< Apocalipsis 12 >

1 Luego, apareció una señal asombrosa en el cielo: una mujer vestida del sol, con la luna bajo sus pies, y una corona de doce estrellas en su cabeza.
ତାର୍‌ପଚେ ବାଦ୍‌ଲେ ଗଟେକ୍‌ କାବାଅଇଜିବା ଚିନ୍‌ ଡିସ୍‌ଲା । ଆରି ଏଦେ ଦେକା! ଜନ୍‌ ବିତ୍‌ରେ ଗଟେକ୍‌ ମାଇଜି ଟିଆଅଇରଇବାଟା ଡିସ୍‌ଲା । ତାର୍‌ ଲୁଗା ବେଲ୍‌ପାରା ଜକ୍‌ଜକି ଜାଇତେରଇଲା ।
2 Ella estaba embarazada, y gritaba por sus dolores de parto, y gemía mientras daba a luz.
ସେ ମାଇଜି ବାର୍‌ଟା ତାରା ରଇବା ମୁକୁଟ୍‌ ପିନ୍ଦିରଇଲା । ସେ ନିକ ଅଇବା ବେଲା ଲଗେ କେଟିରଇଲା । ଆରି ଦୁକାସୁକାର୍‌ଲାଗି କାନ୍ଦ୍‌ତେରଇଲା ।
3 Y apareció otra señal en el cielo: un enorme dragón rojo con siete cabezas y diez cuernos, y siete coronas sobre sus cabezas.
ଆରି ବାଦ୍‌ଲେ କେବେ ଦେକି ନ ରଇବା ବିନ୍‌ ରକାମ୍‌ ଚିନ୍‌ ଡିସ୍‌ଲା । ଆରି ଏଦେ ଦେକା! ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇବା ଗଟେକ୍‌ ବଡେଟା ଅଇ ରଙ୍ଗ୍‌ ରଇଲା ଅସୁର୍‌ ସାଁପ୍‌ ଡିସ୍‌ଲା । ତାର୍‌ ସାତ୍‌ଟା ମୁଣ୍ଡେ ସାତ୍‌ଟା ମୁକୁଟ୍‌ ରଇଲା ।
4 Su cola arrastró una tercera parte de las estrellas del cielo y las arrojó a la tierra. El dragón se puso justo delante de la mujer que estaba dando a luz, para comerse a su hijo al nacer.
ବାଦ୍‌ଲେ ରଇବା ତିନ୍‌ ବାଗେଅନି ଗଟେକ୍‌ ବାଗର୍‌ ତାରାମନ୍‌କେ ତାର୍‌ ଲେଞ୍ଜ୍‌ ଜିକିନେଇକରି ଦର୍‌ତନିଟାନେ ପିଙ୍ଗିଦେଲା । ସେ ମାଇଜି ନିକ ଅଇଲାଦାପ୍‌ରେ ତାର୍‌ ପିଲାକେ କାଇବି ବଲି ମାଇଜିର୍‌ ମୁଆଟେ ଟିଆଅଇଲା ।
5 Y ella dio a luz un hijo, un varón, que gobernará todas las naciones con una vara de hierro. Y su hijo fue arrebatado y llevado hasta Dios y su trono.
ତାର୍‌ପଚେ ସେ ମାଇଜି ଗଟେକ୍‌ ପିଲାକେ ଜନମ୍‌ ଦେଲା । ସେ ପିଲା ଜଗତର୍‌ ସବୁ ରାଇଜ୍‌ ଗଟେକ୍‌ ଲୁଆର୍‌ ଡାଙ୍ଗ୍‌ସଙ୍ଗ୍‍ ସାସନ୍‌ କର୍‌ସି । ମାତର୍‌ ଚାଡାଇକରି ପର୍‌ମେସର୍‌ ବସ୍‌ବା ଜାଗାଇ ନିଆଅଇଲା ।
6 Entonces la mujer huyó corriendo al desierto, donde Dios había preparado un lugar para ella, donde recibiría cuidado durante 1.260 días.
ପର୍‌ମେସର୍‌ ତାର୍‌ପାଇ ତିଆର୍‌ କରି ସଙ୍ଗଇରଇବା ମରୁବୁଇଁ ବାଟେ ସେ ମାଇଜି ପାଲାଇଲା । ତେଇ ୧,୨୬୦ ଦିନ୍‌ ଜାକ ତାକେ ଜତନ୍‌ ନିଆଅଇସି ।
7 Y se desató una guerra en el cielo. Miguel y sus ángeles pelearon con el dragón. Y el dragón y sus ángeles pelearon también,
ତାର୍‌ପଚେ ସରଗ୍‌ପୁରେ ଗଟେକ୍‌ ଜୁଇଦ୍‌ ଆରାମ୍‌ ଅଇଲା । ମିକାଏଲ୍‌ ଆରି ତାର୍‌ଦୁତ୍‌ମନ୍‌ ସେ ଅସୁର୍‌ ଆରି ତାର୍‌ ଦୁତ୍‌ମନର୍‌ ସଙ୍ଗ୍‍ ଜୁଇଦ୍‌ କଲାଇ ।
8 pero no era suficientemente fuerte, y no pudieron permanecer más en el cielo.
ସେମନ୍‌ ସେ ଅସୁର୍‌କେ ଆରାଇଲାଇ । ତାକେ ଆରି ତାର୍‌ ଦୁତ୍‌ମନ୍‌କେ ସର୍‌ଗେ ରଇବାକେ ଆଦେସ୍‌ ନ ରଇଲା ।
9 Y el gran dragón, la serpiente antigua, que se llama Diablo y Satanás, y que engaña a todo el mundo, fue lanzado a la tierra, y sus ángeles fueron arrojados con él.
ସେ ଅସୁର୍‌ ସାଁପ୍‌କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍‌ସାଁପ୍‌ ଦିଆବଲ୍‌ ବଲି ଡାକ୍‌ବା ସାଁପ୍‌ ରଇଲା । ଜେ କି ଗୁଲାଇ ଜଗତ୍‌ ନାଡାଇରଇଲା । ତାର୍‌ ଦୁତ୍‌ମନ୍‌କେ ଆରି ତାକେ ମିସ୍‌ତେ ଦର୍‌ତନି ଉପ୍‌ରେ ପିଙ୍ଗିଦେଲାଇ ।
10 Entonces escuché una voz fuerte en el cielo, que decía: “Ahora ha llegado la salvación, el poder y el reino de nuestro Dios, y la autoridad de su Cristo. El Acusador de los creyentes ha sido arrojado, el que los acusa en presencia de Dios día y noche.
୧୦ତାର୍‌ପଚେ ସର୍‌ଗେ ଗଟେକ୍‌ ଜବର୍‌ ସବଦ୍‌ ଅଇବାଟା ମୁଇ ସୁନ୍‌ଲି । ସେ ସବଦ୍‌ କଲା “ଏବେ ଲକ୍‌ମନର୍‌ପାଇ ଅଇରଇବା ପର୍‌ମେସରର୍‌ ମୁକ୍‌ତି ସିଦ୍‌ ଅଇଲାଆଚେ । ରାଜା ଇସାବେ ତାର୍‌ ବପୁ ସେ ଦେକାଇଆଚେ । ତାର୍‌ ମସିଅ, ତାର୍‌ ଅଦିକାର୍‌ ଦେକାଇଲା ଆଚେ ।” କାଇକେବଇଲେ, ଜେ କି ପର୍‌ମେସରର୍‌ ମୁଆଟେ ଟିଆଅଇ ଆମର୍‌ ବାଇବଇନିମନ୍‌କେ ଦସ୍‌ ଦେଇତେରଇଲା, ତାକେ ସର୍‌ଗେଅନି ବାର୍‌କରାଇ ଦେଲାଆଚେ ।
11 Ellos lo vencieron mediante la sangre del Cordero y por el testimonio de sus vidas, y no amaron sus vidas al punto que estuvieron dispuestos a morir si era necesario.
୧୧ମେଣ୍ଡାପିଲାର୍‌ ବନିର୍‌ଲାଗି ଆରି ସେମନ୍‌ ଜାନାଇରଇବା ସତର୍‌ ଲାଗି ଆମର୍‌ ବାଇବଇନିମନ୍‌ ତାର୍‌ସଙ୍ଗ୍‍ ଜୁଇଦ୍‌ କରି ଜିତ୍‌ଲାଇ । ସେମନ୍‌ ମରିଜିବାଜାକ ଜାନିରଇଲେ ମିସା ବିସ୍‌ବାସ୍‌ କର୍‌ତେରଇଲାଇ ।
12 “¡Así que celebren, cielos, y todos los que allí habitan! Lloren, tierra y mar, pues el diablo ha descendido a ustedes y está muy enojado, sabiendo que su tiempo es corto”.
୧୨ତେବର୍‌ପାଇ, ତମେ ସର୍‌ଗେ ରଇବା ଜେତ୍‌କି ଲକ୍‌ ସାର୍‌ଦା ଉଆ । ମାତର୍‌ ଦର୍‌ତନିତେଇ ଆରି ସମ୍‌ଦୁରେ ରଇବା ଲକ୍‌ମନ୍‌ ତମର୍‌ପାଇ କେଡେ ଇନସ୍‌ତାର୍‌ ଦିନ୍‌ ଆଇସି । କାଇକେବଇଲେ ତମର୍‌ ବିତ୍‌ରେ ସଇତାନ୍‌ ଉତ୍‌ରି ଆଇଲାଆଚେ । ସେ ବେସି ରିସାଅଇଆଚେ । କାଇକେବଇଲେ ସେ ଏବେ ବେଲା ଚନେକ୍‌ସେ ଆଚେବଲି ଜାନିଆଚେ ।
13 Y cuando el dragón se dio cuenta de que había sido arrojado a la tierra, persiguió a la mujer que había dado a luz al niño varón.
୧୩ଅସୁର୍‌ସାଁପ୍‌ ମକେ ଦର୍‌ତନିଲଗେ ପିଙ୍ଗିଦେଲାଇ ବଲି ଜାନିକରି ପିଲାକେ ଜନମ୍‌କରିରଇବା ମାଇଜିର୍‌ ପଚ୍‌ ପଚ୍‌ ଜିବାର୍‌ଦାର୍‌ଲା ।
14 Y a la mujer se le dieron alas de una gran águila para que pudiera volar a un lugar desértico, donde pudiera recibir cuidado por un tiempo, tiempos, y medio tiempo, protegida de la serpiente.
୧୪ମରୁବାଲି ବୁଏଁ ତାର୍‌ ଜାଗାଇ କେଟ୍‌ବାକେ ଗଟେକ୍‌ ବଡ୍‌ ଗିଦର୍‌ ଦୁଇଟା ଡେନା ତାକେ ଦିଆଅଇଲା । ତେଇ ଅସୁର୍‌ ସାଁପ୍‌ ତାକେ ନ ମିଲାଇକରି କାଇଟା ନ କଲାପାରା ତିନ୍‌ ବରସ୍‌ ଅଦା ଦିନ୍‌ ତାର୍‌ ଜତନ୍‌ ନିଆଅଇସି ।
15 Y la serpiente botaba agua como un río de su boca, tratando de ahogar a la mujer con la corriente.
୧୫ତାର୍‌ପଚେ ସେ ଅସୁର୍‌ସାଁପ୍‌ ତାର୍‌ ଟଣ୍ଡେଅନି ବନିଆ ଅଇଜିବା ଏତ୍‌କି ପାନି ବାର୍‌କରାଇଲା । ଜେନ୍ତାରି କି ସେ ପାନି ସେ ମାଇଜିକେ ବଁଙ୍ଗ୍‌ଲାଇ ନେଇସି ।
16 Entonces la tierra vino a ayudar a la mujer abriendo su boca y tragándose el río de agua que salía de la boca del dragón.
୧୬ମାତର୍‌ ଦର୍‌ତନି ସେ ମାଇଜିକେ ସାଇଜ କଲା । ଅସୁର୍‌ସାଁପର୍‌ ଟଣ୍ଡେଅନି ଆଇଲାପାନି ତାର୍‌ ନିଜର୍‌ ଟଣ୍ଡ୍‌ପାଡିକରି ଗିଲିଦେଲା ।
17 Y el dragón se enfureció contra la mujer, y se fue a atacar el resto de su descendencia, aquellos que guardan los mandamientos de Dios y tienen el testimonio de Jesús.
୧୭ସେଟାର୍‌ପାଇ ସେ ଅସୁର୍‌ସାଁପ୍‌ ବେସି ରିସାଅଇଗାଲା । ଆରି ସେ ମାଇଜିର୍‌ ବାକିରଇବା ନାତିତିତି ମନର୍‌ ସଙ୍ଗ୍‍ ଜୁଇଦ୍‌ କର୍‌ବାର୍‌ ଆଇଲା । ସେମନ୍‌ ପର୍‌ମେସରର୍‌ ଆଦେସ୍‌ ମାନିକରି ଜିସୁ ଜାନାଇରଇବା ସତ୍‌ ଦାରିରଇବାଇ ।

< Apocalipsis 12 >