< Matendo 1 >
1 Kitabu cha zamani nilikiandika, Theofilo, nikisema yote Yesu aliyoanza kufanya na kufundisha,
୧ସାର୍ଦାର୍ ତିଅପିଲ୍, ମର୍ ପର୍ତୁମ୍ ଲେକିରଇବା ଲୁକ୍ବଇଟାନେ ଆରାମେଅନି, ପର୍ମେସର୍ ତାକେ ସର୍ଗେ ନେବା ଦିନ୍ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି ।
2 mpaka siku ambayo Yeye alipokelewa juu. Hii ilikuwa baada ya kutoa amri kupitia Roho Mtakatifu kwa mitume aliokuwa amewachagua.
୨ତାର୍ ଆଗ୍ତୁ ସୁକଲ୍ଆତ୍ମାର୍ ବପୁସଙ୍ଗ୍ ସେ ବାଚିରଇବା ପେରିତ୍ମନ୍କେ କେତେଟା ଆଦେସ୍ ଦେଇରଇଲା ।
3 Baada ya mateso yake, Yeye alionekana kwao akiwa hai pia na vithibitisho vingi vikishuhudia. Kwa siku arobaini alijidhihirisha kwao, na alizungumza kuhusu ufalme wa Mungu.
୩ସେ ଦୁକ୍ କସ୍ଟ ଅଇଲାପଚେ, ସେମନ୍କେ ନିଜେ ବେସି ତର୍ ଦେକାଇଅଇଲା । ଚାଲିସ୍ ଦିନ୍ଜାକ ବିନ୍ ବିନ୍ ବେଲାଇ ଦେକାଇଅଇଲା । ମଲାତେଇଅନି ଉଟ୍ଲାଟା ସତ୍ସଙ୍ଗ୍ ଜାନାଇଲା । ସେମନ୍ ତାକେ ଦେକ୍ଲାଇ, ଆରି ସେ ସେମନର୍ସଙ୍ଗ୍ ପର୍ମେସରର୍ ରାଇଜ୍ ବିସଇନେଇ କାତା ଅଇଲା ।
4 Alipokuwa akikutana pamoja nao, aliwaamuru wasiondoke Yerusalemu, lakini wasubiri kwa ajili ya ahadi ya Baba, ambayo, alisema, “Mlisikia kutoka kwangu
୪ତରେକ୍ ସେମନର୍ସଙ୍ଗ୍ ମିସିକରି କାଇବା ବେଲେ, ସେ ଏ ଆଦେସ୍ ଦେଲା, “ଜିରୁସାଲମ୍ ଚାଡାନାଇ । ମାତର୍ ଜନ୍ଟା ମର୍ ସରଗର୍ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍ବା ଜାକ ଜାଗିରୁଆ ।
5 kwamba Yohana alibatiza kabisa kwa maji, lakini mtabatizwa kwa Roho Mtakatifu katika siku hizi chache.”
୫କାଇକେବଇଲେ ଜଅନ୍ ପାନିତେଇ ଡୁବନ୍ ଦେଇରଇଲା, ମାତର୍ କେତେ ଦିନ୍ ବିତ୍ରେ ପର୍ମେସର୍ ତମ୍କେ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।”
6 Na walipokuwa wamekutanika pamoja walimuuliza, “Bwana, hivi huu ndio muda utakaowarudishia Israeli ufalme?”
୬ଦିନେକ୍ ପେରିତ୍ ସିସ୍ମନ୍ ଗଟେକ୍ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍ଲାଇ, “ମାପ୍ରୁ, ତମେ କାଇ ଏବେ ଇସ୍ରାଏଲର୍ ଲକ୍ମନ୍କେ ତାକର୍ ରାଇଜ୍ ଆରିତରେକ୍ ବାଉଡାଇ ଦେଇସୁ କି?”
7 Yeye akawaambia, “Siyo sawa kwenu kujua wakati au majira ambayo Baba amekusudia kwa mamlaka yake mwenyewe.”
୭ଜିସୁ ସେମନ୍କେ କଇଲା, “ମର୍ ବାବା ତାର୍ ନିଜର୍ ଅଦିକାର୍ସଙ୍ଗ୍ ବେଲାଗଡି ଟିକ୍କରି ସଙ୍ଗଇ ଆଚେ । ଏ ସବୁ କେବେ ଗଟ୍ସି, ସେଟା ତମର୍ ଜାନ୍ବା ଦର୍କାର୍ ନାଇ ।
8 Lakini mtapokea nguvu, wakati Roho Mtakatifu atakapokuja juu yenu, na ninyi mtakuwa mashahidi wangu kote katika Yerusalemu na Uyahudi yote na Samaria mpaka mwisho wa nchi.”
୮ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।”
9 Bwana Yesu alipokwisha yasema haya, wakiwa wanatazama juu, Yeye aliinuliwa juu, na wingu likamfunika wasimwone kwa macho yao.
୯ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ ।
10 Wakati wanatazama mbinguni kwa makini akienda, ghafla, watu wawili walisimama katikati yao wamevaa mavazi meupe.
୧୦ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ ।
11 Walisema, “Enyi watu wa Galilaya, kwa nini mnasimama hapa mkitazama mbinguni?” Huyu Yesu aliyepaa juu mbinguni atarudi kwa namna ile ile kama mlivyomuona akienda mbinguni.
୧୧ଆରି କଇଲାଇ “ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।”
12 Ndipo wakarudi Yerusalemu kutoka kwenye mlima wa mizeituni, ambao uko karibu na Yerusalemu, mwendo wa siku ya Sabato.
୧୨ତାର୍ପଚେ ପେରିତ୍ ସିସ୍ମନ୍ ଜିତ୍ ପର୍ବତେଅନି ଜିରୁସାଲାମ୍ ବାଉଡି ଗାଲାଇ । ସେ ପର୍ବତ୍, ଜିରୁସାଲମ୍ ନଅରେଅନି ଗଟେକ୍ କିଲମିଟର୍ ଦୁର୍ ରଇଲା ।
13 Walipofika walikwenda ghorofani walikokuwa wakikaa. Nao ni Petro, Yohana, Yakobo, Andrea, Filipo, Thomaso, Batholomayo, Mathayo, Yakobo Mwana wa Alfayo, Simoni Zelote na Yuda Mwana wa Yakobo.
୧୩ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ ।
14 Wote waliungana kama mtu mmoja, kwa juhudi walikuwa wakiendelea katika maombi. Pamoja na hao walikuwepo wanawake, Mariamu Mama yake Yesu, na kaka zake.
୧୪ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
15 Katika siku zile Petro alisimama katikati ya ndugu, kama watu 120, akasema,
୧୫କେତେ ଦିନ୍ ଗାଲାପଚେ ପାକାପାକି ସଏ କଡେ ଲକ୍ ବିସ୍ବାସି ବାଇମନ୍ ରଇଲା ଗଟେକ୍ ସବାଇ, ପିତର୍ ଲକ୍ମନର୍ ମୁଆଟେ ଉଟି ଟିଆଅଇ କଇଲା,
16 Ndugu, ilikuwa lazima kwamba maandiko yatimizwe, ambapo zamani Roho Mtakatifu alisema kwa kinywa cha Daudi kuhusiana na Yuda, ambaye aliwaelekeza wale waliomkamata Yesu.
୧୬“ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା ।
17 Kwa kuwa yeye alikuwa mmoja wetu na alipokea fungu lake la faida katika hii huduma.”
୧୭ଏଲେମିସା ସେ ଆମର୍ ଦଲର୍ ଲକ୍ ରଇଲା । ଆରି ଆମର୍ ସଙ୍ଗ୍ କାମ୍ କର୍ବାକେ ବାଚାଇଅଇ ରଇଲା ।”
18 (Sasa mtu huyu alinunua eneo kwa kile alichokipokea kwa uovu wake na hapo alianguka akitanguliza kichwa, mwili ukapasuka na matumbo yake yote yakawa wazi yakamwagika.
୧୮ଜିଉଦା କରିରଇବା କରାପ୍ କାମେଅନି ମିଲାଇଲା ଡାବୁକେ ଗଟେକ୍ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍ତାଡିଅଇ ଅଦ୍ରି ମଲା । ତାର୍ ପେଟ୍ ଚିରିଅଇ ଆଁତି ବାରଇଗାଲା ।
19 Wote walioishi Yerusalemu walisikia kuhusu hili, hivyo eneo hilo wakaliita kwa lugha yao “Akeldama” hilo ni “shamba la damu.”)
୧୯ଜିରୁସାଲମ୍ ନଅରେ ବାସାଅଇରଇବା ସବୁ ଲକ୍ମନ୍ ଏ ସବୁ ବିସଇ ସୁନ୍ଲାଇ । ସେମନର୍ ବାସାଇ ସେ ଜମିର୍ ନାଉଁ ଆକେଲ୍ଦାମା ତାର୍ ଅରତ୍ ଅଇଲାନି ବନିର୍ ପଦା ବଲି ନାଉଁ ଦେଲାଇ ଆଚତ୍ ।
20 “Kwenye kitabu cha Zaburi imeandikwa, 'Ngoja eneo lake liwe hame na isiruhusiwe hata mmoja kuishi pale;' na, 'Ruhusu mtu mwingine achukue nafasi yake ya uongozi.'
୨୦ଗିତ୍ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ, “ତାର୍ ଗର୍ ଚୁଚା ଅଇଜାଅ, ତେଇ ବାସା ଅଇବାକେ କେ ମିସା ନ ରଅତ୍ ।” ଆରି ମିସା ଲେକା ଅଇଲା ଆଚେ, “ତାର୍ ଜାଗାଇ ସେବା କର୍ବାକେ ଆରି ଗଟେକ୍ ଲକ୍ ମିସ ।”
21 Hiyo ni muhimu, kwa hiyo, mmoja wa wanaume ambao waliambatana nasi wakati Bwana Yesu alipotoka na kuingia kati yetu,
୨୧“ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ ।
22 kuanzia kwenye ubatizo wa Yohana mpaka siku ile alipotwaliwa juu, lazima awe shahidi wa ufufuo pamoja nasi.
୨୨ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।”
23 “Wakaweka mbele wanaume wawili, Yusufu aitwaye Barnaba, ambaye pia aliitwa Yusto na Mathia.
୨୩ସେମନ୍ ଦୁଇ ଲକର୍ ନାଉଁ ଦେଲାଇ । ଜସେପ୍ ଜେକି ବର୍ସବା ଆରି ଜୁସ୍ତକ୍ ବଲି ମିସା କଇବାଇ ଆରି ମତିୟ ।
24 Wao waliomba wakisema, “Wewe, Bwana, ujuaye mioyo ya watu wote, hivyo weka wazi yupi kati ya wawili hawa ambaye umemchagua
୨୪ଆରି ସେମନ୍ ପାର୍ତନା କଲାଇ, “ମାପ୍ରୁ ତମେତା ସବୁ ଲକର୍ ମନର୍ କାତା ଜାନାସ୍ । ଜିଉଦା ଜନ୍ ଜାଗାଇ ରଇବାର୍ରଇଲା, ଟିକ୍ ତେଇ ଉଟିଗାଲା । ପଚେ ତାର୍ ଜାଗାଇ ତମେ ବାଚିରଇବା ଲକ୍, ଏ ଦୁଇ ଲକର୍ ବିତ୍ରେ ଅନି କେ ଅଇରଇସି?
25 kuchukua nafasi katika huduma na utume, ambapo Yuda alitenda uovu na kwenda mahali pake.”
୨୫ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।”
26 Wakapiga kura kwa ajili yao, na kura ikamwangukia Mathia ambaye alihesabiwa pamoja na wale mitume kumi na moja.
୨୬ତାର୍ପଚେ ଦୁଇ ଲକର୍ଟାନେଅନି ଗଟେକ୍ ଲକ୍କେ ବାଚ୍ବାକେ କେଡ୍ପୁଟାଇଲାଇ । କେଡ୍ପୁଟାଇଲାକେ ମତିୟସର୍ ନାଉଁ ପୁଟ୍ଲା । ସେନ୍ତାରି, ଏଗାର୍ଟା ସିସ୍ମନର୍ ଦଲେ ସେ ମିସ୍ଲା ।