< 1 Wakorintho 8 >
1 Sasa kuhusu chakula kilichotolewa sadaka kwa sanamu, tunajua kwamba “sisi sote tuna ujuzi.” Lakini ujuzi hujivuna, bali upendo hujenga.
୧ଏବେ ମୁଇ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇନେଇ ଲେକ୍ଲିନି । ଏଟା ସତ୍ ଜେ ଆମ୍କେସେ ବୁଦି ଆଚେ ବଲି ତମେ ଜନ୍ଟା କଇଲାସ୍ନି, ସେଟା ଆମେ ଜାନିଆଚୁ । ସେନ୍ତା ଗଟେକ୍ ଲକ୍କେ ଆଁକାର୍ ଜନମ୍ କରାଇସି । ମାତର୍ ଆଲାଦ୍ ଆମର୍ ବିସ୍ବାସ୍କେ ଡାଟ୍ କରାଇସି ।
2 Mtu yeyote anayedhani kwamba anajua kitu, bado hajui kama impasavyo kujua.
୨ଜନ୍ ଲକ୍, ଏ ବିସଇ ମୁଇ ଅଲପ୍ ଜାନିଆଚିବଲି ବାବ୍ସି, ସେ ସତଇସେ ଜାଇଟା ଜାନ୍ବା ଦର୍କାର୍, ସେଟା ଜାନେ ନାଇ ।
3 Lakini mtu ampendaye Mungu, hujulikana naye Mungu.
୩ମାତର୍ ଜନ୍ଲକ୍ ଜଦି ପର୍ମେସର୍କେ ଆଲାଦ୍ କଲାନି, ତାକେ ପର୍ମେସର୍ ଜାନେ ।
4 Hivyo basi, kuhusu kula chakula kilichotolewa sadaka kwa sanamu: Tunajua kwamba “Sanamu si kitu chochote kabisa duniani,” na kwamba “Kuna Mungu mmoja tu.”
୪ତେବେ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇ ଜାନିଆଚୁ ଜେ, ଏ ଜଗତେ ଦେବି ଦେବ୍ତା ବଲି କାଇଟା ନାଇ । ଆମର୍ ପର୍ମେସର୍କେ ଚାଡିଦେଲେ ଆରି କେ ମିସା ପର୍ମେସର୍ ନାଇ ।
5 Kwa kuwa hata kama wapo hao wanaoitwa miungu, kama wakiwa mbinguni au duniani (kama ilivyo kweli wapo “miungu” wengi na “mabwana” wengi),
୫କାଇକେବଇଲେ ସରଗ୍ ପୁରେ ଅ କି ମଚ୍ପୁରେ ଅ ଜନ୍ଟାମନ୍କେ ଦେବିଦେବ୍ତା ବଲି କଇଲାଇନି, ଏଲେ ମିସା ସେମନ୍ ରଇପାରତ୍ । ଏନ୍ତି କେତେକ୍ କେତେକ୍ ଦେବ୍ତା ଆରି ମାପ୍ରୁ ଆଚତ୍ ।
6 kwetu sisi yuko Mungu mmoja, aliye Baba, ambaye vitu vyote vyatoka kwake na kwa ajili yake sisi twaishi; na kuna Bwana mmoja tu, Yesu Kristo, ambaye kwa yeye vitu vyote vimekuwepo na kwa yeye tunaishi.
୬ସେମନ୍ ରଇଲେ ମିସା ଆମର୍ ଗଟେକ୍ ଆକା ବାବା ପର୍ମେସର୍, ଜନ୍ ବାବା କି ସବୁ ତିଆର୍ କଲାଆଚେ, ଆରି ଆମେ ତାର୍ ଲାଗି ବଁଚ୍ଲୁନି, ମାତର୍ ଗଟେକ୍ ବଲି ମାପ୍ରୁ ଜିସୁ କିରିସ୍ଟ, ତାର୍ ଲାଗି ସବୁ ବିସଇ ଅଇଆଚେ, ଆରି ତାର୍ ଲାଗି ଆମେ ବଁଚ୍ଲୁନି ।
7 Lakini si wote wanaojua jambo hili. Baadhi ya watu bado wamezoea sanamu kuwa halisi hivi kwamba wanapokula chakula kama hicho wanadhani kimetolewa sadaka kwa sanamu na kwa kuwa dhamiri zao ni dhaifu, dhamiri yao inanajisika.
୭ଏଲେ ମିସା ଏ ସତ୍ ଗିଆନ୍ ସବୁଲକ୍ ନାଜାନତ୍ । ମାତର୍ କେତେଲକ୍ ଆଗେଅନି ଦେବି ଦେବ୍ତା ଆଚତ୍ ବଲି ବାବିକରି ସେମନ୍କେ ପୁଜା କରି ଆଇଲାଇନି । ସେମନର୍ ବିସ୍ବାସ୍ ଡାଟ୍ ନାଇଜେ ଦେବିଦେବ୍ତାମନ୍କେ ପୁଜ୍ଲାଟା କାଇଲେସରି ସେମନ୍ ସୁକଲ୍ ଅଇବାର୍ ନଏ ବଲି ବାବ୍ଲାଇନି ।
8 Lakini chakula hakituleti karibu na Mungu, wala hatupotezi chochote tusipokula, wala hatuongezi chochote kama tukila.
୮ମାତର୍ କାଦି କାଇବାଟା, ପର୍ମେସର୍ଟାନେଅନି ଆମ୍କେ ବିନେ ନ କରେ । ଆମେ କାଇଲେ କାଇ ଲାବ୍ ନଏଁ, କି ନ କାଇଲେ ମିସା କାଇଟା ନ ଜାଏ ।
9 Lakini angalieni jinsi mnavyotumia uhuru wenu usije ukawa kikwazo kwao walio dhaifu.
୯ମାତର୍ କାଇଟା କାଇଲାସ୍ନି ସେ ବିସଇନେଇ ଜାଗ୍ରତ୍ ରୁଆ । ତମେ ଜନ୍ଟା କାଇଲାର୍ ଲାଗି ତମର୍ ଜନ୍ ବାଇର୍ ବିସ୍ବାସ୍ ଡାଟ୍ ନାଇ, ସେ ତମର୍ଲାଗି ପାପ୍ କର୍ବାର୍ ନାଇ ।
10 Kwa maana kama mtu yeyote mwenye dhamiri dhaifu akiwaona ninyi wenye ujuzi huu mkila katika hekalu la sanamu, je, si atatiwa moyo kula chakula kilichotolewa sadaka kwa sanamu?
୧୦କାଇକେ ବଇଲେ, ତମେ ଗଟେକ୍ ବୁଦି ରଇଲା ଲକ୍ । ପୁଜ୍ଲାଟା କାଇଲେ କାଇଟା ନଏଁ ବଲି ଜାନାସ୍ । ଜଦି ମନ୍ ବିତ୍ରେ ବିସ୍ବାସେ ଡାଟ୍ ନଇଲା ତମର୍ ଗଟେକ୍ ବାଇ, ସେ ତମ୍କେ ମନ୍ଦିରେ କାଇବାଟା ଦେକ୍ଲେ, ତାକେ ମିସା ପୁଜ୍ଲାଟା କାଇବାକେ ମନ୍ ଲାଗ୍ସି ।
11 Kwa njia hiyo, huyo ndugu mwenye dhamiri dhaifu, ambaye Kristo alikufa kwa ajili yake, ataangamia kwa sababu ya ujuzi wenu.
୧୧ତେବେ ସେ ବାଇ ନସ୍ଟ ଅଇଲାନି, କାଇକେବଇଲେ ପୁଜ୍ଲାଟା କାଇଲାକେ ପାପ୍ କଲିନି ବଲି ସେ ବାବ୍ସି । କିରିସ୍ଟ ସେ ବାଇର୍ପାଇ ମଲାଆଚେ ବଲି ମିସା ତମର୍ ମନେ ରଇବାର୍ ଆଚେ ।
12 Mnapotenda dhambi dhidi ya ndugu zenu kwa njia hii na kujeruhi dhamiri zao zilizo dhaifu, mnamkosea Kristo.
୧୨ଏନ୍ତାରି ତମେ ସଙ୍ଗର୍ ବିସ୍ବାସି ବାଇମନର୍ ବିରୁଦେ ପାପ୍ କଲାସ୍ନି ଆରି ତାକର୍ ବୁଜ୍ବା ବପୁ ଉନାଟାକେ, ବାଦା ଦେଇ ମାପ୍ରୁ ଜିସୁର୍ ବିରୁଦେ ମିସା ପାପ୍ କଲାସ୍ନି ।
13 Kwa hiyo, kama kile ninachokula kitamfanya ndugu yangu aanguke katika dhambi, sitakula nyama kamwe, nisije nikamfanya ndugu yangu aanguke. (aiōn )
୧୩ତେବେ ମୁଇ ପୁଜ୍ଲା ମାଉଁସ୍ କାଇଲାର୍ ଲାଗି ମର୍ ବାଇବଇନିମନ୍କେ ପାପ୍ କରାଇଲିନି ବଇଲେ, ମୁଇ କେବେ ମିସା ସେଟା ନ କାଇ । କାଇକେବଇଲେ ସେଟାର୍ଲାଗି ମର୍ ବାଇବଇନିମନ୍ ପାପେ ନ ପଡତ୍ । (aiōn )