< Hechos 14 >
1 Ahora en Iconio fueron juntos a la sinagoga de los judíos y dieron tal enseñanza que una gran cantidad de judíos y griegos creyeron.
୧ଜନ୍ଟା ଆନ୍ଟିଅକିତେଇ ଗଟିରଇଲା, ସେ ସମାନ୍ ବିସଇ ଆକିଅଟାନେ ମିସା ଅଇଲା । ପାଉଲ୍ଆରି ବର୍ନବା ପାର୍ତନା ଗରେ ଏନ୍ତି ଡାଟ୍ ସଙ୍ଗ୍ ପର୍ଚାର୍ କଲାଇ ଜେ ବେସି ଜିଉଦି ଆରି ଗିରିକ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କଲାଇ ।
2 Pero aquellos judíos que no creyeron, amargaron las mentes de los gentiles contra los hermanos.
୨ମାତର୍ ଜନ୍ ଜିଉଦିମନ୍ ସେ ବାକିଅ ବିସ୍ବାସ୍ କରତ୍ନାଇ, ସେମନ୍ ଜିଉଦି ନ ଅଇଲା ଲକ୍ମନ୍କେ ବେମ୍ଜା କରି, ବିସ୍ବାସି ବାଇମନ୍କେ ବିରଦ୍ କରାଇଲାଇ ।
3 Y se quedaron allí mucho tiempo, hablando con denuedo confiados en el Señor, que dio testimonio de la palabra de su gracia haciendo señales y maravillas con sus manos.
୩ଏଲେମିସା ପାଉଲ୍ ଆରି ବର୍ନବା ତେଇ ବେସିଦିନ୍ ରଇକରି ଡାଟ୍ ସଙ୍ଗ୍ ମାପ୍ରୁର୍ ବିସଇ ଜାନାଇଲାଇ । ମାପ୍ରୁ ଏମନ୍କେ କାବା ଅଇଜିବା କାମ୍ମନ୍ କରି ଦେକାଇବାକେ ବପୁଦେଲା । ଏନ୍ତାରି ମାପ୍ରୁ ତାର୍ ଜିବନ୍ ଦୁକାଇଲା ବାକିଅ ସତ୍ବଲି ଦେକାଇଲା ।
4 Pero hubo una división entre la gente del pueblo; algunos estaban del lado de los judíos y otros del lado de los apóstoles.
୪ଇକନିଆ ନଅରର୍ ଲକ୍ମନ୍ ଦୁଇଟା ଦଲେ ବାଗ୍ ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ ଜିଉଦିମନର୍ ବାଟେ ଆରି କେତେ ଲକ୍ ପେରିତ୍ ସିସ୍ମନର୍ ବାଟେ ଅଇଲାଇ ।
5 Y cuando los gentiles y los judíos, con sus gobernantes, hicieron un violento intento de atacarlos y apedrearlos,
୫ତାର୍ପଚେ କେତେଟା ଜିଉଦି ନଇଲା ଲକ୍ ଆରି ଜିଉଦିମନ୍ ସେମନର୍ ନେତାମନର୍ ସଙ୍ଗ୍ ଏକ୍ଜୁଟ୍ ଅଇ ପେରିତ୍ ସିସ୍ମନ୍କେ ବେସି କାରାପ୍ ଚଲାଚଲ୍ତି କରି ସେମନର୍ ଉପ୍ରେ ପାକ୍ନା ମାରି ମରାଇଦେବାକେ ପାଁଚ୍ଲାଇ ।
6 Se enteraron y huyeron a las ciudades de Licaonia, Listra y Derbe, y alrededor de esa región:
୬ମାତର୍ ପାଉଲ୍ ଆରି ବର୍ନବା ସେଟା ଜାନିକରି ଲୁକାନିଆଇ ରଇବା ଲୁସ୍ତାରା ଆରି ଦର୍ବି ଗଡର୍ ଚାରିବେଡ୍ତିର୍ ଜାଗାଇ ଦାପ୍ରେ ପାଲାଇଲାଇ ।
7 Y siguieron predicando las buenas nuevas allí.
୭ଆରି ସିତି ସୁବ୍ କବର୍ ଜାନାଇଲାଇ ।
8 Y en Lystra había un cierto hombre, que desde su nacimiento había estado sin el uso de sus pies, nunca había tenido el poder de caminar.
୮ଲୁସ୍ତାରାତେଇ ଜନ୍ମେଅନି ଗଡ୍ ବାଙ୍ଗ୍ଟି ରଇଲା ଗଟେକ୍ ଚଟା ଲକ୍ ରଇଲା । ସେ ବିଲ୍କୁଲ୍ ଇଣ୍ଡି ନାପାର୍ତେ ରଇଲା ।
9 Este hombre estaba escuchando la predicación de Pablo, quien mirándolo y viendo que tenía fe para sanarse,
୯ତେଇ ବସି, ସେ ପାଉଲର୍ ସିକିଆ ସୁନ୍ତେ ରଇଲା । ତାର୍ ମନେ ବିସ୍ବାସ୍ ଅଇଲାଆଚେ ଆରି ସେ ନିମାନ୍ ଅଇପାର୍ସି ବଲି ପାଉଲ୍ ଜାନି ପାର୍ଲା । ସେଟାର୍ ପାଇ ତାର୍ବାଟେ ତିରିଆଇ ଦେକି,
10 Dijo en voz alta: Levántate. Y, saltando, se fue a caminar.
୧୦ଆଉଲିଅଇ କଇଲା, “ମଇତର୍ ପାଦ୍ ମାଣ୍ଡିକରି, ସିଦା ଟିଆ ଅ!” ସେ ଲକ୍ ଡେଗଇ କରି ଚାରିବେଟ୍ତି ଇଣ୍ଡ୍ବାର୍ ଦାର୍ଲା ।
11 Y cuando la gente vio lo que Pablo había hecho, dijeron en voz alta, en el lenguaje de Licaonia: Los dioses han descendido a nosotros en forma de hombres.
୧୧ତେଇ ରୁଣ୍ଡ୍ଲା ଲକ୍ମନ୍ ପାଉଲର୍ କାମ୍ ଦେକି ତାକର୍ ଲୁକାନିଆ ବାସାଇ ସାର୍ଦା ଅଇ ଆଉଲିଅଇବାର୍ ଦାର୍ଲାଇ । “ଦେକା, ଏ ଲକ୍ମନ୍ ସତଇସେ ଦେବ୍ତା ଅଇରଇବାଇ । ନିଜେ ମନସ୍ ରୁପ୍ ଦାରି ଉତ୍ରି ଆଇଲାଇ ଆଚତ୍ ।”
12 Y dieron el nombre de Júpiter a Bernabé, y a Pablo el de Mercurio, porque él era el principal orador.
୧୨ସେମନ୍ ବର୍ନବାକେ ଜିଅସ୍ ବଲି ଜେ କି ତାକର୍ ମୁକିଅ ଦେବ୍ତା ରଇଲା, ଆରି ପାଉଲ୍କେ ଏରମିସ୍ ବଲି ନାମ୍ଲାଇ । ଏରମିସ୍ କାଇକେବଇଲେ ସେ ବେସି କାତା ଅଇତେରଇଲା ।
13 Y el sacerdote de la imagen de Júpiter que estaba delante de la ciudad, tomó bueyes y flores a las puertas de la ciudad, y estaba por hacer una ofrenda con el pueblo.
୧୩ଗଡ୍ ବାଇରର୍ ମୁଆଟେ ରଇଲା ଜିଅସ୍ ମନ୍ଦିରର୍ ପୁଜାରି, ଦୁଆର୍ ଲଗେ କେତେଟା ପୁଲ୍ ମାଲା ପିନ୍ଦାଇକରି, କେତେଟା ସଣ୍ଡମନ୍କେ ଆନ୍ଲା । କାଇକେବଇଲେ ସେ ଆରି ସିତି ରୁଣ୍ଡ୍ଲା ଲକ୍ମନ୍ ପେରିତ୍ ସିସ୍ମନର୍ ପାଇ ବଲଦ୍ମନ୍କେ ବିରୁ କର୍ବାକେ ମନ୍ କରିରଇଲାଇ ।
14 Pero cuando esto llegó a los oídos de los apóstoles, Pablo y Bernabé, se fueron corriendo entre el pueblo, se despojaron de sus vestidos y clamaron:
୧୪ସେମନ୍ ଜନ୍ କାମ୍ କର୍ବାକେ ଜାଇରଇଲାଇ, ବର୍ନବା ଆରି ପାଉଲ୍ ସେଟା ସୁନ୍ଲା ଦାପ୍ରେ, ନିଜର୍ ବସ୍ତର୍ ଚିରିପାକାଇଲାଇ, ଲକ୍ମନର୍ ବିତ୍ରେ ପାଲାଇଜାଇ ଆଉଲିଅଇ କରି କଇଲାଇ,
15 Señores porque hacen esto? ¿por qué haces estas cosas? Somos hombres con los mismos sentimientos que ustedes, y les damos las buenas noticias para que puedas ser apartados de estas tonterías ante el Dios viviente, que hizo el cielo y la tierra y el mar y todas las cosas en ellos;
୧୫“ଏ ଲକ୍ମନ୍ ତମେ କାଇକେ ଏଟା କଲାସ୍ନି? ଆମେ ତମର୍ ପାରା ଲକ୍ ସେ । ତମ୍କେ ସୁବ୍ କବର୍ ଜାନାଇବାକେ ଆଇଲୁଆଚୁ । ଆରି ଏ ଚୁଚାଇ ରଇବା ପୁତ୍ଲାମନ୍କେ ପୁଜା କର୍ବାଟା ଚାଡିକରି, ଜିବନ୍ ରଇବା ପର୍ମେସର୍କେ ଉପାସନା କରା ବଲି, କଇବାକେ ଆସିଆଚୁ । ଏ ପର୍ମେସର୍ ସରଗ୍, ଦର୍ତନି, ସମ୍ଦୁର୍ ଆରି ତାର୍ ବିତ୍ରେ ରଇବା ସବୁ ବିସଇ ତିଆର୍ କଲାଆଚେ ।
16 ¿Quién en el pasado permitió que todas las naciones siguieran el camino que les parecía bueno?
୧୬ପୁର୍ବେ ନିଜେ ମନ୍କରି ନିଜର୍ ବାଟେ ଜିବାକେ, ପରମେସର୍ ଲକ୍ମନ୍କେ ଚାଡିଦେଇ ରଇଲା ।
17 Pero él no fue sin testimonio, porque él hizo el bien, y le dio lluvia del cielo y tiempos fructíferos, llenando de sustento alimento y alegría nuestros corazones.
୧୭ମାତର୍ ତାକର୍ ସବୁ ନିମାନ୍ କାମେଅନି ସେ ସବୁବେଲାଇ ଚିନ୍ ଦେକାଇଆଚେ; ସେ ଆକାସେଅନି ପାନି ଆରି ସମାନ୍ ବେଲାଇ କାଦି ପାଚାଇସି, ବେସି କାଦି ଜାଗାଇସି ଆରି ସାର୍ଦା ସଙ୍ଗ୍ ତମର୍ ମନ୍ ପୁରୁନ୍ ଅଇଜାଇସି ।”
18 Y aun con estas palabras, les resultaba difícil evitar que la gente les hiciera una ofrenda.
୧୮ଏତ୍କି କଇଲେ ମିସା, ପାଉଲ୍ ଆରି ବର୍ନବାର୍ପାଇ ବଲି ଦେବାର୍ ଆଚେଆକା ବଲି କଇଲାଇ ।
19 Pero algunos judíos llegaron a ese lugar desde Antioquía e Iconio, y obtuvieron el control de la gente; y después de apedrear a Paulo, lo sacaron de la ciudad y lo dejaron casi muerto.
୧୯ପଚେ ପିସିକିଆର୍ ଆନ୍ଟିଅକ ଆରି ଇକନିୟଅନି କେତେଟା ଜିଉଦିମନ୍ ଆଇଲାଇ । ସେମନ୍ ଲକ୍ମନ୍କେ ସୁତ୍ରାଇକରି ତାକର୍ବାଟେ ନେଲାଇ । ପାଉଲ୍କେ ପାକ୍ନାମାରାଇଲାଇ ଆରି ତାକେ ମଲାବଲି ବାବି ଗଡ୍ ବାଇରେ ଅର୍ଗଡି ଜିକିନେଲାଇ ।
20 Pero cuando los discípulos lo rodearon, él se levantó y se fue a la ciudad; y el día después se fue con Bernabé a Derbe.
୨୦ମାତର୍ ବିସ୍ବାସିମନ୍ ଆସି ତାର୍ ଚାରିବେଟ୍ତି ଟିଆଅଇଲାକେ, ସେ ଉଟିକରି ତାକର୍ ସଙ୍ଗ୍ ଗଡ୍ ବିତ୍ରେ ବାଅଡ୍ଲା । ତାର୍ ଆର୍କର୍ ଦିନେ ସେ ଆରି ବର୍ନବା ଲୁସ୍ରା ଚାଡି ଦର୍ବିଏ ଗାଲାଇ ।
21 Y habiendo hecho muchos discípulos por la predicación de las buenas nuevas en aquella ciudad, volvieron a Listra, a Iconio y a Antioquía,
୨୧ପାଉଲ୍ ଆରି ବରନ୍ବା ଦର୍ବିତେଇ ସୁବ୍ କବର୍ ଜାନାଇକରି ବେସି ଲକ୍ମନ୍କେ ସିସ୍କଲାଇ । ତାର୍ ପଚେ ସେମନ୍ ଲୁସ୍ତାରା, ଦର୍ବି, ଇକନିଅ ଆରି ପିସିଦିଆର୍ ଆନ୍ଟିଅକିତେଇ ବାଉଡି ଗାଲାଇ ।
22 En estos lugares animaron a los creyentes los nuevos discípulos, diciéndoles que debían guardar la fe, y que tenemos que pasar por problemas de todo tipo para entrar en el reino de Dios.
୨୨ସେମନ୍ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ଅଇ ରଇବାକେ ସାର୍ଦା କଲାଇ । ସେମନ୍ ସିକିଆ ଦେଇ କଇଲାଇ, “ପରମେସରର୍ ରାଇଜେ କେଟ୍ବାକେ ଆଲେ ଆମ୍କେ ବେସି ଦୁକ୍କସ୍ଟ ଦେଇ ଜିବାକେ ଅଇସି ।”
23 También nombraron ancianos en cada iglesia, y después de orar y ayunar, los pusieron al cuidado del Señor, en quien habían creído.
୨୩ସବୁ ମଣ୍ଡଲିର୍ ପାର୍ଚିନ୍ମନ୍କେ ବାଚ୍ଲାଇ ଆରି ଜନ୍ ମାପ୍ରୁର୍ତେଇ ସେମନ୍ ବିସ୍ବାସ୍ କରି ରଇଲାଇ, ସେମନ୍କେ ପାର୍ତନା ଆରି ଉପାସ୍ ସଙ୍ଗ୍ ସର୍ପାଇଲାଇ ।
24 Pasaron por Pisidia y llegaron a Panfilia.
୨୪ପିସିଦିଆ ବାଟ୍ଦେଇ ସେମନ୍ ପପୁଲିଆଇ ଆଇଲାଇ ।
25 Y después de predicar la palabra en Perge, descendieron a Atalia;
୨୫ତାର୍ପଚେ ପର୍ଗାଇ କେଟ୍ଲାଇ । ଆରି ମାପ୍ରୁର୍ କାତା ଜାନାଇ ଆତାଲିଆତେଇ ଗାଲାଇ ।
26 Y desde allí fueron en barco a Antioquía, desde donde habían sido entregados a la gracia de Dios por la obra que habían cumplido.
୨୬ଆତାଲିଆଇ ସେମନ୍ ପାନିଜାଜେ ଚଗି ଆନ୍ଟିଅକିଅତେଇ ବାଉଡି ଆଇଲାଇ । ଏ ଆନ୍ଟିକିଅର୍ ବିସ୍ବାସିମନ୍ ପାଉଲ୍ ଆରି ବର୍ନବାକେ ପର୍ମେସର୍ଟାନେ ସର୍ପାଇଦେଇକରି ବିନ୍ ଜାଗାମନ୍କେ ମାପ୍ରୁର୍ ବାକିଅ ଜାନାଇବାକେ ପାଟାଇରଇଲାଇ ।
27 Y cuando llegaron allí, y juntaron a la iglesia, les contaron todo lo que Dios había hecho por medio de ellos, y cómo había abierto la puerta de la fe a los gentiles.
୨୭ସେମନ୍ ଆନ୍ଟିକିଅ କେଟି ମଣ୍ଡଲିର୍ ଲକ୍ମନ୍କେ ରୁଣ୍ଡାଇଲାଇ । ପରମେସର୍ ତାକର୍ଟାନେ କରିରଇବା ସବୁ କାମ୍ ସେମନ୍କେ ଜାନାଇଲାଇ । ଜିଉଦି ନ ଅଇଲା ଲକ୍ମନ୍ ଜିସୁଟାନେ ବିସ୍ବାସ୍ କର୍ବାକେ ପର୍ମେସର୍ କେନ୍ତି ବାଟ୍ ଉଗାଡ୍ଲା, ସେଟା ସବୁଜାକ ସେମନ୍କେ ଜାନାଇଲାଇ ।
28 Y estuvieron con los discípulos allí por mucho tiempo.
୨୮ପାଉଲ୍ ଆରି ବର୍ନବା ତେଇ ବିସ୍ବାସିମନର୍ ସଙ୍ଗ୍ ବେସି ଦିନ୍ ଜାକ ରଇଲାଇ ।