< Hebreos 11 >
1 La fe es la sustancia de lo que se espera, la prueba de lo que no se ve.
୧ତେବେ ବିସ୍ବାସ୍ ଆଲେ କାଇଟା? ଜନ୍ ବିସଇର୍ ପାଇ ଆମେ ଆସା କଲୁନି, ସେଟା ସିଦ୍ ଅଇସି ଆକା ବଲି ଆମର୍ ମନେ ଜାନ୍ବାଟା ଅଇଲାନି ବିସ୍ବାସ୍ । ଆରି ଜନ୍ଟା ଆମେ ଦେକି ନାପାରୁ, ସତଇସେ ଆଚେ ବଲି ଜାନ୍ବାଟା, ମିସା ବିସ୍ବାସ୍ ।
2 Por ella se dio testimonio a los padres.
୨ପୁର୍ବେ ରଇବା ଆମର୍ ଆନିଦାଦିମନର୍ ବିସ୍ବାସର୍ ଲାଗି ପର୍ମେସର୍ ସେମନ୍କେ ମନ୍କଲା ।
3 Por la fe entendemos cómo las edades han sido dispuestas por la Palabra de Dios, de modo que lo existente no tiene su origen en lo visible. (aiōn )
୩ଆମର୍ ବିସ୍ବାସର୍ଲାଗି, ଏ ଜଗତ୍ ଆରି ତେଇ ରଇବା ସବୁଜାକ ପର୍ମେସରର୍ ଆଦେସ୍ ଇସାବେ ତିଆର୍ ଅଇଲାଆଚେ ବଲି ଆମେ ଜାନ୍ଲୁନି । ତେବେ ଜନ୍ଟା ଦେକି ଅଇଲାନି, ସେଟା ଦେକି ନ ରଇଲା ଟାନେଅନି ତିଆର୍ ଅଇଆଚେ । (aiōn )
4 Por la fe, Abel ofreció a Dios un sacrificio más excelente que Caín, a causa del cual fue declarado justo, dando Dios testimonio a sus ofrendas; y por medio de ellas habla aún después de muerto.
୪ଏବଲର୍ ବିସଇ ବାବି ଦେକୁ । ତାର୍ ବିସ୍ବାସର୍ ଲାଗି ସେ ଜନ୍ଟା ପର୍ମେସର୍କେ ସର୍ପି ଦେଇରଇଲା, ତାର୍ ବାଇ କଇନ୍ ଦେଲାଟାନେଅନି ନିକରଇଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ବଲି ଏଜାଇଲା । ସେ ସର୍ପିଦେଲାଟା ପର୍ମେସର୍ ମାନ୍ଲାକେ ଆମେ ଏଟା ଜାନ୍ଲୁନି । ତେବର୍ପାଇ ଏବଲ୍ ମରିଗାଲେମିସା ତାର୍ ବିସ୍ବାସର୍ ଲାଗି, ସେ ଆମ୍କେ କାଇକାଇଟା କଇଲାନି ।
5 Por la fe, Enoc fue trasladado para que no viese la muerte, y no fue hallado porque Dios le trasladó; pues antes de su traslación recibió el testimonio de que agradaba a Dios.
୫ଆରି ଗଟେକ୍ ଲକ୍ ରଇଲା ଇନକ୍, ତାର୍ ବିସ୍ବାସର୍ ଲାଗି ସେ ମରେନାଇ, ମାତର୍ ଜିବନ୍ ରଇତେ ତାକେ ପର୍ମେସର୍ ଦାରିଗାଲା । ତେବେ ସେମନ୍ ତାକେ କଜ୍ଲାଇ ମିସା ମିଲାଇ ନାପାର୍ଲାଇ । କାଇକେବଇଲେ ପର୍ମେସର୍ ତାକେ ନେଇରଇଲା । ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ, ତାକେ ଦାରି ନେବା ଆଗ୍ତୁ ପର୍ମେସର୍ ତାକେ ମନ୍ କରିରଇଲା ।
6 Sin fe es imposible ser grato, porque es preciso que el que se llega a Dios crea su ser y que es remunerador de los que le buscan.
୬ତେବର୍ପାଇ ଜନ୍ ଲକ୍ମନ୍ ପର୍ମେସରର୍ ଲଗେ ଆଇବାକେ ମନ୍ କଲାଇନି, ପର୍ମେସର୍ ଆଚେ ବଲି ବିସ୍ବାସ୍ କର୍ବାର୍ ଆଚେ । ଜେତ୍କି ଲକ୍ମନ୍ ତାକେ କଜ୍ବାଇ, ସେ ସେମନର୍ ଆସା କଲାଟା ପୁରାପୁରୁନ୍ କର୍ସି ।
7 Por la fe, Noé, recibiendo revelación de las cosas que aún no se veían, hizo con piadoso temor un arca para la salvación de su casa; y por esa ( misma fe ) condenó al mundo y vino a ser heredero de la justicia según la fe.
୭ନଅର୍ ବିସଇ ବାବିଦେକା । ତାର୍ ବିସ୍ବାସର୍ ଲାଗି ପଚ୍କେ ଅଇବା ବିସଇ ପର୍ମେସର୍ ତାକେ ଜାଗ୍ରତ୍ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍ ଆଗ୍ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍ବାସ୍ କଲା । ତାର୍ପଚେ ସେ ଆରି ତାର୍ କୁଟୁମ୍ ରକିଆ ପାଇବାକେ ଗଟେକ୍ ବଡ୍ ଡଙ୍ଗା ତିଆର୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ଲକ୍ ବଲି ଏଜ୍ଲା, ମାତର୍ ବିନ୍ଲକ୍ମନ୍କେ ଦସି କଲା ।
8 Llamado por la fe, Abrahán obedeció para partirse a un lugar que había de recibir en herencia, y salió sin saber adónde iba.
୮ଅବ୍ରାଆମ୍ ମିସା ତାର୍ ବିସ୍ବାସର୍ ଲାଗି ପର୍ମେସରର୍ କାତା ମାନ୍ଲା । ପର୍ମେସର୍ ତାର୍ପାଇ ସଙ୍ଗଇରଇବା ଗଟେକ୍ ଦେସେ ଜା ବଲି କଇଲାକେ, ସେ ଦାପ୍ରେ ମାନ୍ଲା ଆରି ବାରଇଲା । ସେ କନ୍ତି ଗାଲିନି ବଲି ନାଜାନି ରଇଲେ ମିସା ସେ ସେନ୍ତାର୍ କଲା ।
9 Por la fe habitó en la tierra de la promesa como en tierra extraña, morando en tiendas de campaña con Isaac y Jacob, coherederos de la misma promesa,
୯ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦେବି ବଲି କାତା ଦେଇରଇଲା ଦେସେ, ସେ ବିନ୍ଦେସର୍ ଲକ୍ ପାରା ତୁମ୍ ଟାନି ରଇଲା । ସେନ୍ତାରିସେ ତାର୍ ପଅ ଇସାକ୍ ଆରି ଜାକୁବ୍ ତାର୍ ନାତି ମିସା ପର୍ମେସର୍ କାତା ଦେଇରଇଲାଟା ମିଲାଇବାଟାନେ ମିସ୍ଲାଇ ।
10 porque esperaba aquella ciudad de fundamentos, cuyo arquitecto y constructor es Dios.
୧୦ଅବ୍ରାଆମ୍ ସେନ୍ତାରି ଜାଗାଇ ମୁର୍ଚିକରି ରଇଲା । କାଇକେବଇଲେ ପର୍ମେସର୍ ତିଆର୍ କଲା ସବୁଦିନ୍ ରଇବା ସରଗର୍ ନଅରେ ରଇବି ବଲି ସେ ଆସାକଲା ।
11 Por la fe, también la misma Sara, a pesar de haber pasado ya la edad propicia, recibió vigor para fundar una descendencia, porque tuvo por fiel a Aquel que había hecho la promesa.
୧୧ତାର୍ ବିସ୍ବାସର୍ ଲାଗି ଅବ୍ରାଆମ୍ ବେସି ଡକ୍ରା ରଇଲା ମିସା ଆରି ତାର୍ ମାଇଜି ସାଆରା ବାଞ୍ଜି ରଇଲେ ମିସା, ବାବା ଅଇଲା । ପର୍ମେସର୍ କାତା ଦେଇରଇଲାଟା ସିଦ୍ କର୍ସିଆକା ବଲି ସେ ଜାନିରଇଲା ।
12 Por lo cual fueron engendrados de uno solo, y ese ya amortecido, hijos “como las estrellas del cielo en multitud y como las arenas que hay en la orilla del mar”.
୧୨ଅବ୍ରାଆମ୍ କୁଲ୍କୁଲା ଡକ୍ରା ଅଇଲାକେ ସେ ପିଲାଜିଲା କରି ନାପାର୍ଲା । ଅଇଲେମିସା ତାର୍ ନାତିତିତିମନ୍ ବାଦଲର୍ ତାରା ପାରା ଆରି ସମ୍ଦୁରେ ରଇବା ବାଲି ପାରା ଜବର୍ ଅଇଗାଲାଇ ।
13 En la fe murieron todos estos sin recibir las cosas prometidas, pero las vieron y las saludaron de lejos, confesando que eran extranjeros y peregrinos sobre la tierra.
୧୩ଏ ସବୁ ଲକ୍ମନ୍ ସେମନ୍ ମଲାବେଲେ ମିସା ପର୍ମେସର୍କେ ବିସ୍ବାସ୍ କର୍ତେ ରଇଲାଇ । ପର୍ମେସର୍ ସେମନ୍କେ କାତା ଦେଇରଇଲାଟା, ସେମନ୍ ଜିବନ୍ ରଇଲାବେଲେ ନ ମିଲାଇରଇଲେ ମିସା, ଜନ୍ଟା ପାଇବାଇ, ସେଟା ଦୁରିକେଅନି ଦେକ୍ଲାପାରା ଦେକି ସାର୍ଦା ଅଇଲାଇ । ଏ ଜଗତେ ସେମନ୍ ବିନ୍ ଦେସର୍ ପାରା ଆରି ନିଜର୍ ଦେସେ ନ ରଇଲା ଲକର୍ପାରା ମାନିଅଇକରି ରଇଲାଇ ।
14 Porque los que así hablan dan a entender que van buscando una patria.
୧୪ସେମନ୍ ମାନିଅଇ ରଇଲାଟାନେ ଅନି ଆମେ ଜାନ୍ବୁ ଜେ, ସେମନ୍ ନିଜର୍ଟା ବଲି ଜାନାଇବା ଗଟେକ୍ ଦେସ୍ କଜ୍ତେ ରଇଲାଇ ।
15 Que si se acordaran de aquella de donde salieron, habrían tenido oportunidad para volverse.
୧୫ସେମନ୍ ଚାଡିକରି ଆସିରଇବା ଦେସ୍ ବିସଇନେଇ ଚିନ୍ତା କରତ୍ନାଇ । ସେନ୍ତାରି କର୍ତାଇଆଲେ, ସେମନ୍ ବାଉଡ୍ବାକେ ଅଇତା ।
16 Mas ahora anhelan otra mejor, es decir, la celestial. Por esto Dios no se avergüenza de ellos para llamarse su Dios, como que les tenía preparada una ciudad.
୧୬ସେମନ୍ ଚାଡିଆଇଲା ନଅର୍ତେଇଅନି ଅଦିକ୍ ନିକ ଗଟେକ୍ ନଅରର୍ ପାଇ ତାକର୍ ଆଁକି ରଇଲା । କାଇକେବଇଲେ, ସେମନ୍ ସରଗ୍ ଦେସ୍ ପାରାଟା କଜ୍ତେରଇଲାଇ । ସେମନ୍ ତାକେ ପର୍ମେସର୍ ବଲି ଡାକ୍ଲାର୍ ପାଇ, ସେ ଲାଜ୍ ଅଏନାଇ । କାଇକେବଇଲେ ସେ ତାକର୍ପାଇ ଗଟେକ୍ ନଅର୍ ତିଆର୍କଲା ଆଚେ ।
17 Por la fe, Abrahán, al ser probado, ofreció a Isaac. El que había recibido las promesas ofrecía a su unigénito,
୧୭ତାର୍ ବିସ୍ବାସର୍ ଲାଗି ଅବ୍ରାଆମ୍ ଜେଡେବେଲେ ପର୍ମେସର୍ ତାକେ ପରିକା କଲା, ସେ ତାର୍ ପଅକେ ବଲି ଇସାବେ ସର୍ପି ଦେଲା । ମାତର୍ ପର୍ମେସର୍ କାତା ଦେଇରଇଲାଟାନେ ଅବ୍ରାଆମର୍ ବିସ୍ବାସ୍ ଡାଁଟ୍ ରଇଲା । ଆରି ସେ ତାର୍ ଗଟେକ୍ ବଲି ପଅ ଇସାକ୍କେ ବଲି ଇସାବେ ଦେବାକେ ରାଜି ରଇଲା ।
18 respecto del cual se había dicho: “En Isaac será llamada tu descendencia”.
୧୮ତାର୍ ପଅ ଇସାକର୍ ଲାଗି, ତାର୍ ନାତିତିତିମନ୍ ଜବର୍ ଅଇଜିବାଇ ବଲି ପର୍ମେସର୍ ତାକେ କାତା ଦେଇରଇଲା ।
19 Pensaba él que aun de entre los muertos podía Dios resucitarlo, de donde realmente lo recobró como figura.
୧୯ଜଦି ଇସାକ୍ ମରିଗାଲେ, ପର୍ମେସର୍ ତାକେ ଜିବନ୍ କରି ଉଟାଇପାର୍ସି ବଲି ଅବ୍ରାଆମ୍ ବାବିରଇଲା । ଆରି ସେବେଲେ ସେନ୍ତାରିସେ ତାକେ ମଲାତେଇଅନି ଜିବନ୍ ଅଇକରି ପାଇଲା ପାରା ସେ ରଇଲା ।
20 Por la fe, Isaac dio a Jacob y a Esaú bendiciones de cosas venideras.
୨୦ଇସାକ୍ ତାର୍ ବିସ୍ବାସର୍ ଲାଗି, ତାର୍ ପଅମନ୍ ଜାକୁବ୍ ଆରି ଏସ୍ଅକେ ଆଇବା ଦିନ୍ମନର୍ ପାଇ ଆସିର୍ବାଦ୍ ଦେଲା ।
21 Por la fe Jacob, a punto de morir, bendijo a cada uno de los hijos de José, y adoró ( apoyado ) sobre la extremidad de su báculo.
୨୧ଜାକୁବ୍ ତାର୍ ବିସ୍ବାସର୍ ଲାଗି, ସେ ମର୍ବା ବେଲେ ତାର୍ ନାତିତିତିମନ୍ ଜେ କି ଜସେପର୍ ପଅମନ୍କେ ଆସିର୍ବାଦ୍ କଲା । ସେ ଦାରିକରି ଇଣ୍ଡ୍ବା ଡାଙ୍ଗ୍ ଉପ୍ରେ ଆଉଜି କରି ପର୍ମେସର୍କେ ଉପାସନା କଲା ।
22 Por la fe, José, moribundo, se acordó del éxodo de los hijos de Israel, y dio orden respecto de sus huesos.
୨୨ଜସେପ୍ ତାର୍ ବିସ୍ବାସର୍ ଲାଗି ସେ ମର୍ବାବେଲେ ଆଇବା ଦନ୍ମନ୍କେ ଇସ୍ରାଏଲର୍ ଲକ୍ମନ୍ ସବୁ ମିସର୍ ଦେସ୍ ଚାଡି ଜିବାଇ ବଲି କଇରଇଲା । ଆରି ତାର୍ ମଲା ଗାଗଡ୍ସଙ୍ଗ୍ କାଇଟା କର୍ବାର୍ ଆଚେ ବଲି ସେମନ୍କେ ତିଆରି ରଇଲା ।
23 Por la fe Moisés, recién nacido, fue escondido tres meses por sus padres, pues vieron al niño tan hermoso, y no temieron la orden del rey.
୨୩ମସାର୍ ଆୟାବାବାମନ୍ ତାକର୍ ବିସ୍ବାସର୍ ଲାଗି ଏବ୍ରିଅମନର୍ ପିଲାଟକିକେ ମରାଇବାର୍ ଆଚେ ବଲି ରାଜା ଆଦେସ୍ ଦେଇରଇଲା ମିସା, ସେମନ୍ ମସା ଜନମ୍ ଅଇଲାକେ ତାକେ ତିନ୍ମାସ୍ ଲୁଚାଇକରି ସଙ୍ଗଇଲାଇ । ସେ ଗଟେକ୍ ସୁନ୍ଦର୍ ପିଲା ବଲି ସେମନ୍ ଦେକ୍ଲାଇ । ରାଜା ଆଦେସ୍ କଲାଟାକେ ସେମନ୍ ଡରତ୍ ନାଇ ।
24 Por la fe, Moisés, siendo ya grande, rehusó ser llamado hijo de la hija del Faraón,
୨୪ମସା ତାର୍ ବିସ୍ବାସର୍ ଲାଗି, ସେ ବଡ୍ ଅଇଲାକେ ରାଜାର୍ ଜିଇର୍ ପିଲା ବଲାଇଅଇବାକେ ମନ୍ କରି ନ ରଇଲା ।
25 eligiendo antes padecer aflicción con el pueblo de Dios que disfrutar de las delicias pasajeras del pecado,
୨୫ଚନେକର୍ପାଇ ସାର୍ଦା ଦେବା ପାପ୍ କର୍ବାତେଇଅନି, ପର୍ମେସରର୍ ଲକ୍ମନର୍ ସଙ୍ଗ୍ କସ୍ଟ ଅଇରଇବାଟା ଅଦିକ୍ ନିକ ବଲି ସେ ବାବ୍ଲା ।
26 y juzgando que el oprobio de Cristo era una riqueza más grande que los tesoros de Egipto; porque tenía su mirada puesta en la remuneración.
୨୬ମସିଅର୍ ଲାଗି ଲାଜ୍ପାଇ ମୁର୍ଚିକରି ରଇବାଟା ମିସର୍ ଦେସେଅନି ମିଲାଇରଇବା ବଡ୍ ଦନ୍ ସଁପତିତେଇଅନି ଅଦିକ୍ ନିକଟା ବଲି ସେ ବାବ୍ଲା । ଆଇବା ଦିନ୍ମନ୍କେ ମିଲାଇବା ପୁରୁସ୍କାର୍ଟାନେ ସେ ଆଁକିପାକାଇ ରଇଲା ।
27 Por la fe dejó a Egipto, no temiendo la ira del rey, pues se sostuvo como si viera ya al Invisible.
୨୭ତାର୍ ବିସ୍ବାସର୍ ଲାଗି, ସେବେଲେ ସେ ମିସର୍ଦେସ୍ ଚାଡିଆଇଲା । କାଇକେବଇଲେ, ସେ ରାଜାର୍ ରିସା ଡରେନାଇ । ଆକିସଙ୍ଗ୍ ଦେକି ନାପାର୍ବା ପର୍ମେସର୍କେ ଦେକ୍ଲା ପାରା ସେ ଆରି ସେ ଦେସେ ବାଉଡେନାଇ ।
28 Por la fe celebró la Pascua y la efusión de la sangre para que el exterminador no tocase a los primogénitos ( de Israel ).
୨୮ତାର୍ ବିସ୍ବାସର୍ ଲାଗି ସେ ନିସ୍ତାର୍ ପରବ୍ ମାନ୍ଲା ଆରି ଇସ୍ରାଏଲ୍ ଲକ୍ମନର୍ ରଇବା ଗରର୍ କାପାଟେ, ଗଟେକ୍ ମେଣ୍ଡାପିଲାର୍ ବନି ଚିଚ୍ବାକେ ଆଦେସ୍ ଦେଲା । ସେ ଏନ୍ତାରି କଲାକେ ପର୍ମେସରର୍ ଦୁତ୍ ଇସ୍ରାଏଲ୍ ଲକ୍ମନର୍ ପଣୁଆ ପିଲାମନ୍କେ ମରାଏ ନାଇ ।
29 Por la fe atravesaron el Mar Rojo, como por tierra enjuta, en tanto que los egipcios al intentar lo mismo fueron anegados.
୨୯ଇସ୍ରାଏଲର୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଲଇତ୍ ନାଉଁର୍ ସମ୍ଦୁର୍ ବିତ୍ରେ ସୁକ୍ଲା ବୁଇଁପାରା ଇଣ୍ଡି ଇଣ୍ଡି ଲଙ୍ଗ୍ଲାଇ । ସେମନ୍କେ କେଦି ଆନ୍ତେରଇବା ମିସର୍ ଦେସର୍ ଲକ୍ମନ୍, ସେନ୍ତାରି ଲଙ୍ଗ୍ବାକେ ଚେସ୍ଟା କଲାଇଜେ ସେମନ୍ ସବୁଲକ୍ ବୁଡିଗାଲାଇ । କାଇକେବଇଲେ ଜନ୍ ସମ୍ଦୁରେ ସେମନ୍ ଇଣ୍ଡ୍ବା ବେଲେ ପାନି ଦୁଇବାଗ୍ ଅଇରଇଲା, ପର୍ମେସର୍ ସେ ପାନି ମିସାଇଦେଲା ।
30 Por la fe cayeron los muros de Jericó después de ser rodeados por siete días.
୩୦ଇସ୍ରାଏଲର୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଜିରିକର୍ ପାଚୁରିତେଇ ଆସି ସାତ୍ ଦିନ୍ ଜାକ ତେଇ ବୁଲ୍ଲାକେ ତାର୍ ପାଚୁରି ବସ୍ଲିଗାଲା ।
31 Por la fe, Rahab, la ramera, no pereció con los incrédulos, por haber acogido en paz a los exploradores.
୩୧ଜେରିକର୍ ନଅରେ ରଇବା ରାଆବ୍ ନାଉଁର୍ ଗଟେକ୍ ବେସିଆ ମାଇଜି, ତାର୍ ବିସ୍ବାସର୍ ଲାଗି ପର୍ମେସର୍କେ ନ ମାନିକରି ରଇବା ଲକର୍ ସଙ୍ଗ୍ ମରେନାଇ । ଇସ୍ରାଏଲର୍ କବର୍ ନେବା ଲକ୍ମନ୍ ଲୁଚ୍ତେ ନଅରେ ଆଇଲାବେଲେ ରାଆବ୍ ସେମନ୍କେ ସାଇଜ କଲା ।
32 ¿Y qué más diré? Porque me faltará el tiempo para hablar de Gedeón, de Barac, de Sansón, de Jefté, de David, de Samuel y de los profetas;
୩୨ମୁଇ ଇତି ତେବ୍ବି । କାଇକେବଇଲେ ମୁଇ ଆରି କଇବାଟା ଆରାମ୍ କଲେ, ଗିଦିୟନ୍, ବାରାକ୍, ସାମ୍ସନ୍, ଜେପ୍ତା, ସାମୁଏଲ୍, ଆରି ବବିସତ୍ବକ୍ତାମନର୍ ବିସ୍ବାସ୍ ବିସଇ କାତା ଅଇବାକେ ବେଲା ନ କେଟେ ।
33 los cuales por la fe subyugaron reinos, obraron justicia, alcanzaron promesas, obstruyeron la boca de los leones,
୩୩ତାକର୍ ବିସ୍ବାସର୍ ଲାଗି କେତେକ୍ ଲକ୍ ରାଇଜେ ଜୁଇଦ୍ କରି ଜିତ୍ଲାଇ । ବିନ୍ଲକ୍ମନ୍ ଦରମ୍ ଚଲାଚଲ୍ତିକରି ପର୍ମେସର୍ କାତା ଦେଇରଇବାଟା ମିଲାଇଲାଇ । ସେମନ୍ ବାଦ୍ରା ସିଅଁମନ୍କେ ଆରାଇଲାଇ ।
34 apagaron la violencia del fuego, escaparon al filo de la espada, cobraron fuerzas de su flaqueza, se hicieron poderosos en la guerra y pusieron en fuga a ejércitos enemigos.
୩୪ବିନ୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଜବର୍ ଜଇଲାଚ୍ଲାଇ ମିସା ପଡତ୍ନାଇ, । କାଣ୍ଡାତେଇଅନି ରକିଆ ପାଇଲାଇ । ସେମନ୍ ଦୁର୍ବଲ୍ ରଇଲାଇ । ମାତର୍ ତାକର୍ ବିସ୍ବାସର୍ ଲାଗି ଡାଟ୍ ଅଇଲାଇ । ଜୁଇଦ୍କର୍ବାକେ ବପୁ ଅଇଲାଇ । ସତ୍ରୁମନର୍ ସଇନମନ୍କେ ଆରାଇଲାଇ ।
35 Mujeres hubo que recibieron resucitados a sus muertos; y otros fueron estirados en el potro, rehusando la liberación para alcanzar una resurrección mejor.
୩୫କେତେଟା ମାଇଜିମନ୍ ମିସା ତାକର୍ ବିସ୍ବାସର୍ ଲାଗି ସେମନର୍ କୁଟୁମର୍ ଲକ୍ମନ୍କେ ମଲାତେଇଅନି ଜିବନ୍ ଅଇତେ ମିଲାଇଲାଇ । ବିସ୍ବାସିମନ୍କେ ବନ୍ଦିକରି ନେଲାଇ । ସେମନ୍ ମର୍ବାଜାକ ଦୁକ୍ କସ୍ଟ ପାଇଲେ ମିସା ତାକର୍ ବିସ୍ବାସ୍ ଚାଡତ୍ ନାଇ । ଆଇବା ଦିନ୍ମନ୍କେ ଅଦିକ୍ ନିକ ଜିବନ୍ ପାଇବୁ ବଲି ସେନ୍ତାରି ଅଇକରି ମଲାଇ ।
36 Otros sufrieron escarnios y azotes, y también cadenas y cárceles.
୩୬କେତେ ଲକ୍କେ କିଜାଇଲାଇ, କର୍ଡା ମାରାଇଲାଇ, ବିନ୍ ଲକ୍ମନ୍କେ ବାନ୍ଦିକରି ଜଇଲେ ପୁରାଇଲାଇ,
37 Fueron apedreados, expuestos a prueba, aserrados, muertos a espada; anduvieron errantes, cubiertos de pieles de ovejas y de cabras, faltos de lo necesario, atribulados, maltratados
୩୭ବିନ୍ ଲକ୍ମନ୍କେ ପାକ୍ନା ମାରାଇ ମରାଇଲାଇ, । ଦୁଇପଡାକରି କାଟାଇଲାଇ, କାଣ୍ଡା ସଙ୍ଗ୍ ମାରାଇଲାଇ । କେତେକ୍ ଲକ୍ ତାକର୍ ବିସ୍ବାସ୍ ଚାଡତ୍ନାଇକେ ଅବ୍କା ଚେଲିମେଣ୍ଡା ଚାମ୍ସେ ଲୁଗାର୍ପାଇ ରଇଲା । ସେମନ୍ ବେସି ଅର୍କିତ୍ ରଇଲାଇ । ସେମନ୍କେ ସାଦ୍ବାନ୍ଦ୍ କରି ତାଡ୍ନା କଲାଇ ।
38 —ellos, de quienes el mundo no era digno—, extraviados por desiertos y montañas, en cuevas y cavernas de la tierra.
୩୮ଏ ଜଗତର୍ କାରାପ୍ ଲକ୍ମନ୍, ସେ ଦରମ୍ ଲକ୍ମନର୍ ସଙ୍ଗ୍ ମିସ୍ବାକେ ସମାନ୍ ନ ରଇଲାଇ, ବିନ୍ ବିସ୍ବାସିମନ୍ ନିଜର୍ ଗର୍ଦୁଆର୍ ଚାଡି ଆଜିଜାଇରଇବା ଲକ୍ମନର୍ ପାରା ମରୁବାଲି ବୁଏଁ, ଆରି କୁପ୍ଲିତେଇ ରଇବା ପାଆରେ, ଆରି କଲେ ରଇଲାଇ ।
39 Y todos estos que por la fe recibieron tales testimonios, no obtuvieron la ( realización de la ) promesa,
୩୯ତାକର୍ ବିସ୍ବାସର୍ ଲାଗି ସେମନ୍ ଡାକ୍ପୁଟା ଅଇଲାଇ । ଏଲେମିସା ପର୍ମେସର୍ କାତା ଦେଇରଇବାଟା ସେମନ୍ ମିଲାଅତ୍ ନାଇ ।
40 porque Dios tenía provisto para nosotros algo mejor, a fin de que no llegasen a la consumación sin nosotros.
୪୦କାଇକେବଇଲେ ପର୍ମେସର୍ ଗଟେକ୍ ବେସି ନିକ ଜଜ୍ନା ଆମର୍ପାଇ ଟିକ୍ କଲାଆଚେ । ଆମେ ସେ ଲକ୍ମନର୍ ସଙ୍ଗ୍ ନ ମିସ୍ବାଜାକ, ସେ ସେମନ୍କେ କାତା ଦେଇରଇଲାଟା ସିଦ୍ ନ କରେ ।