< Warumi 12 >
1 Kwa hiyo, ndugu zangu, nawasihi kwa rehema zake Mungu, itoeni miili yenu iwe dhabihu iliyo hai, takatifu na inayompendeza Mungu, hii ndiyo ibada yenu yenye maana.
୧ସେଟାର୍ ପାଇ ଏ ବାଇବଇନିମନ୍, ଆମର୍ ଉପ୍ରେ ପରମେସରର୍ ବଡ୍ ଜିବନ୍ଦୁକାନିର୍ ଲାଗି, ତମ୍କେ ମୁଇ ବାବୁଜିଆ କଲିନି, ପରମେସରର୍ ଲଗେ ଗଟେକ୍ ବଲି ଇସାବେ ନିଜର୍ ଜିବନ୍ ସର୍ପିଦିଆସ୍ । ଏନ୍ତାରି ବଲି ଅଇବାଟା ମର୍ବାକେ ନଏଁ, ମାତର୍ ତାର୍ ସେବାକର୍ବାକେ ନିଜେ ସର୍ପି ଅଇବାଟା । ସେନ୍ତି ଅଇଲେ ପର୍ମେସର୍ ସାର୍ଦା ଅଇସି । ପର୍ମେସର୍କେ ଏ ରକାମ୍ ଉପାସନା କର୍ବାର୍ ଆଚେ ।
2 Msifuatishe tena mfano wa ulimwengu huu, bali mgeuzwe kwa kufanywa upya nia zenu. Ndipo mtaweza kuonja na kuhakikisha ni nini mapenzi ya Mungu yaliyo mema, yanayopendeza machoni pake na ukamilifu. (aiōn )
୨ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କରାଇସି, ସେଟା ଜାନି ପାର୍ସା । (aiōn )
3 Kwa ajili ya neema niliyopewa nawaambia kila mmoja miongoni mwenu, asijidhanie kuwa bora kuliko impasavyo, bali afikiri kwa busara kwa kulingana na kipimo cha imani Mungu aliyompa.
୩ପରମେସର୍ ମକେ ଜିବନ୍ଦୁକାଇକରି ଅଦିକାର୍ ଦେଲାକେ ତମ୍କେ ସବୁ ଲକ୍କେ କଇଲିନି, । କେ ମିସା ମୁଇ ବିନ୍ ଲକର୍ଟାନେଅନି ବଡ୍ ବଲି ବାବାନାଇ । ପରମେସର୍ ତମ୍କେ ଜେତ୍କି ବିସ୍ବାସ୍ ଦେଲାଆଚେ, ସେତ୍କି ନିଜ୍କେ ବିଚାର୍ କରା ।
4 Kama vile katika mwili mmoja tulivyo na viungo vingi, navyo viungo vyote havina kazi moja,
୪ଆମ୍କେ ସବୁଲକ୍କେ ଗାଗ୍ଡେ ବିନ୍ ବିନ୍ ବାଗ୍ ଆଚେ । ସେ ଗାଗଡର୍ ବିନ୍ ବିନ୍ ବାଗର୍, ବିନ୍ ବିନ୍ କାମ୍ ଆଚେ ।
5 vivyo hivyo na sisi tulio wengi, tu mwili mmoja katika Kristo, nasi kila mmoja ni kiungo cha mwenzake.
୫ସେନ୍ତାରିସେ ଆମେ ଜେତ୍କି ଲକ୍ କିରିସ୍ଟତେଇ ମିସ୍ଲୁଆଚୁ, ଆମେ ତାର୍ ଗାଗଡ୍ ଅଇଲୁଆଚୁ । ଗାଗଡର୍ ଆତ୍ ଗଡ୍ ପାରା ଆମେ ସବୁ ଲକ୍ ମିସିଆଚୁ ।
6 Tuna karama zilizotofautiana kila mmoja kutokana na neema tuliyopewa. Kama ni unabii na tutoe unabii kwa kadiri ya imani.
୬ସେଟାର୍ ପାଇ ପରମେସର୍ ଆମ୍କେ ଜିବନ୍ ଦୁକାଇ ଜେତ୍କି ବିନ୍ ବିନ୍ ବପୁର୍ ଦାନ୍ ଦେଲା ଆଚେ, ସେ ସବୁ ବପୁ ଆମର୍ କାମେ ଲାଗାଇବାର୍ ଆଚେ । ଜଦି ଆମ୍କେ ପର୍ମେସରର୍ ବାକିଅ ଜାନାଇବା ବପୁ ଦେଲାଆଚେ, ସେନ୍ତାର୍ଆଲେ ଆମେ ପାଇରଇବା ବିସ୍ବାସ୍ ଇସାବେ ସେଟା କର୍ବାର୍ ଆଚେ ।
7 Kama ni kuhudumu na tuhudumu, mwenye kufundisha na afundishe,
୭ଜଦି ଆମର୍ ସଙ୍ଗର୍ ଲକ୍କେ ସାଇଜ କର୍ବା ବପୁ ଦେଲାଆଚେ, ତେବେ ସେଟା କର୍ତେ ରଇବାର୍ ଆଚେ । ଜଦି ପର୍ମେସରର୍ ବାକିଅ ସିକାଇବାଟା ଦେଲାଆଚେ, ତେବେ ସେଟା ଜତନ୍ ସଙ୍ଗ୍ କର୍ବାର୍ ଆଚେ ।
8 kama ni kutia moyo na atie moyo, kama ni kuchangia kwa ajili ya mahitaji ya wengine na atoe kwa ukarimu, kama ni uongozi na aongoze kwa bidii, kama ni kuhurumia wengine na afanye hivyo kwa furaha.
୮ବିନ୍ ଲକ୍ମନ୍କେ ସାର୍ଦା କରାଇବାକେ ବପୁ ଦେଇରଇଲେ, ସେଟା କର୍ତେ ରଉଁ । ଅର୍କିତ୍ ଲକ୍ମନ୍କେ ଦାନ୍ କର୍ବା ବପୁ ଦେଇରଇଲେ, କାଇଟା ନ ବାବିକରି ଦାନ୍ କରୁ । ବିନ୍ ଲକର୍ କାମ୍କେ ଦେକାରକା କର୍ବା ଅଦିକାର୍ ଦେଇରଇଲେ, ନିଜେ ବେସି କାମ୍ କର୍ବାର୍ଆଚେ । ଜଦି ବିନ୍ ଲକ୍ମନ୍କେ ଦୟା ଦେକାଇବା ବପୁ ଦେଲାଆଚେ, ବିଜାର୍ ନ ଅଇ ସାର୍ଦା ସଙ୍ଗ୍ କର୍ବାର୍ ଆଚେ ।
9 Upendo lazima usiwe na unafiki. Chukieni lililo ovu, shikamaneni na lililo jema.
୯ବିନ୍ ଲକ୍ମନ୍କେ ଆଲାଦ୍ କର୍ବାର୍ ଆଲେ କାଇ କପଟ୍ ରଇବାର୍ ନାଇ । କାରାପ୍ ଚଲାଚଲ୍ତି ଗିନ୍ କରି, ସତ୍ ଚଲାଚଲ୍ତି ଚାଡ୍ବାର୍ ନାଇ ।
10 Pendaneni ninyi kwa ninyi kwa upendo wa ndugu. Waheshimuni na kuwatanguliza wengine.
୧୦ତମେ କିରିସ୍ଟର୍ଟାନେ ବାଇବଇନି ଅଇଲାର୍ ପାଇ, ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରି ସନ୍ମାନ୍ କରା ।
11 Msiwe wavivu, bali mwe na bidii katika roho mkimtumikia Bwana.
୧୧ନିସତ୍ ନଅଇକରି ଲାଗିରୁଆ । ଜିବନ୍ ପରାନ୍ ଦେଇକରି ପର୍ମେସର୍କେ ସେବା କରା ।
12 Kuweni na furaha katika tumaini, katika dhiki kuweni na saburi, dumuni katika maombi.
୧୨ଆମ୍କେ ରଇବା ଆସାର୍ ଲାଗି ଆମେ ସାର୍ଦା ଅଉଁ । ଦୁକ୍ କସ୍ଟ ଆଇଲେ ମୁର୍ଚିକରି ରଉଁ । ସବୁବେଲା ପର୍ମେସର୍କେ ପାର୍ତନା କର୍ତେ ରଉଁ ।
13 Changieni katika mahitaji ya watakatifu, wakaribisheni wageni.
୧୩ଆମର୍ ଟାନେ ରଇବା ଅର୍କିତ୍ ବାଇବଇନିମନ୍କେ ସାଇଜ କରୁ । ନ ଜାନ୍ବା ଲକ୍ମନ୍ ଆମର୍ ଗରେ ଆଇଲେ ଗତିଆ କରି ଡାକିନେଉଁ ।
14 Wabarikini wale wanaowatesa, barikini wala msilaani.
୧୪ଜନ୍ଲକ୍ମନ୍ ତମ୍କେ ନିନ୍ଦା କର୍ବାଇ, ସେମନ୍କେ ପରମେସର୍ ଆସିର୍ବାଦ୍ କରବଲି ପାର୍ତନା କରା । ସେମନ୍କେ ଆସିର୍ବାଦ୍ କରା, ସାଇପ୍ ଦିଆସ୍ ନାଇ ।
15 Furahini pamoja na wenye kufurahi, lieni pamoja na wale waliao.
୧୫ଜଦି ଗଟେକ୍ ଲକ୍କେ ସାର୍ଦାର୍ ଦିନ୍ ଆଇଲାଆଚେ, ତେବେ, ତାର୍ ସଙ୍ଗ୍ ମିସି ସାର୍ଦା କରା, ଜଦି ଦୁକର୍ ଦିନ୍ ଆସିରଇଲେ, ସେ ଲକର୍ ସଙ୍ଗ ମିସି ଦୁକ୍ କରା ।
16 Kaeni kwa amani ninyi kwa ninyi. Msijivune, bali mwe tayari kushirikiana na wanyonge. Wala msiwe watu wenye kujivuna kwamba mnajua kila kitu.
୧୬ସବୁ ଲକ୍କେ ସମାନ୍ ଇସାବେ ଆଲାଦ୍ ଦେକାଆ । ଆଁକାର୍ ବୁଦି ଚାଡିକରି ସଲଦ୍ ଅଇ ସାନ୍ ସାନ୍ କାମ୍ କର୍ବାକେ ମିସା ରାଜି ଉଆ । ନିଜ୍କେ ଗିଆନ୍ ରଇବାଲକ୍ ବଲି ଦେକାଇ ଉଆନାଇ ।
17 Msimlipe mtu yeyote ovu kwa ovu. Jitahidini ili mtende yaliyo mema machoni pa watu wote.
୧୭କେ ତମ୍କେ ଅନିଆଇ କଲେ, ତାକେ ବେର୍ ଦାର୍ବାର୍ ନାଇ, ଜନ୍ ଚଲାଚଲ୍ତି ସବୁର୍ ମନ୍କେ ଜାଇସି, ସେଟା କର୍ତେରଇବାର୍ ।
18 Kama ikiwezekana, kwa upande wenu kaeni kwa amani na watu wote.
୧୮ସବୁ ଲକର୍ ସଙ୍ଗ୍ ସୁସାରେ ଜିଇବାକେ ଜେତେକ୍ ପାରାସ୍, ସେତେକ୍ ଚେସ୍ଟା କରା ।
19 Wapendwa, msilipize kisasi, bali ipisheni ghadhabu ya Mungu, maana imeandikwa: “Ni juu yangu kulipiza kisasi, nitalipiza,” asema Bwana.
୧୯ମର୍ ଆଲାଦର୍ ବାଇବଇନିମନ୍, ଜଦି କେ ତମ୍କେ ଅନିଆଇ କଲେ, ତମେ ବେର୍ ଦାରାନାଇ, କାଇକେବଇଲେ, ପର୍ମେସର୍ସେ ଡଣ୍ଡ୍ ଦେଇସି । କାଇକେ ବଇଲେ ସାସ୍ତରେ ଲେକା ଆଚେ । ମାପ୍ରୁ କଇଲାନି, “ମୁଇ ବେର୍ ଦାର୍ବି । ମୁଇ ଡଣ୍ଡ୍ ଦେବି ।”
20 Badala yake: “Kama adui yako ana njaa, mlishe; kama ana kiu, mpe kinywaji. Kwa kufanya hivyo, unaweka makaa ya moto yanayowaka kichwani pake.”
୨୦ଏଲେ ସାସ୍ତରର୍ ଲେକା ଇସାବେ “ତମର୍ ସତ୍ରୁ ବୁକେ ରଇଲେ, ତାକେ କାଇବାକେ ଦିଆସ୍, ସସେ ରଇଲେ, ପାନି କୁଆ । ଏନ୍ତାର୍କଲେ ସେ ତମ୍କେ କରିରଇବା ଅନିଆଇର୍ ଲାଗି ବେସି ଲାଜ୍ ଅଇଜାଇସି ।”
21 Usishindwe na ubaya, bali uushinde ubaya kwa wema.
୨୧ମିଚ୍ କାମ୍ କରି ଆରିଜାଆ ନାଇ, ସବୁ ବିସଇ ସତ୍ ବାବେ କରି ଜିତିକରି ରୁଆ ।