< Wahebrania 6 >
1 Kwa hiyo, tukiacha tulichojifunza kwanza kuhusu ujumbe wa Kristo, twapaswa kuwa na juhudi kuelekea kwenye ukomavu, tusiweke tena misingi ya toba kutoka katika kazi zisizo na uhai na imani katika Mungu,
୧ତେବର୍ପାଇ କିରିସ୍ଟର୍ ମୁଲେଅନି ସିକିରଇବା ବିସଇ ତର୍କେ ତର୍ ନ ସିକିକରି ତାର୍ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍ ବିସ୍ବାସ୍ ମିସା ଡାଁଟ୍ ଅଇସି । ଚୁଚାଇ କାମ୍ମନ୍ ଚାଡିକରି ପର୍ମେସର୍ଟାନେ ବାଉଡ୍ବା ଜନ୍ଟା କି ଆମର୍ ବିସ୍ବାସର୍ ମୁଲ୍ ପାକ୍ନା ରଇଲା, ତେଇ ଆରିତରେକ୍ ସେଟାସେ କର୍ବାର୍ ନାଇ ।
2 wala misingi ya mafundisho ya ubatizo, na kuwawekea mikono, ufufuo wa wafu, na hukumu ya milele. (aiōnios )
୨ଡୁବନ୍ ବିସଇର୍ ସିକିଆ ଦେବାଟା, ଆତ୍ ସଙ୍ଗଇକରି ପାର୍ତନା କର୍ବାଟା, ମଲା ଲକ୍ମନ୍ ଆରିତରେକ୍ ବଁଚ୍ବାଟା ଆରି ଲକ୍ମନ୍କେ ସବୁଦିନର୍ପାଇ ରଇବା ପର୍ମେସରର୍ ନ ସାର୍ବା ବିଚାର୍ନା । (aiōnios )
3 Na tutafanya hivi ikiwa Mungu ataruhusu.
୩ଏବେ ଆମେ ଆଗ୍କେ ଜିବାକେ ପଡ୍ସି । ମାପ୍ରୁକେ ଆସାକରି ଆଗର୍ ବିସଇ ସିକୁ ।
4 Kwa kuwa haiwezekani kwa wale ambao waliipata nuru awali, ambao walionja kipawa cha mbinguni, na kufanywa kuwa washirika wa Roho Mtakatifu,
୪କାଇକେବଇଲେ ଜେତ୍କି ଲକ୍ ତାକର୍ ବିସ୍ବାସ୍ ଚାଡିଆଚତ୍, ସେମନର୍ ମନ୍ ପର୍ମେସରର୍ ଉଜଲ୍ସଙ୍ଗ୍ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍ ସେମନ୍ ଚାକିଆଚତ୍ । ଆରି ସୁକଲ୍ଆତ୍ମା ପାଇଆଚତ୍ ।
5 na ambao walionja uzuri wa neno la Mungu na kwa nguvu za wakati ujao, (aiōn )
୫ପର୍ମେସରର୍ ବାକିଅ କେଡେକ୍ ନିକ ବଲି ସେମନ୍ ଜାନିଆଚତ୍ । ଆଇବା ଜୁଗେ ତାର୍ ଜନ୍ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍ ଜାନିଆଚତ୍ । (aiōn )
6 na kisha wakaanguka - haiwezekani kuwarejesha tena katika toba. Hii ni kwa sababu wamemsulubisha Mwana wa Mungu mara ya pili kwa nafsi zao, wakimfanya kuwa chombo cha dhihaka hadharani.
୬ଏଟା ସବୁ ଅଇଲା ପଚେ ସେମନ୍ ତାକର୍ ବିସ୍ବାସ୍ ଆରାଇ ଆଚତ୍ । ସେଟାର୍ପାଇ ସେମନ୍କେ ଆରିତରେକ୍ ମନ୍ ବାଉଡାଇବାକେ ସଅଜ୍ ନାଇ । କାଇକେବଇଲେ ସେମନ୍ ପର୍ମେସରର୍ ପଅକେ ଆରିତରେକ୍ କୁର୍ସେ ମରାଇକରି ଗୁଲାଇ ଲକର୍ ମୁଆଟେ ଇଜତ୍ ଜିକ୍ଲାଇନି ।
7 Kwa kuwa ardhi iliyopokea mvua inyeshayo mara kwa mara juu yake, na ikatoa mazao muhimu kwa hao waliofanya kazi katika ardhi, hupokea baraka kutoka kwa Mungu.
୭ବର୍ସା ପାନି ଜମିଟାନେ ମାର୍ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍ମେସର୍ ଆସିର୍ବାଦ୍ କର୍ସି । ସେନ୍ତାରି ଜମିଟାନେ ଲକ୍ମନ୍କେ ଦର୍କାର୍ ଅଇବା ଚାସ୍ କରିଅଇସି ।
8 Lakini ikiwa huzaa miiba na magugu, haina tena thamani na ipo katika hatari ya kulaaniwa. Mwisho wake ni kuteketezwa.
୮ମାତର୍ ସେ ଜମିଟାନେ ଜଦି କାଟା ଗଚ୍ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍ମେସର୍ ଡଣ୍ଡ୍ ଦେଇସି ଆରି ସେଟାମନ୍କେ ଜଇଟାନେ ପଡାଇଦେଇସି ।
9 Ijapokuwa tunazungumza hivi, rafiki wapenzi, tunashawishiwa na mambo mazuri yawahusuyo ninyi na mambo yahusuyo wokovu.
୯ଏ ଆଲାଦର୍ ମଇତର୍ମନ୍, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍ ବଲି ମୁଇ ଜାନି । ତମେ ଆଗ୍ତୁଅନି ବିସ୍ବାସ୍ କଲାସ୍ନି ଆରି ତମର୍ ଚଲାଚଲ୍ତି ନିକ ଆଚେ । ଏ ସବୁ ତମେ ମୁକ୍ତି ପାଇରଇବା ଗଟେକ୍ ଚିନ୍ ।
10 Kwa kuwa Mungu si dhalimu hata asahau kazi yenu na kwa upendo mliouonesha kwa ajili ya jina lake, katika hili mliwatumikia waamini na bado mngali mnawatumikia.
୧୦କାଇକେବଇଲେ, ପର୍ମେସର୍ ଅନିଆଇ ନ କରେ । ତମେ କରିରଇବା ନିକ କାମ୍ ସେ ନ ପାସ୍ରେ । ତାର୍ପାଇ ରଇବା ତମର୍ ଆଲାଦ୍ ମିସା । ସେ ଆଲାଦ୍ ତମର୍ ବିସ୍ବାସି ବାଇବଇନିକେ ସାଇଜ କଲାର୍ ପାଇ ତମେ ଦେକାଇ ଆଚାସ୍ ।
11 Na tunatamani sana kwamba kila mmoja wenu aweze kuonesha bidii ile ile mpaka mwisho kwa uhakika wa ujasiri.
୧୧ମୁଇ ଜନ୍ଟା ମନ୍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍ମେସର୍ ଜନ୍ କାତା ଦେଇଆଚେ, ସେଟା ପୁରାପୁରୁନ୍ ଅଇବାଜାକ ତମର୍ ଆସା ନ ଚାଡା ।
12 Hatutaki muwe wavivu, lakini muwe wafuasi wa wale warithio ahadi kwa sababu ya imani na uvumilivu.
୧୨ସେନ୍ତାରି କଲେ ଅଲସ୍ ନଅଇ ବିସ୍ବାସ୍ ଆରି ମୁର୍ଚି ରଇବା ଲକ୍ ଅଇସା । ସେନ୍ତାରି ଲକ୍ ପର୍ମେସର୍ ଜନ୍ଟା ଦେବାକେ କାତା ଦେଇଆଚେ, ସେମନ୍ ସେଟା ପାଇବାଇ ।
13 Kwa maana Mungu alipompa Abrahamu ahadi, aliapa kwa nafsi yake, kwa kuwa asingeliapa kwa mwingine yeyote aliye mkubwa kuliko yeye.
୧୩ପର୍ମେସର୍ ଅବ୍ରାଆମ୍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍ କର୍ବି ବଲି ସପତ୍ କରିରଇଲା । ତାର୍ଟାନେ ଅନି ଆରି କେ ମିସା ବଡ୍ ନ ରଇଲାକେ ନିଜର୍ ନାଉଁ ଦାରି ସପତ୍ କଲା ।
14 Alisema, “Hakika nitakubariki, na nitauongeza uzao wako zaidi.”
୧୪ସେ ଅବ୍ରାଆମ୍କେ କଇଲା, “ମୁଇ ତମ୍କେ ବାଇଦରେ ଆସିର୍ବାଦ୍ କର୍ବି । ଆରି ତର୍ କୁଟୁମ୍ ଜବର୍ କର୍ବି ।”
15 Kwa njia hii, Abrahamu alipokea kile alichoahidiwa baada ya kusubiria kwa uvumilivu.
୧୫ଅବ୍ରାଆମ୍ ତାର୍ କାତା ଦାରି ଜାଗିରଇଲାକେ, ପର୍ମେସର୍ ସପତ୍ କଲାଟା ସେ ମିଲାଇଲା ।
16 Maana wanadamu huapa kwa yeye aliye mkuu kuliko wao, na kwao ukomo wa mashindano yote ni kiapo kwa kuyathibitisha.
୧୬ଜେଡେବେଲେ ଲକ୍ମନ୍ ପର୍ମାନ୍ ସଇତ୍ କର୍ବାଇ, ସେମନ୍ ବଡ୍ଲକ୍ମନର୍ ନାଉଁ ଦାରି ପର୍ମାନ୍ ସଇତ୍ କର୍ବାଇ । ସେନ୍ତାରି କଲେ ସେ ସପତ୍ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି ।
17 Wakati Mungu alipoamua kuonesha kwa uwazi zaidi kwa warithi wa ahadi kusudi lake zuri lisilobadilika, alilithibitisha kwa kiapo.
୧୭ଜନ୍ଲକ୍ମନ୍ ସେ କାତା ଦେଇରଇବାଟା ମିଲାଇବାଇ, ସେମନ୍ ଏ ସବୁ ବିସଇ ଜାନତ୍ ବଲି ସେ ମନ୍ କରିରଇଲା । ତାର୍ ମନ୍ କେବେ ନ ବାଦ୍ଲେ ବଲି ସବୁ ଲକ୍ ଜାନିରଅତ୍ । ସେଟାର୍ପାଇ ସେ ତାର୍ କାତାଦେଇ ରଇବାଟାନେ ତାର୍ ସପତ୍ ମିସା ମିସାଇଲା । ପର୍ମେସର୍ ଦେଇରଇବା କାତା ଆରି ତାର୍ ସପତ୍ ସତ୍ସେ ।
18 Alifanya hivyo ili kwa vitu viwili visivyoweza kubadilika, ambavyo katika hivyo Mungu hawezi kusema uongo, sisi tulioikimbilia hifadhi tupate kutiwa moyo kushikilia kwa nguvu tumaini lililowekwa mbele yetu.
୧୮ଏ ଦୁଇଟା ବିସଇ କେବେ ନ ବାଦ୍ଲେ । କାଇକେବଇଲେ ପର୍ମେସର୍ ମିଚ୍ ନ କଏ । ତେବର୍ପାଇ ଆମେ ମୁକ୍ତି ପାଇରଇବା ଲକ୍ମନ୍, ଆମର୍ ମନେ ବେସି ସାଆସ୍ ଦାରିଆଚୁ । ଆରି ତାର୍ଟାନେ ରଇବା ଆମର୍ ଆସା ଡାଁଟ୍ ଆଚେ ।
19 Tunao ujasiri huu kama nanga imara na ya kutegemea ya roho zetu, ujasiri ambao unaingia sehemu ya ndani nyuma ya pazia.
୧୯ଏ ଆସା ଆମର୍ ବିସ୍ବାସ୍ ଡାଁଟ୍ କରାଇସି । କାଇକେବଇଲେ ସେଟା ପୁରାପୁରୁନ୍ ଅଇସିଆକା । ଅମର୍ ଆସାର୍ ଲାଗି ଆମେ ପର୍ମେସରର୍ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍ ପୁଜାରି ମନ୍ଦିରର୍ ଅଦିକ୍ ସୁକଲ୍ ଜାଗାଇ ପୁର୍ସି । ଜନ୍ ଜାଗା କି ପାର୍ଦା ବିତ୍ରେ ଲୁଚିରଇସି ।
20 Yesu aliingia sehemu ile kama mtangulizi wetu, akisha kufanyika kuhani mkuu hata milele baada ya utaratibu wa Melkizedeki. (aiōn )
୨୦ସେ ଜାଗାଇସେ ଆମର୍ ଜିସୁ ଆଗ୍ତୁ ଜାଇଆଚେ । ଆରି ସବୁଦିନର୍ପାଇ ମଲ୍କିସେଦକର୍ ପୁଜାରି ପଦ୍ ପାରା ସେ ବଡ୍ ପୁଜାରି ଅଇଲାଆଚେ । (aiōn )