< 1 Wakorintho 4 >
1 Mtu na atuone sisi kuwa ni watumishi wa Kristo tuliokabidhiwa siri za mungu.
୧ତେବେ ତମେ ଆମ୍କେ କିରିସ୍ଟର୍ ସେବା କରୁମନ୍ ବଲି ନାମ୍ବାର୍ ଆଚେ । ଆରି ପର୍ମେସର୍ ଆମ୍କେ ଟିକିନିକି ସତ୍ ବିସଇର୍ ବାଣ୍ଡାର୍ଗରିଆର୍ ଦାଇତ୍ ଦେଲାଆଚେ ।
2 Kinachotakiwa kwa yeyote yule aliyekabidhiwa kazi ni kuwa mwaminifu.
୨ଆରି ସେନ୍ତାରି ଦାଇତ୍ ନେଇରଇବା ସେବାକରୁମନ୍ ସତ୍ ବାବେ କାମ୍ କର୍ବାର୍ ଆଚେ ।
3 Kwangu mimi si kitu nikihukumiwa na ninyi, au na mahakama ya kibinadamu; wala sijihukumu.
୩ମାତର୍ ତମର୍ ବିତ୍ରେ କେତେକ୍ ଲକ୍ କି, ବିନ୍ ଲକ୍ କେ ମିସା ମର୍ କାମ୍ ଦେକି ମକେ ବିଚାର୍ନା କଲେ, ମକେ କାଇଟା ନଏଁ । ମୁଇ ନିଜେ ମର୍ ବିଚାର୍ନା ନ କରି ।
4 Dhamiri yangu hainishtaki kwa jambo lolote, lakini hiyo haionyeshi kwamba sina lawama. Bwana ndiye anayenihukumu.
୪କାଇକେବଇଲେ ମୁଇ ନିଜର୍ ବିରୁଦେ କାଇ ଦସ୍ କଲାଟା ମର୍ ମନ୍ ନାଜାନେ । ଅଇଲେ ମିସା ମୁଇ ଇତି କାଇ ଦସ୍ ନ କଲା ଲକ୍ ବଲି କଇନଏ । ମାତର୍ ଜେ ମକେ ବିଚାର୍ କର୍ସି, ସେ ମାପ୍ରୁ ।
5 Basi, msihukumu kabla ya wakati wake acheni mpaka Bwana atakapokuja. Yeye atayafichua mambo ya giza yaliyofichika, na kuonyesha wazi nia za mioyo ya watu. Ndipo kila mmoja atapata sifa anayostahili kutoka kwa Mungu.
୫ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ ।
6 Ndugu, hayo yote niliyosema juu ya Apolo na juu yangu, ni kielelezo kwenu: kutokana na mfano wangu mimi na Apolo nataka mwelewe maana ya msemo huu: “Zingatieni yaliyoandikwa.” Kati yenu pasiwe na mtu yeyote anayejivunia mtu mmoja na kumdharau mwingine.
୬ଏ ବାଇବଇନିମନ୍, ମୁଇ ଏ ସବୁ କାତା ତମେ ସିକା ବଲି, ମର୍ ବିସଇ ଆରି ଆପଲର୍ ବିସଇ ଉଦାଅରନ୍ ଦେଇ କଇଲି । ଜେନ୍ତିକି ସାସ୍ତରେ ଲେକାଅଇଲାଟାନର୍ ଅରତ୍ ତମେ ସିକ୍ସା । ସାସ୍ତରେ ଜେତ୍କି ସବୁ ଲେକା ଅଇଲାଆଚେ, ତାର୍ଟାନେଅନି ଅଦିକ୍ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍ପନ୍ ନ ଉଆସ୍, ଆରି କାକେ ମିସା ଇନ୍ ନ କରାସ୍ ।
7 Nani amekupendelea wewe? Una kitu gani wewe ambacho hukupewa? Na ikiwa umepewa, ya nini kujivunia kana kwamba hukukipewa?
୭କାଇକେବଇଲେ ବିନ୍ ଲକର୍ଟାନେଅନି କେ ତମ୍କେ ବଡ୍ କରତ୍ ନାଇ । ଆରି ଜନ୍ ଗୁଣ୍ ତମେ ଦାନ୍ ଇସାବେ ମିଲାଇଆଚାସ୍ ସେଟା ପର୍ମେସର୍ ଦେଲାଆଚେ । ତେବେ ତମର୍ ନିଜର୍ଟା ବଲି ବଡ୍ପନ୍ ଅଇ କଇ ନାପାରାସ୍ ।
8 Haya, mmekwisha shiba! Mmekwisha kuwa matajiri! Mmekuwa wafalme bila ya sisi! Naam, laiti mngekuwa kweli watawala, ili nasi pia tuweze kutawala pamoja nanyi.
୮ତମ୍କେ ଦର୍କାର୍ ରଇଲା ସବୁ ବିସଇ ମିଲାଇ ଆଚାସ୍ କି? ତମେ କାଇ ସାଉକାର୍ ଅଇସାରି ଆଚାସ୍ କି? ଗଟେକ୍ ଗଟେକ୍ ରାଜା ଅଇଜାଇଆଚାସ୍ କି? ଏଲେ ମିସା ଆମେ ଅଇ ନାପାର୍ଲୁନି । ସତଇସେ ତମେ ରାଜାଅଇତାସ୍ କି? ସେନ୍ତାର୍ଆଲେ, ଆମେ ମିସା ତମର୍ ସଙ୍ଗ୍ ରଇ କାମ୍ କର୍ତୁ ।
9 Nafikiri Mungu ametufanya sisi mitume tuwe watu wa mwisho kabisa, kama watu waliohukumiwa kuuawa, maana tumekuwa tamasha mbele ya ulimwengu wote, mbele ya malaika na watu.
୯ମାତର୍ ମୁଇ ବାବ୍ଲିନି ପର୍ମେସର୍ ଆମର୍ ପାରା ପେରିତ୍ମନ୍କେ ଦାଡିର୍ ସାରାସାରି ଜାଗା ଦେଲାଆଚେ । ଜଗତର୍ ସବୁ ଲକ୍ ଆରି ସର୍ଗର୍ ଦୁତ୍ମନ୍ ଦେକ୍ତେ ରଇବାବେଲେ ଆମେ, ବନ୍ଦି ଅଇଲା ଲକ୍ମନ୍କେ ମରାଇବାକେ ନେଲାପାରା ଆଚୁ ।
10 Sisi ni wapumbavu kwa ajili ya Kristo, lakini ninyi ni wenye busara katika kuungana na Kristo! Sisi ni dhaifu, ninyi ni wenye nguvu. Ninyi mnaheshimika, sisi tunadharauliwa.
୧୦ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ ।
11 Mpaka dakika hii, sisi tuna njaa na kiu, hatuna nguo, twapigwa makofi, hatuna malazi.
୧୧ଏବେ ଜାକ ମିସା ଆମ୍କେ ପେଟ୍ପୁର୍ତେ କାଇବାପିଇବାକେ ମିଲେନାଇ । ପିନ୍ଦ୍ବାକେ ବେସି ପୁର୍ନା ବସ୍ତର୍ ଆଚେ । ଲକ୍ମନ୍ ଆମ୍କେ ମାର୍ଲାଇନି ଆରି ରଇବାକେ ଜାଗା ନଇଲାର୍ ପାଇ ଏନେତେନେ ଅଇ ବୁଲ୍ଲୁନି ।
12 Tena twataabika na kufanya kazi kwa mikono yetu wenyewe. Tukitukanwa, tunawatakia baraka; tukidhulumiwa, tunavumilia;
୧୨ଆବଡ୍ କାମ୍ କରି ଆମେ ଦିନ୍କେ ଦିନ୍ ଜୁଲିସୁକି ଗାଲୁନି । କେ ଆମ୍କେ ସାଇପ୍ ଦେଲେ ତାକେ ଆମେ ଆସିର୍ବାଦ୍ କଲୁନି, ଆରି ଉଡା ସୁନିକରି ମିସା ମୁର୍ଚି କରି ରଇଲୁନି ।
13 tukisingiziwa, tunajibu kwa adabu. Mpaka sasa tumetendewa kama uchafu wa dunia; na kwa kila mtu sisi ni takataka!
୧୩ନିନ୍ଦା ପାଇଲେ, ଆଲାଦର୍ କାତା କଇଲୁନି । ଆମେ ଏବେ ଜାକ ମିସା ଜଗତର୍ କାଚ୍ରା ପାରା ଅଇଆଚୁ । ଲକ୍ମନ୍ ଆମ୍କେ ଆଣ୍ଡି ଦଇରଇବା ମୁର୍କି ପାନିପାରା ଦେକ୍ଲାଇନି ।
14 Siandiki mambo haya kwa ajili ya kuwaaibisha ninyi, bali kwa ajili ya kuwafundisheni watoto wangu wapenzi.
୧୪ମୁଇ ତମ୍କେ ଲାଜ୍ କରାଇବାକେ ଏ ସବୁ ବିସଇ ଲେକିନାଇ, ମାତର୍ ତମ୍କେ ମର୍ ଆଲାଦର୍ ପିଲାଟକି ବଲି ଏତାଇ କରି ଚେତ୍ନା ଦେବାକେ, ଏ ସବୁ ଲେକ୍ଲିନି ।
15 Maana hata kama mnao maelfu ya walezi katika maisha yenu ya Kikristo, baba yenu ni mmoja tu, kwani katika maisha ya Kikristo mimi ndiye niliyewazaeni kwa kuihubiri Habari Njema.
୧୫କାଇକେବଇଲେ ତମର୍ଟାନେ କିରିସ୍ଟର୍ ବିସଇ ସିକାଇବାକେ କେତେକ୍ କେତେକ୍ ଗୁରୁ ରଇଲେ ମିସା, ବାବା ଇସାବେ ତମ୍କେ ବେସି ଲକ୍ ନାଇ । କିରିସ୍ଟ ଜିସୁର୍ତେଇ ମିସ୍ଲାର୍ ପାଇ ମୁଇ ତମର୍ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍କେ ଜିସୁକିରିସ୍ଟର୍ ସୁବ୍କବର୍ କଇରଇଲି ।
16 Kwa hiyo, nawasihi: fuateni mfano wangu.
୧୬ତେବେ ମୁଇ ତମ୍କେ ବାବୁଜିଆ କରି କଇଲିନି, ମୁଇ ଜାଇଟା କଲିନି ତମେ ମିସା ସେନ୍ତାରି କରା ।
17 Ndiyo maana nimemtuma Timetheo kwenu. Yeye ni mtoto wangu mpenzi na mwaminifu katika Bwana. Atawakumbusheni njia ninayofuata katika kuishi maisha ya Kikristo; njia ninayofundisha kila mahali katika makanisa yote.
୧୭ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି ।
18 Baadhi yenu wameanza kuwa na majivuno wakidhani kwamba sitakuja tena kwenu.
୧୮ସେ କରନ୍ତିଅତେଇ ଆରି କେବେ ନ ଆସେ, ବଲିକରି ତମର୍ ବିତ୍ରର୍ କେତେ ଲକ୍ ବଡ୍ପନ୍ ଅଇଆଚାସ୍ ।
19 Lakini, Bwana akipenda, nitakuja kwenu upesi; na hapo ndipo nitakapojionea mwenyewe, sio tu kile wanachoweza kusema hao wenye majivuno, bali pia kila wanachoweza kufanya.
୧୯ମାତର୍ ଜଦି ମାପ୍ରୁ ମନ୍ କଲେ ମୁଇ ଦାପ୍ରେ ତମର୍ଟାନେ ଆଇବି । ଏ ବଡ୍ପନିଆ ଲକ୍ମନ୍ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍ବି ଆରି ତାକର୍ ବପୁ ପରମେସରର୍ଟାନେଅନି କି ନାଇ, ସେଟା ଜାନ୍ବି ।
20 Maana Utawala wa Mungu si shauri la maneno matupu, bali ni nguvu.
୨୦ପରମେସରର୍ ରାଇଜ୍, ଅବ୍କା କାତା ଅଇବା ବିସଇ ନଏଁ, ମାତର୍ ବପୁର୍ ସଙ୍ଗ୍ ରଇବା ବିସଇ ।
21 Mnapendelea lipi? Nije kwenu na fimbo, ama nije na moyo wa upendo na upole?
୨୧ମୁଇ ଆଇଲାବେଲେ ତମ୍କେ କେନ୍ତି ଚଲାଚଲ୍ତି ଦେକାଇବାର୍ ଆଚେ? ମୁଇ ବେତ୍ଡାଙ୍ଗ୍ ଦାରି ତମର୍ ଲଗେ ଆଇବାର୍ କି, ଆଲାଦ୍ ଆରି ସାନ୍ତିର୍ ମନ୍ ଦାରି ଆଇବି?