< Janez 13 >

1 Torej pred praznikom pashe, ko je Jezus spoznal, da je prišla njegova ura, da naj bi odšel s tega sveta k Očetu in ker je ljubil svoje, ki so bili na svetu, jih je ljubil do konca.
ନିସ୍‌ତାର୍‌ ପରବର୍‌ ଆଗ୍‌ତୁର୍‌ ଦିନ୍‌ ଅଇରଇଲା । ଜିସୁ, ଏ ଜଗତ୍‌ ଚାଡି ବାବା ପର୍‌ମେସରର୍‌ ଲଗେ ଜିବାକେ ତାର୍‌ ବେଲା କେଟ୍‌ଲାବେ ବଲି ଜାନିରଇଲା । ଦୁନିଆଇ ରଇବା ତାର୍‌ ସବୁ ଲକ୍‌ମନ୍‌କେ ସାରାସାରି ଜାକ ବେସି ଆଲାଦ୍‌ କର୍‌ତେର‍ଇଲା ।
2 In ko se je večerja končala, je torej hudič Judu Iškarijotu, Simonovemu sinu, v srce položil, da ga izda.
ସେଦିନର୍‌ ରାତି ଜିସୁ ଆରି ତାର୍‌ ସିସ୍‌ମନ୍‌ କାଇବାକେ ବସିରଇଲାଇ । ଜିସୁକେ ବିସ୍‌ବାସେ ବିସ୍‌ ଦେଲାପାରା କରାଇବା ଚିନ୍ତା, ସଇତାନ୍‍ ସିମନ୍‌ ଇସ୍‌କାରିୟତର୍‌ ପିଲା ଜିଉଦାର୍‌ ମନେ ପୁରିକରି ଦେଲା ।
3 Ker je Jezus vedel, da je Oče vse stvari dal v njegove roke in da je prišel od Boga in odšel k Bogu,
ବାବା ପର୍‌ମେସର୍‌, ତାକେ ସବୁ ବିସଇର୍‌ ଅଦିକାର୍‌ ଦେଇ ଆଚେ, ସେ ପର୍‌ମେସରର୍‌ ଟାନେଅନି ଆସିଆଚେ ଆରି ତାର୍‌ ଲଗେସେ ଜାଇସି, ବଲି ଜିସୁ ସବୁ ବିସ‍ଇ ଜାନିରଇଲା ।
4 se dvigne od večerje in odloži svoje obleke in vzame brisačo ter se opaše.
ତେବର୍‌ପାଇ ସେ କାଇବା ଜାଗାଇଅନି ଉଟିକରି ଅଡି ରଇବା ବସ୍‌ତର୍‌ ବେଟି ସଙ୍ଗଇ, ଆଁଟାଇ ଗଟେକ୍‌ ତୁଆଲ୍‌ ବାନ୍ଦିଅଇଲା ।
5 Nató vlije vodo v umivalnik in začne učencem umivati stopala ter jih brisati z brisačo, s katero je bil opasan.
ତାର୍‌ ପଚେ ସେ ଗଟେକ୍‌ ମୁତାଇ ପାନିନେଲା ଆରି ନିଜର୍‌ ସିସ୍‌ମନର୍‌ ପାଦ୍‌ ଦଇକରି ବାନ୍ଦିଅଇଲା ତୁଆଲ୍‌ ବେଟି ପୁଚି ଦେବାର୍‌ ଦାର୍‌ଲା ।
6 Potem pride k Simonu Petru in Peter mu reče: »Gospod, ti mi umivaš moja stopala?«
ଜେଡେବେଲେ ଜିସୁ ସିମନ୍‌ ପିତରର୍‌ ଲଗେ ଆଇଲା, ପିତର୍‌ ତାକେ କଇଲା, “ମାପ୍‌ରୁ ତମେ ମର୍‌ ପାଦ୍‌ ଦଇସା କି?”
7 Jezus je odgovoril in mu rekel: »Kar delam, ti sedaj ne veš, toda spoznal boš pozneje.«
ଜିସୁ ତାକେ କ‍ଇଲା, “ମୁଇ ଏବେ ଜାଇଟା କଲିନି, ସେଟା ତମେ ବୁଜି ନାପାରାସ୍‌, ମାତର୍‌ ପଚେ ବୁଜ୍‌ସା ।”
8 Peter mu reče: »Nikoli ne boš umival mojih stopal.« Jezus mu je odgovoril: »Če te ne umijem, nimaš deleža z menoj.« (aiōn g165)
ପିତର୍‌ ତାକେ ମନାକରି କଇଲା, “ନିଚୁ, ତମେ ମର୍‌ ପାଦ୍‌ ଦୁଆନାଇ ।” ଜିସୁ ତାକେ କଇଲା, “ମୁଇ ଜଦି ତର୍‌ ପାଦ୍‌ ନ ଦଇଲେ, କେବେ ମିସା ମର୍‌ ସିସ୍‌ ଅଇ ନାପାରୁସ୍‌ ।” (aiōn g165)
9 Simon Peter mu reče: »Gospod, ne samo mojih stopal, temveč tudi moje roke in mojo glavo.«
ସିମନ୍‌ ପିତର୍‌ ତାକେ କଇଲା, “ମାପ୍‌ରୁ ସେନ୍ତାର୍‌ଆଲେ କାଇକେ ମର୍‌ ପାଦ୍‌ସେ ଦଇ ଦେଇସୁ? ମର୍‌ ମୁଣ୍ଡ୍ ଆରି ଆତ୍‌ ମିସା ଦଇଦିଆସ୍‌ ।”
10 Jezus mu reče: »Kdor je umit, se mu razen svojih stopal ni treba umiti, ampak je čist vsak delček; in vi ste čisti, toda ne vsi.«
୧୦ଜିସୁ ପିତର୍‌କେ କଇଲା, “ଜନ୍‌ ଲକ୍‌ମନ୍‌ ଗାଦଇ ସାରିଆଚତ୍‌, ସେମନ୍‌ ପୁରାପୁରୁନ୍‌ ସୁକଲ୍‌ । ପାଦ୍‌ ଦଇବାଟା ଚାଡି, କାଇଟା ଦଇବାର୍‌ ଲଡାନାଇ । ଗଟେକ୍‌ ଲକ୍‌କେ ଚାଡି, ତମେ ସବୁଲକ୍‌ ସୁକଲ୍‌ ଆଚାସ୍‌ ।”
11 Kajti vedel je, kdo naj bi ga izdal, zato je rekel: »Niste vsi čisti.«
୧୧କାଇକେ ବଇଲେ ଜନ୍‌ ସିସ୍‌ ଜିସୁକେ ସତ୍‌ରୁମନ୍‍କେ ଦାରାଇଦେଇସି ତାକେ ଜିସୁ ଜାନି ରଇଲା । ସେଟାର୍‌ ପାଇ ସେ ଗଟେକ୍‌ ଲକ୍‌କେ ଚାଡି ସବୁଲକ୍‌ ସୁକଲ୍‌ ଆଚାସ୍‌ ବଲି କଇଲା ।
12 Torej potem, ko jim je umil njihova stopala in vzel svoje obleke ter se ponovno usedel, jim je rekel: »Ali veste, kaj sem vam storil?
୧୨ଜିସୁ ସିସ୍‌ମନର୍‌ ପାଦ୍‌ ଦଇଲା ପଚେ ବେଟିର‍ଇଲା ବସ୍‌ତର୍‌ ପିନ୍ଦିକରି ବସି ସେମନ୍‌କେ ପାଚାର୍‌ଲା, “ଏବେ ମୁଇ ତମର୍‌ ପାଇ କଲା କାମ୍‌ ବୁଜ୍‌ଲାସ୍‌ନି କି?”
13 Vi me kličete Učitelj in Gospod, in pravilno govorite, kajti to sem.
୧୩ଆରି ସେ କଇଲା, “ତମେ ମକେ ଗୁରୁ ଆରି ମାପ୍‌ରୁ ବଲି ଡାକ୍‌ଲାସ୍‌ନି, ସେଟା ଟିକ୍‌ସେ । କାଇକେ ବଇଲେ ଗୁରୁ ଆରି ମାପ୍‌ରୁ ମୁଇସେ ।”
14 Če sem vam torej jaz, vaš Gospod in Učitelj, umil vaša stopala, morate tudi vi drug drugemu umivati stopala.
୧୪ମୁଇ ତମର୍‌ ଗୁରୁ ଆରି ମାପ୍‌ରୁ ଅଇକରି, ତମର୍‌ ପାଦ୍‌ ଦଇଦେଲି ଆଚି ବଇଲେ ତମେ ମିସା ତମର୍‌ ତମର୍‌ ବିତ୍‌ରେ ପାଦ୍‌ ଦଇବାର୍‌ ଆଚେ ।
15 Kajti dal sem vam zgled, da bi tudi vi delali tako, kakor sem vam storil jaz.
୧୫ମୁଇ ଏଟା ତମର୍‌ ପାଇ ଗଟେକ୍‌ ଉଦାଅରଣ୍‌ ପାରା କଲିଆଚି, ତମେ ମିସା ବିନ୍‌ ଲକ୍‌ମନ୍‌କେ ଏନ୍ତି କରା ।
16 Resnično, resnično, povem vam: ›Služabnik ni večji kakor njegov gospodar; niti kdor je poslan, ni večji kakor tisti, ki ga je poslal.
୧୬ମୁଇ ତମ୍‌କେ ସତ୍‌ କାତା କଇଲିନି, ଗତିଦାଙ୍ଗ୍‌ଡା ନିଜର୍‌ ସାଉକାରର୍‌ ତେଇଅନି ବଡ୍‌ ନଏଁ । ଆରି କବର୍‌ ନେଉଁ କବର୍‌ ପାଟାଇଲା ଲକର୍‌ତେଇଅନି ବଡ୍‌ ନଏଁ ।
17 Če poznate te stvari, ste srečni, če jih izvršujete.
୧୭ଜଦି ତମେ ଏ ସବୁ ବିସଇ ଜାନିଆଚାସ୍‌, ଆରି ସେ ଇସାବେ କର୍‌ସା ବଇଲେ ବେସି ସାର୍‌ଦା ଅଇସା ।
18 Ne govorim o vas vseh. Vem, katere sem izbral, toda da bi se lahko izpolnilo pismo: ›Kdor jé kruh z menoj, je dvignil svojo peto zoper mene.‹
୧୮ମୁଇ ତମର୍‌ ସବୁ ଲକର୍‌ ବିସଇ ନେଇକରି କଇନାଇ, ଜନ୍‌ ଲକ୍‌ମନ୍‌କେ ବାଚି ଆଚି, ସେମନ୍‌ କେନ୍ତି ବଲି ଜାନିଆଚି । ମାତର୍‌ ସାସ୍‌ତରେ ଲେକା ଅଇଲା କାତା ସିଦ୍‌ ଅଇବାକେ ଏନ୍ତି ଗଟ୍‍ନା ଅଇଲାନି । ସାସ୍‌ତରେ ଲେକା ଅଇଲା ଆଚେ ଜେ ମର୍‌ ସଙ୍ଗ୍‌ କାଇଲାନି ସେ ମର୍‌ ବିରଦେ ଉଟ୍‌ସି ।
19 Sedaj vam pravim, preden pride, da ko se zgodi, boste lahko verovali, da jaz sem.
୧୯ଏବେ ଏ ଗଟ୍‍ନା ଅଇବା ଆଗ୍‌ତୁସେ ମୁଇ ତମ୍‌କେ ଏ କାତା କଇଲିନି । ଜେଡେବେଲା ଏ ଗଟ୍‍ନା ଗଟ୍‌ସି, ତମେ ମୁଇ ମସିଅ ବଲି ବିସ୍‌ବାସ୍‌ କର୍‌ସା ।
20 Resnično, resnično, povem vam: ›Kdor sprejme, kogarkoli jaz pošljem, sprejme mene; in kdor sprejme mene, sprejme tistega, ki me je poslal.‹«
୨୦“ତମ୍‌କେ ସତ୍‌ କାତା କଇଲିନି, ଜନ୍‌ ଲକ୍‌ମନ୍‌ ମର୍‌ କବର୍‌ ନେବା ଲକ୍‌ମନ୍‌କେ ନାମ୍‌ବାଇ, ସେମନ୍‌ ମକେ ମିସା ନାମ୍‌ବାଇ, ଆରି ମକେ ପାଟାଇଲା ପର୍‌ମେସର୍‌କେ ମିସା ନାମ୍‌ବାଇ ।”
21 Ko je Jezus tako rekel, je bil v duhu vznemirjen in pričeval ter rekel: »Resnično, resnično, povem vam, da me bo eden izmed vas izdal.«
୨୧ଜିସୁ ଏ ସବୁ କାତା କଇସାରାଇଲା ପଚେ, ଆତ୍‌ମାଇ ବାୟାବିକଲ୍‌ ଅଇ ପୁଟ୍‌କାର୍‌ କରି କଇଲା, “ମୁଇ ତମ୍‌କେ ସତ୍‌ କାତା କଇଲିନି, ତମର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ମକେ ବିସ୍‌ବାସେ ବିସ୍‌ ଦେଲାପାରା କର୍‌ସି ।”
22 Potem so učenci pogledali drug na drugega, dvomeč, o kom je govoril.
୨୨ସେ ଏ କାତା, କାର୍‌ ବିସଇ ନେଇକରି କଇଲାନି ବଲି ସିସ୍‌ମନ୍‌ ବୁଜିନାପାରି ନିଜର୍‌ ନିଜର୍‌ ବିତ୍‌ରେ ଆର୍‌ ମୁଏ ସେ ତାର୍‌ ମୁଏ ଏ, ଦେକାଦେକି ଅଇବାର୍‌ ଦାର୍‌ଲାଇ ।
23 Torej na Jezusovo naročje je bil naslonjen eden izmed njegovih učencev, ki ga je Jezus ljubil.
୨୩ଜିସୁର୍‌ ସିସ୍‌ମନର୍‌ ବିତ୍‌ରେଅନି ଜଅନ୍‌, ଜାକେକି ଜିସୁ ମୁକିଅ ଇସାବେ ଆଲାଦ୍‌ କର୍‌ତେ ରଇଲା, ସେ ଜିସୁର୍‌ ଲଗେ ବସିକରି କାଇତେ ରଇଲା ।
24 Simon Peter mu je torej dal znamenje, da naj vpraša, kdo bi bil ta, o katerem je govoril.
୨୪ସିମନ୍‌ ପିତର୍‌ ଜଅନ୍‌କେ ସଗିଆ କରି କଇଲା, “ସେ କାର୍‌ ବିସଇ ନେଇକରି କଇଲାନି, ତାକେ ପାଚାର୍‌ ।”
25 On mu potem, ležeč na Jezusovih prsih, reče: »Gospod, kdo je ta?«
୨୫ସେଟାର୍‌ ପାଇ ଜଅନ୍‌ ଜିସୁର୍‌ ଉପ୍‌ରେ ଆଉଜି ଅଇକରି ପାଚାର୍‌ଲା, “ଏ ମାପ୍‌ରୁ, ସେ ଲକ୍‌ କେ?”
26 Jezus je odgovoril: »To je tisti, ki mu bom dal grižljaj, ko ga bom pomočil.« In ko je grižljaj pomočil, ga je dal Judu Iškarijotu, Simonovemu sinu.
୨୬ଜିସୁ କ‍ଇଲା, “ମୁଇ ଏ ରୁଟି ଜଲେ ଚବାଲି ଜାକେ ଦେବି, ସେ ଲକ୍‌ ସେ ।” ସେବେଲେ ସେ ରୁଟି ଜଲେ ଚବାଲି କରି ସିମନ୍‌ ଇସ୍‌କାରିୟତର୍‌ ପିଲା ଜିଉଦାକେ ଦେଲା ।
27 In po grižljaju je vanj vstopil Satan. Tedaj mu je Jezus rekel: »To, kar delaš, stôri hitro.«
୨୭ଇସ୍‌କାରିୟତ୍‌ ଜିଉଦା ରୁଟି ମାଙ୍ଗ୍‌ଲା ଦାପ୍‌ରେ ସଇତାନ୍‌ ତାର୍‌ ମନ୍‌ ବିତ୍‌ରେ ଜାଇକରି ଚାଲାଇବାର୍‌ ଦାର୍‌ଲା । ଜିସୁ ସେ ବେଲାଇ ତାକେ କଇଲା, “ତୁଇ ଜାଇଟା କର୍‌ବାକେ ଗାଲୁସ୍‌ନି ବେଗି କର୍‌ ।”
28 Torej noben človek pri mizi ni vedel, za kakšen namen mu je to rekel.
୨୮ଜିସୁ ଏ କାତା ଇସ୍‌କାରିୟତ୍‌ ଜିଉଦାକେ କାଇକେ କଇଲା, ତେଇ କାଇବାକେ ବସି ରଇଲା ଲକ୍‌ମନର୍‌ ବିତ୍‌ରେଅନି କେମିସା, ବୁଜି ନାପାର୍‌ଲାଇ ।
29 Kajti nekateri izmed njih so mislili, ker je imel Juda mošnjo, da mu je Jezus rekel: »Kupi te stvari, ki jih potrebujemo za praznik, « ali da naj bi nekaj dal ubogim.
୨୯ଇସ୍‌କାରିୟତ୍‌ ଜିଉଦାର୍‌ ଲଗେ ଡାବୁ ପେଡି ରଇଲାଜେ କେତେଟା ସିସ୍‌ମନ୍‌ ପାଚାର୍‌ଲାଇ, “ପରବ୍‌ ପାଇ କାଇକାଇଟା ଦର୍‌କାର୍‌ ଆଚେ, ସେଟାର୍‌ପାଇ ନଇଲେ ଗରିବ୍‌ ଲକ୍‌ମନ୍‌କେ ଦାନ୍‌ଦେବାକେ ଜିସୁ ତାକେ କଇଲାଆଚେ ।”
30 Potem ko je prejel grižljaj, je takoj odšel ven; bila pa je noč.
୩୦ତାର୍‌ ପଚେ ଇସ୍‌କାରିୟତ ଜିଉଦା ରୁଟି ମାଙ୍ଗି ଦାପ୍‌ରେ ବାରଇକରି ଉଟିଗାଲା । ସେ ବେଲେ ରାତି ଅଇରଇଲା ।
31 Torej ko je odšel ven, je Jezus rekel: »Sedaj je Sin človekov proslavljen in Bog je proslavljen v njem.
୩୧ଇସ୍‌କାରିୟତ୍‌ ଜିଉଦା ବାରଇକରି ଉଟିଗାଲା ପଚେ ଜିସୁ କଇଲା, “ଏବେ ପର୍‌ମେସରର୍‌ ତେଇଅନି ଆଇଲା ନର୍‌ପିଲା ମୁଇ ତାର୍‌ଟାନେଅନି ଡାକ୍‌ପୁଟା ପାଇବା ବେଲା ଆସିଆଚେ । ଆରି ମର୍‌ ଲାଗି ପର୍‌ମେସର୍‌ ମିସା ଡାକ୍‌ପୁଟା ପାଇସି ।
32 Če je Bog proslavljen v njem, bo tudi Bog njega proslavil v sebi in nemudoma ga bo proslavil.
୩୨ଜଦି ପର୍‌ମେସର୍‌ ମର୍‌ତେଇଅନି ଡାକ୍‌ପୁଟା ଅଇଲେ, ନିଜର୍‌ ମ‍ଇମାସଙ୍ଗ୍‍ ନର୍‌ପିଲା ମକେ ମିସା ଡାକ୍‌ପୁଟା କରାଇସି । ଦାପ୍‌ରେସେ ମକେ ସେନ୍ତି କରାଇସି ।
33 Majhni otroci, še malo časa sem z vami. Iskali me boste in kakor sem rekel Judom: ›Kamor grem jaz, vi ne morete priti, ‹ tako sedaj pravim vam.
୩୩ଏ ମର୍‌ ପିଲାମନ୍‌ ମୁଇ ତମର୍‌ ସଙ୍ଗ୍‌ ଚନେକର୍‌ପାଇ ରଇବି । ତାର୍‌ ପଚେ ତମେ ମକେ କଜ୍‍ସା, ଆରି ମୁଇ ଜନ୍ତି ଗାଲିନି ତମେ ତେଇ ଜାଇନାପାରାସ୍‌ । ଏ ବିସଇ ଜିଉଦି ନେତାମନ୍‌କେ ଜେନ୍ତି କଇରଇଲି, ସେନ୍ତି ଏବେ ତମ୍‌କେ ଆରିତରେକ୍‌ କଇଲିନି ।
34 Dajem vam novo zapoved: ›Da ljubite drug drugega, kakor sem vas jaz ljubil, da tudi vi ljubite drug drugega.
୩୪ମୁଇ ତମ୍‌କେ ଗଟେକ୍‌ ନୁଆ ଆଦେସ୍‌ ଦେଲିନି, ତମେ ତମର୍‌ ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ କରା । ମୁଇ ଜେନ୍ତି ତମ୍‌କେ ଆଲାଦ୍‌ କଲିଆଚି, ତମେ ମିସା ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ କର୍‌ବାର୍‌ଆଚେ ।
35 Po tem bodo vsi ljudje spoznali, da ste moji učenci, če imate drug do drugega ljubezen.‹«
୩୫ତମର୍‌ ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ ରଇଲେ, ତମେ ମର୍‌ ସିସ୍‌ ବଲି ସବୁଲକ୍‌ ଜାନ୍‌ବାଇ ।”
36 Simon Peter mu je rekel: »Gospod, kam greš?« Jezus mu je odgovoril: »Kamor jaz grem, mi sedaj ne moreš slediti, toda sledil mi boš pozneje.«
୩୬ସିମନ୍‌ ପିତର୍‌ ଜିସୁକେ ପାଚାର୍‌ଲା, “ଏ ମାପ୍‌ରୁ ତମେ କନ୍ତି ଗାଲାସ୍‌ନି?” ଜିସୁ କଇଲା, “ମୁଇ ଜନ୍ତି ଗାଲିନି ସେ ଜାଗାଇ ଏବେ ତୁଇ ଆସି ନାପାରୁସ୍‌ ମାତର୍‌ ପଚେ ଆଇସୁ ।”
37 Peter mu je rekel: »Gospod, zakaj ti ne morem slediti sedaj? Svoje življenje hočem dati zaradi tebe.«
୩୭ପିତର୍‌ ଜିସୁକେ କଇଲା, “ଏ ମାପ୍‌ରୁ ଏବେ କାଇକେ ତମର୍‌ ପଚେ ପଚେ ଆସିନାପାରି? ମୁଇ ତମର୍‌ପାଇ ମର୍‌ବାକେ ମିସା ରାଜିଆଚି ।”
38 Jezus mu je odgovoril: »Življenje hočeš dati zaradi mene? Resnično, resnično, povem ti: ›Petelin ne bo zapel, dokler me trikrat ne zanikaš.‹«
୩୮ଜିସୁ ତାକେ କଇଲା, “ତୁଇ କାଇକେ ମର୍‌ପାଇ ମର୍‌ସୁ? ମୁଇ ତକେ ସତ୍‌ କାତା କଇଲିନି କୁକୁଡା ନ ଡାକ୍‌ତେ ତୁଇ ମକେ ତିନ୍‌ ତର୍‌ ନାଜାନି ବଲି କଇସୁ ।”

< Janez 13 >