< Wahebrania 10 >
1 Sheria ni kivuli tu cha mambo mema yajayo, wala si uhalisi wa mambo yenyewe. Kwa sababu hii, haiwezekani kamwe kwa njia ya dhabihu zitolewazo mwaka hadi mwaka kuwakamilisha wale wanaokaribia ili kuabudu.
୧ମସାର୍ ନିୟମ୍ ଅବ୍କା ଗଟେକ୍ ବାନା ପାରା ରଇଲା । ଜନ୍ ନିକ ଆସିର୍ବାଦ୍ କିରିସ୍ଟ ଆମ୍କେ ଦେଇସି, ସେ ଆସିର୍ବାଦର୍ ଗୁନ୍ଚଲନ୍ ତେଇ ଡିସ୍ତେରଇଲା । ମାତର୍ ସେଟା ଆସିର୍ବାଦର୍ ସମାନ୍ ନଏଁ । ତେବର୍ପାଇ ନିୟମ୍ ମାଙ୍ଗ୍ଲା ଇସାବେ, ସେମନ୍ ସବୁ ବର୍ସେ ବଲି ସର୍ପାଇ ଅଇତେରଇଲାଇ । ମାତର୍ ସେ ସବୁ ବଲି ସରପ୍ବାଟା ପର୍ମେସର୍ଟାନେ ଆଇବା ଲକ୍ମନ୍କେ ସିଦ୍ କରିନାପାର୍ଲା ।
2 Kama dhabihu hizo zingeweza kuwakamilisha, hazingeendelea kutolewa tena. Kwa kuwa hao waabuduo wangekuwa wametakaswa mara moja tu, wala wasingejiona tena kuwa na dhambi.
୨ସେନ୍ତାରି ଜନ୍ ଲକ୍ମନ୍ ପର୍ମେସର୍କେ ଉପାସନା କର୍ତେରଇଲାଇ, ଜଦି ସେମନ୍ ତାକର୍ ପାପେ ଅନି ସୁକଲ୍ ଅଇତାଇ, ତେବେ ସେମନ୍କେ ତାକର୍ ପାପ୍ ଦସି ନ କରାଇତା । ଆରି ସବୁ ବଲିଦେବାଟା ସାରିଜାଇତା ।
3 Lakini zile dhabihu zilikuwa ukumbusho wa dhambi kila mwaka,
୩ମାତର୍ ସବୁ ବରସେ ସେ ସମାନ୍ ବେଲାଇ ବଲି ସର୍ପିଦେବାଟା କର୍ବାକେ ପଡ୍ଲା । ସେମନର୍ ପାପ୍ ରଇଗାଲା ଆଚେ ବଲି ସେମନ୍ ତେଇଅନି ଜାନ୍ଲାଇ ।
4 kwa sababu haiwezekani damu ya mafahali na mbuzi kuondoa dhambi.
୪କାଇକେବଇଲେ ବଲଦ୍ମନର୍ ଆରି ଚେଲିମନର୍ ବନି କେବେ ମିସା ଆମର୍ ପାପ୍ ଦାରି ନ ନେଏ ।
5 Kwa hiyo, Kristo alipokuja duniani, alisema: “Dhabihu na sadaka hukuzitaka, bali mwili uliniandalia;
୫ଆମେ ଜାନିଆଚୁ ଜେ, କିରିସ୍ଟ ଏ ଜଗତେ ରଇଲାବେଲେ ସେ ତାର୍ ବାବା ପର୍ମେସର୍କେ କଇ ରଇଲା, ବଲି ଆରି ସର୍ପିଦେବାଟା ତୁଇ ମନ୍ କରୁସ୍ ନାଇ । ସେଟାର୍ପାଇ ତୁଇ ମର୍ପାଇ ଗଟେକ୍ ଗାଗଡ୍ ତିଆର୍ କଲୁସ୍ ।
6 sadaka za kuteketezwa na za dhambi hukupendezwa nazo.
୬ବେଦିଟାନେ ପଡାଇବା ପସୁମନ୍କେ ତୁଇ ମନ୍ କରୁସ୍ ନାଇ । କି ପାପ୍ ଦଇନେବା ବଲି ମିସା ନାଇ ।
7 Ndipo niliposema, ‘Mimi hapa, nimekuja, imeandikwa kunihusu katika kitabu: Nimekuja kuyafanya mapenzi yako, Ee Mungu.’”
୭ତାର୍ପଚେ ମୁଇ କଇଲି, ଏ ପରମେସର୍, ମର୍ ବିସଇ ନିୟମ୍ ବଇଟାନେ ଜେନ୍ତି ଲେକାଅଇଆଚେ, ସେ ଇସାବେ ତୁଇ ମନ୍ କଲାଟା ପୁରାପୁରୁନ୍ କର୍ବାକେ ରାଜିଆଚି ।
8 Kwanza alisema, “Dhabihu na sadaka, sadaka za kuteketezwa na za dhambi hukuzitaka, wala hukupendezwa nazo” (ingawa sheria iliagiza zitolewe).
୮ସେ ପର୍ତୁମ୍ କଇଲା, ତମେ ସର୍ପି ଦେବାଟା, କି ବେଦିଟାନେ ପଡାଇବାଟା, କି ପାପ୍ ଦାରିନେବା ପସୁମନର୍ ବନି ମନ୍ କରୁସ୍ ନାଇ । ଏ ସବୁ ବଲି ନିୟମ୍ ଇସାବେ ସର୍ପାଇ ଅଇରଇଲେ ମିସା, ସେ ଏନ୍ତାରି କଇଲା ।
9 Kisha akasema “Mimi hapa, nimekuja kuyafanya mapenzi yako.” Aondoa lile Agano la kwanza ili kuimarisha la pili.
୯ତାର୍ ପଚେ ସେ ଆରିତରେକ୍ କଇଲା, ତୁଇ ଜାଇଟା ମନ୍ କଲୁସ୍ନି ସେଟା ସିଦ୍ କର୍ବାକେ ଏ ପର୍ମେସର୍, ମୁଇ ଇତି ଆଚି । ସେନ୍ତାରି ଆଗର୍ପାରା ବଲିଦେବାଟା ପର୍ମେସର୍ ମନାକରି, ତାର୍ ବାଦୁଲେ କିରିସ୍ଟର୍ ବଲି ଟିକ୍ କଲା ।
10 Katika mapenzi hayo sisi tumetakaswa na kufanywa watakatifu kwa njia ya sadaka ya mwili wa Yesu Kristo alioutoa mara moja tu.
୧୦କିରିସ୍ଟ ପର୍ମେସରର୍ ମନ୍ କର୍ବାଟା ସାଦନ୍ କଲା । ସେ ତାର୍ ଗାଗଡ୍ ସର୍ପିଦେଇକରି ଏକାତର୍ ସବୁବେଲର୍ପାଇ ଆମର୍ ପାପ୍ ଦଇଦେଲା ।
11 Kila kuhani husimama siku kwa siku akifanya huduma yake ya ibada, na kutoa tena na tena dhabihu zile zile ambazo haziwezi kamwe kuondoa dhambi.
୧୧ସବୁ ଜିଉଦି ପୁଜାରିମନ୍ ସେ ସମାନ୍ ବଲି ସର୍ପିଦେଇକରି ଦିନ୍କେଦିନ୍ ଟିଆ ଅଇତେରଇଲାଇ । ମାତର୍ ଏ ବଲି ଲକ୍ମନର୍ ପାପ୍ ନେଇ ନାପାର୍ଲା ।
12 Lakini huyu kuhani akiisha kutoa dhabihu moja kwa ajili ya dhambi kwa wakati wote, aliketi mkono wa kuume wa Mungu.
୧୨ମାତର୍ କିରିସ୍ଟ ତରେକ୍ ସେ ନିଜ୍କେ ବଲିଅଇଲା, ସେଟା ଆମର୍ ପାପ୍କେ ଦାରିଗାଲା ଆରି ସେ ସର୍ପାଇ ଅଇଲାଟା ସବୁଦିନର୍ ପାଇ ନିକ । ସେ କରିରଇବା କାମ୍ ସାରାଇଲା ଇସାବେ ଗଟେକ୍ ଚିନ୍ ପାରା, ପର୍ମେସରର୍ ଉଜାବାଟେ ବସ୍ଲା ।
13 Tangu wakati huo anangoja mpaka adui zake wawekwe chini ya miguu yake,
୧୩ସେ ଏବେ ମିସା ତେଇସେ ଜାଗିଆଚେ । ଜନ୍ ବେଲାଇ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ତାର୍ ପାଦେ ଆନ୍ସି ।
14 kwa sababu kwa dhabihu moja amewafanya kuwa wakamilifu milele wale wote wanaotakaswa.
୧୪ଗଟେକ୍ ବଲିର୍ଲାଗି ଆମେ ଜେତ୍କିଲକ୍ ପାପେଅନି ଦଇଅଇ ଆଚୁ, ସେ ଆମ୍କେ ସବୁଦିନର୍ ପାଇ ସିଦ୍ କରି ଆଚେ ।
15 Pia Roho Mtakatifu anatushuhudia kuhusu jambo hili. Kwanza anasema:
୧୫ସୁକଲ୍ଆତ୍ମା ମିସା ଆମ୍କେ ତାର୍ ସାକି ଦେଇ କଇଲାନି,
16 “Hili ndilo Agano nitakalofanya nao baada ya siku hizo, asema Bwana. Nitaziweka sheria zangu mioyoni mwao, na kuziandika katika nia zao.”
୧୬“ମାପ୍ରୁ କଇଲାନି, ଆଇବା ଦିନ୍ମନ୍କେ, ମୁଇ ଏ ନୁଆଁ ରାଜିନାମା, ସେ ଲକ୍ମନର୍ପାଇ କର୍ବି । ମୁଇ ମର୍ ନିୟମ୍ ସେମନର୍ ମନେ ସଙ୍ଗଇବି ଆରି ଚିନ୍ତା କର୍ବାଟାନେ ଲେକ୍ବି ।”
17 Kisha aongeza kusema: “Dhambi zao na kutokutii kwao sitakumbuka tena.”
୧୭ସେ ଆରି ତରେକ୍ କଇଲା, ତାକର୍ ପାପ୍ ଆରି କାରାପ୍ ଗୁନ୍ ଚଲନ୍ ମୁଇ ପାସ୍ରି ଜିବି ।
18 Basi haya yakiisha kusamehewa, hakuna tena dhabihu yoyote inayotolewa kwa ajili ya dhambi.
୧୮ସେନ୍ତାରି ଏ ସବୁ ବିସଇ କେମା ଅଇଲାର୍ ପାଇ, ତାକର୍ ପାପ୍ ଦାରି ନେବାକେ ବଲି ଆରି ଦେବାକେ ନ ପଡେ ।
19 Kwa hiyo, ndugu zangu, kwa kuwa tunao ujasiri wa kupaingia Patakatifu pa Patakatifu kwa damu ya Yesu,
୧୯ଏ ମର୍ ବାଇବଇନିମନ୍, ଜିସୁର୍ ମରନର୍ ଲାଗି ଆମେ ଅଦିକ୍ ସୁକଲ୍ ଜାଗାଇ ପୁର୍ବାକେ ଆମ୍କେ ଅଦିକାର୍ ଆଚେ ।
20 kwa njia mpya iliyo hai tuliyofunguliwa kwa ajili yetu kupitia kwenye lile pazia, yaani, mwili wake,
୨୦କାଇକେବଇଲେ, ତାର୍ ଗାଗଡ୍ ସର୍ପି ଅଇଲାକେ ପାର୍ଦାବାଟେ ଆମ୍କେ ନୁଆ ଆରି ଜିବନ୍ ରଇବା ବାଟ୍ ଉଗାଡିଦେଲା ଆଚେ ।
21 basi kwa kuwa tunaye Kuhani Mkuu juu ya nyumba ya Mungu,
୨୧ଆରି ସେତ୍କିସେ ନଏଁ, ଆମ୍କେ ଏବେ ଗଟେକ୍ ବଡ୍ ପୁଜାରିଆଚେ । ଜେ କି ପରମେସର୍ ଗରର୍ ଅଦିକାରେ ରଇବା ଲକ୍ ।
22 sisi na tumkaribie Mungu kwa moyo mnyofu kwa imani timilifu, mioyo yetu ikiwa imenyunyizwa damu ya Kristo na kuwa safi kutokana na dhamiri mbaya nayo miili yetu ikiwa imeoshwa kwa maji safi.
୨୨ସେଟାର୍ପାଇ ତେବେ ଆସା, ଆମେ ସତଇସେ ମନ୍କରି ଆରି ଡାଟ୍ସଙ୍ଗ୍ ବିସ୍ବାସ୍ କରି ପର୍ମେସରର୍ ଲଗେ ଜୁ । ଆମର୍ ବିବେକ୍ ଆମ୍କେ ଦସ୍ ନ ଦେଲାପାରା କିରିସ୍ଟର୍ ବନିସଙ୍ଗ୍ ଚିଚିଅଇକରି ଦଇଅଇ ରଇବାର୍ ଆଚେ । ଆରି ଆମର୍ ଗାଗଡ୍ ସୁକଲ୍ ପାନିସଙ୍ଗ୍ ଦଇଅଇଲାପାରା ରଇବାର୍ ଆଚେ ।
23 Tushike kwa uthabiti lile tumaini la ukiri wetu bila kuyumbayumba, kwa maana yeye aliyeahidi ni mwaminifu.
୨୩ଆମର୍ ଜନ୍ ଆସା ଉଁ, ବଲି ମାନିଆଇଲୁନି, ତାକେ ଡାଁଟ୍ କରୁ । ଆମେ ଅଇସି କି ନଏଁ ଆଲେ, ବଲି ନ ବାବୁ । କାଇକେବଇଲେ ପର୍ମେସର୍ ଜନ୍ ସପତ୍ କଲାଆଚେ, ସେଟା ସେ କର୍ସି ଆକା ।
24 Tuangaliane na kuhimizana sisi kwa sisi katika upendo na katika kutenda mema.
୨୪ଆସା, ଆମେ ବିନ୍ ଲକ୍ମନ୍କେ ମନ୍ଦେଇ ସେମନ୍କେ ସାଇଜ କରୁ । ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରି ନିକ କାମ୍ କରୁ ।
25 Wala tusiache kukutana pamoja, kama wengine walivyo na desturi, bali tuhimizane sisi kwa sisi kadiri tuonavyo Siku ile inakaribia.
୨୫ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।
26 Kama tukiendelea kutenda dhambi kwa makusudi baada ya kupokea ufahamu wa ile kweli, haibaki tena dhabihu kwa ajili ya dhambi.
୨୬କିରିସ୍ଟର୍ ବିସଇତେଇ ରଇବା ସତ୍, ଆମେ ଜାନିକରି ପାପ୍କରି ଲାଗିରଇଲେ, ଆମର୍ ପାପ୍ ଦାରିନେବାକେ ଆରି କାଇ ବଲି ନାଇ ।
27 Lakini kinachobaki ni kungoja kwa hofu hukumu ya moto uwakao, utakaowaangamiza adui za Mungu.
୨୭ସେନ୍ତାର୍ଆଲେ ପର୍ମେସରର୍ ଜନ୍ ବଡ୍ବିଚାର୍ ଦିନ୍ ଆଇଲାନି, ତେଇ ତାର୍ ବେସି ଡର୍ ଲାଗ୍ବା ବିଚାର୍ନାର୍ପାଇ ଜାଗ୍ବାକେ ପଡ୍ସି । ପରମେସରର୍ ସବୁ ବିରଦିମନ୍କେ କୁରୁପ୍ନାସ୍ କର୍ବା ସେ ବେସି ଲାଗ୍ତେରଇବା ଜଇର୍ ପାଇ ମିସା ଜାଗ୍ବାକେ ପଡ୍ସି ।
28 Yeyote aliyeikataa sheria ya Mose alikufa pasipo huruma kwa ushahidi wa watu wawili au watatu.
୨୮ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକ୍କେ କାଇଟା ଅଇତେରଇଲା ବଲି ବାବିଦେକା । ଦୁଇ କି ତିନ୍ ଲକ୍ ତାର୍ ପାପର୍ ଲାଗି ସାକିଦେଲେ, ସେ କାଇମିସା ଦୟା ନ ପାଇକରି ମର୍ବାକେ ଆଦେସ୍ ଦେଇତେରଇଲାଇ ।
29 Je, mnadhani ni adhabu kali kiasi gani anayostahili kupewa mtu aliyemkanyaga Mwana wa Mungu chini ya nyayo zake, yeye aliyeifanya damu ya Agano iliyomtakasa kuwa kitu najisi na kumtendea maovu Roho wa neema?
୨୯ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକର୍ ଦସା ସେନ୍ତାରି ରଇଲେ, ପର୍ମେସରର୍ ପଅକେ ଇନ୍ କର୍ବା ଗଟେକ୍ ଲକର୍ ଦସା କେତେକ୍ ଅଦିକ୍ ନ ରଏ । ଜଦି ତାର୍ ରାଜିନାମାର୍ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍ ଲାଗି ସେ ପାପେଅନି ସେ ସୁକଲ୍ ଅଇରଇଲା । ସେନ୍ତାରି କର୍ବା ଲକ୍ ପର୍ମେସରର୍ ଆତ୍ମା ଜେ କି ଜିବନ୍ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍ଦୁକ୍ କରାଇଲାନି । ତାର୍ ଡଣ୍ଡ୍ କେତେକ୍ ଅଦିକ୍ ନ ଅଏ ।
30 Kwa kuwa tunamjua yeye aliyesema, “Ni juu yangu kulipiza kisasi; nitalipiza.” Tena asema, “Bwana atawahukumu watu wake.”
୩୦କାଇକେବଇଲେ ଆମେ ଜାନିଆଚୁ, ପର୍ମେସର୍ କଇଲା, “ବେର୍ ସୁଜାଇବାକେ ମର୍ ଅଦିକାର୍ ଆଚେ । ମୁଇସେ ବାଉଡାଇବି ।” ସେ ଏନ୍ତାରି ମିସା କଇରଇଲା, “ମୁଇସେ ମାପ୍ରୁ ଆରି ମର୍ ଲକ୍ମନ୍କେ ମୁଇ ଆକା ବିଚାର୍ କର୍ବି ।”
31 Ni jambo la kutisha kuanguka mikononi mwa Mungu aliye hai.
୩୧ଜିବନ୍ ରଇବା ଆରି ସବୁର୍ଟାନେଅନି ବପୁ ରଇବା ପର୍ମେସର୍ ଡଣ୍ଡ୍ ପାଇବାକେ କେତେକ୍ ଡର୍ ଲାଗ୍ସି ।
32 Kumbukeni siku zile za kwanza, ambazo mkiisha kutiwa nuru mlistahimili mashindano makali ya maumivu.
୩୨ଗାଲା ଦିନ୍ମନ୍କେ ତମେ କେନ୍ତାରି ରଇଲାସ୍, ତମେ ଏତାଇଦେକା । ପର୍ମେସରର୍ ସତ୍ ବିସଇର୍ ପାଇ ତମର୍ ମନ୍ ଉଗାଡି ଅଇଲାକେ, ତମ୍କେ ବେସି ଦୁକ୍ କସ୍ଟ ଅଇଲେମିସା, ସେଟା ସବୁ ମୁର୍ଚି କରି ରଇଲାସ୍ । ଆରିତେଇ ଆରିଜାଆସ୍ ନାଇ ।
33 Wakati mwingine mlitukanwa na kuteswa hadharani; wakati mwingine mlikuwa radhi kuungana na wale waliofanyiwa hivyo.
୩୩କେତେ କେତେ ତର୍ ତମ୍କେ ସବୁର୍ ମୁଆଟେ ଇଜତ୍ ଜିକ୍ଲାଇ ଆରି କାରାପ୍ ଇସାବେ ଦେକ୍ଲାଇ । କେବେ କେବେ ଜନ୍ ଲକ୍ମନ୍କେ ଦୁକ୍ ଆଇସି, ତାକର୍ ସମାନ୍ ଅଇତେରଇଲାସ୍ ।
34 Mliwahurumia wale waliokuwa kifungoni, mkikubali kwa furaha kunyangʼanywa mali zenu kwa maana mlijua kwamba mnayo mali iliyo bora zaidi idumuyo.
୩୪ଆରି ବନ୍ଦି ଗରେ ରଇବା ତମର୍ ସଙ୍ଗାରିମନ୍କେ ଦୟା ଦେକାଇଲାସ୍ । ତମର୍ଟାନେ ଜେତ୍କି ରଇଲାଟା ସେମନ୍ ମାର୍ଦାର୍ କରି ନେଲାବେଲେ, ତମେ ସାର୍ଦାସଙ୍ଗ୍ ମୁର୍ଚି ରଇଲାସ୍ । କାଇକେବଇଲେ, ତମ୍କେ ତାର୍ତେଇଅନି ନିକଟା ଆରି ନ ସାର୍ବା ଦିନ୍ ଜାକ ରଇବା ଦନ୍ସଁପତି ଆଚେ ବଲି ଜାନିରଇଲାସ୍ ।
35 Kwa hiyo msiutupe ujasiri wenu, kwa maana una thawabu kubwa mno.
୩୫ସେଟାର୍ପାଇ ତମର୍ ସାଆସ୍ ଚାଡାନାଇ । ମାତର୍ ସେଟା କର୍ତେରୁଆ । କାଇକେ ବଇଲେ ତମର୍ ଇନାମ୍ ବଡ୍ ରଇସି ।
36 Inawapasa kuvumilia ili mkiisha kufanya mapenzi ya Mungu mpate kile alichoahidi.
୩୬ପର୍ମେସରର୍ ମନ୍ କଲାଟା ସାଦନ୍ କର୍ବାକେ ତମେ ମୁର୍ଚିକରି ରଇବାର୍ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
37 Kwa kuwa bado kitambo kidogo tu, “Yeye ajaye atakuja wala hatakawia.
୩୭ଜେନ୍ତାରିକି ସାସ୍ତରେ ଲେକା ଅଇଲାଆଚେ, ଚନେକ୍ ଜାଗିରୁଆ, ଜେ ଆଇବାର୍ ଆଚେ, ସେ ଆଇସି ଆକା, ସେ ଅଲ୍ସମ୍ ନ ଅଏ ।
38 Lakini mwenye haki wangu ataishi kwa imani. Naye kama akisitasita, sina furaha naye.”
୩୮ମର୍ ଜେତ୍କି ଦରମ୍ ଲକ୍ ଆଚତ୍, ସେମନ୍ ବିସ୍ବାସ୍ କରି ବଁଚ୍ବାଇ ମାତର୍ ଜେ ଜଦି ପଚ୍କେ ବାଅଡ୍ଲେ ମୁଇ ତାର୍ଟାନେ ସାର୍ଦା ନ ଅଇ ।
39 Lakini sisi hatumo miongoni mwa hao wanaositasita na kuangamia, bali tuko miongoni mwa hao wenye imani na hivyo tunaokolewa.
୩୯ମାତର୍ ଆମେ ପର୍ମେସର୍କେ ନ ମାନିକରି ତାର୍ ତେଇଅନି ବେଗ୍ଲି ଜିବା ଲକ୍ ନଉଁ । ମାତର୍ ଆମେ ବିସ୍ବାସ୍ କରି ରକିଆ ପାଇଲା ଲକ୍ମନର୍ ସଙ୍ଗ୍ ଆଚୁ ।