< 1 Crónicas 2 >
1 Estos son los hijos de Israel: Rubén, Simeón, Leví, Judá, Isacar, Zabulón,
ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୂନ;
2 Dan, José, Ben-jamín, Neftalí, Gad, y Asser.
ଦାନ୍, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍ ଓ ଆଶେର।
3 Los hijos de Judá fueron Er, Onán, y Sela. Estos tres le nacieron de la hija de Sue Cananea. Y Er primogénito de Judá, fue malo delante de Jehová, y le mató.
ଯିହୁଦାର ପୁତ୍ରଗଣ; ଯଥା ଏର ଓ ଓନନ୍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍ଶୂୟାଠାରୁ ଜାତ ହୋଇଥିଲେ। ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ।
4 Y Tamar su nuera le parió a Fares, y a Zara; y así todos los hijos de Judá fueron cinco.
ପୁଣି, ଯିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ।
5 Los hijos de Fares fueron Jesrón, y Hamul.
ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ।
6 Y los hijos de Zara fueron Zamrí, Etán, Hemán, Calcal, y Darda, todos cinco.
ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍ ଓ ହେମନ ଓ କଲ୍କୋଲ୍ ଓ ଦେରା; ସମୁଦାୟ ପାଞ୍ଚ ଜଣ।
7 Acán fue hijo de Carmi: este alborotó a Israel, porque prevaricó en el anatema.
କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା।
8 Azaría fue hijo de Etán.
ପୁଣି, ଏଥନ୍ର ପୁତ୍ର ଅସରୀୟା।
9 Los hijos que nacieron a Jesrón fueron Jerameel, Ram, y Calubai.
ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ ଓ ରାମ୍ ଓ କାଲୁବାୟ,
10 Y Ram engendró a Aminadab: y Aminadab engendró a Nahasón príncipe de los hijos de Judá.
ପୁଣି, ରାମ୍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନକୁ ଜାତ କଲା।
11 Y Nahasón engendró a Salma: y Salma engendró a Booz.
ଆଉ ନହଶୋନ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;
12 Y Booz engendró a Obed: y Obed engendró a Isaí.
ବୋୟଜ ଓବେଦ୍କୁ ଜାତ କଲା, ଓବେଦ୍ ଯିଶୀକୁ ଜାତ କଲା।
13 Y Isaí engendró a Eliab su primogénito, y el segundo Abinadab, el tercero Samaa,
ପୁଣି, ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବ୍କୁ ଓ ଦ୍ୱିତୀୟ ଅବୀନାଦବକୁ ଓ ତୃତୀୟ ଶିମୀୟକୁ;
14 El cuarto Natanael, el quinto Radai,
ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ;
15 El sexto Osem, el séptimo David:
ଷଷ୍ଠ ଓତ୍ସମ୍କୁ, ସପ୍ତମ ଦାଉଦଙ୍କୁ ଜାତ କଲା;
16 De los cuales Sarvia y Abigail fueron hermanas. Los hijos de Sarvia fueron tres, Abisaí, Joab, y Asael.
ପୁଣି, ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ, ଏ ତିନି ସରୁୟାର ପୁତ୍ର।
17 Abigail engendró a Amasa, y su padre fue Jeter Ismaelita.
ପୁଣି, ଅବୀଗଲ ଅମାସାଙ୍କୁ ଜାତ କଲା; ଏହି ଅମାସାର ପିତା ଇଶ୍ମାୟେଲୀୟ ଯେଥର ଥିଲା।
18 Caleb, hijo de Jesrón, engendró a Jeriot de su mujer Azuba. Y los hijos de ella fueron Jaser, Sobad, y Ardón.
ଆଉ ହିଷ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍ ଓ ଅର୍ଦୋନ୍, ଏମାନେ ଅସୂବାର ପୁତ୍ର।
19 Y muerta Azuba, Caleb, tomó por mujer a Efrata, la cual le parió a Jur.
ପୁଣି, ଅସୂବା ମଲା ଉତ୍ତାରେ କାଲେବ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା।
20 Y Jur engendró a Urí: y Urí engendró a Beseleel.
ପୁଣି, ହୂର ଊରିକୁ ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା।
21 Después Jesrón entró a la hija de Maquir padre de Galaad, la cual tomó siendo él de sesenta años: y ella le parió a Segub.
ଏଥିଉତ୍ତାରେ ହିଷ୍ରୋଣ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକୁ ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା।
22 Y Segub engendró a Jair, este tuvo veinte y tres ciudades en la tierra de Galaad.
ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା।
23 Y Gessur y Aram tomaron las ciudades de Jair de ellos, y a Cenat, y sus aldeas, que fueron sesenta lugares. Todos estos fueron los hijos de Maquir padre de Galaad.
ଆଉ ଗଶୂର ଓ ଅରାମ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ।
24 Y muerto Jesrón en Caleb de Efrata, Abiá mujer de Jesrón le parió a Asur padre de Tecua.
ପୁଣି, ହିଷ୍ରୋଣ କାଲେବ-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟ ତାହାର ଔରସରେ ତକୋୟର ପିତା ଅସ୍ହୂରକୁ ଜାତ କଲା।
25 Y los hijos de Jerameel primogénito de Jesrón fueron Ram, su primogénito, Buna, Arán, Asom, y Aquía.
ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍, ତହିଁ ଉତ୍ତାରେ ବୂନା, ଓରଣ, ଓତ୍ସମ୍ ଓ ଅହୀୟ।
26 Y tuvo Jerameel otra mujer llamada Atara, que fue madre de Onam.
ପୁଣି, ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମର ମାତା।
27 Y los hijos de Ram primogénito de Jerameel fueron Moos, Jamín, y Acar.
ଆଉ ଯିରହମେଲର ପ୍ରଥମଜାତ ରାମ୍ର ପୁତ୍ର ମାଷ୍, ଯାମୀନ୍ ଓ ଏକର।
28 Y los hijos de Onam fueron Semeí y Jada. Los hijos de Semeí: Nadab y Abisur.
ଆଉ ଓନମର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍ ଓ ଅବୀଶୂର।
29 Y el nombre de la mujer de Abisur fue Abijail, la cual le parió a Abán, y a Molid.
ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ ଓ ସେ ତାହାର ଔରସରେ ଅହବାନ୍ ଓ ମୋଲୀଦକୁ ଜାତ କଲା।
30 Y los hijos de Nadab fueron Saled y Afaim: y Saled murió sin hijos.
ପୁଣି, ନାଦବ୍ର ପୁତ୍ର ସେଲଦ୍ ଓ ଅପ୍ପୟିମ୍; ମାତ୍ର ସେଲଦ୍ ନିଃସନ୍ତାନ ହୋଇ ମଲା।
31 Y Jesi fue hijo de Afaim: y Sesán fue hijo de Jesi: y Alai fue hijo de Sesán.
ଆଉ ଅପ୍ପୟିମ୍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍। ଶେଶନ୍ର ପୁତ୍ର ଅହଲୟ।
32 Los hijos de Jada, hermano de Semeí, fueron Jeter, y Jonatán: y murió Jeter sin hijos.
ପୁଣି, ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ; ଯେଥର ନିଃସନ୍ତାନ ହୋଇ ମଲା।
33 Y los hijos de Jonatán fueron Falet, y Ziza. Estos fueron los hijos de Jerameel.
ପୁଣି, ଯୋନାଥନର ପୁତ୍ର ପେଲତ୍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ।
34 Y Sesán no tuvo hijos, sino hijas.
ଶେଶନ୍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ। ପୁଣି, ଶେଶନ୍ର ଜଣେ ମିସରୀୟ ଦାସ ଥିଲା, ତାହାର ନାମ ଯାର୍ହା।
35 Y tuvo Sesán un siervo Egipcio llamado Jeraa, al cual dio Sesán a su hija por mujer: y ella le parió a Etei.
ଆଉ ଶେଶନ୍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରେ ଅତ୍ତୟକୁ ଜାତ କଲା।
36 Y Etei engendró a Natán: y Natán engendró a Zabad.
ପୁଣି, ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦ୍କୁ ଜାତ କଲା,
37 Y Zabad engendró a Oflal: y Oflal engendró a Obed.
ସାବଦ୍ ଇଫ୍ଲଲକୁ ଜାତ କଲା ଓ ଇଫ୍ଲଲ ଓବେଦ୍କୁ ଜାତ କଲା;
38 Y Obed engendró a Jehú: y Jehú engendró a Azarías.
ଓବେଦ୍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା;
39 Y Azarías engendró a Helles: y Helles engendró a Elasa.
ପୁଣି, ଅସରୀୟ ହେଲସ୍କୁ ଜାତ କଲା ଓ ହେଲସ୍ ଇଲୀୟାସାକୁ ଜାତ କଲା;
40 Elasa engendró a Sisamai: y Sisamai engendró a Sellum.
ପୁଣି, ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍କୁ ଜାତ କଲା;
41 Y Sellum engendró a Icamia; e Icamia engendró a Elisama.
ଶଲ୍ଲୁମ୍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା।
42 Los hijos de Caleb hermano de Jerameel fueron, Mesa su primogénito; este es el padre de Zif; y de sus hijos Maresa, padre de Hebrón.
ଯିରହମେଲର ଭ୍ରାତା କାଲେବର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମେଶା ସୀଫ୍ର ପିତା ଥିଲା; ପୁଣି, ହିବ୍ରୋଣର ପିତା ମାରେଶାର ପୁତ୍ରଗଣ।
43 Y los hijos de Hebrón fueron Coré, y Tappua, y Recem, y Samma.
ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍, ଶେମା।
44 Y Samma engendró a Raham padre de Jercaam: y Recem engendró a Sammai.
ପୁଣି, ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍ ଶମ୍ମୟକୁ ଜାତ କଲା।
45 Maón fue hijo de Sammai: y Maón padre de Bet-zur.
ଆଉ ଶମ୍ମୟର ପୁତ୍ର ମାୟୋନ୍; ମାୟୋନ୍ ବେଥ୍-ସୁରର ପିତା ଥିଲା।
46 Y Efa concubina de Caleb le parió a Haram, y a Mosa, y a Gezez. Y Haram engendró a Gezez.
ପୁଣି, କାଲେବର ଉପପତ୍ନୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା।
47 Y los hijos de Jahaddai fueron Regom, Joatam, Gesam, Falet, Efa, y Saaf.
ଆଉ ଯେହଦୟର ପୁତ୍ର ରେଗମ୍ ଓ ଯୋଥମ୍ ଓ ଗେଶନ୍ ଓ ପେଲଟ୍ ଓ ଐଫା ଓ ଶାଫ୍।
48 Maaca concubina de Caleb le parió a Saber y a Tarana.
ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା।
49 Y también le parió a Saaf padre de Madmena, y a Sue padre de Macbena, y padre de Gabaa. Y Aca fue hija de Caleb.
ଆହୁରି ସେ ମଦ୍ମନ୍ନାର ପିତା ଶାଫ୍କୁ, ମଗ୍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଅକ୍ଷା କାଲେବର କନ୍ୟା ଥିଲା।
50 Estos fueron los hijos de Caleb, hijo de Jur, primogénito de Efrata: Sobal padre de Cariat-jarim,
କାଲେବର ସନ୍ତାନଗଣ ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍ କିରୀୟଥ୍-ଯିୟାରୀମ୍ର ପିତା;
51 Salma padre de Belén, Haref padre de Bet-gader.
ସଲ୍ମା ବେଥଲିହିମର ପିତା, ହାରେଫ୍ ବେଥ୍-ଗାଦରର ପିତା;
52 Y los hijos de Sobal padre de Cariat-jarim, el cual veía la mitad de Hamenuot.
ଆଉ କିରୀୟଥ୍-ଯିୟାରୀମ୍ର ପିତା ଶୋବଲ୍ର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ।
53 Y las familias de Cariat-jarim fueron los Jetreos, y los Futeos, y los Samateos, y los Masereos; de los cuales salieron los Saratitas, y los Estaolitas.
ଆଉ କିରୀୟଥ୍-ଯିୟାରୀମ୍ର ଗୋଷ୍ଠୀ; ଯିତ୍ରୀୟ, ପୂଥୀୟ, ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ।
54 Los hijos de Salma: Belén y los Netofatitas, los cuales son las coronas de la casa de Joab, y de la mitad de los Manatitas, los Saraitas.
ସଲ୍ମାର ସନ୍ତାନଗଣ; ଯଥା, ବେଥଲିହିମ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍-ଯୋୟାବ ଓ ମାନହତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ।
55 Y las familias de los escribas que moraban en Jabes, fueron los Tirateos, Simateos, Sucateos; los cuales son los Cineos, que vinieron de Hemat, padre de la casa de Recab.
ଆଉ ଯାବେଷ୍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ। ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତ୍ଠାରୁ ଉତ୍ପନ୍ନ କେନୀୟ ଲୋକ।