< Hechos 9 >

1 Y Saulo aun resoplando amenazas y muerte contra los discípulos del Señor, vino al sumo sacerdote,
ମଃତର୍‌ ସାଉଲ୍‌ ଅଃବେ ହଃତେକ୍‌ ହେଁ ମାପ୍ରୁର୍‌ ଚେଲାମଃନାର୍‌ ବିରଦେ ଡିରାୟ୍‌ ଆର୍‌ ମଃର୍ନେ ମାର୍ତା କଃତା କୟ୍‌ ମୁଳ୍‌ ଜାଜକ୍‌ ଚଃମେ ଗଃଲା ।
2 Y demandó de él cartas para Damasco a las sinagogas, para que si hallase algunos de este camino, varones o mujeres, los trajese presos a Jerusalem.
ଆରେକ୍‌ କ୍ରିସ୍ଟ ବିସ୍ୱାସି ଜୁୟ୍‌ ଅଃଣ୍ଡ୍ରା ଆର୍‌ ମାୟ୍‌ଜିକେ ଦଃକ୍‌ଲେକ୍‌, ସେମଃନ୍‌କେ ଜଃନ୍‌କଃରି ବାନ୍ଦି ଜିରୁସାଲମେ ଆଣୁ ହାରେ, ଇତାର୍‌ ଗିନେ ଦମେସକାର୍‌ ସଃବୁ ପାର୍ତ୍‌ନା ଗଃରେ ତାର୍‌ତଃୟ୍‌ ହୁଣି ଲେକାହଃତାର୍‌ ମାଗ୍‌ଲା ।
3 Y yendo por el camino, aconteció que llegó cerca de Damasco, y súbitamente le cercó un resplandor de luz del cielo.
ହଃଚେ ସେ ଜଃଉଁଜଃଉଁ ଦମେସକ୍‌ ଚଃମେ ଆୟ୍‌ଲାକ୍‌ ସେଦାହ୍ରେ ଗଟେକ୍‌ ଅଃଗାସାର୍‌ ଉଜାଳ୍‌ ତାର୍‌ ଚାରିହାକ୍‌ ଜଃଲ୍‌କିଗଃଲି ।
4 Y cayendo en tierra, oyó una voz que le decía: Saulo, Saulo, ¿por qué me persigues?
ସେତାକ୍‌ ସେ ବୁୟ୍‌ଁ ତଃଳେ ଅଦ୍ରି ଇ କଃତା ସୁଣ୍‌ଲା, “ଏ ସାଉଲ୍‌ କାୟ୍‌ତାକ୍‌ ଅଃମିକ୍‌ କଃସ୍ଟ୍‌ ଦେଉଁଲିସ୍‌?”
5 Y él dijo: ¿Quién eres, Señor? Y el Señor dijo: Yo soy Jesús a quien tú persigues: dura cosa te es dar coces contra el aguijón.
ସେ କୟ୍‌ଲା, “ଏ ମାପ୍ରୁ, ତୁୟ୍‌ କେ?” ସେ କଃତା ଆରେକ୍‌ ସୁଣାଗଃଲି, ଜାକେ ତୁୟ୍‌ କଃସ୍ଟ୍‌ ଦେଉଁଲିସ୍‌ ମୁଁୟ୍‌ ସେ ଜିସୁ ।
6 Y él temblando y asombrado, dijo: Señor, ¿qué quieres que yo haga? Y el Señor le dijo: Levántate, y entra en la ciudad; y te se dirá lo que debes hacer.
“ମଃତର୍‌ ଉଟ୍‌ ଆର୍‌ ଗଃଳ୍‌ ବିତ୍ରେ ଜାଆ, ଆର୍‌ ତକ୍‌ କାୟ୍‌ରି କଃରୁକେ ଅୟ୍‌ଦ୍‌ ସେରି କଃଉଆ ଅୟ୍‌ଦ୍‌ ।”
7 Y los varones que iban con él, se pararon atónitos, oyendo a la verdad la voz, mas no viendo a nadie.
ଜୁୟ୍‌ ଲକ୍‌ମଃନ୍ ସାଉଲ୍‌ ସଃଙ୍ଗ୍ ଜାତିରିଲାୟ୍‌ ସେମଃନ୍ ସେ ଗଃର୍ଜାଣ୍ ସୁଣି କାକେ ହେଁ ନଃଦେକି କାବା ଅୟ୍‌ ଟିଆ ଅୟ୍‌ଲାୟ୍‌ ।
8 Entonces Saulo se levantó de tierra, y abriendo los ojos no veía a nadie; mas llevándole por la mano, le metieron en Damasco.
ଆରେକ୍‌ ସାଉଲ୍‌ ବୁୟେଁ ହୁଣି ଉଟି ଜଃଡେବଃଳ୍‌ ଅଃହ୍‌ଣାର୍‌ ଆକି ମେଲାକଃଲା ସଃଡେବଃଳ୍‌ ସେ କାୟ୍‌ରି ଦଃକି ନଃହାର୍‌ଲା, ଇତାକ୍‌ ତାକେ ଆତେ ଦଃରି ଦମେସକ୍‌ ନିଲାୟ୍‌ ।
9 Y estuvo tres días sin ver; y no comió, ni bebió.
ଆର୍‌ ସେ ତିନି ଦିନ୍ ହଃତେକ୍‌ କାଣା ଅୟ୍‌ରିଲା, ଆର୍‌ କାୟ୍‌ରି ନଃକାୟ୍‌ଲା କି ନଃସୁର୍‌ଲା ।
10 Y había un discípulo en Damasco, llamado Ananías, al cual el Señor dijo en visión: Ananías. Y él respondió: He aquí estoy, Señor.
ଦମେସକ୍‌ ତଃୟ୍‌ ହନନିଅ ନାଉଁଆର୍‌ ଗଟେକ୍‌ କ୍ରିସ୍ଟ ଚେଲା ରିଲା । ମାପ୍ରୁ ତାକେ ଦଃକାୟ୍‌ ଅୟ୍‌ କୟ୍‌ଲା, “ହନନିଅ ଏ ମାପ୍ରୁ, କଃଉ ।”
11 Y el Señor le dijo: Levántate, y vé a la calle, que se llama la Derecha, y busca en casa de Júdas a Saulo, llamado el de Tarso; porque, he aquí, él ora:
ସେତାକ୍‌ ମାପ୍ରୁ ତାକେ କୟ୍‌ଲା, “ଉଟ୍‌ ଆର୍‌ ସଃଳ୍‌କ୍‌ ନାଉଁଆର୍‌ ବାଟେ ଜାୟ୍‌ ଜିଉଦାର୍‌ ଗଃରେ ତାର୍ସୁସ୍‌ ଗଃଳାର୍‌ ସାଉଲ୍‌ ନାଉଁଆର୍‌ ଗଟେକ୍‌ ଲକେ କଜ୍‌, କାୟ୍‌ତାକ୍‌ ବଃଲେକ୍‌ ସେ ପାର୍ତ୍‌ନା କଃରୁଲା ।
12 Y ha visto en visión a un varón llamado Ananías, que entra, y le pone la mano encima para que reciba la vista.
ଆର୍‌ ସେ ଜଃନ୍‌କଃରି ଦଃକୁକ୍‌ ହାରେ ଇତାର୍‌ ଗିନେ ହନନିଅ ନାଉଁଆର୍‌ ଗଟେକ୍‌ ଲକ୍‌ ଆସି ତାର୍‌ ଉହ୍ରେ ଆତ୍‌ ସଃଙ୍ଗାଉଁଲା ବଃଲି ସେ ଦଃର୍ସନ୍‌ ଦଃକିଆଚେ ।”
13 Entonces Ananías respondió: Señor, he oído decir a muchos de este varón, cuantos males ha hecho a tus santos en Jerusalem;
ମଃତର୍‌ ହନନିଅ କୟ୍‌ଲା, “ମାପ୍ରୁ, ଜିରୁସାଲମେ ତୁମାର୍‌ ଦଃର୍ମି ମଃନ୍‌କେ ଇ ଲକ୍‌ କଃତେକ୍‌ କଃସ୍ଟ୍‌ ଦଃୟ୍‌ଆଚେ, ସେରି ମୁୟ୍‌ଁ କଃତେକ୍‌ ଲକ୍‌ ତଃୟ୍‌ହୁଣି ଇ ଲକାର୍‌ କଃତା ସୁଣି ଆଚି ।
14 Y aun aquí tiene facultad de los príncipes de los sacerdotes para atar a todos los que invocan tu nombre.
ଆର୍‌ ଇ ଟାଣେ ଜଃତେକ୍‌ ଲକ୍‌ ତୁମାର୍‌ ନାଉଁଏ ପାର୍ତ୍‌ନା କଃର୍ତି ସେମଃନ୍‌କେ ବାନ୍ଦୁକେ ସେ ବଃଡ୍ ଜାଜକ୍‌ମଃନାର୍‌ ତଃୟ୍‌ହୁଣି ଅଃଦିକାର୍‌ ହାୟ୍‌ଆଚେ ।”
15 Y le dijo el Señor: Vé; porque vaso escogido me es éste, para que lleve mi nombre en presencia de los Gentiles, y de reyes, y de los hijos de Israel.
ମଃତର୍‌ ମାପ୍ରୁ ତାକେ କୟ୍‌ଲା, “ଜାଆ, କାୟ୍‌ତାକ୍‌ ବଃଲେକ୍‌ ସେ ଅଜିଉଦି, ରଃଜା ଆର୍‌ ଇସ୍ରାଏଲାର୍‌ ଲକ୍‌ମଃନାର୍‌ ମୁଏଁ ଅଃମାର୍‌ ପର୍ଚାର୍‌ କଃରୁକେ ଅଃମି ତାକେ ବାଚି ଆଚୁ ।
16 Porque yo le mostraré cuán grandes cosas le es menester que padezca por mi nombre.
ବଃଲେକ୍‌ ମର୍‌ ନାଉଁଆର୍‌ ଗିନେ ତାକେ କଃତେକ୍‌ ଦୁକ୍‌ ହାଉଁକ୍‌ ଅୟ୍‌ଦ୍‌ ସେରି ମୁଁୟ୍‌ ତାକେ ଜାଣାୟ୍‌ନ୍ଦ୍ ।”
17 Ananías entonces fue, y entró en la casa; y poniéndole las manos encima, dijo: Saulo, hermano, el Señor, a saber, Jesús, que te apareció en el camino por donde venías, me ha enviado para que recibas la vista, y seas lleno del Espíritu Santo.
ସେତାକ୍‌ ହନନିଅ ଜାୟ୍‌କଃରି ସେ ଗଃର୍‌ବିତ୍ରେ ହୁର୍ଲା । ଆରେକ୍‌ ତାର୍‌ ଉହ୍ରେ ଆତ୍‌ ସଃଙ୍ଗାୟ୍‌କଃରି କୟ୍‌ଲା, “ସାଉଲ୍‌ ବାୟ୍‌, ମାପ୍ରୁ ବଃଲେକ୍‌ ଜୁୟ୍‌ ଜିସୁ, ଆସ୍ତାବଃଳ୍‌ ବାଟେ ତକେ ଦଃକାୟ୍‌ ଅୟ୍‌ଲା, ତୁୟ୍‌ ଜଃନ୍‌କଃରି ଦଃକୁ ହାର୍ସି ଆର୍‌ ପବିତ୍ର ଆତ୍ମାୟ୍‌ ହୁର୍ନ୍‌ ଅଃଉସି, ଇତାକ୍‌ ସେ ମକ୍‌ ହଃଟାୟ୍‌ ଆଚେ ।”
18 Y al instante le cayeron de los ojos como escamas, y recibió luego la vista; y levantándose fue bautizado.
ସେ ଦାହ୍ରେ ତାର୍‌ ଆକାୟ୍‌ ହୁଣି ମାଚ୍‌ହଃକଳ୍‌ ହର୍‌ କାୟ୍‌ରି ଗଟେକ୍‌ ଅଦୁର୍ଲି ଆର୍‌ ସେ ଦକୁକ୍‌ ହାର୍ଲା । ଆରେକ୍‌ ସେ ଉଟି ବାପ୍ତିସମ୍‌ ହାୟ୍‌ଲା ।
19 Y cuando hubo comido, fue confortado. Y estuvo Saulo con los discípulos que estaban en Damasco, por algunos días.
ଆର୍‌ ସାଉଲ କାଦି କାୟ୍‌ ବଃଳ୍‌ ହାୟ୍‌ଲା । ଦମେସକ୍‌ ତଃୟ୍‌ ସାଉଲାର୍‌ ପର୍ଚାର୍‌ ହଃଚେ ସେ ଦମେସକେ ଚେଲାମଃନାର୍‌ ସଃଙ୍ଗ୍ କଃତିଦିନ୍‌ ରିଲା ।
20 Y luego en las sinagogas predicaba a Cristo, que éste es el Hijo de Dios.
ଆରେକ୍‌ ଜିସୁ ଇସ୍ୱରାର୍‌ ହୟ୍‌ସି ବଃଲି ତଃତ୍‌କାଣ୍ ସେ ପାର୍ତ୍‌ନା ଗଃରେମଃନ୍‌ ପର୍ଚାର୍‌ କଃରୁକେ ଦଃର୍ଲା ।
21 Mas todos los que le oían estaban atónitos, y decían: ¿No es éste el que asolaba en Jerusalem a los que invocaban este nombre; y a eso vino acá para llevarlos atados a los príncipes de los sacerdotes?
ଆର୍‌ ଜୁୟ୍‌ମଃନ୍‌ ତାର୍‌ କଃତା ସୁଣ୍‌ଲାୟ୍‌ ସେମଃନ୍ ସଃବୁ ଲକ୍‌ କାବା ଅଃଉଁକେ ଦଃର୍ଲାୟ୍‌ । “ଜିସୁ ନାଉଁ ଦଃରି ପାର୍ତ୍‌ନା କଃର୍ତା ଲକ୍‌ମଃନ୍‌କେ ଜିରୁସାଲମେ କଃସ୍ଟ୍‌ ଦେତିରିଲା ଆର୍‌ ଜଃନ୍‌କଃରି ସେମଃନ୍‌କେ ବାନ୍ଦି ବଃଡ୍ ଜାଜକ୍‌ ମଃନାର୍‌ ହାକ୍‌ ନେଉଁ ହାରେ ସେତାକ୍‌ ଦମେସକ୍‌ ଆସି ରିଲା, ଏକି ସେ ନାୟ୍‌?”
22 Empero Saulo mucho más se esforzaba, y confundía a los Judíos que moraban en Damasco demostrando que éste es el Cristo.
ମଃତର୍‌ ସାଉଲ୍‌ ଅଃଦିକ୍‌ ସଃକ୍ତି ଅୟ୍‌ ଉଟ୍‌ଲା ଆରେକ୍‌ ଏ ଜେ କ୍ରିସ୍ଟ୍‌ ବଃଲେକ୍‌ ମସିଅ ଇରି ନିକକଃରି ବୁଜାୟ୍‌ଲା, ଇତାକ୍‌ ଦମେସକ୍‌ ତଃୟ୍‌ର୍‌ ଜିଉଦିମଃନ୍ ଆରେକ୍‌ କାୟ୍‌ରି କଃଉଁକେ ନଃହାୟ୍‌ଲାୟ୍‌ ।
23 Y pasados muchos días, acordaron juntos los Judíos de matarle.
ବୁତେକ୍‌ ବିନ୍ ଗଃଲା ହଃଚେ ଜିଉଦିମଃନ୍ ସାଉଲ୍‌କେ ମଃର୍ନେ ମାରୁକ୍‌ ମିସିକଃରି କୁଟ୍‌ ହାଚ୍‌ଲାୟ୍‌ ।
24 Mas las asechanzas de ellos fueron entendidas de Saulo: y ellos guardaban las puertas de día y de noche, para matarle.
ମଃତର୍‌ ସାଉଲ୍‌ ସେମଃନାର୍‌ କୁଟ୍‌ ହାଚ୍‌ତାର୍‌ ସୁଣ୍‌ଲା । ଆର୍‌ ସେମଃନ୍ ଜଃନ୍‌କଃରି ତାକେ ମାର୍ତି, ଇତାର୍‌ ଗିନେ ଦିନ୍ ରାତି ଗଃଳାର୍‌ ସଃବୁ ଦୁଆରେ ଜାଗିରିଲାୟ୍‌ ।
25 Entonces los discípulos, tomándole de noche, le bajaron por el muro metido en una espuerta.
ମଃତର୍‌ ତାର୍‌ ଚେଲାମଃନ୍ ରାତିବଃଳ୍‌ ତାକେ ଗଟେକ୍‌ ଡଃଲାୟ୍‌ ବଃସାୟ୍‌ କୁଆଳେ ହୁଣି ତଃଳେ ଉତ୍ରାୟ୍‌ଲାୟ୍‌ ।
26 Y como Saulo vino a Jerusalem, tentaba de juntarse con los discípulos; mas todos tenían miedo de él, no creyendo que era discípulo.
ତାର୍‌ହଃଚେ ସାଉଲ୍‌ ଜିରୁସାଲମ୍‌କେ ଜାୟ୍‌ ଚେଲାମଃନାର୍‌ ସଃଙ୍ଗ୍ ମିସୁକ୍‌ ମଃନ୍‌ହାଚ୍‌ତି ରିଲା, ମଃତର୍‌ ସେ ଜେ ଗଟେକ୍‌ ଚେଲା ଇରି ସଃତ୍‌ ନଃକେରି ସଃବୁଲକ୍‌ ତାକେ ଡିର୍‌ତି ରିଲାୟ୍‌ ।
27 Entonces Barnabás, tomándole, le trajo a los apóstoles; y les contó, como había visto al Señor en el camino, y que él le había hablado, y como en Damasco había hablado animosamente en el nombre de Jesús.
ମଃତର୍‌ ବର୍ନବା ତାକେ ସଃଙ୍ଗେ ଦଃରି ପେରିତ୍‌ ମଃନାର୍‌ ଚଃମେ ଆଣ୍‌ଲା, ଆରେକ୍‌ ତାର୍‌ ବାଟେ ଜଃନ୍‌କଃରି ମାପ୍ରୁ ତାକେ ଦଃକାୟ୍‌ ଅୟ୍‌ଲା, ଆର୍‌ ମାପ୍ରୁ ତାକେ କଃତା କୟ୍‌ଲା, ଆର୍‌ କଃନ୍‌କଃରି ସେ ଦମେସକ୍‌ ତଃୟ୍‌ ବଃଡେ ସାସେ ଜିସୁର୍‌ ନାଉଁଏ ପର୍ଚାର୍‌ କଃର୍ତିରିଲା, ଇ ସଃବୁ ସେମଃନାର୍‌ ଟାଣେ ଗଟେକ୍‌ ଗଟେକ୍‌ କଃରି କୟ୍‌ଲା ।
28 Y estaba con ellos, entrando y saliendo en Jerusalem.
ଆର୍‌ ସାଉଲ ପେରିତ୍‌ ମଃନାର୍‌ ସଃଙ୍ଗେ ରିଲା ସେମଃନାର୍‌ ସଃଙ୍ଗ୍ ଜିରୁସାଲମେ ବୁଲାବୁଲିକଃରି, ମାପ୍ରୁର୍‌ ନାଉଁଏ ବଃଡେ ସାସେ ପର୍ଚାର୍‌ କଃରୁକେ ଦଃର୍ଲା ।
29 Y hablaba animosamente en el nombre del Señor Jesús, y disputaba con los Griegos; mas ellos procuraban de matarle.
ଇ ସଃବୁ ସେ ଗ୍ରିକ୍‌ ବାସାର୍‌ ଜିଉଦିମଃନାର୍‌ ସଃଙ୍ଗ୍ କଃତାବାର୍ତା ଆର୍‌ କଃତାୟ୍‌ ଦଃରାଦଃରି ଅଃଉତି ରିଲା, ମଃତର୍‌ ସେମଃନ୍ ତାକେ ମଃର୍ନେ ମାରୁକ୍‌ ଉପାୟ୍‌ କଃର୍ତି ରିଲାୟ୍‌ ।
30 Lo cual como los hermanos entendieron, le acompañaron hasta Cesarea, y le enviaron a Tarso.
ସେରି ଜାଣୁ ହାରି ବିସ୍ୱାସି ବାୟ୍‌ମଃନ୍ ସାଉଲ୍‌କେ କାଇସରିଆକେ ନିଲାୟ୍‌ ଆର୍‌ ତାର୍ସୁସ୍‌କେ ହଃଟାୟ୍‌ଲାୟ୍‌ ।
31 Las iglesias entonces por toda Judea, y Galilea, y Samaria, tenían paz, y eran edificadas; y andando en el temor del Señor, y en el consuelo del Espíritu Santo eran multiplicadas.
ଅଃନ୍‌କଃରି ସଃବୁ ଜିଉଦା ରାଜି, ଗାଲିଲି ଆର୍‌ ସମିରଣ୍ ମଣ୍ଡ୍‌ଳି ନିକ ରଃୟ୍‌ ମାପ୍ରୁକ୍‌ ଡିରିକଃରି ଚାଲାଚାଲ୍‌ତି ଅୟ୍‌ ସୁସ୍ତା ହାଉତି ରିଲାୟ୍‌, ଆରେକ୍‌ ପବିତ୍ର ଆତ୍ମାର୍‌ ଉହ୍‌କାର୍‌ ସଃଙ୍ଗ୍ ବାଡୁକେ ଦଃର୍ଲାୟ୍‌ ।
32 Y aconteció, que Pedro andando por todas partes, vino también a los santos que habitaban en Lidda.
ଇ ବିତ୍ରେ ପିତର୍‌ ସଃବୁ ହଲି ବୁଲି ବୁଲି ଲୁଦ୍‌ ଗଃଳାର୍‌ ଇସ୍ୱରାର୍‌ ବିସ୍ୱାସିମଃନାର୍‌ ଚଃମେ ଆୟ୍‌ଲା ।
33 Y halló allí a uno que se llamaba Enéas, que había ya ocho años que estaba en cama, que era paralítico.
ସେତି ସେ ଏନିୟ ନାଉଁଆର୍‌ ଲକ୍‌କେ ବେଟ୍‌ହାୟ୍‌ଲା, ସେ ଆଟ୍‌ ବଃର୍ସ୍‌ ହଃତେକ୍‌ ମଃଳୁହଃଳି ଟାଟାୟ୍‌ ହୁଣି ଉଟୁ ନଃହାର୍‌ତି ରିଲା, ତାକେ ଏକ୍‌ଅଃଙ୍ଗି ରଗ୍ ଅୟ୍‌ରିଲି ।
34 Y le dijo Pedro: Enéas, Jesu Cristo te sana: levántate, y hazte tu cama. Y luego se levantó.
ପିତର୍‌ ତାକେ କୟ୍‌ଲା, “ଏନିୟ ଜିସୁ କ୍ରିସ୍ଟ୍‌ ତକ୍‌ ଉଜ୍‌ କଃରୁକେ ମଃନ୍‌କଃରୁଲା, ଉଟ୍‌ ଆର୍‌ ତର୍‌ ଟାଟି ଉଟାଉ” ସେତାକ୍‌ ସେ ତଃତ୍‌କାଣ୍ ଉଟ୍‌ଲା ।
35 Y viéronle todos los que habitaban en Lidda y en Sarona, los cuales se convirtieron al Señor.
ଆର୍‌ ଲୁଦ୍‌ ଆର୍‌ ସାରଣାଇ ବାସାକଃର୍ତାର୍‌ ଲକ୍‌ମଃନ୍ ତାକେ ଦଃକି ମାପ୍ରୁର୍‌ ହାକ୍‌ ବାଉଳି ଆୟ୍‌ଲାୟ୍‌ ।
36 Y había en Joppe una discípula llamada Tabita, que interpretado, quiere decir Dórcas. Esta era llena de buenas obras, y de limosnas que hacía.
ଜାପ ତଃୟ୍‌ ତାବିତା ନାଉଁଆର୍‌ ବିସ୍ୱାସି ମାୟ୍‌ଜି ରିଲି, ଗ୍ରିକ୍‌ ବାସାୟ୍‌ ନାଉ ଦର୍କା, ବଃଲେକ୍‌ “ଗଟ୍‌ କଟ୍ରା ।” ସେ ଗଃରିବ୍‌ମଃନ୍‌କେ ଉହ୍‌କାର୍‌ ଆର୍‌ ଗଃରିବ୍‌ ମଃନ୍‌କେ ଦାନ୍‌ କଃର୍ତିରିଲି ।
37 Y aconteció en aquellos días, que enfermando, murió; la cual después de lavada, la pusieron en un cenadero.
ସଃଡେବଃଳ୍‌ ସେ ରଗେ ହଃଳି ମଃଲି; ସେତାକ୍‌ ସେମଃନ୍ ତାକେ ହାଣି ଗଃଦ୍‌ଳାୟ୍‌ ଗଟେକ୍‌ ଉହ୍ରାର୍‌ ବଃକ୍ରାୟ୍‌ ସଳାୟ୍‌ଲାୟ୍‌ ।
38 Y como Lidda estaba cerca de Joppe, los discípulos, oyendo que Pedro estaba allí, le enviaron dos varones, rogándo le: No te detengas de venir a nosotros.
ଆରେକ୍‌ ଲୁଦ୍‌ ଜାପର୍‌ ଚଃମେ ରିଲି; ଚେଲାମଃନ୍ ପିତର୍‌ ସେତି ଆଚେ ବଃଲି ଦୁୟ୍‌ ଲକ୍‌କେ ତାର୍‌ ତଃୟ୍‌ ହଃଟାୟ୍‌ ଗଃଉଆରି କଃଲାୟ୍‌, “ଅଃମାର୍‌ ତଃୟ୍‌ ବେଗିଆଉ ।”
39 Pedro entonces levantándose, vino con ellos. Y como llegó, le llevaron al cenadero, y se le presentaron todas las viudas, llorando y mostrándole las túnicas y los vestidos que Dórcas hacía, cuando estaba con ellas.
ଇତାକ୍‌ ପିତର୍‌ ଉଟି ସେମଃନାର୍‌ ସଃଙ୍ଗ୍ ଗଃଲା, ସେ ଆୟ୍‌ଲାକ୍‌ ସେମଃନ୍ ତାକେ ଉହ୍ରାର୍‌ ବଃକ୍ରାୟ୍‌ ନିଲାୟ୍‌, ଆର୍‌ ରାଣ୍ଡିମଃନ୍ ତାର୍‌ ଚାରିବେଳ୍‌ତ୍ ବେଳି କାନ୍ଦି କାନ୍ଦି କୟ୍‌ଲାୟ୍‌, ଦର୍କା ତାକାର୍‌ ସଃଙ୍ଗ୍ ରିଲାବଃଳ୍‌ ଜୁୟ୍‌ ସଃବୁ ହିନ୍ଦ୍‌ତା ହଃଚ୍ୟା ସଃବୁ ତିଆର୍‌ କଃରିରିଲି, ସେରି ସଃବୁ ଦଃକାଉଁକ୍‌ ଦଃର୍ଲାୟ୍‌ ।
40 Entonces echados fuera todos, Pedro puesto de rodillas, oró; y vuelto al cuerpo, dijo: Tabita, levántate. Y ella abrió los ojos; y viendo a Pedro, se sentó.
ମଃତର୍‌ ପିତର୍‌ ବଃକ୍ରାୟ୍‌ ହୁଣି ସଃବ୍‌କେ ବାର୍‌କଃରି ମାଣ୍ଡିକୁଟା ଟେସି ପାର୍ତ୍‌ନା କଃଲା ଆରେକ୍‌ ମଃଳାର୍‌ ଗଃଗାଳ୍‌ ମୁଁ ବୁଲାୟ୍‌ କୟ୍‌ଲା, “ତାବିତା, ଉଟ୍‌” ସେତାକ୍‌ ସେ ଆକି ଉଗାଳି ପିତର୍‌କେ ଦଃକ୍‌ଲି ଆର୍‌ ଉଟି ବଃସ୍‌ଲି ।
41 Y dándole él la mano, la levantó: entonces llamando a los santos y a las viudas, la presentó viva.
ଆରେକ୍‌ ସେ ଆତେ ଦଃରି ତାକେ ଉଟାୟ୍‌ଲା । ସଃବୁ ବିସ୍ୱାସି ଆର୍‌ ରାଣ୍ଡିମଃନ୍‌କେ କୁଦି ଦଃର୍କାକେ ଜିବନ୍ ହାୟ୍‌ଲାର୍‌ ଦଃକାୟ୍‌ଲା ।
42 Esto fue conocido por toda Joppe; y creyeron muchos en el Señor.
ଇ କଃତା ଜାପର୍‌ ଚାରିହାକ୍‌ ଜାଣାହଃଳ୍‌ଲି ଆର୍‌ ଗାଦେକ୍‌ ଲକ୍‌ ମାପ୍ରୁକ୍‌ ବିସ୍ୱାସ୍‌ କଃଲାୟ୍‌ ।
43 Y aconteció que se quedó muchos días en Joppe, en casa de un cierto Simón curtidor.
ଆରେକ୍‌ ପିତର୍‌ ବୁତେକେ ଦିନ୍ ହଃତେ ଜାପ ତଃୟ୍‌ ସିମନ୍ ନାଉଁଆର୍‌ ଚାମ୍‌ରା ଗଃରେ ରିଲା ।

< Hechos 9 >