< Hechos 27 >

1 MAS como fué determinado que habíamos de navegar para Italia, entregaron á Pablo y á algunos otros presos á un centurión, llamado Julio, de la compañía Augusta.
ଆମେ ଜେଡେବେଲେ ପାନି ଜାଜେ ବସି ଇଟାଲି ଜିବାକେ ଟିକ୍‌ କଲାଇ, ସେଡ୍‌କିବେଲେ କେତେଟା ବନ୍ଦି ଅଇଲା ଲକ୍‌କେ ଆରି ପାଉଲ୍‌କେ ରମିୟ ସନିଅମନର୍‌ ସେନାପତି ଜୁଲିୟସ୍‍କେ ସର୍‌ପି ଅଇଲାଇ ।
2 Así que, embarcándonos en una nave Adrumentina, partimos, estando con nosotros Aristarco, Macedonio de Tesalónica, para navegar junto á los lugares de Asia.
ଆମେ ସବୁଲକ୍‌ ରମ୍‌ ରାଇଜର୍‌ ଆସିଆ ଜାଗାର୍‌ ଗାଡ୍‌କଣ୍ଡି ରଇଲା ବିନ୍‌ ବିନ୍‌ ଜାଗାଇ ଜୁ ବଲି ଆଦ୍‌ରାମୁଦିୟମର୍‌ ଗଟେକ୍‌ ପାନିଜାଜେ ବସି ଗାଲୁ । ଆରି ମାକିଦନିଆ ବଲି ଗଟେକ୍‌ ଜାଗାର୍‌ ଆରିସ୍‌ତାକସ୍‌ ନାଉଁର୍‌ ତେସ୍‌ଲନିକି ଲକ୍‌ ଆମର୍‌ ସଙ୍ଗ୍‍ ରଇଲା ।
3 Y otro día llegamos á Sidón; y Julio, tratando á Pablo con humanidad, permitióle que fuese á los amigos, para ser de ellos asistido.
ଆର୍‌କର୍‌ ଦିନେ ଆମେ ସିଦନେ କେଟ୍‌ଲୁ । ଜୁଲିୟସ୍‌ ପାଉଲ୍‌କେ ବେସି ଦୟା ଦେକାଇତେରଇଲା । ପାଉଲର୍‌ ସଙ୍ଗାରିମନର୍‌ ଟାନେଅନି ତାର୍‌ ଦର୍‌କାର୍‌ ଅଇବା ଜିନିସ୍‌ମନ୍‌ ଟୁଲିଆଇବାକେ ତାକର୍‌ସଙ୍ଗ୍‍ ଜାଇ ମିସତ୍‌ ବଲି ପାଉଲ୍‌କେ ଆଦେସ୍‌ ଦେଲା ।
4 Y haciéndonos á la vela desde allí, navegamos bajo de Cipro, porque los vientos eran contrarios.
ଆମେ ତେଇଅନି କେତେଦୁର୍‌ ଗାଲାପଚେ ପବନ୍‌ ଅଇଲାଜେ ସାଇପରସ୍‌ ଗାଡର୍‌ ପାଲି ପାଲି ଗାଲୁ ।
5 Y habiendo pasado la mar de Cilicia y Pamphylia, arribamos á Mira, ciudad de Licia.
ସିଲିସିଆ ଆରି ପପୁଲିଆ ନାଉଁର୍‌ ଦୁଇଟା ଜାଗା ଜିତିକରି ଲୁକିଆ ବଲି ମୁରା ନଅର୍‌ ଜାଗାଇ ଆଇଲୁ ।
6 Y hallando allí el centurión una nave Alejandrina que navegaba á Italia, nos puso en ella.
ତେଇ ସେନାପତି ଆଲେକ୍‌ଜାଣ୍ଡ୍‌ରିଆର୍‌ ଗଟେକ୍‌ ପାନି ଜାଜ୍‌ ଇଟାଲି ଜାଇତେରଇଲାଜେ ଆମ୍‌କେ ଦେକି, ସେ ଜାଜେ ବସାଇଲା ।
7 Y navegando muchos días despacio, y habiendo apenas llegado delante de Gnido, no dejándonos el viento, navegamos bajo de Creta, junto á Salmón.
ପଚେ ଆମ୍‌କେ ବେସିଦିନ୍‌ ଲାଗିଗାଲା ଦିରେ ଦିରେ ଜାଇ କରି କେଡେକ୍‌ କସ୍‌ଟେ କିଦ୍‌ ନାଉଁର୍‌ ଗଟେକ୍‌ ଜାଗାଇ କେଟ୍‌ଲୁ । ତେଇ କେଟ୍‌ଲା ପଚେ ବେସି ପବନ୍‌ ଆଇଲାଜେ ଆମେ ଆରି ଆଗ୍‌କେ ଜାଇ ନାପାର୍‌ଲୁ । ତେବେ ସାଲନି ବଲି ଗଟେକ୍‌ ଜାଗାର୍‌ ମୁଆଟ୍‌ ବାଟେ ଜାଇ କିରିତର୍‌ ପାଲି ପାଲି ଗାଲୁ ।
8 Y costeándola difícilmente, llegamos á un lugar que llaman Buenos Puertos, cerca del cual estaba la ciudad de Lasea.
ଆରି ପାଲି ପାଲି ଆସି ବଡେ କସ୍‌ଟେ ସୁନ୍ଦର୍‌ ବନ୍ଦ୍‌ ବଲି ଗଟେକ୍‌ ପାନିଜାଜ୍‌ମନ୍‌ ଲାଗ୍‌ବାଟାନେ ଆସି କେଟ୍‌ଲୁ । ସେଟା ଲାସିଆ ସଅର୍‌ ଲଗେ ରଇଲା ।
9 Y pasado mucho tiempo, y siendo ya peligrosa la navegación, porque ya era pasado el ayuno, Pablo amonestaba,
ସେ ଜାଗାଇ ଆମେ ବେସିଦିନ୍‌ ରଇଲୁ । ଜିଉଦିମନର୍‌ ଉପାସ୍‌ ମାନିଅଇବା ପରବ୍‌ ସାରି ଜାଇରଇଲା । ତେବେ ଗାଡ୍‌ ଗାଡ୍‌ ଜିବାଟା ବିପଦ୍‌ ରଇଲା । ସେଟାର୍‌ପାଇ ପାଉଲ୍‌ ସେମନ୍‌କେ ଜାଗ୍‌ରତ୍‌ କରାଇ କଇଲା,
10 Diciéndoles: Varones, veo que con trabajo y mucho daño, no sólo de la cargazón y de la nave, mas aun de nuestras personas, habrá de ser la navegación.
୧୦“ମଇତର୍‌ମନ୍‌ ଆମେ ଏ ଗାଡ୍‌ ଗାଡ୍‌ ଗାଲେ ସରି ଜାଆଜ୍‌ ଆରି ଜିନିସ୍‌ପତର୍‌ ଆକା କେତି ନ ଅଏ, କେଡେବେଲେ ଜାଜେ ଜିବା ଲକ୍‌ମନର୍‌ ମିସା ଦସା କେଟ୍‌ସି ।”
11 Mas el centurión creía más al piloto y al patrón de la nave, que á lo que Pablo decía.
୧୧ମାତର୍‌ ସେନାପତି ପାଉଲର୍‌ କାତା ବିସ୍‌ବାସ୍‌ ନ କରି, ଜାଜ୍‌ ଚାଲାଉ, ଜାଜ୍‌ ସାଉକାରର୍‌ କାତା ବିସ୍‌ବାସ୍‌ କଲା ।
12 Y no habiendo puerto cómodo para invernar, muchos acordaron pasar aún de allí, por si pudiesen arribar á Fenice é invernar [allí], [que es] un puerto de Creta que mira al Nordeste y Sudeste.
୧୨ସେ ଗାଡେ ସିତ୍‌ମାସେ ରଇବାଟା ବେସି କସ୍‌ଟ ରଇଲା । ତେବେ କେନ୍ତି କରି ମିସା କସ୍‌ଟେ ମସ୍‌ଟେ ପେନିକସ୍‌ ବଲି ଗଟେକ୍‌ ଜାଗାଇ କେଟି, ଦର୍‌କାର୍‌ ପଡ୍‌ଲେ ତେଇ ରଇବାକେ ଜାଜେ ଜିବା କେତେଲକ୍‌ମନ୍‌ କର୍‌ତେରଇଲାଇ । ପିନିକସ୍‌ ଅଇଲାନି କିରିତେ ଦକିଣ୍‌, ପଚିମ୍‌ ଆରି ଉତର୍‌ ପୁରୁବ୍ ଦିଗେ ରଇବା ଗଟେକ୍‌ ଜାଗାର୍‌ ନାଉଁ ।
13 Y soplando el austro, pareciéndoles que ya tenían lo que deseaban, alzando [velas], iban cerca de la costa de Creta.
୧୩ଜେଡେବେଲେ ଦକିନ୍‌ ଦିଗ୍‌ବାଟେଅନି ଅଲପ୍‌ ଅଲପ୍‌ ପବନ୍‌ ଆଇଲା, ସେଡେବେଲେ ଜାଜେ ବସିରଇବା ଲକ୍‌ମନ୍‌ ଏଟା ଗଟେକ୍‌ ସୁବ୍‌କବର୍‌ ବଲି ବାବ୍‌ଲାଇ । ଜାଜ୍‌ ଅଟ୍‌କାଇବା ପାର୍‌ଦା ଟେକିଦେକ୍‌ଲାଇ ଆରି କିରିତ୍‌ ଗାଡ୍‌ ପାଲି ପାଲି ଜାଜ୍‌ ଚାଲାଇ ଚାଲାଇ ନେବାର୍‌ ଦାର୍‌ଲାଇ ।
14 Mas no mucho después dió en ella un viento repentino, que se llama Euroclidón.
୧୪ମାତର୍‌ ଚନେକ୍‌ ଗାଲା ପଚେ କିରତ୍‌ବାଟେଅନି ଉତର୍‌ ପୁରବ୍‌ ବଲି କଇବା ପବନ୍‌ ଆଇଲା ।
15 Y siendo arrebatada la nave, y no pudiendo resistir contra el viento, [la] dejamos, y éramos llevados.
୧୫ସେ ପବନ୍‌ ଅପର୍‌ବଲ୍‌ ଆସି ଜାଜେ ପିଟିଅଇଲା । ପବନ୍‌ ଆଇବା ମୁଆଟ୍‌ବାଟେ ଜାଜ୍‌ ନେବାକେ ଚେସ୍‌ଟା କରି କରି ନାପାରି ତାକିଗାଲୁ । ତେବେ ପବନ୍‌ ଜାଜ୍‌କେ ପାନି ଟାନେ ଉପ୍‌କାଇକରି ନେଅ ବଲି ଚାଡିଦେଲୁ ।
16 Y habiendo corrido á sotavento de una pequeña isla que se llama Clauda, apenas pudimos ganar el esquife:
୧୬ଆରି କାଉଦ୍‌ ବଲି ଗୁଲାଇ ବାଟେ ପାନି ରଇକରି ମଜାଇ ସୁକ୍‌ଲା ବୁଇଁ ରଇବା ଜାଗାର୍‌ ଦକିଣ୍‌ ଦିଗ୍‌ବାଟେ ଗାଲାବେଲେ ଅଲପ୍‌ ପବନ୍‌ଟାନେ ଅନି ରକିଆ ପାଇଲୁ । ତେଇ ଆମେ କସ୍‌ଟେମସ୍‌ଟେ ଜାଆଜର୍‌ ସାନ୍‌ଡଙ୍ଗା କାଇ ବିପଦ୍‌ ନଇତେ ସଙ୍ଗଇପାର୍‌ଲୁ ।
17 El cual tomado, usaban de remedios, ciñendo la nave; y teniendo temor de que diesen en la Sirte, abajadas las velas, eran así llevados.
୧୭ଜାଜ୍‌ ଚାଲାଉମନ୍‌ ସାନ୍‌ ଡଙ୍ଗା ଜାଜ୍‌ଉପ୍‌ରେ ଟେକି ନେଲାଇ ଆରି ଡର୍‌ ସଙ୍ଗ୍‍ ଡାଟ୍‌କରି ଜାଜର୍‌ ଚାରିବେଟ୍‌ତି ନ ବାଙ୍ଗ ବଲି ବାନ୍ଦି ଦେଲାଇ । ଜାଜ୍‌ ଚାଲାଉମନ୍‌ ଜାଜ୍‌କେ ଲିବିଆର୍‌ ପାଲି ପାଲି ବାଲିବନ୍ଦ୍‌ ବାଟେ ଉଟିଜାଇସି ବଲି ଜାଜେ ବାନ୍ଦି ରଇବା ଡେରା ଉତ୍‌ରାଇକରି ପବନେ ସେ ବଁଲି ବଁଲି ର ବଲି ଚାଡି ଦେଲାଇ ।
18 Mas siendo atormentados de una vehemente tempestad, al siguiente día alijaron;
୧୮ଚନେକ୍‌ ମିସା ନ ତେବି ଅପର୍‌ବଲ୍‌ ପବନ୍‌ ଆଇବାର୍‌ ଦାର୍‌ଲା ଜେ, ତାର୍‌ ଆର୍‌କର୍‌ ଦିନେ ସେମନ୍‌ ଜାଜେଅନି ଜିନିସ୍‌ ପତର୍‌ ପାନିତେଇ ପିଙ୍ଗ୍‌ବାର୍‌ ଦାର୍‌ଲାଇ ।
19 Y al tercer día nosotros con nuestras manos arrojamos los aparejos de la nave.
୧୯ତାର୍‌ ଆର୍‌କର୍‌ ଦିନେ ସେମନ୍‌ ଜାଜର୍‌ ପାଇ ଦର୍‌କାର୍‌ ଅଇବା କେତେଟା ଜିନିସ୍‌ ବେଟି ପିଙ୍ଗି ଦେଲାଇ ।
20 Y no pareciendo sol ni estrellas por muchos días, y viniendo una tempestad no pequeña, ya era perdida toda la esperanza de nuestra salud.
୨୦ବେସି ଦିନ୍‌ ଅଇଗାଲା ଆମେ ବେଲର୍‌ ମୁକ୍‌ ନାଇ କି ତାରାର୍‌ ମୁକ୍‌ ଦେକୁନାଇ ସେନ୍ତି ରଇଗାଲୁ । ପବନ୍‌ ଚନେକ୍‌ ମିସା ତେବେ ନାଇ, ଅଦିକ୍‌ ଅଦିକ୍‌ ଆଇତେସେ ରଇଲା । ସାରାସାରି ଆମେ ବଁଚ୍‌ବାର୍‌ ଆସା ଚାଡି ଦେଇରଇଲୁ ।
21 Entonces Pablo, habiendo ya mucho que no comíamos, puesto en pie en medio de ellos, dijo: Fuera de cierto conveniente, oh varones, haberme oído, y no partir de Creta, y evitar este inconveniente y daño.
୨୧ଏତେକ୍‌ ଦିନ୍‌ ଅଇଲା ସବୁ ଲକ୍‌ଜାକ ନ କାଇ ନ ପିଇ ରଇଲା ପଚେ ପାଉଲ୍‌, ଜାଜେ ଜିବା ଲକ୍‌ମନର୍‌ ମଜାଇ ଟିଆଅଇ କଇଲା, ମଇତର୍‌ମନ୍‌ ତମେ ମର୍‌ କାତା ଦାରି କିରତେଅନି ଜାଜ୍‌ ନ ଆନି ରଇଲେ ଆମ୍‌କେ ଏ ଦସା ନ ଆଇତା ।
22 Mas ahora os amonesto que tengáis buen ánimo; porque ninguna pérdida habrá de persona de vosotros, sino solamente de la nave.
୨୨ମାତର୍‌ ଏବେ ତମ୍‌କେ ଗୁଆରି କରି କଇଲିନି, ନ ଡରି, ବରସ୍‌ ଅଇରୁଆ । ତମର୍‌ ବିତ୍‌ରେଅନି କେ ମିସା ନ ମରାସ୍‌ । ଜାଜ୍‌ସେ ନସ୍‌ଟ ଅଇସି ।
23 Porque esta noche ha estado conmigo el ángel del Dios del cual yo soy, y al cual sirvo,
୨୩କାଇକେବଇଲେ ମୁଇ ଜାର୍‌ ଲକ୍‌ ଅଇଲିଆଚି, ଆରି ଜନ୍‌ ପର୍‌ମେସର୍‌କେ ପାର୍‌ତନା କଲିନି, କାଲି ରାତି ତାର୍‌ ଗଟେକ୍‌ ସରଗର୍‌ ଦୁତ୍‌ ମକେ ଆସି କଇଲା,
24 Diciendo: Pablo, no temas; es menester que seas presentado delante de César; y he aquí, Dios te ha dado todos los que navegan contigo.
୨୪ପାଉଲ୍‌ ତୁଇ ଡର୍‌ ନାଇ । ବାଇଦରେ ସମ୍‌ରାଟର୍‌ ମୁଆଟେ ତୁଇ ଟିଆ ଅଇସୁଆକା । ପର୍‌ମେସର୍‌ ତକେ ଜିବନ୍‌ ଦୁକାଇଲାଆଚେ । ଜେ କି, ତକେ ଆରି ତର୍‌ ସଙ୍ଗ୍‍ ଜାଇତେ ରଇବା ସବୁ ଲକ୍‌ମନ୍‌କେ ବଁଚାଇସି ।
25 Por tanto, oh varones, tened buen ánimo; porque yo confío en Dios que será así como me ha dicho;
୨୫ତେବେ ବାଇମନ୍‌ ତମେ ନ ଡରି ବରସ୍‌ ଅଇରୁଆ । କାଇକେ ବଇଲେ ମୁଇ ପରମେସର୍‌କେ ବିସ୍‌ବାସ୍‌ କଲିନି, ମକେ ଜେନ୍ତି କଇଲାଆଚେ ଟିକ୍‌ ସେନ୍ତାରିସେ ଅଇସି ।
26 Si bien es menester que demos en una isla.
୨୬ମାତର୍‌ ଆମେ ଆଗ୍‌କେ ଗାଲେ ଗଟେକ୍‌ ଗୁଲାଇବାଟେ ପାନି ରଇକରି ମଜାଇ ରଇବା ସୁକ୍‌ଲା ଜାଗାଇ ପବନ୍‌ କେଟାଇସି ।
27 Y venida la décimacuarta noche, y siendo llevados por el [mar] Adriático, los marineros á la media noche sospecharon que estaban cerca de alguna tierra;
୨୭ଏନ୍ତାରି ଆମେ ବାଉପବନ୍‌ ଆରାମ୍‌ଅଇକରି ଚଉଦ ଦିନ୍‌ ଚଉଦ ରାତି ମିସା ଅଇଗାଲା । ପବନ୍‌ ଆମ୍‌କେ ବୁମଦ୍‌ ସମ୍‌ଦୁରେ ଏନେ ତେନେ ନେଇତେରଇଲା । ମଜାରାତି ଅଇଲାକେ ଜାଜ୍‌ ଚାଲାଉମନ୍‌ ଗଟେକ୍‌ କଣ୍ଡିପାଲି ଲଗାଲଗି ଆଇଲୁ ବଲି ଅନ୍‌ମାନ୍‌ କଲାଇ ।
28 Y echando la sonda, hallaron veinte brazas; y pasando un poco más adelante, volviendo á echar la sonda, hallaron quince brazas.
୨୮ତେବେ ସେମନ୍‌ ଗଟେକ୍‌ ବଜ୍‌ ଜିନିସ୍‌ ଡର୍‌ସଙ୍ଗ୍‍ ବାନ୍ଦିକରି ନାପିକରି ଜାନ୍‌ଲାଇ ଜେ, ତେଇ ସଏ କଡେ ପୁଟ୍‌ ପାନି ଡେଙ୍ଗ୍‌ ରଇଲା । ଆରି କଣ୍ଡେକ୍‌ ଦୁର୍‌ ଆଇଲାଇକେ ନବେ ପୁଟ୍‌ ପାନି ନାପ୍‌ଲାଇ ।
29 Y habiendo temor de dar en lugares escabrosos, echando cuatro anclas de la popa, deseaban que se hiciese de día.
୨୯ପାନି ଜାଜ୍‌ କନ୍‌ଆଲେ ଡଙ୍ଗ୍‌ରର୍‌ ପାକ୍‌ନାଇ ଡୁକାଇ ଅଇଜାଇସି ବଲି ଡରିକରି ସେମନ୍‌ ପଚ୍‌ବାଟେ ଚାର୍‌ଟା ଜାଜ୍‌ ଅଟ୍‌କାଇବାଟା ପାକାଇଲାଇ । ଆରି ଦାପ୍‌ରେ ସାକାଲ୍‌ ପାଅ ବଲି ପାର୍‌ତନା କଲାଇ ।
30 Entonces procurando los marineros huir de la nave, echado que hubieron el esquife á la mar, aparentando como que querían largar las anclas de proa,
୩୦ତାର୍‌ ପଚେ ଜାଜ୍‌ ଚାଲାଉମନ୍‌ ଜାଜେଅନି ଲୁଚି ପାଲାଇବାକେ ଚେସ୍‌ଟା କଲାଇ । ସାନ୍‌ ଡଙ୍ଗା ବାନ୍ଦିରଇବା ଡର୍‌ ବେଟି ଡଙ୍ଗା ସମ୍‌ଦୁରେ ଉତ୍‌ରାଇଲାଇ । ସେମନ୍‌ ଆରି କେତେଟା ଜାଜ୍‌ ଅଟ୍‌କାଇବାଟା ମୁଆଟ୍‌ବାଟେ ପାକାଇବୁ ବଲି ନାଡାଇଲାଇ ।
31 Pablo dijo al centurión y á los soldados: Si éstos no quedan en la nave, vosotros no podéis salvaros.
୩୧ମାତର୍‌ ପାଉଲ୍‌, ସେନାପତି ଆରି ସନିଅମନ୍‌କେ କଇଲା, “ଜଦି ଜାଜ୍‌ ଚାଲାଉମନ୍‌ ଜାଜେ ନ ରଇଲେ ତମେ ମରିଜାଇସା ।”
32 Entonces los soldados cortaron los cabos del esquife, y dejáronlo perder.
୩୨ସେଟାର୍‌ପାଇ ସନିଅମନ୍‌ ଡଙ୍ଗାର୍‌ ଡର୍‌ କାଟି ଦେଲାଇ ଆରି ପାନି ଉପ୍‌ରେ ବଁଲି ଜାଅ ବଲି ଚାଡି ଦେଲାଇ ।
33 Y como comenzó á ser de día, Pablo exhortaba á todos que comiesen, diciendo: Este es el décimocuarto día que esperáis y permanecéis ayunos, no comiendo nada.
୩୩ପାଉଲ୍‌ କୁକ୍‌ଡାଡାକେ ସବୁ ଲକ୍‌କେ କାଆ ବଲି ବାବୁଜିଆ କଲା । ସେ କଇଲା, ଆଜିକେ ଚଉଦ ଦିନ୍‌ ଅଇଗାଲା କାଆସ୍‌ ନାଇ, ପିଆସ୍‌ ନାଇ, ବୁକେସେ ଆଚାସ୍‌ ।
34 Por tanto, os ruego que comáis por vuestra salud: que ni aun un cabello de la cabeza de ninguno de vosotros perecerá.
୩୪ତେବେ ମୁଇ ତମ୍‌କେ କାଇଟା ଆଲେ କାଆ ବଲି ବୁଜାଇଲିନି, କାଇକେ ବଇଲେ, ବଁଚି ରଇବାର୍‌ ଆଲେ କାଇବାର୍‌ ଆଚେଆକା । ଡରା ନାଇ! ତମ୍‌କେ କାଇଟା ନ ଅଏ ।
35 Y habiendo dicho esto, tomando el pan, hizo gracias á Dios en presencia de todos, y partiendo, comenzó á comer.
୩୫ପାଉଲ୍‌ ଏନ୍ତାରି କଇକରି ରୁଟି ଦାର୍‌ଲା ଆରି ସବୁ ଲକର୍‌ ମୁଆଟେ ପର୍‌ମେସର୍‌କେ ଦନିଅବାଦ୍‌ ଦେଇ ରୁଟି ଚିଡାଇ କାଇବାର୍‌ ଦାର୍‌ଲା ।
36 Entonces todos teniendo ya mejor ánimo, comieron ellos también.
୩୬ତେଇ ସେମନ୍‌ ସବୁ ଲକ୍‌ ସାଆସ୍‌ ଅଇକରି ଆରି ନିଜେ ନିଜେ କାଇବାର୍‌ ଦାର୍‌ଲାଇ ।
37 Y éramos todas las personas en la nave doscientas setenta y seis.
୩୭ଆମେ ସେ ଜାଜେ ସବୁ ଲକ୍‌ ମିସି ଦୁଇସ ସତୁରି ଚଅ ଲକ୍‌ ରଇଲୁ ।
38 Y satisfechos de comida, aliviaban la nave, echando el grano á la mar.
୩୮ସବୁ ଲକ୍‌ ପେଟ୍‌ ପୁର୍‌ତେ କାଇ ସାର୍‌ଲା ପଚେ ଜାଜ୍‌ ଉସାସ୍‌ ଅ ବଲି ଜାଜେ ରଇଲା ସବୁ କାଦିକଣ୍ଡା ସମ୍‌ଦୁରେ ପିଙ୍ଗି ଦେଲାଇ ।
39 Y como se hizo de día, no conocían la tierra: mas veían un golfo que tenía orilla, al cual acordaron echar, si pudiesen, la nave.
୩୯ସାକାଲ୍‌ ପାଇଲାକେ କଣ୍ଡିର୍‌ କନ୍‌ ଜାଗାଇ ଆସି କେଟ୍‌ଲୁଆଚୁ ବଲି ଜାଜ୍‌ ଚାଲାଉମନ୍‌ ଜାନି ନାପାର୍‌ଲାଇ । ମାତର୍‌ ସେମନ୍‌ ଦେକ୍‌ଲାଇ, ଜେ ସେଟା ଗଟେକ୍‌ ସମ୍‌ଦୁର୍‌ ଆରି ଗାଡ୍‌ ମିସ୍‌ଲା ବାଲିପଟା ଜାଗା । ଜଦି ପାର୍‌ଲେ ତେଇ ଜାଜ୍‌ ଲାଗାଉଁ ବଲି ଚେସ୍‌ଟା କଲାଇ ।
40 Cortando pues las anclas, las dejaron en la mar, largando también las ataduras de los gobernalles; y alzada la vela mayor al viento, íbanse á la orilla.
୪୦ସେଟାର୍‌ପାଇ ଜାଜ୍‌ ଅଟ୍‌କାଇବାକେ ବାନ୍ଦି ରଇବା ଡର୍‌ ସବୁ କାଟି ଦେଇ, ସେଟା ସବୁ ସମ୍‌ଦୁରେ ତପି ଅଇବାକେ ଚାଡି ଦେଲାଇ । ଆରି ଜାଜ୍‌ ସଲ୍‌କାଇବାକେ ବାନ୍ଦି ରଇବା ଡର୍‌ କୁସ୍‌ଲାଇଦେଇ ମୁଆଟେ ବାନ୍ଦି ଅଇରଇବା ଡେରାକେ ଟେକି ଦେଲାଇ । ସେନ୍ତା କଲାକେ ଜାଜ୍‌ ପବ୍‌ନେ ଟେଲାଇ ଟେଲାଇ ଅଇକରି କଣ୍ଡିବାଟେ ଜିବାର୍‌ ଦାର୍‌ଲା ।
41 Mas dando en un lugar de dos aguas, hicieron encallar la nave; y la proa, hincada, estaba sin moverse, y la popa se abría con la fuerza de la mar.
୪୧ଗାଡ୍‌ ଆରି ସମ୍‌ଦୁର୍‌ ମିସ୍‌ଲା ସାଙ୍ଗାମର୍‌ ବାଲିପାଟାଇ, ଜାଜ୍‌ ଡୁକାଇ ଅଇ ମୁଆଁଟ୍‌ ବାଟର୍‌ଟା ତଲେ ତପିଅଇ ଅଟ୍‌କି ଦେଲା । ଅପର୍‌ବଲ୍‌ ଲଉଡି ଆସି ଜାଜର୍‌ ପଚ୍‌ବାଟେ ଡୁକାଇ ଅଇଲାକେ ପଚ୍‌ ବାଟର୍‌ଟା ମିସା ବାଙ୍ଗି କଣ୍ଡ୍ କଣ୍ଡ୍ ଅଇଗାଲା ।
42 Entonces el acuerdo de los soldados era que matasen los presos, porque ninguno se fugase nadando.
୪୨ସନିଅମନ୍‌ ବନ୍ଦି ଲକ୍‌ମନ୍‌କେ ପଅଁରି ପଅଁରି ଉଟିଜିବାଇ ବଲି ବାବି କରି ମାରିମରାଇବାକେ ବାବ୍‍ଲାଇ ।
43 Mas el centurión, queriendo salvar á Pablo, estorbó este acuerdo, y mandó que los que pudiesen nadar, se echasen los primeros, y saliesen á tierra;
୪୩ମାତର୍‌ ସେନାପତି ପାଉଲର୍‌ ଜିବନ୍‌ ବଁଚାଇବି ବଲି ବାବ୍‌ତେ ରଇଲା । ତେବେ ସେ ସନିଅମନ୍‌କେ ସେନ୍ତାରି କରାନାଇ ବଲି ମନାକଲା । ଜେତ୍‌କି ପଅଁରି ପାର୍‌ବା ସବୁ ଲକ୍‌ମନ୍‌କେ ପାନିଟାନେ ଡେଗଇକରି ପଅଁରି ପଅଁରି କଣ୍ଡିତେଇ ଜିବାକେ ଆଦେସ୍‌ ଦେଲା ।
44 Y los demás, parte en tablas, parte en cosas de la nave. Y así aconteció que todos se salvaron [saliendo] á tierra.
୪୪ଆରି ବାକି ଲକ୍‌ମନ୍‌କେ ଜାଜର୍‌ ବାଙ୍ଗ୍‌ଲା ପାଟା ଆରି କାଇ କାଇଟାମନ୍‌ ଦାରି ପଅଁରି କରି ବାରୁଆ । ବଲି କଇଲା । ଏନ୍ତାରି ଅଇ ସବୁଲକ୍‌ କାଇଟା ନ ଅଇତେ କଣ୍ଡି ଆସି ବାରଇଲାଇ । ସାରାସାରି ଆମେ ସବୁଲକ୍‌ କଣ୍ଡି କେଟ୍‌ଲୁ ।

< Hechos 27 >