< Apocalipsis 8 >

1 Y cuando él séptimo sello se abrió, hubo quietud en el cielo por alrededor de media hora.
ମେଣ୍ଡାପିଲା ଜେଡେବେଲେ ସାତ୍‌ ତମର୍‌ ସିଲ୍‌ ବାଙ୍ଗାଇଲା, ସେଡ୍‌କିବେଲେ ସର୍‌ଗେ ସମାନ୍‌ ଅଦ୍‌ଗଟା ଜାକ ଚିମ୍‌ରା ଅଇଗାଲା ।
2 Y vi a los siete ángeles que estaban de pie delante de Dios; y se les dieron siete trompetas.
ତାର୍‌ପଚେ ପର୍‌ମେସରର୍‌ ମୁଆଟେ ସାତ୍‌ଟା ଦୁତ୍‌ମନ୍‌କେ ଟିଆଅଇ ରଇଲାଟା ମୁଇ ଦେକ୍‌ଲି । ସେ ମନ୍‌କେ ସାତ୍‌ଟା ମଇରି ଦିଆଅଇ ରଇଲା ।
3 Y vino otro ángel y se puso de pie junto al altar, teniendo un recipiente de oro para quemar perfume; y se le dio mucho incienso, para añadirlo con las oraciones de todos los santos en el altar de oro que estaba delante del trono.
ତେଇ ଆରି ଗଟେକ୍‌ ଦୁତ୍‌ ଆସିକରି ବେଦିଲଗେ ଟିଆ ଆଇଲା । ତାର୍‌ ଆତେ ଗନ୍ଦ୍‌ରସ୍‌ ପଡାଇବା ଗଟେକ୍‌ ସୁନାର୍‌ ଗିନା ରଇଲା । ପର୍‌ମେସରର୍‌ ଲକ୍‌ମନର୍‌ ପାର୍‌ତନା ସଙ୍ଗ୍‌ ମିସାଇବାକେ ତାକେ ବେସି ଗନ୍ଦ୍‌ରସ୍‌ ଦିଆଅଇରଇଲା । ତାର୍‌ପଚେ ସେ ସେଟା ବସ୍‍ବା ଜାଗାର୍‍ ମୁଆଟେ ରଇବା ସୁନାର୍‌ ବେଦି ଉପ୍‌ରେ ସରପ୍‌ସି ।
4 Y el humo del incienso, con las oraciones de los santos, subió delante de Dios de la mano del ángel.
ପଡ୍‌ତେରଇବା ଦୁପର୍‌ ଦୁଆଁ ପର୍‌ମେସରର୍‌ ଲକ୍‌ମନର୍‌ ପାର୍‌ତନା ସଙ୍ଗ୍‍ ଉପ୍‌ରେ ଗାଲା । ପର୍‌ମେସରର୍‌ ମୁଆଟେ ଟିଆଅଇରଇବା ଦୁତ୍‌ ସେଟା ଦାରିରଇଲା ।
5 Y el ángel tomó el incensario; y lo llenó del fuego del altar, y lo envió sobre la tierra; y vinieron truenos, y voces, y relámpagos, y temblores de la tierra.
ତାର୍‌ପଚେ ସେ ଦୁତ୍‌ ଦୁପ୍‌ ପଡାଇବା ଅର୍‌କି ନେଇକରି ବେଦିଟାନର୍‌ ଜଇସଙ୍ଗ୍‌ ବର୍‌ତି କଲା । ସେଟା ସେ ଦର୍‌ତନି ଉପ୍‌ରେ ପିଙ୍ଗିଦେଲା । ତେଇ ଗୁଡ୍‌ଗାଡ୍‌ କରି ଗଡ୍‌ଗଡି ମାର୍‌ଲା ଆରି ବିଜ୍‌ଲି ମାରି ଦର୍‌ତନି ଚୁଲ୍‌ବୁଲ୍‌ଲା ।
6 Y los siete ángeles que tenían las siete trompetas se dispusieron a tocarlas.
ତାର୍‌ପଚେ ସାତ୍‌ଟା ମଇରି ଦାରିରଇବା ସାତ୍‌ଟା ଦୁତ୍‌ ସେଟା ପୁକ୍‌ବାକେ ତିଆର୍‌ଅଇଲାଇ ।
7 Y al sonido del primero, hubo granizo y fuego, mezclada con sangre, fue enviada sobre la tierra; y una tercera de la tierra y tercera parte de los árboles, y toda la hierba verde, se quemó.
ପର୍‌ତୁମର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା ଆରି ଏଦେ ଦେକା! କାରାପାକ୍‌ନା ଆରି ଜଇ ଜନ୍‌ଟା କି ବନି ସଙ୍ଗ୍‍ ମିସିରଇଲା, ସେଟା ଦର୍‌ତନି ଉପ୍‌ରେ ଡାଲିଅଇଲା । ଦର୍‌ତନି ତିନ୍‌ବାଗ୍‌ ଅନି ଗଟେକ୍‍ ବାଗ୍‌ ପଡିଗାଲା । ତାର୍‌ ସଙ୍ଗ୍‍ ତିନ୍‌ବାଗେ ଅନି ଗଟେକ୍‌ ବାଗର୍‌ ଗଚ୍‌ମନ୍‌ ଆରି ସବୁ ଗାଁସ୍‌ମନ୍‌ ମିସା ପଡିଗାଲା ।
8 Y al sonido del segundo ángel, fue como si una gran montaña ardiendo en fuego fuera enviada al mar; y la tercera parte del mar se convirtiera en sangre,
ତାର୍‌ପଚେ ଦୁଇଲମର୍‌ ଦୁତ୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ଗଟେକ୍‌ ବଡ୍‌ କୁପ୍‌ଲି, ଜନ୍‌ଟା ଜଇ ଲାଗ୍‌ତେରଇଲା, ସେଟା ସମ୍‌ଦୁର୍‌ ବିତ୍‌ରେ ପିଙ୍ଗା ଅଇଲା । ଆରି ସମ୍‌ଦୁରର୍‌ ପାନି ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ବନି ଅଇଗାଲା ।
9 Y murió la tercera parte de los seres vivientes que estaban en el mar, y una tercera parte de los barcos fue destruida.
ଆରି ସମ୍‌ଦୁର୍‌ ବିତ୍‌ରେ ରଇବା ତିନ୍‌ବାଗେଅନି ଗଟେକ୍‌ ବାଗ୍‌ ଜଁତ୍‌ଜିଆଦ୍‌ ମରିଗାଲାଇ । ଆରି ତିନ୍‌ବାଗେଅନି ଗଟେକ୍‌ ବାଗ୍‌ ପାନି ଜାଜ୍‌ ମିସା କୁରୁପ୍‌ନାସ୍‌ ଅଇଗାଲା ।
10 Y al sonido del tercer ángel, descendió del cielo una gran estrella, ardiente como una llama, y vino sobre la tercera parte de los ríos, y sobre las fuentes de agua.
୧୦ତାର୍‌ପଚେ ତିନ୍‌ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ସେ ଦାପ୍‍ରେସେ ଆକାସେ ଅନି ଜଇଅଲା ପାରା ଲାଗ୍‌ତେରଇବା ଗଟେକ୍‌ ବଡ୍‌ ତାରା ବାଦ୍‌ଲେଅନି ଅଦର୍‌ଲା । ସେଟା ତିନ୍‌ବାଗେଅନି ଗଟେକ୍‌ ବାଗର୍‌ ଗାଡ୍‌ମନ୍‌କେ ଆରି ଜଲାମନର୍‌ ଉପ୍‌ରେ ଅଦର୍‌ଲା ।
11 Y el nombre de la estrella es Ajenjo: y la tercera parte de las aguas se volvió amarga; y un número de hombres llegó a su fin a causa de las aguas, porque se hicieron amargas.
୧୧ସେ ତାରାର୍‌ ନାଉଁ ଅଇଲାନି ଲାଗ୍‌ଦଣାତିକ୍‌ତତା । ତାରା ଅଦର୍‌ଲାକେ ତିନ୍‌ବାଗେ ଅନି ଗଟେକ୍‌ବାଗ୍‌ ପାନି ପିତା ଅଇଗାଲା । ସେ ପିତା ପାନି କାଇକରି ବେସିଲକ୍‌ମନ୍‌ ମରିଗାଲାଇ ।
12 Y al sonido del cuarto ángel, una tercera parte del sol, y de la luna, y de las estrellas se oscureció, de modo que no hubo luz para la tercera parte del día y de la noche.
୧୨ତାର୍‌ପଚେ ଚାର୍‌ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ବେଲର୍‌ ତିନ୍‌ବାଗେଅନି ଗଟେକ୍‌ ବାଗ୍‌କେ ମାଡ୍‌ ଅଇଲା । ସେନ୍ତାରିସେ ଜନର୍‌ ତିନ୍‌ବାଗେଅନି ଗଟେକ୍‌ ବାଗ୍‌, ଆରି ତାରା ମନର୍‌ ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ନସ୍‌ଟ ଅଇଗାଲା । ତେବର୍‌ ପାଇ ଜନ୍‌ ଆରି ତାରାମନର୍‌ ଉଜଲ୍‌ ଦେବାଟା ତିନ୍‌ବାଗେଅନି ଗଟେକ୍‌ ବାଗ୍‌ ଉନା ଅଇଗାଲା । ତାର୍‌ପଚେ ଦିନ୍‌ମିସା ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ଆରି ରାତି ମିସା ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ଉଜଲ୍‌ ନ ରଇଲା ।
13 Y vino a mis oídos el grito de un ángel en vuelo en el medio del cielo, que decía con gran voz: Ay!, Ay!, Ay!, de los que moran en la tierra, a causa de los otros toques de trompeta que están por sonar los tres ángeles.
୧୩ତାର୍‌ପଚେ ମୁଇ ଆରି ଦେକ୍‌ଲି ଆରି ଏଦେ ଦେକା! ଗଟେକ୍‌ ଗିଦ୍‌ ବେସି ଉପ୍‌ରେ ଉଡ୍‌ତେରଇଲା । ଆରି ଆଉଲି କଇତେରଇଲା, “କାଇ ଇନସ୍‌ତା, କାଇ ଇନସ୍‌ତା । ଜେଡେବେଲେ ବାକି ତିନ୍‌ଟା ଦୁତ୍‌ମନର୍‌ ମଇରି ଟାନେଅନି ସବଦ୍‌ ଆଇଲାବେଲେ, ଦର୍‌ତନି ଟାନେ ରଇବା ସବୁ ଲକ୍‌ମନର୍‌ ପାଇ କେତେକ୍‌ ଇନସ୍‌ତା ଅଇସି ।”

< Apocalipsis 8 >