< Marcos 16 >
1 Y COMO pasó el sábado, María Magdalena, y María [madre] de Jacobo, y Salomé, compraron [drogas] aromáticas, para venir á ungirle.
୧ବିସ୍ରାମ୍ବାର୍ ସାର୍ଲା ତାର୍ ଆର୍କର୍ ଦିନେ ମଗ୍ଦଲିନି ମରିୟମ୍, ଜାକୁବର୍ ମାଆ ମରିୟମ୍ ଆରି ସଲମି, ଜିସୁର୍ ମଲା ଗାଗ୍ଡେ ଲାଗାଇବାକେ ବାସ୍ନା ଚିକନ୍ ଗେନିଆନ୍ଲାଇ ।
2 Y muy de mañana, el primer [día] de la semana, vienen al sepulcro, [ya] salido el sol.
୨ରଇବାର୍ ଦିନର୍ ସାକାଲ୍ ସାକାଲ୍ ସେମନ୍ ତାର୍ ଗାଗଡ୍ ସଙ୍ଗଇଲା ଜାଗାକେ ଜାଇତେରଇଲାଇ । ସେବେଲେ ବେଲ୍ ଉଦି ଆଇତେରଇଲା ।
3 Y decían entre sí: ¿Quién nos revolverá la piedra de la puerta del sepulcro?
୩ସେମନ୍ ନିଜର୍ ନିଜର୍ ବିତ୍ରେ “ଜିସୁର୍ ଗାଗଡ୍ ସଙ୍ଗଇରଇଲା ମୁଆଟର୍ ବଡ୍ ଚାଚଡା ପାକ୍ନା ଆମର୍ ପାଇ କେ ଗୁଚାଇଦେଇସି ତେବେ?” ବଲି କାତା ଅଇତେରଇଲାଇ ।
4 Y como miraron, ven la piedra revuelta; que era muy grande.
୪ସେମନ୍ ସେ ଜାଗାଇ କେଟିକରି ଦେକ୍ଲାବେଲେ, ଏଦେ ଦେକା! ସେ ବଡ୍ ଚାଚଡା ପାକ୍ନା ଗୁଚିଜାଇରଇଲା ।
5 Y entradas en el sepulcro, vieron un mancebo sentado al lado derecho, cubierto de una larga ropa blanca; y se espantaron.
୫ସେବେଲା ସେମନ୍ ସେ ଜାଗା ବିତ୍ରେ ପୁରିକରି ଦେକ୍ଲାବେଲେ ଗଟେକ୍ ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଦବ୍ ପଚିଆ ପିନ୍ଦିରଇବା ଦାଙ୍ଗ୍ଡା, ଜିସୁର୍ ମଡ୍ ସଙ୍ଗଇରଇଲା ଜାଗାର୍ ଉଜାବାଟେ ବସିରଇଲା । ସେଟା ଦେକି ସେମନ୍ ବେସି ଡରିଜାଇ କାବା ଅଇଗାଲାଇ ।
6 Mas él les dice: No os asustéis: buscáis á Jesús Nazareno, el que fué crucificado; resucitado há, no está aquí; he aquí el lugar en donde le pusieron.
୬ମାତର୍ ସେ ଲକ୍ ସେମନ୍କେ କଇଲା, “ଡରାନାଇ, ତମେ କୁର୍ସେ ମଲା ନାଜରିତ୍ ଗଡର୍ ଜିସୁ କିରିସ୍ଟକେ କଜ୍ଲାସ୍ନି କି? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍ଲା ଆଚେ । ତାର୍ ମଡ୍ ସଙ୍ଗଇଲା ଜାଗା ଦେକା ।” ବଲି କଇଲା ।
7 Mas id, decid á sus discípulos y á Pedro, que él va antes que vosotros á Galilea: allí le veréis, como os dijo.
୭“ତମେ ଜାଇକରି ତାର୍ ସିସ୍ମନ୍କେ ଆରି ପିତର୍କେ ବାଇଦରେ କୁଆ, ତମେ ଜିବା ଆଗ୍ତୁ ଜିସୁ ଗାଲିଲି ଗଡେ ଗାଲା ଆଚେ । ସେ ତମ୍କେ ଜେନ୍ତି କଇରଇଲା, ସେନ୍ତିସେ ଗାଲିଲି ଗଡେ ତାକେ ଦେକ୍ସା ।” ବଲି କଇଲା ।
8 Y ellas se fueron huyendo del sepulcro; porque las había tomado temblor y espanto; ni decían nada á nadie, porque tenían miedo.
୮ସେ ମାଇଜିମନ୍ ବେସି କାବା ଅଇଜାଇ, ତର୍ତରି ଜାଇକରି ସେ ଜାଗାଇଅନି ବାରଇକରି ପାଲାଇଲାଇ ଆରି ସେମନ୍ ବେସି ଡରିଜାଇକରି କାକେ ମିସା କାଇବଲି କଅତ୍ନାଇ ।
9 (note: The most reliable and earliest manuscripts do not include Mark 16:9-20.) Mas como Jesús resucitó por la mañana, el primer [día] de la semana, apareció primeramente á María Magdalena, de la cual había echado siete demonios.
୯(note: The most reliable and earliest manuscripts do not include Mark 16:9-20.) ଜିସୁ ମଲାଟାନେଅନି ଉଟ୍ଲା ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜନ୍ ମାଇଜିଟାନେଅନି ଜିସୁ ସାତ୍ଟା ଡୁମାମନ୍କେ କେଦିରଇଲା, ମଗ୍ଦଲିନି ନାଉଁର୍ ମରିୟମ୍କେ ପର୍ତୁମ୍ ଦେକାଇଅଇଲା ।
10 Yendo ella, lo hizo saber á los que habían estado con él, [que estaban] tristes y llorando.
୧୦ସେ ମାଇଜି ତେଇଅନି ଜାଇକରି, ଦୁକ୍ଅଇ କରି କାନ୍ଦ୍ତେ ରଇଲା ଜିସୁର୍ ସିସ୍ମନ୍କେ କଇଲା,
11 Y ellos como oyeron que vivía, y que había sido visto de ella, no [lo] creyeron.
୧୧“ଜିସୁ ମଲାତେଇଅନି ଉଟ୍ଲା ଆଚେ ଆରି ମୁଇ ତାକେ ନିଜେ ଦେକିଆଚି ।” ବଲି କଇଲା । ସିସ୍ମନ୍ ତାକେ ମୁଲ୍କେ ବିସ୍ବାସ୍ କରତ୍ ନାଇ ।
12 Mas después apareció en otra forma á dos de ellos que iban caminando, yendo al campo.
୧୨ତାର୍ପଚେ ଦୁଇଟା ସିସ୍ମନ୍ ଗଟେକ୍ ଗାଏଁ ଜିବାବେଲେ ଜିସୁ ସେମନ୍କେ ବିନ୍ ରୁପେ ଦେକାଇଅଇଲା । ସିସ୍ମନ୍ ତାକେ ଚିନି ନାପାର୍ଲାଇ ।
13 Y ellos fueron, y lo hicieron saber á los otros; y ni aun á ellos creyeron.
୧୩ସେ ଦୁଇଟା ସିସ୍ମନ୍ ବାଉଡିଆସିକରି ବିନ୍ ସିସ୍ମନ୍କେ ଏ କାତା କଇଲାଇ । ଏନ୍ତି କଇଲେ ମିସା ସିସ୍ମନ୍ ତାକର୍ କାତା ବିସ୍ବାସ୍ କରତ୍ ନାଇ ।
14 Finalmente se apareció á los once mismos, estando sentados á la mesa, y censuróles su incredulidad y dureza de corazón, que no hubiesen creído á los que le habían visto resucitado.
୧୪ତାର୍ପଚେ ଏଗାର୍ଟା ସିସ୍ମନ୍ କାଇବାବେଲେ ଜିସୁ ସେମନ୍କେ ଦେକାଇଅଇଲା । ଜିସୁ ମଲାଟାନେଅନି ଉଟ୍ଲାଟା ଦେକିରଇଲା ଲକ୍ମନ୍ କଇଲା କାତା ବିସ୍ବାସ୍ ନ କରି, ସେମନର୍ ମନ୍ ଆଁଟ୍ କଲାର୍ ଲାଗି ସେମନ୍କେ ଲାଗ୍ଲା ।
15 Y les dijo: Id por todo el mundo; predicad el evangelio á toda criatura.
୧୫ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆର୍ ଗୁଲାଇବାଟେ ଜାଇକରି ସବୁ ଲକ୍ମନ୍କେ ମର୍ ନିମାନ୍ କାତା କୁଆ ।
16 El que creyere y fuere bautizado, será salvo; mas el que no creyere, será condenado.
୧୬ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।
17 Y estas señales seguirán á los que creyeren: En mi nombre echarán fuera demonios; hablarán nuevas lenguas;
୧୭ଆରି ବିସ୍ବାସି ଲକ୍ମନ୍ ମର୍ ନାଉଁ ଦାରି ଡୁମାମନ୍କେ ବାର୍କରାଇ କେଦିଦେବାଇ ଆରି ନାଜାନିରଇବା ବାସାଇ କାତା ଅଇବାଇ । ଏନ୍ତି ବିସ୍ବାସ୍ କର୍ବା ଲକ୍ମନର୍ଟାନେ ଗଟେକ୍ ଚିନ୍ ପାରା ଅଇସି ।
18 Quitarán serpientes, y si bebieren cosa mortífera, no les dañará; sobre los enfermos pondrán sus manos, y sanarán.
୧୮ସେମନ୍ ନାଜାନିକରି ସାଁପ୍ ଆତେ ଦାର୍ଲେ କି ବିସ୍ କାଇଲେ ନ ମରତ୍ । ଜର୍ଦୁକାର୍ ଲକ୍ମନ୍କେ ଆତ୍ ଚିଇ କରି ପାର୍ତନା କଲେ, ସେଲକ୍ମନ୍ ନିମାନ୍ ଅଇଜିବାଇ” ବଲି କଇଲା ।
19 Y el Señor, después que les habló, fué recibido arriba en el cielo, y sentóse á la diestra de Dios.
୧୯ମାପ୍ରୁ ଜିସୁ ଏ ସବୁ କାତା ସେମନ୍କେ କଇ ସାରାଇଲା ପଚେ, ପର୍ମେସର୍ ତାକେ ସର୍ଗେ ଦାରିଗାଲା ଆରି ପର୍ମେସର୍ ସନ୍ମାନ୍ ଜାଗାଇ ବସ୍ଲା ।
20 Y ellos, saliendo, predicaron en todas partes, obrando con ellos el Señor, y confirmando la palabra con las señales que se seguían. Amén.
୨୦ତାର୍ପଚେ ତାର୍ ସିସ୍ମନ୍ ଜାଇକରି ଏ ଦୁନିଆର୍ ଗୁଲାଇବାଟେ ମାପ୍ରୁ ଜିସୁର୍ ନିମାନ୍ କାତା କଇଲାଇ ଆରି ମାପ୍ରୁ ତାକର୍ ସଙ୍ଗ୍ ରଇକରି କାବାଅଇଜିବା ବିନ୍ ବିନ୍ କାମ୍ କଲା । ଏନ୍ତାରି ସେମନ୍ କଇବା କାତା ସତ୍ ବଲି ଦେକାଇଦେଲା ।