< Hechos 18 >
1 Después de esto, Pablo partió de Atenas y se fue a Corinto.
୧ତାର୍ପଚେ ପାଉଲ୍ ଆତେନ୍ସ୍ ଚାଡି କରନ୍ତିଅ ଗାଲା ।
2 donde encontró a un judío, llamado Aquila, natural del Ponto, que poco antes había venido de Italia, con Priscila, su mujer, porque Claudio había ordenado que todos los judíos saliesen de Roma. Se unió a ellos;
୨ତେଇ ପନ୍ତସ୍ତେଇ ଜନମ୍ କରିରଇବା ଆକିଲା ନାଉଁର୍ ଗଟେକ୍ ଜିଉଦିକେ ବେଟ୍ ଅଇଲା । ବଡ୍ ସାସନ୍କାରିଆ କଲଡିଅସ୍, ସବୁ ଜିଉଦିକେ ରମ୍ ଦେସ୍ ଚାଡ୍ବାକେ ଆଦେସ୍ ଦେଇରଇଲା । ସେଟାର୍ପାଇ, ସେ ଅଲପ୍ ଦିନ୍ ଆଗ୍ତୁ ତାର୍ ମାଇଜି ପିରିସ୍କିଲାର୍ ସଙ୍ଗ୍ ଇଟାଲିଅନି ଆସିରଇଲା ।
3 y como era del mismo oficio, hospedose con ellos y trabajaba, porque su oficio era hacer tiendas de campaña.
୩ପାଉଲ୍ ସେମନ୍କେ ବେଟ୍ ଅଇବାକେ ଜାଇ ସେମନର୍ ସଙ୍ଗ୍ ରଇଲା । କାଇକେବଇଲେ ସେ ମିସା ସେମନର୍ ପାରା ତୁମ୍ ତିଆର୍ କରି ଜିଉନାକାଉନା କର୍ତେରଇଲା ।
4 Todos los sábados disputaba en la sinagoga, procurando convencer a judíos y griegos.
୪ଜିଉଦି ଆରି ଗିରିକ୍ ମନ୍ ମାପ୍ରୁକେ ଅଦିକ୍ ବିସ୍ବାସ୍ କରାଇବାକେ, ସବୁ ବିସ୍ରାମ୍ବାରେ ପାର୍ତନା ଗରେ ଆଲ୍ଚନା କର୍ତେ ରଇଲା ।
5 Mas cuando Silas y Timoteo hubieron llegado de Macedonia, Pablo se dio todo entero a la palabra, testificando a los judíos que Jesús era el Cristo.
୫ସିଲା ଆରି ତିମତି ମାସିଦନିଆଇଅନି ବାଉଡି ଆଇଲା ପଚେ ପାଉଲ୍ ଜିଉଦିମନର୍ ଲଗେ ଜିସୁର୍ ସୁବ୍ କବର୍ ଜାନାଇବାକେ ପୁରାପୁରି ବେଲା ଦେଲା ଆରି ଜିସୁକେ ମସିଅ ବଲି ସାକି ଦେଲା ।
6 Y como estos se oponían y blasfemaban, sacudió sus vestidos y les dijo: “Caiga vuestra sangre sobre vuestra cabeza: limpio yo, desde ahora me dirijo a los gentiles”.
୬ମାତର୍ ସେମନ୍ ତାକେ ବିରଦ୍ କରି ତାର୍ କୁଟ୍ ପାଁଚ୍ବାର୍ ଦାର୍ଲାଇ, ସେଟା ବିରଦ୍ କର୍ବା ଇସାବେ, ତାର୍ ବସ୍ତରର୍ ଦୁଲି ପାପ୍ଡିଦେଇ ସେ ସେମନ୍କେ କଇଲା, “ଜଦି ତମେ କୁରୁପ୍ନାସ୍ ଅଇସା, ତେବେ ସେଟାର୍ପାଇ ତମେ ନିଜେ ଦାଇ ଅଇସା । ମୁଇ ଏଟାର୍ପାଇ ଦାଇ ନଇ, ଏବେ ମୁଇ ଜିଉଦି ନଇଲା ଲକ୍ମନର୍ ଲଗେ ଜିବି ।”
7 Y trasladándose de allí entró en casa de uno que se llamaba Ticio Justo, adorador de Dios, cuya casa estaba junto a la sinagoga.
୭ସେଟାର୍ପାଇ ସେ ସେମନ୍କେ ଚାଡି ପର୍ମେସର୍କେ ପାର୍ତନା କର୍ବା ତିତସ୍ ଜୁସ୍ତ ନାଉଁର୍ ଗଟେକ୍ ଜିଉଦି ନଇଲା ଲକର୍ ଗରେ ରଇବାକେ ଗାଲା । ଜୁସ୍ତର୍ ଗର୍ ପାର୍ତନା ଗର୍ ଲଗେ ରଇଲା ।
8 Entretanto, Crispo, jefe de la sinagoga, creyó en el Señor, con toda su casa; y muchos de los corintios que prestaban oídos, creían y se bautizaban.
୮ପାର୍ତନା ଗରର୍ ମୁକିଅ କିରିସ୍ପସ୍ ଆରି ତାର୍ କୁଟୁମର୍ ସବୁ ଲକ୍ ମାପ୍ରୁର୍ତେଇ ବିସ୍ବାସ୍ କଲାଇ ଆରି କରନ୍ତିଅର୍ ଅଦିକ୍ ଅଦିକ୍ ଲକ୍ ପାଉଲର୍ ସିକିଆ ସୁନି ବିସ୍ବାସ୍ କଲାଇ ଆରି ପାନିତେଇବୁଡି ଡୁବନ୍ ନେଲାଇ ।
9 Entonces, el Señor dijo a Pablo de noche en una visión: “No temas, sino habla y no calles;
୯ଗଟେକ୍ ରାତି, ପାଉଲ୍ ଦର୍ସନ୍ ଦେକ୍ଲା । ଦର୍ସନେ ମାପ୍ରୁ ତାକେ କଇଲା, “ଡର୍ ନାଇ, ଜାନାଇତେ ରଅ, ସେଟା ତେବାନାଇ ।
10 porque Yo estoy contigo, y nadie pondrá las manos sobre ti para hacerte mal, ya que tengo un pueblo numeroso en esta ciudad”.
୧୦କାଇକେ ବଇଲେ ମୁଇ ତର୍ ସଙ୍ଗ୍ ଆଚି । କେ ତମ୍କେ କାଇଟା କରି ନାପାରତ୍, କାଇକେବଇଲେ ଏ ନଅରେ ମର୍ ବେସି ଲକ୍ ଆଚତ୍ ।”
11 Y permaneció un año y seis meses, enseñando entre ellos la palabra de Dios.
୧୧ସେଟାର୍ପାଇ ପାଉଲ୍ ପର୍ମେସରର୍ ବାକିଅ ସିକିଆ ଦେଇ, ତେଇ ବର୍ସେକ୍ ଚ ମାସ୍ ଜାକ ରଇଗାଲା ।
12 Siendo Galión procónsul de Acaya, los judíos se levantaron a una contra Pablo y le llevaron ante el tribunal,
୧୨ଗାଲିୟନ୍ ଆକାୟର୍ ରମିଅ ସାସନ୍କାରିଆ ରଇଲା ବେଲେ, ଜିଉଦିମନ୍ ଏକ୍ଜୁଟ୍ଅଇ ପାଉଲ୍କେ ଦାରି ବିଚାର୍ନା ଜାଗାଇ ନେଲାଇ ।
13 diciendo: Este persuade a la gente que dé a Dios un culto contrario a la Ley.
୧୩ସେମନ୍ କଇଲାଇ, “ଏ ଲକ୍ ଆମର୍ ନିୟମ୍ ବିରଦେ ପରମେସର୍କେ ପାର୍ତନା କର୍ବାକେ ଲକ୍ମନ୍କେ ସୁତ୍ରାଇଲାନି ।”
14 Pablo iba a abrir la boca, cuando dijo Galión a los judíos: “Si se tratase de una injusticia o acción villana, razón sería, oh judíos, que yo os admitiese;
୧୪ପାଉଲ୍ କାତା ଅଇବାକେ ଗାଲାବେଲେ, ଗାଲିଅ ଜିଉଦିମନ୍କେ କଇଲା, “ଜଦି ଇତି କାଇ ଦସ୍ ନଇଲେ ଅପ୍ରାଦର୍ ବିସଇ ରଇସି, ତେବେ ତମର୍ ବିସଇ ସମାଲି କରି, ତମର୍ କାତା ସୁନ୍ବାଟା, ମର୍ ଇସାବେ ଟିକ୍ ଅଇସି ।
15 mas si son cuestiones de palabras y de nombres y de vuestra Ley, vedlo vosotros mismos. Yo no quiero ser juez de tales cosas”.
୧୫ମାତର୍ ଏ କାତା ତମର୍ ବିଦିବିଦାନ୍ ଆରି ରିତିନିତିର୍ କାତା ଅଇଲାର୍ ପାଇ, ଏଟା ତମେ ଟିକ୍କର୍ବାଟା ନିକ ଅଇସି । ମୁଇ ଏନ୍ତି ବିଚାର୍ ନ କରି ।”
16 Y los echó de su tribunal.
୧୬ଏନ୍ତି କଇକରି ସେମନ୍କେ ବିଚାର୍ନା ଜାଗାଇଅନି କେଦିଦେଲା ।
17 Entonces todos los griegos asieron a Sóstenes, jefe de la sinagoga, y le golpearon delante del tribunal, sin que Galión hiciera caso de esto.
୧୭ସେମନ୍ ପାର୍ତନା ଗରର୍ ମୁକିଆ ସସ୍ତନସ୍କେ ଦାରି ବିଚାର୍ନା ଜାଗାର୍ ମୁଆଟେ ମାଡ୍ମାର୍ଲାଇ । ମାତର୍ ଗାଲିଅ ସେଟାକେ ମନ୍ଦେଏ ନାଇ ।
18 Pablo, habiéndose detenido aún no pocos días, se despidió de los hermanos y se hizo a la vela hacia Siria, en compañía de Priscila y Aquila, luego de haberse rapado la cabeza en Cencrea, porque tenía un voto.
୧୮ପାଉଲ୍ କରନ୍ତିତେଇ ବିସ୍ବାସି ବାଇମନ୍ ସଙ୍ଗ୍ ବେସି ବେଲା ଜାକ ରଇଲା । ତାର୍ପଚେ ସେମନ୍କେ ଚାଡି ପିରିସ୍କିଲା ଆରି ଆକିଲାର୍ ସଙ୍ଗ୍, ସିରିଆ ଜିବାକେ ପାନିଜାଜେ ବାଟ୍ ଦାର୍ଲାଇ । ସେକେରିଆଅନି ଜିବାଟା ଆରାମ୍ କର୍ବା ଆଗ୍ତୁ ତାକର୍ ଗଟେକ୍ ମାନତ୍ ଇସାବେ ପାଉଲ୍ ମୁଣ୍ଡ୍ କୁରାଇଅଇଲା ।
19 Llegaron a Éfeso, y allí los dejó y se fue, por su parte, a la sinagoga y disputaba con los judíos.
୧୯ସେମନ୍ ଏପିସିସ୍ତେଇ କେଟ୍ଲା ପଚେ ପାଉଲ୍ ପିରିସ୍କିଲା ଆରି ଆକିଲାକେ ପାଟାଇଦେଲା । ତେଇ ସେ ପାର୍ତନା ଗରେ ଜାଇ ଜିଉଦିମନର୍ ସଙ୍ଗ୍ କାତାବାର୍ତା ଅଇଲା ।
20 Y aunque estos le rogaban que se quedase por más tiempo, no consintió,
୨୦ଲକ୍ମନ୍ ତାକେ ଆରି ବେସି ଦିନ୍ ରଇବାକେ କଇଲାଇ, ମାତର୍ ସେ ରାଜି ନଇଲା ।
21 sino que se despidió y dijo: “Otra vez, si Dios quiere, volveré a vosotros”, y partió de Éfeso.
୨୧ଜିବା ବେଲାଇ ସେ ସେମନ୍କେ କଇଲା, “ଜଦି ପରମେସର୍ ମନ୍ କଲେ, ତମର୍ ଲଗେ ବାଉଡି ଆଇବି ।” ତାର୍ ପଚେ ସେ ଏପିସେ ଅନି ଜାଜେ ଚଗି ଗାଲା ।
22 Desembarcó en Cesarea, subió ( a Jerusalén ) a saludar a la Iglesia, y bajó a Antioquía.
୨୨ସେ ସିରିଆ କେଟିକରି ତେଇଅନି ଜିରୁସାଲାମେ ଗାଲା ଆରି ମଣ୍ଡଲିକେ ଜୁଆର୍ ଜାନାଇ ତେଇଅନି ଆନ୍ଟିକିଅ ଗାଲା ।
23 Pasado algún tiempo, salió y recorrió sucesivamente la región de Galacia y Frigia, fortaleciendo a todos los discípulos.
୨୩ତେଇ କେତେ ଦିନ୍ ରଇଲା ପଚେ, ସେ ଆରି ତରେକ୍ ଜିବାଟା ଆରାମ୍ କରି ଗାଲାତିଅ ଆରି ପିରିଜିଆ ବାଟ୍ଦେଇ ଗାଲା । ବାଟେ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ ଅଇରଇବାକେ ସାଆସ୍ ଦେଲା ।
24 Vino a Éfeso cierto judío de nombre Apolo, natural de Alejandría, varón elocuente y muy versado en las Escrituras.
୨୪ସେ ବେଲାଇ ଆଲେକ୍ଜାଣ୍ଡ୍ରିଆଇ ଜନମ୍ ଅଇ ରଇଲା, ଆପଲ୍ ନାଉଁର୍ ଗଟେକ୍ ଜିଉଦି ଏପିସେ ଆଇଲା । ସେ ଗଟେକ୍ ନିମାନ୍ ସଙ୍ଗ୍ କାତାକଉ ଆରି ଦରମ୍ ସାସ୍ତରେ ତାର୍ ବେସି ଗିଆନ୍ ରଇଲା ।
25 Este, instruido acerca del camino del Señor, hablaba en el fervor de su espíritu y enseñaba con exactitud las cosas tocantes a Jesús, pero solo conocía el bautismo de Juan.
୨୫ସେ ମାପ୍ରୁ ଜିସୁର୍ ବାଟ୍ ବିସଇ ସିକିଆ ପାଇରଇଲା ଆରି ଆତ୍ମାଇ ପୁରାପୁରୁନ୍ ଅଇକରି ବେସି ସାର୍ଦା ସଙ୍ଗ୍ ସତ୍ କାତା ବାର୍କରି, ସିକିଆ ଦେଇତେ ରଇଲା । ମାତର୍ କାଲି ଜଅନ ଡୁବନ୍ ଦେବା ବିସଇ ଜାନି ରଇଲା ।
26 Se puso a hablar con denuedo en la sinagoga; mas cuando le oyeron Priscila y Aquila, le llevaron consigo y le expusieron más exactamente el camino de Dios.
୨୬ପାର୍ତନା ଗରେ ସେ ନ ଡର୍ତେ ସିକିଆ ଦେବାକେ ଲାଗ୍ଲା । ତାର୍ ସିକିଆ ସୁନି ପିରିସ୍କିଲା ଆରି ଆକିଲା ତାକର୍ ନିଜର୍ ଗରେ ଡାକିନେଲାଇ ଆରି ତେଇ ପରମେସରର୍ ବାଟ୍ ବିସଇ ଅଦିକ୍ ବୁଜାଇଦେଲାଇ ।
27 Y deseando él pasar a Acaya, le animaron los hermanos y escribieron a los discípulos para que le recibiesen, y cuando hubo llegado, fue de mucho provecho a los que, por la gracia, habían creído;
୨୭ତାର୍ ପଚେ ଆପଲ ଆକାୟା ରାଇଜେ ଜିବାକେ ଟିକ୍ କଲାକେ, ଏପିସର୍ ବିସ୍ବାସି ବାଇମନ୍ ତାକେ ସାଇଜ୍ କଲାଇ ଆରି ତାକେ ସାର୍ଦା ସଙ୍ଗ୍ ଗତିଆ କର୍ବାକେ କଇ ଆକାୟାର୍ ବିସ୍ବାସିମନ୍କେ ଚିଟି ଲେକ୍ଲାଇ । ସେ ତେଇ କେଟିକରି ପରମେସର ଜିବନ୍ ଦୁକାଇଲାକେ ବିସ୍ବାସି ଅଇରଇବା ଲକ୍ମନ୍କେ ବେସି ସାଇଜ କଲା ।
28 porque vigorosamente redargüía a los judíos, en público, demostrando por medio de las Escrituras que Jesús era el Cristo.
୨୮ଜିସୁ ଜେ ମସିଅ, ତାକର୍ ବେସି ଡାଟ୍ ଜୁକ୍ତି, ଦରମ୍ ସାସ୍ତରେଅନି ଜାନାଇ କରି, ଜିଉଦିମନ୍କେ ଆରାଇଲା ।