< 2 Wakorintho 9 >
1 Hakuna haja yangu kuwaandikia kuhusu huduma hii itolewayo kwa ajili ya watakatifu.
୧ଜିଉଦାଦେସେ ରଇବା ପର୍ମେସରର୍ ଲକ୍ମନ୍କେ ଦାନ୍ ଦେଇ ପାଟାଇତେରଇବା ଡାବୁ ବିସଇ ତମ୍କେ ଆରି ମୁଇ ନ ଲେକି ।
2 Kwa kuwa ninajua mlivyo na shauku ya kusaidia, nami nimekuwa nikijivuna kwa ajili ya jambo hilo kwa watu wa Makedonia, nikiwaambia kuwa ninyi wa Akaya mmekuwa tayari kutoa tangu mwaka jana na shauku yenu imewachochea wengi wao katika kutoa.
୨କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍ବାକେ ସାର୍ଦା ଅଇଲାସ୍ନି । ଆରି ମୁଇ ବଡ୍ପନ୍ ଅଇ ତମର୍ ବିସଇନେଇ ମାକିଦନିଆର୍ ଲକ୍ମନ୍କେ କଇ ଆଚି । ମୁଇ କଇଲି “ଆକାୟାର୍ ବାଇବଇନିମନ୍ ପରୁଅନି ସାଇଜ କର୍ବାକେ ଜାଗିଆଚତ୍ ।” ସେମନ୍ ଏଟା ସୁନ୍ଲାବେଲେ ତାକର୍ ବିତ୍ରେ ଅନି ବେସି ଲକ୍ ଦେବାକେ ମନ୍ କଲାଇ ।
3 Lakini sasa nawatuma hawa ndugu ili kujivuna kwetu kuhusu mchango wenu kusiwe maneno matupu, bali mpate kuwa tayari kama nilivyosema mngekuwa tayari.
୩ଏବେ ମୁଇ ଏ ବାଇବଇନିମନ୍କେ ପାଟାଇଲିନି । ଜେନ୍ତିକି ତମର୍ ବିସଇନେଇ ମୁଇ ବଡ୍ପନ୍ ଅଇ କଇଲାଟା ଅବ୍କା କାତାଇ ନ ରଅ । ମାତର୍ ମୁଇ କଇଲାପାରା ତମେ ଦାନ୍ ଦେବା ଡାବୁସଙ୍ଗ୍ ଜାଗ୍ରତ୍ ଅଇ ରୁଆ ।
4 Kwa maana kama nikija na Mmakedonia yeyote na kuwakuta hamjawa tayari, tutaona aibu kusema chochote juu yenu katika matoleo.
୪ମାତର୍ ମାକିଦନିଆର୍ ଲକ୍ମନ୍ ଜଦି ମର୍ ସଙ୍ଗ୍ ଆସି ତମେ ଜାଗ୍ରତ୍ ନ ଅଇଲାଟା ଦେକ୍ଲେ, ତାକର୍ ମୁଆଟେ ଆମେ ଲାଜ୍ ଅଇଜିବାର୍ ଅଇସି । ଆରି ତମେ ମିସା ଲାଜ୍ ଅଇଜାଇସା । କାଇକେବଇଲେ ଆମେ ତମ୍କେ ବେସି ଆସାକରି ରଇଲୁ ।
5 Kwa hivyo niliona ni muhimu niwahimize hawa ndugu watangulie kuja huko kwenu kabla yangu, wafanye mipango ya hayo matoleo ya ukarimu mliyokuwa mmeahidi, ili yawe tayari kama matoleo ya hiari wala si kama ya kutozwa kwa nguvu.
୫ତେବେ ମୁଇ ବାବ୍ଲି, ଏ ବାଇବଇନିମନ୍, ମୁଇ ଜିବା ଆଗ୍ତୁ ସେମନ୍ ଜାଇକରି ଜନ୍ ଦାନ୍ ତମେ ଦେବୁ ବଲି କଇତେରଇଲାସ୍, ସେଟା ଜମାଇକରି ସଙ୍ଗଇବାକେ ସେମନ୍କେ ବାବୁଜିଆ କର୍ବି । ଜଦି ଆମେ ସେନ୍ତାରି କର୍ବୁ ବଇଲେ, ଦାନ୍ ଦେବା ଡାବୁ ମୁଇ ଆଇଲା ବେଲେ, ଜାଗ୍ରତ୍ ଅଇରଇସି । ଆରି ସେଟା ତମେ ନିଜେ ମନ୍ କରି ଦେଲାସ୍ । ବାଦିଅ କଲାକେ ଦିଆସ୍ ନାଇ ବଲି ଜାନାପଡ୍ସି ।
6 Kumbukeni kwamba: Yeyote apandaye kwa uchache pia atavuna kwa uchache, naye apandaye kwa ukarimu pia atavuna kwa ukarimu.
୬ତମର୍ ମନେ ର । ଜଦି ଗଟେକ୍ ଚାସି ଉନା ବିଅନ୍ ବୁନ୍ସି, ସେ ଉନା ପସଲ୍ ପାଇସି । ଆରି ଜନ୍ ଚାସି ବୁତେକ୍ ବିଅନ୍ ବୁନ୍ସି, ସେ ବୁତେକ୍ ପସଲ୍ ପାଇସି ।
7 Kila mtu atoe kama anavyokusudia moyoni mwake, si kwa uchoyo au kwa kulazimishwa, kwa maana Mungu humpenda yeye atoaye kwa moyo mkunjufu.
୭ଦାନ୍ ଦେବାକେ ତମେ ଜେନ୍ତି କାତାବାର୍ତା ଅଇଆଚାସ୍, ସେନ୍ତାରି ଦେବାର୍ଆଚେ । ଦୁକ୍ ଅଇକରି ନାଇ କି କେ ବାଇଦ କଲାର୍ପାଇ ନାଇ । କାଇକେବଇଲେ ତମେ ସାର୍ଦା ସଙ୍ଗ୍ ଦେଲେ ପର୍ମେସର୍ ସେଟା ମନ୍ କର୍ସି ।
8 Naye Mungu aweza kuwapa kila baraka kwa wingi, ili katika mambo yote kila wakati, mwe na kila kitu mnachohitaji, ili mweze kushiriki kwa wingi katika kila kazi njema.
୮ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି ।
9 Kama ilivyoandikwa: “Ametawanya vipawa vyake kwa ukarimu akawapa maskini; haki yake hudumu milele.” (aiōn )
୯ସାସ୍ତର୍ କଇଲାପାରା ଲଡାକେ ଆଇବା ଲକ୍ମନ୍କେ ସେ ଜବର୍ ଦେଇସି ଆରି ତାର୍ ଜିବନ୍ ଦୁକାଇଲାଟା କେବେ ମିସା ନ ସାରେ । (aiōn )
10 Yeye ampaye mpanzi mbegu kwa ajili ya kupanda na mkate kuwa chakula, atawapa na kuzizidisha mbegu zenu za kupanda na kuongeza mavuno ya haki yenu.
୧୦ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି ।
11 Mtatajirishwa kwa kila namna ili mpate kuwa wakarimu kila wakati, na kupitia kwetu, ukarimu wenu utamletea Mungu shukrani.
୧୧ସେ ତମ୍କେ ସାଉକାର୍ କରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ ।
12 Huduma hii mnayofanya si tu kwa ajili ya kukidhi mahitaji ya watakatifu, bali huzidi sana kwa shukrani nyingi apewazo Mungu.
୧୨ତମେ କର୍ବା ଏ ନିକ କାମର୍ ଲାଗି ପର୍ମେସରର୍ ଲକ୍ମନ୍କେ ଲଡାକେ ଆଇବା ବିସଇ ପୁରାପୁରୁନ୍ ଅଇଲାନି । ଆରି ପର୍ମେସର୍ଟାନେ ଦନିଅବାଦ୍ ଆଜାଡି ଅଇଲାପାରା ମିସା ଅଇଲାନି ।
13 Kwa sababu ya huduma ambayo mmejithibitisha wenyewe, watu watamtukuza Mungu kwa ajili ya utiifu ufuatanao na ukiri wenu wa Injili ya Kristo, na kwa ukarimu wenu wa kushiriki pamoja nao na pia wengine wote.
୧୩ତମେ କର୍ବା ଏ ନିକ କାମ୍ ଦେକିକରି ଲକ୍ମନ୍ ପର୍ମେସର୍କେ ମଇମା କର୍ବାଇ । କାଇକେବଇଲେ ବିସ୍ବାସ୍ କରିରଇବା କିରିସ୍ଟର୍ ସୁବ୍କବର୍ ତମେ ମାନ୍ଲାସ୍ନି । ଆରି ସେମନ୍କେ ଆରି ବିନ୍ଲକ୍ମନ୍କେ ମିସା ଜବର୍ ଦେଲାସ୍ନି ।
14 Nao katika maombi yao kwenu mioyo yao itawaonea shauku kwa sababu ya neema ipitayo kiasi mliyopewa na Mungu.
୧୪ପର୍ମେସର୍ ଜିବନ୍ ଦୁକାଇ ତମ୍କେ ଦୟା ଦେକାଇଲାର୍ପାଇ ସେମନ୍ ବେସି ଆଲାଦ୍ ଅଇକରି ତମର୍ପାଇ ପାର୍ତନା କର୍ବାଇ ।
15 Ashukuriwe Mungu kwa karama yake isiyoelezeka.
୧୫ପର୍ମେସରର୍ ବେସି ମୁଲିଅ ରଇବା ଦାନର୍ପାଇ ଆମେ ତାକେ ଦନିଅବାଦ୍ ଦେଉଁ ।