< 1 Timoteo 5 >
1 No reprendas al anciano que tiene autoridad en la iglesia, sino que exhorta como a un padre, y a los hombres más jóvenes como a hermanos:
୧ତର୍ଟାନେଅନି ବୟସେ ବଡ୍ ରଇବା ଲକ୍କେ ଡାଟ୍ସଙ୍ଗ୍ ଦାକାପୁକା ଦେସ୍ନାଇ । ତାର୍ ବାଦୁଲେ ନିଜର୍ ବାବାକେ ବାବୁଜିଆ କଲାପାରା ସନ୍ମାନ୍ ସଙ୍ଗ୍ କର୍ । ବଇସେ ସାନ୍ ରଇଲା ଲକ୍ମନ୍କେ ନିଜର୍ ବାଇ ଇସାବେ କାତା ଅ ।
2 A las mujeres mayores como a las madres, a las jóvenes como a las hermanas, con un corazón limpio.
୨ବଇସେ ବଡ୍ ରଇବା ମାଇଜିମନ୍କେ ନିଜର୍ ମାଆ ପାରା ଆରି ଦାଙ୍ଗ୍ଡିମନ୍କେ ନିଜର୍ ବଇନି ପାରା ମାନିକରି ର । ସେମନ୍କେ ମନେ ମନେ ମିସା ପାପ୍ ଇସାବେ ଦେକ୍ନାଇ ।
3 Honra a las viudas que son verdaderamente viudas.
୩ରାଣ୍ଡିଜୁଣ୍ଡିମନ୍କେ ସନ୍ମାନ୍ ଦେକାଇ ଜତନ୍ କର୍ ।
4 Pero si alguna viuda tiene hijos o nietos, vean estos que es correcto cuidar a su familia y a sus padres y madres, porque esto es agradable a los ojos de Dios.
୪ଜଦି କନ୍ ରାଣ୍ଡିମାଇଜିକେ ପିଲାଟକି କି ନାତିତିତି ରଇଲେ, ସେମନ୍ ନିଜର୍ କୁଟୁମର୍ ଲକ୍ ଇସାବେ ତାକେ ଜତନ୍ କରତ୍ । ସେନ୍ତାରି ସେମନ୍ ଆୟା ବାବାମନ୍କେ ଆରି ଆନିଦାଦିମନ୍କେ ତାକର୍ ଆଲାଦ୍ ବାଉଡାଇ ଦେଅତ୍ । ଏଟା ପର୍ମେସର୍କେ ସାର୍ଦା କରାଇସି ।
5 Ahora la que es verdaderamente viuda y sin familia pone su esperanza en Dios, se entrega a la oración día y noche.
୫ଜନ୍ ରାଣ୍ଡିମାଇଜି ଜାକେ କି ଆକାସାକା ନାଇ, ସେ ପର୍ମେସର୍କେ ଆସାକରିଆଚେ, ସେ ଦିନ୍ରାତି ତାକେ ଗୁଆରିକଲାନି, ତାକେସେ ମଣ୍ଡଲିର୍ ବିସ୍ବାସିମନ୍ ଜତନ୍ କର୍ବାର୍ ଆଚେ ।
6 Pero la que se da a gusto a los placeres viviendo está muerta.
୬ମାତର୍ ଗଟେକ୍ ରାଣ୍ଡି ମାଇଜି ଅବ୍କା ନିଜେ କର୍ବା ବିସଇ ମନ୍କରି, ପର୍ମେସର୍ ତାକେ ଜନ୍ଟା କର ବଲି ମନ୍ କଲାନି, ସେଟା ନ କରିରଇଲେ, ସେ ବଁଚିରଇକରି ମିସା ମଲା ସମାନ୍ ଆଚେ ।
7 Ordena estas cosas, para que sean sin reproche.
୭ରାଣ୍ଡି ମାଇଜିମନର୍ ଜତନ୍ ପାଇ ମୁଇ ଜେତ୍କି ଆଦେସ୍ ଦେଲିଆଚି, ସେଟା ସବୁ ମାନା ବଲି ବିସ୍ବାସିମନ୍କେ ତିଆର୍ । ଜେନ୍ତାରିକି ସେମନ୍କେ କେ ମିସା ନିନ୍ଦା କରି ନାପାରତ୍ ।
8 Si alguien no tiene cuidado de su familia y de los que están en su casa, ha negado la fe, y es peor que uno que no tiene fe.
୮କେ ଜଦି, ତାର୍ ନିଜର୍ ଲକ୍ମନ୍କେ କି କୁଟୁମର୍ ଲକ୍ମନ୍କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍ଟା ବିସ୍ବାସ୍ କଲିନି ବଲି କଇସି, ସେ ସତଇସେ ସେଟା ବିସ୍ବାସ୍ କରେନାଇ । ସେ ବିସ୍ବାସ୍ ନ କରିରଇବା ଲକର୍ଟାନେଅନି ଅଦିକ୍ ଇନ୍ ।
9 Ninguna mujer sea contada entre las viudas menores de sesenta años, y solo si ella ha sido mujer de un hombre,
୯ଗଟେକ୍ ରାଣ୍ଡି ମାଇଜି କଡେଚାରି ବରସ୍ ନ ଅଇତେ, ତାକେ ରାଣ୍ଡି ବଲି ଲେକା କର୍ବାର୍ ନାଇ । ସେ ଗଟେକ୍ ମୁନୁସର୍ ସଙ୍ଗ୍ସେ ମିସିରଇବାର୍ଆଚେ ।
10 Y si se dan testimonio de sus buenas obras; si ha tenido el cuidado de niños, si ha sido amable con los viajeros, lavando los pies de los santos, ayudando a aquellos que están en problemas, entregándose a sí misma a buenas obras.
୧୦ବିନ୍ ଲକ୍ ଦେକ୍ବା ଇସାବେ, ସେ ବେସି ଦରମ୍ ଅଇ, ବିନ୍ ଲକ୍କେ ସାଇଜ କର୍ବାର୍ ଆଚେ । ଜେନ୍ତାରି କି ନିଜର୍ ପିଲାମନ୍କେ ନିକ ସଙ୍ଗ୍ ବଡାଇରଇସି, ଆଇଲା ଲକ୍ମନ୍କେ ଗତିଆ ଇସାବେ ଡାକ୍ସି, ପର୍ମେସରର୍ ସୁକଲ୍ ଲକ୍ମନର୍ ଗଡ୍ ଦଇଦେଇସି, ଦୁକ୍ କସ୍ଟେ ରଇବା ଲକ୍ମନ୍କେ ସାଇଜ କର୍ସି, ଲକ୍ମନ୍କେ ସାଇଜ କର୍ବାକେ ବିନ୍ ବିନ୍ କାମ୍ କର୍ତେରଇସି ।
11 Pero a las viudas más jóvenes les dicen que no; porque cuando su amor se aparta de Cristo, desean casarse;
୧୧ଡକ୍ରି ନ ରଇବା ରାଣ୍ଡିମନ୍କେ ରାଣ୍ଡି ଇସାବେ ଲେକା କର୍ ନାଇ । କାଇକେବଇଲେ ସେମନ୍ ରାଣ୍ଡି ଇସାବେ କିରିସ୍ଟକେ ସେବା କର୍ବି ବଲି କାତା ଦେଇରଇଲେ ମିସା, ମୁନୁସର୍ ସଙ୍ଗ୍ ରଇବି ବଲି ମନ୍ ଆଇଲେ, ଆଗ୍ତୁ ଦେଇରଇବା କାତା ପାସ୍ରିଜାଇ ଆରିତରେକ୍ ବିବା ଅଇବାକେ ମନ୍ କର୍ବାଇ ।
12 Y ellas son juzgadas porque han hecho a un lado su primera fe;
୧୨ଆରିତରେକ୍ ବିବା ଅଇଲାର୍ ପାଇ ସେମନ୍ ଦସି ଅଇବାଇ । କାଇକେବଇଲେ, ସେମନ୍ ଆଗ୍ତୁ ଦେଇରଇବା କାତା ପୁରାପୁରୁନ୍ କରତ୍ ନାଇ ।
13 Y se vuelven perezosas, yendo de casa en casa; y no solo no hace ningún trabajo, sino que hablan tontamente, están demasiado interesadas en los asuntos de los demás, dicen cosas que no tienen derecho a decir.
୧୩ଏଟାର୍ ମିସ୍ତେ ସେମନ୍ ଅଲସ୍ ଅଇବାଟା ସିକ୍ବାଇ । ଆର୍ ଗରେ ତାର୍ ଗରେ ଜାଇ ବେଲା ବିତାଇବାଇ । ତିପୁଲ୍ କାତା କଇ ବିନ୍ ଲକର୍ ବିସଇ କାତାବାର୍ତା ଅଇବାଇ ।
14 Así que es mi deseo que las viudas más jóvenes estén casadas y tengan hijos, que controlen a sus familias y que no le den al Maligno la oportunidad de decir nada en contra de ellos,
୧୪ତେବର୍ପାଇ ଡକ୍ରି ନ ରଇବା ରାଣ୍ଡିମନ୍କେ ମୁଇ ତିଆର୍ଲିନି, ଆରିତରେକ୍ ଗର୍ ବସାଇ ପିଲାଟକିର୍ ଜତନ୍ କରା । ସେନ୍ତାରି କଲେ ଆମର୍ ବିରଦିମନ୍ ଆମ୍କେ ନିନ୍ଦା ନ କରତ୍ ।
15 Porque incluso ahora algunos se han descarriado y ahora siguen a satanás.
୧୫କାଇକେବଇଲେ ସେମନ୍ ପର୍ମେସରର୍ ଟାନେଅନି ଦୁରିକେ ଜାଇ ସଇତାନର୍ ସଙ୍ଗ୍ ଜିଇବାକେ ଆରାମ୍ କଲାଇ ଆଚତ୍ ।
16 Si alguna mujer de la fe tiene parientes que son viudas, que ella les dé ayuda, para que el cuidado de ellos no llegue a la iglesia, y así pueda ayudar a aquellos que realmente necesitan.
୧୬ଜଦି କନ୍ଆଲେ ମାଇଜି କିରିସ୍ଟକେ ବିସ୍ବାସ୍ କର୍ସି, ଆରି ତାର୍ କୁଟୁମେ ରାଣ୍ଡିମାଇଜିମନ୍ ରଇବାଇ, ସେ ଆକା ସେମନ୍କେ ସାଇଜ କର୍ବାର୍ ଆଚେ । ବିନ୍ ବିସ୍ବାସିମନ୍ ସେ ଦାଇତ୍ ନେଇ କରତ୍ ବଲି ସେ ଆସା କର୍ବାର୍ ନାଇ । ଏଟା ଜେନ୍ତାରିକି ଜାକେ ଆକାସାକା ନ ରଅତ୍ ସେମନ୍କେ ବିସ୍ବାସିମନ୍ ଜତନ୍ କରିପାରତ୍ ।
17 Que los ancianos que cumplen bien su función es bueno sean honrados y bien remunerados, especialmente aquellos cuyo trabajo es predicar y enseñar.
୧୭ଜନ୍ ପାର୍ଚିନ୍ମନ୍ ମଣ୍ଡଲିର୍ ନେତା ଅଇ ଡାକିନେଲାଇନି, ସେମନ୍ ଦୁଇଗୁନ୍ ବୁତି ପାଇବା ଦର୍କାର୍ । କାଇକେବଇଲେ ସୁବ୍କବର୍ ଜାନାଇବାଟା ଆରି ସିକାଇବାଟା ସେମନ୍କେ ଦାଇତ୍ ଇସାବେ ଦେଲାଇ ଆଚତ୍ ।
18 Porque los Escritos dicen: No es correcto impedir que el buey tome el grano cuando lo está aplastando. Y, el trabajador tiene derecho a su recompensa.
୧୮ସାସ୍ତରେ ଜେନ୍ତି ଲେକାଅଇଲା ଆଚେ, ଗାନାଇ ଦାନ୍ ମାଣ୍ଡାଇବାବେଲେ ବଲଦର୍ ଟଣ୍ଡେ କତ୍ରା ବାନ୍ଦା ନାଇ ଆରି କାମ୍ କରୁ ସାଉକାର୍ଟାନେଅନି ତାର୍ କୁଲି ପାଇସି ଆକା ।
19 No tomen como cierta cualquier declaración hecha contra alguien en autoridad, pero solo si dos o tres dan testimonio de ello.
୧୯ଗଟେକ୍ ପାର୍ଚିନ୍ ବିରୁଦେ ନିନ୍ଦା କାତା ଉଟ୍ଲେ, ଦୁଇ କି ତିନିଲକର୍ ସାକି ନଇଲେ, ସେଟାକେ ମାନ୍ ନାଇ ।
20 Reprende a los pecadores cuando todos estén presentes en la congregación, para que el resto tenga miedo.
୨୦ପାପେ ରଇବା ଗଟେକ୍ ପାର୍ଚିନ୍କେ ସବୁର୍ ମୁଆଟେ ଲାଗ୍ । ଜେନ୍ତାରିକି ବିନ୍ ପାର୍ଚିନ୍ମନ୍ ସେନ୍ତାରି ପାପ୍ କର୍ବାକେ ଡର୍ବାଇ ।
21 Te doy órdenes ante Dios y Jesucristo y los ángeles altísimos de Dios, para guardar estas órdenes sin favoritismos por Nadie.
୨୧ଆମର୍ ବାବା ପର୍ମେସର୍ ଜିସୁକିରିସ୍ଟ ଆରି ସେ ବାଚିରଇବା ଦୁତ୍ମନ୍କେ ସାକିକରି ମୁଇ ତକେ ତିଆର୍ଲିନି, ମୁଇ ତିଆର୍ଲା ଏ ସବୁ ବିସଇ କାଇ ବଡ୍ସାନ୍ ନ ଦେକିକରି କର୍ ।
22 No pongas las manos sobre ningún hombre sin pensar, y no participes de los pecados de los demás: mantente limpio.
୨୨ଗଟେକ୍ ଲକ୍କେ ପରିକା ନ କର୍ବା ଜାକ ତାକେ ମୁକିଅ ଇସାବେ, ତର୍ ଆତ୍ ତାର୍ ମୁଣ୍ଡେ ସଙ୍ଗଇ, ସେବା କାମର୍ ପାଇ ସରପ୍ ନାଇ । ନଇଲେ ତାର୍ ପାପର୍ ପାଇ, ତୁଇ ଦାଇ ଅଇସୁ । ତୁଇ ନିଜେ ପାପ୍ ନ କର୍ବାକେ ଜାଗ୍ରତ୍ ର ।
23 No tomes solo agua como tu bebida, sino toma un poco de vino por el bien de tu estómago, y porque estás frecuentemente enfermo.
୨୩ଆରି ଚୁଚା ପାନି ନ କାଇକରି ତର୍ ପେଟର୍ ଲାଗି ଅଲପ୍ ଅଙ୍ଗୁର୍ ମଦ୍ ମିସା କାଆ । କାଇକେବଇଲେ ତୁଇତା ସବୁବେଲେ ନିକ ରଉସ୍ ନାଇ ।
24 Los pecados de algunos hombres se ven claramente, yendo delante de ellos para ser juzgados; pero con otros, sus pecados van tras ellos.
୨୪କେତେ ଲକ୍ ସବୁର୍ ଦେକ୍ତେ ପାପ୍ କଲାଇନି । ଜେନ୍ତିକି ତୁଇ ସେଟା ଜାନିପାର୍ଲୁସ୍ନି । ସେମନର୍ ଚଲାଚଲ୍ତି ପରିକା କର୍ବା ଆଗ୍ତୁ, ତୁଇ ସେଟା ଜାନ୍ସୁ । ମାତର୍ ଆରି କେତେଲକର୍ ପାପ୍ ବେସି ଦିନ୍ ଅଇଲେ ମିସା ଜାନି ନଏଁ ।
25 Del mismo modo, hay buenas obras que se ven claramente; y aquellos que no son así, no pueden mantenerse en secreto.
୨୫ସେନ୍ତାରିସେ କେତେ ଲକ୍ କର୍ବା ନିକ ବିସଇ ସବୁକେ ଡିସ୍ସି । ସେମନ୍ କର୍ବା ନିକ ବିସଇ ଦାପ୍ରେ ନ ଡିସ୍ଲେ ମିସା କେତେଦିନ୍ ପଚେ, ସେଟା ଲକ୍ମନ୍ ଜାନ୍ବାଇ ।