< Warumi 4 >
1 Tutasema nini tena kwamba Abrahamu, baba yetu kwa jinsi ya mwili, amepatikana?
୧ଆମର୍ ବାବା ଅବ୍ରାଆମର୍ ବିସଇନେଇ କାଇଟା ବଲି କଉଁ? ସେ ଆମର୍ ଜିଉଦି ବଁସର୍ ଆନିଦାଦି ରଇଲା । ସେ କେନ୍ତି ଦରମ୍ ବଲାଇ ଅଇଲା?
2 Kwa maana ikiwa Abrahamu alihesabiwa haki kwa matendo, angekuwa na sababu ya kujisifu, lakini si mbele za Mungu.
୨ଜଦି ଅବ୍ରାଆମ୍ ନିଜର୍ କରିରଇବା କାମେଅନି ସେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇତା, ସେ ବଡ୍ପନ୍ କାତା କଇପାର୍ତା । ମାତର୍ ସେଟା ପରମେସରର୍ ମୁଆଟେ ଅଇ ନାପାରେ ।
3 Kwani maandiko yanasemaje? “Abrahamu alimwamini Mungu, na ikahesabiwa kwake kuwa haki.”
୩ସାସ୍ତର୍ ଇସାବେ, “ଅବ୍ରାଆମ୍ ପରମେସରର୍ତେଇ ବିସ୍ବାସ୍ କଲା, ଆରି ଏ ବିସ୍ବାସର୍ ଲାଗି ପରମେସର୍ ତାକେ ଦରମ୍ଲକ୍ ଇସାବେ ନିଜର୍ କଲା ।”
4 Sasa kwa mtu afanyaye kazi, malipo yake hayahesabiwi kuwa ni neema, bali kuwa ni deni.
୪ଜେ କାମ୍ କର୍ସି ସେ ବୁତି ପାଇସି ଆକା । କାର୍ଟାନେଅନି ଦାନ୍ ଇସାବେ ନ ପାଏ ।
5 Lakini kwa mtu asiyefanya kazi bali anamwamini yeye ambaye amhesabia haki asiyekuwa mtaua, imani yake mtu huyo imehesabiwa kuwa haki.
୫ମାତର୍ ଜେ ନିଜର୍ ଉପ୍ରେ ଆସା ନ କରି, ପରମେସରର୍ତେଇ ବିସ୍ବାସ୍ କର୍ସି, ତାର୍ ବିସ୍ବାସର୍ ଲାଗି, ଅପ୍ରାଦର୍ ଦସ୍ ନ ଦାରି ଚାଡିଦେବା ପରମେସର୍, ତାକେ ଦରମ୍ଲକ୍ ଇସାବେ ଡାକ୍ସି ।
6 Daudi pia hunena baraka juu ya mtu ambaye Mungu amhesabia haki pasipo matendo.
୬ଜନ୍ ଲକର୍ ରିତିନିତି ନ ଦେକି ପରମେସର୍ ତାକେ ଦରମ୍ଲକ୍ ବଲି ଡାକ୍ସି, ସେନ୍ତାରି ଲକର୍ ବିସଇନେଇ ଦାଉଦ୍ କଇଆଚେ,
7 Alisema, “Wamebarikiwa wale ambao maovu yao yamesamehewa na ambao dhambi zao zimefunikwa.
୭ଜାର୍ ଦସ୍ ଦଇଅଇଲା ଆଚେ ସେ କେଡେ କରମର୍ ଲକ୍ । ଜେ ପାପ୍କେମା ପାଇଲାଆଚେ ସେ କେଡେ କରମର୍ ଲକ୍ ।
8 Amebarikiwa mtu yule ambaye Bwana hamhesabii dhambi.”
୮ମାପ୍ରୁ ଜାର୍ ପାପର୍ ଇସାବ୍ ନ କରେ, ସେ କେଡେ କରମର୍ ଲକ୍!
9 Basi je baraka hizi ni kwa wale waliotahiriwa tu, au pia kwa wale wasiotahiriwa? Kwa maana twasema, “kwa Abrahamu imani yake ilihesabiwa kuwa ni haki.”
୯ଇତି ଦାଉଦ୍ ଜନ୍ ଲକ୍ମନ୍କେ କେଡେ କରମର୍ ଲକ୍ ବଲି କଇଲାଆଚେ, ସେମନର୍ ବିତ୍ରେ କାଇ ଅବ୍କା ସୁନତ୍ ଅଇଲା ଲକ୍ସେ ରଇଲାଇ କି? ନାଇ, ସୁନତ୍ ନ ଅଇଲା ଲକ୍ ମିସା କେଡେ କରମର୍ ଲକ୍ ଅଇପାରତ୍ । ଆମେ କଇଲୁନି ଅବ୍ରାଆମ୍ ବିସ୍ବାସ୍ କଲାକେସେ ଦରମ୍ ଲକ୍ ଇସାବେ ଏଜାଇଅଇଲା,
10 Hivyo ilihesabiwaje basi? Wakati Abrahamu alikuwa katika tohara, au kabla hajatahiriwa? Haikuwa katika kutahiriwa, bali katika kutotahiriwa.
୧୦ଏଟା କେଡେବେଲେ ଗଟିରଇଲା? ଅବ୍ରାଆମ୍ ସୁନତ୍ ଅଇଲା ପଚେ କି, ତାର୍ ଆଗ୍ତୁ? ଆଗ୍ତୁ, ପଚେ ନାଇ ।
11 Abrahamu alipokea alama ya kutahiriwa. Huu ulikuwa muhuri wa ile haki ya imani aliyokuwa nayo tayari kabla hajatahiriwa. Matokeo ya ishara hii ni kwamba alifanyika kuwa baba wa wote waaminio, hata kama wapo katika kutotahiriwa. Hii ina maana kwamba haki itahesabiwa kwao.
୧୧ସୁନତ୍ ଅଇବା ଆଗ୍ତୁ, ଅବ୍ରାଆମର୍ ବିସ୍ବାସ୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଡାକି ରଇଲା । ଏଟା ଜାନାଇବାକେ ଗଟେକ୍ ଚିନ୍ପାରା ଅବ୍ରାମ୍ ଏ ସୁନତ୍ବିଦି କର୍ବାଟା ନାମି ରଇଲା । ଜେନ୍ତାର୍କି ଜନ୍ ଲକ୍ମନ୍ ସୁନତ୍ ନ ଅଇକରି ମିସା, ବିସ୍ବାସ୍ କର୍ବାଇ, ସେମନ୍ ଦରମ୍ଲକ୍ ବଲି ଏଜାଇ ଅଇବାଇ । ସେଟାର୍ପାଇ ଗାଗଡ୍ ଇସାବେ ଅବ୍ରାଆମ୍ ସେମନର୍ ବାବା ବଲାଇଅଇସି,
12 Hii pia ilimaanisha kuwa Abrahamu alifanyika baba wa tohara si tu kwa wale wanaotokana na tohara, bali pia wale wanaozifuata nyayo za baba yetu Abrahamu. Na hii ndiyo imani aliyokuwa nayo kwa wasiotahiriwa.
୧୨ଅବ୍ରାଅମ ସୁନତ୍ ଅଇବା ଆଗ୍ତୁ ବିସ୍ବାସର୍ ଜନ୍ ଚିନ୍ ଦେଇରଇଲା, ଜଦି ସୁନତ୍ ନଇଲା ଲକ୍ମନ୍ ନିଜର୍ ଜିବନେ ସେ ରକାମ୍ ବିସ୍ବାସ୍ ଦେକାଇ ପାର୍ବାଇ ବଇଲେ, ଅବ୍ରାଆମ୍ ସେମନର୍ ମିସା ବାବା ।
13 Kwa maana haikuwa kwa sheria kwamba ahadi ilitolewa kwa Abrahamu na uzao wake, ahadi hii ya kwamba watakuwa warithi wa dunia. isipokuwa, ilikuwa kupitia haki ya imani.
୧୩ଅବ୍ରାଆମ୍ ନିୟମ୍ ମାନ୍ଲାର୍ ପାଇ ନାଇ, ଅବ୍କା ବିସ୍ବାସ୍ କଲାର୍ପାଇ ସେ ଦରମ୍ ଲକ୍ ବଲି ଏଜାଇଅଇରଇଲା । ଆରି ସେଟାର୍ ପାଇ, ସେ ଆରି ତାର୍ କୁଟୁମର୍ ଲକ୍ମନ୍ ଜଗତର୍ ଅଦିକାରି ଅଇବାଇ ବଲି ପରମେସର୍ କାତା ଦେଇରଇଲା ।
14 Kwa maana kama wale wa sheria ndio warithi, imani imekuwa bure, na ahadi imebatilika.
୧୪ଜନ୍ ଲକ୍ମନ୍ ନିୟମ୍ ମାନ୍ବାଇ, ଅବ୍କା ସେମନ୍ସେ ଜଦି ପରମେସରର୍ ଦାନ୍ ପାଇବାଇ, ତେବେ ଲକ୍ମନର୍ ବିସ୍ବାସ୍ ଚୁଚାଇ ଅଇସି । ପରମେସର୍ ଦେଇରଇବା କାତା ମିସା ଚୁଚାଇସେ ।
15 Kwa sababu sheria huleta ghadhabu, lakini pale ambapo hakuna sheria, pia hakuna kutotii.
୧୫ନିୟମ୍ ନ ମାନ୍ଲାର୍ପାଇ ଲକ୍ମନ୍ ପରମେସରର୍ ବଡ୍ ରିସାଇ ପଡ୍ବାଇ । ମାତର୍ ଜନ୍ତି ନିୟମ୍ ନାଇ, ତେଇ ନିୟମ୍ ନ ମାନ୍ବା କାତା ଉଟେ ନାଇ ।
16 Kwa sababu hii hili hutokea kwa imani, ili iwe kwa neema. Matokeo yake, ahadi ni dhahiri kwa uzao wote. Na wazawa hawa si tu wale wanaojua sheria, bali pia wale ambao ni wa imani ya Abrahamu. Kwa maana yeye ni baba yetu sisi sote,
୧୬“ସେଟାର୍ପାଇ ପରମେସର୍ କାତା ଦେଇରଇବାଟା ବିସ୍ବାସର୍ ଲାଗି ରଇସି । ଜନ୍ ଲକ୍ମନ୍ ନିୟମ୍ ମାନ୍ବାଇ, ଅବ୍କା ସେମନର୍ ପାଇସେ ପରମେସର୍ କାତା ଦେଏ ନାଇ । ଅବ୍ରାଆମର୍ ପାରା ବିସ୍ବାସ୍ କର୍ତେ ରଇବା ସବୁର୍ ପାଇ ସେଟା ଲଡା । କାଇକେବଇଲେ ଅବ୍ରାମ୍ ସେମନର୍ ଆତ୍ମା ଇସାବେ ରଇବା ବାବା ।”
17 kama ilivyoandikwa, “Nimekufanya wewe kuwa baba wa mataifa mengi.” Abrahamu alikuwa katika uwepo wa yule aliyemwamini, yaani, Mungu ambaye huwapa wafu uzima na kuyaita mambo ambayo hayapo ili yaweze kuwepo.
୧୭ଏ ବିସଇ ସାସ୍ତରେ ଲେକାଆଚେ “ତକେ ଆମେ ସବୁ ବଁସର୍ ବାବା କରିଆଚୁ ।” ପରମେସରର୍ ଇସାବେ ଏ କାତା ଦେଲାଟା ଟିକ୍ ରଇଲା, କାଇକେ ବଇଲେ ଜନ୍ ପରମେସର୍କେ ଅବ୍ରାଆମ୍ ବିସ୍ବାସ୍ କର୍ତେ ରଇଲା, ସେ ପର୍ମେସରର୍ ବାକିଅ ମଲା ଲକ୍ମନ୍କେ ଜିବନ୍ କର୍ସି ଆରି କାଇଟା ନଇଲାତେଇଅନି ସବୁ ବିସଇ ତିଆର୍ କର୍ସି ।
18 Licha ya hali zote za nje, Abrahamu kwa ujasiri alimuamini Mungu kwa siku zijazo. Hivyo akawa baba wa mataifa mengi, kulingana na kile kilichonenwa,”... Ndivyo utakavyokuwa uzao wako.”
୧୮ଆସା କର୍ବାକେ କାଇଟା ନ ରଇଲେ ମିସା, ଅବ୍ରାଆମ୍ ବିସ୍ବାସ୍ କରି ଆସାଅଇ ରଇଲା । ସେଟାର୍ ପାଇ ସେ ସବୁ ବଁସର୍ ବାବା ଅଇଲା, କାଇକେ ବଇଲେ ସେ ସାସ୍ତରେଅନି କାତା ମିଲାଇରଇଲା, “ତାର୍ କୁଟୁମର୍ ଲକ୍ମନ୍ ଏଜି ନାପାର୍ବା ଆକାସର୍ ତାରାପାରା ଅଇବାଇ ।”
19 Yeye hakuwa dhaifu katika imani. Abrahamu alikiri kwamba mwili wake mwenyewe ulikwisha kufa - alikuwa na umri wa karibu miaka mia moja. Pia alikubaliana na hali ya kufa ya tumbo la Sara.
୧୯ତାକେ ସେଡ୍କିବେଲେ ସଏ ବରସ୍ ଅଇରଇଲା । ମାତର୍ ତାକର୍ ମଲାପାରା ଗାଗଡର୍ କାତା ବାବି, କି ସାରା ଜେକି ଆରି ପିଲା ପାଇ ନାପାରେ, ଏ କାତା ଜାନିକରି ମିସା, ତାକର୍ ବିସ୍ବାସ୍ ଉନା ଅଏନାଇ ।
20 Lakini kwa sababu ya ahadi ya Mungu, Abrahamu hakusita katika kutokuamini. Bali, alitiwa nguvu katika imani na alimsifu Mungu.
୨୦ସେ ତାର୍ ବିସ୍ବାସେଅନି ବିନେ ବେଗ୍ଲେ ନାଇ, କି ପରମେସର୍ ଦେଇରଇବା କାତା ଅଇସି କି ନଏଁ ବଲି କଏନାଇ । ସେ ବିସ୍ବାସ୍ କରି ବପୁ ସଙ୍ଗ୍ ପୁରାପୁରୁନ୍ ଅଇଲା ଆରି ସେ ପରମେସର୍କେ ଡାକ୍ପୁଟା କଲା ।
21 Alikuwa akijua hakika ya kuwa kile ambacho Mungu ameahidi, alikuwa pia na uwezo wa kukikamilisha.
୨୧“ପରମେସର୍ ଜନ୍ କାତା ଦେଇରଇଲା, ସେଟା ସେ କର୍ସି ଆକା ବଲି ଡାଟ୍ସଙ୍ଗ୍ ବିସ୍ବାସ୍ କଲା ।”
22 Kwa hiyo hii pia ilihesabiwa kwake kuwa ni haki.
୨୨ସେ ବିସ୍ବାସର୍ ଲାଗି ଅବ୍ରାଆମ୍ ପରମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା ।
23 Sasa haikuandikwa tu kwa faida yake, kwamba ilihesabiwa kwake.
୨୩ଦରମ୍ ଲକ୍ ଇସାବେ ଏଜାଇଅଇବାଟା ସାସ୍ତରର୍ କାତା, ଉଜେ ଅବ୍ରାମ୍କେସେ ଅଇସି, ସେନ୍ତାରି ନାଇ ।
24 Iliandikwa kwa ajili yetu pia, kwa waliowekewa kuhesabiwa, sisi ambao tunaamini katika yeye aliyemfufua Bwana wetu Yesu kutoka wafu.
୨୪ସେଟା ଆମର୍ପାଇ ମିସା ଲେକାଅଇଆଚେ । ଆମେ ମିସା ପରମେସର୍କେ ବିସ୍ବାସ୍ କଲେ ଦରମ୍ ଲକ୍ ବଲି ଏଜାଇଅଇବୁ । ସେ ମାପ୍ରୁ ଜିସୁକେ ମଲାତେଇଅନି ଆରି ତରେକ୍ ଜିବନ୍ କରି ଉଟାଇଲା ଆଚେ ବଲି ବିସ୍ବାସ୍ କଲୁନି ।
25 Huyu ni yule ambaye alitolewa kwa ajili ya makosa yetu na kufufuliwa ili tupate kuhesabiwa haki.
୨୫ମାପ୍ରୁ ଜିସୁ ଆମର୍ ପାପର୍ ଲାଗି ମରିରଇଲା ଆରି ପରମେସରର୍ତେଇ ଆମ୍କେ ଦରମ୍ ଲକ୍ କରାଇବାକେ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ।