୁସାଲମେସେ ରୁଆ ।”
50 Kisha akawaongoza nje ya mji hadi Bethania, akainua mikono yake juu, akawabariki.
୫୦ତାର୍ପଚେ ଜିସୁ ସେମନ୍କେ ବେତ୍ନିଆ ନାଉଁର୍ ଜାଗାଇ ଜିବା ବାଟ୍ଜାକ ଡାକିନେଲା । ଆରି ସେମନ୍କେ ଆତ୍ ଟେକି ଆସିର୍ବାଦ୍ କଲା ।
51 Alipokuwa anawabariki, akawaacha; akachukuliwa mbinguni.
୫୧ସେ ଏନ୍ତି ସେମନ୍କେ ଆସିର୍ବାଦ୍ କର୍ବାବେଲେ ପର୍ମେସର୍ ତାକେ ସରଗ୍ପୁରେ ଦାରିଗାଲା ।
52 Wao wakamwabudu, wakarudi Yerusalemu wakiwa na furaha kubwa:
୫୨ସେମନ୍ ତାକେ ଜୁଆର୍ କଲାଇ ଆରି ସାର୍ଦାଅଇ ଜିରୁସାଲମେ ବାଉଡି ଆଇଲାଇ ।
53 wakakaa muda wote Hekaluni wakimsifu Mungu.
୫୩ସବୁବେଲା ମନ୍ଦିରେ ରଇକରି ପର୍ମେସରର୍ ଡାକ୍ପୁଟା କର୍ବାର୍ ଦାର୍ଲାଇ ।