< Hechos 12 >

1 Y en el mismo tiempo el rey Herodes envió compañías de soldados para maltratar a algunos de la Iglesia.
ଏ ବେଲାଇ, ଏରଦ୍‌ ରାଜା ଜିରୁସାଲେମ୍‌ ମଣ୍ଡଲିର୍‌ କେତେକ୍‌ ବିସ୍‌ବାସିମନ୍‌କେ ତାଡ୍‌ନା ଦେବାର୍‌ ଦାର୍‌ଲା ।
2 Y mató a espada a Jacobo, hermano de Juan.
ଜଅନର୍‌ ବାଇ ଜାକୁବ୍‌କେ କାଣ୍ଡା ସଙ୍ଗ୍‍ ମାରି ମରାଇଲା, ଜାକୁବ୍‌ ଜଅନର୍‌ ବଡ୍‌ ବାଇ ରଇଲା ।
3 Y viendo que había agradado a los judíos, pasó adelante para prender también a Pedro. (Eran entonces los días de los panes sin levadura.)
ଜାକୁବ୍‌କେ ମରାଇଲାଟା ଜିଉଦିମନ୍‌କେ ସାର୍‌ଦା କରାଇଲା । ଏଟା ଦେକି ଏରଦ୍‌ ପିତର୍‌କେ ମିସା ବନ୍ଦି କର୍‌ବାକେ ତିଆର୍‌ଲା । ଏଟା ଜିଉଦିମନ୍‌ କମିର୍‌ ନ ମିସାଇତେ ରୁଟିକର୍‌ବା ପରବ୍‌ ବେଲେ ଅଇରଇଲା ।
4 Y habiéndole tomado preso, le puso en la cárcel, entregándole a cuatro cuaterniones de soldados que le guardasen, queriendo sacarle al pueblo después de la Pascua.
ସଇନମନ୍‌ ପିତର୍‌କେ ବାନ୍ଦିକରି ବନ୍ଦିଗରେ ପୁରାଇଲାଇ । ରକିଆ ପାଇବା ପରବର୍‌ ପଚେ ସବୁ ଲକର୍‌ ମୁଆଟେ ବିଚାର୍‌ନା କର୍‌ବି ବଲି ଏରଦ୍‌ ବାବି ରଇଲା । ସେଟାର୍‌ପାଇ ଗଟେକ୍‌ ଦଲେ ଚାରିଲକ୍‌ ଲାକା ଅଇ, ଚାରିଟା ଦଲ୍‌କରି ସନିଅମନ୍‌ ତାକେ ଜାଗିରଇଲାଇ ।
5 Así que, Pedro era guardado en la cárcel; y la Iglesia hacía sin cesar oración a Dios por él.
ପିତର୍‌ ବନ୍ଦିଗରେ ରଇଲାବେଲେ ଜିରୁସାଲେମେ ରଇବା ମଣ୍ଡଲିର୍‌ ବିସ୍‌ବାସିମନ୍‌ ଗଟେକ୍‌ ଅଇକରି ତାର୍‌ପାଇ ପର୍‌ମେସର୍‌କେ ପାର୍‌ତନା କର୍‌ତେରଇଲାଇ ।
6 Y cuando Herodes le había de sacar, aquella misma noche estaba Pedro durmiendo entre dos soldados, preso con dos cadenas, y los guardas delante de la puerta, que guardaban la cárcel.
ଜନ୍‌ ଦିନେ ଏରଦ୍‌ ପିତର୍‌କେ ଲକ୍‌ମନର୍‌ ମୁଆଟେ ଆନ୍‌ବାକେ କାତା ଦେଇରଇଲା, ତାର୍‌ ଆଗ୍‌ତୁର୍‌ ରାତି ପିତର୍‌ ବନ୍ଦିଗରେ ଦୁଇଟା ଜାଗୁଆଲ୍‌ମନର୍‌ ମଜାଇ ସଇରଇଲା । ତାକେ ସନିଅମନର୍‌ ମିସ୍‌ତେ ଦୁଇଟା ଆତେ ଦୁଇଟା ସିକ୍‌ଲି ସଙ୍ଗ୍‍ ବାନ୍ଦିରଇଲାଇ । ଆରି ଜାଗୁଆଲ୍‌ମନ୍‌ ବନ୍ଦିଗରର୍‌ ଦୁଆରେ ଜାଗିରଇଲାଇ ।
7 Y he aquí, el ángel del Señor sobrevino, y una luz resplandeció en la cárcel; e hiriendo a Pedro en el lado, le despertó, diciendo: Levántate prestamente. Y las cadenas se le cayeron de las manos.
ସେ ଦାପ୍‌ରେ, ଏଦେ ଦେକା! ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ଆସି ପିତରର୍‌ ମୁଆଟେ ଟିଆଅଇଲା ଆରି ଗୁଲାଇ ବାକ୍‌ରା ଉଜଲ୍‌ ଅଇଗାଲା । ସରଗର୍‌ ଦୁତ୍‌ ପିତର୍‌କେ କନ୍ଦେ ଦାରି ଚୁଲ୍‌ବୁଲାଇଲା ଆରି ସଇଲାଟାନେଅନି ଉଟାଇକରି କଇଲା “ଦାପ୍‌ରେ ଉଟ୍‌!” ଉଟ୍‌ଲା ଦାପ୍‌ରେ ବାନ୍ଦି ଅଇରଇଲା ସିକ୍‌ଲି କୁସ୍‌ଲିଗାଲା ।
8 Y le dijo el ángel: Cíñete, y átate tus sandalias. Y lo hizo así. Y le dijo: Rodéate tu ropa, y sígueme.
ତାର୍‌ପଚେ ଦୁତ୍‌ କଇଲା, “ଆଁଟାଇ ତୁଆଲ୍‌ ବାନ୍ଦିଅ ଆରି ପାଣ୍ଡଇ ପିନ୍ଦ୍‌ ।” ପିତର୍‌ ସେନ୍ତି କଲା ପଚେ ଦୁତ୍‌ କଇଲା, “ଚାଦର୍‌ ଡାବିଅଇକରି ମର୍‌ ସଙ୍ଗ୍‍ ଆଉ ।”
9 Y saliendo, le seguía; y no sabía que era verdad lo que hacía el ángel, mas pensaba que veía visión.
ପିତର୍‌ ଦୁତର୍‌ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍‌ ଜନ୍‌ଟା କର୍‌ତେରଇଲା, ସେଟା ସତ୍‌ କି ନଏଁ ବଲି ଜାନି ନାପାର୍‌ତେରଇଲା । “ଏଟା ଗଟେକ୍‌ ଦର୍‌ସନ୍‌ ଦେକ୍‌ଲିନି ।” ବଲି ବାବ୍‌ତେରଇଲା ।
10 Y cuando pasaron la primera y la segunda guardia, vinieron a la puerta de hierro que va a la ciudad, la cual se les abrió de suyo; y salidos, pasaron una calle; y luego el ángel se apartó de él.
୧୦ସେମନ୍‌ ଜାଗୁଆଲ୍‌ମନ୍‌ ରଇବା ଦୁଇଟା ଜାଗା ଜିତିକରି ପଚେ ନଅରେ ପୁର୍‌ବା ଲୁଆ କାପାଟ୍‌ ରଇବା ଲଗେ ଆଇଲାଇ । ତାକର୍‌ପାଇ ଲୁଆ କାପାଟ୍‌ ତାର୍‌ମନ୍‌କେସେ ଉଗାଡିଅଇଗାଲା ଆରି ସେମନ୍‌ ବାରଇ ଉଟିଆଇଲାଇ । ସେମନ୍‌ ବାଟେ ଇଣ୍ଡୁ ଇଣ୍ଡୁ ଅଟାତ୍‌ ସରଗର୍‌ ଦୁତ୍‌ ପିତର୍‌କେ ଚାଡି ମାୟା ଅଇଗାଲା ।
11 Entonces Pedro, volviendo en sí, dijo: Ahora entiendo verdaderamente que el Señor ha enviado su ángel, y me ha librado de la mano de Herodes, y de todo el pueblo de los judíos que me esperaba.
୧୧ତାର୍‌ପଚେ ଜାଇଟା ଗଟିରଇଲା, ସେଡ୍‌କିବେଲେ ତାକେ କାଇଟା ଅଇରଇଲା, ସେଟା ପିତର୍‌ ଜାନିପାରି କଇଲା, “ଏଟା ସତ୍‌ ବଲି ମୁଇ ଜାନିଆଚି । ଏରଦର୍‌ ଟାନେଅନି ଆରି ଜିଉଦି ଲକ୍‌ମନ୍‌ ଜାଇଟା ଗଟ୍‌ସି ବଲି ଆସା କରିରଇଲାଇ, ତେଇଅନି ମକେ ରକିଆ କର୍‌ବାକେ ମାପ୍‌ରୁ ସରଗର୍‌ ଦୁତ୍‌କେ ପାଟାଇରଇଲା ।”
12 Y considerando esto, llegó a casa de María, la madre de Juan, el que tenía por sobrenombre Marcos, donde muchos estaban juntos orando.
୧୨ନିଜର୍‌ ବିସଇ ଜାନିକରି ସେ ଜଅନ୍‌ ମାର୍‌କର୍‌ ଆୟା ମରିୟମର୍‌ ଗରେ ଗାଲା । ତେଇ ବେସି ବିସ୍‌ବାସିମନ୍‌ ରୁଣ୍ଡିକରି ପିତରର୍‌ ପାଇ ପାର୍‌ତନା କର୍‌ତେ ରଇଲାଇ ।
13 Y tocando Pedro a la puerta del patio, salió una muchacha, para escuchar, llamada Rode,
୧୩ପିତର୍‌ ବାଇରର୍‌ କାପାଟେ ଟକ୍‌ଟକ୍‌ କରି ମାର୍‌ଲାକେ, ରଦା ନାଉଁର୍‌ ଗଟେକ୍‌ ଗତିଦାଙ୍ଗ୍‌ଡି କାପାଟ୍‌ ଉଗାଡ୍‌ବାକେ ଆଇଲା ।
14 La cual, cuando conoció la voz de Pedro, de gozo no abrió el postigo, sino corriendo adentro, dio la nueva de que Pedro estaba al postigo.
୧୪ପିତରର୍‌ କଁଟ୍‌ସର୍‌ ଜାନିପାରି ସେ ଏତେକ୍‌ ସାର୍‌ଦା ଅଇଲା ଜେ କାପାଟ୍‌ ନ ଉଗାଡି ବିତ୍‌ରେ ପାଲାଇକରି ତେଇର୍‌ ବିସ୍‌ବାସିମନ୍‌କେ କଇଲା, “ପିତର୍‌ ବାଇରେ ଟିଆଅଇଲା ଆଚେ ।”
15 Y ellos le dijeron: Estás loca. Mas ella afirmaba que así era. Entonces ellos decían: Su ángel es.
୧୫ସେମନ୍‌ ତାକେ କଇଲାଇ, “ତୁଇ ବାୟାଅଇଲୁସ୍‌ନି! ମାତର୍‌ ‘ଏଟା ସତ୍‌ ।’ ବଲି ସେ ଡାଟ୍‌ ସଙ୍ଗ୍‍ କଇଲାଗ୍‌ଲାକେ, ସେମନ୍‌ ଏଟା ତାର୍‌ ଦୁତ୍‌ କାଇକି,” ବଲି ବାବ୍‌ଲାଇ ।
16 Mas Pedro perseveraba en llamar; y cuando abrieron, le vieron, y se espantaron.
୧୬ପିତର୍‌ ତର୍‌କେ ତର୍‌ କାପାଟେ ମାର୍‌ତେ ରଇଲା । ସାରାସାରି ସେମନ୍‌ କାପାଟ୍‌ ଉଗାଡି ତାକେ ଦେକି କାବାଅଇଗାଲାଇ ।
17 Y él haciéndoles con la mano señal de que callasen, les contó cómo el Señor le había sacado de la cárcel. Y dijo: Haced saber esto a Jacobo y a los hermanos. Y salió, y se fue a otro lugar.
୧୭ସେ ଆତ୍‌ ସାଗିଆକରି ସେମନ୍‌କେ ଚିମ୍‌ରା ଅଇବାକେ କଇଲା । ଆରି ମାପ୍‌ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍‌କରାଇ ଆନ୍‌ଲା, ସେ ବିସଇ ସେମନ୍‌କେ କଇଲା । ତାର୍‌ ପଚେ ଏ ସବୁ କାତା ଜାକୁବ୍‌ ଆରି ବିନ୍‌ ସବୁ ବାଇମନ୍‌କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍‌ବାଟେ ଉଟିଗାଲା ।
18 Luego que fue de día, hubo no poco alboroto entre los soldados sobre qué se había hecho de Pedro.
୧୮ସାକାଲ୍‌ ପାଇଲାକେ “ପିତର୍‌ କେନେଗାଲା?” ବଲି ଜାଗୁଆଲ୍‌ମନ୍‌ କିଲ୍‌ବିଲ୍‌ ଅଇଗାଲାଇ ।
19 Mas Herodes, como le buscó y no le halló, hecha inquisición de los guardas, los mandó llevar. Después descendiendo de Judea a Cesarea, se quedó allí.
୧୯ଏରଦ୍‌ ଏଟା ସୁନିକରି ପିତର୍‌କେ କଜ୍‌ବାକେ ତାର୍‌ ସନିଅମନ୍‌କେ ଆଦେସ୍‌ ଦେଲା । ମାତର୍‌ ସେମନ୍‌ ତାକେ ମିଲାଇ ନାପାର୍‌ଲାଇ । ତେବେ ସାରାସାରି ଜାଗୁଆଲ୍‌ମନ୍‌କେ ପାଚାର୍‌ଲା । କେନ୍ତି ଏଟା ଅଇଲାଟା କଇନାପାର୍‌ଲାକେ ସେମନ୍‌କେ ମରନର୍‌ ଡଣ୍ଡ୍ ଦେବାକେ ଆଦେସ୍‌ ଦେଲା । ତାର୍‌ ପଚେ ଏରଦ୍‌ ଜିଉଦା ରାଇଜେଅନି ଜାଇ କେତେ ଦିନର୍‌ପାଇ କାଇସରିଆଇ ବାସା ଅଇରଇଲା ।
20 Y Herodes estaba enojado contra los de Tiro y los de Sidón; pero ellos vinieron concordes a él, y sobornado Blasto, que era el camarero del rey, pedían paz; porque las tierras de ellos eran abastecidas por las del rey.
୨୦ସେ ବେଲାଇ ଏରଦ୍‌ ସର୍‌ ଆରି ସିଦନର୍‌ ଲକ୍‌ମନ୍‌କେ ବେସି ରିସା ଅଇରଇଲା । ସେଟାର୍‌ ପାଇ ତେଇର୍‌ ଲକ୍‌ମନ୍‌ ଗଟେକ୍‌ ଦଲ୍‌, ତାକେ ବେଟ୍‌ ଅଇବାକେ ଗାଲାଇ । ପର୍‌ତୁମ୍‌ ସେମନ୍‌ ରାଜା ସଇବା ଗର୍‌ ଦାଇତେ ରଇଲା ବାଲସ୍‌ଟସ୍‌କେ ବୁଜାଇ, ତାର୍‌ ସାଇଜ ପାଇଲାଇ । ତାର୍‌ ପଚେ ସେମନ୍‌ ଏରଦର୍‌ ଲଗେ ଜାଇ ସାନ୍ତିସଙ୍ଗ୍‍ ରଉଁ ବଲି କାତା ଅଇଲାଇ, କାଇକେ ବଇଲେ ଏରଦର୍‌ ରାଇଜେଅନି ସେମନର୍‌ ଦେସେ କାଇବା ଜିନିସ୍‌ ଜାଇତେରଇଲା ।
21 Y un día señalado, Herodes vestido de ropa real, se sentó en el tribunal, y les arengó.
୨୧ଜନ୍‌ ଦିନେ ଏରଦର୍‌ ସଙ୍ଗ୍‍ ସେମନ୍‌ ବେଟ୍‌ ଅଇବାକେ ଟିକ୍‌ କରିରଇଲାଇ, ସେ ରାଜାମନ୍‌ ପିନ୍ଦ୍‌ବା ବସ୍‌ତର୍‌ ପିନ୍ଦ୍‌ଲା ଆରି ତାର୍‌ ବସ୍‌ବା ଜାଗାଇ ବସି ଲକ୍‌ମନ୍‌କେ ଗଟେକ୍‌ ବାସନ୍‌ ଦେଲା ।
22 Y el pueblo aclamaba: Voz de Dios, y no de hombre.
୨୨ସୁନ୍‌ବା ଲକ୍‌ମନ୍‌ ଆଉଲିଅଇଲାଇ, “ଜେ କାତା ଅଇଲାନି, ସେ ଲକ୍‌ ନଏଁ, ମାତର୍‌ ପର୍‌ମେସର୍‌!”
23 Y luego el ángel del Señor le hirió, por cuanto no dio la gloria a Dios; y expiró comido de gusanos.
୨୩“ମୁଇ ପର୍‌ମେସର୍‌ ନଇ,” ବଲି କଏ ନାଇକେ ଦାପ୍‌ରେ ମାପ୍‌ରୁର୍‌ ଦୁତ୍‌ ଏରଦ୍‌କେ ରଗି କରାଇଲା । ସେଟାର୍‌ପାଇ ତାର୍‌ ଗୁଲାଇଗାଗଡ୍‌ କିଡା କାଇଲାଇ ଆରି ମରିଗାଲା ।
24 Mas la Palabra del Señor crecía y era multiplicada.
୨୪ଏ ବେଲାଇ ବିସ୍‌ବାସିମନ୍‌ ପର୍‌ମେସରର୍‌ ବାକିଅ ସୁନ୍‌ଲାଇ ଆରି ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌ ବଡିଗାଲାଇ ।
25 Y Bernabé y Saulo volvieron de Jerusalén cumplido su servicio, tomando también consigo a Juan, el que tenía por sobrenombre Marcos.
୨୫ଜିଉଦା ଦେସର୍‌ ବିସ୍‌ବାସିମନ୍‌କେ ଡାବୁ ଦେଇ ସାରାଇକରି ବର୍‌ନବା ଆରି ସାଉଲ୍‌, ଆନ୍‌ଟିଅକିଆଇ ଆଇଲାଇ । ଜଅନ୍‌ ଆରି ମାର୍‌କକେ ମିସା ସେମନ୍‌ ସଙ୍ଗ୍‍ ନେଇ ଜିରୁସାଲମେ ବାଅଡ୍‌ଲାଇ ।

< Hechos 12 >