< Janez 19 >
1 Tedaj Pilat Jezusa vzeme, in biča.
୧ତାର୍ ପଚେ ପିଲାତ୍ ଜିସୁକେ ନେଇ କର୍ଡା ସଙ୍ଗ୍ ମାରା ବଲି ଆଦେସ୍ ଦେଲା ।
2 In vojaki spletó krono s trnja in mu jo denejo na glavo, in oblečejo mu škrlaten plašč,
୨ସନିଅମନ୍ କାଟାର୍ ମୁକୁଟ୍ ତିଆର୍ କରି ଜିସୁର୍ ମୁଣ୍ଡେ ପିନ୍ଦାଇଲାଇ ଆରି ଜାମ୍କଲି ରଙ୍ଗର୍ ପଚିଆ ଗାଗ୍ଡେ ପିନ୍ଦାଇଦେଲାଇ ।
3 In govorili so: Zdrav, kralj Judovski! in bíli so ga po licu.
୩ସେମନ୍ ଜିସୁର୍ ଲଗେ ଆସିକରି କଇଲାଇ “ଏ ଜିଉଦିମନର୍ ରାଜା ଜୁଆର୍! ତୁଇ ବେସି ବରସ୍ ବଁଚ୍!” ବଲି ତାକେ ଚାପଡ୍ ଚାପଡ୍ ମାର୍ଲାଇ ।
4 Pilat pa zopet izide ven, in reče jim: Glej, peljem vam ga ven, da spoznate, da ne nahajam na njem nobene krivice.
୪ପିଲାତ୍ ଆରି ତରେକ୍ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍ମନ୍କେ କଇଲା, “ଦେକା, ଏବେ ମୁଇ ତାକେ ଦସି କର୍ବାକେ କାଇ ବୁଲ୍କଲାଟା ମିଲେନାଇ । ଏଟାର୍ପାଇ ତମର୍ ଲଗେ ଆନ୍ବି । ଜେନ୍ତିକି ତମେ ଜାନ୍ବାର୍ ଆଚେ ।”
5 In Jezus izide ven, noseč trnjevo krono, in škrlatni plašč. In reče jim: Glej, človek!
୫ସେବେଲା ଜିସୁ କାଟାର୍ ମୁକୁଟ୍ ଆରି ଜାମ୍କଲି ରଙ୍ଗର୍ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍ ସେମନ୍କେ କଇଲା, “ଏଦେ ଦେକା! ଏଦେ ସେ ଲକ୍!”
6 Ko ga pa véliki duhovni in služabniki ogledajo, zavpijejo, govoreč: Križaj! križaj! Velí jim Pilat: Vzemite ga vi in križajte; kajti jaz ne nahajam nobene krivice na njem.
୬ତାକେ ଦେକ୍ଲା ଦାପ୍ରେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଆଉଲିଅଇକରି କଇଲାଇ, “ତାକେ କୁରୁସେ ଚଗାଆ! ତାକେ କୁର୍ସେ ଚଗାଆ!” ବଲି । ପିଲାତ୍ କଇଲା, “ତମେ ତାକେ ନେଇକରି କୁର୍ସେ ଚଗାଆ, କାଇକେ ବଇଲେ, ମୁଇ ତାର୍ଟାନେ କାଇ ବୁଲ୍ ମିସା ଦେକିନାଇ ।”
7 Odgovoré mu Judje: Mi imamo postavo, in po postavi našej je dolžen umreti, ker se je sina Božjega naredil.
୭ଜିଉଦି ନେତାମନ୍ ତାକେ କଇଲାଇ, “ଆମର୍ ଗଟେକ୍ ନିୟମ୍ ଆଚେ । ସେ ନିୟମ୍ ଇସାବେ ଏ ମର୍ବାର୍ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍ମେସରର୍ ପିଲା ବଲି ଦାବି କଲାଆଚେ ।”
8 Ko je pa Pilat to besedo slišal, zbojí se bolj.
୮ତେଇ ପିଲାତ୍ ଏ କାତା ସୁନିକରି ଅଦିକ୍ ଡରିଗାଲା ।
9 In vnide zopet v sodnišnico, in reče Jezusu: Odkod si ti? Jezus pa mu ne dá odgovora.
୯ପିଲାତ୍ ଜିସୁକେ ଆରିତରେକ୍ ତାର୍ ମେଡେ ବାଉଡାଇ ନେଇ ପାଚାର୍ଲା, “ତୁଇ କନ୍ତିଅନି ଆସିଆଚୁସ୍?” ମାତର୍ ଜିସୁ ତାକେ ପଦେକ୍ ମିସା କଏନାଇ ।
10 Tedaj mu Pilat reče: Meni ne govoriš? Ne véš li, da imam oblast križati te, in da imam oblast izpustiti te?
୧୦ସେବେଲାଇ ପିଲାତ୍ ତାକେ କଇଲା, “ତୁଇ କାଇ ମର୍ ସଙ୍ଗ୍ କାତା ନ ଅଉସ୍ କି? ତକେ ମୁକ୍ଲାଇବାର୍ ମର୍ ଅଦିକାର୍ ଆଚେ ଆରି କୁର୍ସେ ଚଗାଇବାର୍ ମିସା ମର୍ ଅଦିକାର୍ ଆଚେ । ଏଟା ତୁଇ ନାଜାନୁସ୍ କି?”
11 Jezus odgovorí: Ne imel bi nobene oblasti nad menoj, da ti ni dano od zgorej: za to ima tisti, kteri me je tebi izročil, veči greh.
୧୧ଜିସୁ ତାକେ କଇଲା, “ପର୍ମେସର୍ ତକେ ଦେଲାକେସେ ମର୍ ଉପ୍ରେ ତର୍ ଅଦିକାର୍ ଆଚେ, ମାତର୍ ତର୍ଟାନେ ମକେ ଜେ ସର୍ପି ଦେଲାଆଚେ, ତାର୍ ପାପ୍ ଅଦିକ୍ ଜବର୍ ।”
12 Odsihmal je Pilat gledal, da bi ga izpustil. A Judje so kričali, govoreč: Če tega izpustiš, nisi prijatelj cesarju.
୧୨ଏ କାତା ସୁନି ପିଲାତ୍ ଜିସୁକେ ମୁକ୍ଲାଇବାକେ ଚେସ୍ଟା କଲା । ମାତର୍ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ, “ତୁଇ ଜଦି ଆକେ ମୁକ୍ଲାଇସୁ ବଇଲେ, ସମ୍ରାଟର୍ ମଇତର୍ ନଉଁସ୍ । ଜେ ନିଜ୍କେ ରାଜା ବଲି ଦାବି କର୍ସି, ସେ ତାର୍ ବିରଦେ କଇଲାନି ।”
13 Ko je pa Pilat to besedo slišal, pripelje ven Jezusa, in sede na sodišče, na mesto, ktero se imenuje Litostroton, Hebrejski pa Gabata.
୧୩ପିଲାତ୍ ଜିଉଦି ନେତାମନର୍ଟାନେଅନି ଏ କାତା ସୁନିକରି ଜିସୁକେ ବାର୍କରାଇ ଆନି ପାକ୍ନାଇ ତିଆର୍ ଅଇରଇଲା ବିଚାର୍ କର୍ବା ମଣ୍ଡପେ ବସ୍ଲା । ଜନ୍ଟାକି ଇବ୍ରୁ ବାସାଇ ଗବ୍ବତା ବଲି କଇବାଇ ।
14 Bilo je pa v petek pred Veliko nočjó, okoli šeste ure. In reče Judom: Glej, kralj vaš!
୧୪ସେଦିନେ ନିସ୍ତାର୍ ପରବର୍ ପାଇ ତିଆର୍ ଅଇବା ଦିନ୍ ରଇଲା । ସେଟା ସେଦିନର୍ ଆଡ୍ବେଲାଇ ଅଇ ଆଇତେ ରଇଲା । ଆରି ପିଲାତ୍ ଜିଉଦିନେତାମନ୍କେ କଇଲା, “ଏଦେ ଦେକା! ତମର୍ ରାଜା!”
15 Oni pa zavpijejo: Vzemi, vzemi, križaj ga! Reče jim Pilat: Kralja vašega bom križal? Véliki duhovni odgovoré: Nimamo kralja, razen cesarja.
୧୫ସେବେଲାଇ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ “ତାକେ ମରାଆ! “ତାକେ ମରାଆ! କୁର୍ସେ ଚଗାଆ!” ପିଲାତ୍ ସେମନ୍କେ କଇଲା, “ମୁଇ ତମର୍ ରାଜାକେ କୁର୍ସେ ଚଗାଇବି କି?” ଏଟା ସୁନି ମୁକିଅ ପୁଜାରିମନ୍ କଇଲାଇ, “ସମ୍ରାଟ୍କେ ଚାଡିକରି ଆମର୍ ଆରି କେ ରାଜା ନାଇ ।”
16 Tedaj jim ga izročí, naj ga križajo. Ter vzemó Jezusa in odpeljejo.
୧୬ସାରାସାରି ପିଲାତ୍ ଜିସୁକେ ସେମନର୍ ମନ୍ କଲା ଇସାବେ କୁର୍ସେ ଚଗାଇ ମରାଇବାକେ ସର୍ପିଦେଲା । ତାର୍ପଚେ ସନିଅମନ୍ ଜିସୁକେ ଦାରିଗାଲାଇ ।
17 In noseč križ svoj, izide na mesto, imenovano Črepinjek, ktero se Hebrejski imenuje Golgota.
୧୭ଜିସୁ ତାର୍ ନିଜର୍ କୁର୍ସ ବଇକରି ନଅରର୍ ବାଇରେ ରଇବା କାପାଲ୍ ନାଉଁର୍ ଜାଗାଇ ଗାଲା । ଏବ୍ରି ବାସାଇ ସେ ଜାଗାକେ ଗଲ୍ଗାତା ବଲି କଇବାଇ ।
18 Tu ga razpnó, in ž njim dva druga od ene in druge straní, posredi pa Jezusa.
୧୮ତେଇ ସେମନ୍ ଜିସୁକେ କୁର୍ସେ ଚଗାଇଲାଇ । ତାର୍ ସଙ୍ଗ୍ ଦୁଇ ଲକ୍କେ ମିସା କୁର୍ସେ ଚଗାଇଲାଇ । ଦୁଇ ଲକ୍କେ ଦୁଇବାଟେ ଚଗାଇ ଜିସୁକେ ମଜାଇ କଲାଇ ।
19 Napisal je pa Pilat, tudi napis, in del ga je na križ; bilo je pa pisano: Jezus Nazarečan kralj Judovski.
୧୯ଆରି ପିଲାତ୍ ନିଜେ ଗଟେକ୍ ବରଡ୍ ଲେକି କୁର୍ସେ ଅଲାଇବାକେ ଆଦେସ୍ ଦେଲା । ସେ ବରଡ୍ତେଇ ନାଜରିତିୟ ଜିସୁ, ଜିଉଦିମନର୍ ରାଜା ବଲି ଲେକିରଇଲା ।
20 Ta napis je torej veliko Judov bralo, ker je bil kraj, kjer so Jezusa razpeli, blizu mesta; in bilo je pisano Hebrejski, Grški, Latinski.
୨୦ଜିସୁକେ ଜନ୍ ଜାଗାଇ କୁର୍ସେ ଚଗାଇ ରଇଲାଇ, ସେଟା ଗଡେ ଅନି ବେସି ଦୁର୍ ନ ରଇଲା । ସେ ବର୍ଡେ ଏବ୍ରି ବାସାଇ, ଲାଟିନ୍ ବାସାଇ ଆରି ଗିରିକ୍ ବାସାଇ ଲେକାଅଇରଇଲା । ବେସି ଲକ୍ମନ୍ ତେଇ ଲେକ୍ଲାଟା ପଡ୍ଲାଇ ।
21 Pravili so torej véliki duhovni Judovski Pilatu: Ne piši: Kralj Judovski; nego, da je sam rekel: Kralj sem Judovski.
୨୧ସେବେଲା ଜିଉଦିମନର୍ ମୁକିଅ ପୁଜାରିମନ୍ ପିଲାତ୍କେ କଇଲାଇ “ଜିଉଦିମନର୍ ରାଜା ବଲି ନ ଲେକି, ସେ ନିଜେ ମୁଇ ଜିଉଦିମନର୍ ରାଜା ବଲି କଇଲା ପାରା ଲେକ୍ ।”
22 Pilat odgovorí: Kar sem pisal, pisal sem.
୨୨ପିଲାତ୍ କଇଲା “ନାଇ ମୁଇ ଜନ୍ଟା ଲେକ୍ଲି ଆଚି ସେଟା ଆରି ନ ବାଦ୍ଲାଇ ।”
23 Vojaki pa, ko so bili Jezusa razpeli, vzemó obleko njegovo, (in napravijo štiri dele, vsakemu vojaku del, ) in suknjo. A suknja ni bila šivana, nego od vrha vsa iztkana.
୨୩ଜିସୁକେ କୁର୍ସେ ଚଗାଇଲା ପଚେ, ଚାର୍ଟା ସନିଅମନ୍ ତାର୍ ପଚିଆ ନେଇ ଚାରି ବାଗ୍ କଲାଇ । ସବୁ ସନିଅମନ୍କେ ଗଟେକ୍ ଗଟେକ୍ ବାଗ୍ ମିଲ୍ଲା । ସେମନ୍ ଜିସୁ ଉପ୍ରେ ପିନ୍ଦ୍ବା ବସ୍ତର୍ ମିସା ବେଟ୍ଲାଇ । ସେ ବସ୍ତର୍ ସିଲାଇ ନ ଅଇ ଉପ୍ରେଅନି ତଲେ ଜାକ ଗଟେକ୍ସେ ରଇଲା ।
24 Za to rekó med seboj: Trgali je ne bomo, nego srečkajmo za njo, čegava bo; da se izpolni pismo, ktero pravi: "Razdelili so obleko mojo med seboj, in za oblačilo moje so vrgli kocko." In vojaki storé tako.
୨୪ସେଟାର୍ପାଇ ସେମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ । “ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍ବାକେ କେଡ୍ ପୁଟାଉଁ ।” ଜେନ୍ତିକି ସାସ୍ତରେ ଲେକାଅଇଲା କାତା ସିଦ୍ ଅଇବାକେ ଏନ୍ତି ଅଇଲା । “ମର୍ ପଚିଆ ସେମନ୍ ନିଜର୍ ନିଜର୍ ବିତ୍ରେ ବାଟା କଲାଇ, ଆରି ମୁଇ ପିନ୍ଦ୍ବା ପଚିଆର୍ ପାଇ କେଡ୍ପୁଟାଇଲାଇ ।” ସେଟାସେ ସନିଅମନ୍ କଲାଇ ।
25 Stale so pa pri križu Jezusovem mati njegova in sestra matere njegove Marija Kleopova, in Marija Magdalena.
୨୫ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ ।
26 Ko pa ugleda Jezus mater, in učenca, da stojí, kterega je ljubil, reče materi svojej: Žena, glej, sin tvoj!
୨୬ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, “ଏଦେ ଦେକା! ତର୍ ପଅ!”
27 Po tem reče učencu: Glej, mati tvoja! In od tega časa jo je vzel učenec k sebi.
୨୭ତାର୍ ପଚେ ସେ ସିସ୍କେ କଇଲା “ଏଦେ ଦେକା! ତର୍ ଆୟା!” ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।
28 Po tem, vedoč Jezus, da je uže vse dopolnjeno, da se izpolni pismo, reče: Žejen sem!
୨୮ଏତ୍କି ବିତ୍ରେ ଜିସୁ ସବୁ ବିସଇ ପୁରାପୁରୁନ୍ ଅଇଲାଟା ଜାନିପାର୍ଲା, ମାତର୍ ସାସ୍ତରର୍ ବବିସତ୍ କାତା ପୁରା କର୍ବାପାଇ ସେ କଇଲା “ମକେ ସସ୍ କଲାନି ।”
29 Stala je pa tam posoda polna octa; in oni napolnijo gobo z octom, in ovijejo jo okoli izopa, ter mu pritaknejo k ustom.
୨୯ତେଇ ଗଟେକ୍ ନକିଟାନେ ଚପ୍ରା ଅଙ୍ଗୁର୍ ରସ୍ ରଇଲା । ସନିଅମନ୍ ଗଟେକ୍ ସୁତାର୍ ଗର୍ଣ୍ଡା ଚବାଲ୍ଲାଇ ଆରି ଡେଙ୍ଗ୍ ସୁଲ୍ଡାଙ୍ଗ୍ ଟିପେ ବାନ୍ଦି ଜିସୁର୍ ଟଣ୍ଡ୍ଲଗେ ଲାମାଇଦେଲାଇ ।
30 Ko je pa Jezus ocet okusil, reče: Dopolnjeno je! in nakloni glavo, in izročí duha.
୩୦ଜିସୁ ସେଟା କାଇକରି “ସାରିଗାଲାବେ!” ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।
31 Judje pa, da ne ostane truplo v soboto na križu, ker je bil petek, (bil je namreč ta dan sobotni velik.) zaprosijo Pilata, naj jim goleni prebijejo, in jih snemejo.
୩୧ସେଦିନ୍ ନିସ୍ତାର୍ ପରବର୍ ନିଉତା ଦିନ୍ ରଇଲାଜେ, ମଲା ଗାଗଡ୍ କୁର୍ସ ଉପ୍ରେ ନ ରଏ, କାଇକେବଇଲେ ସେ ଦିନ୍ ବିସ୍ରାମ୍ବାରର୍ ସୁକଲ୍ ଦିନ୍ ରଇଲା । ସେଟାର୍ପାଇ କୁର୍ସେ ରଇବା ତିନ୍ଲକର୍ ଗଡ୍ ବାଙ୍ଗାଇକରି ବିନ୍ ଜାଗାଇ ନେଅତ୍ ବଲି ଜିଉଦିଲକ୍ମନ୍ ପିଲାତ୍କେ ଗୁଆରି କଲାଇ ।
32 Vojaki torej pridejo in prebijejo prvemu goleni in drugemu, kteri je bil ž njim križan.
୩୨ସେଟାର୍ପାଇ ସନିଅମନ୍ ଜାଇ ଜିସୁର୍ ସଙ୍ଗ୍ ଚଗାଇଅଇରଇବା ଆରି ଦୁଇଲକର୍ ଗଡ୍ ବାଙ୍ଗାଇଦେଲାଇ ।
33 Ko pa pridejo do Jezusa, in vidijo, da je uže umrl, ne polomijo mu goleni:
୩୩ମାତର୍ ଜେଡେବେଲା ସେମନ୍ ଜିସୁର୍ ଲଗେ ଆସି ଦେକ୍ଲାଇଜେ, ସେ ମରିଜାଇରଇଲା । ସେଟାର୍ପାଇ ସେମନ୍ ତାର୍ ଗଡ୍ ବାଙ୍ଗାଅତ୍ ନାଇ ।
34 Nego eden od vojakov mu prebode s sulico rebra, in precej izide kri in voda.
୩୪ମାତର୍ ଗଟେକ୍ ସନିଅ ଚେଲ୍ ସଙ୍ଗ୍ ତାର୍ ପାଞ୍ଜ୍ରା ତଲେ ବୁସ୍ଲା ଦାପ୍ରେ ବନି ଆରି ପାନି ବାରଇଲା ।
35 In ta, ki je videl, priča, in pričanje njegovo je resnično, in on vé, da govori resnico, da boste vi verovali.
୩୫ଏଟା ଜେ ଦେକି ରଇଲା, ସେ ଏ ସାକି ଦେଲାଆଚେ । (ସେଟାର୍ ପାଇ ତମେ ମିସା ବିସ୍ବାସ୍ କରା । ତାର୍ ସାକିଦେଲାଟା ସତ୍ସେ । ଆରି ସେ ସତ୍କାତା କଇଲା ଆଚେ ବଲିକରି ନିଜେ ବିସ୍ବାସ୍ କର୍ସୁ ।)
36 Zgodilo pa se je to, da se izpolni pismo: "Kost njegova se ne bo prelomila."
୩୬କାଇକେବଇଲେ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇବାପାଇ ବଲି ଏ ସବୁ ବିସଇ ଗଟ୍ଲା, “ତାର୍ ଗଟେକ୍ ଆଡ୍ ମିସା ନ ଚିଲ୍ପେ ।”
37 In zopet drugo pismo pravi: "Pogledali bodo, kterega so prebodli."
୩୭ପର୍ମେସରର୍ ସାସ୍ତରେ ଆରି ଗଟେକ୍ ବାକିଅ ଏନ୍ତାରି ଆଚେ ଜାକେ ସେମନ୍ ବୁସ୍ଲାଇଆଚତ୍, ତାକେ ଦେକ୍ବାଇ ଆରି ତାର୍ ବାଟେସେ ଦେକ୍ତେ ରଇବାଇ ।
38 Po tem pa zaprosi Pilata Jožef iz Arimateje, (ker je bil učenec Jezusov, to da skrivaj za voljo strahú Judovskega, ) da bi snel truplo Jezusovo: in Pilat dovoli. Ter pride in sneme truplo Jezusovo.
୩୮ଏ ସବୁ ଗଟ୍ନା ଅଇଲା ପଚେ ଆରାମାତିଆ ଗଡର୍ ଜସେପ୍ ନାଉଁର୍ ଗଟେକ୍ ଲକ୍ ପିଲାତ୍କେ ଜିସୁର୍ ଗାଗଡ୍ ମାଙ୍ଗ୍ଲା । ଜସେପ୍ ଜିସୁର୍ ସିସ୍ ରଇଲା । ମାତର୍ ସେ ଜିଉଦି ନେତାମନ୍କେ ଡରିକରି ଜାନାଇ ନ ଅଇ ରଇତେ ରଇଲା । ପିଲାତ୍ ଜସେପ୍କେ ଜିସୁର୍ ଗାଗଡ୍ ନେ ବଇଲାକେ, ସେ ଜିସୁର୍ ମଲାଗାଗଡ୍ ଦାରି ଗାଲା ।
39 Pride pa tudi Nikodem, (kteri je bil poprej po noči prišel k Jezusu, in prinese z miro pomešane aloje kakih sto funtov.
୩୯ନିକଦିମ ମିସା ଜସେପର୍ ସଙ୍ଗ୍ ଗାଲା । ଏ ନିକଦିମ ଗଟେକ୍ ରାତି ଜିସୁକେ ମିସ୍ବାର୍ ଜାଇରଇଲା । ସେ ଜିସୁର୍ ଗାଗ୍ଡେ ଲାଗାଇବାକେ ଗନ୍ଦ୍ରସ୍ ଆରି ଅଙ୍ଗୁର୍ ମିସାଇଲା ବାସ୍ନା ଚିକନ୍ ତିରିସ୍ କେଜି ଆନିରଇଲା ।
40 In vzemeta truplo Jezusovo, in zavijeta ga v prte z dišavami vred, kakor imajo Judje navado pokopavati.
୪୦ସେମନ୍ ଦୁଇ ଲକ୍ ମିସିକରି ଜିଉଦିମନର୍ ରିତିନିତି ଇସାବେ ଜିସୁର୍ ଗାଗଡ୍ ନେଇ ବାସ୍ନା ଦିନ୍ସୁ ସଙ୍ଗ୍, ଡେଙ୍ଗ୍ ପଚିଆ ଗୁଡିଆଇ ଦେଲାଇ ।
41 Bil je pa na mestu, kjer je bil križan, vrt, in na vrtu nov grob, v kterega še nikoli nobeden ni bil položen.
୪୧ତାକେ ଜନ୍ ଜାଗାଇ କୁର୍ସେ ଚଗାଇ ରଇଲାଇ, ସେ ଜାଗାଇ ଗଟେକ୍ ବାଡ୍ ରଇଲା । ଆରି ସେ ବାଡେ ମଲା ଲକ୍ମନ୍କେ ସଙ୍ଗଇବାକେ ଗଟେକ୍ ନୁଆ ପାଆର୍ ରଇଲା । ସେ ପାଆରେ କେବେ ମିସା କାକେ ନ ସଙ୍ଗଇ ରଇଲାଇ ।
42 Tu torej, za voljo petka Judovskega, ker je bil grob blizu, položita Jezusa.
୪୨ବିସ୍ରାମ୍ ବାରର୍ ନିଉତା ଦିନ୍ ଅଇରଇଲା ଆରି ସେ ପାଆର୍ ଲଗେ ରଇଲା ଜେ, ସେମନ୍ ଜିସୁର୍ ଗାଗଡ୍ ନେଇକରି ସେ ପାଆରେ ସଙ୍ଗଇଦେଲାଇ ।